Chabli Chabli Pani || Jayashree Dhal || Sanatan Purohit || Koraputia song

Sdílet
Vložit
  • čas přidán 5. 09. 2024
  • Song Credits;
    ►Song : Chabli Chabli Pani
    ►Lyrics : Sisir Dash
    ►Music : Nihar acharya
    ►Singer: Jayashree Dhal , Sanatan Purohit
    ►Arrangement: Suraj Haldar
    ►Studio : Survibration (7008940396)
    ►Recording & Mixing - Survibration (BBSR)
    for recording new song call 7008940396
    Video Credits -:
    ►Starring: Purna , Babulu, Sagar , Guru
    ►D.O.P: Matru prasad
    ►Edit -: Matru prasad
    ► Special Thanks to Bitan Guruji ,Sumanta Bhai
    ଚଵଲି ଚଵଲି ପାନି, ତୁଇ ନ' ଗାଧାରେ ନନି
    ତକେ ଧରସି ଲସମ,
    ଧାଙ୍ଗଡି ଟକିର ଗାଗଡ଼ ନସା ବଡେ ବିଷମ ...
    ରେ ନନି ବଡେ ବିଷମ । ପୁ
    ଡ଼ଗ୍ ରି ଡ଼ ଗ୍ ରି ନୁନା ତୁଇ ନାଇଁ ଦେଖବେ ମକେ
    ମକେ ଲାଗୁଲି ସରମ,
    ଧାଙ୍ଗଡ଼ା ପିଲାର ମାଈଜି ନିଶା
    ବଡେ ବିଷମ । ଝି
    ----
    ମଲ୍ଲୀ ଫୁଲିଆ ଧି' ରେ ତର ହଳଦୀ୍ ମାଖାନି
    ର'ଟ୍ କରି ଦିଲ୍ କୁ ମର, ଘାଇଲା କଲାନି । ପୁ
    ରାତି ନାଇଁ, ଦିନ୍ ନାଇଁ, ସପ୍ ନି ହେଲିନି,
    ତର୍ ଲାଗି ବାବୁ ମର ଝୁମରା ଗାଲାନି । ଝି
    ରଇ ହିଏ ନାଇଁ., ସଇ ହିଏ ନାଇଁ,
    କାଇ କରବି, କ'ରେ ମର ଫୁଟଲା କରମ ।ଝି
    ଧାଙ୍ଗଡ଼ି ଟକିର ଗାଗଡ଼୍ ନସା, ବଡେ ବିଷମ ପୁ
    ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
    ---୧---*
    ମନ୍ ରସିଆ ତୁଇ, କାଇ କଲୁରେ ମଇନି,
    ସଟ୍ କରି, ଦିଲ୍ କୁ ମର, ନେଲୁରେ ଘେନି । ଝି
    ହେତ୍ ନାଇଁ, ଚେତ୍ ନାଇଁ, ଘାବରି ଗଲିନି,
    ତକେ ଛାଡି, ଛନେ ନାଇଁ ରଇକେ ହେଲାନି । ପୁ
    ମାଙ୍ଗ୍ -ନିକେ ଯିବି, ଉ ଦ୍ ଲି ଆ ନେବି
    କାଇ କରବି, କରେ ତକେ ହେଇସି ଧରମ । ପୁ
    ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
    ଧାଙ୍ଗଡ଼ି ଟକିର ଗାଗଡ଼୍ ନସା ବଡେ ବିଷମ ପୁ
    ---୨---
    ମର୍ ଜୀବନ ତକେ, ଧନ ସର୍ ପି ଦେଲିନି,
    ଝ'ଟ୍ କରି ନେଇସୁ ବଲି, ସୁମ୍ ରି ହେଲିନି । ଝି
    ଆୟା, ବୁଆ, ନାନା, ଦାଦି, ସଵ୍ କେ କଉନି,
    ଏସୁର୍ ପାଚି ବିକ୍ ଲେ ସରି ଚିନା ବାନ୍ଧୁନି । ପୁ
    ମର୍ - କାଜେ ତକେ, ତର୍ କାଜେ ମକେ,
    ଲାଗ୍ ସି ଆଚେ, ମାପୃ ଆମ୍ କେ କଲା ଜନମ ପୁ
    ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
    ଧାଙ୍ଗଡ଼ି ଟକିର ଗାଗଡ଼ ନସା ବଡେ ବିଷମ । ପୁ
    ଧାଙ୍ଗ ଡ଼ା, ଧାଙ୍ଗ ଡ଼ି ପେରେମ୍, ନିଶା ବଡେ ବିଷମ
    ପୁ/ଝି
    ଚଵଲି ଚବଲି ପାନି ଆ' ମିସତେ ଗାଧଉନି
    ନାଇ ଧରସି ଲସମ,
    ଧା ଙ୍ଗ ଡ଼ା ପିଲାର ମାଇଜି ନିଶା ବଡେ ବିଷମ ...ଝି
    ----୩---
    କଣ୍ଠ: ଜୟଶ୍ରୀ ଧଳ ଓ ସନାତନ ପୁରୋହିତ
    ଗୀତ: ଶିଶିର ଦାଶ
    ସଙ୍ଗୀତ: ନିହାର ଆଚାର୍ଯ୍ୟ
    ©Mood Swing Odisha
    &
    Sur Vibration
    English Translation of our Desiya Folk Song
    Chabli Chabli Pani
    (Swooshing Sound of Water)
    --------------
