Natia Comedy Part 436 || Matrubhasa

Sdílet
Vložit
  • čas přidán 22. 04. 2024
  • Upto 90% Scholarship for Class 8th to 12th Students.
    Free Registration Link : 🔵👉bit.ly/3VRZEPs
    Get upto 90% Scholarship on NEET & JEE preparation, All boards.
    Benefits:-
    ZERO Registration fee
    🚀Instant online test
    👨‍🎓Know your all India Ranking,
    💻Duration- 60 Minutes
    Steps to Register-
    1. Click on above link to register
    2. Fill your details, choose date & time for test as per your availability.
    3. ⁠Login with your Mob. No. & participate in test
    4. ⁠Know your ranking instantly

Komentáře • 4,5K

  • @PSCREATIONPAPUN
    @PSCREATIONPAPUN Před 29 dny +2528

    ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର 😊😊

  • @djchittacreation
    @djchittacreation Před 22 dny +21

    ଆଖିରୁ ଲୁହ ଆସିଗଲା❤ ଆମେ ଓଡିଆ ଭାରି ବଢିଆ❣️ ବନ୍ଦେ ଉତ୍କଳ ଜନନୀ🙏

  • @debasismohanty3889
    @debasismohanty3889 Před 23 dny +37

    ମାତୃଭାଷା କୁ ନେଇ ଏ ଭଳିଆ ଗୋଟେ ସୁନ୍ଦର video କରିଥିବାରୁ ଧନ୍ୟବଦ୍ ସମସ୍ତେ ନିଜ ମାତୃଭାଷା କୁ ଭଲ ପାଇବା ଦରକାର ମୁଁ ଗର୍ବୀତ ଯେ ମୁଁ ଓଡ଼ିଆ❤ ନିଜ ମାତୃଭାଷା ଠାରୁ ଆଉ କିଛି ଭାଷା ଭଲ ନୁହ 😊😊

    • @ShasmitaMajhi-hy1jm
      @ShasmitaMajhi-hy1jm Před 19 dny

      Qosmdkdvvzmldudxnxmxrulfka NJlebsitbOwirsmofzarignz🥰🥰🥰😍😍🤩🤩😜😜💞💞💅💅🥸🤡🤡🌞🌞😾😾⭐⭐✨✨✨✨🌟🌟💫💫💯💯💯🎉❤️

  • @smita563
    @smita563 Před 28 dny +52

    ସତରେ ଆଖି ରୁ ଲୁହ ଆସିଗଲା ...ଏହି ଉଠରେ ଉଠରେ ଉତ୍କଳ ସନ୍ତାନ ଗୀତ ଟି ଶୁଣିକି... ସତରେ ଆମେ ଓଡିଆ ବୋଲି ଗର୍ବିତ ❤❤

  • @Bikrambehera121
    @Bikrambehera121 Před 29 dny +203

    ମାତୃ ଭୂମି ମାତୃ ଭାଷା ର ମମତା
    ଯା ହୃଦେ ଜନମି ନାହିଁ !!
    ତାଙ୍କୁ ଯଦି ଜ୍ଞାନୀ ଗଣ ରେ ଗଣିବା
    ଅଜ୍ଞାନ ରହିବେ କାହିଁ !!
    ମୋ ଓଡ଼ିଆ ଭାଷା ମୋତେ ପ୍ରାଣ ଠୁ ବି ପ୍ରିୟ କେତେ ମଧୁର ମୋ ମା ର ଭାଷା ❤
    ବନ୍ଦେ ଉତ୍କଳ ଜନନୀ 🙏🙏🙏

  • @minatiprusty874
    @minatiprusty874 Před 28 dny +197

    ସତରେ ଏହି ବ୍ୟାଖ୍ୟାନ ଦେଖିକି ଆଖି ରୁ ଲୁହ ଆସିଗଲା 🥲 ଅତ୍ୟନ୍ତ ହୃୟସ୍ପର୍ଶୀ ହୋଇଛି ଏହି ଭିଡିଓ ଟି । ଜୟ ଜଗନ୍ନାଥ ❤

  • @anitapriyadarshini429
    @anitapriyadarshini429 Před 27 dny +9

    ମାତୃଭୂମି ମାତୃ ଭାଷାରେ ମମତା ଭ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ 👈👈🙏🙏

  • @RabiPatra-mo2nn
    @RabiPatra-mo2nn Před 21 dnem +9

    ମୁ ବହୁତ ଗର୍ବିତ କି ମୁ ଓଡ଼ିଆ I love india .💪✊🥺 ଯଦି ମାତୃ ଭାଷା କୁ ଭଲ ପାଉଛ ତା ହେଲେ like କର.❤️ ଜୟ ଜଗନ୍ନାଥ 🙏❤

  • @chintubehera9189
    @chintubehera9189 Před 29 dny +77

    ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଜୟ 🙏ଜଗନ୍ନାଥ 🙏

  • @manashdakualifestyle3640
    @manashdakualifestyle3640 Před 29 dny +1024

    ମାତୃ ଭାଷା ସାହିତ୍ୟ କୁ କିଏ କିଏ ଭଲ ପାଉଥିଲ ,❤ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ

  • @PpnOwnLifeStyle
    @PpnOwnLifeStyle Před 27 dny +7

    ବହୁତ୍ ଦିନ ପରେ ଏମିତି ଗୋଟେ ବିଷୟ ରେ ଭିଡିଓ କରି ଥିବାରୁ , ମୋର ସମସ୍ତ ଉତ୍କଳ କାର୍ଟୁନ୍ ସଦସ୍ୟ ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଜଣାଉଛି 🎉 , ଆମ ମାତୃଭାଷା ଆମର ଗୌରବ , ଆମର ପରିଚୟ 😊

  • @basantibehura6013
    @basantibehura6013 Před 26 dny +4

    ମୁଁ ଗର୍ବ କରେ କି ମୁଁ ଏହି ମହାନ୍ ସଂଗ୍ରାମୀ ମଧୁସୂଦନ ଦାସଙ୍କ ଗ୍ରାମ ର ଗ୍ରାମବାସୀ ❤😊

  • @SujitSahoo-tj7rs
    @SujitSahoo-tj7rs Před 29 dny +238

    ଉଚ୍ଚ ହେବା ପାଇ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା

  • @lkpjeetkant
    @lkpjeetkant Před 29 dny +122

    ଅତି ସୁନ୍ଦର ବ୍ୟାଖ୍ୟାନ। ଅନେକ କୃତଜ୍ଞତା ଆପଣଙ୍କ ଦଳ କୁ । ଆମେ ଓଡ଼ିଆ ଆମ ଭାଷା ବହୁତ୍ ବଢିଆ।ଧିକ ସେମାନଙ୍କୁ ଯିଏ ନିଜ ମାତୃ ଭାଷା ମାତୃ ମାଟି ପାଇଁ ଶ୍ରଦ୍ଧା ଆଉ ସ୍ନେହ ମନରେ ନାହିଁ । ବନ୍ଦେ ଉତ୍କଳ ଜନନୀ।❤ ଜୟ ଜଗନ୍ନାଥ ମହାପ୍ରଭୁ।🪔

