ଆଜିଠୁ ମନେ ପଡିବ ମୋଗାଁ / Rupa Pin2 Khushi

Sdílet
Vložit
  • čas přidán 28. 03. 2023

Komentáře • 1,6K

  • @lipukumar9491
    @lipukumar9491 Před rokem +426

    ସାଇ ବାବା ଙ୍କୁ କେଉଁ ମାନେ ହୃଦୟରୁ ଭଲ ପାଉଛନ୍ତି ଗୋଟେ ଲାଇକ କରନ୍ତୁ 👍🙏

  • @ghanashyammohanta4981
    @ghanashyammohanta4981 Před rokem +335

    ରାଜା ଭାଇକୁ କିଏ କିଏ ଭଲ ପାଉଛ ଗୋଟିଏ 👍

    • @shreyasharts5818
      @shreyasharts5818 Před rokem +7

      Raja bhai bodhe mamuni nka bhai

    • @ghanashyammohanta4981
      @ghanashyammohanta4981 Před rokem +3

      ନୂଆ ମା ଙ୍କ ପୁଅ

    • @debadattadash5222
      @debadattadash5222 Před rokem

      @@shreyasharts5818 hmm

    • @ChitrasenBehera-us4qq
      @ChitrasenBehera-us4qq Před měsícem

      ​@@shreyasharts5818😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

  • @prakashranjan8434
    @prakashranjan8434 Před rokem +97

    6 ଵର୍ଷ ହବ ମୁଁ ଗାଁ ଛାଡି ବାହାରକୁ ଆସିଛି, ଗାଁ କୁ ଗଲା ପରେ, ଆସିବା କଷ୍ଟ ବହୁତ, ଭିଡ଼ିଓ ଦେଖି ବହୁତ କାନ୍ଦ ଲାଗିଲା. କିଛିଟା ପଇସା ମୋ ବାପା ବୋଉ ମୋ ଗାଁ ସମସ୍ତଙ୍କୁ ମୋ ଠାରୁ ଅଲଗା କରିଦେଉଛି ବହୁତ ହୃଦୟ ବିଦାରକ ଭାଇ. 😔😔😔

  • @rkodialife3658
    @rkodialife3658 Před rokem +51

    ସତ ରେ ପିଣ୍ଟୁ ଭାଇ ବିଦେଶ ରହୁଥିବା ପିଲା ମାନଙ୍କ ଦୁଃଖ କଷ୍ଟ ଯାନି ପାରୁଛ thank you Bhai ,,,,,,,,,, ମୁଁ ବି ତାମିଲନାଡୁ ରେ ରହୁଛି ଭାଇ ,,,,,piz bhai ମୁଁ ତମ କୁ ଅନୁରୋଧ କରୁଛି ଆମ ଭଦ୍ରକ ରାମ ନବମୀ video ଛାଡ଼ିବ ,,,,, ଶ୍ରୀରାମ ତମ ପରିବାର କୁ ଭଲ ରେ ରଖନ୍ତୁ,,, love you ଖୁସିମା

  • @sagarghadeisagarghadei2283
    @sagarghadeisagarghadei2283 Před rokem +291

    ସତରେ ଭାଇ ମୋ ଆଖି 🥺 ରୁ ଲୁହ ଆସିଗଲା really ବହୁତ ଭଲ ରାଜା ଭାଇ ରାଜା ଭାଇ କୁଁ ଯିଏ ଭଲ ପାଅ plz ଗୋଟିଏ like ହଉ 👀🥺

  • @bapunbapun-rh3mt
    @bapunbapun-rh3mt Před rokem +536

    Really ଯେତେବେଳେ ଆମେ ଘର ଲୋକଙ୍କୁ ଛାଡି ବିଦେଶ ଆଶୁ ବହୁତ୍ କଷ୍ଟ ହୁଏ i Love this village ❤

    • @RakeshsahooOdiavlogs
      @RakeshsahooOdiavlogs Před rokem +2

      Ri8 ଭାଇ 😢

    • @Moralstories541
      @Moralstories541 Před rokem +1

      Satare ama pakhare jadi sethiki Paisa thanta ame majbur na thantu ame ama ghara ,ama gaaon ku chhadi yete dura asi nathantu ...bahout dukha jiye bahare rahuchhi se hin kasta kn bujhipariba

