Odisha Congress Unveils 9 'Congress Guarantees' For 2024 Elections

Sdílet
Vložit
  • čas přidán 14. 03. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

Komentáře • 1,6K

  • @nirakarjena4275
    @nirakarjena4275 Před 2 měsíci +183

    Congress କୁ ଭଲ ପାଉଥିବା, କୃଷକ ଭାଇ ମାନେ,Like କର,❤❤❤

  • @user-fp5xu7ou1j
    @user-fp5xu7ou1j Před 2 měsíci +659

    କୃଷକ ଭାଇ ମାନେ ❤ like କର

  • @RahulKumar-sb5kq
    @RahulKumar-sb5kq Před 2 měsíci +141

    କୃଷକ ଭାଈ ମାନଙ୍କ ପାଇଁ ଖୁସି ଖବର ଜୟ କଂଗ୍ରେସ।

  • @sujayjena-official
    @sujayjena-official Před 2 měsíci +68

    କଂଗ୍ରେସ ଆସିଲେ କୃଷକ ମାନେ ଉପକୃତ ହେବେ ଜୟ ହୋ କଂଗ୍ରେସ ❤❤❤❤

    • @user-su2ei6fq9j
      @user-su2ei6fq9j Před 2 měsíci +1

      Yes your right statement sir❤❤❤❤ and jay kisan

  • @sarasamajhi6525
    @sarasamajhi6525 Před 2 měsíci +437

    କଂଗ୍ରେସ ସରକାର ହେଲେ ଆମେ ମୁଲିଆ ଓ କୃଷକ ଉପକୃତ ହେବୁ

    • @debendradigal1489
      @debendradigal1489 Před 2 měsíci +2

      Abe kn pjp au bjd gorment job deichhanti.

    • @deepakumar07creations7
      @deepakumar07creations7 Před 2 měsíci +4

      Karnataka kemiti loka mane kanduchhanti semane janichhanti...Khali Magan khai khai pura lovi heigalani😅😅😅😅😂😂😂

