Bobby did it again: Removes MLA Ashok Bal By Hand At BJD Function

Sdílet
Vložit
  • čas přidán 22. 08. 2024
  • Bobby did it again: Removes MLA Ashok Bal By Hand At BJD Function.
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900
    #ArgusNews #BJD #BJDLeader #PranabPrakashDas #Misbehave #Odisha

Komentáře • 529

  • @sunilbhai5489
    @sunilbhai5489 Před rokem +36

    ମତେ ଲାଗୁଚି ନବୀନ ବାବୁଙ୍କର ଦେହାନ୍ତ ହୋଇଯାଇଛି ଆଉ ଏବେ ତାଙ୍କର duplicate କୁ ବସାଇ ରବର୍ ଷ୍ଟାମ୍ପ ପରି ବ୍ୟବହାର କରାଯାଉଛି । ସେଇଥିପାଇଁ ବୋଧେ ତାଙ୍କ ପାଖକୁ କାହାକୁ ବେଶିସମୟ ରହିବାକୁ ଦିଆଯାଉନହିଁ କାଳେ କିଏ ଜଣିଯିବ କି ଇଏ ନବୀନ ନୁହନ୍ତି । ଦୟାକରି ଏହି କଥାକୁ ତର୍ଜମା କରାଯାଉ।

    • @gopalpadhan4794
      @gopalpadhan4794 Před rokem +1

      mate b semiti bhabana ase

    • @ADP1905
      @ADP1905 Před rokem

      😂 correct. He’s as good as a dead puppet

  • @babaguru5464
    @babaguru5464 Před rokem +107

    ମୁ ବୁଝିପାରୁନି ଏଇଟା ଏମିତି କଣ ପାଇଁ ହଉଛି...ଖାଲି ଭିଡିଆଣୁଛି ଯିଏ ରୋବୋର୍ଟ ପାଖକୁ ଯାଉଛି...ଶଳା ଗୋଟେ କୋଲ୍ହ ଭଳିଆ ଦେଖାଯାଉଛି

    • @rixo108
      @rixo108 Před rokem +16

      Nai bhai kahara colour ku jaoona
      Bass bjd hataoo odisha bachao.
      Strong opposition dio odisha ku

    • @rockin-rk
      @rockin-rk Před rokem

      ପୁଅ ତୋର କୁଣ୍ଡେଇ ହେଉଛି କି ବବି ଦାସ ଦବ ଭଲକି ରହ . . . . .

    • @krianshblogs1954
      @krianshblogs1954 Před rokem +3

      Handia pia kolha

    • @satyajitmajhi871
      @satyajitmajhi871 Před rokem +1

      Kolha ta/ bedha chua ta

    • @amagiha1046
      @amagiha1046 Před rokem +2

      Robat 😂😆

  • @rameshmohanty1211
    @rameshmohanty1211 Před rokem +64

    ଯୋଉ ନେତା ଟିକେ ବି ସ୍ୱାଭିମାନ ଥିବ ଗୋଟେ ସେକେଣ୍ଡ ରେ ଦଳକୁ ଛି କରିଦେବ

    • @biswajithota2524
      @biswajithota2524 Před rokem +1

      True

    • @kapilasmahakur8371
      @kapilasmahakur8371 Před rokem

      👍

    • @arunkumar-bd9it
      @arunkumar-bd9it Před rokem

      ନେତା ଙ୍କ ସ୍ୱାଭିମାନ, ଯେଉଁମାନେ ଅନେକଙ୍କ ସ୍ୱାଭିମାନ ସହିତ ଖେଳୁଛନ୍ତି

  • @anantabehera4836
    @anantabehera4836 Před rokem +46

    କେମେରା ସାମନା ରେ ଏତିକି କେମେରା ପଛପଟେ ଆଉକଣ ହଉନ ଥିବ 😇😇😇

    • @omsahoo4370
      @omsahoo4370 Před rokem +3

      Baleshwar election re loka kan kahu thile sunicha ti

    • @petlover8195
      @petlover8195 Před rokem

      @@omsahoo4370 bhai kana kahuthile?

