Mohan Majhi is Pasting Stickers to Naveen Patnaik Schemes | Political Analyst Kedar Mishra Reaction
Vložit
- čas přidán 10. 07. 2024
- Watch Political Analyst Kedar Mishra Reaction On BJP Govt Schemes in Odisha.
#politicalanalyst #kedarmishra #naveenpatnaik #bjdgovt #bjpgovernment #mohancharanmajhi #odishabjp #bjdvsbjp #odishagovt #odishapolitics #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodisha.in/
➠CZcams: / @risingodishanews
➠Facebook: / risingodisha.news
➠Twitter: / rising_odisha
ମିଛୁଆ Bjp, କିଛି ନିଜେ କର Bjp
ବିଜେପି କପି ସରକାର ।
ବିଜେଡି ସରକାର ଯାଆ କରିଛି ତାକୁ ଛାଡ କିଛି ନୂଆ କର ବିଜେପି ସରକାର
ପୁରା ଠିକ୍ କହିଲେ ଆଜ୍ଞା
ବିଜେପି ସରକାର କିଛି ନୂଆ ଯୋଜନା କଲେ ଭଲହୁଅନ୍ତା
ଏଗୁଡିକ ବିଜେଡି ବିରୁଦ୍ଧ କରିବା ଦରକାର
Absolutely correct 👍 👏
ଆପଣ ଠିକ କହିଛନ୍ତି, ଏ ଶୃଗାଳ ମାନଙର କିଛି କରାମତି ନାହିଁ ଆଉ ଭର ପୁର ମାତ୍ରା ରେ ଦାୟିତ୍ୱ ହୀନ କାମ
ସତରେ ଏଇ ଦଳକୁ ଆଣି ଓଡ଼ିଶାରେ ମସ୍ତ୍ ବଡ ଭୁଲ କରିଛନ୍ତି 😠
You are Right
ପାଗଳ କ୍ୟା ନା ବୋଲେ
ଛାଗଲ କ୍ୟା ନା ଖାଏ l
ରଙ୍ଗ ବୋଳା ସରକାର l
Nabin. Pattnaik is proud of world
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ମହାପ୍ରଭୂ ଙ୍କୁ ନେଇ ମିଛ ରାଜନିତୀ କରି ସରକାର କୁ ଆସିଛନ୍ତି ଯାହା ମହାପ୍ରଭୁ ଚାହୁଁନାହାନ୍ତି ଆଗକୁ ଆଉରି ଘୋର ବିପତ୍ତି ର ଆଶଙ୍କା ରହିଛି 🙏
Naveen always remain Great nobody can take his place
100 percent thik bahut badhiya katha.
Right 👍
You are right sir
You are absolutely correct Kedar babu. Mohan babu just painting the colour of Naveen babu's programmes.
ଗଲୁଆଙ୍କ ର ବାର ବାଟି ଚାଷ ଯାହାକୁ ଖାଣ୍ଟି ଓଡ଼ିଆରେ ରାଣ୍ଡେ ସେଇ ଘଇତା କରନ୍ତି ବଂସ୍ ବୁଡ଼େଇ ମାରନ୍ତି ଅର୍ଥ ନବୀନ ବାବୁ ଯେଉଁ ଯୋଜନା କରିଥିଲେ ନୁଆ ସରକାର ଖାଲି ଗେରୁଆ ରଙ୍ଗ ଲିପୁ ଛନ୍ତି ଯଥା ଲକ୍ଷ୍ମୀ ବସ୍ କୁ ଗେରୁଆ ରଙ୍ଗ କରିବା,ମଜୁରୀ ମାର୍ଚ୍ଚ ମାସରେଗେଜେଟ ପ୍ରସ୍ତୁତି ସାରି ପ୍ରତ୍ୟେକ ବିଭାଗ କୁ ଚିଠି ସରିଛି ପୁଣି ଗେରୁଆ ରଙ୍ଗ ଦେବା,ସେହି ପରି ମିଶାନ ଶକତି କୁ ଗେରୁଆ ରଙ୍ଗ ଦେବା ମାନେ କିଛି ବୁଝା ପଡୁନି ନୁଆ ଜିନିଷ କିଛିଟ କରନ୍ତୁ
Chori kariba copy kariba BJP ra Abhysha
B j p khali ranga marib
Mohan Sarkar Hela Remote Sarkar Kapi Kariba Kama Tankara
Right ✅️
Right sir
Right
Good 👍
Kedar babu I am your biggest fan You are highly knowledgeable whatever you comment about anything it's proven verified fact
କେଦାର ବାବୁ ଜଣେ bjd ସପୋର୍ଟ ସାମ୍ବାଦିକ
❤❤❤❤❤
Very True said sir ji 🙏
ନୂଆ ସରକାର କିଛି ନୂଆ କଥା କରି ପାରିବନି।ଏ ସାମ୍ବାଦିକ କେଦାର ମିଶ୍ର ନୂଆକଥା କରିବ।ନବୀନର ଚାମଚା ଗାଲୁଆ ମୁଖପାତ୍ର।ପୁରୁଣା ସରକାର ୟାର ପ୍ରିୟ।ପୂର୍ବ ସରକାର ସମୟରେ ତିନିଶହ କୋଟିଟଙ୍କାର କର୍ପସ୍ ଫଣ୍ଡ୍ ସମ୍ପର୍କରେ ଏ କୁଆଡେ ଯାଇଥିଲା।କାନିଆ ଜାନିକୁ ଧରି ପାଣ୍ଡିଆ ଗଲାବେଳେ ଏ କୁଆଡେ ଯାଇଥିଲା।ନିଜକୁ ଭାରି ବୁଦ୍ଧିଆ ବୋଲି ଭାବୁଛି।ଯଦି ବିଜେପିର ଉତ୍ଥାନ ଏତେ ବାଧୁଛି, ତାହେଲେ ଏ ସାମ୍ବାଦିକତା ଛାଡି ରାଜନୀତି କରୁନା।ମନର ଗଲୁ ମରିବ।ତା ନ କରି ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିରୁଦ୍ଧରେ ଖବର ପ୍ରସାରଣ କରିବା ଦ୍ଵାରା ସମସ୍ତେ ଭାବୁଛନ୍ତି ଏ ଗୋଟିଏ ପାଗଳ ସାମ୍ବାଦିକ। ଛିଃ।