    • @prakashtech935
      @prakashtech935 Před 2 měsíci +3

      😂😂😂 aneithao Congress kemiti mariki khaiba aneiki basichi

    • @deepakumar07creations7
      @deepakumar07creations7 Před 2 měsíci

      ମୁଁ କଂଗ୍ରେସ ....
      ମୁଁ ହିନ୍ଦୁମାନଙ୍କ ପାଇଁ ଯମରାଜ ।
      1947 ମସିହାରେ 21 ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରିବା ପରେ ମଧ୍ୟ ମୁଁ ପାକିସ୍ତାନକୁ 55 କୋଟି ଟଙ୍କା ଦେଇଥିଲି ।
      ଧର୍ମ ଆଧାରରେ ବିଭାଜନ କରିବା ପରେ ମଧ୍ୟ ମୁଁ ଦେଶରେ 3.5 କୋଟି ମୁସଲମାନ ରଖିବାକୁ ଜିଦ୍ ଧରିଥିଲି ।
      * ମୁଁ ଏକ ହିନ୍ଦୁ ମୁକ୍ତ କାଶ୍ମୀର ସୃଷ୍ଟି କଲି ।
      * ପରେ ମୁଁ ସମ୍ବିଧାନରେ "ଧର୍ମନିରପେକ୍ଷ" ଶବ୍ଦ ଭର୍ତ୍ତି କଲି ।
      * ମୁଁ ସୁନିଶ୍ଚିତ କଲି ଯେ ହିନ୍ଦୁମାନେ ଆଠଟି ରାଜ୍ୟରେ ସଂଖ୍ୟାଲଘୁ ହେଲେ ।
      * ମୁଁ ଏକ ହିନ୍ଦୁ କୋଡ୍ ବିଲ୍ ପ୍ରସ୍ତୁତ କରିଥିଲି ଯାହାକୁ ସର୍ଦ୍ଦାର ପଟେଲ ତୀବ୍ର ବିରୋଧ କରିଥିଲେ । ପରେ ମୁଁ କେବଳ ହିନ୍ଦୁମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ପାସ କଲି |
      * ମୁଁ ମୁସଲିମ୍ ପର୍ସନାଲ ଲ ’ବୋର୍ଡ ଗଠନ କରିଥିଲି ଏବଂ ସେମାନଙ୍କୁ ପବିତ୍ର ପୁସ୍ତକ ଦ୍ୱାରା ପରାମର୍ଶ ଅନୁଯାୟୀ ଧର୍ମ ପାଳନ କରିବାର ସ୍ୱାଧୀନତା ଦେଇଥିଲି, ଯଦିଓ ଏହା ଭାରତୀୟ ନାଗରିକ ସଂହିତା କୁ ବିରୋଧ କରେ।
      * ମୁଁ ମୁସଲିମ ଶବ୍ଦକୁ AMU ରେ ରଖିଥିଲି କିନ୍ତୁ BHU ରେ ହିନ୍ଦୁ ଶବ୍ଦର ବ୍ୟବହାରକୁ ବିରୋଧ କରିଥିଲି |
      * ମୁଁ JK ରେ ଧାରା 35 (A), 370 ଉପସ୍ଥାପନ କରି କାଶ୍ମୀର ସମସ୍ୟାକୁ ଜଟିଳ କରିଥିଲି |
      * ମୁଁ କେବଳ ଆମର ସେନା ଦ୍ୱାରା ଜିତିଥିବା POK କୁ ଉପହାର ଦେଇ ନାହିଁ ବରଂ ପାକିସ୍ତାନର 93,000 ସୈନିକଙ୍କୁ ପାକିସ୍ତାନର ଜେଲରେ ଥିବା 54 ଟି ସାହସିକତା ବିଷୟରେ ଚିନ୍ତା ନକରି ଫେରାଇ ଦେଇଛି।
      * ମୁଁ 90,000 ବର୍ଗ କିଲୋମିଟର ଜମି ସହିତ କୈଳାଶ ମାନସରୋବର ଚାଇନାକୁ ହସ୍ତାନ୍ତର କଲି ଏବଂ ଲୋକସଭାରେ ଅତି ନିର୍ମମ ଭାବରେ ବିବୃତ୍ତି ଦେଇଥିଲି ଯେ ଦିଆଯାଇଥିବା ଜମି ବନ୍ଧ୍ୟା ଏବଂ କୌଣସି ଉପଯୋଗୀ ନୁହେଁ। ଆଖପାଖ ଜମିର ସମାନ ଅଞ୍ଚଳରେ ଭାରତ ଆଜି ବିଶ୍ୱର ସର୍ବବୃହତ ସାର କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛି।
      * ମୁଁ ରୋହିଙ୍ଗ୍ୟାମାନଙ୍କୁ ଜେ.କେ. ବାଂଲାଦେଶୀ ମୁସଲମାନମାନଙ୍କୁ ଦେଶରେ ଅନୁପ୍ରବେଶ କରି ମୋର ଭୋଟ୍ ବ୍ୟାଙ୍କ ବୃଦ୍ଧି କଲି।
      * ମୁଁ NRC କୁ ବିରୋଧ କରିଥିଲି ଯାହା ଆଜି ଦୁନିଆର ସବୁଠାରୁ ଛୋଟ ଦେଶ ରେ ମଧ୍ୟ ଅଛି, ଯାହା ଦ୍ୱାରା ମୋର ବେଆଇନ ପ୍ରବାସୀ ଭାରତୀୟ ଭୋଟ୍ ବ୍ୟାଙ୍କ ଅପରିବର୍ତ୍ତିତ ରହିଛି।
      * ମୁଁ 1984 ରେ 30000+ ଶିଖ୍ ହତ୍ୟାକାଣ୍ଡ କରାଇଲି।
      * ମୁଁ ଦୂରଦର୍ଶନ ରୁ "ସତ୍ୟମ୍ ଶିବମ୍ ସୁନ୍ଦରମ୍" ଲୋଗୋ ହଟାଇଲି ।
      * ମୁଁ କେନ୍ଦ୍ରିୟ ନବୋଦୟ ବିଦ୍ୟାଲୟରୁ "ଅସତୋ ମାମ୍ ସତ୍ ଗମୟ" ପଦକୁ ହଟାଇ ଦେଇଛି ।
      * "ବନ୍ଦେ ମାତରମ" ଗୀତ ଗାଇବାକୁ ମୁଁ ବିରୋଧ କରୁଛି।
      * ମୁଁ 26/11 ହିଂସା ପଛରେ ହିନ୍ଦୁମାନେ କହି RSS କୁ ବଦନାମ କରିବାକୁ ଚେଷ୍ଟା କଲି । କସାବ ଏବଂ ଅନ୍ୟ ଆତଙ୍କବାଦୀଙ୍କ ହାତରେ କାଲାୱା (ମୋଲି) ସହିତ ସମ୍ପୂର୍ଣ୍ଣ ଯୋଜନା ଥିଲା । ଯଦି ସେମାନଙ୍କୁ ଜୀବନ୍ତ ଧରାଯାଇ ନଥାନ୍ତା, ତେବେ ମୋର ଯୋଜନା ମଧ୍ୟ ସେଠାରେ ସଫଳ ହୋଇଥାନ୍ତା ।
      * ମୋର ନିଜ ଓକିଲମାନେ ସେମାନଙ୍କୁ ରକ୍ଷା କରିବା ପାଇଁ ଆତଙ୍କବାଦୀ, ଟୁକଡେ ଟୁକଡେ ଗ୍ୟାଙ୍ଗ ଏବଂ ନକ୍ସଲମାନଙ୍କ ମାମଲା ସପକ୍ଷରେ ଲଢୁଛନ୍ତି ।
      * ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ମୁଁ ଗଣତନ୍ତ୍ରକୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କଲି ।
      * ମୁଁ ଯେକୌଣସି ରାଲିରେ "ଭାରତ ମାତା କି ଜୟ", "ବନ୍ଦେ ମାତରମ" ର ସ୍ଲୋଗାନ ଉଠାଇବାକୁ ସମର୍ଥନ କରୁ ନାହିଁ,
      * ମୁଁ 1966 ରେ ଶହ ଶହ ସାଧୁଙ୍କୁ ହତ୍ୟା କରିଥିଲି, ଯେଉଁମାନେ ପବିତ୍ର ଗୌ ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିଲେ।
      * ମୁଁ ହଜ୍ ସବସିଡି ଦେଇ ଅମରନାଥ ଯାତ୍ରା ଉପରେ ଟିକସ ଲଗାଇଲି ।
      * ମୁଁ ସୋମନାଥ ମନ୍ଦିର ନିର୍ମାଣ କରିବାକୁ ସର୍ଦ୍ଦାର ପଟେଲଙ୍କୁ ବିରୋଧ କରିଥିଲି।
      * ମୁଁ ସୋମନାଥ ମନ୍ଦିରର ଉଦଘାଟନ କରିବାକୁ ଯାଇଥିବା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ବିରୋଧ କରିଥିଲି ଏବଂ ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ତାଙ୍କୁ କୌଣସି ସରକାରୀ ଭତ୍ତା ମିଳିବ ନାହିଁ ବୋଲି ନିଶ୍ଚିତ କରିଥିଲି ।
      * ମୁଁ ସର୍ବଦା RSS କୁ ଏକ ଆତଙ୍କବାଦୀ ସଂଗଠନ ବୋଲି କହୁଛି କିନ୍ତୁ ମୁଁ "ମୁସଲିମ୍ ଭାଇଚାରା" କୁ ସତ୍ୟ ବୋଲି ମନେ କରେ ।
      * ମୁଁ କୋର୍ଟଙ୍କୁ ଏକ ଆଫିଡେଭିଟ୍ ଦେଇଛି ଯେ ଶ୍ରୀ ରାମ କେବଳ ଏକ କାଳ୍ପନିକ ଚରିତ୍ର ଏବଂ ରାମ ସେତୁ ଭାଙ୍ଗିବାକୁ ଚେଷ୍ଟା କରିଥିଲି ।
      * ମୋତେ ଭିଟୋ ଶକ୍ତି ସହିତ ୟୁଏନଏସସି ସ୍ଥାୟୀ ଆସନ ଦିଆଯାଇଥିଲା ଏବଂ ମୁଁ ଖୁସିରେ ଏହାକୁ ଚାଇନାକୁ ଉପହାର ଦେଲି |
      * ମୁଁ ସୁନିଶ୍ଚିତ କଲି ଯେ ଜେନେରାଲ ମାନେକଶାଙ୍କ ପରି ବହୁ ସଜ୍ଜିତ ତଥା ସମ୍ମାନିତ ଯୁଦ୍ଧ ହିରୋ 30 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ତାଙ୍କ ଦରମା ପାଇନାହାଁନ୍ତି କାରଣ ସେ ଶ୍ରୀମତୀ ଇନ୍ଦୀରା ଫିରୋଜ ଗାନ୍ଧୀଙ୍କ ଭୁଲ ଆଦେଶକୁ ବିରୋଧ କରିବାକୁ ସାହସ କରିଥିଲେ, କିନ୍ତୁ ଯେତେବେଳେ ଏପିଜେ କଲାମ ସାର୍ ଏହା ବିଷୟରେ ଜାଣିଥିଲେ ଅସୁସ୍ଥତା ସମୟରେ ତାଙ୍କୁ ହସ୍ପିଟାଲରେ ଭେଟିବା ପାଇଁ ତାଙ୍କୁ 1.30 କୋଟି ଟଙ୍କା ବକେୟା ଚେକ୍ ଦିଆଯାଇଥିଲା |
      * ମୋର ସଂଗଠନର ସବୁ ସ୍ତରରେ ବିରାଟ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି।
      * ମୁଁ ବର୍ତ୍ତମାନ ଅପେକ୍ଷା କରିଛି ଯେ ହିନ୍ଦୁ ଧର୍ମନିରପେକ୍ଷମାନେ ମୋତେ ଆଉ ଥରେ କ୍ଷମତା ପ୍ରଦାନ କରିବେ ଯେତେବେଳେ ମୁଁ ମୋର ଅସମାପ୍ତ ଏଜେଣ୍ଡା ସମାପ୍ତ କରିବି ଏବଂ ନିଶ୍ଚିତ କରିବି ଯେ ହିନ୍ଦୁମାନେ ଚିରଦିନ ପାଇଁ ଧ୍ୱଂସ ହୋଇଯିବେ!
      ଦୟାକରି ହିନ୍ଦୁ ମାନଙ୍କୁ ଏହି ପୋଷ୍ଟ ସେଆର କରନ୍ତୁ । ସତ୍ୟ ଜାଣିବାର ଅବସର ଦିଅନ୍ତୁ । 🌹🙏
      ମୁଁ କଂଗ୍ରେସ ।

