ବଲାଙ୍ଗିର ପରେ ବରଗଡ଼ରେ ମାଳମାଳ ନକଲି ଶିକ୍ଷକ || Bargarh Fake teachers

Sdílet
Vložit
  • čas přidán 29. 08. 2024
  • ବଲାଙ୍ଗିର ପରେ ବରଗଡ଼ରେ ମାଳମାଳ ନକଲି ଶିକ୍ଷକ । ଫେକ୍ ସାର୍ଟିଫିକେଟର ହବ୍ ପାଲଟିଛି ବରଗଡ଼ । ଏ ନକଲି ସାମ୍ରାଜ୍ୟର ବାଦଶାହ ଥିଲା କି ବିଜେଡି ? ଗୋଟିଗୋଟି କରି ଖୋଲୁଛି 24 ବର୍ଷର ପେଡି ।
    #ArgusNews #faketeachers #balangiri #Bargarh #fakecertificates #teachers #EducationDepartment #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 359

  • @sanjayadebta8681
    @sanjayadebta8681 Před měsícem +58

    ଏମାନଙ୍କ ପାଇଁ ଅସଲି ହକଦାର ଚାକିରୀ ପାଇ ନଥିଲେ, ଦାୟୀ କିଏ ? ଦୟାକରି ୪୦ ଜଣଙ୍କ ନାମ ସର୍ବସାଧାରଣ ରେ ପ୍ରକାଶ କରାଯାଉ, ଧନ୍ୟବାଦ୍ ର ପାତ୍ର ଅର୍ଗସ୍ ଟିଭି 🙏

  • @santoshkumarbadhei7373
    @santoshkumarbadhei7373 Před měsícem +40

    All odisha ରେ ଚେକ୍ କରିବା ନିତାନ୍ତ ଆବଶ୍ୟକ। କାରଣ ଏମାନଙ୍କ ପାଇଁ ଭଲ students ମାନେ ବେକାର ହୋଇ ବସିଛନ୍ତି।

  • @kamakshyasamal4574
    @kamakshyasamal4574 Před měsícem +150

    ସବୁ ଜିଲ୍ଲାରେ ଯାଞ୍ଚ କରିବା ଗୋଟେ ଭଲ ପଦକ୍ଷେପ ହେବ ଭାବୁଛି

  • @sureshbhuyan6445
    @sureshbhuyan6445 Před měsícem +27

    ମୋର ଅର୍ଗୁସ ସମ୍ବାଦ କୁ ନିବେଦନ କୋରାପୁଟ ଜିଲ୍ଲାରେ ଅନେକ ଜାଲିଆତି ସାର୍ଟିଫିକେଟ ଧାରି ଶିକ୍ଷକ ଚାକିରୀ କରିଛନ୍ତି ଦୟାକରି ତାର ଖୁଲସା କରନ୍ତୁ

  • @dillipbhoi758
    @dillipbhoi758 Před měsícem +46

    ବରଗଡ ରେ ବହୃତ ଅଛନ୍ତି, ତଦନ୍ତ କରାଯାଉ।

  • @ajitnayak5343
    @ajitnayak5343 Před měsícem +33

    ସବୁ ଜିଲ୍ଲା ରେ ଯାଞ୍ଚ ହେବା ଜରୁରୀ both in primary and High School teachers

  • @satyabratamunda4713
    @satyabratamunda4713 Před měsícem +16

    Argus news ku ଧନ୍ୟୱାଦ୍,
    Argus news ସବୁ ବେଳେ ସତ୍ୟ ର ସନ୍ଧାନ କରୁଛେ
    ଇ ଟାତ ନକଲି ସାଠୀପିକେଟ ରେ ଚାକିରି କରିକରି ଧରା ପଡିଲେ
    ହେଲେ ଜାତିଗତ ପ୍ରମାଣ ପତ୍ର ରେ ଧରା ପଡ଼ିବେ, କାରଣ ନକଲି ଆଦିବାସୀ ହେଇ କରି ଚାକିରି କରୁଛନ ଏହି ଠକ ପ୍ରକୃତି ଲୋକ ମାନେ