  • @biswajits7994
    @biswajits7994 Před 27 dny +2

    ଉଚ୍ଚ ହେବା ପାଇଁ କର ଯେବେ ଆଶା
    ଉଚ୍ଚ କର ଆଗେ ନିଜ ମାତୃ ଭାଷା
    ଓଡ଼ିଆ ଭାରି ବଢିଆ ଗୋଟା ନଡ଼ିଆ❤❤❤❤👇👇👇👇👇👇

  • @selfstudy2975
    @selfstudy2975 Před 25 dny +3

    ହୃଦୟକୁ ଥରେଇଦେଲା ଭଳି voice... ସତେ ମଧୁବାବୁ ଆମ ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି.. ଚେତେଇ ଦଉଛନ୍ତି... ତାଙ୍କର ଅବଦାନ କୁ ଆମେ ଭୁଲିଯାଇଛେ.. ତାଙ୍କର ବଳିଦାନ କୁ ଆମେ ଭୁଲିଯାଇଛେ 🥺🥺

  • @binodinibehera6146
    @binodinibehera6146 Před 28 dny +70

    ସତରେ ବହୁତ ସୁନ୍ଦର ଭାବ ରେ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ବୁଝାଇଛନ୍ତି❤❤ ❤

  • @ssenapati8854
    @ssenapati8854 Před 29 dny +59

    ହୃଦୟସ୍ପର୍ଶୀ କାହାଣୀ 😢 ଧନ୍ୟବାଦ sir 🙏 ଆମ ଓଡ଼ିଆ ମାନଙ୍କୁ ଠିକ୍ ରାସ୍ତା କୁ ଆଣିହେବ ଏଇ କାହାଣୀ ମାଧ୍ୟମରେ

    • @BGclips369
      @BGclips369 Před 28 dny +1

      ଅନିହେବ ନୁହେଁ ଆଣିହେବ

  • @cbcreation8853
    @cbcreation8853 Před 27 dny +5

    Puri ru kou bhai bhauni dekhucha like kar dekhiba kete jana puri malike achanti 🙏🏽

  • @narendra7151
    @narendra7151 Před 28 dny +5

    ଖୁବ୍ ସୁନ୍ଦର ଶିକ୍ଷଣୀୟ ଭିଡ଼ିଓ ହେଉଛି ବାସ୍ତବିକ୍
    ମାତୃଭୂମି ମାତୃଭାଷା ର ମମତା
    ଯା ହୃଦେ ଜନମି ନାହିଁ ତାକୁ ଯଦି
    ଜ୍ଞାନୀ ଗଣ ରେ ଗଣିବା
    ଅଜ୍ଞାନୀ ରହିବେ ନାହିଁ
    ଭିଡ଼ିଓ ଟି ଛୋଟ ପିଲା ଠାରୁ ବଡମାନେ ସମସ୍ତେ ଦେଖିବା ଉଚିତ୍

  • @RakhiRani-fb3qn
    @RakhiRani-fb3qn Před 29 dny +508

    ଯିଏ ଯିଏ ଓଡ଼ିଆ ସମସ୍ତେ Like କର ❤❤❤ ଆମେ ଓଡ଼ିଆ ଭାରି ବଢିଆ😊😊

    • @SANTOSHKUMARBARIK-tr6gp
      @SANTOSHKUMARBARIK-tr6gp Před 29 dny

      Nice ❤😂🎉😢😮😅😊❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢😢😮😮😮😮😮😮😮😮😮😅😅😅😅😅😅😅😅😅😊😊😊😊😊😊😊😊😊😊😊😊

    • @keshaba3540
      @keshaba3540 Před 29 dny +2

      Bhai mu bi odia

    • @user-pv4it5id6g
      @user-pv4it5id6g Před 29 dny +1

      ଧନ୍ୟବାଦ୍ ଭାଇ 😢😮😢

    • @monalisadash8716
      @monalisadash8716 Před 29 dny

      😊😊😊😊😊😊😊😊😊😊😊😊😊vala hai chi

    • @monalisadash8716
      @monalisadash8716 Před 29 dny

      ​@@user-pv4it5id6gueyyyuyeyyyyuyeuuuy3yy374y

  • @Kalahandiavlogger
    @Kalahandiavlogger Před 29 dny +718

    କିଏ କିଏ ଆମ ଓଡ଼ିଆ ଭାଷା କୁ ଭଲ ପାଅ ଯଦି ❤️ ରୁ ଭଲ ପାଉଥିବା ତାହେଲେ ଗୋଟେ ଲାଇକ ହଉ 😊

  • @krishkumarjena7816
    @krishkumarjena7816 Před 27 dny +13

    ଧନ୍ୟବାଦ ନଟିଆ ଭାଇ ଭଲ ପ୍ରାୟାସ କରିଛ 🥺🥺😭😭😢😢❤❤🙏🙏⚔️⚔️🌹🌹💐💐 ଯେଉଁ ମାନେ ନିଜର ମାତୃଭାଷା କୁ ଭଲ ପାଉଥିଲେ ଦୟା କରି 👍👍କରିବେ

  • @laxmanpatra3193
    @laxmanpatra3193 Před 25 dny +2

    ମାତୃଭୂମି ମାତୃଭଷା ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ❤❤❤ ମୋ ମାତୃଭଷା ମୋତେ ଶ୍ରେଷ୍ଠ 😊😊ଏହି ଅଧ୍ୟାୟ ଟି ସବୁଠାରୁ ସୁନ୍ଦର ଲାଗିଲା ମୋତେ ଆଜି❤❤❤

  • @ytgaming7944
    @ytgaming7944 Před 28 dny +11

    ମାତୃଭୂମି ମାତୃଭାଷା ରେ ଯା ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳଜନନୀ 🙏🏼🙏🏼

  • @manashdakualifestyle3640
    @manashdakualifestyle3640 Před 29 dny +449

    ଜନନୀ ଜନ୍ମ ଭୂମି ସ୍ୱରଗା ଦପି ଗରିଆସି, ଯେତେ ଇଂଲିଶ କହିଲେ କଣ, ଆମ ଓଡ଼ିଆ ଭାଷା, ସବୁଠୁ ବଡ଼, ଜୟ ଜଗନ୍ନାଥ