    • @aratising6929
      @aratising6929 Před 2 měsíci +1

      Jay ho

  • @nibasdora6819
    @nibasdora6819 Před 2 měsíci +281

    ଜୟ କଂଗ୍ରେସ

  • @ranjitbhanja6998
    @ranjitbhanja6998 Před 2 měsíci +82

    ଆମ ଗରିବ ଙ୍କ ଭଗବାନ କଂଗ୍ରେସ ଆମେ ଯଦି ଲାଭ ପାଉଛୁ ଖତୀ କୋଣ ରହିଲା ମନ୍ଦିର କୋଉଠି ହେଲା ତ ଆମର କୋଣ ଲାଭ ସେଥି ଜଗୁ କଂଗ୍ରେସ ହିଁ ଠିକ୍ ଏବେ ଟାଇମ ଆସିଛି ଆମ ରାଜ୍ୟ ରେ ଧାନ ହିଁ ଜୀବନ ସେ କୁଇଟାଲ ପିଛା 3000 ହେବ ତା ଠୁ କୋଣ ଦରକାର୍ ସେଥି ପାଇ ଆମେ ହାତ ରେ ହିଁ ଦେବା ଗରିବ ର ସରକାର କଂଗ୍ରେସ

    • @swagatmishra6457
      @swagatmishra6457 Před 17 dny +1

      ଖାଲି କଣ ଗରିବ !
      ଦେଶଦ୍ରୋହୀ ମଧ୍ଯ।

    • @dusmantakumar8352
      @dusmantakumar8352 Před 9 dny

      Se to pakharu 3000 re dhana kinile hisaba kar tate ketere bikiba jadi semiti karithante 75 barsare hajar hajar chasi marinathante😊😅

    • @pabitramallick4785
      @pabitramallick4785 Před 7 dny

      Loko manku manisa karibar ta nahi , ahuri gariba kro

  • @user-kh1mc2ux9w
    @user-kh1mc2ux9w Před 2 měsíci +45

    2024 ରେ ବିଜୟ କଂଗ୍ରେସ ଉପ କୃତ କୃଷକ ଉପକୃତ ମହିଲା ସମସ୍ତେ ଏକ ହେବା ✋ଚିହ୍ନରେ ଭୋଟ ଦେବା କଂଗ୍ରେସ ଦଳ ଜିନ୍ଦାବାଦ 💪💪💪