  • @thirdeye9492
    @thirdeye9492 Před rokem +199

    ଖାଲି ପାଦ ଚାଟିଲେ ହବନି.... ଏକ ନମ୍ବର ହବାକୁ ଛାମୁଙ୍କ ଝାଡା ଚାଟି ସଫା କରିବାକୁ ପଡିବ... ସ୍ୱାଭିମାନ ପୁଣି ବିଜୁ ଜନତା ଦଳରେ 😄😄😂

  • @ashokkumarchhotaray1885
    @ashokkumarchhotaray1885 Před rokem +28

    ଯଦି ଅପମାନିତ ହେଉଥିବା ନେତାମାନଙ୍କର ସ୍ବାଭିମାନ ବୋଲି କିଛି ଥାଆନ୍ତା ସେମାନେ ଏଭଳି ବ୍ୟବହାର ବିରୋଧରେ ସ୍ବର ଉତ୍ତୋଳନ କରିଥାଆନ୍ତେ । ସେମାନେ କିନ୍ତୁ ତାହା ନକରି ପଦବୀ ପାଇବାର ଲୋଭରେ କୁକୁର ଭଳି ପଡି ରହିଛନ୍ତି ।

    • @swastikvlogs90
      @swastikvlogs90 Před rokem +1

      Tankara nijara swabhiman boli kichi nahi .Sethi pain ticket ki post pain kukura bhali padi rahibe tankara chamu tanku semiti behave bhi karibe.

  • @sushileib
    @sushileib Před rokem +30

    ବବି ର କାଳ ପୁରି ଆସୁଛି l ଏତେ ଅହଙ୍କାର ଠିକ୍ ନୁହଁ ରେ ବାବୁ l ପ୍ୟାରୀମୋହନ ଠୁ ତୁ ବଡ଼ ନୁହଁ l ତା ଅବସ୍ଥା ଶେଷରେ କଣ ହେଲା ସମସ୍ତେ ଜାଣିଛନ୍ତି l

    • @GPurusottam369
      @GPurusottam369 Před rokem +1

      ଠିକ୍ କଥା, ଶେଷରେ ପ୍ୟାରି ବାବୁଙ୍କର ଶବ ଶୋଭଯାତ୍ରାରେ କୌଣସି ବି ନେତା ଯାଇ ନଥିଲେ। ମୁଁ ଦେଖିଛି।

  • @jyotirmayjena1869
    @jyotirmayjena1869 Před rokem +45

    ଅତି ଗର୍ବେ ହତେ ଲଂକା । ମାଗିହା ବବି ଦାସ ।

  • @ganeshjena1830
    @ganeshjena1830 Před rokem +18

    ପ୍ରଣବ ହଟାଓ ବିଜେଡି ହଟାଓ ଓଡିଶା ବଞ୍ଚାଅ

  • @kalpatarunayak8709
    @kalpatarunayak8709 Před rokem +78

    କ୍ରିତ ଦାସ ଏବେ ନୂଆ ନୂଆ ଚାକିରି duty ଠିକ୍ ନକଲେ ତାଙ୍କ ଟିକେଟ ବି କଟିବ କିଏ ସମ୍ଭାଳି ବ

    • @bijaykumarmishra7689
      @bijaykumarmishra7689 Před rokem +3

      100 pc correct

    • @amitsahoo5635
      @amitsahoo5635 Před rokem +3

      Bhai Ashok Bala ama koreire Bali chora

    • @kalpatarunayak8709
      @kalpatarunayak8709 Před rokem +4

      @@amitsahoo5635 ଟିକେଟ ତ କଟିଲା ଆଉ ବାଉଁଶ ଅଛି ଯେ ବଇଁଶୀ ବାଜିବ ପୁଣି ଧକା ମାରି ବିଦା କରାଗଲା

    • @PAGLAKOLA-om6uq
      @PAGLAKOLA-om6uq Před rokem +2

      ଚିନ୍ତା କରନି ବିଜେଡି ନଦେଲେ ବିଜେପି ଡାକି,କି ଦବ।

    • @amitsahoo5635
      @amitsahoo5635 Před rokem +1

      @@PAGLAKOLA-om6uq bhai BJP ଟିକେଟ delebi kn Ashok Bala jitiba

  • @subhu9818
    @subhu9818 Před rokem +46

    ଅଶୋକ ବଳ ଏ କଣ ତୁମ ଇଜତ୍??😂😂

    • @sanghamitradas371
      @sanghamitradas371 Před rokem +1

      😂😂😂😂 sabu seat pai pagala

    • @subhu9818
      @subhu9818 Před rokem +3

      @@sanghamitradas371 ଲାଭ କଣ ଭାଈ କୁକୁର ବି AC ରେ ରହୁଛି କଣ ସେ କେବେ ମଣିଷ ଭଳି ନିଜ ଇଯତ୍ କମେଇପରିବ । ଗୋଟେ ଲୋକପ୍ରତିନିଧିର ଇଯତ୍ ହୋଉଛି ସେ ମାଟି ର ଆଉ ସେ ଅଞ୍ଚଳ ବାସୀଙ୍କ ଇଯତ୍। ଯଦି ଏତିକି ସାଧାରଣ ଜ୍ଞାନ ନାହିଁ କୋଉ ନେତାଙ୍କ ଡ଼୍ରାଇଭର ହେଇଯା ଏମିତି କାଇଁ ହୋଉଚ୍ଚ 😂😂😂

