କେଶବ ବାବାଙ୍କୁ କାହିଁକି କହୁଛନ୍ତି ଠାକୁର ? Keshaba Babanku Kahinki Kahuchhanti Thakura ?

Sdílet
Vložit
  • čas přidán 7. 04. 2024
  • କେଶବ ବାବାଙ୍କୁ କାହିଁକି କହୁଛନ୍ତି ଠାକୁର ? Keshaba Babanku Kahinki Kahuchhanti Thakura ?
    ଯଦି ଆପଣ ମାନଙ୍କୁ ଭିଡିଓ ଟି ଭଲ ଲାଗୁଛି ତାହେଲେ ଆମ ଚ୍ୟାନେଲ କୁ Subscribe କରନ୍ତୁ ଏବଂ ଭିଡ଼ିଓ କୁ Like, Share, Comment କରନ୍ତୁ ଏବଂ Bell 🔔 Icon କୁ ଦବାଇ ଦିଅନ୍ତୁ । ଜୟ ଜଗନ୍ନାଥ ଜୟ ଅଚ୍ୟୁତାନନ୍ଦ ।
    ଯଦି ଆପଣମାନେ "ଏକ ହିନ୍ଦୁସ୍ଥାନୀ ପ୍ରକାଶ" ସହିତ ଯୋଡି ହୋଇ କାର୍ଯ୍ୟ କରିବା ସହିତ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମର Phone Pe - 6370530988 ନଂ ରେ ସହଯୋଗ କରିପାରିବେ ।
    #achyutanand #malika #keshabbaba #ekhindustaniprakash #guptamalika #khandagirikumbhamela #malikarahasyakaliyuga #jayakishoriji #sandeepmaheswari #vivekbindra #ayodhyarammandir #babaartatrana #bhabisyamalika #malikabachana #malikabichara #malikabachanatodayvideo #achyutanandamalikainhindi #prabachana #prathanatv #guptamalika #kaliyugamalika #viralodishamalika #viralmalika #viralvideo #odiamalikabachana #bhimabhoimalika #hadidasmalika #arakhitadasmalika #balajisarkar #bababalia #anirudhacharyajimaharaj #devkinandanjimaharaj #chitralekhaji #chanchalnath #carryminati #saurabhjoshi #manojdey #jaiphulamalika #malikanewepisode #bhabisyabani #swamipragyananandji #amoghliladas #gaurgopaldas #srilaprabhupada #nidhivan #nilachaldham #kripalujimaharaj #rambhadracharyajimaharaj #awdheshanandjimaharaj #jorandagadi #dwarka #motivationalvideo #odiamalikabachana #otvnews #odishabhaskar #kanaknews #kalingatv #nandighoshatv #argusnews #news7 #mrindianhacker #devotionalvideo

Komentáře • 317

  • @jzs83kar55
    @jzs83kar55 Před měsícem +3

    ଯଦି ଅଷ୍ଟାଦଶ ଚି଼ହ୍ନ ତେବେ ଜଣକୁ ଗୋଟିଏ ଦେଖାଯାଉଥିଲା ଆଉ 17ଟି କୁଆଡେ ଗଲା, ଅନ୍ଧ ଭକ୍ତ ସାବଧାନ ସମୟ ଆସିଲା 🥰🥰🥰

    • @pranitabehera1555
      @pranitabehera1555 Před měsícem +2

      ହଁ ଭାଇ। ମଣିଷ କେମିତି ଭଗବାନ ହୋଇପାରିବେ। ଭଗବାନ କୁ ପାଇବାକୁ ହେଲେ ଏ କଳି ଯୁଗରେ ଗଛରେ ଯେତିକି ପତ୍ର ଅଛି ସେତିକି ଜନ୍ମ ତପସ୍ୟା କରିବାକୁ ପଡିବ। କିଛି ବସ୍ ଭଡା ସାରିଲେ ମାହାଙ୍ଗା ରେ ଭଗବାନ ଙ୍କ ଦର୍ଶନ ହୋଇପାରୁଛି।ଭକ୍ତ ଦୃଷ୍ଟିରୁ ବଡ଼ ହୋଇପାରିବେ।ଗୁରୁ ହୋଇପାରିବେ। ପୁରାଣ ସାସ୍ତ୍ର ଯେତେ ଦେଖ ଶୁଣ ଭଗବାନ ଭକ୍ତ ପାଖକୁ ଆସିଛନ୍ତି। ଦିକ୍ଷା ନବା ଭୁଲ୍ ନୁହେଁ। ଦୀକ୍ଷା ଅର୍ଥ ମଣିଷ ଭିତରୁ ନୀଚ ଭାବ ଅହଂ ଘୃଣା ଖରାପ କର୍ମ ଏସବୁ ଛାଡିବା।