    • @sibukumar7506
      @sibukumar7506 Před rokem +1

      Right

    • @LokTech
      @LokTech Před rokem +1

      Right kahila 😮😮

    • @bikashchintu5519
      @bikashchintu5519 Před rokem +1

      Sata katha bahut kasta hua 😭😭

  • @Im_your_king_silu
    @Im_your_king_silu Před rokem +25

    ମୁଁ ଏହି ଭିଡିଓ ଦେଖିକି ଜାଣିଲି ଯେ ପିଣ୍ଟୁ ଭାଇ ଙ୍କ ପରିବାର ର ସମସ୍ତ ସଦସ୍ୟ ତାଙ୍କ ଗାଁ ର ଲୋକ ମାନଙ୍କୁ ନିଜ ପରିବାର ସଦସ୍ୟ ବୋଲି ଭାବନ୍ତି ❤❤

  • @manojlovesona841
    @manojlovesona841 Před rokem +61

    ଭାଇ ତୁମେ କେତେଟା ବ୍ଲଗ୍ ରେ ମା ପରିଗୀତ ପକେଇଛ ମୁଁ ଯେତେ ଥର ଦେଖିଚି କାନ୍ଦିଚି😭😭😭😔😔😔 ଆମେ ବି ଗାଁ ଛାଡି ଗୁଜୁରାଟ୍ ରେ ରହୁଛୁ ବହୁତ୍ ମନେପଡେ ଗାଁ କଥା 😔😔😔😔

  • @kabitadas2689
    @kabitadas2689 Před rokem +362

    ଆଜିର ବ୍ଲକ ଟି ଭାରି emotional ହୋଏଥିଲା ସତରେ ଆଖି ରୁ ଲୁହ ଝରି ପଡିଲା 😭😭😭😭😭 love you khushi maa

  • @tulubarik6319
    @tulubarik6319 Před rokem +167

    ରାଜୁ ଭାଇ ଗଲାପରେ କିଏ କିଏ Miss କରିବେ😂😂😭

    • @rajanikantamishra9696
      @rajanikantamishra9696 Před rokem

      Where r he living right now

    • @debadattadash5222
      @debadattadash5222 Před rokem

      @@rajanikantamishra9696 no english khali odia

    • @debadattadash5222
      @debadattadash5222 Před rokem

      @@rajanikantamishra9696 odia heiki bala english kahucha

    • @rajanikantamishra9696
      @rajanikantamishra9696 Před rokem

      @debadattadash5222 I am Odia, but I was born in Delhi, and after that, I went to work in Maruti Suzuki company in Japan after finishing my studies.That's why I don't have clear Odia at all.

  • @pitabasadash8854
    @pitabasadash8854 Před rokem +129

    ଜୟ ଜଗନ୍ନାଥ ଭାଇ ଭାଉଜ ରାଜା ଭାଇ କେଉଁଠି ରହୁଛନ୍ତି କିଏ କିଏ ଜଣୀ ବାକୁ ଚ଼ାଉଚ଼ ଗୋଟିଏ ଲାକି କର

  • @prasantabehera9181
    @prasantabehera9181 Před rokem +21

    ରାଜା ଭାଇ ଙ୍କୁ ଆମେ ସମସ୍ତେ ବହୁତ Miss କରିବୁ 😥😥

  • @susantathatei8059
    @susantathatei8059 Před rokem +106

    ଆଜିର ଭିଡିଅ ଟି ଦେଖିକି ବହୁତ କାନ୍ଦିଲି ,କାରଣ ମୁଁ ନିଜେ ଘର ଛାଡ଼ିକି ବାହାରେ ରହୁଛି, ଆଜି ମାଁ କଥା ବହୁତ ମନେ ପଡ଼ିଗଲା 😢😢😢 miss you maa❤

  • @mantubehera2370
    @mantubehera2370 Před rokem +40

    ଜୟ jagannath 🙏ଭାଇ ସତରେ ଗାଁରୁ ବାହାର କୁ ଗଲାବେଳେ ବହୁତ ଦୁଃଖ ଲାଗେ ଏମିତି ସହିବାକୁ ପଡିଥାଏ ଖୁସି ମା ଙ୍କ କଥା ବହୁତ ମିଠା ଲାଗେ ଭାଇ new ଗୀତ କେବେଆସିବ lovu all family 👍

