ଘରର କାମ୍‌ବୁତା ଆର ପାଠପଢା ସାଙ୍ଗେ କପଡା ବୁନା ଲାଗି କେନ୍ତା ସମିଆଁ କାଢୁଛନ୍‌

Sdílet
Vložit
  • čas přidán 6. 03. 2021
  • ସମ୍ବଲପୁରୀ ଶାଢି କି କପଡା ବୁଣାବୁଣିର କଥା ଆଏଲେ ବରଗଡ଼ ଜିଲ୍ଲା କଥା ମନକେ ଆସିଥିସି । ଜିଲ୍ଲାର ଗାଁ ଗାଁନେ ରହିଛନ୍ ବୁଣାକାର ପରିବାର ଯେନମାନେ ନିଜର କୂଲ ବେଉଷାକେ ଆଏଜ ଭିଲ୍ ଧରିକରି ରଖିଛନ୍ । ଲସ୍‌ତଲା ଗାଁର ଗୁଟେ ବୁଣାକାର ପରିବାରକୁଁ ଆମେ ଭେଟିଥିଲୁ । ପ୍ରାୟ ସବୁ ବୁଣାକାର ପରିବାରର ସବୁ ସଦସ୍ୟ ଇ କାମେ ଲାଗିଥିସନ୍ ହେଲେ ବହୁତ୍ କମ୍ ମହିଲା ବୁଣାକାର ରହିଛନ୍ ଯେନମାନେ କି ମଙ୍ଗାନେ ଶାଢୀ ବୁନିଥିସନ୍ । ଇ ପରିବାରନେ ରହିଛନ୍ ହେନ୍ତା ଜନେ ଟୁକେଲ୍ ବୁନାକାର । ଯେ କି ଇହାଦେ କଲେଜନେ ପାଠପଢୁଛନ୍ ଆର ଘରେ ଶାଢୀ ବୁନାବୁନି ଭିଲ୍ କରୁଛନ୍ । ଇ କାମ୍ ସେ କେନ୍ତା ଶିଖଲେ ଆର କାହାରଠାନୁ ଶିଖଲେ ସେସବୁ ବାବଦେ ଜାନମା ପହରାର ଆଜିର ଇ ଭିଡିଓନେ ।
    About Us!
    ପହରା, ଆମର ସମିଆ ଆର ସମାଜର ଦର୍ପନ।
    ଆମର ତିହାର ବାହାରର ଉସନାଖି,
    ଆମରଘର,ପରିବାର ଆର ସମ୍ପର୍କର ଗହକି।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber If you are watching this video on CZcams, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

Komentáře • 53