Video není dostupné.
Omlouváme se.

କଳ୍କୀ ଜନ୍ମ ହୋଇନାହାନ୍ତି ସବୁ ମିଛ||Malika Rahasya||Malika bachana||Malika bichara||Kali Avatar||

Sdílet
Vložit
  • čas přidán 14. 06. 2024
  • କଳ୍କୀ ଜନ୍ମ ହୋଇନାହାନ୍ତି ସବୁ ମିଛ||Malika Rahasya||Malika bachana||Malika bichara||Kali Avatar||
    #malika #kalkiavatar
    #ମହାପୁରୁଷଙ୍କ_ବିଚିତ୍ର_ଲୀଳା #ମାଳିକା #panchasakha #achyutanandamalika #bapunipradhan #malika
    #ମାଳିକା #panchasakha #bapunipradhan #achyutanandamalika#kalkiavatar #malika #jasobantadas
    #malika #panchasakha
    #ମାଳିକା #ମାଳିକାଭବିଷ୍ୟବାଣୀ #ମାଳିକାବଚନ #ମାଳିକାବିଚାର #malika #achyutanandamalika #panchasakha #bapunipradhan #kalkiavatar #kaliyug #endofkaliyug
    #panchasakha #ଯଶୋବନ୍ତଦାସ#achyutanandamalika

Komentáře • 22

  • @ruralartist9574
    @ruralartist9574 Před měsícem

    ଜୟ ଜଗନ୍ନାଥ ସ୍ଵାମୀ
    ଜୟ ଗୁରୁସ୍ଵାମୀ

  • @SoubhagyaMohapatra-vu4zj
    @SoubhagyaMohapatra-vu4zj Před měsícem +2

    Pranam baba.bapuni babu dhanywad.

  • @muralidharbeheraadhamtikch4082

    ସଂହାର ହୋଇଯିବେ ଖୁବ ସିଘ୍ର

  • @hariarjunsahu873
    @hariarjunsahu873 Před měsícem

    Keep the time normal,

  • @girijanandansahoo9013
    @girijanandansahoo9013 Před měsícem

    Best knowledge of guruji

  • @nayakrcreation
    @nayakrcreation Před měsícem

    Nice ... Best up luck 👌

  • @manaskumarnaik6149
    @manaskumarnaik6149 Před měsícem

    Keun baba matanka kathare bhayabhita huantu nahin. Sakala hoi ekamata dakile narayana rakha. Bujhi parila

  • @maheshdebata2991
    @maheshdebata2991 Před měsícem

    ଠିକ୍

  • @DebiGoud440V
    @DebiGoud440V Před 15 dny

    ଆରେ ଭାଇ ଜନମ ହେଇଛ ବେଲେ ଦିନେ ମରିବ .
    କିଏ ଗୋଟେ କଣ ଲେଖିଦେଲା ତାକୁ ସତ ମାନି ନେଉଛ .
    କିଛି ବାଲ ହେବ ନାହି . ଖାଲି ମଣିସ ଅସିବ ଆଉ ଜିବ .ଆଉ କିଛି ନାହି
    ଫାଲତୁ ରେ ଲୋକଙ୍କୁ ପାଗଲ କର ନାହି

  • @user-kw5ui1rr6t
    @user-kw5ui1rr6t Před měsícem

    Ba ki ktha bare baba

  • @BanamaliBaba
    @BanamaliBaba Před měsícem

    ସବୁ ସାଧୁ ସନ୍ଥ କହୁଛନ୍ତି କଳ୍କୀ ଆସିବେ❤ ନାଲି ବାବା କହୁଛନ୍ତି ଆସିବେନି

  • @user-fi1pb2zk8o
    @user-fi1pb2zk8o Před měsícem

    कल्कि hajare abatara नेले bi bharata ru भ्रस्टाचार daridrya गुलामी jibani. Bharata re मार्क्स nkara janma dara kara.