    • @sanghamitradas371
      @sanghamitradas371 Před rokem +1

      @@subhu9818 tu ja kou netara ghare servant heikiraha

    • @sanghamitradas371
      @sanghamitradas371 Před rokem

      @@subhu9818 kukura manshathu bhala tow tharubi dhere bhala

    • @subhu9818
      @subhu9818 Před rokem +2

      @@sanghamitradas371 ଭଉଣୀ ତମର ବୋଧେ ମୋ ଲେଖା ବୁଝିବାରେ ଭୁଲ ରହିଗଲା । ମୁଁ ସେ ନେତାଙ୍କ କଥା କହୁଚି

  • @blackspot2778
    @blackspot2778 Před rokem +21

    ସବୁମିଶି ତାକୁ ଦିନେ ଏମିତି ଲାତ ଦେବେ, ୱାର୍ଡମେମ୍ବର ବି ହେଇପାରିବନି।

  • @ramsanatan56
    @ramsanatan56 Před rokem +20

    ପାଦ ଚଟା ଯୁବ ନେତା
    ଦୁର୍ଭାଗ୍ୟ କୁ ଆମେ ଜନତା।
    ଏମାନେ ହେଲେ ଆମ ନେତା।

    • @nirakarsahoo7004
      @nirakarsahoo7004 Před rokem

      ଆମେ ସବୁ ମାଗଣା ଖିଆ, ତେଣୁ ଏଭଳି ଘଟଣା ମାନ ଦେଖିବାକୁ ପଡୁଛି ।

  • @jyotirajpadmanacharya
    @jyotirajpadmanacharya Před rokem +31

    ପ୍ରଥମ କଥା ଯିଏ ଜନନେତା, ସେ ଏ ସବୁ ଅଭଦ୍ରୋଚିତ ବ୍ୟବହାରକୁ ସହିବ ନାହିଁ। ଆତ୍ମସ୍ଵଭିମାନ ନଥିବା ଜନନେତା ହେବାକୁ ଯୋଗ୍ୟତା ନଥିବା ଲୋକେ ଏବେ ସ୍ବାର୍ଥ ଓ କ୍ଷମତା ପାଇଁ ମାଳମାଳ।

  • @nalinkantamohapatra7308
    @nalinkantamohapatra7308 Před rokem +38

    Ethara bjp

  • @himansukumar3799
    @himansukumar3799 Před rokem +8

    ଆଞ୍ଚଳିକ ଦଳ । ଏମିତି ହେବେ ତା ପରେ ମୁଖିଆ ଗଲା ପରେ ନିଜ ଭିତରେ ଛକା ପଞ୍ଝା ହୋଇ କିଏ କୁଆଡେ ଯିବେ। ଏ ଦଳ ର ଭବିଷ୍ୟତ କଣ ହବ ଆଗକୁ ଜଣା ପଡ଼ୁଛି। ଯୋଉ ନେତା ମାନଙ୍କୁ ଏମିତି ବ୍ୟବହାର କରାଯାଉଚି ସେମାନେ ଦଳ ରେ କଣ କରୁଛନ୍ତି। ଯଦି ସେବା ମନ ବୃତ୍ତି ଥିବ ବିଜେଡି କାହିଁକି ଅନ୍ୟ ଦଳ ରେ ରହିକି କାମ କରିହେବ। ପ୍ୟାରୀମୋହନ ମହାପାତ୍ର ଏମିତି ହେଉଥିଲେ ତା ପରେ କଣ ହେଲା ସାରା ଓଡ଼ିଶା ଲୋକେ ଜାଣିଛନ୍ତି। ଆଜି bjd powerfull party ଆଉ ଆଗକୁ କଣ ହେଉଛି ସମୟ କହିବ । ଅତି ଗର୍ବ ରୁ ସର୍ବନାଶ।