  • @ranjanjena6578
    @ranjanjena6578 Před 3 měsíci +17

    ଭାଇ ଗୁରୁ ସ୍ଵାମୀ ଆଚାର୍ଯ୍ୟ ଯାହା କହିଲେ ସମ୍ପୁର୍ଣ୍ଣ ଭବେ ଠିକ୍ କହିଛନ୍ତି ଶ୍ରୀ ଶ୍ରୀ କେଶବ ଠାକୁରଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🌹🙏🌹🙏🌹🙏🌹🙏🌹🚩 ଭାଇ କେଶବ ଠାକୁରଙ୍କୁ ଆଶ୍ରମରେ ଭିଡ଼ିଓ କରି ଛନ୍ତି ଠାକୁର ତମକୁ ଆସ୍ରୀବାଦ କରିବେ ଭାଇ ବାବା କହିବେନି ବହୁତ କଷ୍ଟ ଲାଗୁଚି

  • @OmmsaiNaik
    @OmmsaiNaik Před 3 měsíci +5

    Prabhu tuma pada tale koti pranam

  • @user-ry6wy8no4m
    @user-ry6wy8no4m Před 3 měsíci +36

    ଯିଏ ଠାକୁରଙ୍କ ଧାରା ନେଇ ନିଷ୍ଠାପର ଭାବରେ କର୍ମଯୋଗ କରିଚାଲିଛି ସେ ହିଁ ଜାଣିଛି ଠାକୁର କେଶବ ଚନ୍ଦ୍ର କିଏ?ନାସ୍ତିକମାନଙ୍କ ପାଇଁ ହାସ୍ୟାସ୍ପଦ ହୋଇ ପାରେ ଆଚାର୍ଯ୍ୟଙ୍କ କଥା ଶୁଣି କିନ୍ତୁ ସମୟ ହି ପ୍ରମାଣ କରିଦେବ ଯେ ଏହି କଥାର କେତେ ସତ୍ୟତା ଅଛି।ଜୟ ଶ୍ରୀ ଚରମନାଥ❤❤❤

  • @SNSPIRITUALLIVE
    @SNSPIRITUALLIVE Před 3 měsíci +8

    ଜୟ ଚରମ ନାଥ କି....🙏🙏🙏🌺🌺🌺🌹🌹🌹

  • @user-fi1pb2zk8o
    @user-fi1pb2zk8o Před 3 měsíci +4

    Keshaba nku भगबान boli मनोले amara dukha hatiba की.

  • @user-gl2gj1dl4l
    @user-gl2gj1dl4l Před 3 měsíci +2

    ଜୟ ଜଗନ୍ନାଥ ଜୟ ସତ୍ୟ ସନାତନ

  • @keshabkumar7848
    @keshabkumar7848 Před 3 měsíci +1

    Jay jagannath

  • @bishnupriyaacharya1927
    @bishnupriyaacharya1927 Před 3 měsíci +1

    Jay jjagannatha🙏🙏🙏❤️❤️

  • @radhikasakhi2380
    @radhikasakhi2380 Před 3 měsíci +8

    ଯାହାର ପୂର୍ବ ଜନ୍ମ ର ନିଜ ର ସଂସ୍କାର ଥାଏ ଠାକୁର ଙ୍କ ସହିତ ଭାବ ଥାଏ ସେ ହିଁ କେବଳ ଠାକୁର ଙ୍କୁ ଜାଣି ପାରେ ଠାକୁର ଙ୍କୁ ଚିହ୍ନି ପାରେ 🙏

  • @rinkunayak2241
    @rinkunayak2241 Před 3 měsíci +1

    Jay Jagannath....❤❤❤❤ mere AAKKA...Mere Maalik... Mahaanitya baasi..

  • @saratchandrasethi523
    @saratchandrasethi523 Před 3 měsíci +1

    Jay Jagannath bhai

  • @SasmitaNaik-cp1yh
    @SasmitaNaik-cp1yh Před 11 dny

    ଯିଏ ମୋ ପ୍ରଭୁ କେଶବ ଚନ୍ଦ୍ର ଙ୍କୁ ଠକ କହିବ
    ଦିନ ଆସିଲାଣି ସେ ଜାଣିବକେଶବ କିଏ
    ସେ ସ୍ଵଂ ଜଗନ୍ନାଥ ପରମ ବ୍ରହ୍ମ କଳି
    ଯୁଗ ର ପୂର୍ଣାବତାର

  • @SurprisedBackpacker-sd6lg
    @SurprisedBackpacker-sd6lg Před 3 měsíci +2

    Jay Sri Ram

  • @manojmohanty2376
    @manojmohanty2376 Před 3 měsíci +1

    Charamnatha nka charanare koti koti pranam, guruswami

  • @Sumita-340
    @Sumita-340 Před 3 měsíci +5

    Samaya asuchi samaste janibe thakuranku manibe guruswami 🙏

  • @narayanbehera2515
    @narayanbehera2515 Před měsícem

    କଳିରେ ତିନି ଜନମ
    ଚୈତନ୍ୟ, ଅଭିରାମ, କଳ୍କୀରାମ ।।
    ( ଜାଇଫୁଲ ମାଳିକା )
    ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