  • @mahendra_das240
    @mahendra_das240 Před rokem +13

    ଆମେ ବି ବାହାରେ ରହୁଛୁ ନିଜ ପରିବାର ପାଇଁ ଆମ ପରିବାର କୁ ଟିକେ ଖୁସିରେ ରଖିବା ପାଇଁ ଆଉ ଯିଏ ବାହାରେ ରହୁଛନ୍ତି କେବଳ‌ସେହି ମାନେ ହିଁ ଜାଣିଛନ୍ତି ଯେତେବେଳେ ନିଜ ପରିବାର କୁ ଛାଡି ଗାଁ ସାଙ୍ଗ ସାଥି ଗାଁ ମନ୍ଦିର ଗାଁ ର ସେ ସକାଳର ପାହାନ୍ତି ଖରା ଆମ୍ବ ତୋଟା ସନ୍ଧ୍ୟା ସମୟରେ ସାଙ୍ଗ ସାଥିଙ୍କ ସହ ଗାଁ ରେ ଖଟି କରିବା ସବୁ ଯେତେବେଳେ ଜଣେ ଛାଡି ଗୋଟେ ବର୍ଷ ଦି ବର୍ଷ ପାଇଁ ଯେତେବେଳେ ଜଣେ ନିଜ‌ଗାଁ ଛାଡି ବାହାରକୁ ଚାଲି ଆସେ ସେ କଷ୍ଟ ମୁଁ ଆଉ ଯେଉଁ ଭାଇ ଭଉଣୀ ମାନେ ଅଛନ୍ତି ସେ ହିଁ ସେ କଷ୍ଟ ଜାଣିଛନ୍ତି ଯାହା ବି କୁହ ନିଜ ଗାଁ ଠାରୁ ସୁନ୍ଦର ଜାଗା ଏ ଦୂନିଆ ରେ‌ନାହିଁ ସେ ସାଗ ପଖାଳ ମାଟି ଘର ତା ଠୁ ସୁଖ ଆଉ କେଉଁଠାରେ ନାହିଁ ଭାଇ 😢😢 ଜୟ ଜଗନ୍ନାଥ ଲଭ୍ ❤ ଭଦ୍ରକ 🙏

  • @priyadarsini871
    @priyadarsini871 Před rokem +11

    Satre bhai aji ra vlog bahut emotional thila 😭😭😭. Miss you raja Bhai, Bhauja, and Bhai. Love you all family members🥰🥰🥰

  • @oty6413
    @oty6413 Před rokem +120

    କିଏ କିଏ ପିଣ୍ଟୁ ଭାଈଙ୍କ all family କୁ ଭଲପାଓ ❤...?

  • @ankitaprusty2446
    @ankitaprusty2446 Před rokem +12

    Miss you Raja Bhai 😢😢Bahut bhala laguthila samastanku sangare dekhiki 😊😊

  • @gitanjalinaik9983
    @gitanjalinaik9983 Před rokem +20

    ବହୁତ କଷ୍ଟ ଲାଗିଲା ନବୀନ ପାଇଁ ସବୁ ମା ମାନେ କାନ୍ଦୁଛନ୍ତି

  • @soumya_star7588
    @soumya_star7588 Před rokem +7

    Miss u Raja bhai ❤️ tume sabubele amiti khusi re ruha happy journey bhai ❤️ love you all members ❤️🙏🏻 Jay Jagannath 🙏🏻

  • @lipukumar9491
    @lipukumar9491 Před rokem +14

    miss u ରାଜା ଭାଇ 😢
    So happy family members 🙏 so cute ama gelhi khusi maa 😍 love you vai vauja 💕 love you all 💖 jai jagannath 🙏🙏🙏❤

  • @1x-abinash-07
    @1x-abinash-07 Před rokem +30

    ସତରେ ଭାଇ ଭିଡିଓ ଦେଖିଲୁ ବହୁତ୍ ଭଲ ଲାଗିଲା
    ଆପଣଙ୍କ କଥା ଶୁଣି ବହୁତ୍ ମନ ଦୁଃଖ ଲାଗିଲା 😢😢😢❤😂

  • @pushpapalai7758
    @pushpapalai7758 Před rokem +16

    ଭାଇ Vlog ଦେଖି ଆଖି ରେ ଲୁହ ଆସିଗଲା,,, ସତରେ ବହୁତ ଦୁଃଖ ଲାଗେ ଘର ଛାଡ଼ି ବାପା ମାଆ ଓ ପରିବାର କୁ ଛାଡି ଯିବାକୁ,,,😥

  • @bhadraktokapapu8572
    @bhadraktokapapu8572 Před rokem +15

    #ସତରେ ଭାଇ ଏହି video ଦେଖିଲା ପରେ ମୋର ମୋ ଘର 🏠 କଥା ବହୁତ ମନେ ପଡୁଛି 😢 ମୁଁ ବି Bangalore ରେ ରହୁଛି 3 ବର୍ଷ ଧରି ହେଲା ଗାଁ କୁ ଫେରିନାହିଁ 😭😭 #heart touching 💔💔 video 😢