  • @dsmlegallyvision9918
    @dsmlegallyvision9918 Před rokem +29

    Security babi das

  • @akashnayak6373
    @akashnayak6373 Před rokem +62

    Boycott bjd

  • @mamatakhillo6781
    @mamatakhillo6781 Před rokem +5

    CBI CBI CBI CBI CBI CBI CBI CBI CBI

  • @getall3497
    @getall3497 Před rokem +5

    ଗର୍ବ ଓ ଅହଙ୍କାର ର ଫଳ ଭାରି ପଡ଼ିବ ଜଲଦି

  • @bipinkumarop3448
    @bipinkumarop3448 Před rokem +13

    ବେହିଆ ଙ୍କ ମୁହଁରେ ଲାଜସରମଥୀବା ଦରକାର୍ କଣ କହିବ ଏମାନଙ୍କୁ 😅😅

  • @indianff3217
    @indianff3217 Před rokem +23

    Change to odisha

  • @dipun8599
    @dipun8599 Před rokem +119

    Ae video ନନ୍ଦିଘୋଷ TV Kanak tv ଦେଖାଇ ବନି😂

  • @rajendrakumarpandarajendra5530

    You wait das your stage will also will come one day.

  • @bibekanandaparida3509
    @bibekanandaparida3509 Před rokem +5

    ବିଜେଡି ହଟା ଅ ଓଡିଶା ବଞ୍ଚାଅ 👺👺👺

  • @anantasahoo9018
    @anantasahoo9018 Před rokem +47

    Pranab das work is very very bad.

  • @biswajithota2524
    @biswajithota2524 Před rokem +23

    What is Naveena doing? Has he become a doll? It is really insulting to a person if he is forcibly removed from the stage in front of spectators.

  • @ishwarchandrapatra604
    @ishwarchandrapatra604 Před rokem +15

    ଏ ନେତାଙ୍କର ବୋଧେ ଲାଜ ସରମ ସବୁ ଖର୍ଚ୍ଚ କରିଦେଇଛନ୍ତି ! 😄

  • @kuanrtudu9960
    @kuanrtudu9960 Před rokem +6

    କ୍ରୀତଦାସ ପରେ ଡିଉଟି ଅଲଗା ମିଳିଥିବ ।

  • @subhransumaharana3691
    @subhransumaharana3691 Před rokem +2

    ଏପରି ପରିସ୍ଥିତିରେ ସଂଗଠନ ସମ୍ପାଦକ ବେବାହାର ଆଦୌ ଗ୍ରହଣୀୟ ନୁହେଁ
    କିନ୍ତୁ
    ବିଧାୟକ , ପୂର୍ବତନ ମନ୍ତ୍ରୀ ମାନେ ମୁଣ୍ଡ ବିହୀନ ବେକ୍ତ୍ତିତ୍ଵ ।
    ନିଜକୁ ଟିକେ ଖରାପ ଲାଗୁନି କିପରି ?

  • @bhagabanpradhanbhagabanpra5497

    Ati garbe hata Lanka.

  • @sripatiprasadrath9967
    @sripatiprasadrath9967 Před rokem +4

    Paisa juade neta siade
    Alajuka neta nija seba karibapain e mane dala badal karuchhanti

  • @kishorekumarrout5032
    @kishorekumarrout5032 Před rokem +9

    ବିଜେଡି ବାଲାଙ୍କ ସ୍ୱାଭିମାନ ନାହିଁ ହେଲା

  • @kamallochannayak9660
    @kamallochannayak9660 Před rokem +10

    Bobi Das Nonsense, Useless

  • @brahmanandapradhan4859
    @brahmanandapradhan4859 Před rokem +4

    Nabin kichi janu nhi athiru jana padijae.

  • @belalsensenapati1300
    @belalsensenapati1300 Před rokem +1

    କାଲିକି ଆଉ ଜଣେ ବିଧାୟକର ପାଳି ନ ଆସିବ କିଏ କହିବ, ଯଦି ନିଜ ବିବେକ ଅନୁସାରେ ଟିକିଏ କାମ କି କଥା କହିଦେବ। ତାହେଲେ ଏ ଦଳରେ ରହିଲେ କେତେ କେତେ କୋଟି କୋଟି ଟଙ୍କାର କଳା ଧନ ଆଦାୟ ନ ହଉଚି! ଭିକାରୀ ର ବି ଇଜ୍ଜତ ସ୍ୱାଭିମାନ ଥିବ। ଆଉ ଏ ମାନେ ଓଡ଼ିଶାର ସ୍ୱାର୍ଥ ଚିନ୍ତା କରିବେ?