    • @krishnasahoo8924
      @krishnasahoo8924 Před 26 dny

      ଭାଇ ଆପଣ ଠିକ୍ କଥା କହିଛନ୍ତି 🥰✅✅✅✅✅

  • @Myodiatips
    @Myodiatips Před měsícem +15

    ବରଗଡ଼ ଜିଲ୍ଲାରେ ସାରିକି ପୁଣି ବଲାଙ୍ଗୀର ଜିଲ୍ଲା ରେ tk ଦେଖନ୍ତୁ first କରି ଅଙ୍ଗନୱାଡ଼ି ଦିଦି ମାନଙ୍କୁ

  • @KanheiHansvlog740
    @KanheiHansvlog740 Před měsícem +72

    ବିଜେଡି ସରକାର କେମିତି ଶାସନ କରୁଥିଲା ?

  • @user-eu7js1hh7g
    @user-eu7js1hh7g Před měsícem +34

    ଭଦ୍ରକ ରେ ବହୁତ ନକଲି ଶିକ୍ଷକ

  • @dolamanipadhan6594
    @dolamanipadhan6594 Před měsícem +6

    Se ସମୟର waiting ପିଲାଙ୍କୁ ଚାକିରି ଦିଆଯାଉ l

  • @geetanjalinayak2329
    @geetanjalinayak2329 Před měsícem +35

    ନକଲି ଶିକ୍ଷକ.... ଆଉ ଆମେ ଏ ପର୍ଯ୍ୟନ୍ତ ଶିକ୍ଷକ ଚାକିରୀ ପାଇନୁ।

  • @santoshnanda7811
    @santoshnanda7811 Před měsícem +9

    ଯେଉଁ ଅଫିସର appointment issue କରିଥିଲେ ଆଗ ତାଙ୍କୁ arrest କରି case ଦାୟର କରାଯାଉ.

  • @jasonkp9854
    @jasonkp9854 Před měsícem +27

    Please 🙏🙏🙏
    କଳାହାଣ୍ଡିରେ ବି ଯାଞ୍ଚ୍ ହେଉ
    କଳାହାଣ୍ଡିରେ ବି ବହୁତ୍ ଅଛନ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ
    Argus News please kichi Kara 🙏

  • @AbhinKerketta-sh6xr
    @AbhinKerketta-sh6xr Před měsícem +6

    ସୁନ୍ଦର ଗଡ଼ ଜିଲ୍ଲା ରେ ବି ବହୁତ ଅଛନ୍ ତଦନ୍ତ ହେବାର କଥା ଜଲଦି

  • @ramchandraduan6721
    @ramchandraduan6721 Před měsícem +9

    ଏବେ କିନ୍ତୁ ବହୁତ ପିଲା ଓରିଜିନାଳ ସାର୍ଟିଫିକେଟ ଧରି ଚାକିରି ଆଶାରେ ବସିଛନ୍ତି

  • @gourangaseth8025
    @gourangaseth8025 Před měsícem +4

    ସୋନପୁର ଜିଲ୍ଲା ରେ ମଧ୍ଯ ଏହାର ତଦାରଖ କରାଯାଉ ସରକାରଙ୍କୁ ଅନୁରୋଧ।

  • @rajalaxmiswain2807
    @rajalaxmiswain2807 Před měsícem +3

    ସବୁ ନକଲି ଶିକ୍ଷକଙ୍କୁ ବାହାରକରିବା ଉଚିତ ତା ସ୍ଥାନରେ ଯୋଗ୍ୟ ଶିକ୍ଷକ ଙ୍କୁ ନିଯୁକ୍ତି ଦେଲେ ଉପଯୁକ୍ତ ଶିକ୍ଷା ମିଳିବ