  • @milansasmal2609
    @milansasmal2609 Před rokem +176

    Miss u raja bhai 😢😢 happy journey Jai Jagannath🙏🙏

  • @srssworld8836
    @srssworld8836 Před rokem +11

    ବହୁତ୍ ମନେ ପଡ଼ିବ ସତରେ video fst ରୁ ଦେଖୁ ଦେଖୁ କା କୋହ ଉଠେଇଲା ବହୁତ୍ ଦୁଃଖ ଲାଗୁଛି ସତରେ god 🙏🏻🙏🏻🙏🏻🙏🏻 bless 💐💐💐💐 you 💕💕💕💕🎉🎉🎉🎉👏👏👏👏

  • @hrudanandasankhua5824
    @hrudanandasankhua5824 Před rokem +18

    ପିଣ୍ଟୁ ଭାଇ ସତରେ ବହୁତୁ ଦୁଃଖ ଲାଗୁଛି ଆଖିରେ ଲୁହ ଆସିଗଲା 😭 ରାଜା ଭାଇ ଲିଟୁ ଭାଇ ଭାଉଜ ଲିଟି ପଳେଇଗଲେ miss you Raja Bhai Litu Bhai Bhauja Lite ଆମ ଗେହ୍ଲେଇ ଖୁସିମା ର କଥା ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ପିଣ୍ଟୁ ଭାଇ ସତରେ ରୂପା ଭାଉଜ ଙ୍କ ହାତ ତିଆରି ବାଳିଆ ମାଛ ତରକାରୀ ବହୁତୁ ଟେଷ୍ଟି ହେଇଥିବ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଲିଟୁ ଭାଇ ଭାଉଜ ଲିଟି ରାଜା ଭାଇ ରୁନା ଦିଦି ରାନୁ ଦିଦି ମାମୁନି ବାପୁନି ରାମ ଦେବ୍ ବାବା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି So Cute Khusimaa 😘 Love you Bhai Bhauja Khusimaa Litu Bhai Bhauja Lite Raja Bhai Runa Didee Ranu Didee Mamuni Bapun Ram Dev Baba and all Family members 💞💞❤️❤️❤️❤️
    ❤️❤️❤️❤️❤️❤️❤️❤️❤️❤️❤️❤️❤️ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍

  • @rupapintufanananta9096
    @rupapintufanananta9096 Před rokem +4

    Beautiful pintu Bhai and Rupa bhauja ❤️❤️❤️ so qut khusi maa ❤️😘😘 l miss Raja Bhai ❤️❤️❤️ Sabu bele khusi re ruha Jai jagannath 🙏🙏🙏

  • @akashkumarsahoo6931
    @akashkumarsahoo6931 Před rokem +27

    Miss u Raja Bhai 😢☹️ god bless you bhala re jaiki bhalare asa ....,🙏 Jay Jagannath 🙏♥️😊

  • @dipunmama9616
    @dipunmama9616 Před rokem +18

    ରାଜା ଭାଇ ଆଉ ଭାଇ ଭାଉଜ ଗଲେ ଭାରି ଭିଡିଓ ରେ ଦେଖି ବହୁତ ଦୁଃଖ ଲାଗୁଛି 😭😭😭ଜୟ ଜଗନ୍ନାଥ ଭାଇ 🙏🙏🙏❤💕🌹

  • @mathuramahakur5994
    @mathuramahakur5994 Před rokem +17

    Happy family god bless you all family members ଆଜିର vlog ଦେଖି ଵହୁତ ଦୁଃଖ ଲାଗିଲା ଭାଇ ❤️🥰❤️👌

  • @Raniexpress
    @Raniexpress Před rokem +2

    Sach main yaar bahut dukh laga 😢

  • @papusamal6584
    @papusamal6584 Před rokem +7

    Raja bhainka parichaya miliparila nahi bhai tikie parichaya dia miss u raja bhai❤

  • @biplabsamal941
    @biplabsamal941 Před rokem +36

    ନିଜ ଜନ୍ମ ମାଟି କୁ ଛାଡିକି ଯିବା କେତେ କଷ୍ଟ 😭ସେଇଟା ମୁଁ ନିଜେ ଲିଭାଉଛି, 😭😔ଇଛା ତ ବହୁତ ହଉଚି 😢ଗାଁ କୁ ଯିବା ପାଇଁ 😔ହେଲେ କଣ କରାଯିବ 😢always miss my village 😔.... I am software enginner for Bangalore 😔