  • @K.KrushnaChandraPatro-cx3mi

    ଜୟ ଜଗନ୍ନାଥ 🙏🏻
    ମାତୃଭୂମିକୁ ସର୍ବଦା ସମ୍ମାନ ଦେବା
    ମାତୃଭାଷାକୁ ସର୍ବଦା ସମ୍ମାନ ଦେବା.. ଏବଂ ଗର୍ବର ସହିତ କହିବା ଆମ ଭାଷା ଓଡିଆ ସବୁଠୁ ବଢିଆ 👏🏻👏🏻👏🏻

  • @user-mv8uk8mu3e
    @user-mv8uk8mu3e Před 26 dny +2

    ବହୁତ ସୁନ୍ଦର ପ୍ରୟାସ।
    ଚିର ନିଦ୍ରା ରେ ସୋଇଥିବା ଓଡ଼ିଆଙ୍କୁ ଜାଗ୍ରତ କରିବାର ସୁନ୍ଦର ପ୍ରୟାସ।
    ଏମିତି ଏ ମାଟିର ର ଭାଷା, ସଂସ୍କୃତି କୁ ଜୀବିତ ରଖିବାର ର ଏହା ହିଁ ଉତ୍କୃଷ୍ଟ ମାଧ୍ୟମ।
    ଧନ୍ୟବାଦ
    ବନ୍ଦେ ଉତ୍କଳ ଜନନୀ

  • @Anu-sc9hx
    @Anu-sc9hx Před 29 dny +268

    ମାତୂଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅ
    ଜ୍ଞାନ ରହିବେ କାହିଁ ଯୋଉ ମାନେ ମାତୂଭାଷା କୁ ଭଲପାଅ 👍👍 କର
    First time I got 100 likes thank you

    • @soumyaranjandehury9594
      @soumyaranjandehury9594 Před 28 dny

      ​@@ashutoshbalabantaray1845 ଆଛା ଏମିତି କଥା । ତୁ ଯାଉନୁ,,,,! ହିନ୍ଦୀ ଭାଷା ତେଲୁଗୁ ଭାଷା ତାମିଲ ଭାଷା ଗୁଜରାଟୀ, ମରାଠୀ, ପଞ୍ଜାବୀ , ଆସାମୀ,ବଙ୍ଗାଳୀ ଭାଷାରେ ଯେଉଁ ମାନେ ନିଜେ ନିଜ ମାତୃ ଭାଷାକୁ ଭଲ ପାଆନ୍ତି କଥା ହୁଅନ୍ତି। ଯା ସେହି ରାଜ୍ୟ ମାନଙ୍କୁ ଆଉ ସେଠିକାର ଅଞ୍ଚଳ ବାସୀ ଆଉ ସେମାନଙ୍କ ମୁଖ୍ୟ ମନ୍ତ୍ରୀ ମାନଙ୍କୁ କହିବୁ। ହିନ୍ଦୀ English ଶିଖିବା ଓ କହିବା ଭୁଲ ନୁହେଁ। ନିଜେ ନିଜ ମାତୃଭୂମି ମାତୃ ଭାଷାକୁ ଭଲ ପାଉଥିବାରୁ ନିଜ ମାତୃ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରାୟାସ 👍

    • @manojparida27
      @manojparida27 Před 28 dny

      ​@@ashutoshbalabantaray1845ଯଦି ବି କହୁଛ ତାହେଲେ ଏଇ ଯୋଉ ଶବ୍ଦ ଲେଖିଛ ତାକୁ ଆପଣ ହିନ୍ଦୀ ରେ ବି ଲେଖି ପାରିଥାନ୍ତେ ତାହେଲେ ୟାକୁ ଇଂରାଜୀ ରେ ଲେଖିବା କଣ ଦରକାର ଥିଲା.....
      କଥାରେ ଅଛି ଯେ ଦେଶ ଯାଏ ସେ ଫଳ ଖାଏ
      ସେମିତି ଆମ ଓଡ଼ିଆ ଭାଷା ବି ଗୋଟେ ଭାରତ ଦେଶ ର ଭାଷା ଆଉ ସେଇଟା ଓଡିଶା ରାଜ୍ୟ ପାଇଁ ସମ୍ଭବ ହୋଇପାରିଛି...
      ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ହୋଇପାରେ କିନ୍ତୁ ଆମ ଓଡ଼ିଶା ରାଜ୍ୟ ରେ ଯେଉଁ ଭାଷା ପ୍ରଚଳିତ ହେଉଛି ତାକୁ ଆମେ ସମ୍ମାନ ଦେବା କଥା....
      ମୁଁ ମୋ ଓଡ଼ିଶା ରାଜ୍ୟ ଆଉ ଓଡ଼ିଆ ଭାଷା କୁ ଗର୍ବ କରେ.....
      ❤️🙏🏻👑🫡💯

    • @worldtechprojects9181
      @worldtechprojects9181 Před 27 dny +3

      ​​​@@ashutoshbalabantaray1845agar hum sab bharatiya hai hum sab sanskrit bolna chahiye sayad tumhe Kalinga rajya history ko thikse padha Nehi isliye ese bolrahe ho thikse padhkar aao sayad tum 1936 se Odisha ka born hua tumhe pata usse jyada Nehi aur hmm Bharat ko caste religion divide Kara Raha hai naa ki language ye sab caste system band hojana chahiye hum bharatiya hai humara yahan different culture hai jo bharatiya ko ekjut karke rakha hai

    • @ashutoshbalabantaray1845
      @ashutoshbalabantaray1845 Před 27 dny +1

      @@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti

    • @ashutoshbalabantaray1845
      @ashutoshbalabantaray1845 Před 27 dny

      @@worldtechprojects9181 eita bi sata Katha je amaku ama matrubhasa odia Priya but jouta sata seita kahuchi

  • @user-ws9np1vb8s
    @user-ws9np1vb8s Před 29 dny +183

    ବନ୍ଦେ ଉତ୍କଳଜନନୀ ❤ ଯୋଉ ମାନେ ଓଡ଼ିଆ ସେମାନେ ଲାଇକ କରନ୍ତୁ କମେଟ କରନ୍ତୁ

  • @mrutyu816
    @mrutyu816 Před 26 dny +3

    ମଧୁ ବାବୁ, ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ରାଧାନାଥ ରାୟ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁରେନ୍ଦ୍ର ସାଏ,ହରେକୃଷ୍ଣ ମହତାବ ଏମାନେ ସବୁ ଆମ ରାଜ୍ୟ କୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ , ଆମ ଭାଷା କୁ ବଞ୍ଚାଇବା ପାଇଁ ,ଓଡ଼ିଆ ଜାତି କୁ ବଞ୍ଚାଇ ରଖିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏମାନଙ୍କର ଅବଦାନ ମହାନ୍ ଉତ୍କଳ ପାଇଁ କଣ ଥିଲା ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର ।
    ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ଏପରି ଏକ ପ୍ରୟାସ କରିଥିବା ରୁ ।
    ଜୟ ଜଗନ୍ନାଥ , ବନ୍ଦେ ଉତ୍କଳ ଜନନୀ 🙏🏻

