Overcrowding and Lax Cordon System Lead to Tragic Incident during Rath Yatra

Sdílet
Vložit
  • čas přidán 25. 08. 2024
  • #କାହିଁକି_ଘଟିଲା_ଅଘଟଣ_ବିଭ୍ରାଟ ?
    ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?
    #Puri #Jagannath #JagannathDham #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 141

  • @jchoudhury274
    @jchoudhury274 Před měsícem +40

    ସେବକ ପଣ୍ଡା ମାନଙ୍କ ବହୁତ୍ ଭୁଲ୍ କରୁଛନ୍ତି ଶହ ଶହ ଲୋକ ରଥ ରେ କାହିଁକି ଚଡୁ ଛନ୍ତି ଦୂର ରୁ ଆସିଥିବା ଭକ୍ତ ମହାପ୍ରଭୂ ଙ୍କୁ ଟି କେ ହେଖି ପାରୁ ନାହାଁନ୍ତି ପଣ୍ଡା ମାନଙ୍କ ପାଇଁ ଜୟ ଜଗନ୍ନାଥ

    • @swosti9.099
      @swosti9.099 Před měsícem

      @@jchoudhury274 👍

    • @foujilovers143
      @foujilovers143 Před měsícem

      Right sir

    • @sradhamihir5552
      @sradhamihir5552 Před měsícem +4

      ପଣ୍ଡା ପରିବାର ରହିବେ ରଥ ଉପରେ😢 ଭକ୍ତ ରହିବେ ତଳେ, ପଣ୍ଡା ମାନଙ୍କୁ ଦର୍ଶନ କରି ଫେରିବେ 😢

    • @swosti9.099
      @swosti9.099 Před měsícem +2

      @@sradhamihir5552 right 👍😥

    • @jchoudhury274
      @jchoudhury274 Před měsícem +1

      @@sradhamihir5552 Maha Prabhu ଙ୍କୁ ଟି କେ ଭଲ ସେ ଦେଖି ପାରୁନାହାନ୍ତି ଭକ୍ତ

  • @swosti9.099
    @swosti9.099 Před měsícem +52

    ନୂଆଁ ସରକାର ନୂଆଁ ନିୟମ 😂😢

  • @pikunbhoi9007
    @pikunbhoi9007 Před měsícem +68

    BJD ସରକାର ଥିଲା ବେଳେ କେବେ ବି ଏମିତି ହେଇନ ଥିଲା କେବେ ବି ଏଭଳି ସମାଚାର ଦେଖିନ ଥିଲୁ

    • @sabitapanigrahi1197
      @sabitapanigrahi1197 Před měsícem +7

      Sabu bele houthila

    • @amulyaamulya4101
      @amulyaamulya4101 Před měsícem +4

      B j d ଥିଲା ବେଳେ ଜୋତା ପିନ୍ଧି କି ରଥ ଚଢିଛ ତି ୨୦୧୪ ରେ

    • @Rabgabati12
      @Rabgabati12 Před měsícem +1

      Bjd mo bala

    • @pikunbhoi9007
      @pikunbhoi9007 Před měsícem +2

      @@Rabgabati12 BJP Mo ବା ଅଗ 😎😎

    • @kushatoltia5962
      @kushatoltia5962 Před měsícem

      Mane BJD ra sadajantra aita bi

  • @babulathaisam1049
    @babulathaisam1049 Před měsícem +10

    ଏ ପଣ୍ଡା ଏବଂ ପୋଲିସ ମିଛ କହୁଛନ୍ତି 😢 ମୁ ମଧ୍ୟ କାଲି ବଡଦାଣ୍ଡରେ ଦଳଚକଟା ରେ ଫସି ଯାଇଥିଲୀ।ମୋ ପାଖରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା ଏବ୍ଂ ଅନେକ ଲକ ଦଳଚକଟା ଭିତରେ ଚିଲଉ ଥିଲେ । ଏପରି ବିକଳ ଦୃଶ୍ୟ କେବେ ହେଇନଥିଲା । 😭😭 ଏହି ମୁହୁର୍ତ୍ତଟି ଏବେ ମଧ୍ୟ ମୁ ଭୁଲିପାରୁନୀ 🥺🙏⭕❗⭕🙏

