Such a beautiful golden time we lost 🥺🥺 no mobile phone,no social media,no distraction only school,tution,and tv re this type of serial ❤️❤️. miss those days 🥺💔 Thanks for this video 👍🙏
@@trp2468 Are baap re jaha hauchhanti ,Aaji kali aa jhia gudanka katha nakahile bhala ....Katha re achhi Samaya saha tala dei chala taa sahita aau gote b proverb achhi Ati ru eti.....
24re kie dekhucha like Kara ❤
Bhai 😅 mu
yes 💯
2024 re kia ଦେଖୁଛ
Me😍
Me😊
Me
Mu ❤️
Mu ❤❤🎉🎉
ରେ ସମୟ ଫେରିଯା ଫେରିଯା ଟିକେ ପଛକୁ 🌞ସେଦିନର ସାନ୍ଧ୍ୟ ୫ ଟା ଟିଭି ଆଗରେ ଆଉ ଆଜି ହାତରେ ମୋବାଇଲ ରେ ଅନେକ ଅନ୍ତର
Ekdam right 😢
କେଡେ ସୁନ୍ଦର ଥିଲା ସେ ପୁରୁଣା ଦିନ ସ୍କୁଲ ରୁ Asile ଟିଭି ପାଖ ରେ ବସି jau କଥା ସରିତା ଦେଖିବା ପାଇଁ ଖାସ କରି କି ବିକ୍ରମ ବେତାଳ ଦେଖିବା ପାଇଁ ତ ମୁଁ ଶନିବାର tution jaye ନାହିଁ ସମୟ ସାଥିରେ ସେ ପିଲା ଦିନ ସବୁ କୁଆଡେ ଚାଲି ଗଲା 😔😔
Hmm bhari maja lage
Aji dhekhiki bohut khusi laguchi
2024 may ❤ attendance 😅
ପୂର୍ବର କଳାକାର ମାନେ ବି ବହୁତ ନିପୁଣ ଥିଲେ ଅଭିନୟରେ। ଓଃ କି ବାସ୍ତବତା ର ଅଭିନୟ କରୁଥିଲେ ସବୁ ସେତେବେଳେ ର ଅଭିନେତା। ଓଡ଼ିଆ ର ଗର୍ବ ଆଉ ଗୌରବ ଥିଲେ ସେମାନେ।
2024 re kie dekhuchho CMT kara
ଯେବେ ପିଲା ଦିନ କଥା ମନେ ପଡେ ମୁଁ ଏମିତି ସବୁ ୟୁ ଟ୍ୟୁବ ରେ ଖୋଜେ 😢😢
Me too
Khojucha kn pain gaon ku jauna heri gai chareiba😅😅
ହେ ପ୍ରଭୁ 🙏🙏 ମୋ ପିଲା ଦିନ ମୋତେ ଫେରେଇ ଦିଅ 😭😭
ଆଗରୁ ଖରା ଛୁଟି ରେ ଆମ ପିଲାମାନେ ଏଇ କାହାଣୀ ସବୁ ଦେଖିବାକୁ ଟିଭି ପାଖରେ ୪ ଟା ବେଳକୁ ବସି ଯାଉଥିଲେ ...ଧନ୍ୟବାଦ ଦୂରଦର୍ଶନ ଏଇ ସୁନ୍ଦର କାହାଣୀ ଗୁଡ଼ିକୁ upload କରି ଥିବାରୁ 🙏🙏
But eita 3.05 re diae
Sata katha
@@dedasmitaparida5549 😂😂😂
Sata katha ama pila belara channel ea
Sata katha
ମୁଁ ଯେବେ ସ୍କୁଲ ରୁ ଫେରେ 5ଟାରେ ଟିଭି ରେ ଦିଏ ମନେପଡିଯାଏ ସେ ପିଲା ଦିନ
Mu be 3.00 re dekhe
Hm bhai
Hm Bhai
I miss you 😭😭😭😭
Mnu v
ଧନ୍ୟବାଦ ଡିଡି ଓଡ଼ିଆ ଚ୍ୟାନେଲ ! ପୁରୁଣା ସ୍ମୃତି କୁ ମନେ ପକାଇ ଥିବାରୁ
ମନେ ପଡେ ଆଜି ମୋର ସେହି ପିଲା ଦିନ କାହାଣୀ 🥰🥰
ସତରେ ଆଜି ସେ ପିଲାଦିନ କଥା ମନେ ପଡିଗଲା ,ମୁଁ ଜାଣିନଥିଲି ଯେ ଆଉଦିନେ ଏ କାହାଣୀ ଦେଖି ପାରିବି ବଲି ,ଵହୁତ ଖୁସି ଲାଗୁଛି ଏ କାହାଣୀ ଦେ ଦେଖିକି.!Thank you for DD odia channel team
ବହୁତ ଧନ୍ୟବାଦ ପିଲାଦିନର ସ୍ମୃତି କୁ ପୁଣି ଥରେ ମନେ ପକେଇଦେଲେ।
I'm
@@basantirana5803६बीू
@@basantirana5803 q11aa
To,. L
