5T Chairman Kartik Pandian addresses crowd gathered at campaign ground in Bhanjanagar || KalingaTV

Sdílet
Vložit
  • čas přidán 1. 05. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    CZcams: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Komentáře • 139

  • @JasmineWorld122
    @JasmineWorld122 Před 17 dny

    ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @ayeshapanda476
    @ayeshapanda476 Před 16 dny

    ସେବା ଓ ସଂକଳ୍ପର ପଥକୁ ଗ୍ରହଣ କରିନେଇଥିବା ବ୍ୟକ୍ତିଙ୍କୁ କିଏ ଅଟକାଇଛି କି ଅଟକେଇବ , ଜନତାଙ୍କ ପାଇଁ ତାଙ୍କ ଜୀବନ ସମର୍ପିତ ସେ ଆଜି ସାରା ବିଶ୍ୱରେ ବିଶ୍ଵବିଦିତ ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @ayeshapanda476
    @ayeshapanda476 Před 16 dny

    We are really feeling very good that a different atmosphere of happiness is being created among the youth of Orissa for the development of our society

  • @suvransudey3655
    @suvransudey3655 Před 17 dny

    ଓଡିଶାର ଲୋକମାନଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପୋଟନାୟକ l ଲୋକମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା l

  • @chandangiri2638
    @chandangiri2638 Před 17 dny

    ଲଢ଼େଇ ହେବ ଓଲବତ ହେବ ଆଉ ବରା ବର୍ ହେବ ବିଜୟ ହେବ ବହୁତ୍ ପରିମାଣ ରେ ବିଜୟ ହେବ

  • @ayeshapanda476
    @ayeshapanda476 Před 16 dny

    ଏହା ସମସ୍ତ ଦର୍ଶାଏ ଯେ ଏଠାରେ ସେମାନେ ପ୍ରକୃତରେ କେତେ ଅଦ୍ଭୁତ କାର୍ଯ୍ୟ କରିଛନ୍ତି ଯାହାଦ୍ୱାରା ସମସ୍ତ ଲୋକ କେବଳ ବହୁ ସଂଖ୍ୟାରେ ସେମାନଙ୍କୁ ସମର୍ଥନ କରୁଛନ୍ତି

  • @manoswinijena3884
    @manoswinijena3884 Před 17 dny

    ଓଡ଼ିଶା ବାସୀ ଙ୍କ ସ୍ବାର୍ଥ ପାଇଁ ସବୁ ବେଳେ କାମ କରନ୍ତି ଆମ ମୁଖ୍ୟମନ୍ତ୍ରୀ।

  • @ayeshapanda476
    @ayeshapanda476 Před 16 dny

    This all shows that here how much an awesome work they really have done. So that all people are just supporting them in all large number

  • @JasmineWorld122
    @JasmineWorld122 Před 17 dny

    ସର୍ବଦା ଓଡ଼ିଶା ବାସୀଙ୍କ ସ୍ଵାର୍ଥ ପାଇଁ କେନ୍ଦ୍ର ସହିତ ଲଢ଼ି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ଆମ ନବୀନ ସରକାର

  • @suvransudey3655
    @suvransudey3655 Před 17 dny

    ନବୀନ ବାବୁ ଓଡିଶା ପାଇଁ ଯୋଉ ସବୁ ବିକାଶର କାମ କରିଛନ୍ତି ତାହାର ସମସ୍ତ କଥା ସ୍ୱର୍ଣ ଅକ୍ଷରରେ ଲେଖା ହେବ l ତାଙ୍କର ଏ ସବୁ କାର୍ଯ୍ୟ ପାଇଁ ଓଡିଶାର ଜଣ ସାଧାରଣା ତାଙ୍କୁ କୋଟି ଧନ୍ୟବାଦ ଜଣାଉଛି l

  • @swaramayeedas437
    @swaramayeedas437 Před 17 dny

    ରାଜ୍ୟ ସରକାରଙ୍କ ଦୃଢ ନେତୃତ୍ୱ ଆଉ ଦୂରଦୃଷ୍ଟି ସମ୍ପର୍ଣ୍ଣ କାଯ୍ୟ ଦକ୍ଷତା ଥିବା ଯୋଗୁଁ ଓଡିଶା ଆଜି ବିକଶିତ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି l