  • @subhamsubhajitpradhan173
    @subhamsubhajitpradhan173 Před 27 dny +8

    Ucha heba pain kara jebeasha ucha kara age nija matrubhasa ❤

  • @sameersamy4204
    @sameersamy4204 Před 29 dny +141

    ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବଦାନ କୁ ଭୁଲିଗଲେ କି ଭାଇନା , ଆମର ଅଞ୍ଚଳ ଆନ୍ଧ୍ର ରେ ଥାଆନ୍ତା ଯଦି ମହାରାଜା ନଥାନ୍ତେ ( from ପାରଳାଖେମୁଣ୍ଡି) ଜୟ ଉତ୍କଳ 🚩
    ମୋର ପୂର୍ବ ପୁରୁଷ ଆନ୍ଧ୍ର ରୁ ମୁଁ ମଧ୍ୟ ତେଲୁଗୁ ଜାଣେ, ଆମ ଗ୍ରାମ ରେ ତେଲୁଗୁ ନୋ ଜାଣିଲେ ଚଳି ହେବନି କିନ୍ତୁ ମୁ ସବୁଠି ଓଡ଼ିଆ ରେ କଥା ହୁଏ।

    • @Prahaladadbehera4710
      @Prahaladadbehera4710 Před 29 dny +9

      ଦୟା କରି ଓଡ଼ିଆ ରେ ସମସ୍ତ ଙ୍କୁ ଓଡ଼ିଆ ରେ କଥା କହିବା ଶିଖାନ୍ତୁ

    • @Prahaladadbehera4710
      @Prahaladadbehera4710 Před 29 dny +3

      ଧନ୍ୟବାଦ

    • @sameersamy4204
      @sameersamy4204 Před 29 dny

      @@Prahaladadbehera4710 nischay bhai

    • @rohitmajhi5565
      @rohitmajhi5565 Před 29 dny +2

      ମୁଁ ପାରଳାଖେମୁଣ୍ଡି ର ନିବାସୀ ❤❤❤

    • @namitamandal5573
      @namitamandal5573 Před 27 dny

      Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho

  • @s_b_satya_45
    @s_b_satya_45 Před 28 dny +93

    ଆମେ ଓଡିଆ ଆମ ଭାଷା ଆମ ପାଇଁ ଭାରି ବଢିଆ❤👌
    I love you odisha 🥰
    from Bhadrak ❤
    🙏🙏ଜୟ ଜଗନ୍ନାଥ🙏🙏

  • @prasantamandal-ql2ds
    @prasantamandal-ql2ds Před 27 dny +1

    ଆମେ ଓଡ଼ିଆ ଭାରି ବଢିଆ❤❤ । ଯେଉମାନେ ଓଡ଼ିଆ like କର

  • @PRTswayamjit
    @PRTswayamjit Před 27 dny +2

    Thanks natia comedy. ଏଟା ଆମ ଓଡ଼ିଆ ବାସି ଙ୍କ ପାଇଁ ବଡ଼ ଶିକ୍ଷ୍ୟା

  • @Bhakti.14886
    @Bhakti.14886 Před 29 dny +68

    ଏଇ ଭିଡିଓ ଦେଖିଲା ପରେ ଦେହରେ goosebumps ଆସିଗଲା।ନଟିଆ ଟିମ୍ ଙ୍କୁ ବହୁତ୍ ବହୁତ ଧନ୍ୟବାଦ।

    • @tapaneshmohanty5274
      @tapaneshmohanty5274 Před 29 dny +1

      ଭାଇ ଲୋମ ଟାଙ୍କୁରି ଉଠିଲା କହୁନ ।

  • @AswaniMajhi
    @AswaniMajhi Před 29 dny +142

    ନିଜ ମାତୃଭାଷା କୁ ଭଲ ପାଉଥିଲେ ଗୋଟେ like କର Jay Jagannath

  • @SushilKumar-hm7cz
    @SushilKumar-hm7cz Před 27 dny +2

    ଆମ ମାନଙ୍କର ଗର୍ବ ❤ଆମେ ଓଡିଆ ❤ ଆମ ଭାଷା ବଢିଆ ❤❤ ଜୟ ଜଗନ୍ନାଥ ❤❤

  • @trilochanpatro899
    @trilochanpatro899 Před 27 dny +5

    Bahut Dina pare .. gote khas episode ti dekhibaku Milila ❤❤❤❤

  • @soumyasocialvoicer2873
    @soumyasocialvoicer2873 Před 29 dny +155

    ଓଡ଼ିଆ ଆମ ମାତୃ ଭାଷା।
    ଗୋଟେ ମଜା କଥା ଜାଣିଛ ଯୋଉ ଇଂରେଜ ମାନେ ଆମ ଦେଶ କୁ ଇଂରାଜୀ ଆଣି ଥିଲେ ସେମାନେ ଆମ ଦେଶ ର ସବୁ ରାଜ୍ୟ ର ରାଜା ଙ୍କୁ ହରାଇ ରାଜ୍ୟ ରେ ରେ ରାଜୁତି କରୁଥିଲେ କିନ୍ତୁ
    ଏଇ ଓଡ଼ିଆ ରାଜ୍ୟ କୁ କେବେ ହତିଆର କରି ପାରିନଥିଲେ।
    ସେଇ ପାଇଁ ଆମ ରାଜ୍ୟ ଓଡ଼ିଶା ଓ ଆମ ମାତୃ ଭାଷା ଓଡ଼ିଆ କୁ ସମ୍ମାନ ଦେଇ ❤ ଟେ କରି ଦିଅ
    ❤❤❤❤

    • @geetikrishna788
      @geetikrishna788 Před 28 dny +5

      Bhul.. Odia huchi ama vasa... Ta ame odia hni khiba... Ame English, Hindi jniba... Kintu odia hni khiba...