  • @satyajit.18
    @satyajit.18 Před rokem +6

    ରାଜ୍ୟର ଅଯୋଗ୍ୟ ନେତା
    ସୁର ଭାଇଠୁ ଶିଖିଛି ...ଆ..... ଥୁ 😆

  • @biranchinarayanmahalik897

    ଯାଜପୁରର ବବି ।
    କରୁଛନ୍ତି ଏବେ ଲବି ।
    ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ସିଏ
    ଖୋଜୁଛନ୍ତି ଗୋଟେ ଚାବି ।
    ଏବେ ଭାବୁଛନ୍ତି ବବି ।
    ଫେରିବି ନାଁ ଆଗକୁ ଯିବି ??
    ଗୋପାଳ ବାବୁ ତ ଚାହିଁ ବସିଛନ୍ତି,,
    ଦେବେ କି ସିଏ ଦାବି ???
    🤣😅😂😂😅🤣

  • @BhaskarBag-mh2gv
    @BhaskarBag-mh2gv Před rokem +1

    ବିଜେପି କୁ ଭୋଟ ଦିୟ ସାଙ୍ଗ ମାନେ ସମସ୍ତେ 🚩🚩🇮🇳🇮🇳❤️❤️

  • @lalitendubihari3632
    @lalitendubihari3632 Před rokem +2

    ଏ ମାନେ ନିର୍ଲଜ ବୋଲି ଏ ସବୁ ବରଦାସ୍ତ କରୁଛନ୍ତି

  • @BijayRout12423
    @BijayRout12423 Před rokem +3

    BJD ra sabu neta aekathi hoi Bobby Das ku goitha mari bida karidia.

  • @radhakanta8587
    @radhakanta8587 Před rokem +4

    ପାଣ୍ଡିଆନ ଓ ବଵି ସବୁ କିଛି ବିଜେଡି ର

  • @mamatakhillo6781
    @mamatakhillo6781 Před rokem +2

    Boycott boycott boycott boycott life time Bjd government boycott

  • @dhananjaymishra5370
    @dhananjaymishra5370 Před rokem +3

    Chhi, chhi tike bi saram nahin. Emane sabu beiman.

  • @BhimasenSwain-cs7tv
    @BhimasenSwain-cs7tv Před rokem +2

    ଅତି ଗର୍ବେ ହତଲଂକା

  • @balajinaik9195
    @balajinaik9195 Před rokem +11

    ବିଜେଡି କଣ ଲଙ୍କ୍ଆ ହୋଇ ଗଳାଣି ବଧେ

  • @PadminiDehury-bu5ro
    @PadminiDehury-bu5ro Před rokem +2

    ଟଙ୍କା ପାଇଁ ତୁମେ ବି କ୍ରୀତଦାସ ପାଲଟି ଯାଅ।
    କିଛି ଅସୁବିଧା ନାହିଁ। ବର୍ତମାନ ସମାଜ ରେ ନିଜର ପ୍ରତିଷ୍ଠା ବନେଇବାକୁ ହେଲେ ଦୁଇଟି power ଦରକାର। ରାଜନୈତିକ ଏବଂ କର୍ପୋରେଟ ପାୱାର।

  • @netajidash9367
    @netajidash9367 Před rokem +8

    ଆଲୋ ସଖି ଆପଣା ମହତ ଆପେ ରଖି।
    କ୍ଷମତା ଆଗରେ ନିଜର ସର୍ବସ୍ବକୁ ଜଳାଞ୍ଜଳି ଦବାର ପରିଣାମ। ଏ ଦୃଶ୍ୟ ଦେଖି ପୁରୁଣା ଓଡ଼ିଆ ସିନେମାରେ ଜମିଦାରୀ ବେଳର ଦୃଶ୍ୟ ମନେ ପଡ଼ିଯାଉଚି।
    ଚ‌ଉକୀର ବସିଥିବା ବ୍ୟକ୍ତି କ'ଣ ଜଣେ ଜମିଦାର ନା ରାଜା ଏବଂ ପ୍ରଜା ମାନଙ୍କୁ ବାଟ କଢ଼‌ଉଥିବା ଲୋକ ତାଙ୍କ ଗୁମାସ୍ତା?