  • @JasmineWorld122
    @JasmineWorld122 Před 17 dny

    ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନିଶ୍ଚୟ ପଦାର୍ପଣ କରିବେ

  • @JasmineWorld122
    @JasmineWorld122 Před 17 dny

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ

  • @JasmineWorld122
    @JasmineWorld122 Před 17 dny

    ସବୁ ଅସମ୍ଭବ କାମକୁ ସମ୍ଭବ କରିଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ରହସ୍ୟ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ମୁଖ୍ୟମନ୍ତ୍ରୀ କୁହନ୍ତି

  • @JasmineWorld122
    @JasmineWorld122 Před 17 dny

    ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @swaramayeedas437
    @swaramayeedas437 Před 17 dny

    ଓଡିଶାବାସୀ ଆଜି ଖୁସିରେ ହେବା ଦରକାର ଯେ ତାଙ୍କ ପାଖରେ ଏଭଳି ଜଣେ ଶ୍ରେଷ୍ଠ ଆଉ ନିସ୍ଵାର୍ଥପର ପର ମୁଖ୍ୟମନ୍ତ୍ରୀ ପାଇଛନ୍ତି l

  • @JasmineWorld122
    @JasmineWorld122 Před 17 dny

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ବାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ

  • @JasmineWorld122
    @JasmineWorld122 Před 17 dny

    ରାଜ୍ୟର ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବର୍ତ୍ତମାନ ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକ ଆଦର୍ଶ ରାଜ୍ୟରେ ପରିଗଣିତହୋଇଛି ।

  • @suvransudey3655
    @suvransudey3655 Před 17 dny

    ନବୀନ ବାବୁଙ୍କ ପାଇଁ ଓଡିଶା ଆଜି ପ୍ରତେକ କ୍ଷେତ୍ରରେ ବିକାଶର ଶୀର୍ଷ ଯାଏ ଯାଉଛି ନବୀନ ବାବୁଙ୍କ ଦୃଢ ନିଷ୍ପତି ଓ କୋଠିନ ପରିଶମ ପାଇଁ ଓଡିଶା ଆଜି ସାରା ଭାରତ ପାଇଁ ରୋଲ ମୋଡେଲ ସାଜିଛି l

  • @JasmineWorld122
    @JasmineWorld122 Před 17 dny

    ଏଥର ନିର୍ବାଚନରେ ଇତିହାସ ରଚିବେ ନବୀନବାବୁ. ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି ବିଜେଡି

  • @JasmineWorld122
    @JasmineWorld122 Před 17 dny

    ଓଡ଼ିଶାରେ ସବୁଦିଗରେ ବିକାଶର ଧାରା ଆଗେଇଚାଲିଛି. ଓଡ଼ିଶାର ଲୋକେ ନବୀନବାବୁଙ୍କ ପ୍ରଗତିମୂଳକ କାର୍ଯ୍ୟରେ ଖୁସି ବ୍ୟକ୍ତ କରୁଛନ୍ତି

  • @JasmineWorld122
    @JasmineWorld122 Před 17 dny

    ଏହି 2024 ନିର୍ବାଚନ ରେ ପୁଣି ଶୁଭିବ ଶଙ୍କ ଧ୍ୱନି l ପୁଣି ଶାସନ ଭାର ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଓଡ଼ିଶା ର ବିକାଶ କୁ ଆଗେଇ ନେବେ

  • @swaramayeedas437
    @swaramayeedas437 Před 17 dny

    ବିକାଶର ରାଜ୍ୟ ଭାବେ ଗଠନ କରିବା ପଛରେ ଗୋଟିଏ ନିଆରା ପୂର୍ଣ୍ଣ ସମର୍ଥନ ରହିଛି ରାଜ୍ୟ ସରକାରଙ୍କ l

  • @JasmineWorld122
    @JasmineWorld122 Před 17 dny

    ଲୋକଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରିଦେଇଛନ୍ତି ନବୀନ ବାବୁ ଲୋକଙ୍କ ବିକାଶ ଲୋକଙ୍କ ଉନ୍ନତି ହିଁ ନବୀନ ଙ୍କ ମୂଳ ଲକ୍ଷ୍ୟ

  • @JasmineWorld122
    @JasmineWorld122 Před 17 dny

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି

  • @JasmineWorld122
    @JasmineWorld122 Před 17 dny

    ଓଡ଼ିଶାରେ ଶିକ୍ଷା, କ୍ରୀଡା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଏପରିକି ସବୁ କ୍ଷେତ୍ରରେ ଅଗ୍ରଗତି ଆଣିଛନ୍ତି ନବୀନବାବୁ