    • @kishorkumarsahoo7877
      @kishorkumarsahoo7877 Před 28 dny

      ଠିକ୍ କହିଛ ଭଉଣୀ​@@geetikrishna788

    • @kishorkumarsahoo7877
      @kishorkumarsahoo7877 Před 28 dny

      ​@@ashutoshbalabantaray1845ଆମେ ଆମ ରାଷ୍ଟ୍ରଭାଷା କୁ ସମ୍ମାନ ଦଉଛୁ ଏବଂ ଦଉଥିବୁ ମଧ୍ୟ । କିନ୍ତୁ ଆମେ ଯେତେବେଳେ ପ୍ରଥମେ କଥା କହିବା ଶିଖିଲୁ ଆମ ପାଟିରେ ଆମ ମାତୃଭାଷା ଓଡ଼ିଆ ହିଁ ଥିଲା। ଯେତେବେଳେ ଯାଏ କୌଣସି ଦରକାର୍ ନପଢ଼ିଛି ଆମେ ଅନ୍ୟ ଭାଷା କଣ ପାଇଁ ବ୍ୟବହାର କରିବା,ନିଜ ମାତୃଭାଷା କୁ ଛାଡ଼ିକି।ଆମ ପାଇଁ ଆମ ମାତୃଭାଷା ମହାନ୍ । ଜୟ ଓଡ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏

  • @ranjangaming8311
    @ranjangaming8311 Před 29 dny +180

    ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
    ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 😊😊
    ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ବିତ 🤗🤗 ଜୟ ଜଗନ୍ନାଥ

    • @donttalk7499
      @donttalk7499 Před 29 dny +4

      ଭାଇ ସେଇଟା ଅଜ୍ଞାନୀ ନୁହେଁ। ଅଜ୍ଞାନ ହେବ, ଅଜ୍ଞାନ ରହିବ କାଇଁ

    • @ranjangaming8311
      @ranjangaming8311 Před 29 dny +3

      @@donttalk7499 ଆଶା କରେ ମୋ ଲେଖା ରେ କିଛି ତ୍ରୁଟି ରହିପାରେ ମାତ୍ର ମୋତେ କହିପାରିବେ ଅଜ୍ଞାନ ନା ଅଜ୍ଞାନୀ.. ସାଧାରଣ ଭାଷା ରେ ବୁଝିବାକୁ ଗଲେ ଅଜ୍ଞାନ ଯାହା କୌଣସି ଲୋକ ବୁଝାଏନି ବାସ୍ତବ ରେ ଅଜ୍ଞାନୀ ସେମାନେ ଯାହା ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି ଯାହାଙ୍କର ଜ୍ଞାନ ବୋଲି କିଛି ନଥାଏ ସେମାନେ ହେଉଛନ୍ତି ଅଜ୍ଞାନୀ ଆଶା କରେ ମୋ କହିବ କଥା ଆପଣ ବୁଝିପାରୁଥିବେ 🙏🙏

    • @ranjangaming8311
      @ranjangaming8311 Před 29 dny

      @@donttalk7499 ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ସାରର୍ଥ ଅତି ସରଳ ଯାହା ସମ୍ପୂର୍ଣ ବୁଝାଉଛି ଜ୍ଞାନୀ ଆଉ ଅଜ୍ଞାନୀ... ଯୋଉ ମାନଙ୍କ ମନରେ ନିଜ ମାତୃଭୂମି ମାତୃଭାଷା ପ୍ରତି ଭଲ ପାଇବା ଜନ୍ମ ହୋଇନି ଯେଉଁ ମାନେ ନିଜ ମାତୃଭାଷା ର ଗୁରୁତ୍ୱ ଦିଅନ୍ତି ନାହିଁ.. ଯଦି ସେମାନଙ୍କୁ ଆମେ ଜ୍ଞାନୀ ଗଣ ମଣ୍ଡଳୀୟ ଲୋକ ଙ୍କ ସହ ସମାନ କରି ଜ୍ଞାନହୀନ ଲୋକ ଙ୍କୁ ଗଣନା କରିବା ତେବେ ଅଜ୍ଞାନୀ ମାନେ ମୂର୍ଖ ସେମାନେ କୁଆଡେ ଯିବେ ଆଶା କରେ ମୋ ଭୁଲ ଥିଲେ ତ୍ରୁଟି ସୁଧାରିବେ ❤️

    • @donttalk7499
      @donttalk7499 Před 29 dny

      @@ranjangaming8311 ଭାଇ ମୋର କହିବାର ଉଦ୍ଦେଶ୍ୟ ତୁମ କୁ ନିଚ ଦେଖେଇବା ନଥିଲା ମୁ ତୁମ ଲେଖା କୁ ପସନ୍ଦ କରିଥିବାରୁ ଗୋଟେ like ମଧ କରିଛି, କିନ୍ତୁ ଅଜ୍ଞାନ ର ମାନେ ଯେଉଁ ଶିକ୍ଷିତ ଲୋକମାନେ, ମାତୃ ଭାଷା ଜାଣିନଥିବା ଲୋକ ଙ୍କୁ ଜ୍ଞାନୀ ବୋଲି ଭାବୁଛନ୍ତି ସେମନ ଙ୍କ ଅଜ୍ଞତା କୁ ଦର୍ଶାଇବା ପାଇଁ ଅଜ୍ଞାନ ଶବ୍ଦ ର ବ୍ୟବହାର କରିଛନ୍ତି।

    • @RasmitaMurudi
      @RasmitaMurudi Před 29 dny +1

      Satare

  • @anjaanaatma5681
    @anjaanaatma5681 Před 27 dny +2

    ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ,
    ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ ।

  • @bibhutiswain9671
    @bibhutiswain9671 Před 27 dny +2

    Nija matrubhasa ku bala pauchanti like kar❤

  • @Krishnadasbls180
    @Krishnadasbls180 Před 29 dny +69

    କଣ ମାନେ ଯେ ମୂର୍ଖ ମାନେ ହିଁ କେବଳ ଓଡ଼ିଆ କୁହନ୍ତି🙄ଯୋଉ ଜନ୍ମ ମାଟିରେ ଜନ୍ମ ନେଲେ ତାଙ୍କୁହିଁ ଭୁଲିଗଲେ😞ବୁଝେଇତେ ପଡିବ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ🙂😃ଭଗବାନ ଙ୍କୁ କୋଟି କୋଟି ଧନ୍ୟବାଦ ମୋତେ ଏଇ ଭଳି ରାଜ୍ୟରେ ଜନ୍ମ ଦେଇଥିବା ରୁ😇🥰ଜୟ ଜଗନ୍ନାଥ🙏

  • @raghunathrana8821
    @raghunathrana8821 Před 28 dny +43

    ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ । 🙏🙏🙏🙏🙏 ଏ ଗପ ନ ଥିଲା ଏ ସତ ଥିଲା। ଏ ଗପ ମାଧ୍ୟମ ରେ ଓଡ଼ିଶାର ଲୋକ ହୋଇ ଇଗ୍ରାଜୀ କହୁଥିବା ଲୋକମାନଙ୍କୁ ସଚେତନ କରାଗଲା,,👌👌👌 ଆମ ଓଡ଼ିଆ କେତେ ବଢିଆ ,👌👌

  • @rosalinswain715
    @rosalinswain715 Před 26 dny +1

    Odisha wale like kare ❤❤❤nija matrubhasa pain

  • @user-su1sz8tj8v
    @user-su1sz8tj8v Před 27 dny +1

    ବହୁତ ଭଲ ଲାଗିଲା ଏମିତି ଆମେ ଆମ ଓଡ଼ିଶା କୁ ଓ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ପାଇବା ❤❤❤❤