  • @NeheruBesra
    @NeheruBesra Před měsícem

    Malika mithya abang ardha Satya

  • @samarbarik1860
    @samarbarik1860 Před 3 měsíci +1

    Guru Swami

  • @user-ob8rf1nx8v
    @user-ob8rf1nx8v Před 3 měsíci +3

    ପାଗଳ ଗପ ମଣିଷକୁ ଭଗବାନ କହୁଛନ୍ତି

    • @user-ry6wy8no4m
      @user-ry6wy8no4m Před 3 měsíci

      ଆପଣଙ୍କ ମସ୍ତିଷ୍କ ପୁରା ଠିକ ଜଣାପଡୁଛି ସେ ପାଗଳ ବାଃ କିସୁସ୍ଥ ମାନସିକତା

    • @dayasagardayasagar755
      @dayasagardayasagar755 Před měsícem

      ​@@user-ry6wy8no4m
      ଲୋକେ ଯାହା ଦେଖୁଛନ୍ତି ..
      ତାହା କହୁଛନ୍ତି.

  • @ranjankumarpatra2284
    @ranjankumarpatra2284 Před 3 měsíci +4

    ପୂର୍ଣ୍ଣବ୍ରହ୍ମ କେବଳ ଜଗନ୍ନାଥ ଅଟନ୍ତି , କଥାରେ ଅଛି ଜଗନ୍ନାଥ ଯେ ଷୋଳ କଳା ତହିଁରୁ କଳାଏ ନନ୍ଦ ବଳା, ଭଗବାନ ଶ୍ରୀକୃଷ୍ଣ ତ ପୂର୍ଣ୍ଣ ବ୍ରହ୍ମ ନଥିଲେ , ତୁମେମାନେ କେତେ ଜଣ ତନ୍ତ୍ର ମନ୍ତ୍ର ଜାଣିଥିବ ଲୋକଙ୍କୁ ଭଗବାନଙ୍କ ରୂପ ଦେଇ ସନାତନ ଧର୍ମ କୁ ନଷ୍ଟ କରୁଛ , ଚି଼ହ୍ନ ତ ବହୁତ ଲୋକ ଧାରଣ କରି ବୁଲୁଛନ୍ତି ,ଅଭିରାମ ପରମହଂସ ଙ୍କ ପରେ ଆଉ କେହି ଅବତାରୀ ପୁରୁଷ ଆସିନାଁହାନ୍ତି , ଜୟ ଜଗନ୍ନାଥ 🙏🙏🙏

    • @dayasagardayasagar755
      @dayasagardayasagar755 Před 3 měsíci +1

      ଏମାନେ କେଟୋଟି ବହୁରୂପୀଏଣ୍ଡୁଅ
      ମାନସିକରୋଗିହେଇଗଲେଣି.
      ଗୋଟେ ସଧାରଣ ଜୀବକୁ ପୂର୍ଣ୍ଣବ୍ରହ୍ମ କହୁଛନ୍ତି

    • @Thestorytime1993
      @Thestorytime1993 Před 3 měsíci +1

      ଅଜ୍ଞାନ ବ୍ୟକ୍ତି ପ୍ରଥମେ ଜ୍ଞାନ ଆହରଣ କର ତାପରେ ଅନ୍ୟକୁ କଟାକ୍ଷ କର

    • @user-iq1md2fj1v
      @user-iq1md2fj1v Před 3 měsíci +2

      ଆରେ ଭାଇ ତୁମେ ବି ମାଳିକା ଟିକେ ଟିକେ ପଢନ୍ତୁ କିନ୍ତୁ ମୋ ପ୍ରଭୁ ଙ୍କୁ କିଛି କହିବେନି ଆମେ ବି ସନାତନୀ ମୋ ପ୍ରଭୁ ବି ସନାତନୀ ଗୁରୁ ସ୍ୱାମୀ

    • @basantakumarbhoi1403
      @basantakumarbhoi1403 Před 3 měsíci

      ଆଜ୍ଞା ଆମେ ତ ଜାଣିନୁ ମାଳିକା ବିଶାରଦମାନେ ଯାହା କହୁଛନ୍ତି

    • @subadhakumargiri6511
      @subadhakumargiri6511 Před 3 měsíci

      Taharo answer tu bohut jaldi paibu

  • @RaghabaMahanty-xr5it
    @RaghabaMahanty-xr5it Před 3 měsíci

    ❤️🙏🙏🙏❤️

  • @BanamaliBehere
    @BanamaliBehere Před 3 měsíci +4

    🤣🤣🤣 ଅଧିକ ହେଇଯାଉଛି କହିବା କେଶବ ଜଣେ ଗୁରୁ ଜଣେ ସନ୍ଥ କହିଲେ ଠିକ୍ ହେବ ଭଗବାନ କହିବା ନିଜର ପାଗଳାମି