Bhai aku dekhiki mu bahut kandili..mo pila dina kete sundra thila bahut bahut miss karuchi se time ku satare mo pila dina mo 🎒 time
So we are 90s kid! Who love to watch such episode after school time! Childhood memories ❤️
Han geetu mate chinhiparuchu ame kete masti karuthile school re mo name zozo
🎉fein f🎉@@Lollol-ci7mcrc
ମୋ ପିଲା ଦିନ କଥା ବହୁତ ମନେ ପଡୁଛି 😭 ମୋ ପିଲା ଦିନ ଫେରି ଆସନ୍ତା କି🥺
2024 ରେ କିଏ କିଏ ଦେଖୁଛ ❤♥️👌👌👌👌👌
Such a beautiful golden time we lost 🥺🥺
no mobile phone,no social media,no distraction
only school,tution,and tv re this type of serial ❤️❤️.
miss those days 🥺💔
Thanks for this video 👍🙏
School ru 4 pm re return karuthilu cycle re,taapare Pakhala , alu mixture chakata aau Katha sarita,then tution ....kn se dina thila.....
@@pragnyashree335 ya those are the best days than today mobile era 💔
@@trp2468 Social Media destroy all these things..... Nowadays children r adopting western culture .....Katha sarita ,Budhi maa story > Netflix
@@pragnyashree335 🥺 as well as insta reels + youtube shorts 🥺
@@trp2468 Are baap re jaha hauchhanti ,Aaji kali aa jhia gudanka katha nakahile bhala ....Katha re achhi Samaya saha tala dei chala taa sahita aau gote b proverb achhi Ati ru eti.....
ମନ ପଡ଼ି ଗଲା ପିଲା ଦିନ କଥା 😌😊
P
Pila Dina katha mane padi gala ....thank you for Dd Odia🥰🥰🥰🥰
BGM is mind blowing & so peaceful
ଅନେକ ସ୍ମୃତି ଫେରିଆସେ ଯେତେ ବେଳେ ଅମିତିକିଛ ପିଲା ଦିନର କାହାଣୀ ଦେଖିବାକୁ ମିଳି ଯାଏ । ସେଇ ସନ୍ଧ୍ୟା 5 ଟାରେ ଦେଉଥିବା ଏଇ କାହାଣୀ ଗୁଡା ଆଉ ବିକ୍ରମ ବେତାଳ ବହୁତ୍ ଭଲ ଲାଗେ
Now I was Watching this video and I Remember my children moment.. Really Such A Great Store of DD Odia Channel....
ଜୀବନ ର ସବୁଠୁ ଆତ୍ମ ତୃପ୍ତି ଏହି କଥା ସରିତା। ଛୋଟ ବେଳେ ମୁଁ ପିଲା ଦିନରେ ଗୋଟେ ଏପିଶୋଡ ଦେଖିବା ପାଇଁ ଭୁଲେନି
Satare setabela dina Badhiya thila
ଅନେକ ଦିନ ର ଗପ ବହୁତ ଭଲ ଲାଗିଲା ❤❤
Hmm bhai
I love you hero number dia
My child hood memories I am not 90s kid but I watch this
Thank you ❤❤ DD TV ..😘for thiss beautiful story
Satare ate sundara a kahani... chhoto delo samaya puni jagiģala
Bahut sunder laguchi
My childhood memories thank you so much DD ODIA channel....
