Madam gote jhia ra mangala dosha 12 th house re achhi au tara danaba gana au puo ra manaba gana. Marriage kale vala haba na kharap madam. Tk reply debe 🙏🙏🙏🙏🙏🙏plzz..... This is my humble request. But duijana nkara raja jataka paduchi. Kn marriage heipariba ki??
ଖୁବ୍ ସୁନ୍ଦର ପରାମର୍ଶ,ଧନ୍ୟବାଦ ।
ଓମ ସୂର୍ଯ୍ୟ ନାରାୟଣ ନମୋ ନମଃ
ଆପଣଙ୍କ ପରି ଜୋତିସ ମୁଁ କେବେ ବି ଦେଖିନଥିଲି ଏତେ ସୁନ୍ଦର ଭାବରେ କହିଲେ ଆମକୁ ବହୁତ କିଛି ସିଖିବାକୁ ମିଳିଲା 🙏 mam
Apana bahut sunder vabare kahuchhanti 🙏💐madam
🙏🙏🙏 Bahut bhala lagila👍
Mam APana bahut bhala bhabare kahile
Angarak dosh ra pratikara kuhantu
Thanks madam
Nice narration within such a short time...Praiseworthy...
🙏🙏🙏
Jay Jagannath apa
Lovely information 👍
Thank you mam good advice
Thank you madam 🙏
Very good information
🙏🙏
👌 👌 👌
Kumudini pradhan
🙏🙏🙏
🙏🙏🙏
Madam 🙏🙏🙏❤❤❤
ଜୟ ଜଗନ୍ନାଥ ।
ଭଲରେ ଥାଆନ୍ତୁ ।
Super video
Nice
Nice video
Madam abhilipsa and parakanta rasi mela khauchi ki video baneiki chadi diantu
Ma'am please kuhanthu tike jadi duijankankara madhaya Nadi padu6i tahle kn mrg karibabani plz madam kuhantu
Jhia ra dhanu rasi pua ra kanya rasi mrg kariparibe please ans me
କନ୍ୟା ରାଶି ସହିତ ଧନୁ ରାଶି ଦଶମ ଚତୁର୍ଥ ରାଜଯୋଟକ।
କିନ୍ତୁ ଗ୍ରହ ମାନଙ୍କ position କିପରି ଅଛି ଓ ନକ୍ଷତ୍ର ଦୁଇଟି ମଧ୍ୟରେ ବିଭାଘର ହେଲେ ଶୁଭ ହେବ କି ନାହିଁ ତାହା ଜାତକ ମେଳକ କରିବା ଆବଶ୍ୟକ।
Mithun rasi and sinha rasi ra marriage 2021 re a6i ki nai kuhantu
Mam madhya nadi doso ra pratikar kuhantu
Mam jadi melaka 36 ru 31.5 pade ta rajajotak haba ki......au jibana sukha purna haba ki
ଜୟ ଜଗନ୍ନାଥ ।36 ରୁ 31. 5 ପଡିଲେ ଠିକ୍ ।
କିନ୍ତୁ ସଠିକ୍ ଗଣନା ନ କରି କୌଣସି software କୁ fallow କରୁ ଥିଲେ ତାର guarantee ନାହିଁ।
@@bhagyanphalatisarbatra8067Apona reply deithibaru ases dhanyabad mam...........🙏🏻 😊☺️😍😘
Mam mula au bisakha kou nadi re jiba