  • @balarampradhan4375
    @balarampradhan4375 Před rokem +6

    😂😂😂....the same is going to happen with Bobby das after election....😅... Bobby out...pandyan in

  • @swtnajukofficial2703
    @swtnajukofficial2703 Před rokem +3

    Babi mundi ta sethipani mana ichha.. Sanman nahi kahaku

  • @padmacharandash8249
    @padmacharandash8249 Před rokem +3

    ଇଏ ହେଉଛି ଡକାୟତ ଦଳର ମେଳି । ଆଉ ଇତିହାସରେ ଡକାୟତ ମାନଙ୍କ ର କେବେ ଆତ୍ମ ସମ୍ମାନ ଥିଲାଯେ ଆଜିରହିବ ସୌମ୍ଯରଞ୍ଜନ ପଟ୍ଟନାୟକ ଙ୍କ ଭଳି ଲୋକ.... ଆଜି .... 3:03

  • @narendrakumarnayak2462
    @narendrakumarnayak2462 Před rokem +1

    ଯାଜପୁରର ନେତାମାନେ ଏମିତି ପାଦ, ଝାଡ଼ା ଚାଟନ୍ତି ତାପରେ ଷଡଯନ୍ତ୍ର କରନ୍ତି

  • @kalidas8262
    @kalidas8262 Před rokem +1

    ସେପଟେ ନନ୍ଦିଘୋଷ ଟିଭି କହୁଛି, ବିଜେପି ପୁରା ଦୁର୍ବଳ ଓ ଭୟଭୀତ,,, ଏପଟେ ଅର୍ଗୁସ ଟିଭି କହୁଛି. ବିଜେଡି ମନ୍ତ୍ରୀ ନେତା ସବୁ ଦୁର୍ବଳ... ପ୍ରକୃତ ରେ ଗଣମାଧ୍ୟମ ହିଁ ରାଜନୀତି ର ମୂଳ ମଞ୍ଜି.. ଏଇଠି ପ୍ରଶ୍ନ ଉଠୁଛି,. ନିରପେକ୍ଷ ଗଣମାଧ୍ୟମ ବୋଲାଉଥିବା କିଛି ଚାନେଲ. ନେତା ମନ୍ତ୍ରୀଙ୍କ ଗୋଲାମଗିରି କରୁନାହାନ୍ତି କି ??????ସବୁ ଚାନେଲ ଯଦି କିଛି ନିର୍ଦ୍ଧିଷ୍ଟ ଦଳକୁ ନେଇ ଦଳର ବଡ଼ିମା ଦେଖେଇବେ. ତେବେ ଦୁର୍ନୀତି. ଭ୍ରଷ୍ଟାଚାର. ବଢୁଥିବା ଖବର କିଏ ଦବ ? ଦୟାକରି କେହି ମୋ ପ୍ରଶ୍ନର ଉତ୍ତର ଦେବେକି????

  • @byasadevrana1902
    @byasadevrana1902 Před rokem +1

    ଏ ନେତା ମନ୍ତ୍ରୀ ମାନଙ୍କୁ ଲଜ୍ଜା ନାହିଁ ସଲା ଯାଜପୁରରିଆ ଟାଉଟର କୁ ଚପଳ ଖୋଳି ସେଇଠି ବାଡେଇ ବା କଥା ମୁଖ୍ୟମନ୍ତ୍ରୀକଂ ସାମ୍ନାରେ

  • @bikashKumar-cx8gm
    @bikashKumar-cx8gm Před rokem +2

    He is planning to be Pyarimohan.

  • @trueindianman9336
    @trueindianman9336 Před rokem +2

    ବବି ଛାମୁ ଙ୍କ ପାଖେ ପାଖେ ଜଗୁଆଳି ହେଇ ରହିଛି, କ୍ରୀତଦାସ ର ଧର୍ମ ପାଳନ କରୁଛି 😜

  • @jchoudhury274
    @jchoudhury274 Před rokem +1

    ଏ ନେତା ମାନଙ୍କର ଇଜତ୍ ଥିଲେ ମୁହଁ ଖୋଲି ଥାନ୍ତେ କ୍ଷମତା ଲୋଭି ମଣିଷ ଯାକ ଛି ଛି ଛି ଏତେ ନିର୍ଲଜ

  • @sagardgentleman8837
    @sagardgentleman8837 Před rokem +4

    Babi gote ଗଜପତି ଟା ସେଥି ପାଇଁ ଏମିତି କରୁଛି

  • @copaamericacentario
    @copaamericacentario Před rokem +6

    Bobby das..param mg !