  • @s.kmundaridhamaka3190
    @s.kmundaridhamaka3190 Před 2 měsíci +216

    ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖନ୍ତି
    ଯାହାଙ୍କଠାରେ ପାତର ଅନ୍ତର ନାହିଁ ସେହି ଦଳର ନାମ କଂଗ୍ରେସ ଦଳ।

    • @sanjaykumarnayak5604
      @sanjaykumarnayak5604 Před 2 měsíci +2

      ଭାଇ ପୁରି ସତକହିଲେ

    • @deepakumar07creations7
      @deepakumar07creations7 Před 2 měsíci +5

      Karnataka kemiti loka mane kanduchhanti semane janichhanti...Khali Magan khai khai pura lovi heigalani😅😅😅😅😂😂😂

    • @ManojKumar-fm3uf
      @ManojKumar-fm3uf Před 2 měsíci +2

      Jai congress

    • @SoumyaranjanBiswalE
      @SoumyaranjanBiswalE Před 2 měsíci +2

      ​@@deepakumar07creations7କଣ ଅସୁବିଧା ହେଇଛି ଆଉ କଣ ପାଇଁ ଲୋକେ କାନ୍ଦୁଛନ୍ତି ଟିକେ କହିବେ,

    • @deepakumar07creations7
      @deepakumar07creations7 Před 2 měsíci

      @@ManojKumar-fm3uf magana yojana jogu 😂😂😂😂 desh drohi Congress 😂😂

  • @agreeculturelifestyle7298
    @agreeculturelifestyle7298 Před 2 měsíci +222

    ଚାଷୀ ✊ ଭୋଟ 4 କଂଗ୍ରେସ

    • @deepakumar07creations7
      @deepakumar07creations7 Před 2 měsíci +2

      Bhai thare Karnataka re emiti Congress magana dekhei kii hairan karuchhi thare Karnataka loka nku pachha tumar bhi semiti asubidha heba😂😂😂😂😂😂Karnataka kemiti loka mane kanduchhanti semane janichhanti...Khali Magan khai khai pura lovi heigalani😅😅😅😅😂😂😂

    • @agreeculturelifestyle7298
      @agreeculturelifestyle7298 Před 2 měsíci +3

      @@deepakumar07creations7 ପୂର୍ବରୁ ଚାଷୀ ପାଇଁ ଯାହା କରିଛି କଂଗ୍ରେସ୍ ଆଉ ଥରେ ଚାନ୍ସ ନିଶ୍ଚୟ

    • @deepakumar07creations7
      @deepakumar07creations7 Před 2 měsíci +1

      କଂଗ୍ରେସ ଆସିଲେ ଆମ କୃଷି ଓ କୃଷକ ଭାଇମାନେ ବଡ ଲୋକ ହେବେ।ଲାଜ ଲାଗୁନି ତମ । ଏମିତି ମାଗଣା ଖାଇବା ଓ ଯୋଜନା ଦେଖେଇ ରାଜ ଗାଦିରେ ବସିସାରିଲେ ।ସେତେ ବେଳେ ତମ କୁ କିଏ ପଚାରେ।ଏମିତି ବିଯେଡ ସରକାର ତମ ନବୀନ ପଟ୍ଟନାୟକ ଏମିତି କହିଥିଲେ। କଣ ହେଲା

    • @wearethefeature1409
      @wearethefeature1409 Před 2 měsíci

      Bhai chutia bana raha he free me Paisa dekar Pakistan Nehi banna he

    • @myholidaylife7414
      @myholidaylife7414 Před 2 měsíci +1

      Karnataka ku jai dekhi asa congress kn karuchi😂😂

  • @ramkumbruka9016
    @ramkumbruka9016 Před 2 měsíci +37

    ଓଡ଼ିଶା ଏବଂ ଓଡ଼ିଆ ବାଇ ମାନେ Congress କୁ ଜିତାଇ ବା ଆପଣ କଂଗ୍ରେସ୍ କୁ ହିଁ ଭଟ୍ ଦେଇ ଜୟଯୁକ୍ତ କରାନ୍ତୁ 🇮🇳

  • @debaranjan123
    @debaranjan123 Před 2 měsíci +21

    ଜୟେ କଂଗ୍ରେସ, ନିଶ୍ଚିତ ଆସିବ

  • @dhaneswarpatra1921
    @dhaneswarpatra1921 Před 2 měsíci +176

    କୃଷକ ମାନଙ୍କ ସରକାର Indian national Congress

  • @subratmahalinga-8581
    @subratmahalinga-8581 Před 2 měsíci +209

    ମୁଇଁ ହାତ ଚିହ୍ନ ରେଭୋଟଦେମି

    • @deepakumar07creations7
      @deepakumar07creations7 Před 2 měsíci +3

      Karnataka kemiti loka mane kanduchhanti semane janichhanti...Khali Magan khai khai pura lovi heigalani😅😅😅😅😂😂😂

    • @muisambalpuria4823
      @muisambalpuria4823 Před 2 měsíci +1

      ୧ ନଂ

    • @Madorchodallah
      @Madorchodallah Před 2 měsíci +3

      Are mg Muslim desa chanhuchu ki sabu hindu bjp supporter sabu Muslim Congress supporters

    • @deepakumar07creations7
      @deepakumar07creations7 Před 2 měsíci +1

      @@Madorchodallah bhai jou mane chhaka sehi mane hni Congress ku support Karibe bapa ra khaibe padosi loka ra gaibe tanka ra aadat heigalani...