Madam 🙏 ..jitu mita marriage panee suju chi ki
Mam jhia ra brusa rasi pua ra mithun rasi subha ki asubha
ମିତ୍ର ଦ୍ଵିତୀୟ ଦ୍ଵାଦଶ। କିନ୍ତୁ ଜାତକ ମେଳକ କରନ୍ତୁ। ଗ୍ରହ ମାନଙ୍କ ସ୍ଥିତିକୁ ଦେଖି।
ଜୟ ଜଗନ୍ନାଥ।
17/8 Anuradh bicha.21/10 Makar rashi .raja jotak life kemiti katiba
ରାଜଜୋଟକ ତ ଠିକ୍ ପଡିଛି।
କିନ୍ତୁ ଏହା ସହିତ ଗ୍ରହମାନଙ୍କ ସ୍ଥିତି ଦେଖିବାକୁ ପଡ଼ିବ।
Mam mor mrugasira mithuna n MO hubby nkara anuradha bichha kmty rahiba kuhantu
Jhhia ra Mithun rasi au pua ra kumbha sari subha ki asubha
ମିଥୁନ ଓ କୁମ୍ଭ ମଧ୍ଯରେ ବିବାହ ସମ୍ଭବ। କିନ୍ତୁ ଖାଲି ରାଶି ମେଳକକୁ ଦେଖି ବିବାହ କରିବା ଉଚିତ୍ ନୁହଁ, ଅନ୍ୟନ୍ୟ ଦିଗ ଗୁଡିକୁ ଦେଖିବା ଜରୁରୀ। ଜଣେ ଅଭିଜ୍ଞ ଜ୍ୟୋତିର୍ବିଦ୍ ଙ୍କ ଦ୍ଵାରା ଜାତକ ମେଳକ କରିନେବା ଠିକ୍ ହେବ।
Thanks madam 🙏
Madam mithun dhanu mrg suva nuha k
ବିଷମ ସପ୍ତମ। ଏଥିରେ ବିଭାଘର ହେଲେ ଭଲ ନୁହେଁ।
Mam🙏, apanka saha katha hebaku chahunchi, jataka dekheibaku chahunchi, kemiti contact karibi kuhantu plz
ମୋ ଫୋନ ନମ୍ବର 8260720338 ରେ କଥା ହୁଅନ୍ତୁ ।
ମୋ ସହ 8am ରୁ ଦିନ 1pm ମଧ୍ୟରେ ଓ 4pm ରୁ ରାତି 8pm ମଧ୍ୟରେ କଥା ହୋଇ ପାରିବେ ।
ମୋ ଫୋନ ନମ୍ବର 8895302395 କଥା ହୋଇପାରିବେ । ଦିନ 8am ରୁ ରାତି 8pm ମଧ୍ୟରେ କଥା ହୋଇ ପାରିବେ ।
Sings 10/ 5 auu mskara 23/ 10 bibaha suba haba na Mora mrg heba
ପଡ଼ୁନାହିଁ।
Madam,WhatsApp re kundli msg. kale reply debe ki ? Kemiti contact karipariba ?
ଆପଣ ପ୍ରଥମେ ମୋ ସହ 8260720338 ରେ କଥା ହୁଅନ୍ତୁ।
Madam gote jhia ra mangala dosha 12 th house re achhi au tara danaba gana au puo ra manaba gana. Marriage kale vala haba na kharap madam. Tk reply debe 🙏🙏🙏🙏🙏🙏plzz..... This is my humble request. But duijana nkara raja jataka paduchi. Kn marriage heipariba ki??
Mam plz reply
ମୋ ଫୋନ ନମ୍ବର 8895302395 ରେ କଥା ହୁଅନ୍ତୁ ।
Mam madhya nadi dosa r kichhi pratikar achhi ki plz janaibe..
Mam plz apnka whatsapp num send karile bhal huanta...
