ଆଜି(04-08-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Sdílet
Vložit
  • čas přidán 8. 09. 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    CZcams: bit.ly/3KAQeyD
    Twitter: bit.ly/38JpX3U
    #mangalaalati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Komentáře • 513

  • @ThinkAboutStudy
    @ThinkAboutStudy Před měsícem +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @gullu7961
    @gullu7961 Před měsícem +1

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @dasmadhu1970
    @dasmadhu1970 Před měsícem +1

    Jay prabhu balabhadra jay maa subhadra jay prabhu jagannath jay prabhu sudarasan

  • @arpitasahooalati346
    @arpitasahooalati346 Před měsícem +2

    Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu

  • @namitabiswal-go7vt
    @namitabiswal-go7vt Před měsícem +1

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ହରି ହରି ବୋଲ 🙏🙏

  • @namitabiswal-go7vt
    @namitabiswal-go7vt Před měsícem +2

    ଲକ୍ଷୈ ଜଳଧିର ଜଳରେ ନ ବୁଡେ🙏 ସେ ବିଶ୍ୱ ରୂପ ତାର 🙏ଗୋଟିଏ ଭକତର ଟୋପାଏ ଲୁହରେ🙏 ହୁଏ ଓଦା ସରସର 🙏ସିଏ ମୋ କଳା ଠାକୁର 🙏😭🙏ରାଜା ହେଉ ମନ୍ତ୍ରୀ ହେଉ ହେଉ କୋଟି ପତି 🙏ତୋ ଦୁଆର ନ ଆସିଲେ ନାହିଁ ଅନ୍ୟ ଗତି 🙏🙏

  • @DamayantiPatra-n3j
    @DamayantiPatra-n3j Před měsícem +1

    🧿‼️🧿🌺🏵️💮 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🌺🏵️💮🌼🛐🛐🛐🛐🛐🛐🛐🛐🛐🛐🛐🛐🛐🛐

  • @susantakumarsethy4194
    @susantakumarsethy4194 Před měsícem

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ କୋଟି କୋଟି ପ୍ରଣାମ 🙏🏻 🙏🏻🙏🏻🙏🏻ସମର୍ପିତ 🙏🏻⭕️‼️⭕️🙏🏻

  • @pratapkupradhan8480
    @pratapkupradhan8480 Před měsícem

    ହେ ମହାବାହୁ ଏଇ ଦୁଃଖୀ କୁ ଉଦ୍ଧାର କର ପ୍ରଭୁ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏

  • @Renuka-Barik
    @Renuka-Barik Před měsícem +7

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🙏🙏🙏🙏

  • @asamanjasinhabarma946
    @asamanjasinhabarma946 Před měsícem +1

    জয় জয় জগন্নাথ মহাপ্রভু শ্রীচরণে প্রণাম 🙏❤️🙏❤️🙏❤️🙏❤️🙏❤️🙏❤️🙏❤️

  • @btsismylife9756
    @btsismylife9756 Před měsícem

    Jay Jagannath 🙏🙏🙏🙏🙏🙏🙏🙏........ Jay Shree Patitapaawana 🙏🙏🙏🙏🙏🙏🙏🙏........

  • @UrbasiBhue
    @UrbasiBhue Před měsícem +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @sachinpradhan7498
    @sachinpradhan7498 Před měsícem +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @prabhatsahoo8461
    @prabhatsahoo8461 Před měsícem

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏👏👏👏🌹🌹🌹

  • @babitapanigrahi528
    @babitapanigrahi528 Před měsícem

    ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ
    ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ

  • @balabasatu2884
    @balabasatu2884 Před měsícem

    ଜୟ, ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🌼🌿🙏🙏🙏🙏🙏🙏🙏

  • @bibekanandamallick8420
    @bibekanandamallick8420 Před měsícem

    ⭕‼️⭕
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙌💓🙌💓🙌💓🙌💓🙌💓🙌💓🙌

  • @Satyapriya.Das1
    @Satyapriya.Das1 Před měsícem +22

    ଓଁ ନମୋ,,, ମହାପ୍ରଭୁ ଶ୍ରୀ ପତିତପାବନ ନାରାୟଣ ଙ୍କର ପବିତ୍ର ଦିବ୍ୟ ମଙ୍ଗଳ ଆଳତୀ ଙ୍କୁ ଏ ଅଧମା ର ଅନନ୍ତ କୋଟି ଭକ୍ତିଭରା ଭୂମିଷ୍ଠ ପ୍ରଣାମ 🛐🛐🛐 ତୁମ ମଙ୍ଗଳ ଆଳତୀ ର ଅଗ୍ନିଶୀଖାରେ ମୋ ଦେହମନର ସବୁ ଅପବିତ୍ରତା କୁ ଜାଳିଦିଅ ପ୍ରଭୁ 🛐 ସାରା ବିଶ୍ବରେ ତୁମ ଆଶିର୍ବାଦ ବର୍ଷା ହୋଇ ଝରିପଡୁ ମହାବାହୁ 🛐 ଏତିକି ପ୍ରାର୍ଥନା ଏ ଦୁଃଖିନୀ ର,,,🛐🛐🛐

  • @nabaghanagouda-dj8zm
    @nabaghanagouda-dj8zm Před měsícem

    Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami

  • @sipramohanty1814
    @sipramohanty1814 Před měsícem

    Omm jay jagannath 🙏💐🙏omm jay suvadra maa 🙏💐🙏omm jay balabhadra 🙏💐🙏omm jay sudarshan 🙏💐🙏

  • @user-lk5uw8pt8v
    @user-lk5uw8pt8v Před měsícem

    ଓମ ନମଃ ଭଗବତେ ବାସୁଦେବାୟ,,,,, ମାହା ପ୍ରଭୁ ଙ୍କ ପବିତ୍ର ଦିବ୍ୟ ଆଳତି କୁ ଅଧମ ର ଅନନ୍ତ କୋଟି ପ୍ରଣାମ,,,,, 🪔🛐🪔🛐🪔🛐🪔🛐🪔🛐🪔🪔🛐🪔🪔🛐🪔🪔

  • @krushnachsahoo6932
    @krushnachsahoo6932 Před měsícem +1

    Jay shree Jagannatha ⚫❗⚫ Mahaparabhu 🙏🏻

  • @ChaitanyaRana-tc3vw
    @ChaitanyaRana-tc3vw Před měsícem

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ସର୍ବ ସଂସାର କଲ୍ୟାଣ କର ପ୍ରଭୁ ❤❤❤❤❤❤❤❤❤❤

  • @diptirekhanath8323
    @diptirekhanath8323 Před měsícem

    Hey pravu Shree Jagannath 🕉️❤️🕉️🙏🕉️❤️🕉️

  • @prabhanshubag6586
    @prabhanshubag6586 Před měsícem +1

    🙏⭕❗⭕🦚🪔🕉🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ🙏
    🙏ରେ କୋଠ ଭୋଗି ମୁଁତ ବଡ ଦାଣ୍ଡର ଯୋଗୀ ଟଙ୍କ ତୋରାଣୀ ରେ ମନ ବଳେଇଛି ଟିକିଏ ରଖିଛି ତୋରି ପାଇଁ🙏
    🙏ହେ ମହାବାହୁ🙏ହେ ଚକାଡୋଳ🙏ହେ ଚକାଆଖି🙏ହେ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏⭕❗⭕🕉🪔🦚🙏

  • @bijayalaxmibehera6627
    @bijayalaxmibehera6627 Před měsícem +1

    🌹🌹🌹🌹🌹🌹🌹🌹🌹Jay sree jagannath 🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @dipunmama9616
    @dipunmama9616 Před měsícem