ସତରେ ଏ ଭିଡ଼ିଓ ଦେଖି ବହୁତ କାନ୍ଦ ଲାଗୁଚି କେତେ ଭଲ ଥିଲା ସେ ଦିନ 😢😢😢
ପିଲା ଦିନ କଥା ମନେପଡିଲା Thank you❤ DD Odia
जब मैं सात साल का था तब इसे देखा था और आज अचानक यह कहानी याद आई, बहुत खोज करने के बाद आखिर मिल ही गई 👋🎉
Best memory of life ❤️ ❤️❤️❤️ pila dina katha mane padi gala 🙏🙏🙏🙏🙏🙏🙏🙏🙏🙏🙏🙏
Am watching it in 2023...pila dina mane padigala ❤❤
ଜେଜେମା ର ଗପ କଥା ମନେପଡିଗଲା,
Thank you
Back to childhood memories 🥺🥺🥺
I love you hero number dia please dhana dia
The old memories are back. Love to watch this. And now loving also
I love you hero number dia please dhana dia
ଯେତେ ଦେଖିଲେ ବି ମନ ଆହୁରି ଦେଖିବାକୁ କହୁଛି
Mo fav episode thila aita..
Mora bi sei
I still remember my childhood it's my fav seriel😢😢😢
ପିଲା ଦିନ କଥା ମନେ ପଡିଗଲା।😍
2024 attendance ❤
Golden memories ❤️🥺
Kia kia 2023 re dekhucha like kara ❤
Thanks dd1 for uploading such programmes. Pls upload AJANKA BIGYANA PADHA for enrichment of school children in this covid situation
I love you hero number dia please
All are "same age" In here,,,,,, because same school days memory..... se dina kuade gala ...
Bohut sundar ati sundar mo pila bela ra abhula smruti ,swarga pari thila se samaya ....💓💓
Old is gold ❤❤❤❤❤❤❤❤❤
Bhl jaga ta
Childhood memories ❤️❤️🙏
Purely nostalgic feeling ever...😊
Mate mo pila din ra katha manee padi gala a kahani dekhi ki. MI U MY BACHHAPAN. ❤
thanx dd group to make us remember those halcion days.. we used to watch it regularly after coming from school... gone are those dsys..
Miss u my all friends aame sabu misiki e gapa dekhu
Bhal lag la
Mor bahut bahut favourite katha Sarita thanks for upload this video.
Bahut khusi lagsi odia story dekhi kari miss you 😌😌😌
E bhalu gapa always my fav 😍😍😍😍
Childhood memory refreshed...❤️
❤❤❤ମୋ ପିଲା ଦିନର ଅଭୁଲା ସ୍ମୁତି 😢😢😢
Thanks a Lot..... for uploading my childhood memories.....
Childhood is the best moment of life
Goosebumps
ଆମେ ଛାତ ଘର ସହିତ ଚାଳ ଘରେ ବି ଆଜି ରହୁଛୁ।।
ଆଜିବି ସଂସ୍କାର ସଂସ୍କୃତି କୁ ନେଇ ରହିଛୁ।।
ଆଧୁନିକ ସଭ୍ୟତା ଭିତରେ ବି ଗାଁ ର ସ୍ମୃତି ଖୋଜୁଛୁ।।
ହେଲେ ମୁଁ ଆଜି ଭାରତ ବାହାରେ ଚାକିରୀ କଲି,,
ମୋ ଭାଗବତ ଟୁଙ୍ଗି ମୋ ଗାଁ ମଦନମୋହନ ମନେପଡନ୍ତି।।