  • @sureshdas7831
    @sureshdas7831 Před měsícem +15

    ସବୁ ଅଡିଟ ହେଉ 🙏

  • @newway4507
    @newway4507 Před měsícem +19

    All odisha check karun

  • @kishorchandrameher5477
    @kishorchandrameher5477 Před měsícem +4

    ନୂଆପଡ଼ା ଜିଲ୍ଲା ରେ ଧରପଗଡ ହେଲେ ଜିଲ୍ଲା ଶିକ୍ଷକ ଶୂନ୍ୟ ହେଇଯିବ ।

  • @NarendrakumarBoddha
    @NarendrakumarBoddha Před měsícem +5

    ବେଶି ଅଗେନୱାଡି ମାନେ ଏମିତି ମିଳିବେ ତାଙ୍କ ଯାଞ୍ଚ କେବେ ହେବ

  • @amitkumarnayak1574
    @amitkumarnayak1574 Před měsícem +16

    All dist cheking calu bjp

  • @biswamitranaik466
    @biswamitranaik466 Před měsícem +14

    1000 Nakali Teacher achanti

  • @biswamitranaik466
    @biswamitranaik466 Před měsícem +16

    Dunguripali Block Balpur Highschool cheak karantu

  • @DhananjayaPadhan-rb9jl
    @DhananjayaPadhan-rb9jl Před 27 dny +1

    Argus news BJP ର ଗୁଡ଼ ଚଟା ନ୍ୟୁଜ କେନାଲ। ଜେଉ ମାନେ ସମ୍ବତ କରୁଥିଲେ like କର।

  • @ranjeetmali8426
    @ranjeetmali8426 Před měsícem +4

    ସବୁ ଜିଲ୍ଲା ରେ ଯାଞ୍ଚ କରିବା ଦରକାର ହାଇ ସ୍କୁଲ୍ ରେ ବହୁତ ଘଟାଲ

  • @abhijitpanigrahi775
    @abhijitpanigrahi775 Před měsícem

    ନକଲି certificate, ଟଙ୍କା ଦେଇ, ଶୂନ ଆଉ negative mark ଆଣି ନିଯୁକ୍ତି ପାଇଛନ୍ତି । ଏଇଟା ହିଁ 5T mode of development ଅଟେ। ଅଯୋଗ୍ୟ ଚାକିରି କରୁଛନ୍ତି ଆଉ ଯୋଗ୍ୟ ହଇରାଣ ହେଉଛନ୍ତି ।

  • @awhaan5276
    @awhaan5276 Před měsícem +7

    ନା ମାନେ ସର୍ବସାଧାରଣ କରାଯାଉ

  • @shreenibashkuanr6598
    @shreenibashkuanr6598 Před měsícem +1

    ସବୁ ପକ୍ଷରୁ ଦେଖିଲେ ୨୪ ବର୍ଷ ହେଲା ଓଡ଼ିଶାରେ ସବୁ କଣ ଚାଲି ଥିଲା, ଏତେ ସବୁ ଦୁର୍ନୀତି ,ହେ ପ୍ରଭୁ! କଣ କରି ଦେଇଥିଲେ ଏ ଓଡ଼ିଶାକୁ,ଆଉ କିଛି ଦିନ ଏମାନେ ରହିଥିଲେ,ଓଡ଼ିଶାକୁ ବିକି ଦେଇଥାନ୍ତେ,ଭଗବାନ୍ ଠିଆ ହେଇ ଗଲେ,ପ୍ରଭୁ ଆପଣଙ୍କୁ କୋଟି କୋଟି ପ୍ରଣାମ

  • @SunaDs-Reaction
    @SunaDs-Reaction Před měsícem +4

    All ss Teachers are fake most of them are +2fail and now they are regular ...those stupid demands 8th pay salary and old pension... they are real reason of ruined primary education in odisha 😂😂

  • @arjunsahoo-df1oz
    @arjunsahoo-df1oz Před měsícem +6

    Welcome agrus news

  • @YoutubeShorts-pf1tx
    @YoutubeShorts-pf1tx Před měsícem +8

    Bhadrak Zilla re graduation BED duplicate Certificate re posting paichhanti block grant School re bi duplicate BED teacher Posting paichhanti nihati tadanta darakar