    ଶ୍ରୀ ମନ୍ଦ ନାରାୟଣ ନାରାୟଣ ନାରାୟଣ ମୋ କାଳିଆ ଠାକୁର ଆଜି ଏଇ ମଙ୍ଗଳ ଆଳତି ରେ ଏଇ ସାରା ପୃଥିବୀ ମଙ୍ଗଳ ମୟ ହେଉ ସମସ୍ତଙ୍କୁ ହସ ଆଉ ଖୁସି ରେ ରଖନ୍ତୁ ମୋ ପ୍ରଭୁ ଜଗନ୍ନାଥ ତୁମ ପାଦତଳେ ମୋର ସତ କୁଟୀ ପ୍ରଣାମ 🙏🙏🙏😭🌹❤

  • @sanjaynayak6059
    @sanjaynayak6059 Před měsícem +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏

  • @ghanasyamnimalu1193
    @ghanasyamnimalu1193 Před měsícem

    ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @namitabiswal-go7vt
    @namitabiswal-go7vt Před měsícem +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏

  • @gouttammunda412
    @gouttammunda412 Před měsícem

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤

  • @narendravyas3704
    @narendravyas3704 Před měsícem

    Jay Jagannath Ji!
    Jay Subhadra Maiyaji!
    Jay Balramji!
    Jay Jay Jay Jagannath Ji Mahaprabhuji!
    Koti Koti Dandvat Pranams to their Lordships!

  • @user-gg6zn2zf7t
    @user-gg6zn2zf7t Před měsícem

    Jay jagarnatha 🙏 Jay jagarnatha 🙏 Jay jagarnatha 🙏 Radhe shayam 🙏 Radha Krishna 🙏

  • @prasantasahoo8363
    @prasantasahoo8363 Před měsícem

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ଭବତୁମେ ଭବତୁମେ, ଜୟ ଜଗନ୍ନାଥ 🙏🙏🙏

  • @rudraswain7020
    @rudraswain7020 Před měsícem

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସକାଳ ର କୋଟି କୋଟି ପ୍ରଣାମ ଘେନତୁ ମୋହର ପ୍ରଭୁ ଶ୍ରୀ କଳା ଠାକୁର ମୋ ରୋଗ କୁ ଭଲ କରି ଦେରେ କାଳିଆ ସାଆନ୍ତ ⚫❗⚫🙏🏻🙏🏻🙏🏻

  • @bhagyabatigantayat297
    @bhagyabatigantayat297 Před měsícem

    ଶୁଭାସକଳ ମଣିମା ⭕‼️⭕🙏♥️🙏♥️🙏♥️ଜୟ ଶ୍ରୀ ଜଗନ୍ନାଥ

  • @mkparida8488
    @mkparida8488 Před měsícem +10

    ଜୟ ଜୟ ଶ୍ରୀ ଜଗନ୍ନାଥ ❤❤❤

  • @BasantaSahu-et9kc
    @BasantaSahu-et9kc Před měsícem

    Om namo Patitapabana Narayananku Alatinku koti koti pranaam🙏🙏🙏🙏

  • @saiSai-fd7xk
    @saiSai-fd7xk Před měsícem

    Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏

  • @somanathdas686
    @somanathdas686 Před měsícem

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @parthasarathibarik633
    @parthasarathibarik633 Před měsícem +1

    Omm jay shree hari
    Omm namaha vagabate basu debaya namaha

  • @sahadevpanada9572
    @sahadevpanada9572 Před měsícem +1

    Jay Shree Jagannath mahaprabhu apke Saran me koti koti pranam prabu Bhagwan 🙏🕉️🐚🌼🌺🌸🌼💮🌸🏵️🌼🌸💮🪔🍎🍊

  • @geetanjaliacharya6079
    @geetanjaliacharya6079 Před měsícem

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @baidyanathjana5675
    @baidyanathjana5675 Před měsícem

    Joy jaganath Swami nayan patha gami Bhavotomay 🙏 Hari Bolo Hari Hari Bolo 🙏🌸🌹💐🌼🌼🌺🌹💐🙏🙏🙏🙏