    • @user-ws9zd6vy1s
      @user-ws9zd6vy1s Před 2 měsíci +1

      Bjp❤❤❤

  • @NrushinghaNaik-lb6su
    @NrushinghaNaik-lb6su Před 2 měsíci +27

    ଏହି ଭଳି ସୁବିଧା କଂଗ୍ରେସ ସରକାର 💯 ଦେବ ହାତ ଚୀନ ରେ ଭୋଟ ଦେଇ ମାଡି ଚାଲ ଜୟ କଂଗ୍ରେସ 🙏

  • @SanatanchattarChattar
    @SanatanchattarChattar Před 2 měsíci +9

    ଖୁବ୍ ସୁନ୍ଦର୍ ଗ୍ୟାରେଣ୍ଟି ଦେଇଛି,,,ଜୟ କଂଗ୍ରେସ

  • @AbhiramBiswala
    @AbhiramBiswala Před 2 měsíci +253

    Vote for congress

    • @user-bd3me5cj2q
      @user-bd3me5cj2q Před 2 měsíci +3

      asha samste mishiki safat neaba au nua sarkar gadhiba

    • @deepakumar07creations7
      @deepakumar07creations7 Před 2 měsíci

      Karnataka kemiti loka mane kanduchhanti semane janichhanti...Khali Magan khai khai pura lovi heigalani😅😅😅😅😂😂😂

    • @witchilich
      @witchilich Před 2 měsíci +1

      @@deepakumar07creations7 who is crying in karnataka?

    • @ManojKumar-fm3uf
      @ManojKumar-fm3uf Před 2 měsíci +1

      ❤​@@witchilich❤ Jai congress

    • @SarojKumar-km6rr
      @SarojKumar-km6rr Před 2 měsíci +2

      ​@@deepakumar07creations7Manipur re kn hauchhi

  • @user-di8zb3rz8k
    @user-di8zb3rz8k Před 2 měsíci +69

    ବହୁତ ଭଲ ଇସ୍ତାହାର ଯେ, ଅନ୍ୟ ରାଜ୍ଯ ଲୋକ ବୁଝିବେ କିନ୍ତୁ ଏ ଓଡ଼ିଶା ଲୋକ ବୁଝିପାରିବେନି,।

  • @Susant027
    @Susant027 Před 2 měsíci +34

    ଆମେ କଂଗ୍ରେସ କୁ ଭୋଟ ଦେବା 💯👍❤🙏

  • @chandrasekharsanta-bj2ux
    @chandrasekharsanta-bj2ux Před 2 měsíci +7

    Coming soon କଂଗ୍ରେସ ❤️❤️❤️❤️👍👍

  • @satyabhamagiri7982
    @satyabhamagiri7982 Před 2 měsíci +92

    ଜୟ କଂଗ୍ରେସ 😍😍😍😍

  • @Dipenbag
    @Dipenbag Před 2 měsíci +99

    ବହୁତ ଭଲ

  • @deepakrupali6383
    @deepakrupali6383 Před 2 měsíci +21

    ଓଡିଶା ରେ ପରିବର୍ତନ ଦରକାର ଜୟ କଂଗ୍ରେସ

    • @santoshkumarsethi8594
      @santoshkumarsethi8594 Před 2 měsíci

      ୫୦ ବର୍ଷ ରାଜ କଲା ପରେ କିଛି କରିପାରିଲାନି ଏବେ ଜିତିବା ପାଇଁ ଏସବୁ କହୁଛି

    • @anshugaming233
      @anshugaming233 Před 27 dny

      ​@@santoshkumarsethi8594ଆରେ ବୁଲା କୁକୁର ସେ ସମୟ ରେ ଭାରତ ରେ କିଛି ନ ଥିଲା ଇଂରେଜ୍ ମାନଙ୍କ ଶାସନ ଯୋଗୁଁ । ତୁ ସେ ସମୟ କଥା କୁ ଏବ ସମୟ ରେ compare କରିବୁ କି ମୂର୍ଖ ।

  • @ManojParida-pi5bz
    @ManojParida-pi5bz Před 2 měsíci +11

    ଜୟ ଜଗନ୍ନାଥ

  • @SS.953
    @SS.953 Před 2 měsíci +75

    Vote for Congress 🎉🎉🎉

  • @sudammarndi123
    @sudammarndi123 Před 2 měsíci +34

    Wel come to congress in odisha. ଜୟ କଂଗ୍ରେସ💪💪କଂଗ୍ରେସ ଜିନ୍ଦାବାଦ୍💪💪🇮🇳

  • @babitadongri834
    @babitadongri834 Před 2 měsíci +10

    ଜୟ କଂଗ୍ରେସ 🎉🎉🎉🎉

  • @PurnaMajhi-gr2bn
    @PurnaMajhi-gr2bn Před 2 měsíci +6

    ଜୟ କଂଗ୍ରେସ ଜୟ କଂଗ୍ରେସ

  • @user-rn3sw2vy8i
    @user-rn3sw2vy8i Před 2 měsíci +71

    ଜୟ କଂଗ୍ରେସ 👍

  • @gayadharpatra3233
    @gayadharpatra3233 Před 2 měsíci +104

    Good guarantee.Congress party jindabad.

    • @debendradigal1489
      @debendradigal1489 Před 2 měsíci +2

      Gandhi family jindabad

    • @witchilich
      @witchilich Před 2 měsíci +1

      @@debendradigal1489 rahul gandhi is not even the president anymore. just the face of campaign. he still goes around the whole nation talking with poor people about there issues.

    • @user-gb3gj3ng8e
      @user-gb3gj3ng8e Před 2 měsíci

      Krusakara sathi jadi congress 60 barsa congress rajuti kari thila tebe krusaka mane ta 60 barsa madhyare lakshya pati hoijiba katha

    • @witchilich
      @witchilich Před 2 měsíci

      @@user-gb3gj3ng8e India was importing crops when it became independent. Because of Neheru's reforms we became a net exporter. People have no idea how much china and Europe spends on their farmers. We need MSP and swaminathan 's suggested reforms to produce on the scale of developed nations.