    • @divinesund32263
      @divinesund32263 Před 3 měsíci

      Ye bhagban tu puja kari ki thare dekha au bisws kari ki thare dekha jadi jani na paribu eye bhagban tahele setebele asibu Athi comment deba ku

    • @BanamaliBehere
      @BanamaliBehere Před 3 měsíci

      @@divinesund32263 ପ୍ରଥମେ ବ୍ୟବହାର ସିଖ ମୁଁ କେଶବଙ୍କୁ ସାଧୁ ସନ୍ଥ ବୋଲି ମାନେ କେଶବ ଜଣେ ଗୁରୁ ଅଟନ୍ତି ଭଗବାନ ନୁହଁନ୍ତି ମୁଁ କେବଳ ଭଗବାନ ଙ୍କୁ ପୂଜା କରେ ମୁଁ ଜଣେ ସନ୍ନ୍ୟାସୀ ସାଧୁ ସନ୍ଥ କେବେ ଭଗବାନ ହେଇପାରିବେନି

    • @BanamaliBehere
      @BanamaliBehere Před 3 měsíci

      @@divinesund32263 ଅଚ୍ୟୁତାନନ୍ଦ ନିଜକୁ ଭୃତ୍ୟଙ୍କର ଭୃତ୍ୟ ଭାବୁଥିଲେ ସେ ନିଜକୁ ଭଗବାନ ଭାବୁନଥିଲେ କିନ୍ତୁ ତୁମ ଭଳି କିଛି ଲୋକମାନେ ତାଙ୍କୁ ଭଗବାନ ସଜେଇ ଦେଲେ ଏ ମହିରେ ଯେତେ ଗୁରୁ ଅଛନ୍ତି ସେମାନେ କେବେ ନିଜକୁ ଭଗବାନ ଭାବନ୍ତିନି

    • @BanamaliBehere
      @BanamaliBehere Před 2 měsíci

      @@divinesund32263 ତୋର ପ୍ରବଳ ଜ୍ଞାନ

    • @sunitanaik2984
      @sunitanaik2984 Před 24 dny

      ​@@divinesund32263hm pa se Sarathi ku kte loka puja karuthile tuma pari pagala ta pare se b baharile bhanda 😂😂😂 bhagaban nku puja kara kau manisa rupi bhagaban ku nuha

  • @chhabilalbariha8985
    @chhabilalbariha8985 Před 3 měsíci +1

    Jay Guruswamee

  • @rinkunayak2241
    @rinkunayak2241 Před 3 měsíci +1

    Mu Sree Durga, Sree Maadhba nka bhakta...mo jeevana aau Dhana

  • @preetirekhaparida519
    @preetirekhaparida519 Před 2 měsíci +2

    Om Keshabaya Namah

  • @user-ft7nb4bp2d
    @user-ft7nb4bp2d Před 3 měsíci

    Jay Jagannath kesaba

  • @rinkunayak2241
    @rinkunayak2241 Před 3 měsíci

    ❤❤❤❤❤❤❤❤❤

  • @rinkunayak2241
    @rinkunayak2241 Před 3 měsíci

    ❤❤❤❤❤❤

  • @basantnayak2284
    @basantnayak2284 Před 3 měsíci

    Jay keshav baba ki jay

  • @swayampravaswain1020
    @swayampravaswain1020 Před 3 měsíci +1

    Guruswami 🌹🙏

  • @biswanathbiswanath9080
    @biswanathbiswanath9080 Před 3 měsíci

    Jay charamanath ❤❤❤🙏🙏🙏

  • @rinkunayak2241
    @rinkunayak2241 Před 3 měsíci +1

    Surya Chandara Tara tumbhari aagya re barashanti Jyoti raasi...Mahaa Nitya baasi..

  • @biswaswarupnayak8761
    @biswaswarupnayak8761 Před 3 měsíci

    Guruswami 🙏🏻🙏🏻🙏🏻

  • @NiranjanMohanty-sx7uj
    @NiranjanMohanty-sx7uj Před 3 měsíci +1

    Jay Jagannath Jay character swami Narayan

  • @slayeropbolte2978
    @slayeropbolte2978 Před 3 měsíci +2

    kesaba baba jane vakta.malikare tank na acgi. mu pramanq devi. tera janma sarana. dibidibi chautisa. .sabuthire lekha achi. tamemane bepara karucha se kahanti. au jou jaria katha kahile jhatakeswara ku vuligale. jouthi jhatekaswara achi seita jaria. se jaga nuhna.apana jou jangya karithile kesab baba kana ahuti dele bipin babu jou kahile kandga kandhuni au droupadi kouthi pada dhoile. kahniki dekheilenahi.