    Avoid taking such an intense bath by creating a swooshing sound with water by hand, as it may lead to catching a cough and cold.
    Any illness of young girls can be quite dangerous.
    M
    Please don't stare at me, with wide eyes, I'm feeling shy about this.
    This attitude of Boys towards Girls can be quite annoying.
    F
    (Repeat)
    The way you apply turmeric on your soft, delicate body has stolen my heart at first sight.
    I have been dreaming about you day and night, losing sleep. F
    It's become unbearable and I feel restless because of it.
    Tell me, what should I do?
    F
    Any illness in young girls can be quite dangerous. M
    This attitude of Boys towards girls can be quite annoying. F
    1
    You've hypnotized me and stolen my heart.
    F
    I'm feeling unconscious and unstable; I can't bear to be without you.
    M
    Now my dear, please suggest whether I should propose for you or let you go.
    M
    This attitude of Boys towards young girls can be quite annoying. F
    Any illness in young girls can be quite dangerous. M
    2
    I offer you my life and eagerly await the day when you'll marry me.
    F
    Let's discuss this with everyone; viz. Mother, Father, Brother and Grandpa. After the harvest of our crops, we can negotiate. M
    M
    Perhaps, God has made us for each other as I feel. M
    This attitude of Boys towards girls can be quite annoying. F
    Any illness in young girls can be quite dangerous. M
    3
    Love Affairs between Boys and Girls carry inherent risks.
    M/F
    Come and have bath in the swooshing sound of water together, you'll not catch cold. F
    Love afairs of a boy carries inherent risks, you know...F
    Singers: Jayashree Dhal & Sanatan Purohit
    Lyrics: Sisir Dash
    Music: Nihar Acharya
    ©Mood Swing Odisha
    #Chablichablipani
    #jayashreedhal
    #rohitpurohit
    #NIharacharaya
    #SisiraDash
    #newodiasong
    #koraputiasongs
    #newdesiasong
    #survibration
    #sambalpurisong
    #ratinaidinnai
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    *******
    ✽ Subscribe our Official CZcams Channel -
    www.youtube.co....
    ✽ Like us on Facebook -
    h​
    / drjayashreed. .
    / sur-vibratio.. .
    LIKE ◆ COMMENT ◆ SHARE ◆ SUBSCRIBE

Komentáře • 67