  • @JasmineWorld122
    @JasmineWorld122 Před 17 dny

    ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି ଓ ସାଡେ ଚାରି କୋଟି ଓଡିଶା ବାସୀ ରୂପାନ୍ତିକରଣ କୁ ସମ୍ପୂର୍ଣ ସମର୍ଥନ କରୁଛନ୍ତି

  • @JasmineWorld122
    @JasmineWorld122 Před 17 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାସ୍ଥ୍ୟ ସେବା, ଶିକ୍ଷାନୁ ଷ୍ଠାନ, ପାନୀୟ ଜଳ ଇତ୍ୟାଦି ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ବାସୀଙ୍କୁ

  • @swaramayeedas437
    @swaramayeedas437 Před 17 dny

    ରାଜ୍ୟ ସରକାର ତାଙ୍କ ପରିବାରର ସଦସ୍ୟ ଭାବି ଲୋକଙ୍କୁ ସେବା ଯୋଗାଇ ଦେବାରେ କେବେବି କୁଣ୍ଠାବତ ହୁଅନ୍ତି ନାହିଁ l

  • @JasmineWorld122
    @JasmineWorld122 Před 17 dny

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆଜି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିଵାରେ ସକ୍ଷମ ହୋଇଛନ୍ତି

  • @JasmineWorld122
    @JasmineWorld122 Před 17 dny

    ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖି ପ୍ରଶଂସା କରୁଛନ୍ତି

  • @JasmineWorld122
    @JasmineWorld122 Před 17 dny

    ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ କିଛି କରି ପାରିଛି

  • @JasmineWorld122
    @JasmineWorld122 Před 17 dny

    ସାଡେ ଚାରି କୋଟି ଓଡିଶା ବାସୀଙ୍କ ଭଲ ପାଇବା ଓ ଅକୁଣ୍ଠ ବିଶ୍ୱାସ ବଳରେ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନିଶ୍ଚୟ ପଦାର୍ପଣ କରିବେ

  • @JasmineWorld122
    @JasmineWorld122 Před 17 dny

    ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ପରିପୂର୍ଣ୍ଣ କରିବା ପାଇଁ ଯେତେସବୁ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ର ଶୁଭାରମ୍ଭ ପ୍ରଥମେ ମାଲକାନଗିରି ରୁ ହିଁ ଶୁଭାରମ୍ଭ କରି ଥାଆନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @swaramayeedas437
    @swaramayeedas437 Před 17 dny

    ରାଜ୍ୟ ସରକାର ହେଉଛନ୍ତି ଗରିବ ଜନତାଙ୍କ ପେଟକୁ ଆହାର ଯୋଗାଉ ଥିବା ସାଥୀ ଆଉ କାର୍ତ୍ତିକ ପାଣ୍ଡିଆନ ସାରଙ୍କ ଉଦ୍ୟମ ପାଇଁ ଲୋକଙ୍କ ପାଖରେ ସବୁସରକାରୀ ଯୋଜନା ପହଁଞ୍ଚି ପାରୁଛି l

  • @JasmineWorld122
    @JasmineWorld122 Před 17 dny

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ବିକାଶ କାର୍ଯ୍ୟ ଠିକ ଭାବରେହେଲା କି ନାହିଁ ସେଥିପାଇଁ ସବୁବେଳେ ଧ୍ୟାନ ଦେଇଥାନ୍ତି

  • @Kamalakanta37
    @Kamalakanta37 Před 17 dny

    ସାରାଦେଶ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକୁ ଅନୁକରଣ କରୁଥିବାରୁ ଓଡିଶା ବାସୀ ନିଜକୁ ଆଜି ଗର୍ବିତ ଅନୁଭବ କରିବାରେ ଲାଗିଛନ୍ତି ।

  • @manoswinijena3884
    @manoswinijena3884 Před 16 dny

    ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କ ପାଇଁ ୨୪ଘଣ୍ଟା କାମ କରୁଛନ୍ତି।

  • @manoswinijena3884
    @manoswinijena3884 Před 17 dny

    ଓଡ଼ିଶା ର ଜଣେ ସେବକ ସେ ହେଉଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @ayeshapanda476
    @ayeshapanda476 Před 16 dny