  • @damayantidas5308
    @damayantidas5308 Před měsícem

    ❤❤❤❤❤❤❤❤❤❤❤❤❤❤❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା। ମଣିମା ଏ ଭବସାଗରର ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ❤❤❤❤❤

  • @smrutiranjan6652
    @smrutiranjan6652 Před měsícem

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି 🙏🙏🙏❤

  • @SimranSingh-qe2iy
    @SimranSingh-qe2iy Před měsícem +1

    Jai jagannath ❤️💞🥹🤗🥰😍😊😇🤩😘🌟🌿🌷🌸🪷🌈🌱☺️🙏✨🪻🌾

  • @Pratapkumarmaharana2518
    @Pratapkumarmaharana2518 Před měsícem

    ହେ କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @basudebabhoi4882
    @basudebabhoi4882 Před měsícem

    ମହାପ୍ରଭୁ କାଳିଆ ସାଆନ୍ତେ ଆପଣଙ୍କର କୃପା ଦୃଷ୍ଟି ସବୁବେଳେ ରଖିଥାନ୍ତୁ,,,,,

  • @nirmal..132
    @nirmal..132 Před měsícem

    🌼🙏🌼জয় জগন্নাথ মহাপ্রভু 🌼🙏🌼

  • @jagnyanarayanbishoyi2160
    @jagnyanarayanbishoyi2160 Před měsícem +1

    Shree hari

  • @Kanhu479
    @Kanhu479 Před měsícem

    ହେ ମହାବାହୁ ଏ ଦୁନିଆରେ ଯେତେ ଦୁଃଖ, ଯେତେ କଷ୍ଟ ସବୁ ମୋତେ ଦେଇଦିଅ 🙏କିନ୍ତୁ ମୋ ଫୁଲେଇ bayani❤️କୁ ବହୁତ ଖୁସିରେ ରଖିବ 🙏

  • @dkbchannel9992
    @dkbchannel9992 Před měsícem

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @user-uf8ef6zf3r
    @user-uf8ef6zf3r Před měsícem

    🚩ପ୍ରଭୁ ପତିତପାବନ ଆପଣ ଙ୍କ ପାଦ 🪷ରେ କୋଟି 💕🌹👏👏👏👏

  • @KhageswarbhoiKhageswarbhoi
    @KhageswarbhoiKhageswarbhoi Před měsícem

    Jay shree jagannatha suammi maha pravu rakhya cara mate jay shree jagannatha suammi maha pravu rakhya cara mate 🪷🪷🪷🙏🙏🙏🚩🚩🚩🪔🪔

  • @Sonusonu-vn4ng
    @Sonusonu-vn4ng Před měsícem +1

    Jay jagganatha

  • @mamatasatpathy9018
    @mamatasatpathy9018 Před měsícem

    ଜୟ ଜୟ ଦେବ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟ ନନ୍ଦ ହରେ କୃଷ୍ଣ ହରେ କୃଷ୍ଣ ଶ୍ରୀ ରାଧା ଗୋବିନ୍ଦ ପ୍ରଭୁ ନୀଳାଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ବଳଭଦ୍ର ସୁଭଦ୍ରା ମାତା ଜଗନ୍ନାଥ ୟତ୍ତେ ନମଃ ନମଃ ପ୍ରଭୁ ଆପଣ ହିଁ ଶାହା ଭାରସା ମହାବାହୁ ଆପଣ ଙ୍କ ଶ୍ରୀ ଚରଣ ତଳେ ଆପଣ ଙ୍କ ସନ୍ତାନ ମାନଙ୍କୁ ଆଶ୍ରିତ ଦେବେ ମହାବାହୁ ଅତିକ ଅଧୀନର ବିନମ୍ର ପାର୍ଥନା 👏🤲ସର୍ବେ ଭାବନ୍ତୁ ସୌଖୀନ ସର୍ବେ ଭାବନ୍ତୁ ନିରାମୟ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କ୍ଵଚିତ୍ ଦୁଃଖ ବା ଭାବେ 👏👏👏👏🌷🌷🌷🌷🌷🌷

