‘40 ଫୁଟରୁ ଆଉ ତଳକୁ ଯାଇପାରୁନୁ’ || Tapanga Stone Quarry Khordha || Search Operation || Odisha Reporter
Vložit
- čas přidán 8. 07. 2024
- #ଖଣି_ପୋଖରୀରେ_ବୁଡ଼ି_ଜଣେ_ନିଖୋଜ
ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଖଣି ପୋଖରୀରେ ବୁଡ଼ି ନିଖୋଜ ଯୁବକଙ୍କୁ ରେସକ୍ୟୁ ଅପରସେନ୍। ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଖୋଜାଖୋଜି ଚାଲିଛି। ଲାଇଭ୍ ବୋଟ୍ ଯୋଗେ ପାଣି ଭିତରେ ଚାଲିଛି ରେସକ୍ୟୁ ଅପରସେନ୍।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
CZcams: bit.ly/OdishaReporteronCZcams
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #Bhubaneswar #Khordha #Tapang #Drowning
ରିଲସ କରିବା ବନ୍ଦ ହେଲେ ଭଲ ହୁଅନ୍ତା କାରଣ ଖାଲି ମରଣ ନୁହଁ ଛୋଟ ଛୋଟ ପିଲାଠୁ ନେଇ କି ବୁଢ଼ା ବୁଢି ପର୍ଯ୍ୟନ୍ତ ସମାଜ ର ସଂସ୍କାର କୁ ଖିନ କଲାଭଳି ମେସେଜ ଦେଉଛନ୍ତି ଜୟଜଗୋନାଥ 🙏🙏
ଅତି ମସ୍ତି ବିନାଶର କାରଣ
ଖାଲି ହିରୋ ଗିରି କଲେ କଣ ହବ, ନା ପହଁରୀ ଜାଣିଛନ୍ତି ନା ଆଉ କଣ ଖାଲି ରିଲସ ନିଜେ ଦାୟୀ
Right bro... reels nisa to chhaduni aau
Jibana re kebe pokhori gadia re ulehi nahanti emane au....RIP
Right
parents ମାନେ ପିଲା ମାନକୁ extra ordinary training ପାଇଁ ଉସlହିତ୍ କରିବା ଉଚିତ୍
ତିନି ଚାରି ଦିନ ପରେ ଲାସ ଉପରକୁ ଆସି ଯିବ ସେତେବେଳେ ଆସି ନେଇ ଯିବ
ତମେ ଶଳା ଗାଁ ପୋଖରୀରେ କେବେ ଗାଧୋଇଛ ଶଳା ପଳେଇଲେ ରିଲ୍ସ କରିବାକୁ 😂😂😂😂
ଖୋର୍ଦ୍ଧା ଓ ତାପଙ୍ଗ ର ଖଣି ମାଫିଆ ମାନେ ଏମିତି,200 ମିଟର ରୁ ଅଧିକ କଳା ମୁଗୁନି ପଥର ବ୍ଲାଷ୍ଟ କରି ଏତେ ଗଭୀର, କରୁଛନ୍ତି 👍🏾 ଆଜିର ଦିନ ରେ ସାଧାରଣ ବ୍ୟକ୍ତି ରୁ ସେମାନେ ସବୁ କୋଟି କୋଟି ସମ୍ପତ୍ତି ର ମାଲିକ ହୋଇ ବସିଛନ୍ତି 👍🏾 ପ୍ରଶାସନ କୁ ମୋଟା ଅଙ୍କ ଦେଇ, ଖଣି କୁ ଗଭୀର କରି ଛନ୍ତି
Semane kahithile na asiki reals Kara ta bhitare budi ki ... Blame lagaiba bahut sahaja... Tuma pakhare jadi jogyata achhi tume khani kholiki bada loka hauna....
Muguni na juguni seguda sabu crosser area chips bulder cross metals stone sabu bahare
Tate g maruthile khani Malika mane sala Paisa deiki liz re hei chhonti semane kholiki bikile ta Paisa return asiba
Right sir 👍
ଭଗବାନ ଯାହା କରନ୍ତି ପରାଣୀ ର ମଙ୍ଗଳ ପାଇଁ ,,🙏
*ଭଲ । ଏମିତି ଲୋକଙ୍କ ସଂଖ୍ୟା କମିବା ଦରକାର । ଏମାନେ ଦେଶପାଇଁ ବୋଝ ।*
Tu desha ku tekiki darithibu maghia tama r bhai ki pua marithile emt kahithantu
@@surendranayak6448 ବେଶି ବାହାଦୁରୀ ଦେଖେଇଲେ ଏମିତି ହୁଏ । ସେ କ'ଣ ଛୋଟ ପିଲା ? ଜାଣିନି ପାଣି, ନିଆଁ ସହ ଖେଳିବା ବିପଦ ବୋଲି ନା ସେ ନ୍ୟୁଜ୍ ଦେଖିନାହିଁ ଲୋକ ପାଣିରେ ବୁଡ଼ିବାର ??