  • @muralidharbeheraadhamtikch4082

    ପିଟା ଗାଲୁଆ ସବୁ

    • @Bhaskar-vm6py
      @Bhaskar-vm6py Před měsícem

      ମୁରଲୀ ବାବୁ ଆପଣ ଙ୍କ ଦ୍ଵାରା ଏ କମେଟ୍
      ଶୋଭା ପାଉନି କାରଣ ଆପଣ ମାନେ ହେଲେ
      ଚାଲୁଣି ଚୁଞ୍ଚିକି କଣ ଗାଲୁଆ କହୁଛନ୍ତି
      ନିଜ ଚ୍ୟାନେଲରେ ଯାହାସବୁ ଛାଡୁଚ ସେସବୁ
      ବୁଢ଼ା ଗଲୁଆଙ୍କ କାମ
      ଜୟ ଜଗନ୍ନାଥ 🙏 ନମସ୍ତେ ସୁଧୁରି ଯାଅ ସମସ୍ତେ

  • @Gopinathdehury-rm7dt
    @Gopinathdehury-rm7dt Před měsícem

    Kalki bisnu nka bayasa 34 - 36 barsa bhitare heba dharaabatirnna heleni .jie jaha kahile b grahana karuni .

  • @Si_pu310
    @Si_pu310 Před měsícem +2

    ବାବା , ପ୍ରଭୁ କଳ୍କୀ ଦେଵ ଙ୍କ ଜନ୍ମ ସମ୍ବନ୍ଧ ରେ ସଠିକ୍ ତଥ୍ୟ ଜାଣିକରି ଏଭଳି ତଥ୍ୟ ମାନଵ ସମାଜ କୁ ଦେଉଛନ୍ତି ନା ବର୍ତ୍ତମାନ ର ଚଞ୍ଚଳମନା ମାନଵ ସମାଜକୁ ଭୁଆଁ ବୁଲେଇବା ପାଇଁ ଏପରିକହୁଛନ୍ତି ? । ଯଦିଏହା ନୁହେଁ ଆମ୍ଭେ କହିବୁ ବାଵା ଜ୍ଞାନର ଅଧିକାରୀ ହୋଇପାରିଥାନ୍ତି ହେଲେ ମହାପ୍ରଭୁ କଳ୍କୀ ଙ୍କ ବିଷୟରେ ଏତେ ଅନୁଭବ ଅନୁଭୁତି ନାହିଁ । ଅତି ସବୁଵେଳେ ଭଲ ନୁହେଁ ।
    ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।
    ଜୟ ଗୁରୁଦେବ 🙏🙏🙏 ।
    ଜୟ ପଞ୍ଚସଖା 🙏🙏🙏 ।

    • @anupamanayak8568
      @anupamanayak8568 Před měsícem

      ଵାବା ପ୍ରଣାମ ।କିଏ କଣ କହୁଛନ୍ତି ଜଣା ନାହିଁ ।ସବୁ ମିଛ ।

    • @subhashreerout9980
      @subhashreerout9980 Před měsícem

      ବାବା ପ୍ରଣାମ 🙏🙏🙏🙏

    • @Bhaskar-vm6py
      @Bhaskar-vm6py Před měsícem

      ସିପୁ ବାବୁ ଆପଣ ଠିକ୍ କଥା କହୁ ଛନ୍ତି ହେଲେ
      କିଛି ବାବା ମାନେ ନିଜକୁ କଳ୍କୀ ଅନନ୍ତ ଅଚ୍ୟୁତ
      କହୁଛନ୍ତି ହେଲେ ମାଣିକ ପାଟଣାରେ ମାଣିକ
      ଗୌଡୁଣି ଠାରୁ ଦହିପିକି ରତ୍ନ ମୁଦି ଦେଇଥିବା
      ଦୁଇ ଭାଇ କଳା ଧଳା ଘୋଡାରେ ଯାଉଥିବା
      ବ୍ୟକ୍ତି କିଏ ସେମାନେ ଥିଲେ ଟିକେ ଦୁଇ ଭାଇଙ୍କ
      ବିଷୟରେ ବୁଝାଇଲେ ବହୁତ ମଙ୍ଗଳ ହେବ
      ପ୍ରଭୁ ଙ୍କ ସଦ୍ ଇଚ୍ଛା ପୂରଣ ହେବ
      ଜୟ ଜଗନ୍ନାଥ 🙏 ନମସ୍ତେ ଭଲରେ ଥାଅ ସମସ୍ତେ

  • @Sushilbiswal-er6hn
    @Sushilbiswal-er6hn Před měsícem

    Guruswamee bhai

  • @nilamanisahu4910
    @nilamanisahu4910 Před měsícem

    ତୁମେ କେମିତି ଜାଣିଲ ତୁମେ କଣ ସ୍ଵୟଂ ବ୍ରହ୍ମ