    • @matubal1494
      @matubal1494 Před rokem

      Bhai tuma saha tike katha habaku chahuchi

  • @Mpatra1038
    @Mpatra1038 Před rokem +43

    Life is not easy, every day every time,jay jagannath 🙏

  • @user-um1dt7hp8h
    @user-um1dt7hp8h Před rokem +6

    ପ୍ରବାସୀ ଓଡିଆଙ୍କ ର ଦୁଃଖ 😢😢😢😢😢😢

  • @suchitraparida118
    @suchitraparida118 Před rokem +5

    Ajiro Video dekhili Bahut 😢😢😢 Dukha Laguchi. Miss you ❤️ All

  • @samikshya-world783
    @samikshya-world783 Před rokem +7

    Pintu Bhai aita tuma gan nuhen gote parivar.. emotional vlog

  • @khushbugupta9975
    @khushbugupta9975 Před rokem +13

    God bless you all family members ❤❤love you khushi maa ❤❤Jay jagannath 🙏🙏🙏🙏

  • @mama____6617
    @mama____6617 Před rokem +2

    love u khusi mama God bless u ❤❤❤🥰🥰🥰🥰🤗🤗🤗🤗

  • @laxmipriya9349
    @laxmipriya9349 Před rokem +43

    ଭାଇ ସତରେ ବହୁତ ଦୁଖ ଲାଗୁଛି ଆଖିରେ ଲୁହ ରହୁନି 😔😭😔😔😔😔 Miss you raja Bhai 😔😔😔😔 bhauja Bhai miss you 😔😭😭😭😭😭 bohot dukha laguchi 😔😔😔😔😔 ବହୁତ ମନେ ପଡ଼ିବ ଭାଇ 😢😢😢ଆଉ କେଉଁମାନେ ରାଜା ଭାଇ ଆଉ ଭାଉଜ ଭାଇ ଙ୍କୁ miss କରିବ gote 👍👍 au comment 😢😢😢 miss you 😔😭😭😭😭 love you Khushi mama ❤️❤️❤️❤️❤️ happy family members ❤️❤️❤️❤️ Bhai raja Bhai କ'ଣ ମାମୁନିଙ୍କ ଭାଇ plz kuhantu 🙏🙏🙏🙏🙏🙏

  • @sanjitamishra5560
    @sanjitamishra5560 Před rokem +10

    Really very emotional moment...

  • @laxmipriyamohanty2125
    @laxmipriyamohanty2125 Před rokem +14

    ଯିଏ ଯୋଉଠି ଗଲେ ନିଜ ଙ୍ଗାକୁ କେବେ ଭୁଲି ପାରିବ ନାହିଁ 😂😂 ଜୟ ଜଗନ୍ନାଥ 👏👏ଲଭ୍ ୟୁ ଖୁସି ମା ❤️❤️❤️❤️❤️❤️😘😘

  • @padmashrirout1384
    @padmashrirout1384 Před rokem +3

    Miss you raja bhai 😌😌😌😌love you khushi ma♥♥♥♥💓💓💓💓💓jay jagannath 🙏🙏🙏

  • @pihu927
    @pihu927 Před rokem +10

    Ajira vlog bahut emotional thila Bhai😭luha asigala akhire😭

  • @Bablucreation112
    @Bablucreation112 Před rokem +6

    Nice 😊😊😊
    Raja bhainku ame samaste miss karibu🥺🥺
    All family members mane sabubele khusire au bhalare ruhantu 🥰😌
    Jay jagannath 🙏🙏