    • @jyotiradityamohapatra
      @jyotiradityamohapatra Před 3 měsíci +1

      Praman dabu ta delu dekhiba tu kou khira pichu gyana ra na gai ra

    • @slayeropbolte2978
      @slayeropbolte2978 Před 3 měsíci

      @@jyotiradityamohapatra to aukata vitatare raha.patha padapila patha re mana de.mu kou gai ra khira pitching samaya asile janibu.mu prakas babu nku pranam kahithili murkh Tate nuha.mu Tate chihnichi.patha re mana de.

    • @biswajits7909
      @biswajits7909 Před 3 měsíci +1

      Apana Praman debe seta thik je kintu prathame Word ku kemti lekha jae speling thik se lekhi janantu ta pare praman debe

    • @slayeropbolte2978
      @slayeropbolte2978 Před 3 měsíci

      @@biswajits7909 u are not my teacher that I given u explanation.

    • @biswajits7909
      @biswajits7909 Před 3 měsíci

      🤣🤣

  • @rubinasahoo3800
    @rubinasahoo3800 Před 3 měsíci +2

    Keshab thakura nka vdo sabu bele banantu ame tanka bishayare janibaku khub agrahi

  • @rinkunayak2241
    @rinkunayak2241 Před 3 měsíci +1

    Brahma Gotie... Alekha Anaadi Mahaanitya baasi

  • @manassahu6269
    @manassahu6269 Před 3 měsíci +1

    ଅନେକ କୃତଜ୍ଞତା ସହିତ ଆତ୍ମିକ ପ୍ରଣାମ, ପ୍ରକାଶ ଭାଇ।।

    • @dayasagardayasagar755
      @dayasagardayasagar755 Před 3 měsíci

      କୋଉଠି ଥୋଇବୀ..
      ତୁ କେଡେ ଅଲାଜୁକ ଅପାରଗ ଭକ୍ତରେ
      ତତେ ଖୋଜୁଛି ମୁଁ.
      ତୋ ଆଧାର ନଂ ଦେଖା

    • @manassahu6269
      @manassahu6269 Před 3 měsíci

      @@dayasagardayasagar755 କଣ ପାଈଁ ଏମିତି ହେଉଛନ୍ତି, ମୋ ଆଧାର no ନେଇ କଣ କରିବ

  • @suvendutripathy949
    @suvendutripathy949 Před 3 měsíci +4

    ଭଗବାନ ପଛେ ନ କୁହ କିନ୍ତୁ ବାବା ବୋଲି ଭୁଲ ରେ ସମ୍ବୋଧନ କରନି

    • @teaching.pranab
      @teaching.pranab Před 3 měsíci +1

      ଠିକ କଥା ଗୁରୁଭାଇ ❤❤

    • @user-xo7sw8xj8w
      @user-xo7sw8xj8w Před 2 měsíci

      Love you Bhai ki comments ta suniki bhala lagila

  • @sunelimahanta9265
    @sunelimahanta9265 Před 2 měsíci

    Guruswami

  • @koushalyamahanta6665
    @koushalyamahanta6665 Před 3 měsíci

    Guruswami🙏🙏🙏🙏🙏🙏🙏🙏

  • @rinkunayak2241
    @rinkunayak2241 Před 3 měsíci

  • @KailashChandrapradhan-hs5bp
    @KailashChandrapradhan-hs5bp Před 3 měsíci

    Guruswami pranam

  • @rinkunayak2241
    @rinkunayak2241 Před 3 měsíci +1

    Ye..Kesba hauchhi Kali purusa. . Saadharana maanba..

  • @P.ParidaParida
    @P.ParidaParida Před 3 měsíci +2

    Malika sata amane janinahanti

  • @rinkunayak2241
    @rinkunayak2241 Před 3 měsíci +1

    Kaali bhaliaa kiee hei paarieni ok....

  • @rinkunayak2241
    @rinkunayak2241 Před 3 měsíci +1

    Satya re hele Jukta....gami paaribu sehi patha....... Alekha paatana pura se thaaba re Taanka ghara....

  • @sunitanaik2984
    @sunitanaik2984 Před 24 dny

    Hmm hmm Sarathi b semiti bahut bhala kama karuthile au kte andhabhakta heba re ebe ta sudhuri jao 😢😢 bhagaban nku puja kara e manisa rupi bhagban nku nuha

  • @Motivationallindia-f5b
    @Motivationallindia-f5b Před 3 měsíci +2

    ଜୟ ଶ୍ରୀ ଗୁରୁ ସ୍ୱାମୀ 🙏🏻🙏🏻🙏🏻

  • @user-uo7zv5fq7s
    @user-uo7zv5fq7s Před 3 měsíci +3

    Mo keshab thakuranka pari kiea achhi

  • @rinkunayak2241
    @rinkunayak2241 Před 3 měsíci +1

    Jau thaare Bramha achhi.. Udaye, Ashta naahi kichhi...ok Alekha paatana pura se thaaba re taanka ghara...naahi sarada usuma Saadhu Jane hetu kara