  • @priyanka_choco6674
    @priyanka_choco6674 Před měsícem

    Jay jaganath mahaprabhu tk Dori lagei dio mo Swami ku pass kori dio ❤️🙏

  • @user-hd6gw9qv1b
    @user-hd6gw9qv1b Před měsícem +1

    Jay Jagannath Swami nayano patho gami bhabo tume bhabo tume 🙏🌺🪔🌺🙏

  • @sabitasahu8843
    @sabitasahu8843 Před měsícem +1

    Jay jagannath mahapravu rakhya karantu

  • @miradash1164
    @miradash1164 Před měsícem

    🙏🌺 om Jaya baladeba jaya jagannath jaya subhadra maa Jaya shree sitaram jaya shree radhe Krishna Jaya shree Laxmi narayanna jaya shree nursingha bhagaban jaya shree sudarsana Jaya shree hanuman om kesabm madhabm murali giridhari gapal hare krusnha hare krusnha krusnha krusnha hare hare hare ram hare ram ram ram hare hare Jaya jagannath 🌺🙏

  • @SaidivakarPanda
    @SaidivakarPanda Před měsícem

    🙏🏻🌹🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🙌🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌹🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🙌🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌹🙏🏻 ଜୟ ମାଁ ମହାଲକ୍ଷ୍ମୀ🙏🏻🛕🙏🏻 ହେ ମହାପ୍ରଭୁ ତୁମ ଚରଣ କମଳ ରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା🙏🏻🙌🙏🏻ଜୟ ପତିତପାବନ ନାରାୟଣ ତୁମ ପାଦ ପଦ୍ମ ରେ ସମର୍ପିତ ପ୍ରଭୁ 🛐🛐🛐 ମୋ ମହାପ୍ରଭୁ🛐🛐🛐 ମୋ କାଳିଆ ସାଆନ୍ତ 🛐🛐🛐 ତୁମେ ହିଁ ସାହା ଭରସା ମଣିମା🙏🏻🤲🙏🏻 ପ୍ରଣାମ ଘେନ ମୋର ହେଁ ମଣିମା🙏🏻🙇‍♂️🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻⚫️❗️⚫️🙏🏻🛕🛕🛕🚩🚩🚩🌷🌷🌷🌿🌿🌿🕉🕉🕉🪔🪔🪔👏👏👏

    • @SaidivakarPanda
      @SaidivakarPanda Před měsícem

      🙏🏻🙌🙏🏻 ଜୟ ❤️ ଜଗନ୍ନାଥ ❤️ ସ୍ଵାମୀ ❤ ନୟନ ❤️ ପଥ ❤️ ଗାମୀ ❤️ଭବ ❤️ତୁମେ 🙏🏻⚫️❗️⚫️🙏🏻🛕🚩🌷🌿🪔🪔🪔

  • @sadashivapati2989
    @sadashivapati2989 Před měsícem

    ଜୟ ଜୟ ଶ୍ରୀ ଜଗନ୍ନାଥ 🪔🪔🪔🪔🪔🙏🙏🙏🙏🙏🚩🚩🚩🚩🚩❤❤❤❤❤

  • @chandrasekhorrout
    @chandrasekhorrout Před měsícem +1

    Jay shree jagannath🙏🙏🙏

  • @sampathsahu4530
    @sampathsahu4530 Před měsícem

    Jai jai shree jagannath 🙏❤️

  • @gunisanjay7643
    @gunisanjay7643 Před měsícem

    Jay shree Jagannath swami
    Jay shree bala bhadra maha pravu
    Jay shree Mata subhadra
    Jay shree sudarshan namaha
    🌼🪔🙏🌼🪔🙏🌼🪔🙏🌼🪔🙏🌼🪔🙏🌼🪔🙏🌼🪔🙏🌼🪔🙏

