Trained to Obey: Rescued Elephants at Chandaka-Damapada Sanctuary Learn Discipline
Vložit
- čas přidán 13. 09. 2024
- #କୁମାରଖୁଣ୍ଟିରେ_୬ଟି_ହାତୀଙ୍କୁ_ନେଇ_ଚାଲିଛି_କୁମ୍କି_ଟ୍ରେନିଂ
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ। ସେମାନଙ୍କ ପାଇଁ ଅଛି ସ୍ବତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ। ସେଠି ଶୃଙ୍ଖଳିତ ଜୀବନ ଜିଇଁବାର କଳା ଶିଖୁଛନ୍ତି କିଛି ଜଙ୍ଗଲୀ ହାତୀ।
#Elephant #Chandaka #Bhubaneshwar #OTV #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
CZcams: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଦୁର୍ଦନ୍ତା ଶଙ୍କର 👍👍👍
Bahut sundar video ❤❤
Ama dampada jungle pain ame garbita ❤❤❤❤❤❤
ରଥଯାତ୍ରା କୁ ପୁରୀ କି ନେଲେ ଭଲ ହୁଅନ୍ତା
😊
👍
👍🌹❤️👍
ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗ ର ଅଧିକାରୀ ମାନେ ହାତୀ ମାନଙ୍କୁ ଝାଡ଼ଖଣ୍ଡି , ଛତିଶଗଡ଼ି ଓ ବେଙ୍ଗଲୀ ହାତୀ ନାମକରଣ କାହିଁକି କରନ୍ତି ? ହାତୀର କ'ଣ ଆଧାର କାର୍ଡ ଅଛି ! ସମଗ୍ର ଜଙ୍ଗଲ ତା'ର ଚରା ଭୂଇଁ ଓ ସମସ୍ତ ନଦୀ, ହ୍ରଦ ତା'ର ଆମୋଦ ପ୍ରମୋଦ ସ୍ଥଳ ।ହାତୀ ର ବି ନିଜର ପରିବାର ଜ୍ଞାନ ଅଛି । ଇଛାନୁସାରେ ସେ ଯୁଆଡେ ବି ଯାଇପାରେ । ଏଭଳି ନାମକରଣ କେତେଦୂର ଯୁକ୍ତିଯୁକ୍ତ !
Puri ku niya
Tame posile chaliba nei