ଆଜିବି ଆମ ଗାଁ ବିଲବାଡ଼ି ସେମିତି ଅଛି।।
କିଛି ଅନ୍ତର ଆସିଛି, ପକ୍କା ସଡ଼କ ଆଉ ପକ୍କା ଘର ହୋଇଗଲା।।
ମୋବାଇଲ ଯୁଗ ଆସିଗଲା,, ପରକୀୟା ପ୍ରୀତି ବଢ଼ିଲା,,
ଆଉ ଶେଷରେ କଳିର କରାଳ ରୂପ ବିକଟାଳ ହୋଇ ମାଡି ଆସିଲା।।
ମହାପୁରୁଷ ଙ୍କ ସବୁ ଗୁପ୍ତ କଥା ସତ୍ୟ ହୋଇଲା।।
ତଥାପି ମୋ ଗାଁ ମୋ ସନାତନ ଧର୍ମ ରହିଛି ରହିଥିବ।।
ଜଗତର କଲ୍ୟାଣ ହେଉ।।
ନମସ୍ତେ ଅଚ୍ୟୁତାନନ୍ଦଂ ନମସ୍ତେ ଜଗନ୍ନାଥାୟଃ
ନମୋ ଯସୋବନ୍ତନନ୍ତାୟଃ ବଳରାମ ନମୋ ନମଃ।।
ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି
ଭକ୍ତ ଙ୍କ ପାଇଁ କଳେବର ଦଶ ମୂରତି ଧରି
ଅଚ୍ୟୁତ ଶରଣଂ 🙏
ଜଗତର କଲ୍ୟାଣ ହେଉ
Childhood memories ❤
Hey mam
😇😇😇
Oh dear child hood please come back again 😢😢
Childhood memories
ଓଃ ସତରେ ମୋର ବହୁତ ମନ ପଡ଼ୁଚି ମୋ ପିଲା ଦିନ ମୁ ସେତେେଳକୁ 2ୟ ରେ ପଢ଼ୁଥିଲି😢😢😢😢😢 ସେତେବେଳେ କେତେ ସୁନ୍ଦର କାହାଣୀ ଥିଲା
କେତେ ଭଲ ଥିଲା ସେ ଦିନ ସତରେ😢😢😢
Ranu padhy acting pura natural
😰😰😰
Aita gute emotion 🥰❣️
I remember the past days when i used to👀 see tunutuni... Pila dinara smuti sabu taja hai gala..🥲🥲🥲
Thanks so much ago surti ku manepakeiba pai...
Miss u these days 😌😢😢😢😢😔😔😔😔
Very beautiful
ଡକା ଡକି ହେଇ ଆସୁ ଗପ ଦେଲାଣି ଆସ ଶୀଘ୍ର ନ ହେଲେ ସରିଯିବ ଆଉ ଲାଇନ ପଳେଇ ଗଲେ 1 2 daku line ଆସିବା ପାଇଁ ସତରେ ମନେ ପଡି ଯାଉଛି 😭😭😭😭😭
Old is gold
My best serials...
Thank you so much for uploading 🙏🙏🙏
Aie maa kahani
ଅତି ସୁନ୍ଦର ଗପ ଟିଏ
"Chaniya" comdey ...all episodes upload plzzzzzz
Mind refreshing, real acting. Old is gold. Subscribed
Bahut dukha laguchi puruna dina mane padile
Tq dd odia pila dina mane pakeibaru
Pila dinara smruti.... Miss those days 💔😑😑😑
बहुत दिन के बाद अच्छा वाला सीरियल देखा अच्छा लगा 8:09
I miss these days 😭 and such unique tune
I love you hero number dia
❣️❣️❣️
Bahut khushi lagila dekhiki.chhoto bela katha manepadigala❤️
Childhood memory flashback heigala
Chandramajhi 🎉❤
ଆଜିର ଲେଖକ ନିର୍ଦେଶକ ପ୍ରଯୋଜକ ମାନଙ୍କୁ ଅନୁରୋଧ
ଏଇଭଳି ରୋମାଞ୍ଚକ କାହାଣୀ ବନାନ୍ତୁ ଯାହା ଦର୍ଶକ ଙ୍କୁ ତାଙ୍କର ସ୍ମୃତି ହେଇ ଖୁସି ଦେବ...
କମ୍ପୁଟରୀ କୃତ ନକରି ଏଇଭଳି ପ୍ରାକୃତିକ ଅଭିନୟ କରେଇଲେ..... ବହୁତ ଭଲ ହୁଅନ୍ତା.........
ଯେଭଳି ଏଇଗୁଡ଼ା ସବୁ ଆମର ସ୍ମୃତି ସେଭଳି 2022th century ର ପିଲା ମାନଙ୍କର ଏଇଭଳି କିଛି ତଗଡା ସ୍ମୃତି ରହିବଦରକାର
..... ଯଦି ଚେଷ୍ଟା କରନ୍ତି ତ ନିଶ୍ଚିତ ପାରିବେ ଅନୁରୋଧ
ଆମ ଛୋଟ ବେଳ କଥା
Those Golden days ❤️ feels like yesterday. ☺️