ଭାଇ ଠିକ୍ କହିଛ
Tama Vali keita bjp ra anitha khia kukur hin pagala jie thik katha kahi tamuku VC ari badhila
Right bhai jay Naveen patnayak
Salut sir
You Are Always Right Said Sir ✍️
Argus babu gale kuade
😂
Se a sabu dekheibwni😊
100% right
BJP ପାଖରେ କିଛି ନାହିଁ ନୂଆଁ ପ୍ଲାନ୍ only copy
❤
Navin pattnayak ❤️ jindabad jindabad jindabad
ଠିକ୍ କଥା
ମିଛୁଆ ପାଟି ବିଜେପି
BJP govt failed to protect the Odia Asmita.
Wait
B J P sarkar bhala
Luka hairana hele chetibe
Jaumane vot dei chhanti
Sabu hairana hebe
yes sir Nabin babu nka jinis ku color chenje karuchhanti kintu Nabin nka vali kichhi bhal kam kari paribeni BJP government khali michha kahi janata ku thakile
The Secretary L&E Deptt placed it to cabinet..Why ? He should explain n he is accountable
Sir 🙏
Bid ସରକାର ସମୟରେ ଜଗନ୍ନାଥ ଙ୍କ ଗଡି ଥିଲା ସେତେବେଳେ କୋଉଠି ଥିଲ
ଛି ଛି ଛି ଛି ଛି ଛି
ଏଭଳି ଚୋର ଆଉ କପି ପେଷ୍ଟ
ସରକାର ଆମ ଓଡ଼ିଶାରେ ହାଣ୍ଡିଆ
ମୂର୍ଖ ମନ୍ତ୍ରୀ ଚଲେଇଛି ଛି 😂
Regarding pass system ,you may surprised that oath taking ceremony pass found in bettle shop uncountable
Jay Jagannath Jay B jd
Navin Cabinet pas heini
Officer pass karideichanti
All rights Bhai
Colours change government sir
Un educated ministers have in bjp party..how to mange this challenge the people of odisha..
Agaku apeskya karantu
Old wine in new bottle.
Odia ASIMITA re balabhadra nku theli fopadi dele..
Apana BJD govt nku kichhi samalochana karithile ki sir?
No stand of this BJP Mr Mohan.
Argus bhai Puri re nahanti ki
Ignorance government. It walks very few days
Blok grand pai notifications heithila kahin ki hela nahin.
Are you get money from bjd.
ବିଜେପି, ଆସିଲା ବିପଦ ଆସିଲ, ବିଟିଶ ସରକାର ଆସିଲା ଅନ୍ଧ ଭକ୍ତ
Maagia nilaj Mohan nabinra bandare rangalaga
Nabin pai apana banchithile
Jaha heichi taku hin badala haba aau kichi nua nai
Argus bhai gale kuade e gaja re
ha ha without cabinet re kia decided kala. Tu gote creative...
ହାଣ୍ଡିଆ ଖିଆ ମନ୍ତ୍ରୀ ମୁଣ୍ଡରେ ବୁଦ୍ଧି କେଉଁଠୁ
ଆସିବ ଯେ ସେମାନେ ଯୋଜନା ସବୁ କରିବେ ମୂର୍ଖ ମେମୋରି ଲେସ bjp ସରକାର ଓଡ଼ିଶାକୁ ଆସିଚି ହେଲେ କଣ
କରିବେ ମୂର୍ଖ ମାନେ ସେ ଦଳରେ ଭର୍ତି
ମୂର୍ଖ ମାନେ ବି ମନ୍ତ୍ରୀ ହେଇଛନ୍ତି ତେଣୁ
ଏଭଳି ସରକାର ଲୋକଙ୍କ କଲ୍ୟାଣ ପାଇଁ
କଣ କାମ କରିବେ ମୂର୍ଖ bjp ସରକାର 😂
ତେଣୁ ଆମ ଭାରତ ବର୍ଷର No 1 CM
ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir ଙ୍କ ଯୋଜନା କୁ କପି ପେଷ୍ଟ
ଆଉ ରଙ୍ଗ ବଦଳେଇ ନାମ ବଦଳେଇ ସରକାର ଚାଲିଛନ୍ତି ଏହା BJP ସରକାର
ର ବିକାଶ😂😂😂
BJP has no work to do, already BJD have done all.