Tama family bhitaru jadi amiti kehi nijara loka nkara kichi heithanta tme thik bujhithanta auu amiti comnt deithanta uneducated ki tme.....Na manabikata nhi
Right 👍 @@reetipravakhuntia1156
ଭାଇ ଆମେ ସମସ୍ତେ ମରିବା ଦିନେ ନା ଦିନେ
ବାପ ମାଆ କେତେ କଷ୍ଟ ସହି ତୁମକୁ ଛୋଟରୁ ବଡ଼ କଲେ ଆଉ ଟଙ୍କା ଖର୍ଚ୍ଚ କରି ଉଚ୍ଚ ଶିକ୍ଷିତ କରିଥିଲେ କ'ଣ ଏଭଳି ମର୍ମନ୍ତୁଦ ଦୃଶ୍ୟ ଦେଖିବାକୁ l ଧନ୍ୟରେ ତୁମେ ପିଲା l ଏତେ ସବୁ ଘଟଣା ପରେ ମଧ୍ୟ କେହି ସଚେତନ ହୋଇପାରୁନ କିପରି?
🙏ଜୟ ଜଗନ୍ନାଥ ସ୍ୱାମୀ 🙏
Thik katha kahichanti apana 😢😢
ଟୋକି ପେଟେଇ ବା ର ନିଶା ଦେଖେଇ ହବାର ନିଶା ର ପରିଣାମ
@@madhusmitasahoo4465 semiti kuhani dd ebe ...dukha samaya re
@@madhusmitasahoo4465 ଆପଣଙ୍କ ମନ୍ତବ୍ୟରେ ଶତ ପ୍ରତିଶତ ବାସ୍ତବତା ଭରି ରହିଛି ଭଉଣୀ l ଆଜି କାଲି ଅଧିକାଂଶ ପୁଅ ଝିଅଙ୍କର ଲାଜ ସରମ ବୋଲି କିଛି ନାହିଁ ଯଦ୍ଦ୍ୱାରା ସମାଜରେ ଏଭଳି କରୁଣ ପରିସ୍ଥିତି l
Semane photo uthei Baku ପାତାଳ ପୂର କୁ ଯାଇଛନ୍ତି
😂😂😂😢 😅😅
😂
Seriously tamaku joke laguchi a sabu nijara loka kara amiti hele janithanta kete kasta hua🥺🥺💔
Jauna tame basi kandiba adhika uturila mala kn seithu hela au kete Dina emiti chaliba Jay Jagannath
@@reetipravakhuntia1156yes..but ur so beautiful 😮😮
ଭଲ ହୋଇଛି ରିଲସି ନିଶା
ଏତେ ବଡ଼ ଖାଲ. କଣ ପାଇଁ ସରକାର ରଖିଛି. ଭୁବନେଶ୍ୱର ର ଯେତେ ଅଳିଆ ପକାଇ ସେ ଖାଲ ପୂରଣ କରାଯାଉ. ଆଗରୁ ସରକାର ନେତା ମନ୍ତ୍ରୀ ସବୁ ଏ ପାହାଡ଼ରୁ ଟଙ୍କା ଖାଇଛନ୍ତି.
ଭଲ ହେଇଛି.. ମୋ ମତରେ
Hmmm tamara kehi nijara amiti jaithile bhala hoithanta thik na Amiti comnt deithanta manabikata nhi tamara🙏😠😠
100% right
@@reetipravakhuntia1156 ପାଣି ରେ ପହଁରିବା କୌଶଳ ଯାହା ପାଖେ ନାହିଁ,, ସେ ଆଉ କଉ ଗୁଣ ଜାଣି ଥିବ ବୋଲି ବିଶ୍ୱାସ କରାଯିବ,,,, ପୂର୍ବ ଇତିହାସ ବଧେ ତୁମକୁ ଜଣା ନାହିଁ,,, ମେଷ ପାଳକ କନ୍ୟା ଗୋପ ଜାଣିଛ
ଏମିତି ହିଁ ନିଜକୁ ନିଜେ ହୀରୋ ଭାବୁ ଥିବା ଲୋକ ବହୁତ ଅଛନ୍ତି...କିନ୍ତୁ କିଛି ଗୁଣ ନଥିବ,,... ନା ପାଣିରେ ପହଁରା,ନା ନିଜ bike ର ଛଟ ପ୍ରୋବ୍ଲେମ ର solution,,,,, ସବୁ ଅନ୍ୟ ଉପରେ ନିର୍ଭର କରନ୍ତି ମନେ ମନେ ହୀରୋ.........କିନ୍ତୁ ଅନ୍ୟ କୁ ବିପଦ ରେ ପକେଇବା ଭଲ ଭାବେ ଜାଣନ୍ତି,, ତେଣୁ ମୋ ମତରେ ଏମନେ ମଣିଷ ସମାଜରେ ଗୋଟେ ଗୋଟେ ଅଳିଆ...