    ରାଜ୍ୟରେ ବିଜେଡ଼ି 120 ସିଟ ବିଧାୟକ ଓ 15 ସାଂସଦ ନିଶ୍ଚୟ ଜିତିବ , ରାଜ୍ୟବାସୀଙ୍କ ଭରଷା କେବଳ ନବୀନ ବାବୁ ଓ ବିଜେଡ଼ି

  • @ayeshapanda476
    @ayeshapanda476 Před 16 dny

    As we embark on the journey towards a renewed Odisha BJD stands shoulder to shoulder with the people dedicated to fostering hope and prosperity

  • @JasmineWorld122
    @JasmineWorld122 Před 17 dny

    ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ବେଳେ ଚେଷ୍ଟିତ ବିଜୁ ଜନତା ଦଳ l

  • @JasmineWorld122
    @JasmineWorld122 Před 17 dny

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @Kamalakanta37
    @Kamalakanta37 Před 17 dny

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭଞ୍ଜନଗରବାସୀଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଧିକ ଭଲ ପାଇବା ଦେଇ ଆଗାମୀ ନିର୍ବାଚନରେଯୋଡ଼ି ଶଙ୍ଖରେ ଆର୍ଶିବାଦ କରନ୍ତୁ'

  • @JasmineWorld122
    @JasmineWorld122 Před 17 dny

    ଓଡିଶା ବାସୀଙ୍କ ସେବାପାଇଁ ସର୍ବଦା ତତ୍ପର ଥାନ୍ତି ନବୀନବାବୁ. ଯେକୌଣସି ପରିସ୍ଥିତି ପାଇଁ ସେ ସଦା ପ୍ରସ୍ତୁତ ରହିଥାନ୍ତି

  • @JasmineWorld122
    @JasmineWorld122 Před 17 dny

    5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି

  • @Kamalakanta37
    @Kamalakanta37 Před 17 dny

    ଓଡିଶା ବାସୀଙ୍କ ପାଇଁ ନିସ୍ଵାର୍ଥପର ସେବା କରିବା ର ମନବୃତି ପାଇଁ ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ବୃଦ୍ଧିି ହେବାରେ ଲାଗିଛି ସେଥିପାଇଁ ଲୋକେ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇବାକୁ ଚାହୁଁଛନ୍ତି l

  • @Kamalakanta37
    @Kamalakanta37 Před 17 dny

    BSKYକାର୍ଡ଼ ମାଧ୍ୟମରେ ମହିଳାମାନ ଙ୍କ ପାଇଁ ୧୦ ଲକ୍ଷ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବାମାଗଣାରେ ଯୋଗାଇଦେଇଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ '

  • @JasmineWorld122
    @JasmineWorld122 Před 17 dny

    ନବୀନ ବାବୁ ଙ୍କକାର୍ଯ୍ୟ ଦକ୍ଷ୍ୟତା ପାଇଁ ଆଜି ଓଡିଶା ଉନ୍ନତି ଦିଗରେ ଆଗେଇ ଚାଲିଛି ରାଜ୍ୟରେ ବେକାରୀ ହାର କମିବାରେ ଲାଗିଛି ଓ ନିଯୁକ୍ତି ର ସୁଯୋଗ ବଢ଼ୁଛି। ବିଜେପି ତାଙ୍କ ଜୀବନ କାଳରେ କେବେ ବି ଓଡିଶାକୁ ବିକାଶ ଦେଇପାରିବେନି

  • @JasmineWorld122
    @JasmineWorld122 Před 17 dny

    ନବୀନ ବାବୁଙ୍କ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପାଇଁ ଓଡିଶା ବାସି ଆଜିଯାଏଁ ତାଙ୍କ ସହିତ ସହଯୋଗ କରି ଆସିଛନ୍ତି

  • @JasmineWorld122
    @JasmineWorld122 Před 17 dny

    ମୁଖ୍ୟମନ୍ତ୍ରୀ ଓଡ଼ିଶାର ଐତିହ ଓ ପରମ୍ପରା ପ୍ରତି ଗଭୀର ଭଲ ପାଇବା ଓ ପ୍ରତି ବଦ୍ଧତା ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରି ଚାଲିଛନ୍ତି

  • @JasmineWorld122
    @JasmineWorld122 Před 17 dny

    ତାଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର । ଜନଜୀବନରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର

  • @JasmineWorld122
    @JasmineWorld122 Před 17 dny

    ଓଡିଶା ପ୍ରତି ନିଜର କର୍ତ୍ତବ୍ୟ ତୁଲାଇବାରେ କେବେବି ଅବହେଳା କରିନାହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ଉନ୍ନତି ନିମନ୍ତେ ସେ ଅହରହ ଚେଷ୍ଠା ଚଳାଉଛନ୍ତି