  • @ratankumarmahapatra7086
    @ratankumarmahapatra7086 Před rokem +12

    ବବି ଦାସ ଏମିତି କଲେ ସେ ନିଜେ ମୂଖ୍ୟ ମନ୍ତ୍ରୀ ହବ

  • @surendradash5650
    @surendradash5650 Před rokem +4

    ବବି ଦାସ ତାଙ୍କ ବାପାଙ୍କ ପ୍ରତିଶୋଧ ନେବେ

  • @BhojrajVlogs
    @BhojrajVlogs Před rokem +1

    Bjp jindabad jindabad

  • @sarojkumarmohanty6139
    @sarojkumarmohanty6139 Před rokem +2

    Bhai binas kale Amiti Amanku biparita budhi Dekhajaa , Dirgha din khyamata re Rahi Amanankar ate Garba au Ahang bhaba asichi semane Khaku bi khatar karunahanti ,Dine Samay Asiba bhagaban Amanku Amiti punishment debe samaste dekhibe ,

  • @raghunathpuspalak279
    @raghunathpuspalak279 Před rokem +1

    ଚେମେଚାଙ୍କ ଅବସ୍ଥା ଏମିତି ହୁଏ

  • @lalitendubihari3632
    @lalitendubihari3632 Před rokem +1

    ୟାର ବି ପ୍ୟାରୀ ଆଉ ଦାମ ଅବସ୍ଥା ହେବ

  • @aswinpriyadarsan
    @aswinpriyadarsan Před rokem +2

    Dine vabi das sa b emiti haba au taku pandiyan emiti taniki bahar kariba😂😂😂😂

  • @techgopalcreative3760
    @techgopalcreative3760 Před rokem +1

    ଇସ୍ତଫା ଦେଇ ଦେବାର କଥା

  • @saikunmun8591
    @saikunmun8591 Před rokem +1

    Shame on BJD politicians.

  • @santoshkumarmishra2620

    ବବି ଦାଶ ଉଚିତ୍ ପଦକ୍ଷେପ ନେଉଛନ୍ତି. ଠିକ୍ କରିଛନ୍ତି. ଯୋଗ୍ଯ ଲୋକକୁ ଯୋଗ୍ଯ ବ୍ଯବହାର ଦରକାର.

  • @raghunathdeep7109
    @raghunathdeep7109 Před rokem +1

    Jay jay Samvidhan jay Bhim 💙💙💙💙💙💙💙🔥🔥🔥🔥🔥🔥🔥🔥

  • @ppsahoo123
    @ppsahoo123 Před rokem +1

    ଏ ଶଳା କୁ ମାଡ଼ ଚଢାଅ, ମନ୍ ମନ୍ ଚୋଦା ହେଇ ଯାଇଛି

  • @AdvocateChamber
    @AdvocateChamber Před rokem +1

    ଛି ଛି ଧିକ ଧିକ he is not only removing people from stage but from life if some one front appearing like naba das

  • @khudilalhansdah2848
    @khudilalhansdah2848 Před rokem +8

    Tanka muhare laja nahe kukura chatechi

  • @arunkumarbarik6389
    @arunkumarbarik6389 Před rokem +2

    Jajpur ra crime person

  • @prasantamaharana6593
    @prasantamaharana6593 Před rokem +1

    ଅତି ଗର୍ବେ.. ହତେ ଲଙ୍କା...

  • @muhconstruction2024
    @muhconstruction2024 Před rokem +2

    Boby ku party ru bahar kara

  • @kabitasahoo8385
    @kabitasahoo8385 Před rokem +30

    When people do not understand humiliation and demeaning behavior, no one can help. Even God can not help. This is how abhadra people who have power behave. Politics and political culture in Odisha is scary. Prabhu Jagannatha saha.

  • @ranjanray7460
    @ranjanray7460 Před rokem +1

    Chee ଏହି ନେତା ମାନେ କୁ ଯଦି ଲାଜ ସରମ ଥିବ ଦଳ ଛାଢି ଯାଇ ଆଶ୍ରମ ରହି jibata ଭଲ

  • @madhusmitasahoo4465
    @madhusmitasahoo4465 Před měsícem

    Aagaras ଅଗରସ ଚାନେଲ ବିକ୍ରି ହୋଇ ଯାଇଛି..

  • @lifeofsantoshomm9099
    @lifeofsantoshomm9099 Před rokem +3

    ନିତି ଦିନ ର କଥା

  • @Odishahabibi
    @Odishahabibi Před rokem +2

    ବବି ଦାସ MLA ମାନଙ୍କୁ ତାଙ୍କର ଓଉକାତ୍ ଜନେଇ ଦଉଛନ୍ତି ଯେ ଦଳ ଚାଲିବା ପାଇଁ IAS officer ଆଉ ଦଳ ର ସାଙ୍ଗଠନିକ ସମ୍ପାଦକ ଦରକାର। ତୁମର ଏଠି କିଛି କାମ ନାହିଁ 😂😂। ଜୟ ବିଜେଡି 😂😂

  • @01Bharatiya
    @01Bharatiya Před rokem

    କ୍ରୀତଦାସ ମାନଙ୍କର ଇଜ୍ଜତ ନଥାଏ
    "ଗେଣ୍ଡା ତାଙ୍କ ଗର୍ଭ"

  • @bichitranandapaikaray
    @bichitranandapaikaray Před rokem +5

    Right

  • @mr.ashok678
    @mr.ashok678 Před rokem +1

    Swaviman nathiba politicians .
    They should immediately leave the party.