  • @Soubhagyasahu-er3sg
    @Soubhagyasahu-er3sg Před 28 dny +101

    ଯଉ ଯଉ ମାନେ ମାତୃଭାଷା ଓଡ଼ିଆ କୁ ଭଲ ପାଉଥିଲେ ଗୋଟିଏ like ❤ ନିଶ୍ଚିତ କରିବେ

    • @foreverrs4377
      @foreverrs4377 Před 25 dny

      Like ra odia aga lekhe doudi asila dekhei habaku

  • @mohannayak6168
    @mohannayak6168 Před 29 dny +25

    ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଏକ ସୁନ୍ଦର ପ୍ରୟାସ
    🙏 ଧନ୍ୟବାଦ 🙏

  • @Bulbul310
    @Bulbul310 Před 25 dny +8

    RCB fans like kara

  • @gitanjalibal8759
    @gitanjalibal8759 Před 27 dny +3

    English is important for us but !! England, Americans, korean, sabu Hindi au Odia language sikhuchnti .... We just proud for our us as odia I love my Odisha (sorry for this English typing) ବନ୍ଦେ ଉତ୍କଳ ଜନନୀ !! 💜✨

  • @manojbabu6690
    @manojbabu6690 Před 29 dny +34

    ଖୁବ ସୁନ୍ଦର ଭିଡ଼ିଓ👈🙏ବନ୍ଦେ ଉତ୍କଳ ଜନନୀ🙏ଆଉ ମୁଁ ବି ସବୁକଥା ଓଡ଼ିଆରେ କୁହେ ଏବଂ ଆମ ଘର ପାଖ କମ୍ଫାନୀ ରେ କିଛି ଓଡ଼ିଆ ଜାଣିନଥିବା ବାହାର ଲୋକ କାମ କରନ୍ତି ତାଙ୍କୁବି ଓଡ଼ିଆ ଶିଖେଇ ସାରିଲିନେ😀😂

  • @ashucredit2004
    @ashucredit2004 Před 28 dny +60

    ଆମେ ବାଲେଶ୍ୱରିଆ ଆମ ଓଡ଼ିଆ ଭାଷା ଭାରି ବଢିଆ। ବାଲେଶ୍ଵରିଆ ବସୀ ଟିକେ like ହଉ ❤

  • @parthoopics570
    @parthoopics570 Před 14 dny

    Goosebumps everywhere........ 8:46 ❤❤
    ବନ୍ଦେ ଉତ୍କଳ ଜନନୀ 🙏🏿

  • @user-wv3qt9yq8u
    @user-wv3qt9yq8u Před 25 dny +1

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ମହତ୍ୱପୂର୍ଣ୍ଣ ଶିକ୍ଷ୍ୟା ଦେଉଥିବାରୁ

  • @4PM384
    @4PM384 Před 29 dny +33

    ରାଜନୀତି ସମୟରେ ଏଇ ଭିଡିଓ ବହୁତ୍ ମାତ୍ରା ରେ କମ ଦେବ । ଆମ ଓଡ଼ିଶା ବାସୀ ପାଇ । ଏହା ଏକ ଭଲ ପ୍ରୟାସ କରିଛନ୍ତି । Thank u ଉତ୍କଳ କାର୍ଟୁନ୍ youtub channel । ଉତ୍କଳ ନାମ ରହି ବହୁତ୍ ଭଲ କରିଛନ୍ତି ।

  • @bishnupriyanayak2787
    @bishnupriyanayak2787 Před 29 dny +20

    ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ ସେଥିପାଇଁ ମୁଁ ଓଡ଼ିଆ ଭାରି ବଢିଆ ❤🎉🎊🥳

  • @deeptijani735
    @deeptijani735 Před 24 dny

    ବନ୍ଦେ ଉତ୍କଳ ଜନନୀ ❤🙏🏻 ଜୟ ଜଗନ୍ନାଥ ❤🙏🏻 ଜୟ ଓଡ଼ିଶା ❤ ଜୟ ଓଡ଼ିଆ ଓ ଓଡ଼ିଆ ଭାଷା ❤😊

  • @SnehalataMohapatra-ls5el
    @SnehalataMohapatra-ls5el Před 26 dny +1

    Odisha upare gotie sundara sikhya dei chanti ,thanks utkal cartoon world

  • @AlokBhoi-ke4qt
    @AlokBhoi-ke4qt Před 28 dny +58

    ଜୟ ଭାରତ 🇮🇳 ଜୟ ମାତୃଭୂମି ❤️🇮🇳 ଜେଉ ମାନେ ମାତୃଭାଷା କୁ ସମ୍ମାନ କର ସେଇ ମାନେ ଲାଇକ କର🙏 ❤❤❤❤❤❤

  • @rajabagha6523
    @rajabagha6523 Před 29 dny +74

    ମଣିଷ ଏ ପୃଥିବୀ ପୁଷ୍ଟ ରେ ଯେମିତି ଚଲିବା ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ରିହାତି ଆବଶ୍ୟକ ସେମିତି ଆମ ଭାଷା ମଧ୍ୟ ଆବଶ୍ୟକ ❤❤

  • @laxminarayanodisha559
    @laxminarayanodisha559 Před 17 dny +1

    ଜୟ ଓଡ଼ିଶା ❤ ଜୟ ଜଗନ୍ନାଥ ❤🥹🥹🥹

  • @ipsitagiri4058
    @ipsitagiri4058 Před 27 dny +1

    ଜୟ ଜଗନ୍ନାଥ ❤ ଖୁବ ସୁନ୍ଦର 😊

  • @kalyaniswain1941
    @kalyaniswain1941 Před 29 dny +22

    ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର ଉପଦେଶ ଓଡ଼ିଆ ଭାଷା ଉପରେ ଧନ୍ୟବାଦ୍ ❤

  • @ashutoshmahapatra574
    @ashutoshmahapatra574 Před 28 dny +9

    ମଧୁବାବୁଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ... 🎉❤🎉

  • @biswaranjansha2929
    @biswaranjansha2929 Před 22 dny

    ବୋହୁତ ହୃୟସ୍ପର୍ଶୀ ଧନ୍ୟବାଦ୍ ଉତ୍କଳ ୱାଲ୍ଡ
    ବନ୍ଦେ ଉତ୍କଳ ଜନନୀ 🙏🙏🙏🙏🙏

  • @bhagyalaxmisahoo6719
    @bhagyalaxmisahoo6719 Před 27 dny

    Very heart touching episode 😢😢😢😢mu odia bhari badhia vande Utkala janani🙏

  • @DJRAKESHNAYAK99
    @DJRAKESHNAYAK99 Před 29 dny +109

    ଓପି କାଟୁନ ❤️❤️❤️❤️❤️❤️❤️❤️❤️ ନଟିଆ କୁ ଯିଏ ଭଲ ପାଓ ସି ଏ ଲାକି କର ❤️

  • @pragatikabisoyi2263
    @pragatikabisoyi2263 Před 29 dny +84

    ମାତୃ ଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ । ❤️🙏👍

    • @lokanathnayak3710
      @lokanathnayak3710 Před 29 dny

      Agyani boli kaunasi sabda nathae " agyana '' kuhajae...dhanyabad...❤

    • @Humanity299
      @Humanity299 Před 29 dny

      କାହିଁ ପରେ ପ୍ରଶ୍ନ ବାଚକ ଚିହ୍ନ (?)