ମୋ Whatsapp number 8895302395
Hello mam hemsagar milki bibaha melaka hoe paribaki
Mam please reply
ନାମ ରାଶିରେ ମେଳକ କଲେ, ସଠିକ୍ ମେଳକ ହେବ ନାହିଁ। ଉଭୟଙ୍କ ଜନ୍ମ ସମୟ ଅନୁଯାଇ ମେଳକ ବିଚାର କଲେ ଠିକ୍ ହେବ।
Mam mu mo jataka dekheibaku chahunchi..apanka saha contact kemiti karibi
ମୋ ଫୋନ ନମ୍ବର 8895302395 କଥା ହୁଅନ୍ତୁ । ସକାଳ 8am ରୁ ରାତି 8pm ମଧ୍ୟରେ କଥା ହୋଇ ପାରିବେ ।
Thank u mam
Rohini Brusa rasi sa swati tula rasi bibaha karipariba ki
ବୃଷ ସହିତ ତୁଳା ମିତ୍ର ଷଡାଷ୍ଟକ। ଏଥିରେ ବିଭାଘର ହୋଇ ପାରେ। ଏହା ରାଜଯୋଟକ ପରି।
କିନ୍ତୁ କାହାର ମଙ୍ଗଳ ଦୋଷ ଅଛିକି? ତାପରେ ସପ୍ତମ ଗୃହର ସ୍ଥିତି
କିପରି ଅଛି ତାକୁ ମଧ୍ୟ ଦେଖା ଯିବା ଦରକାର।
@@bhagyashreekar5913 ମୋ ସହିତ ମୋ ଫୋନ ନମ୍ବର 8895302395 ରେ କଥା ହେବେ ।
@@bhagyanphalatisarbatra8067 agyna
Pua khumbha rasi 25/11 manaba gana
Jhia Kanya rasi 14/6 danaba gana
Marriage thik haba ki
ପୁଅ ମାନବ ଗଣ, କନ୍ୟା ରାକ୍ଷସ ଗଣ ହେଲେ ଭଲ ନୂହେଁ।
Apnkau kemiti contact kariheb....jataka melan pai mam
My contact no 8260720338 and 8895302395
madam🙏🏻
Nakhetra -Punarbasu Rashi-mithuna 7/3
Nakhetra - Utarasadha nakhetra Dhanu Rashi 21/9
Madam Sujuchi Ki Nai.Tike Janantu.
O tara Pratikara. Dayakari tike Kuhantu Madam
ଜୟ ଜଗନ୍ନାଥ
ମିଥୁନ ରାଶି ସହିତ ଧନୁ ରାଶି ବିଷମ ସପ୍ତମ। ଏହି ବିବାହ ଶୁଭ ପ୍ରଦ ନୂହେଁ।
@@bhagyanphalatisarbatra8067 Madam Peatikara Kichi karihebani Plz tike kuhantu. Love Life katha.
Madam Nama Rashi re Sujhuchi ki
Pua -Aumkar Nayak (Gudu)
Jhia- Jogamaya Nayak (Little)
ମୋ ସହିତ କଥା ହୁଅନ୍ତୁ।
ମିଉଜିକ ସୁଭାଜାଉଛି ବନ୍ଦକଲେ ଭଲ ହେବ
ଓଁ
ପ୍ରଣାମ
ରାଜଜଟକ ପାଇଁ ଗଣନା ବେଳେ ଓ କନ୍ୟାରୁ ବର ବା ବରରୁ କନ୍ୟା ଅନ୍ୟ ସ୍ଥାନରେ ଗଣନା ଏଣ୍ଟି କ୍ଳକ ହେବ କି ? Anti clockwise ଗଣନା ସର୍ବଦା ହେବ କି ?
ମୋ ସହିତ କଥା ହୁଅନ୍ତୁ।
Madam କନ୍ୟା ରାଶି ର ପୁଅ ସହିତ ମୀନ ରାଶି ର ଝିଅ ବିବାହ କଲେ କେମତି ହେବ
କନ୍ୟା ରାଶି ସହିତ ମୀନ ରାଶି ବିବାହ ହୋଇ ପାରିବ।
ଏହା ସହିତ ଗ୍ରହ ମାନଙ୍କ ସ୍ଥିତିକୁ ଦେଖିବା ଦରକାର।
Madam apana ବୃଷ,କନ୍ୟା,ମକର ରାଶିକୁ ବୈଶ୍ୟ ବର୍ଣ୍ଣ କହୁଛନ୍ତି କିନ୍ତୁ ଆଉ କେହି ଏହାକୁ ଶୁଦ୍ର ବର୍ଣ୍ଣ କହୁଛନ୍ତି,ଦୟା କରି ଏହାର clarify karantu। 🙏
ବୃଷ, କନ୍ୟା, ମକର ରାଶି ବୈଶ୍ୟ ବର୍ଣ୍ଣ।