  • @soumyameher9268
    @soumyameher9268 Před měsícem +5

    2lakhs upera fake certificate asiba teaching sector ra

  • @BiswanathMajhi-js3qz
    @BiswanathMajhi-js3qz Před měsícem +1

    ସବୁ ଜିଲ୍ଲାରେ ଯାଞ୍ଚ କରାଯାଉ ଏଥି ପାଇଁ ତ ଓଡିଶାର ପାଠୁଆ ପିଲା ମାନେ ଦାଧନ ଖଟି ଯାଉଛନ୍ତି

  • @pradipmishra5627
    @pradipmishra5627 Před měsícem +3

    ହଜାର ହଜାର ବାହାରିବେ ଭଳ କରି ତଦନ୍ତ ହେଉ

  • @sangrammahananda9337
    @sangrammahananda9337 Před měsícem +1

    ସେମାନଙ୍କ ର ମୁହଁ 😮 ବରଗଡ଼ ବାସି ଦେଖିବାକୁ ଚାହୁଁଛି??ଆଉ ସେମାନଙ୍କ ର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ

  • @user-gb3ti1mn6l
    @user-gb3ti1mn6l Před měsícem +1

    ତଥାପି ଗେଣ୍ଡୁ ମାନେ ମାଗଣା ଖିଆ ମାନେ କାନ୍ଦୁଛନ୍ତି ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ କହି 😂

  • @NarendrakumarBoddha
    @NarendrakumarBoddha Před měsícem +1

    ଏ ସବୁ BJD ର ଖେଳ ସବୁ ଜିଲ୍ଲା ରେ ଯାଞ୍ଚ ହେବ ଆନ୍ଦୋଳନ କର

  • @sanyasimandi3472
    @sanyasimandi3472 Před 24 dny

    Thank you 🙏

  • @dharmendranaik4087
    @dharmendranaik4087 Před měsícem +1

    ଏଇ ଖବର ଶୁଣିଲା ପରେ ଯେତେ ବି ନକଲି ସରକାରୀ ବାବୁ ମାନେ ଅଛନ୍ତି ସମସ୍ତଙ୍କର ପ୍ୟାଣ୍ଟ୍ ଓଦା ହୋଇଯାଇଥିବ କାରଣ ତାଙ୍କର ବି ଖୁବ୍ ଶୀଘ୍ର ସମୟ ଆସୁଛି ପେଡ଼ି ନିଶ୍ଚୟ ଖୋଲିବ ,ସେଥିପାଇଁ ଯାହା ବି କରିବ ନିଜ ପରିଶ୍ରମ ବଲରେ କରିବ ଏମିତି ଦୁଇ ନମ୍ବରି କାମ କେବେ ମଧ୍ୟ କରିବନି ।ଆଉ ଯେଉଁ ମାନେ ମଧ୍ୟ ଧରାପଡ଼ିଛନ୍ତି ସେମାନେ ଯାହା ବି। ଦରମା ପାଇଛନ୍ତି ତାର ଚକ୍ରବ୍ରୁଧି ସୁଧ ହିସାବରେ ଟଙ୍କା ସରକାର ଆଦାୟ କରନ୍ତୁ ତାହେଲେ ଏମିତି କରିବାକୁ କେହି ବି ସାହସ କରିବେନି

