Live: କାହିଁକି ପଡ଼ିଲେ ବଳଭଦ୍ର, ଆସିଲା ସାଂଘାତିକ ଖବର| Balabhadra Pahandi Accident News| Puri Rath Yatra

Sdílet
Vložit
  • čas přidán 7. 09. 2024
  • Live: କାହିଁକି ପଡ଼ିଲେ ବଳଭଦ୍ର, ଆସିଲା ସାଂଘାତିକ ଖବର| Balabhadra Pahandi Accident News| Puri Rath Yatra
    Seven servitors injured as Lord Balabhadra’s idol falls during post-Rath Yatra ceremony in Odisha’s Puri. Rath Yatra news: Seven servitors sustained injuries when the idol of Lord Balabhadra fell on them during a post-Rath Yatra ceremony in Odisha's Puri. The incident occurred as the three idols were being transported from the chariots to the Adapa Mandap of the Gundicha temple on Tuesday evening. Law Minister Prithviraj Harichandan gave final report on puri Balabhadra pahandi accident .
    #balabhadra #balabhadrapahandi #pahandi #gundichatemple #puriaccident
    #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #highcourt #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    #electionnews #election2024 #narendramodi #odishapolitics #mohanmajhi #odishacm
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 8

  • @AmilyaPradhan
    @AmilyaPradhan Před měsícem

    ଆଇନ ମନ୍ତ୍ରୀଙ୍କୁ, ଆଉ ପ୍ରଶାସନ ଙ୍କୁ ଅନୁରୋଧ 🙏🙏🙏🙏ରଥ ଉପରେ ଠାକୁରଙ୍କ ସାମ୍ନାରେ କେହି ଛିଡା ନହୁଅନ୍ତୁ, କାରଣ ତଳୁ ଠାକୁରଙ୍କୁ ଦର୍ଶନ କରିବାରେ ଅସୁବିଧା ହେଇଉଛି

  • @AmilyaPradhan
    @AmilyaPradhan Před měsícem

    ଏ ମାନେ ରଥଉପରେ ଠାକୁରଙ୍କ ସାମ୍ନାରେ ପୁରା ଛିଡା ହଉଛନ୍ତି, ଠାକୁରଙ୍କୁ ଦେଖି ହଉନି.... ଏ ବିଷୟରେ ପ୍ରଶାସନ ଧ୍ୟାନ ଦିଆଯାଉ.....

  • @sidharthadas124
    @sidharthadas124 Před 18 dny

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ।
    ଉଦାହରଣ:-
    ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି।
    ଏହି ପରି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|
    ନାରୀମାନେ କେବଲ ନାରୀ ପରି ରହିବା ଉଚିତ୍। ନାରୀମାନେ କେବେ ପୁରୁଷ ପରି ହେବା ଟା ଜମା ଉଚିତ୍ ନୁହେଁ। ନାରୀମାନେ ପୁରୁଷ ପରି ହେବା ଟା ଘୋର୍ ଅଧର୍ମ

  • @tapaswinisahu3597
    @tapaswinisahu3597 Před měsícem +2

    Prabala gahali thhila sebayatara

  • @RitiGardia
    @RitiGardia Před měsícem

    Kete duraru bhakta tie prabhu nku darsan karibaku jauchhi.e panda mane ete gahali karuchaanti Ratha upre prabhu nku dekhi v hauni.

  • @budhadevbhuyan7650
    @budhadevbhuyan7650 Před měsícem

    Ama sabara thakur.

  • @ChitrasenDas-rj9rz
    @ChitrasenDas-rj9rz Před měsícem

    Pachhadorichhaadi balokankudandamilu