ipravakhuntia1156 taku gali kara
ପାହାଡ ଖୋଳି ବା ଯୋଗୁ ଏମିତି ପାଣି ଜମୁଛି , ବେଆଇନ ପାହାଡ କଟା ବନ୍ଦ ନ ହେଲେ ଏଭଳି ହେବ । ଏ reels ପାଇଁ ମଣିଷ ନିଜ ଜୀବନର ମୂଲ୍ଯ ବୁଝୁ ନାହିଁ ଏବଂ ସେ ଜାଗାରେ ଅନେକ ନିରୀହ ପଶୁମାନଙ୍କ ଜୀବନ ଗଲାଣି।
😢😢😢
Mitti k ghar wale ku sadhi karoge ??
Sei masti free time re jadi swim sikhanta kete bhala huanta
Bhalo heichhi
ଠିକ୍ ହୋଇଛି
Everyone should learn swimming, otherwise don't go near water bodies
ଆଜିର ଯୁବ ସମାଜର ଦୂରଦୃଷ୍ଟିର ଘୋର ଅଭାବ। ଜୀଵନ ପ୍ରତି ସତର୍କତା ନାହିଁ। କେବଳ ପାଠ ପଢ଼ିଲେ ହେବନି ସବୁ ପ୍ରକାର ଟ୍ରେନିଙ୍ଗ ହେବା ଦରକାର। ସନ୍ତରଣ ଜାଣି ନଥିବା ବ୍ୟକ୍ତି ଅଜଣା ଜଳାଶ୍ରୟ ନିକଟକୁ ମଧ୍ୟ ନ ଯିବା କଥା। ଏତେ ଗଭୀର ପାଣିର ଚେତାବନୀ ଦେବା ଅତ୍ୟନ୍ତ ଆବଶ୍ୟକ।
Beautiful
Nice super odisha
Good 👍
*ସେ ବ୍ୟକ୍ତି ଜଣକ under water reels ବନଉଥିବେ । ଖୋଜାଖୋଜି କରନି । ତାଙ୍କ ମନ ହେଲେ ସେ ବାହାରକୁ ଆସିଯିବେ ।*
Alajya ta ki
😂😂😂😂
Underrated comment buddy😂😂😂
Jay jhagarnath 🙏🙏
Maru
Buli jaba ta kan ate jaruri thila.se jhia pila kahinki jai thila .ta bapa maa kan anumati dei thile.sarakara athire sahajya na kari gotia sikshya diantu.sarakari loka bi Mari jai paranti.kia daily heba ?
ମଜା ପାଇଁ ସଜା ରେ ଭାଇ।
Sabu bhul se toki ra
⚡Masti nuho grand Masti hela 🙏Jai jagannath
Bhala heichi
Hmmm apanankara kehi family lokankara amiti heithile thik aee comnt ta apana deithante na
Nija bhul pai marichi dukha Kari bare kn achhi
Jaha haichi Bhala haichi Bapa ra Bhagya change karidele jagannath jaha hai chi Bhala
Gotaye samany khalaru Pila midini
Nadi
Samudra re kada kariba 😮
ରିଲ୍ସ ରେ ହିରୋ ହେଲେ ପାଣି ପହରା ରେ ଜିରୋ 😂
ଭଲ ହେଈଚି
Oh my love film ra sorting seat
Wait for 4-5 days se bhasi jiba
Technology ❌Nature✅
Thik hoichhi
Hmmm apanankara kn achhi jaha vdo dekhile negative comnt debaku asijibe.....Manabikata achhi ki nhi apanankara???
😢😢😢
Jie manilani se Mala vala hela
🇮🇳🙏🏻🇮🇳Jai Jagannath🇮🇳🙏🏻🇮🇳🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳🪷🇮🇳🙏🏻🇮🇳Jai Jamaraj🇮🇳🙏🏻🇮🇳
Jaha haiche bhala haiche. Ajira. Juba samaj. Sekhyalava. Kariba
ଭଲ ହେଇଛି😂
😢
Scuba Driver.. 😂😂
Bhala pilata 😢😢😢😢
ଯୁବତୀ ଜଣକ କୁଆଡେ ଗଲେ?