  • @pramodkumarnaik3815
    @pramodkumarnaik3815 Před měsícem +12

    Sabu department check କରନ୍ତୁ

  • @tejrajeducation8365
    @tejrajeducation8365 Před měsícem +6

    Bargarh re sabu Gadabada achi sarakar dhyanadiantu

  • @aitabanchhor9391
    @aitabanchhor9391 Před měsícem

    Thankyou for information

  • @user-lt9jl8by7d
    @user-lt9jl8by7d Před 25 dny

    Right

  • @sandhayranirout3902
    @sandhayranirout3902 Před měsícem +5

    Osepa is involved

  • @jitendrasahoo8803
    @jitendrasahoo8803 Před měsícem +1

    Thank you Argus news 🙏

  • @sahadevsaha4721
    @sahadevsaha4721 Před 13 dny

    ଆମେ ତ ଏହାଦେ ବେକାରୀ ଅଛୁ,ଦାୟୀ କିଏ,
    ସରକାର ଶୁଣିବେ।

  • @biswamitranaik466
    @biswamitranaik466 Před měsícem +6

    Sonepur District BED certificate cheak karantu sir

  • @veersb5518
    @veersb5518 Před měsícem

    ଆର୍ ଇଆଡ଼େ ଯେ ଲୋକ୍ reservation କେ ଦୋଷ ଦି ଦି ଦିନ କାଟୁଛନ୍ 😢😢

  • @user-et2dp4kb6t
    @user-et2dp4kb6t Před měsícem +3

    ଇ ମାନକର ଲାଗି ଆମେ ବେକାରୀ ସମସ୍ୟା ର ସ୍ୱୀକାର ହେଇଛୁ

  • @user-mk1lj9zr2c
    @user-mk1lj9zr2c Před 25 dny

    ସବୁ ଜିଲ୍ଲା ରେ ଯାଞ୍ଚ କରନ୍ତୁ

  • @pradeepbandaki8019
    @pradeepbandaki8019 Před měsícem +2

    ସବୁ ଜିଲ୍ଲା ରେ ଚେକ୍ କରାଯାଉ

  • @banamalidharei
    @banamalidharei Před měsícem +1

    Age relax Kari BjD sarkar bahut student mankar naukri khaichhe

  • @bijayalaxmipanigrahy-mm6bp
    @bijayalaxmipanigrahy-mm6bp Před měsícem

    Sir Ganjam Dist ହିଞ୍ଜିଳିକାଟୁ ବ୍ଲକ୍ ଉପରେ ମଧ୍ୟ ନଜର ପକାନ୍ତୁ କେବଳ teacher ନୁହେଁ ଅନ୍ୟ ସରକାରୀ କର୍ମଚାରୀଙ୍କ ଉପରେ। ଧନ୍ୟବାଦ୍ ।

  • @banamalidharei
    @banamalidharei Před měsícem +1

    2018_ 2024 tk b nakli certificate ra teacher achhanti 1000 teacher achhanti BJD sarkar ra khela

  • @laxmanbag8205
    @laxmanbag8205 Před měsícem

    ଟଙ୍କା ନେଇ କି ଚାକିରି ଦଉ ଛନ୍ତି 😡🤬🤬😠😠😡😡🤬😡😡😡😡

  • @DhanapatiBagarti
    @DhanapatiBagarti Před měsícem

    ଧନ୍ୟବାଦ Argus TV

  • @Jh-.sgsy.
    @Jh-.sgsy. Před měsícem +4

    Aahuri baharibe... tadanta hele

  • @minakshyee2330
    @minakshyee2330 Před měsícem +1

    Andra University B.ed 1st close karun ta pare sabu thik heba

  • @upendradebguru3245
    @upendradebguru3245 Před měsícem +9

    All ଓଡିଶା cheking ଜରୁରୀ

  • @rknanda7733
    @rknanda7733 Před měsícem

    ତୁରନ୍ତ ଯାଞ୍ଚ କରାଯାଉ

  • @sudhansusekharswain2771
    @sudhansusekharswain2771 Před měsícem

    ଧନ୍ୟବାଦ ଅର୍ଗସ ନିଉଜ୍।

  • @mahendrabag4261
    @mahendrabag4261 Před měsícem

    ନୂଆପଡା ଜିଲ୍ଲା ରେ ବହୁତ ଅଛେ

  • @narendrakumar-nl1md
    @narendrakumar-nl1md Před měsícem +2

    Gangam, Ganpati please visit jila 😊

  • @NarendrakumarBoddha
    @NarendrakumarBoddha Před měsícem +1

    ସୋନପୁର ଜିଲ୍ଲା ରେ ବହୁତ ଅଛନ୍ତି

  • @dolamanipadhan6594
    @dolamanipadhan6594 Před měsícem +1

    Malkangiri site v cheek କରାଯାଉ

  • @Saindian
    @Saindian Před měsícem +1

    ସବୁ ଜିଲ୍ଲା ରେ ବୁଲି ବୁଲି ଚେକ୍ କର 😈😈

  • @user-no2cf9su9r
    @user-no2cf9su9r Před měsícem +4

    Puri asantu aethi bi dekhibe

  • @user-ky5gn2xf9z
    @user-ky5gn2xf9z Před měsícem

    All odisha check

  • @sudhansushekhar263
    @sudhansushekhar263 Před měsícem

    ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଯାଲ ସାର୍ଟିଫିକେଟ କରି ପାରନ୍ତି ସେ ଦେଶର ସାଧାରଣ ସରକାରୀ କର୍ମଚାରି କରିବାରେ କଣ ଅସୁବିଧା ଅଛି ... PM ଙ୍କ fake certificate କଣ ଆର୍ଗସ ହାତରେ ଲାଗୁନି ...ଓଃ ସେ BJP