  • @chandranarayandas7110
    @chandranarayandas7110 Před rokem +2

    ଅହଂକାର ର ପ୍ରତିଫଳନ

  • @bkrushnachandrapatro1654

    ଛାଡ଼ ମ.. ସିଏ ମଦ ପିଇଦେଇଥବ 😄

  • @nitaaranjan6907
    @nitaaranjan6907 Před rokem +1

    Bobby das enough
    Naba Das zindabad ❤

  • @icarustkn80
    @icarustkn80 Před rokem +1

    Ahankar is the biggest enemy.

  • @pabitrakumarrout1023
    @pabitrakumarrout1023 Před rokem +2

    ବିଜେଡି ମୁଣ୍ଡି

  • @user-wy8cp8ez4z
    @user-wy8cp8ez4z Před 11 měsíci

    ବବି ଦାସ ଓଡ଼ିଶାରୁ ଖଣି ଲୁଟ କୋଟି କୋଟି ଟଙ୍କା କରିଛନ୍ତି.....

  • @ajayamohanty533
    @ajayamohanty533 Před rokem

    ପାଦଚଟା କ୍ରୀତଦାସ ମାନଙ୍କଠାରୁ କି ବ୍ୟବହାର ମିଳିପାରନ୍ତା ? ଆଉ ଏହି ତଣ୍ଟିଆଖିଆ ମାନଙ୍କର ଆତ୍ମସମ୍ମାନ ବୋଲି କିଛିଅଛିକି? ସମୟ ସବୁବେଳେ ସମାନ ଯାଏନାହିଁ, ଏହି ତେଲବୋଳା ଗୁଣ୍ଡାମାନଙ୍କର ମଧ୍ୟ ଦିନେ ଏପରି ସମୟ ଆସିବ l

    • @PAGLAKOLA-om6uq
      @PAGLAKOLA-om6uq Před rokem

      ହଁ ହଁ ନିଶ୍ଚୟ ନାଁ ଯେମିତି କି ପଞ୍ଚାୟତ ନିର୍ବାଚନ ରେ ହେଲା ।

  • @sudhansusekhardash9010

    ନବୀନ ପଟ୍ଟନାୟକ ଜିନ୍ଦାବାଦ।

  • @hemantdas8218
    @hemantdas8218 Před rokem +4

    Odia murka loka nka pai eguda emeti heuchanti ...otherwise kukura valia huante 😂😂

  • @saikunmun8591
    @saikunmun8591 Před rokem +1

    BJD MLA and MPs have no power. But it is a fact naveena doesn't like odia people.

  • @pradeepsahu1304
    @pradeepsahu1304 Před rokem

    ଜଣେ ସାଧାରଣ ଲୋକ ତ ନବୀନ ବାବୁ ପାଖରେ ଛିଡା ହେବାର ଅଧିକାର ନାହିଁ. Mla ଆଉ mp କୋଉଠୁ ଆସିବ

  • @PAGLAKOLA-om6uq
    @PAGLAKOLA-om6uq Před rokem +1

    ତୁ ସଳା ମିଡ଼ିଆ ବାଲା ତ ବିଜେପିର ଚାଟୁକାର ତୁ କ'ଣ ବୁଝିବୁ ବିଜେଡ଼ି ର କାର୍ଯ୍ୟ ଉପରେ। ସେମାନେ ଜାହାହେଲେ ତୁ କାହିଁକି ମୁଣ୍ଡ ପୁରାଉଛୁ ।

  • @kaliapradhan4686
    @kaliapradhan4686 Před rokem

    Right behaviour.

  • @ayushnaik1176
    @ayushnaik1176 Před rokem

    Power ଦେଖାଉଛି

  • @arunanayak7020
    @arunanayak7020 Před rokem +1

    ସେ ମା ଗୀ ଆ କୀଏ

  • @prasannaparida7761
    @prasannaparida7761 Před rokem

    That's our good governance perfect duty