BJD leader Pravat Biswal targets Bobby Das & V K Pandian... || Editorial Show(EP-245)|| ODISHA PULSE

Sdílet
Vložit
  • čas přidán 2. 07. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #pravatbiswal

Komentáře • 64

  • @saratmishra7100
    @saratmishra7100 Před 2 dny +9

    ବହୁତ୍ ସୁନ୍ଦର ଉପସ୍ଥାପନା।
    କିନ୍ତୁ ପ୍ରଭାତ ବିଶ୍ଵାଳ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ଏତେ ଟଙ୍କା ଆସିଲା କେଉଁଠୁ, ED ଯାଞ୍ଚ ହେବା ନିହାତି ଜରୁରୀ।

  • @shankardmishra121
    @shankardmishra121 Před 2 dny +12

    ସୁନ୍ଦର ଉପସ୍ଥାପନା 🌹

  • @janardanpanda5378
    @janardanpanda5378 Před 2 dny +7

    ବର୍ତମାନ ବିଜେଡି ହାରିଛି ଆଉ ଆପଣ କିଛି ଦିନ ଅପେକ୍ଷା କରନ୍ତୁ ଧୀରେ ଧୀରେ ସବୁ କିଛି ବାହାରିବ ଆଗକୁ ଦେଖନ୍ତୁ ହୋତା ହେ କିୟା

  • @prafulasingh2267
    @prafulasingh2267 Před 2 dny +5

    ଯଦି ଜଣେ ପ୍ରାର୍ଥୀ ଅଠାଆଶି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି , ତେବେ ବିଜୁ ଜନତାଦଳର ସମସ୍ତ ପ୍ରାର୍ଥୀଙ୍କ ଟଙ୍କା ମିଶାଇଲେ କେତେ ହେବ ? ଏହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ କି ? ଏହାର ଅର୍ଥ , ବିଜୁ ଜନତାଦଳର ଯେତିକି ଏମ୍ ଏଲ ଏ , ଏମ୍ପି ଜିତିଛନ୍ତି କେବଳ ଟଙ୍କା ଖର୍ଚ୍ଚକରି , ଲୋକମାନଙ୍କୁ ଉତ୍କୋଚ ବା ଟଙ୍କା ଲାଞ୍ଚ ଦେଇ ନିର୍ବାଚନ ଜିତିଛନ୍ତି । ତେବେ ଖର୍ଚ୍ଚର ତାଲିକା କେତେ ଦେଇଛନ୍ତି ଓ ତାଲିକା ବାହାରେ କେତେ ଖର୍ଚ୍ଚ କରିଛନ୍ତି , ଏହା ତଦନ୍ତ ଦେବା ଆବଶ୍ୟକ ନୁହେଁ କି ?

    • @piyushrajkumar15
      @piyushrajkumar15 Před 2 dny +1

      ବିଜେଡି ରେ ନିଜକୁ ନେତା ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଗୋଟେ ଗୋଟେ ବେପାରୀ ଯିଏ ବେପାର କରେ ସର୍ବଦା ଲାଭ କରିବାକୁ ଚେଷ୍ଟା କରେ. ଏମାନେ କେବେ ବି ନେତା ନ ଥିଲେ ଆଜି ବି ନୁହନ୍ତି କିଛି ମଦୁଆ ଅନ୍ଧ ମୂର୍ଖ ଏଗୁଡ଼ାକ ପଛରେ 🐈🐈🐈କୁକୁର ପରି ଗୋଡେଇ ଗୋଡେଇ ଏମାନଙ୍କୁ ଜିତାନ୍ତି ଆଉ ତା ବଦଳରେ କିଛି ଫାଇଦା ନିଅନ୍ତି