    • @voiceon
      @voiceon Před měsícem

      Saman situation mo saha bi ghatithila dala chakata bahut jor heiuthila bhaya bi laaguthae 😢

    • @BISWAJEETBEHERA
      @BISWAJEETBEHERA Před měsícem

      Mu b 1st dina fasijaithili but Jaa maha Prabhu nka karuna ru jaldi bhidaru bahari asili au alpa dura hau hele darsan bhla re hela ..Jay Jagannath 🙏

    • @smrutirekhasamal6415
      @smrutirekhasamal6415 Před měsícem

      Mu bi thili aau kichhi min jadi Sethu na bahari parithanti mu bi 😭🙏 Jaga nka Krupa ru mu banchigali

    • @kanhasahoo6389
      @kanhasahoo6389 Před měsícem

      Jagannath kahichanti naa ete bhida re mo pakhaku asa. Fanka samaya re prabhu nku dekhile kn asibidha rahichi. Nijara bhul manasikata jogu nije danda paucha. Ethire kehi dayi nunhanti. Jay jagannath 🙏

  • @mahaktv7760
    @mahaktv7760 Před měsícem +12

    କି ସେବକ ସବୁ ଗୋଟେ ଗୋଟେ ଠକ ..

  • @MyLove_SARADA
    @MyLove_SARADA Před měsícem +34

    3:22 ତତେ ଯଦି ମୁଁ ହାଣିବି, ସେଇଟା ହବ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା 😂

  • @chittaranjanswain010
    @chittaranjanswain010 Před měsícem +11

    New government have lack of experience of working..

  • @_milu_creation
    @_milu_creation Před měsícem +4

    ନୂଆ ସରକାର🤵‍♂️ ଇଏ କେବେ ଜାଣିଥିଲେ ? ନାଁ ଜାଣିଛନ୍ତି ? ହୁଏତ ଆସନ୍ତା ବର୍ଷ ଜାଣିପାରନ୍ତି , ନିୟମ ନ ଜାଣିଥିବାରୁ ନୂଆ ସରକାର ସେଥିପାଇଁ ଅଘଟଣ ହେଲା ବୋଲି ମୁଁ ଆଶା କରୁଚି 😔ଚାରି ଦ୍ୱାର ଖୋଲି ବି ନୂଆ ସରକାର ବନ୍ଦ କଲେ ନିୟମ ପ୍ରଣାଳୀ ନ ଜାଣିଥିବା ସରକାର ଯଦି ସରକାର ହୁଅନ୍ତି ତାହାଲେ ଏମିତି ହୁଏ 😔 ଆସନ୍ତା ବର୍ଷକୁ ଯଦି ଟିକେ ଅଘୁଆ ମାସେ ପର ଠାରୁ ଟ୍ରେନିଙ୍ଗୀ ଦିଆହୁଏ ତାହାଲେ ଆଶା କରୁଚି କିଛିଟା ଶାନ୍ତି ଶୃଙ୍ଖଳା ହୋଇପାରିବ 👍 ବିଜେଡି ସରକାର ଥିଲା ବେଳେ କେଭେବି ଏମିତି ହୋଇ ନଥିଲା କାରଣ ବିଜେଡି ସରକାର ଶାନ୍ତି ଶୃଙ୍ଖଳା କୁ ବହୁତୁ ଭଲ ପାଏ ସେ ସବୁବେଳେ ଶାନ୍ତି ଶୃଙ୍ଖଳା ର ସହିତ ପବିତ୍ର ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରେ ଯାହାକି ଭକ୍ତ ମାନଙ୍କର କିଛି ବି ଅସୁବିଧା ହୋଇ ନଥାଏ 🙏ଏବର୍ଷ ପ୍ରଭୁ ଙ୍କୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦେଖିନାଁହାନ୍ତି 😔କି ଟିଭିରେ ହେଉକି ଟେଲି ଫୋନ ରେ ହେଉ live ଟେଲିକାଷ୍ଟ ରେ ମହା ପ୍ରଭୁଙ୍କୁ ଦେଖି ହୋଇନି 😔 କାରଣ ରଥ ଉପରେ ଖାଲି ସେବକ ମାନେ ଦେଖା ଯାଉଥିଲେ ! ଯୋଉ ଭକ୍ତ ମାନେ ଅସୁବିଧାର ସାନ୍ମୁଖୀନ ହୋଇଛନ୍ତି କି ମୃତୁ ବରଣ କରିଛନ୍ତି ମୋର ସନ୍ଦେହ ନୂଆ ସରକାର ଯୋଉ ପୋଲିସ ମାନଙ୍କୁ ଯୋଉ ଦାଇତ୍ୱ ଦେଇଥିଲେ ସେମାନେ ଯୋଉ ଭଳି ଭାବରେ ଭକ୍ତଙ୍କୁ ପ୍ରହାର କରିଛନ୍ତି ତାଙ୍କ ପ୍ରହରରେ ଭକ୍ତ ମୃତୁ ବରଣ କରିଛନ୍ତି କୌଣସି ଦଳା ଦଳି ରେ ନୁହଁ 👍 ଯଦି ଆସନ୍ତା ବର୍ଷ ଯଦି ପୂର୍ବରୁ ନୂଆ ସରକାର ଟ୍ରେନିଙ୍ଗୀ କରନ୍ତେ ଲାଗୁଚି ହୋଇଥିବା ତ୍ରୁଟି ଆସନ୍ତା ବର୍ଷକୁ ଠିକ ହୋଇପାରିବ 👍ମୋର ଏତିକି ଅନୁରୋଧ ମୋ ବିରୋଧୀ ସରକାର ( ବିଜେପି ସରକାର )🙏 ଜୟ ଜଗନ୍ନାଥ 🙏