    • @sahadevsaha4721
      @sahadevsaha4721 Před 13 dny

      ରାହୁଳ ଗାନ୍ଧୀ କେ ଟୁକେଳ ଗୋଟେ ଖଞ୍ଜି ଦେ, ନାଇନା

  • @kumarinfo2994
    @kumarinfo2994 Před měsícem +1

    All news by Argus news.....😂😂😂 thank you Argus

  • @user-pb1tv8du9s
    @user-pb1tv8du9s Před měsícem

    ସଇଁତଳା ଆରୁ ଟିଟିଲାଗଡ଼ ରେ ଏବେ ବି ଅଛନ୍ତି....... ଉଚ୍ଚ ଅଧିକାରୀ ପଇସା ଖାଇକରି ଦବେଇ ଦେଉଛନ୍ତି। ଯିଏ ନ ଦେଲା ସେ ଧରାପଡିଲା

  • @BiswajitPradhan-qx1vk
    @BiswajitPradhan-qx1vk Před měsícem

    ଖାଲି ବରଗଡ଼ ଆଉ ବଲାଙ୍ଗୀର କଁ ହଉଚ ବେ bencho??? ପୁରା ଓଡ଼ିଶା ସାରା ଏମିତି ହଜାର ହଜାର ନକଲି ଶିକ୍ଷକ ଆଉ କର୍ମଚାରୀ ମିଳିବେ। 😡😡😡😡😡😡😡😡😡

  • @biswasamratbhoi8139
    @biswasamratbhoi8139 Před měsícem +2

    ବରଗଡ ରୁ ସୋନପୁର ତକ୍ ଲମ୍ବିଛନ୍

  • @adivasiboychandra5850
    @adivasiboychandra5850 Před měsícem +3

    All odisha re check karantu

  • @gouravkumardip3710
    @gouravkumardip3710 Před měsícem +1

    ସବୁ ସରକାରୀ ଅଫିସ ରେ ଚେକ କରା ଜଉ

  • @umeshchandrayadav8221
    @umeshchandrayadav8221 Před měsícem

    କଳାହାଣ୍ଡି ରେ ମଧ୍ୟ ଏମିତି ପରିସ୍ଥିତି ଅଛି ଏଥିରେ ମଧ୍ୟ ଚେକ୍ କରାଯାଉ

  • @bhuteshmedia3819
    @bhuteshmedia3819 Před měsícem +1

    24 ବର୍ଷର ସବୁ ଗୋଟେ ଗୁଟେ କରି ଖୁଲବା

  • @sidhantpadhan7596
    @sidhantpadhan7596 Před měsícem

    500 ନେଇକରି BJD କେ ଭୋଟ ଦେବl ର ପରିଣାମ ଆଏ

  • @gourangasa6027
    @gourangasa6027 Před měsícem

    ବରଗଡ ଜିଲ୍ଲାରେ ମାଳ ମାଳ ଫାଲତୁ news

  • @jayrampradhan7004
    @jayrampradhan7004 Před 26 dny +1

    Nakali Bala mastar orisara sabo jagara

  • @yashikakhamari9657
    @yashikakhamari9657 Před měsícem

    Sabu dist re check Kara jau👍👍👍👍

  • @Abhishek-k6k
    @Abhishek-k6k Před měsícem +1

    Kalahandi zilla,re BHAWANIPATNA BLOCK And JUNAGARH BLOCK re bahut Sukhaka DEO and BEO Mananku paisha dei nija service ku surakhita rakhu chhanti. Jete complaint kale b kichhi action naunaahanti.