  • @JasmineWorld122
    @JasmineWorld122 Před 17 dny

    ନବୀନ ବାବୁଙ୍କ ସରକାର କେବଳ ବିକାଶ ଉପରେ ଧ୍ୟାନ ଦିଅନ୍ତି ଗେରୁଆ ଦଳ ଭଳି ସମାଲୋଚନା ରାଜନୀତି ନକରି ନିଜ ରାଜ୍ୟର ଜନତାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରନ୍ତି ନବୀନ ବାବୁ

  • @swaramayeedas437
    @swaramayeedas437 Před 17 dny

    ଯିଏ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝି ଦେଶ ବାହାରୁ ପ୍ରଶଂସା ସାଉଁଟି ପାରିଛନ୍ତି ତାଙ୍କୁ ବିରୋଧୀ ମାନେ ଚିହ୍ନି ପାରୁନାହାଁନ୍ତି l

  • @JasmineWorld122
    @JasmineWorld122 Před 17 dny

    5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓଡ଼ିଶା ବାସୀଙ୍କ ପାଇଁ ବହୁତ ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ

  • @ayeshapanda476
    @ayeshapanda476 Před 16 dny

    The discussion about the BJP-BJD alliance is full of controversy. BJD will fight the election alone in the state

  • @suvransudey3655
    @suvransudey3655 Před 17 dny

    ନବୀନ ବାବୁ ନିଜର 25 ବର୍ଷ ର ଶାସନ କାଳରେ ରାଜ୍ୟକୁ ସଫଳତାର ଶୀର୍ଷ ସ୍ଥାନକୁ ନେଇ ଯାଇଛନ୍ତି l ସ୍ୱାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ରାଜ୍ୟ ରେ ଉନ୍ନତି ହୋଇଛି l

  • @JasmineWorld122
    @JasmineWorld122 Před 17 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିସ୍ଵାର୍ଥ ପର ଭାବରେ କାର୍ଯ୍ୟ କରୁଛନ୍ତି ସେଥିପାଇଁମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ପାଇବାକୁ ଚାହୁଁଛନ୍ତି

  • @suvransudey3655
    @suvransudey3655 Před 17 dny

    ଆଜି ସାଢ଼େ ଚାରି କୋଟି ଓଡ଼ିଶା ବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତିକ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ଭି କେ ପାଣ୍ଡୀଆନ ବାବୁ l

  • @Kamalakanta37
    @Kamalakanta37 Před 17 dny

    5 ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ରାସ୍ତା ଘାଟ ମଠ ମନ୍ଦିର ମସଜିଦ ସ୍କୁଲ, କଲେଜ ଗୁଡ଼ିକ ରୁପାରନ୍ତଣ କରି ଓଡ଼ିଶା କୁ ବିକଶିତ ରାଜ୍ୟରେ ପରିଣତ କରିଛନ୍ତି ।

  • @Kamalakanta37
    @Kamalakanta37 Před 17 dny

    tଓଡ଼ିଶା ରେ ଏକମାତ୍ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଓଡ଼ିଶାର ସାଢ଼େ ଚରିକୋଟି ଜନତାଙ୍କୁ ନିଜପରିବାର ଭାବି ସେମାନଙ୍କ କଲ୍ୟାଣ ପାଇଁ ଦିନ ରାତି କାମ କରି ଚାଲିଛନ୍ତି :

  • @jitendrachampati9627
    @jitendrachampati9627 Před 17 dny

    Only in odisha

  • @JasmineWorld122
    @JasmineWorld122 Před 17 dny

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଢୁଥିବା ଲୋକପ୍ରିୟତା ବିରୋଧୀ ଙ୍କ ମନରେ କକୁଆ ଭୟ ସୃଷ୍ଟି କରିଛି

  • @chandangiri2638
    @chandangiri2638 Před 17 dny

    ବିକାସ ହିଁ କେବଳ ବିକାସ ହେବ

  • @JasmineWorld122
    @JasmineWorld122 Před 17 dny

    ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା Navin ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ

  • @suvransudey3655
    @suvransudey3655 Před 17 dny

    ଓଡିଶାର ପ୍ରତେକ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯାହା କରିଛନ୍ତି ତାହା ଚିର ଦିନ ଯାଏ ରାଜ୍ୟ ବାସିଙ୍କ ମନରେ ରହିବ l