  • @vigyan657
    @vigyan657 Před měsícem +8

    New CM follows the step of Modi..Modi jemiti jaga pare jaga buluchhi aau desha ra karjya bhara prasanika officer chalauchhanti semiti Amara new CM khali jaga pare jaga buluchhi Khali lokanku misuchhi kintu taku kama Kariba tike bi Jana nahi...New CM has no experience...agaku aau kana kana hauchhi..

  • @Sirshree
    @Sirshree Před měsícem +15

    ଚୋର ପଣ୍ଡା ସେବାୟତ ମାନେ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ

    • @piyushrajkumar15
      @piyushrajkumar15 Před měsícem

      ଖାଲି ଚୋର ନୁହେଁ ହାରାମି ଗୁଡାକ ଭାବୁଛନ୍ତି ଜଗନ୍ନାଥ ତାଙ୍କ ବୋପା ସମ୍ପତ୍ତି. ଜଗା ତ ସବୁଠି ତେଣୁ କେହି ପୁରୀ ନ ଗଲେ ଏମାନଙ୍କ ରଙ୍ଗ ବେରଙ୍ଗ ହେଇଯିବ ଦାଦନ ଖଟିବାକୁ ତାମିଲନାଡୁ ଯିବେ

  • @LokeshChandraRana-vo4ei
    @LokeshChandraRana-vo4ei Před měsícem +27

    ପ୍ରଶାସନ ର ସେତେଦିନ ର ବିଚାର ପରେ ବି କଣ ପାଇଁ ପାଇଁ ଫେଲ ମାରୁଛି ସୁରକ୍ଷା ବ୍ୟବସ୍ଥା ?