  • @anilsahu4864
    @anilsahu4864 Před rokem +1

    🙏🙏ଜୟ ଜଗନ୍ନାଥ 🙏🙏love you rupa pintu khusi express 💕💕💕

  • @saratdas996
    @saratdas996 Před rokem +1

    Miss you Raja bhai and bhai bhauja

  • @pramodinibadi4026
    @pramodinibadi4026 Před rokem +6

    Love you bhai bhauja khusi maa 😘😘😘😍🥰

  • @suchitraparida118
    @suchitraparida118 Před rokem +11

    Miss you 😢😢😢😢😢 Raja Bhai

  • @-im-ajit-1gaming46
    @-im-ajit-1gaming46 Před rokem +18

    ଭାଇ ama ପୁଅ ମାନଙ୍କ ଭାଗ୍ୟ ହିଁ ସେମିତି। ନିଜ ଘର କୁ ବି ଆମେ ୨ ଦିନ ର କୁଣିଆ ହେଇ ଆସୁ 😭😭😭😭

  • @sulekhadas-oy1oo
    @sulekhadas-oy1oo Před rokem +3

    Miss u raja bhai god bless you always keep smili fulfill your dreams

  • @bhumi7005
    @bhumi7005 Před rokem +4

    ଛୋଟ ମୋର ଗାଁ ଟି ଗାଁ ର ମଜା ବହୁତ ଭଲ ଲାଗେ❤

  • @swatisucharitamajhi3575
    @swatisucharitamajhi3575 Před rokem +6

    Background music taa bahut hi sundar❤

  • @sangramcreation8827
    @sangramcreation8827 Před rokem +6

    ସତରେ ଭାଇ ଘର ଛାଡ଼ି ପଦରେ ରହିବା କେତେ କଷ୍ଟ, ଯିଏ ରହିଛି ସେ ଜାଣିଛି।ଘରର ସମସ୍ତ ସଦସ୍ୟ ଙ୍କୁ ଛାଡି ଯାଇ ବିଦେଶ ରେ ରହିବ,😞😞😞😞।ଯିଏ ବିଦେଶ ଯାଇଛି ତାହାର କଷ୍ଟ କଣ ସିଏ ହି ଜାଣିପାରିବ।ଆଉ ବ୍ଲଗରେ ରାଜା ଭାଇ,ଭାଇ ଓ ଭାଉଜ ଙ୍କୁ ଦେଖିବାକୁ ମିଳିବନି।🤔🤔🤔🤔

  • @monikamaillk1776
    @monikamaillk1776 Před rokem +9

    God bless you all family members😍😍❤🙏love you khushi maa😍❤ jay jagannath🙏🙏🙏🙏🙏🙏

  • @sugyanaprasadmohanty7993
    @sugyanaprasadmohanty7993 Před rokem +18

    Bhai heart touching moment ❤❤

  • @DIBYA_DIVYA
    @DIBYA_DIVYA Před rokem +59

    ଭାଇ ଭାଉଜ ଏମିତି ସବୁ ବେଳେ ଖୁସୀରେ ରହିଥିବ 🥰

  • @batakrushnaparida219
    @batakrushnaparida219 Před rokem +2

    really aji mu bahut kandili...Sana bhai Raja ghara chhadiki jiba samaya bahut kasta lagila...God bless u Raja...stay happy there....♥️♥️♥️

  • @s.ralltypeofvideos9619
    @s.ralltypeofvideos9619 Před rokem +4

    ପିଣ୍ଟୁ ଭାଇ ତମର ବୋହୁତ ଭଲ ଭାଗ୍ୟ ତମର କିଛି କଷ୍ଟ କି ଦୁଃଖ ନାହିଁ ତମର ତ ରାଜା ଚାକିରୀ ଘରେ ବସି ଲକ୍ଷେ ଲକ୍ଷେ କମଉଛ ବହୁତ ଭଲ
    ତମେ ସିନା ରାଜା ଭାଇକୁ ତମ ପାଖରେ ରଖି କିଛି କାମ ଦେଇଥାନ୍ତ ସେ କିଛି ପଇସା ଘରେ ବସି ତମ ଭଳି କମେଇଥାନ୍ତେ
    ଏତେ ପଇସା କଣ କରୀବ
    ଛାଡ ମଣିଷ ର ଯେତେ ପଇସା ସେତେ ଲୋଭ
    ଆଜି ର ବ୍ଲୋଗ ଦେଖି ବୋହୁତ ଦୁଃଖ ଲାଗିଲା