  • @swaramayeedas437
    @swaramayeedas437 Před 17 dny

    ଓଡିଶାବାସୀଙ୍କ ଉପରକୁ ଯେତେ ବଡ଼ ବିପଦ ଆସିଲେ ନବୀନ ବାବୁ ଲୋକଙ୍କ ହାତ ଛାଡ଼ନ୍ତି ନାହିଁ l

  • @Kamalakanta37
    @Kamalakanta37 Před 17 dny

    ୨୦୦୦ମସିହାରେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଶପଥ ନେଇଥିଲେ ତାହା ଆଜି ପ୍ରତିଫଳିତ ହୋଇଛି ।

  • @asishKumar001
    @asishKumar001 Před 17 dny

    Odisha basi nkara mana mutabaka jetiki sarkar nka dwara hei pare tahhaku sada sathik rasta re neichanti rajay sarkar

  • @JasmineWorld122
    @JasmineWorld122 Před 17 dny

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ଦଳ ଭାବେ ରାଜ୍ୟର ହକ୍ ପାଇଁ ଲଢେଇ କରି ସାଢେ ୪ କୋଟି ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି

  • @JasmineWorld122
    @JasmineWorld122 Před 17 dny

    ଓଡିଶା ର ପ୍ରତ୍ୟେକ କ୍ଷେତ୍ରରେ ବିକାଶ କୁ ଗୁରୁତ୍ୱ ଦେଇଥାନ୍ତି। ନବୀନ ବାବୁ ଙ୍କ ସେବା ରେ ସାରା ଓଡିଶାବାସୀ ସନ୍ତୁଷ୍ଟ ଅଟନ୍ତି

  • @swaramayeedas437
    @swaramayeedas437 Před 17 dny

    ରାଜ୍ୟର ଉନ୍ନତି ପାଣ୍ଡିଆନ ସାରଙ୍କ ଏହିଭଳି ସହଯୋଗ ରହିଲେ ଓଡିଶା ଆହୁରି ଆଗକୁ ଯାଇପାରିବ ସେ ବିଶ୍ୱାସ ରହିଛି l

  • @asishKumar001
    @asishKumar001 Před 17 dny

    Janata nkara bjd paia bahut sara bhala apeba Rahi asichi agaku madhya emitit rahiba.

  • @JasmineWorld122
    @JasmineWorld122 Před 17 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର 25 ବର୍ଷ ର ଶାସନ କାଳ ଭିତରେ ରାଜ୍ୟ କୁ ସଫଳତା ର ଶୀର୍ଷ ରେ ପହଞ୍ଚାଇ ଛନ୍ତି। ସ୍ବାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ପାନ୍ଥଶାଳା, ପାନୀୟ ଜଳ ର ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ର ରେ ଓଡ଼ିଶା ର ଉନ୍ନତି ହୋଇଛି

  • @JasmineWorld122
    @JasmineWorld122 Před 17 dny

    ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ପାଇଁ ଷଷ୍ଠ ଥର ପୁଣି ଥରେ ନବୀନ ବାବୁ ବିଜୟ ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ସାମିଲ ହେବେ ଏବଂ ଓଡ଼ିଶାବାସୀଙ୍କ ସେବା କରିବେ ସେଥିପାଇଁ କୌଣସି ଅସୁବିଧା ନାହିଁ

  • @ayeshapanda476
    @ayeshapanda476 Před 16 dny

    With the blessings of Lord Sri jagannath and the faith of the people of Odisha, BJD has served the state and brought extensive transformation in all areas

  • @manoswinijena3884
    @manoswinijena3884 Před 16 dny

    ଓଡ଼ିଶା ର ପରିଚୟ ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ।

  • @swaramayeedas437
    @swaramayeedas437 Před 17 dny

    ଓଡିଶାରେ ଥିବା ଗରିବଙ୍କ ଆଶାର ଭରସା ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯେତେ ଗୁଣଗାନ କଲେ ସରିବନି l