    • @MyLove_SARADA
      @MyLove_SARADA Před měsícem +2

      ରଥଯାତ୍ରା ସମୟରେ ଭାଙ୍ଗ ପାନ ଓ ଗଞ୍ଜେଇ ନିଶା

  • @rahulkumarmohanty3094
    @rahulkumarmohanty3094 Před měsícem +1

    Jay Jagannath ❤

  • @ajaykumarbehera8752
    @ajaykumarbehera8752 Před měsícem +6

    ପଣ୍ଡା ସବୁ ଚୋର ମାନେ ସବୁ ତାଙ୍କର ଭୁଲୁ ସରକାର କର ଭୁଲୁ ନାହିଁ

  • @somyaranjanbala2432
    @somyaranjanbala2432 Před měsícem

    jay jaganath 🚩🙏🏻🙏🏻🙏🏻🙏🏻🙏🏻🕉️

  • @Madangond-nd3dv
    @Madangond-nd3dv Před měsícem

    Jay Shree Jagannat Bagwan Jay Shree Sita Ram

  • @qi82
    @qi82 Před měsícem +2

    He ram he jagannatha

  • @achyutbag4614
    @achyutbag4614 Před měsícem +1

    Bahut badhia eaama nua sarkar

  • @user-th3cl7cp9j
    @user-th3cl7cp9j Před měsícem +9

    ବିଜେପି ସରକାର

  • @sameerjena356
    @sameerjena356 Před měsícem +2

    Otv is right ❤

  • @odishaweather4711
    @odishaweather4711 Před měsícem +1

    Jai Jagannath swami Nayan patha gami vaba tume 😢🙏

  • @SubhaPradhan-lf7bz
    @SubhaPradhan-lf7bz Před měsícem +1

    ଅନ୍ଧ ଭକ୍ତ କହିବେ ନବୀନ ବାବୁ ଦାଈ . ଆପଣ ମାନେ ଖୁସି ତ 🙏🙏🙏🙏

  • @niranjanparida7400
    @niranjanparida7400 Před měsícem +5

    Ratha Yatra re police nahi SPG comando bulao
    Jai Jagannath 🙏🙏

  • @ashishcreation194
    @ashishcreation194 Před měsícem

    I'm christian but I'm believe in jagannath ❤

  • @user-dk4pq2nn6z
    @user-dk4pq2nn6z Před měsícem +6

    Ratha upare jau panda babu mane rahuchanti kichi dekha jaunahanti.mahabhu ko

  • @aswinisamantaray1271
    @aswinisamantaray1271 Před měsícem +3

    VIP status

  • @mrjiten778
    @mrjiten778 Před měsícem

    Jay jagannath

  • @DeepakkumarBehera-zl7vt
    @DeepakkumarBehera-zl7vt Před měsícem

    Jay jagannath ❤❤

  • @user-xr9xx4qx6s
    @user-xr9xx4qx6s Před měsícem +3

    Rathare kam sebayat rakhiba abasyaka

  • @user-gv4mh8xh2t
    @user-gv4mh8xh2t Před měsícem

    ନୁଆ ସରକାର ନୁଆ ଘଟଣା

  • @tapaspattanaik894
    @tapaspattanaik894 Před měsícem +2

    due to excess VIP

  • @ashwinissahuofficially1177
    @ashwinissahuofficially1177 Před měsícem +1

    🙏🙏🙏

  • @narayanjakasika7237
    @narayanjakasika7237 Před měsícem

    ଜୟ ଜଗନ୍ନାଥ

  • @kaliasahoo3045
    @kaliasahoo3045 Před měsícem +1

    Nija ghara loke jadi hoithiley aimiti kahithanta. Jay Jay🙏 jagannath🙏

  • @MuVloggerk
    @MuVloggerk Před měsícem

    ମହା ପ୍ରଭୁଙ୍କୁ ହୃଦୟ ରୁ ଦେଖନ୍ତୁ,,
    ଠେଲl ପେଲା ହେଇକି ଦେଖନ୍ତୁ ନାହିଁ, କି ଏମିତି ସେବlବି କରନ୍ତୁ ନାହି , ଜେଉ ଠାରେ ଶାନ୍ତି ନାହିଁ , (ଗହଳିରେ ଆଉ thela ପେଲାରେ ପ୍ରଭୁ ଯୀଶୁ କାହାକୁ ବି ଦେଖା ଦିଅନ୍ତି ନାହିଁ,,, ହୃଦୟରୁ ବିଶ୍ଵାସ ଆଉ ପ୍ରାର୍ଥନା ଦ୍ୱାରା ଦେଖା ଦିଅନ୍ତି.... ଅମେନ୍