Copy government.
Aati bajyacaau Amerudandi Bjp mohon sarkar modi and Amit Saha jetiki order dauchhanti setiki yemane palana karuchhanti
Sir apana vul kahuchanti eamiti apana kahile OTV and Argus news channel re news kan bajiba😂
1:10sarkar..odisha..ku budeibo..bjp sarkar..mahanga mada hebo..garibi..berojgar.odisha re 4 guno..badhibo..agami..5year re..
Aghatana hebani kahinki?khod Modi jemiti Jagannath nku nei rajaniti kale,taha puni mithya aaropa,aghatana hebani!
Aita saru khai heijauchhi
Sabu gani chhanti apan
Sir..modi odisha ku..gilidebo..odisha ra khani..minerals..pura..gujurat company occupied karibe..mohan sarkar..akamia sarkar..modinka ra..chela..
Mishre vainanku bahu badhu thiba
କେଦାର ବାବୁ ତୁମେ ମୂର୍ଖଙ୍କ ପରି କଥା କହୁଛ l ବିନା କ୍ୟାବିନେଟ ମଂଜୁର ରେ କୌଣସି ନିଷ୍ପତ୍ତି ନେଇ ହେବ କି l ତୁମେ ଯେମିତି କହୁଛ ରତ୍ନ ଭଣ୍ଡାର ଚାବି ହଜିବା ଠିକ l
ତୁ ଖାଲି ବିଜେପି ବିରୋଧ କରୁଛୁ ଜଣା ପଡିଲା ତୁମେ ଗୋଟେ ରାଜନୀତି ବିଶେଷଜ୍ଞ ନୁହେଁ
24barsa hela pare kahibee
Tume rangaa kanhiki badalai thila
Au kan nua hela
Daitappatti ku pachar
Bale bale dhaba jaio sabu janiba
Tenu apanaje Jane prakruta sambadika believe heuni
Chi
BJP kapi karuachi
ଭୁଲ୍ କହିଲ ନବୀନ ଙ୍କ ଫାଲତୁ ଯୋଜନାରୁ ରଙ୍ଗ chhadauchhanti ମୋହନ ପିଠା ଯୋଜନାରୁ ବହୁତ୍ ପିଠା ଖାଇ ଗପ କରୁଚ ଲଜ୍ୟା ଲାଗୁନି
Dekhiba kana karibe emane
jadi. nua nakari. paru chanti. tebe. yebe. khelantu nahi kana pai mandira. front. re. kana pai stage karethil aehabkana. tuma ghara. katha
BJP hatao Desh bachao 😡
Bjp gandi re dam nhi..sarkar chaleiba pai..
Bopa Banda karibe
Are you bjd
ବିଜେଡ଼ି ଅଧା ରଖିଥିବା କାମ କୁ ଯଦି ବର୍ତ୍ତମାନ ସରକାର ସମ୍ପୂର୍ଣ କଲେ ଅସୁବିଧା କଣ,,,ଯଦି ବି ତାହା ନ କରି ନୂତନ କାମ ବା ଯୋଜନା କୁ କାର୍ଯ୍ୟକାରି କରନ୍ତି,,,ତଥାପି କହିବେ ନବୀନ ର ଅଧା କାର୍ଯ୍ୟ କୁ ହେୟଜ୍ଞାନ କରି ଆଗକୁ କଣ ସବୁ ଯୋଜନା ଆରମ୍ଭ କଲେ,,,,ତାହା ବି କହିବ,,,ଭାଇ ଗୋଟେ କଥା ନିରାଟ ସତ୍ୟ ଯେଉଁ ଘରେ ଯଦି ଗୋଟେ ନୂଆ ବଧୂ ଟିଏ ଆସେ ଉକ୍ତ ପରିବାର ର ସଦସ୍ୟ ଙ୍କୁ ସନ୍ତୁଷ୍ଟ କଲା ଭଳି କିଛି ଜିନିଷ ତା ବାପ ଘରୁ ଆଣି ନ ଥାଏ
ସେ ଯେତେ ଭଲ କାମ କରୁ,,, ତାକୁ କେହି ପସନ୍ଦ କରିବେ ନାହିଁ,,,,ଠିକ୍ ବର୍ତ୍ତମାନ ବିଜେପି କୁ ଏପରି ସମୟ ସମ୍ମୁଖୀନ ହେବାକୁ ପଡୁଛି,,, ଧନ୍ୟବାଦ
Right 👍
Right
Right sir
BJP govt failed to protect the Odia Asmita.
Right bhai fake sarkar bjp
Right 👍
Right 👍
Right sir