  • @user-gl2gj1dl4l
    @user-gl2gj1dl4l Před 3 měsíci +1

    ଶ୍ରୀ ଶ୍ରୀ ଶ୍ରୀ ଚରମ ପାଦ ନମଃ

  • @rinkunayak2241
    @rinkunayak2241 Před 3 měsíci +1

    Kesaba naa hei gale.kiee Bhagwaan paalati jaaeni ok.. Bhagwaan nku Tankaa Paisaa ra aabashyaka naahi...Manisha ku darkaar ok

  • @rinkunayak2241
    @rinkunayak2241 Před 3 měsíci +1

    Guru thaaei Guru pana karibaa thik nuhe..ok Michha kaahibaa thik nuhe

  • @user-fi1pb2zk8o
    @user-fi1pb2zk8o Před 3 měsíci

    To sarada प्रसन thanks alot

  • @munabiswal6715
    @munabiswal6715 Před 3 měsíci

    ଗୁରୁ ସ୍ଵାମୀ 🙏🙏🙏

  • @Brahma686
    @Brahma686 Před 3 měsíci +2

    ❤OMM SHREE GURUSWAMY KESHAVAYA NAMAH❤🥰🥰🥰🥰🙏🙏🙏🙏

  • @rinkunayak2241
    @rinkunayak2241 Před 3 měsíci +2

    Bhagwaan parikaa kehi naahanti ki kehi hei paaribeni... ye kesba Michha..Kali purusa

  • @rinkunayak2241
    @rinkunayak2241 Před 3 měsíci +1

    Je chhihni paariba.. Taanku.rahiba chhari juga ku" By Santha kabi Bhima bhoi,

  • @rinkunayak2241
    @rinkunayak2241 Před 3 měsíci +1

    Se thaare Aashrama,Anaadi Brahma...Udaya,Ashta naahi tahi re ok

  • @user-oj6ck8ld6t
    @user-oj6ck8ld6t Před 3 měsíci +2

    ଜୟଦେବ ଯେଉକେସବ। ନାମ ଉଚାରଜ କରିଛନ୍ତି ସେହେଉଛନ୍ତି। ସ୍ଵୟ଼ଁ ପ୍ରଭୁଭଗବାନ ଶ୍ରୀକୃଷ୍ଣ ନାରାୟଣ ମାଳିକା ରେ ଲେଖା ହୋଇଛି ଦଳିତ ଦେବେ ପ୍ରବଚନ ବ୍ରାହ୍ମଣହୋଇବେ କୂଳ ଭ୍ରଷ୍ଟାଚାର ଏଲୋକଜଣକ ପୁରାଣ ଶାସ୍ତ୍ର କୁ ଅପଭ୍ରଷ୍ଟକରି ମାହାଙ୍ଗା ର sc st ସଂପ୍ରଦାୟର ଗ୍ରହଣଖଣ୍ଡିଆ ରୋଗି ଲୋକକୁ ଭଗବାନଙ୍କ ସହିତ ଅପଭ୍ରଷ୍ଟକରି ଲୋକମାନଙ୍କୁ ଭୋଆବୋଲାଉଛନ୍ତି ଏପ୍ରକାରଚ୍ୟାନେଲକୁ ବନ୍ଦକରିବା ସହିତ ଯୋରବିରୋଧହେବା ଉଚିତ୍

    • @user-ry6wy8no4m
      @user-ry6wy8no4m Před 3 měsíci +1

      ଅପଭ୍ରଷ୍ଟ କଣ କରୁଛନ୍ତି ,,।କାହାକୁ ବାଧ୍ୟ କରୁଛନ୍ତି କି ତାଙ୍କ କଥା ଗ୍ରହଣ କରିବାକୁ।ମନେ ରଖନ୍ତୁ ଆଚାର୍ଯ୍ୟ ମହାଶୟ ମୂର୍ଖ କି ସାଧାରଣ ନୁହନ୍ତି ।

    • @user-ry6wy8no4m
      @user-ry6wy8no4m Před 3 měsíci

      ଜୋର କରି ଚାନେଲକୁ ସିନା ବନ୍ଦ କରିଦେବେ ,ହଜାର ହଜାର ଭାଇନଭଉଣୀଙ୍କ ବିଶ୍ୱାସକୁ ବନ୍ଦ କରିଦେଇପାରିବେ