  • @debendralenka6470
    @debendralenka6470 Před měsícem +1

    Kichhi haEni 5 year achhi wite kara

  • @mahaktv7760
    @mahaktv7760 Před měsícem +1

    ହେ ମହା ବାହୁ ତୋ ବଡଦାଣ୍ଡେ ଜୀବନ ଯାଉ
    କହିବା
    ପୁଣି ପଚାରିବା କାହିଁକି ଗଳା

  • @onlyforlove967
    @onlyforlove967 Před měsícem

    Bjp sarakara dai bjp hatao odisha bachao

  • @user-qo9nq6ve8b
    @user-qo9nq6ve8b Před měsícem +2

    Ratha upara thia haba sabaka nka sampuna bhulu

  • @JulieSethi388
    @JulieSethi388 Před měsícem

    ନୂଆ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ସଠିକ ନୁହଁ।
    ବିଜେଡି ସରକାର ଥିଲା ବେଳେ ଏମିତି ହେଉ ନଥିଲା। ଏବେ ନୂଆ ସରକାର ଆସୁ ଆସୁ ଏତେ ସବୁ ପାଲା ହେଲାଣି 🙂🙂
    ଲୋକ ଙ୍କୁ ପରିବର୍ତ୍ତନ ଦରକାର ଥିଲା, ପରିବର୍ତ୍ତନ ହଉଛି ଏବେ ଅଭିଯୋଗ କଣ ପାଇଁ କରୁଛ 🙂

  • @debananda07
    @debananda07 Před měsícem +3

    Thik knowledge nathile byabostha thik haba kemiti

  • @user-bu8iz4sb9k
    @user-bu8iz4sb9k Před měsícem +4

    Bala neta mane aramare jini janata mane maribe

  • @jpradhan2140
    @jpradhan2140 Před měsícem

    ଅଣ ସେବାୟତ ବେସରେ ରଥ ଉପରେ ଲୋକଙ୍କୁ ଆଉ ନିଅ

  • @vhhh668
    @vhhh668 Před měsícem

    ଯେତେକ ପଣ୍ଡା ସେବାୟତ ରଥରେ ଚଢିଛନ୍ତିସେମାନଙ୍କୁ ତଳକୁ ଖସେଇଦେଲ ଭକ୍ତମାନେ ପପ୍ରଭୂଙ୍କ ଦର୍ଶନ କରିପାରନ୍ତେଆଉରଥଭଲରେ ଚାଲନ୍ତା, ଜୟ ଜଗନ୍ନାଥ🙏🏻🙏🏻🙏🏻🙏🏻

  • @KailashChandraPatra-mt3fs
    @KailashChandraPatra-mt3fs Před měsícem +1

    Mu ta mari jaithilini alpake ban chili hey god

  • @MalayBehera-xn8bx
    @MalayBehera-xn8bx Před měsícem

    Sarakara

  • @jyotiprakashsasmal9110
    @jyotiprakashsasmal9110 Před měsícem +1

    Sebayata mane lokonku Rotho pakhoku daki neuchonti .seita ku control korajau.

  • @UpendraNaik-et6lt
    @UpendraNaik-et6lt Před měsícem

    ❤❤❤❤

  • @ManoranjanBarik-fq2jh
    @ManoranjanBarik-fq2jh Před měsícem

    3:38 ଛୋଟ ମୋଟ ଜିନିଷ ଗୋଟା ଲୋକର ଜୀବନ ପଳେଇଗଲା ଛୋଟ ମୋଟ ଦିନିଷ

  • @user-dx2zj5jh7v
    @user-dx2zj5jh7v Před měsícem

    Ratha aghatana pain sankarachary dai

  • @CheerfulBakedBread-su4gi
    @CheerfulBakedBread-su4gi Před měsícem

    ରଥଯାତ୍ରା rea ପୁରି ଛାଡି ବାହର ଳୋକ ଅ!ସେବାକୁ ଦେବା କଥା ନୁହେଁ

  • @pradeepbiswal8217
    @pradeepbiswal8217 Před měsícem +1

    ବାଳ ଖବର

  • @learnwithbini6060
    @learnwithbini6060 Před měsícem

    Bhagban nku neiki rajneeti karuchnti boli emti houchi...