  • @rupaliofficial6898
    @rupaliofficial6898 Před rokem +37

    💕🥰 love khushi maa 🥰💕

  • @RomanchalLahajalVlog
    @RomanchalLahajalVlog Před rokem +3

    Bhagaban aapanka paribar ku khusi re rakhantu

  • @DE__MUSIC__PRESENT
    @DE__MUSIC__PRESENT Před rokem +4

    ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଆଜିର vlog ଟି ବହୁତ ସୁନ୍ଦର ଲାଗିଲା ଆଉ ଏବେ ସବୁ ପଳେଇ ଗଲେ ଏବେ କିଛି ଦିନ ଭଲ ଲାଗିବନି କାହିଁକିନା ସମସ୍ତେ ଥିଲେ ବହୁତ ମଜା ମସ୍ତି ହୋଉଥିଲା ଆଉ ସମସ୍ତେ ପଳେଇ ଗଲେ ବହୁତ ମନଦୁଖଃ ହେଉଚି ଆଉ ସମସ୍ତ ଘରର ପୁଅ ମାନେ ନିଜ ପରିବାରକୁ ଟିକେ ଖୁସିରେ ଦେଖିବା ପାଇଁ କେତେ କଷ୍ଟ କରନ୍ତି ସେ କଷ୍ଟ ସେଇ ମାନେ ହିଁ ଜାଣିଛନ୍ତି ଦୁଇ ଟାଇମ ପେଟ ପୋଷିବାକୁ ହେଲେ କେତେ କଷ୍ଟ କରିବାକୁ ପଡେ ଆଉ ଯେତେ ବଡ ବଡ ସହରକୁ ଗଲେ ବି ସେଇ ପିଲାଦିନ ସେଇ ଗାଁ ସେଇ ଗାଁର ମଜା ମସ୍ତି କେବେବି ଭୁଲି ହୁଏନି ଆଉ ଗାଁ କଥା ବହୁତ ମନେ ପଡେ ଆଉ ପିଣ୍ଟୁ ଭାଇ ତମର ମାଛ ଧରା ଦେଖି ବହୁତ ଖୁସି ଲାଗିଲା ଆଉ ଆଉ ଖୁସି ମାଙ୍କ କଥା ଶୁଣିବାକୁ ବହୁତ ଖୁସି ଲାଗେ ଆଉ ସତରେ ଆଜିର vlog ଟି ବହୁତ ସୁନ୍ଦର ଲାଗିଲା ଆଉ ସବୁବେଳେ ଏମିତି ହସୁଥାଓ ଲଭ୍ ୟୁ ପିଣ୍ଟୁ ଭାଇ ରୂପା ଭାଉଜ ଆଉ ଖୁସି ମା❤❤❤❤❤❤❤❤❤😘😘😘😘😍
    ଜୟ ଜଗନ୍ନାଥ 🙏

  • @bharjanaik5018
    @bharjanaik5018 Před rokem +7

    So beautiful family members 🙏🙏 love you Khushi maa ❤️❤️

  • @suchitraparida118
    @suchitraparida118 Před rokem +7

    So Beautiful Family ♥️♥️♥️ Love you all ♥️♥️ Jay Jagannath 🙏🙏🙏🙏 Love you Rupa Dii 😘😘

  • @Sumu..885
    @Sumu..885 Před rokem +4

    Jagannatha apono nka family ku khushi re rakhontu🙏🙏 love you all ❤❤

  • @ManishamohantaMinku-zz7ov

    Biswas kara vai Tamara ae Gita mate mo akhiru luha nei ase...love you vai bhauja and khusi maa..

  • @sanjivpradhani1455
    @sanjivpradhani1455 Před rokem +2

    I miss you raja bhai and bada bhai Bhauja 😂😂😂😂❤❤❤❤

  • @ritubapu7349
    @ritubapu7349 Před rokem +10

    Love u khusi maa❤❤❤

  • @sangitalaxmivlogs9565
    @sangitalaxmivlogs9565 Před rokem +3

    Jay Jagannath bhai 🙏 miss you Raja bhai😢god bless you khusimaa love you lo gunnu maa 😘😘😘😘

  • @laxmipriyasahoo4736
    @laxmipriyasahoo4736 Před rokem +6

    Vlog ଦେଖିକି ବହୁତ ଦୁଃଖ ଲାଗିଲା ପିଣ୍ଟୁଭାଇ -ରାଜାଭାଇ, ଭାଇ, ଭାଉଜ ସମସ୍ତେ ଚାଲିଗଲେ ବହୁତ ଦୁଃଖ ଲାଗିଲା ଜେତେବେଳେ ନିଜଲୋକ ମାନେ ଆମକୁ ଛାଡି ଦୂରରେ ରୁହନ୍ତି ସେତେବେଳେ ଆମକୁ ଦୁଃଖ ଲାଗେ ଜେତେବେଳେ ସେମାନେ ବାହାରୁ ଆସନ୍ତି ସମସ୍ତଙ୍କ ମୁହଁରେ ହସଥାଏ 😀😀 ଆଉ ଗଲାବଳେ ଲୁହ ସେମାନଙ୍କୁ ମହା ପ୍ରଭୁଜଗନ୍ନାଥ ଭଲରେ ରଖନ୍ତୁ 😭😭 ମୋଭାଇବି ଆମମାନଙ୍କୁ ଛାଡି ବ୍ୟାଙ୍ଗଲରରେ ରହୁଛି ଜୟ ଜଗନ୍ନାଥ 🙏🙏🙏🙏❤️❤️❤️❤️❤️❤️❤️

  • @nikisahoo6529
    @nikisahoo6529 Před rokem +1

    Really very imotional moment 😢😢 satare akhire luha asijauchhi 😢😢

  • @premnial4480
    @premnial4480 Před rokem +13

    Jai jagannath 💞💞💞💞🙏🙏🙏

  • @sibanandabarik-rv8jh
    @sibanandabarik-rv8jh Před rokem +10

    I Miss you Raja Bhai😢😢😢

  • @suchitrabhoi6339
    @suchitrabhoi6339 Před rokem +2

    Happy journey Raja Bhai ♥️ satare gan chhadi duraku gale bahut kasta hua😂 Jay jagannath 🙏