  • @krushnakuna1341
    @krushnakuna1341 Před 2 měsíci +15

    ଓଡ଼ିଶାବାସୀଙ୍କ ପାଇଁ ଖୁବ ସୁନ୍ଦର ଉପହାର

  • @abyaktakumarrout9084
    @abyaktakumarrout9084 Před 2 měsíci +3

    କେଉଁଠୁ ଆଣିବେ ମହାସୟ ଏତେ ପୁଣି ଦେଶର ଲୋନ ବଢ଼ାଇ ଦେବେ 😂😂

  • @abiramgamango-nv6hf
    @abiramgamango-nv6hf Před 2 měsíci +14

    କୃଷକ ମାନଙ୍କ ସୋଆଇଲା ବଳି ନୁହେଁ, ଯଦି କଂଗ୍ରେସ ଆସେ ନିଶ୍ଚୟ କୃଷକ ଉପକୃତ ହେବ, ପୁଣି ଦେଶ ଗରିବ ରହିବ ନାହିଁ,ଭାରତବର୍ଷ ଆମର ଏହି ଦୁଇହଜାର ସବିଶି ସାଲରେ ସମସ୍ତଙ୍କର ମୌଳିକ ସୁଖ ସମୃଦ୍ଧି ବର୍ଷ ହେଉ, ଜୟ କଂଗ୍ରେସ ଜୟ ଜୟ କଂଗ୍ରେସ

  • @Ganeshbiswal440
    @Ganeshbiswal440 Před 2 měsíci +53

    Bahut badhiya ❤❤❤jai ho congress

  • @sanjaypadhiary9604
    @sanjaypadhiary9604 Před 2 měsíci +2

    Aage kangesh thaa abhi he lekin Janata ki marji Mera sapota kangresh 🤚🤚🤚🤚🇮🇳🇮🇳🇮🇳🇮🇳👍👍👍👍

  • @HaribandhuPradhan-uq9mr
    @HaribandhuPradhan-uq9mr Před 2 měsíci +110

    Vote for Congress

  • @giridharkhinibudi7287
    @giridharkhinibudi7287 Před 2 měsíci +32

    Dhan quental 3000 AME chasi loka ❤❤ame congress ku one chance deba 🙏🙏✋

    • @deepakumar07creations7
      @deepakumar07creations7 Před 2 měsíci +1

      Apana Karnataka jaantu sethi bujhibe Congress loka nku emiti magana dei kemiti haran karuchhi😂😂😂😂😂😂😂😂😂😂

    • @ManojKumar-fm3uf
      @ManojKumar-fm3uf Před 2 měsíci

      ​@@deepakumar07creations7kete kete Tonka pai chh bjp bjd tarf ru

    • @khageswarkhamari3390
      @khageswarkhamari3390 Před 2 měsíci +1

      ​@@deepakumar07creations7asila andhabhkt 😂

    • @innocentboy9693
      @innocentboy9693 Před 2 měsíci

      Mangola khia gandi morei hobore congress ku vote dele desa swadhina helathu chasi pain kn karichi jadi karichi chasi mane ete garibo kn pain

  • @Kishor_podh_jeiii
    @Kishor_podh_jeiii Před měsícem

    1ନମ୍ବର ରାହୁଲ ଗାନ୍ଧୀ ଜିନ୍ଦାବାଦ 🙏🙏🙏🙏🙏🙏

  • @sobitakindo8539
    @sobitakindo8539 Před 2 měsíci +20

    Bhaimane mu Bangalore re rohuchi, congress jaha garantee deithila Karnataka re taha se purano korichi

  • @indurekha9676
    @indurekha9676 Před 2 měsíci +123

    Vote for congres

  • @rabindraraita6455
    @rabindraraita6455 Před 2 měsíci +81

    କଂଗ୍ରେସ 👍କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ (BJP& BJD ମେଣ୍ଟ )BJP ଜାଣିଶୁଣି କାଦୁଅରେ ଗୁଡ ପକାଉଛି.....💞କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ କଂଗ୍ରେସ

  • @user-id3sm8un5f
    @user-id3sm8un5f Před 2 měsíci +1

    Samajare jubapidi ku khushi de ba bharat sabuku santi deba jindabad congress❤❤❤❤ Jindabad bharat ❤❤ Happy Indian❤❤❤

  • @santoshparida6175
    @santoshparida6175 Před 2 měsíci +2

    Nice... There should be change in odisha as well as India.... New government

  • @umashankarnanda6704
    @umashankarnanda6704 Před 2 měsíci +37

    Jay Congress go ahead......

  • @ramachandrasamal630
    @ramachandrasamal630 Před 2 měsíci +68

    Chinta gala Li bapa madichala vote for Congress

  • @babitadongri834
    @babitadongri834 Před 29 dny

    ଯେଉଁ ମାନଙ୍କ ପାଖରେ ମଣିଷ ପଣିଆ ଅଛି ନା ତାହାହେଲେ ସେହି ଲୋକ ନିଶ୍ଚୟ ଏ ହି ସବୁ ବିଷୟକୁ ବୁଝୀ ପାରୁ ଥିବା ଜୟ କଂଗ୍ରେସ🎉🎉🎉🎉🎉🎉🎉