  • @soubhagyaranjanmohanty3667
    @soubhagyaranjanmohanty3667 Před měsícem

    ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର.....

  • @allodisha3021
    @allodisha3021 Před měsícem

    Kamani esabu panda mane kn pani rathare basu chanti jetiki rool setiki basantu

  • @chikucreation943
    @chikucreation943 Před měsícem

    ଦିତୀୟ ଦିନରେ ବି ମାଳ ମାଳ ଅବ୍ୟବସ୍ଥା

  • @satyabratatripathy3051
    @satyabratatripathy3051 Před měsícem

    Less Experience

  • @user-qo9nq6ve8b
    @user-qo9nq6ve8b Před měsícem +3

    Bjp sara kara sampuna bhulu

    • @odishastylecooking3949
      @odishastylecooking3949 Před měsícem

      Are bhai tama tanti re ebe bi bjp kanta lagichi ea kebala bhida adhika jogu ama ghara pakha nemala bata nka pakhare bi athara adhika loka jogu bhida asambhla hei jai thila kehi loka bi police nka Katha Manu nathile police Sina 1-2 jana nku roki paribe lakhe lakhe loka nku kemiti ata kaibe ame kebala bjp ku dosha dele habani public nka upare damand

  • @dibyendunayak8072
    @dibyendunayak8072 Před měsícem

    ଏବେ bjd ଥିଲେ otv ଖାଲି ସରକାରଙ୍କୁ ଦୋଷ ଦେଇଥାନ୍ତା 😂😂😂

  • @user-ik9ef2fc1n
    @user-ik9ef2fc1n Před měsícem

    ସେବାୟତ ପକା ଗଲୁଆ

  • @sarupabrek3343
    @sarupabrek3343 Před měsícem +1

    ମୁ ବି ଥରେ ଦୌଡ଼ି ଥିଲି

  • @smohanty3507
    @smohanty3507 Před měsícem

    ratha tani baku samastankara iccha...sabu bhaktankara jadi gotie iccha gotie jagare aau gotie samaya re heba..ta hele emiti haba...bheeda re ratha taniba aau dala chakatahele prasasana ra sabu bhul..
    ratha daudi tanidele khali papa dura hei jiba..

  • @gyanaranjansahoo6551
    @gyanaranjansahoo6551 Před měsícem +1

    Are bhai seita bhul katha Jia b sarkar asile kn kariba j .

  • @user-iz8ok7ms9j
    @user-iz8ok7ms9j Před měsícem

    Chhi chhi lajya ,news TV re asiba pain muhan dekheiba pain ,dura dura ru asuthiba bhakta tini thakuranku na dekhi kandi kandi pheru chhanti gharaku

  • @sushilkumarkickboxer8569
    @sushilkumarkickboxer8569 Před měsícem

    Population Jothi Sethi Accident Problems ECT Hoba it's 💯 % Garanti

  • @BharatiSahoo-lj5fl
    @BharatiSahoo-lj5fl Před měsícem

    Nabeen period re emiti hei nathila

  • @joshnachhura5373
    @joshnachhura5373 Před měsícem +1

    Yeh sarkar bhangiba kahinki naa tanka kaunsi kama thik re karunahanti samaste dukhre nua sarkar nua kama

  • @user-ob2ui6tc6k
    @user-ob2ui6tc6k Před měsícem

    50 noho 500 sebayat

  • @chittaranjanswain010
    @chittaranjanswain010 Před měsícem

    It's Mohan govt successfully story

  • @user-rw8sn5lk6j
    @user-rw8sn5lk6j Před měsícem

    Common people are unable to get the chance to see the lord Jagannath,even though they are coming from long away and facing a lot of problems but our VIPs take full fun of it they don't know only for them how many actual devotees get sided by the police or by some other forces....
    If you really come to see the lord then , came like a common people...