  • @abhiramkhatua7135
    @abhiramkhatua7135 Před rokem +3

    So beautiful family members ♥️♥️

  • @deepataria1867
    @deepataria1867 Před rokem +3

    Miss you raja bhai😢love you bhai and bhauja and khushi maa and runa didi and mamuni didi💕💕 so cute khushi maa and God bless you all family members🙏🙏

  • @arabindbehera3746
    @arabindbehera3746 Před rokem +8

    Mu bi jaba gan ru Bangalore ku asa bahut mana kasta hua ......miss you all ❤❤❤😊😊😊

  • @ukbiswal6473
    @ukbiswal6473 Před rokem +4

    Beautiful family love you all ❤️❤️❤️❤️

  • @babyjuli9606
    @babyjuli9606 Před rokem +1

    Ghroku golo baharoku jibo pai bohut kasto hau mata kando lagilo bohut god bless you

  • @cutyminu8428
    @cutyminu8428 Před rokem +3

    Miss you raja bhai.... Kete funi asibe 😘☺😭😭

  • @sethbabu2632
    @sethbabu2632 Před rokem +6

    Miss u ରାଜା ଭାଇ😭

  • @subaschandrasahoo7106
    @subaschandrasahoo7106 Před rokem +1

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @subratbeera8280
    @subratbeera8280 Před rokem +1

    Miss u Raja bhai Jay jaganath Bhai 🙏

  • @rajendrasubudhi8033
    @rajendrasubudhi8033 Před rokem +15

    Miss you raja bhai 😂😂😂Bhai ku dekhiki mo akhire luha rahilani mo bhai katha mane padijauchi😂😂 god bless you raja bhai and all family members🙏 love you all family members❤ love you khushi maa

  • @lishagouranga2265
    @lishagouranga2265 Před rokem +6

    Love uhh Khushi maa ...... 🥰🥰

  • @rajendramallick7554
    @rajendramallick7554 Před rokem +1

    Miss you Raja Bhai,bhai&bhauja 😢❤😢

  • @kishangaming397
    @kishangaming397 Před rokem +2

    Miss you raja bhai 😢😢😢❤❤❤

  • @somanathgajendra1189
    @somanathgajendra1189 Před rokem +8

    Mu mo maa ku bahut bhala paye love you maa🙏🙏🙏

  • @rashmirekha_mohanty
    @rashmirekha_mohanty Před rokem +4

    Jay Jagannath 🙏 bhai and bhauja and ama khusi maa god bless you 😘😘🥰

  • @laxmigouda7922
    @laxmigouda7922 Před rokem +2

    ସେଇ କଷ୍ଟ ଗୋଟେ ମାହିଁ ଜାଣିଛି 😂😂😂ଭାଇ ମୋ ଆଖିରେ ଲୁହ ଆସିଗଲା 🤣🤣🙏🙏🙏

  • @bibekmahata5336
    @bibekmahata5336 Před rokem +1

    Miss you really😢😢😢 Raja Bhai🙏🙏🙏 dil se❤❤❤ love you❤😘🤟

  • @manishabarik7856
    @manishabarik7856 Před rokem +7

    Love you khusi maa❤️

  • @soumyaranjanbarick158
    @soumyaranjanbarick158 Před rokem +6

    Jay Jagannath Prabhu Tama ku khusi re rakhantu sabu bele😊😊😊

  • @ajuartentertainment
    @ajuartentertainment Před rokem +2

    Bhai video bahutu sunder lagila ❤ 🙏 pravhu jagannath tuma family ku sabu bele khushi re rakhantu ❤ ♥ love you khushi maa ❤ 🙏 jay jagannath swami ❤ 🙏 bhai Raja bhai nku blog bahutu miss karibu ❤❤

  • @lipikasahu6221
    @lipikasahu6221 Před rokem

    Very emotional video God bless all of you❤❤

  • @gelhabatiswain7676
    @gelhabatiswain7676 Před rokem +6

    Beautiful family bhai Bhauja Jay jagannath swami

  • @tanushreeacharya197
    @tanushreeacharya197 Před rokem +4

    Bhai bahutu dukha lagila..........😢tumo family Bahutu Bhala laguchi ❤

  • @munanandinimylifestyle8193

    ସତରେ ଯିବା ର କଷ୍ଟ ସେଥିରେ ଏ ଗୀତ ବୋହୁତ କଷ୍ଟ ହୁଏ

  • @binitaswain8550
    @binitaswain8550 Před rokem +1

    ବହୁତ ସୁନ୍ଦର ପରିବାର ଏମିତି ପରିବାର ଜଗତେ ନାହିଁ