    • @mamatamuduli8040
      @mamatamuduli8040 Před 29 dny

      FC

  • @srikantapradhan7314
    @srikantapradhan7314 Před 22 dny +1

    Apananku bahuta dhanyabad I love odia bhasa❤❤❤❤❤❤
    👃👃👃👃

  • @SibaHira-143
    @SibaHira-143 Před 27 dny

    କେଉଁ କେଉଁ ମାନଙ୍କୁ ଏହି ଗୀତକୁ ଶୁଣି heart touching ହେଇଚି।

  • @pujavlogs01
    @pujavlogs01 Před 29 dny +34

    ଆମ ମାତୃ ଭାଷା ଓଡ଼ିଆ ,ଶୁଣିବାକୁ ଯେତେ ମଧୁର ,ଲେଖିବାକୁ ଯେତେ ସୁନ୍ଦର, ଅନ୍ୟ ଏକ ପରିଚୟ ଆମ ଗୌରବର, ବିଦେଶୀ ଭାଷା ପାଈଁ ମାତୃ ଭାଷା ଅଧୁନା ଦୁର୍ବଳ ହେବାକୁ ଲାଗୁଚି , ଯାହା ଓଡ଼ିଆ ଙ୍କ ପାଈଁ ଦୁଃଖର ବିଷୟ ।
    ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ channel ଏତେ ସୁନ୍ଦର ଭିଡିଓ ମାତୃଭାଷା କୁ ନେଇ କରିଥିବାରୁ।❤️

  • @Kabirnayak054
    @Kabirnayak054 Před 29 dny +94

    Jie comments like koriba taro maa bopa nku bhagawan 100 years khushi re rokhontu❤😊😊😊

    • @Prahaladadbehera4710
      @Prahaladadbehera4710 Před 29 dny +1

      ଦୟା କରି ଓଡ଼ିଆ ରେ କମେଣ୍ଟ କରନ୍ତୁ

  • @siba7591
    @siba7591 Před 22 dny +3

    ନିଜ ମାତୃ ଭାଷା ଓ ମାତୃଭୂମି ଉତ୍କଳ କିଏ ଭଲ ପାଅ 😢

  • @sipunvideoworld8335
    @sipunvideoworld8335 Před 14 dny

    ଏତେଦିନ ପରେ ଗୋଟେ ସୁନ୍ଦର ଅଧ୍ୟାୟ ଦେଖିବାକୁ ମିଳିଲା ଏବଂ ଓଡ଼ିଆ ସମାଜକୁ ଏକ ପ୍ରେରଣାତ୍ମକ ବାର୍ତ୍ତା ମିଳିଲା...ଓଡିଆ ମାତୃଭାଷାର ସମୃଦ୍ଧି ଦିଗରେ ଏହି ଅଧ୍ୟାୟ ଏକ ସୁନ୍ଦର ପଦକ୍ଷେପ।

  • @Ranjanmallick1999-tr1ih
    @Ranjanmallick1999-tr1ih Před 29 dny +15

    ମାତୃଭାଷା ରେ ଅଧିକରୁ ଅଧିକ କଥାବାର୍ତ୍ତା ହେବା ଦରକାର, ଏହା ଦ୍ବାରା ଆମ ଓଡ଼ିଶା ଏବଂ ତାର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ପାରିବା।

    • @amulyabishoyi70
      @amulyabishoyi70 Před 29 dny +3

      ଆମ ମାତୃଭାଷା ଓଡ଼ିଆ

  • @rakeshgoutam217
    @rakeshgoutam217 Před 29 dny +12

    ଉଚ୍ଚ ହେବା ପାଇଁ ଯେବେ କର ଆଶା
    ଉଚ୍ଚ କର ଆଗେ ନିଜ ମାତୃଭାଷା
    ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ଗିତ ❤
    ବନ୍ଦେ ଉତ୍କଳ ଜନନୀ
    ❤❤❤❤❤❤❤❤❤❤❤❤❤

  • @maanumaanu5478
    @maanumaanu5478 Před 27 dny

    ଅତ୍ୟନ୍ତ ହୃଦସ୍ପର୍ଶୀ କାହାଣୀଟିଏ ❤ ମନକୁ ଛୁଇଁ ଗଲା

  • @Bkpstatus-ri5km
    @Bkpstatus-ri5km Před 23 dny +1

    ଆମ ମାତୃଭାଷା କୁ ଆମେ ବଜ୍ଞାଇ ରଖିବା ଦରକାର ❤❤❤

  • @sabitripalaur5315
    @sabitripalaur5315 Před 29 dny +4

    ଜୟ ଜଗନ୍ନାଥ 🙏 ଧନ୍ୟବାଦ୍ ମୋ ଭାଷା ଓଡ଼ିଆ ମୁଁ ଓଡ଼ିଆ ❤❤

  • @ashokkumarsahoo7707
    @ashokkumarsahoo7707 Před 29 dny +18

    ବହୁତ ସୁନ୍ଦର ଓ ଶିକ୍ଷଣୀୟ ଏହି କମେଡି ଧାରାବାହିକଟି ପ୍ରସ୍ତୁତ କରିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା। ଉତ୍କଳ ଗୌରବ ମଧୁ ବାବୁଙ୍କ ସେହି ଉକ୍ତିଟି ମନେପଡେ ମାତୃଭାଷା ମାତୃଭୂମି ଯା'ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା,ଅଜ୍ଞାନି ରହିବେ କାହିଁ।

  • @subhankar585
    @subhankar585 Před 27 dny +1

    ଆମେ ଓଡ଼ିଆ ଭାରି ବଡିଆ ଜୟଜଗନ୍ନାଥ

  • @smileplease9679
    @smileplease9679 Před 22 dny

    ବହୁତ ଦିନ ପରେ ଏତେ ସୁନ୍ଦର ଗୋଟେ ଅଭିନୟ ର କଳା ଦେଖିବାକୁ ମିଳିଲା। ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ।