  • @Kamalakanta37
    @Kamalakanta37 Před 17 dny

    ଓଡ଼ିଶାରବିକାଶ ବିରୋଧୀ ବିଜେପି ଦଳ ଓଡ଼ିଶା ର ମା ମାନଙ୍କ ବିକାଶ କୁ ସହି ପାରୁନାହିଁ । ସେମାନେ ଯଦି କ୍ଷମତାକୁ ଆସିବେ ପ୍ରଥମେ ମିଶନ ଶକ୍ତିକୁ ବନ୍ଦକରି ବେ ଏବଂ ପୁଣିଥରେ ମାଁ ମାନଙ୍କୁ ଘର କୋଣରେ ବନ୍ଦୀ କରିବେ ।

  • @ayeshapanda476
    @ayeshapanda476 Před 16 dny

    BJD remains steadfast in its commitment to transparent and accountable governance ensuring the voice of every citizen is heard and valued

  • @manoswinijena3884
    @manoswinijena3884 Před 17 dny

    ଏବେ ଆପଣ ମାନେ ବିରୋଧୀ ଙ୍କୁ ପ୍ରଶ୍ନ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚି ପଳାଇବେ ଆଉ ଦେଖା ଦେବେନି‌।

  • @ayeshapanda476
    @ayeshapanda476 Před 16 dny

    BJD will always take decisions for the welfare of the people of Odisha with the attitude of unionism and patriotism which helps to build the nation

  • @asishKumar001
    @asishKumar001 Před 17 dny

    Rajaya paia sada bele mukhya mantri tanakara swartya ku tale pakei karjya Kari asucha ti .

  • @user-rs3hz2qc8h
    @user-rs3hz2qc8h Před 17 dny

    Pandan ga back

  • @asishKumar001
    @asishKumar001 Před 17 dny

    Rajaya manaka madhya re sada bele sabubale agare Rahi ama odiaha na Kari parichi .

  • @ayeshapanda476
    @ayeshapanda476 Před 16 dny

    New and empowered Odisha will be the target of BJD

  • @ayeshapanda476
    @ayeshapanda476 Před 16 dny

    The BJD party is moving towards achieving the empowered under the leadership of popular leader Naveen Patnaik

  • @asishKumar001
    @asishKumar001 Před 17 dny

    Rajaya ku bikash ra sirsha chuethibara dekhiba sabhinka asa achi sehi asa ku sampurna kareibe ama Priya mukhya mantri

  • @LipsaRath25
    @LipsaRath25 Před 17 dny

    Most people putting Negative comments here are from BJP IT cell or BJP belongs people.
    So , All the genuine people don't worry. The real scenario is different in ground level. Bjp is winning in Social media and BJD is winning people and ofcourse, the election. Jay Jagannath 🙏

  • @asishKumar001
    @asishKumar001 Před 17 dny

    Odisha re nabin babu nka sarkar chalauthila au agaku madhya chaliba athire kouthi bi sandeha rahiba nahi .

  • @asishKumar001
    @asishKumar001 Před 17 dny

    Athara kia bijaya labha Kariba taha bahut bhala re Jana paduchi Jana sangama tharu

  • @asishKumar001
    @asishKumar001 Před 17 dny

    Nabin babu nka ra karjya re kebe hele sandeha Kari nahanti rajaya basi sada bele uanti ra sikhar hi dekhichanti

  • @ayeshapanda476
    @ayeshapanda476 Před 16 dny

    The BJD party will fight alone in 147 Assembly and 21 Lok Sabha seats

  • @asishKumar001
    @asishKumar001 Před 17 dny

    Rajaya re jeuthibi bjd ra rali heuchi sethare bjd paia bahut sara bhalapaeba miluchi .

  • @manoswinijena3884
    @manoswinijena3884 Před 17 dny

    ବିରୋଧୀ ଆତ୍ମବିଶ୍ବାସ ହରାଇଲେଣି,ମିଛ କହିବା ଆରମ୍ଭ କରିଛନ୍ତି।

  • @ayeshapanda476
    @ayeshapanda476 Před 16 dny

    With the support of Odisha people and the leadership of Chief Minister Naveen Patnaik, BJD will win more than three-fourth seats in the elections

  • @asishKumar001
    @asishKumar001 Před 17 dny

    Janata nku nijara bhali bhali nijara ghra loka nka pari sabu bujhi sukhi hi nispati gudika nei asichanti mukhya mantri

  • @asishKumar001
    @asishKumar001 Před 17 dny

    Odisha ra sabu asu idha ku subidha re parinata Kari ama bjd sarkar nutana odisha gathana Kari aku jauchanti .

  • @asishKumar001
    @asishKumar001 Před 17 dny

    Athara puni odisha re sankha ra nada re padama jhaulijibaku basichi