  • @pratapjena1193
    @pratapjena1193 Před 2 dny +5

    ଓଡ଼ିଶାକୁ ଲୋଟି ଦେଇଛନ୍ତି

  • @abhirampanda5462
    @abhirampanda5462 Před 2 dny +2

    ସବୁ ଦଳ ଟଙ୍କା ଇଲେକ୍ସନ ରେ ଖର୍ଚ୍ଚ କରିଛନ୍ତି, ଏଟା ନୂଆ କଥା ନୁହେଁ

  • @user-fq5gb9ep9e
    @user-fq5gb9ep9e Před 2 dny +8

    ଆଉ ଜୀବନରେ B J D ଦଳ କ୍ଷମତାକୁ ଆସିବ ଭୁଲି ଯାଅ

    • @manoranjan34680
      @manoranjan34680 Před 2 dny

      ଅସମ୍ଭବ, ଦଳ ବି ରହିବ ନାହିଁ

    • @chittaranjansahu8113
      @chittaranjansahu8113 Před dnem

      Bjd ଏବେ ICU ରେ ventilator ଲାଗି ସାରିଛି l

  • @prabodhapanda5184
    @prabodhapanda5184 Před 2 dny +1

    ବିଦ୍ରୋହ ନୁହେଁ ସତ କଥା. ଆଗକୁ ତର୍ଜମା ହେଉ.

  • @manoranjan34680
    @manoranjan34680 Před 2 dny

    ଖୁବ ସୁନ୍ଦର ଉପସ୍ଥାପନା, ଧନ୍ୟବାଦ 👌👌👌

  • @sasanksekharaswain9208
    @sasanksekharaswain9208 Před 2 dny +3

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି

  • @geetaranisamal6638
    @geetaranisamal6638 Před 2 dny +3

    ସଠିକ ତଥ୍ୟ

  • @user-fq5gb9ep9e
    @user-fq5gb9ep9e Před 2 dny +3

    ଏକଦମ ହାଡେ ହାଜେ ।

  • @gajindrapadhan1445
    @gajindrapadhan1445 Před 2 dny +3

    Right

  • @snbarik4710
    @snbarik4710 Před 2 dny +1

    Outstanding analysis and analysis of reality.

  • @leaflets9373
    @leaflets9373 Před 2 dny

    ଆରେ ମୂର୍ଖ ସେ କହିଲା ସେ ଆଉ ତା ପୁଅ ଯେତେ ଥର ନିର୍ବାଚନ ଲଢ଼ିଛନ୍ତି ସବୁ ମିଶିକି ୮୮ କୋଟି ହେବ ବୋଲି କହିଛନ୍ତି। ଶଳା ମୂର୍ଖ ତୋ କାମ ଗଣମାଧ୍ୟମରେ ସମସ୍ତଙ୍କୁ ଜଣା।

  • @harishmallck2
    @harishmallck2 Před 2 dny

    ଯାହାହେଉ ସେସରେ ପ୍ରଭାତ ଭାବୁ ସାହସ କଲେ ସତ କଥା କହିବା ପାଇଁ |

  • @user-wj3lf4xi7n
    @user-wj3lf4xi7n Před 2 dny

    This was grate thank you

  • @sudhansurout451
    @sudhansurout451 Před 2 dny +2

    ଆରମ୍ଭ ମାତ୍ର !

  • @nabinbeura3225
    @nabinbeura3225 Před 2 dny +3

    ବିଜୁ ଲିଗାସି ଲୁପ୍ତ .

  • @rabipadhi4948
    @rabipadhi4948 Před 23 hodinami

    100%right

  • @krutibashpanda3916
    @krutibashpanda3916 Před 18 hodinami

    ପ୍ରଭାତ ବିଶ୍ୱାଳ ଚିଟ୍ ଫଣ୍ଡ ଟଂକା ଖାଇ ଜେଲ୍ ଯାଇ ଥିଲା। ଏଇ ଲୋକଙ୍କ ଟଙ୍କା।

  • @sangramkishoredasdas2424

    ଅପ୍ରିୟ ସତ୍ୟ ଆଲୋଚନା

  • @rkbehera1241
    @rkbehera1241 Před 2 dny

    Good news

  • @binodsahoo3374
    @binodsahoo3374 Před 2 dny

    Beginning of the end

  • @chandrapratapbisoi3882
    @chandrapratapbisoi3882 Před 17 hodinami

    Right bhai

  • @prafullpal8878
    @prafullpal8878 Před 17 hodinami

    Ki କଥା ଲେଖା chhidila ନା ଆଉ ଅଛି

  • @manojkumardas1991
    @manojkumardas1991 Před dnem

    Naveen doesn't care!