  • @anilpaital6790
    @anilpaital6790 Před měsícem

    Otv godi media
    Setebele Bjd government kudai karuthila
    Abe overcrowded hela 😂😂😂😂

  • @aswinisamantaray1271
    @aswinisamantaray1271 Před měsícem

    Shame

  • @jitu..mamuni7530
    @jitu..mamuni7530 Před měsícem

    ନବୀନ ସରକାର ହେଇଛନ୍ତି କି

  • @DyydSheh
    @DyydSheh Před měsícem

    Nua...Prasasana...SabuNua😂😂😂

  • @DevasishRout
    @DevasishRout Před měsícem

    Samaste ninja ninja dosa chadauchanti , bhul kehi manibeni , ratha upare kebala tanka adhikar achi semane basibe , loka bhagwan nku dekhiba Ku asichanti ta emanaku..

  • @bs5503
    @bs5503 Před měsícem +1

    ତୁମ bjp sarakar ଙ୍କୁ ପଚାରୁ ନ ଓଟିଭି ବା ଲା

  • @kumargourab1504
    @kumargourab1504 Před měsícem

    Sabu niama gala kuade

  • @chandrashekharbehera234
    @chandrashekharbehera234 Před měsícem +1

    ନାଇଁ ମ ଏଥିପାଇଁ ନିଶ୍ଚିତ ଭାବେ BJD ବାଲା ହିଁ ଦାୟୀ 😅😅

  • @babullcreation
    @babullcreation Před měsícem

    Sabu dosaa odisha government au shri Mandira prasasan raa.. Khali bada bada stage upare basigale habani....

  • @mukeshpradhan5063
    @mukeshpradhan5063 Před měsícem

    Otv bala tike Tama sarkarnku kuha

  • @cdvlogs533
    @cdvlogs533 Před měsícem

    Nua sarkar nua niyama 😂sambhala

  • @kirn4297
    @kirn4297 Před měsícem

    Ye paanda maanon kara paap bhadi laani

  • @manojjena7608
    @manojjena7608 Před měsícem

    Ratha parichalana thik nathila .....sethi pain amiti ghatila

  • @abhishekjena5201
    @abhishekjena5201 Před měsícem

    Majhi babu is inefficient

  • @shaktiprasad5897
    @shaktiprasad5897 Před měsícem

    Sabu pandian ra bhul 😂

  • @amazingodisha420
    @amazingodisha420 Před měsícem

    Mohan majhi ebe kuade gala

  • @JharnaBhoi
    @JharnaBhoi Před měsícem

    Sabu bhul panda manker

  • @sandeepdas2692
    @sandeepdas2692 Před měsícem

    Modi ki gara ti new govt 😢odisha 😂😂
    So sad😢😢
    ❤❤Only navain babu❤

  • @sarojdas3297
    @sarojdas3297 Před měsícem

    Bjp sarkar achhi,kichi bi huipare...

  • @dillipkumarsahoo4823
    @dillipkumarsahoo4823 Před měsícem

    BJP GOVT pain. Ebhali .

  • @rmvideos.
    @rmvideos. Před měsícem

    କେତେ ଜଣଙ୍କ ମୁଣ୍ଡ ଗଲେ ଚେତିବ ତୁମେମାନେ

  • @swarupmishra5318
    @swarupmishra5318 Před měsícem

    Chi chii bjp govt

  • @DeepakkumarBehera-zl7vt
    @DeepakkumarBehera-zl7vt Před měsícem

    Jay bjd

  • @nayakspprnayak3940
    @nayakspprnayak3940 Před měsícem

    Bjd govt

  • @simplehuman7127
    @simplehuman7127 Před měsícem

    Sabu kichi bekar kama hauchi puri re

  • @rajeshofficialnk4709
    @rajeshofficialnk4709 Před měsícem

    Welcome to new BJP government 😂😂😂😂😂😂😂

  • @abhirampatnaik530
    @abhirampatnaik530 Před měsícem

    Bangali loka pai nata

  • @GlamgirlAishani
    @GlamgirlAishani Před měsícem

    Bjp Sarkar😊

  • @Badalkumardas-kc1qw
    @Badalkumardas-kc1qw Před měsícem

    Bjd ra chal

  • @rupeshpatel4768
    @rupeshpatel4768 Před měsícem

    Double engine sarakar jai modi😂

  • @DeepakkumarBehera-zl7vt
    @DeepakkumarBehera-zl7vt Před měsícem

    Bjp hotao