  • @user-hi5zj3zf3t
    @user-hi5zj3zf3t Před 29 dny +40

    Odisha Rajya pain Bahut badhiya Barta.Bahut khusi lagila 💯💯💯

  • @gourirana8159
    @gourirana8159 Před 28 dny +5

    ସବୁ ଅଧ୍ୟାୟ ଠାରୁ ଏହି ଅଧ୍ୟାୟଟି ବହୁତ ଭଲ ହୋଇଛି। ଆପଣମାନଙ୍କ ପ୍ରଚେଷ୍ଟା ପାଇଁ ଅଶେଷ ଅଶେଷ ଧନ୍ୟବାଦ ।
    ବନ୍ଦେ ଉତ୍କଳଜନନୀ

  • @Rynox_ff
    @Rynox_ff Před 19 dny +1

    ଗର୍ବରେ କହୁଚି ମୁଁ ଓଡ଼ିଆ ❤

  • @ChinuMahanta-vk8zu
    @ChinuMahanta-vk8zu Před 14 dny

    ଗୀତ ଟା ବଢିଆ ହେଇଛି ମାତୃଭାଷା ପାଇଁ❤️❤️❤️❤️🥰🥰🥰

  • @a.r.anwesha1232
    @a.r.anwesha1232 Před 29 dny +18

    ଅତି ସୁନ୍ଦର ଉପସ୍ଥାପନା।।ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଭାଷା କୁ ମାରିଦେବା ପାଇଁ ଅନେକ ଅପଚେଷ୍ଟା ଚାଲିଛି।ଯାହା ଗାଁ ମାନଙ୍କରେ ଓଡ଼ିଆ ଭାଷା ବଞ୍ଚିକି ଅଛି ସହରରେ ଖାଲି ଇଂଲିଶ।।ଯଦି ଓଡ଼ିଆ ଭାଷା ତାର ଅସ୍ତିତ୍ବ ହରାଉଛି କେବଳ ଆମ ଓଡ଼ିଆ ମାନଙ୍କ ପାଇଁ ।।ଆମେ ନିଜେ ହିଁ ଆମ ଭାଷା କୁ ଇଂରାଜୀ ଠାରୁ ନୀଚ ଭାବୁଚେ ।😢😢

  • @siprabehera9475
    @siprabehera9475 Před 29 dny +17

    ବହୁତ୍ ଭଲ କାହାଣୀ ଟିଏ। ଆମ ମାତୃ ଭାଷା ଉପରେ❤ ବନ୍ଦେଉତ୍କଳ ଜନନୀ । ଜୟ ଜଗନ୍ନାଥ 🙏🙏

  • @birusen7736
    @birusen7736 Před 10 dny

    ବହୁତ ସୁନ୍ଦର ସନ୍ଦେଶ ଧନ୍ୟବାଦ ଉତ୍କଳ କାର୍ଟୁନ୍ ❤❤❤🎉🎉🎉

  • @Doctor__aim__parbati
    @Doctor__aim__parbati Před 27 dny +1

    Ame odia ama bhasha badhia 🥰🥰🥰☺️☺️☺️💫💫💫💫♥️♥️♥️♥️🔥🔥🔥🔥🔥jay Jagannath 🙏💫♥️🚩🚩

  • @jeetprasadrout8097
    @jeetprasadrout8097 Před 28 dny +27

    ବନ୍ଦେ ଉତ୍କଳ ଜନନୀ 🙏🏻 ବନ୍ଦେ ମୋ ଓଡ଼ିଆ, ବନ୍ଦେ ମୋ ଉତ୍କଳ ,,,,,,,,,,😊❤

  • @Madhaba_Dora
    @Madhaba_Dora Před 29 dny +44

    ମନୁଷ୍ୟ ଏହି ପୃଥିବୀ ପୃଷ୍ଠରେ ଯେମିତି ଚଳିବା ପାଇଁ ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ ଏକାନ୍ତ ଆବଶ୍ୟକ, ସେମିତି ଆମ ଭାଷା ମଧ୍ୟ ସେତିକି ଆବଶ୍ୟକ ! ଉଚ୍ଚ ହେବାପାଇଁ କର ଯେବେ ଆଶା , ଉଚ୍ଚ କର ଆଗ ନିଜ ମାତୃଭାଷା ❤🙏

    • @Abhijeet_Panda
      @Abhijeet_Panda Před 29 dny +1

      ତୁ ପରା ନିଜେ comment ରେ ହିନ୍ଦୀ ଆଉ English add କରୁଚୁ ଶଳା 😡😡

    • @Madhaba_Dora
      @Madhaba_Dora Před 29 dny +1

      @@Abhijeet_Panda mg

    • @Abhijeet_Panda
      @Abhijeet_Panda Před 29 dny +1

      @@Madhaba_Dora kn kire mgh ଶୋଧୁଚୁ.. ଶୁଣୁ ମୁଁ ସେଇ ପିଲା ଯିଏ ଉତ୍କଳ sir ଙ୍କୁ request କରିଥିଲା ନନ୍ଦନକାନନ episode Kariba pain... ଆଉ mgh tu ଗୋଟେ bedha chhua te bujhilu

    • @Madhaba_Dora
      @Madhaba_Dora Před 28 dny +1

      @@Abhijeet_Panda Kia aga sodila kahuna

    • @sushantdas7525
      @sushantdas7525 Před 28 dny +1

      Right

  • @bipinpradhan-3638
    @bipinpradhan-3638 Před 24 dny

    ସବୁ ଠାରୁ ବେଶି ସୁନ୍ଦର ଆମ ଓଡ଼ିଆ ଭାଷା ❤❤❤

  • @parabatikasta
    @parabatikasta Před 21 dnem +1

    Odia English
    👇 👇
    Like comment

  • @subhadra_123
    @subhadra_123 Před 29 dny +57

    ଯେଉଁମାନେ ଆମ ମାତ୍ରୁଭାଷା କୁ ଭଲପାଆନ୍ତି ଜଣାନ୍ତୁ👍 ଜୟ ଜଗନ୍ନାଥ🙏❤ଆମେ ଓଡିଆ ଭାରି ବଢିଆ❤

  • @Om_Bm
    @Om_Bm Před 29 dny +34

    ବଢ଼ିଆ ହେଇଚି। ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ଅନ୍ୟ ମହାପୁରୁଷ ମାନଙ୍କ ଜୀବନୀ ଉପରେ ବି ବନାଇବାକୁ ଅନୁରୋଧ🙏

  • @rachnabehera7423
    @rachnabehera7423 Před 26 dny

    ସତରେ ବହୁତ୍ ହୃଦୟସ୍ପର୍ଶୀ episode thila 😢😢

  • @jcb-lover898
    @jcb-lover898 Před 26 dny +1

    ବନ୍ଦେ ଉତ୍କଳ ଜନନୀ 🚩❤