  • @sambhunathgiri3374
    @sambhunathgiri3374 Před 2 dny +1

    ❤😂❤😢❤

  • @user-jb4nw4ro9k
    @user-jb4nw4ro9k Před 2 dny +1

    88 କୋଟି 🙄

  • @dwarikanathmohanty179

    Why did Mr. Prabhat Biswal and his son spend so much money to win the election unless he has intention to double the amount? Let him he is like late Nabakrushna Choudhry, a former CM and a legendary as regards honesty and selfless service.

  • @ramakrushnadalai2497
    @ramakrushnadalai2497 Před 2 dny

    If Naveen ji sack some leaders those responsible for debacle of party,it may rise BJD but respect public. Till now pyari mohan incident is not clear to public.

  • @BirendraDas-xr1sk
    @BirendraDas-xr1sk Před 2 dny

    Main culprit is Naveen ji himself along with these two.Ex CM can't be absolved of his responsibility of BJD's damn defeat.

  • @sneha6303
    @sneha6303 Před 2 dny +1

    All BJD should join with Congress party, well come.

  • @prakashchandrapattnaik9214

    Thik. Sata. Katha.ti. Kahi cha nti.

  • @pramodpanda8976
    @pramodpanda8976 Před 2 dny

    Prabhata babu bjp ku Jai wishing hebe

  • @nareshdash3796
    @nareshdash3796 Před dnem

    88କୋଟି କୋଉଠୁ ଆଣିଥିଲେ ?

  • @prafullachandramohanty7096

    Tume Jane sankara

  • @santoshpal1595
    @santoshpal1595 Před dnem

    BJD haribar karan V K pandian.

  • @responsiblecityzen2438

    Tathapi pandian upare prabala bhaya

  • @prafullachandramohanty7096

    ତୁମେ ଆଗରୁ କେଉଁଠି ସୋଇଥିଲ

  • @chhabindramansingh73
    @chhabindramansingh73 Před 2 dny

    ଅଗଣିତ ନେତା କର୍ମୀ ଜଦି bjd ର ତେବେ bjd ହାରିଲା କିଆଁ, ଧୀରେ ଧୀରେ ଚେଙ୍କ ଲାଗିବ bjd ରେ, ପ୍ରଭାତ ବବି କଥା କହିଲା ଠିକ କିନ୍ତୁ ପାଣ୍ଡୁଆ କଥା ଠିକ ନୁହେଁ, ପ୍ରଥମେ ନବିନା ଦାଈ ଦୁଇରେ bjd ର ସମସ୍ତ ନେତା ଦାଈ, ଏମାନେ କାହିଁକି ନବୀନ ଆଉ ପାଣ୍ଡିଆକୁ ବିରୋଧ କଲେନି bjd ନେତା, ଚାକରକୁ ଖଟରେ ଶୁଆଇଲେ

  • @sukantipati3735
    @sukantipati3735 Před 9 hodinami

    4😅

  • @AshokPanda-qt4qn
    @AshokPanda-qt4qn Před 2 dny

    Pandian Birodhi Tahele Ageileni Bandhey Utkal Janani 🙏

  • @kishorepattanayak3865

    How mr biswal got 100 crores

  • @prafullachandramohanty7096

    Se bi gote bada tauter

  • @subashchandrabiswal8117

    It is unfortunate that ODISHA PULSE has not gone through the reality of Prabhat Ranjan Biswal . From which basement he able to enter to the Odisha assembly may be get quest seriously as because Mr Prabhat Biswal does not know what is politics and political system. He knows how to exploit people and to achieve his luxereous lifestyle and show HIMSELF as a most imtelectul. I think he is the most idiot rascal and opportunist political vendor that I ever seen. I request you Mr Durgamadhab please don't cover this type of mal.personalise ingredients which may cause ruin your greatest carrier of CLEEN KORNALISM

  • @user-gf5nt7tf1t
    @user-gf5nt7tf1t Před 2 dny +1

    Right

  • @upendramalik-sq9rs
    @upendramalik-sq9rs Před 2 dny

    Right