    • @subadhakumargiri6511
      @subadhakumargiri6511 Před 3 měsíci

      Tu kie koho first

    • @subadhakumargiri6511
      @subadhakumargiri6511 Před 3 měsíci

      Au Thore Jodi Semiti kohibu tahele bujhibu Bhagavan kahaku kuha jauchi

    • @dayasagardayasagar755
      @dayasagardayasagar755 Před 3 měsíci

      @@subadhakumargiri6511
      ସତକହିଲେ ଖାଲି ବିନ୍ଧା ହେଉଚି ...
      ଯାହାସତ୍ୟ ତାହା ସର୍ବମାନ୍ୟ.
      ସମସ୍ତେ କହିବେ ..
      ଏ ଲୋକକୁ ତମେ ଯାହା ଭାବୁଛ
      ବାସ୍ତବରେ ଏ ଲୋକଟା ତାହା ନୁହେଁ .
      ଜଗନ୍ନାଥଙ୍କ ସହ ଏ ଲୋକ ସମାନ ନୁହେଁ .

  • @jagnyanarayanbishoyi2160
    @jagnyanarayanbishoyi2160 Před 3 měsíci +1

    Jay gurudev

  • @jagankumarjena6465
    @jagankumarjena6465 Před 3 měsíci +2

    ଗୁରୁଃସ୍ୱାମୀ 🙏🏻

  • @ranjitadas2652
    @ranjitadas2652 Před 3 měsíci

    😢guruswami😢❤

  • @dayasagardayasagar755
    @dayasagardayasagar755 Před 3 měsíci +1

    ରାଧୁଆଗପିଲା ଭାଣ୍ଡୁଆଗପ
    ଶୁଣଲୋ ଗାଁ ମାଇପ୍ ...!!
    ଏ ମୁର୍ଖ ଅଜ୍ଞାନକହୁଚିକଣଶୁଣ ..??
    ବିପିନି ବିହାରୀ ସାମଲ ...
    ଓଡ଼ିଶାର ବ୍ୟାସଦେବ ତ ...
    ସେ ଯାହା କହିଦବତାହା ଶାସ୍ତ୍ର ପୋଥି ହେଇଯିବ ...??
    ତମରିଭଳିଆ ଅଧାପାଠୁଆ କିଛି ଅଜ୍ଞାନୀ
    ତାକୁପଣ୍ଡିତ କହି ଖୁସି ହୁଅ ..

  • @swayangshibammohanty3346
    @swayangshibammohanty3346 Před 3 měsíci +1

    ଗୁରୁ ସ୍ଵାମୀ ସରଣମ।

  • @mandalstar9937
    @mandalstar9937 Před 3 měsíci +1

    ମୁଁ ପ୍ରଭୁ ଚରମ ନାଥ ଶବର ଭାଷା କଥା ବୁଝିପାରୁ ଥୀଲେ🙏🙏🙏ଏହି ପରି ଠାକୁର ଜଗତ ରେ ମିଳିବ ନାହିଁ

  • @user-jq3zd3fv9r
    @user-jq3zd3fv9r Před 3 měsíci +2

    Guruswami bhai 🙏🙏🙏🙏

  • @lokanathnaik348
    @lokanathnaik348 Před 3 měsíci +1

    Guruswami bhai 24:23

  • @NeheruBesra
    @NeheruBesra Před měsícem

    Aarya samaj ra sahita sastrath Kara Jani bu tame Satya

  • @supravamohanty5925
    @supravamohanty5925 Před 3 měsíci +1

    😊 Jay shree keshav Narayan 🙏🙏🙏

  • @ranjanbarik7321
    @ranjanbarik7321 Před 3 měsíci

    Guru Swami saranam.

  • @biswajitdas-yb7yj
    @biswajitdas-yb7yj Před 3 měsíci +1

    Keou Malika re achi nama kuha

  • @Sumita-340
    @Sumita-340 Před 3 měsíci

    Guruswami saranam 🙏🙏🙏🙏🙏

  • @akgroupofhotel8820
    @akgroupofhotel8820 Před 19 dny

    Kia proof karibo ki keshab baba bhagawan boli ???

  • @jaumaninaik3457
    @jaumaninaik3457 Před 3 měsíci

    Jay.guru.swami.pranam❤

  • @rinkunayak2241
    @rinkunayak2241 Před 3 měsíci +1

    Se Jane saadharana loka

  • @dr.khitishkumarpathi3602
    @dr.khitishkumarpathi3602 Před 3 měsíci +3

    Bhai again VDO banantu

  • @rinkunayak2241
    @rinkunayak2241 Před 3 měsíci +2

    Kesaba shiva.ki bhagwan nuhanti....saadharana loka

    • @santoshnaik3413
      @santoshnaik3413 Před 3 měsíci

      Tu kemiti janilu

    • @rinkunayak2241
      @rinkunayak2241 Před 3 měsíci +1

      Mu Nije.Shree nka servent..Satya gotie ❤️ ok Jaahara mu Diwaana 🌹🌹🌹 and Michha aneka...Sree nka bhaliaa kie naahanti ki hei paaribeni.jay Jagannath

    • @debasishnayak1785
      @debasishnayak1785 Před 3 měsíci

      1000/

  • @rinkunayak2241
    @rinkunayak2241 Před 3 měsíci +2

    Kesaba kana...Hanumaana.????