  • @mantribarbehera9802
    @mantribarbehera9802 Před 2 měsíci +1

    Dhanyawad sir 🙏🏿🙏🏾🙏🏾🙏🏻🙏🏻🙏🙏🙏🏻🙏🏻🙏🏾🙏🏿🙏🏿

  • @rashmiranjanswaim1021
    @rashmiranjanswaim1021 Před 2 měsíci +65

    Rahul,Ji,Pm

  • @MadhabNaik63
    @MadhabNaik63 Před 2 měsíci +38

    Jay.congress

  • @gitanjalibehera4540
    @gitanjalibehera4540 Před 2 měsíci +2

    Petrol ⛽ 1 litter 70
    Gas 500 jo karega wohi jitega 100℅

  • @user-if4cz5cc4e
    @user-if4cz5cc4e Před 2 měsíci +8

    ଲୋଭ ଦେଖାଅନି ଆମକୁ ପରୋକ୍ଷରେ ଆମକୁ ବହୁତ ଚିନ୍ତା ରେ ପକାଉଛ
    ଆମର ଟଙ୍କା ଦରକାର ନାହିଁ
    ପାରିବ ଯଦି କେବଳ ନିଶା ଓ ଦେହ ଖରାପ ଜିନିଷ କୁ ବଜାର ରୁ ହଟାଇ ଦିଅ
    ମୋତେ ଓଡ଼ିଆ ରେ ଲେଖିବାକୁ 20 ମିନିଟ ଲାଗିଲାଣି ସମସ୍ତେ ଯେମିତି ପଢିବେ ସେଥିପାଇଁ।

  • @lalitn4788
    @lalitn4788 Před 2 měsíci +22

    ❤❤❤ ilove congress party

  • @user-vp5yc6ci4d
    @user-vp5yc6ci4d Před 2 měsíci +65

    Vote for congres❤

  • @narasinghabhuyan2307
    @narasinghabhuyan2307 Před 2 měsíci +1

    ଦେଶ ସୁରକ୍ଷା ପାଇଁ କଣ କରିପାରିବ ପ୍ରଶ୍ନ ?

  • @anakarsethi4385
    @anakarsethi4385 Před měsícem

    ଏଥର କେବଳ କଂଗ୍ରେସ, ହାତ ଆମର ଚିହ୍ନ।ଆଉସବୁ ଧୋକାବାଜ୍

  • @loveyouindiabestmyfamily6575
    @loveyouindiabestmyfamily6575 Před 2 měsíci +13

    Great congres🎉🎉🎉🎉 well come ❤ se

  • @AshiqboyBarisha
    @AshiqboyBarisha Před 2 měsíci +40

    Congras joy hind 🇮🇳🇮🇳🇮🇳

  • @sibanayak1604
    @sibanayak1604 Před 2 měsíci +7

    5 yarsa vot dei dekhibar achi sabu sacsfull heuchi ki nahi

  • @RakeshDurga-er7iz
    @RakeshDurga-er7iz Před 2 měsíci +1

    Bhai Scheme na hele nai rate Kami jau ghar ଚଳେଇବା ବହୁତ୍ କଷ୍ଟ ହେଉଛି ଯିବା ଆସିବା କରିବାପାଇଁ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ ନିଆଯାଉଛି

  • @Tanmoy0707
    @Tanmoy0707 Před 2 měsíci +17

    Much appreciated. Atleast they are open

  • @khageswarnaik7540
    @khageswarnaik7540 Před 2 měsíci +28

    ଜୟ ଜଗନ୍ନାଥ 🙏

  • @user-pn4rw2th8t
    @user-pn4rw2th8t Před 2 měsíci +1

    Super beautiful Odisha me hona chaia Jay Jagannath 🙏

  • @user-yd8dx2un4y
    @user-yd8dx2un4y Před 2 měsíci +2

    Election purba samste kuhanti

  • @rameshchandrajena9319
    @rameshchandrajena9319 Před 2 měsíci +31

    ଭୋଟ for congress

  • @thomassabar8511
    @thomassabar8511 Před 2 měsíci +30

    jai Congress

  • @rameshchandramajhi8219
    @rameshchandramajhi8219 Před 2 měsíci +1

    ନିଶ୍ଚୟ କରିବ, ତାହାର ଉଦାହରଣ କର୍ଣ୍ଣାଟକ l ଯିଏ ସ୍ୱାଧୀନତା ଦେବା ସହିତ ସମ୍ବିଧାନ ଲାଗୁ, ବିଭିନ୍ନ ଆଇନ ଯଥା ବିନା ଆନ୍ଦୋଳନରେ ଜନ ଗଣନା କରି ଜଳ -ଜମି -ଜଙ୍ଗଲ ଅଧିକାର, ବିନା ଆନ୍ଦୋଳନରେ ମନରେଗା ପରି ରୋଜଗାର ଆଇନ, ଅଳ୍ପ ଆନ୍ଦୋଳନରେ କୃଷି ଋଣ ଛାଡ଼, ତୃତୀୟ ଶ୍ରେଣୀରୁ ଚାକିରୀ ପାଉଥିଲେ କେହି ଶିକ୍ଷିତ ବ୍ୟକ୍ତି ବେକାର ନଥିଲେ, ଚାକିରୀ ପୁଣି ବିନା ପରୀକ୍ଷାରେ ଘରେ ଆସି ଲେଟର ପହଂଚୁ ଥିଲା, ଚାକିରିଆ ମାନଙ୍କୁ ପେନସନ ଥିଲା ଯାହା ମୋଦି-ନବୀନ ଉଠେଇ ଦେଇଛନ୍ତି, ଏ ସବୁ କଂଗ୍ରେସ କାମ କରି ଆସିଛି ପୁଣି ଆଜିର ଭଳି ବହୁତ ରାଲି ନ କରି ଅଳ୍ପ ରାଲି ସ୍ୱତେ ସମ୍ଭବ ହେଇଛି l ..... 😅ଆଜି କିନ୍ତୁ ଯିଏ ପାଟି ଖୋଲିବ ସେ ଜେଲ ଯିବ....... 🤣

  • @sarojkumarbehera9351
    @sarojkumarbehera9351 Před 2 měsíci +1

    Dear people of odisha take care of democracy, take care of the state and nation, cast your vote without being moved by note or any temporary benefits. A vote can change the fate of the state and its poor inhabitants. Use the conscience to the fullest, its the high time and keep yourself away from any kind of vulnerability. Be stout and strong to contribute your citizenship towards a well constructed democracy.

