Pandian Is Scared, BJD On Verge Of Breaking Down | Nirbhay Gumara Katha

Sdílet
Vložit
  • čas přidán 8. 05. 2024
  • Pandian Is Scared, BJD On Verge Of Breaking Down | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 663

  • @padmanabhabhattamishra9159

    ଭି କେ ପାଣ୍ଡିଆନ ଯୋଗୁ ବିଜେଡି ର ସର୍ବନାଶ ହେବା ସୁନିଶ୍ଚିତ ଓଡ଼ିଶାରେ 75 ରୁ 85 ଆସନ ବିଜେପି ଜିତିବ ଏବଂ ମନ୍ତ୍ରୀ ମଣ୍ଡଳ ଗଢିବାର 100%ସମ୍ଭାବନା.

  • @padmanabhabhattamishra9159

    ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ହାରିବେ ଏବଂ ସିବିଆଇ ଜାଲ ଦ୍ୱାରା ଜେଲଯିବେ ନବୀନ ସହ ପାଣ୍ଡିଆନ ମଧ୍ୟ୍ୟ ଜେଲଯିବେ

  • @susantasahoo9544

    ନବୀନ ବାବୁଙ୍କର ସମ୍ପଦ ହେଲା ନିରବତା ଓ ପଣ୍ଡିଆନା ବାବୁଙ୍କ ବିପଦ ହେଲା ଅଧିକ କହିବା ଓ ଅଧିକା କହିବାକୁ ଯାଇ ଅନେକ ମିଛ କହିବା ।

  • @rajendragahir3205

    ପରିବର୍ତ୍ତନ ହାୱା ବହୁତ ଜୋର୍ ବହୁଛି, ଯାହା ମେ 13 ରେ Evm ମାଧ୍ୟମ ରେ ରୂପାନ୍ତରିତ ହେବ

  • @supriyasahoo4400

    ବିଜୁ ଜନତା ଦଳ କୁ ଆଉ କାହିଁ ନୁହ ନିଜେ pandian ବାବୁ ହିଁ ବିନାସର କାରଣ

  • @prasantakumarswain3419

    ପାଣ୍ଡିଆନ୍ ଜେଲ୍ ଯିବେ କିମ୍ୱା ଲାଙ୍ଗୁଡ଼ ଯାକି ତାମିଲନାଡୁ ପଳେଇବେ ।

  • @hrushikeshsahoo5289

    ପାନଡିଆନ ନିଜ ଛାଇକୁ ଦେଖି ଡରୁଛନତି।

  • @prabhuramdas5528

    ମୁଁ ମୁମ୍ବାଇ ରେ 1999 ମସିହା ରୁ ରହିଛି ଆଜି 2024 ମସିହା ହେଲାଣି ମହାରାଷ୍ଟ୍ରର ରାଜନୀତି କୁ ଅତି ପାଖରୁ ଦେଖି ଆସୁଅଛି ବାଲ ଠାକରେ ଗଡ଼,ଶରତ ପାଓର ଗଡ଼ ଏବଂ ଅଜିତ୍ ପାଓର ଗଡ଼ରେ ମୋଦିଙ୍କ ମେଜିକ କାମ କରିଅଛି

  • @NomadicJRS

    ଓଡିଶା ଏକ ବିଚିତ୍ର ରାଜ୍ୟ l ଏଠି ଏପରି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ଓଡ଼ିଆ କହି ଜାଣି ନାହାନ୍ତି ଆଉ ଜଣେ ବ୍ୟକ୍ତି ଯିଏ ଅଣ ଓଡ଼ିଆ ହେଇ ମଧ୍ୟ ଓଡ଼ିଆ ମାନଙ୍କୁ ଶାସନ କରିବା ସ୍ବପ୍ନ ଦେଖୁଛନ୍ତି l ଅନ୍ୟ କୌଣସି ରାଜ୍ୟ ରେ ଏଭଳି ସମ୍ଭବ କି? ଏଥି ପାଇଁ ଆମେ ରାଜ୍ୟ ବାସୀ ହିଁ ଦାୟୀ, ଆଉ କେହି ନୁହେଁ l