    • @manoranjanbehera7016
      @manoranjanbehera7016 Před 3 měsíci

      ତୋ ମା ଅନ୍ଧ ତୋ ବାପ କଣା ତୁ ସେଥିପାଇଁ ହେଉଛୁ ବଣା

  • @rameshswain6451
    @rameshswain6451 Před 3 měsíci +1

    Achuta. Sunya. Samadhi nele. Kesaba. Thakura. Ta. Purna. Brmah. Se ta. Sunya. Samadhi nei. Nanti

    • @user-uo7zv5fq7s
      @user-uo7zv5fq7s Před 3 měsíci

      Thakurata narasariradharithile narasarira thakura narasarira chhadi se sukhmare sabuthare achhanti mo keshab abykta thakuranku thare jiea dekhichi siea janichi Prabhu apankara amurkhsantanmanakutike sadabudhidieantu

  • @NeheruBesra
    @NeheruBesra Před měsícem

    Malika Kia Lekhi chhi be Jane manisha ,manisha kana bhagwan nka katha Lekhi ba

  • @NeheruBesra
    @NeheruBesra Před měsícem

    Bala Malika rakha Tama thare

  • @iswarkumarmallick7787
    @iswarkumarmallick7787 Před 2 měsíci +1

    ଜୟ ଶ୍ରୀ ଚରମନାଥ🙏🙏🙏🙏🙏

  • @rinkunayak2241
    @rinkunayak2241 Před 3 měsíci +1

    Duplicate Shiva... Duplicate....100000000%

  • @ajayakumar3997
    @ajayakumar3997 Před 3 měsíci

    ଜୟ ଶ୍ରୀ ଗୁରୁ ଚରମ ନାଥ

  • @user-hi5yv2lz5m
    @user-hi5yv2lz5m Před 3 měsíci

    Kia manantu ba na manantu satya sabubele sata

  • @user-bc4fg6fd3q
    @user-bc4fg6fd3q Před 3 měsíci

    ଜୟ ପ୍ରଭୁ କେଶବ ଚନ୍ଦ୍ର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jzs83kar55
    @jzs83kar55 Před měsícem

    କେଶବ ଯଦି ଭଗବାନ ତେବେ ଗୀତା ରାମାୟଣ ପଢିବା କୁ ମନା, ଜଗନ୍ନାଥ ପ୍ରସାଦ ଗ୍ରହଣ ମନା, ଏବଂ ବ୍ରତ ଉପବାସ ଘୋର ବିରୋଧୀ କାହିଁକି? 😁😁😁

  • @rushimalatritharushikulyap7607
    @rushimalatritharushikulyap7607 Před 3 měsíci +2

    ❤❤ ଜୟ ଜଗନ୍ନାଥ ପ୍ରକାଶ ଭାଈ ❤❤

  • @rinkunayak2241
    @rinkunayak2241 Před 3 měsíci +1

    🌹❤...

  • @artabandhu1943
    @artabandhu1943 Před 3 měsíci +1

    ଅବ୍ୟକ୍ତ ପୁରୁଷ ଚରମ ନ୍ନାଥ ଜୟ ଶ୍ରୀ ଶ୍ରୀ ଶ୍ରୀ ଗୁରୁସ୍ୱାମୀ

  • @saritamishra292
    @saritamishra292 Před 3 měsíci

    Jai jagannath swami jai pancha sakha 🌷🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌷jai kesab baba 🌷🙏🏻🌷

  • @lilimagarnaik5408
    @lilimagarnaik5408 Před 3 měsíci

    Keshab baba nuhanti sea parmbrahma

  • @nandinibarik6381
    @nandinibarik6381 Před 3 měsíci

    omm Guru swami

  • @tapankumarmahanta843
    @tapankumarmahanta843 Před 2 měsíci

    Bhai.Guruswami.BABA NA KAHI THAKURA/PRABHU KAHIBAKU TRI KARANTU

  • @maheswarmallick8769
    @maheswarmallick8769 Před 3 měsíci

    Omm keshabaye namaha

  • @user-rd6jy7lb7y
    @user-rd6jy7lb7y Před 3 měsíci +4

    କେଶଵ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ।

  • @user-db4nd6ew4f
    @user-db4nd6ew4f Před 3 měsíci

    ଜୟଶ୍ରୀ ଗୁରୁଃସ୍ୱାମୀ ଜୟଶ୍ରୀ ଚରମନାଥ 🙏🙏🙏🌹🌹🌹🌺🌺🌺🌼🌼🌼🌷🌷🌷🌸🌸🌸🌻🌻🌻🙏🙏🌹🙏🙏🙏