  • @jogeswarmajhi4529
    @jogeswarmajhi4529 Před 2 měsíci +4

    କୃଷକ,ବେକାରୀ,ସରକାରୀ ଚାକିରିଆ,ସମସ୍ତଙ୍କ ପସନ୍ଦ କଂଗ୍ରେସ,,,

  • @bidyadharsahoo674
    @bidyadharsahoo674 Před 2 měsíci +49

    Jay Congress ❤❤

  • @mustakraj6185
    @mustakraj6185 Před měsícem

    ଜୟ କଂଗ୍ରେସ ନିଶ୍ଚୟ ଜିତିବ କଂଗ୍ରେସ

  • @suni2882
    @suni2882 Před 2 měsíci +5

    Some extend its the best benefit for poor and middle class family...

  • @silubarik8018
    @silubarik8018 Před 2 měsíci +21

    Right

  • @JANMEJAYBEHERAMAMAMANASI
    @JANMEJAYBEHERAMAMAMANASI Před 2 měsíci +22

    Sure thare vote Deba jarurri

  • @narasingpurty3504
    @narasingpurty3504 Před 23 dny

    ଜୟ କଂଗ୍ରେସ ଜିନ୍ଦା ବାଦ୍

  • @BhuteswarGopal
    @BhuteswarGopal Před 2 měsíci +1

    Jai.ho

  • @krishnamaharana7892
    @krishnamaharana7892 Před 2 měsíci +18

    Congress🎉🎉🎉🎉

  • @aratigouda4273
    @aratigouda4273 Před 2 měsíci +21

    Aau Lanka everest curry masala kana kiniki khaibu ? A gudaaka b add kara.😂

  • @DEEPAKMALIK-ln7cm
    @DEEPAKMALIK-ln7cm Před 2 měsíci +1

    ମିଡ଼ିଆ ଓ ରିପୋର୍ଟରେ ଓ ସାମ୍ବାଦିକତା ସବୁ ଜାରଜ ସନ୍ତାନ,, ବେଶ୍ୟା ପଡ଼ାରେ ଜନ୍ମ।।

  • @Tularam-pm2iu
    @Tularam-pm2iu Před měsícem

    ଜୟ କଂଗ୍ରେସ ଜୟ ଭାରତ

  • @SameerNaik-lp5sg
    @SameerNaik-lp5sg Před 19 dny

    ଜୟ କଂଗ୍ରେସ୍

  • @user-qd2nu9hq6k
    @user-qd2nu9hq6k Před 2 měsíci +4

    Wel come odisha Congress manifesto

  • @JANMEJAYBEHERAMAMAMANASI
    @JANMEJAYBEHERAMAMAMANASI Před 2 měsíci +8

    I will support Congress sure.. Because here Congres Seems very good more then BJP AND BJD..

  • @balaramsabar4944
    @balaramsabar4944 Před 2 měsíci

    ଥରେ ସରକାର ବଦଳିବା ଦରକାର୍।❤

  • @MamataRay-wd1wr
    @MamataRay-wd1wr Před 2 měsíci +21

    ଏଥର କଂଗ୍ରେସ 100%

  • @subashtakripsj1405
    @subashtakripsj1405 Před 2 měsíci +20

    Jay Congress

  • @mukhtaralii1773
    @mukhtaralii1773 Před 2 měsíci +1

    Very good

  • @user-fb6qr4eo4d
    @user-fb6qr4eo4d Před 2 měsíci +32

    Nice

  • @manojkechhuar878
    @manojkechhuar878 Před 2 měsíci +1

    Jai ho

  • @SukamatiBhatra
    @SukamatiBhatra Před měsícem

    ହାମେ କଂଗ୍ରେସ ✋✋🙏

  • @lovemerahot2536
    @lovemerahot2536 Před 2 měsíci +8

    Very good 👍 thanks 😮😮

  • @malayamahanand4679
    @malayamahanand4679 Před 2 měsíci +19

    Jai congress

  • @KailashKumarnagK
    @KailashKumarnagK Před měsícem

    ବହୁତ ଭଲ କଥା

  • @NakulDash-dv6xj
    @NakulDash-dv6xj Před měsícem +1

    Good news ❤

  • @mc143express
    @mc143express Před 2 měsíci +5

    Gold 🪙 price ଆକାଶ ଛୁଆଁ ସେସବୁ ଧନୀ ଲୋକ ପାଇଁ
    ଗରିବ ପାଇଁ ଚାଉଳ , ଭତ୍ତl , ଯେହେତୁ ଗରିବ ଭିକ ଦେଉଛନ୍ତି

  • @nirodbadi6053
    @nirodbadi6053 Před 2 měsíci +3

    Vote for development new govt...

  • @sitamanimarndi4981
    @sitamanimarndi4981 Před 3 dny +1

    Good🎉🎉🎉 k

  • @parrotgaming27
    @parrotgaming27 Před 2 měsíci +5

    Very attractive

  • @jiban2031
    @jiban2031 Před 2 měsíci +7

    Sarkar change kari le desa agei ba

  • @sumantasunaofficial
    @sumantasunaofficial Před měsícem

    Menifesto ଠିକ୍ ଅଛେ ଯେ ହେଲେ ସବୁ ବ୍ଲକ୍ ସବୁ ଗାଁ କେ ଯାଇକରି ଏ ସବୁ ଜନତା କେ ଜଣେଇ ବାକେ ପଡବା

  • @DillipKumarMeleka
    @DillipKumarMeleka Před 2 měsíci

    କୃଷକମାନଙ୍କ ପାଇଁ ହିଁ ଭାରତ ବଞ୍ଚିଛି ନ ହେଲେ ସବୁ କୁକୁରମାନଙ୍କ ପରି ଭୁକରେ ମରିଥାନ୍ତୁ । Love the Farmers ❤❤❤