  • @user-sl4yh2yt4c

    ସାଦର ପ୍ରଣାମ, 🙏🙏🙏କଥାରେ କହନ୍ତି, "ହନୁ ମଲାବେଳେ ସତ କହିଥାଏ.."ତାଙ୍କ କଥା ସୁତୁଣ୍ଡ ହେଉ, ଓଡ଼ିଶାରେ ବିଜେପି ସରକାର ଗଠନ ହେଉ... ଜୟ ଶ୍ରୀରାମ 🙏🙏🙏

  • @biranchinarayanparida42

    ସେମାନେ ଜନିଗଲେଣି ହାରିବେ

  • @bharatsahu9088

    Bjp ବିଧାୟକ 2024 ସାଧାରଣ ନିର୍ବାଚନରେ 85 sit re bijaya ହୋଇ ସରକାର ଗଠନ କରିବାକୁ ଯାଉଛି🎉❤😂😢😮😅😊🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @sasikantkant4780

    ସରକାର ବଦଳିବ

  • @binayakumarsethi6114

    ଜାଗ ଓଡ଼ିଆ ଜାଗ, ନଚେତ ଭବିଷ୍ୟତ ରେ ଏକାଧିକ ପାଣ୍ଡିଆନ ମାନଙ୍କର ସାମନା କରିବାକୁ ହେବ ସେମାନଙ୍କ ଗୋଲାମ ଗିରି କରିବାକୁ ପଡିବ ଏ କଥା ଭୁଲି ଯାଅନାହିଁ । ବେଳ ଥାଉ ବନ୍ଧ ବାନ୍ଧିବା ବୁଦ୍ଧିମାନ ର ପରିଚୟ ଦେଇଥାଏ ।

  • @dillipkumarpanda2875

    ଆଜ୍ଞା ନମସ୍କାର

  • @ASHOKKUMARDAS-ys6vx

    ହନୁ ମଲା ବେଳକୁ ସତ କହେ ଠିକ ଯେମିତି ଆମ ଜ୍ୱାଇଁ ପୁଅ ପାଣ୍ଡିଆନ ସତ କହିଦେଲେ ଆ ଥୁ ଲଜ୍ୟା ଲଜ୍ୟା ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ

  • @pradippradhan4388

    ପାଣ୍ଡିଆନ୍ ଭୟଭୀତ, ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଭାଂଗିବା କଥା କହି, ରାଜନୈତିକ ଅପରିପକ୍ବତା ପ୍ରମାଣ ଦେଇ ଦେଲେ ଓ ଦଳକୁ ଦୂର୍ବଳ କରିଦେଲ

  • @artatranbehera5244

    Nabina cm ଙ୍କୁ ପାଣ୍ଡିଆନ ଲୁଚେଇ ରଖିଛି

  • @satyanarayanpadhi8509

    କୀଚକ ବଳ ରେ ବିରାଟ ରାଜା ଭଳି ତୃତୀୟ ମହଲା ରୁ ନବୀନ ଙ୍କ ନାମରେ ଅଣ ଓଡିଆ ଶାସନ କରୁଥିଲେ ଏଥର ବିଦାୟ ନିଶ୍ଚିତ କାରଣ ନବୀନ ବାବୁ ଆଗପରି ସୁସ୍ଥ ନାହାଁନ୍ତି

  • @subhransumaharana3691

    BJP 50 ସିଟ୍ ଜିତିଲେ ବି ଓଡ଼ିଶାରେ ସରକାର LOTOS ରେ Govt କରିବ । ସନ୍ଦେହ ନାହିଁ 50 + ରୁ ଅଧିକ ସିଟ୍