NDRf ku daka
Se jahaku adau jibara nathila
Waterproof camera use karantu
Han pa ice thiba
Reels app ku ban karidiajau 🙏 jay jagannath 🙏 prabhu bhalare rakhantu
Catak ru samundar budadi ku nyly valo huanta ay fayar trying Bala ko auty aycspryns nahi
Instagram reel ahuri kara 😂
Apana manaka amiti msg pila tira paribara upare ki prabhava pakauthiba bujhiparichhnti ta
A reels au youth😂😂😢😢😢
😓😓😓
Kaan paochha sey reels ru bhotapia maney.
0:56 I love u
କିଛି ଖୋଜିବା ଦରକାର ନାହିଁ।
ତା ସାଙ୍ଗରେ ଯୋଉମାନେ ଥିଲେ ପଚରା ଉଚରା କରାଯାଉ ।
Sabu naveen sarkar dayi
Bala Banka karuthila ta
Malike gan ku asa pokharire pahanra sikhiba
ଏଇମାନେ ମରିବେନି ତ ଆଉ କିଏ ମାରିବ
ଖାଲି ତ ରୀଲ୍ସ ବାୟା କଲା
Koujaga khordha
ହିରା ଖୋଜୁଥିଲେ
Sabu sei toki pain 😂😂😂 jiban gala reels pagala kala ba
Mane Mane hero ଠିକ୍ ହେଇଛି 🎉
Access enjoy is very bad 😂
Are bhai se khani ki fast potho
Reels kariba sikhichati panhariba sikhi nahanti
Laka laka laka 😅hilitu hilata 😊🙏kaba kaba
ଯିଏ ଯେମିତି ରୀଳ ବନାଉ ଭିଡିଓ ବନାଉ ବନେଇ ଦିଅ, ମରି ଦିଅ ବିନା ଟାଇଳେଣ୍ଟ ରେ ହିରୋଗୀରୀ ଦେଖାଉଛନ୍ତି, ଯେତେ ମନା କଳେ ବି ମାନୁନାହାନ୍ତି, କଳ ବି କାଳ ଅଟେ,
ଯିଏ ମାନିବନି ମରିବ 😢
Taku kn patha bandhi pakeichhanti
Hii😢😮😅😂🎉
Reels totally ban karidebakatha
E SABU BJD GOVT TIME RE CHORA MINES HEICHJI
Sabu pilla bhul pare bhul karichalicha ti
Kpm
Emane kichhhi kari pari be na hni marrine commando nku daka
Height thila boli 😢na
banda kuu khochanti... desh pai jiban dei deichanti taa...
Apana b aee desa pain kichi karinahanti......tamara b family achhi yar jou pila ta saha amiti heichi thare bhabantu ta ta family upare kn bituthiba....Plzzz amiti comnt deba band karantu🙏🙏🙏
ମର ମାଘିଆ
Tora kie nijara marithile se Katha kahithantu
Sobu misiki may b murder koriki potidei emiti kahani rochuthibe budigola boli.nochet dead body phuliki uporoku bhasithanta.
Kali bhasiba
Reels
କୁମ୍ଭୀର ଖାଇ ଦେଲା ବୋଧେ
Bapa Banda khia chhua
😂
No need to waste money behind these stupid people who put thr life in risk for some selfie or reels.
BJD ra corruption aaieta, Amar bargarh district Padampur re madhya emitii khodan achhi, requested to odisha government to Enquiry this all over odisha
Padampur ra kenu ache bhai, adress tk dia ta
@@ankurmohanty khaliamunda village near sargibahal, diptipur
Reels Re Hero ❌ Real life re Chakka 😂
Gandimarei huantu balo reels ru pela miliba
Bahaka pila
ଯାହା ହେଇଯାଇଛି,ତାହା ଉପରେ ଖରାପ ମନ୍ତବ୍ୟ ରଖିବା ଠିକ୍ ନୁହେଁ,ଆମେ କଣ ଶିଖିଲେ,ଆଉ ଆମର ଭାଇ ,ସାଙ୍ଗ ମାନଙ୍କୁ
ଉପଦେଶ ଦେବା ,ସେମାନେ ଯେମିତି ଭୁଲ୍
ନକରନ୍ତୁ,
ହରେ କୃଷ୍ଣ
Banda kha reels Wale
Distric administration ବାରଣ କରିବା ସତ୍ତ୍ଵେ ସେ ପିଲା ଗଲେ କଣ ପାଇଁ। ସେମାନଙ୍କ family କୁ ଫାଇନ କରାଯାଉ
Bhala heichhi kichhi bhula nahin...ajikali bapa maa mankar bhaya pilankar nahin ku sanskar bhitare budigale emiti guate......BANDA CHHODI HEIGALA .......
Plzzz amiti comnt karantuni....Gote Manish hisabare tk ta manabikata rakhantu🙏🙏🥺🥺😭😭💔