  • @simanchalpanda331
    @simanchalpanda331 Před 18 dny

    This praise goes to Nabin

  • @ashishnaik6450
    @ashishnaik6450 Před měsícem +1

    All odisha check cirtificate

  • @jagannathsahu1736
    @jagannathsahu1736 Před měsícem

    ଦୟାକରି ସାରା ଓଡ଼ିଶାରେ ଏହାର ତଦନ୍ତ ହେଉ ।

  • @satyabratamunda4713
    @satyabratamunda4713 Před měsícem +1

    Sonepur re ମଧ୍ୟ ଯାଞ୍ଚ୍ କରା ଯାଉ

  • @mantumeher1174
    @mantumeher1174 Před měsícem

    Argus news jindabad, Nuapada re nahanti

  • @simanchalpanda331
    @simanchalpanda331 Před 18 dny

    Bjd had sold government jobs.

  • @dr.bhabeshbiologyhub2699
    @dr.bhabeshbiologyhub2699 Před měsícem

    Suspend him immedietly

  • @sasanksekharaswain9208
    @sasanksekharaswain9208 Před měsícem

    ସବୁ ଜିଲ୍ଲାରେ ଆନ୍ଧ୍ର ସାଠୀଫିକେଟ ବାଲା ଅଛନ୍ତି ,

  • @sarojrajhansa4551
    @sarojrajhansa4551 Před 26 dny

    Fake B.Ed certificates in the name of Jammu , Kashmir , Acharya Nagarjun , Annamalai , Andhra , Gulburga Universities ...

  • @sushilkumar-es2lb
    @sushilkumar-es2lb Před měsícem

    ଆମେ ଶିକ୍ଷା ସହାୟକ ନିଯୁକ୍ତି ୨୦୦୦ ମସିହାରେ ରେ ପ୍ରାଥମିକ ଶିକ୍ଷକ ଇଣ୍ଟରଭ୍ଯୁ ଏବଂ ସାର୍ଟିଫିକେଟ ଭେରିଫିକସନ୍ ହୋଇଥିଲା ହେଲେ ଆମେମାନେ ପାଇ ନ ଥିଲୁ । ଯାହାର ଚିହ୍ନା ପରିଚୟ ଥିଲେ ସେହିମାନେ ହିଁ ପୋଷ୍ଟିଙ୍ଗ ପାଇଲେ । ଆମେ କଣ ଦୋଷ କରିଥିଲୁଁ । ଏବେ ବି ସେହି ଇନ୍ଟି ମେସନ୍ ଲେଟର କୁ ଦେଖିଲେ ଆଖିରୁ ଲୁହ ଝରିପଡେ । ଯାହା ହେଉ ଭଗବାନ ୨୫ ବର୍ଷ ପରେ ଦୋଷୀ ଙ୍କୁ ଦଣ୍ଡ ଦେଉଛନ୍ତି। ନକଲି ଶିକ୍ଷକ ଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବା କଥା । ଯେଉଁ ଲୋକ ଯେଉଁ ସରକାର ସେତେବେଳେ ଯୋଗ୍ୟ ଲୋକ ଙ୍କୁ ଚାକିରି ନ ଦେଇ ଅଯୋଗ୍ୟ ଲୋକଙ୍କୁ ଚାକିରି ଦେଇଛି ଜଗନ୍ନାଥ ତାଙ୍କୁ କେବେହେଲେ କ୍ଷମା ଦେବେ ନାହିଁ।

  • @tejrajsahu3419
    @tejrajsahu3419 Před měsícem

    Sabku jail hau

  • @dharanidharsabar8399
    @dharanidharsabar8399 Před měsícem

    Bargarh dist ra both elementary & Secondary( Edn deptt & SC/ST development deptt) ru fake cert re posting paithiba teachers nku chakiriru bahar karajau...emane ki student gadhibe...Nakali hatajau..Asali CT/BEd nku posting diajau...Aau Nakali SC/ST employee ku b chakiriru bahar kari jete Rupees govt ru hadap karichhanti recovery kari semananku arrest karajau..

  • @ashishnaik6450
    @ashishnaik6450 Před měsícem +1

    Suspend karajau

  • @sahadevsaha4721
    @sahadevsaha4721 Před měsícem +1

    ସବୁ ଧର ପୁହେ ଙ୍କୁ, ଶଲେ, ଗଦ୍ଦାର,ନେତା ବି

  • @RupnarayanDansana
    @RupnarayanDansana Před měsícem

    Agreeculture department re b bahut achhan khas kari Ambabhona block re.

  • @nimi957
    @nimi957 Před měsícem

    All odisha check karajau