  • @pravasinisatapathy6341
    @pravasinisatapathy6341 Před měsícem +1

    Jay Jagannath swami Narayan patha gami vaba tume

  • @amitapanda444
    @amitapanda444 Před měsícem

    Subha sakal 🌹❤️🌹,,,,,, maha prabhu 🙏🙏 apanka kurpa ru din te bhalare jau ❤ Jay shree Jagannath,,,,, 🙏🛐

  • @satyashreenayak3953
    @satyashreenayak3953 Před měsícem

    Jay shree Jagnnath Swami ❤❤❤

  • @gunisanjay7643
    @gunisanjay7643 Před měsícem

    Shree Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha

  • @mangalasethi5354
    @mangalasethi5354 Před měsícem

    Jay jaganntha mahaprubhu 🙏🙏🙏🙏🌼🌼🌼🌼🌺🌺🌺🌺

  • @kbmohantymohanty9688
    @kbmohantymohanty9688 Před měsícem

    Jayjagannth Swammi kiJay antakoti p🙏🙏🙏🙏🙏🙏🙏🙏🙏🙏🙏🙏🙏

  • @saniamallik5224
    @saniamallik5224 Před měsícem +1

    JAY. JAGANNATH.🏵️🏵️🏵️🏵️🪔🏵️🪔🏵️🪔🏵️🪔🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🛐🛐🛐🛐🛐🛐🛐🛐🛐🛐🛐

  • @rashmibehera6849
    @rashmibehera6849 Před měsícem

    ଶୁଭ ସକାଳ ମଣିମା ❤

  • @krushnachsahoo6932
    @krushnachsahoo6932 Před měsícem +1

    Jay shree Jagannatha ⚫❗⚫ Mahaparabhu 🙏🏻

  • @lovestoryforu9
    @lovestoryforu9 Před měsícem

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤❤ ଜୟ ଜଗନ୍ନାଥ ❤❤❤❤❤ ରକ୍ଷା କର ❤❤❤❤

  • @arjunkhuntia8698
    @arjunkhuntia8698 Před měsícem

    ଜୟ ଜୟ ଜୟ ଜଗନ୍ନାଥ ସ୍ୱାମୀ ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ 🙏🙏🙏🙏

  • @DamayantiPatra-n3j
    @DamayantiPatra-n3j Před měsícem +10

    🧿‼️🧿🌺🏵️💮 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🌺🏵️💮🌼🛐🛐🛐🛐🛐🛐🛐🛐🛐🛐🛐🛐🛐🛐

  • @jayantakumarghadia6309
    @jayantakumarghadia6309 Před měsícem

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭ ସକାଳ ମଣିମା 🙏🙏🌺🌹🪔🪔

  • @lokanathsahoo9934
    @lokanathsahoo9934 Před měsícem

    ଶୁଭ ସକାଳ ବିଶ୍ଵ ର ମଙ୍ଗଳ ମୟ ହେଉ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଇଛା ତମ ପାଦ ପଦ୍ମ ତଳେ ସତ କୋଟି ପ୍ରଣାମ 🙏🙏🙏🌹🌹🌹🪔

  • @pratimamohapatra1720
    @pratimamohapatra1720 Před měsícem

    ମଙ୍ଗଳ ଆଳତି ଘେନ ଜଗତ୍ ପତି ଘେନିବ କୋଟି ପ୍ରଣାମ,
    ମଙ୍ଗଳମୟ ହେ କୃପା ରଖିଥବ
    ଆଶ୍ରିତ ତୁମ ଚରଣ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏

  • @gayatrigayatri6846
    @gayatrigayatri6846 Před měsícem

    ଓଃ ନମଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻🛕⭕‼️⭕ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🧘🧘🧘🙏🏻🪔🚩🌺🌻⛪⛪🐚

  • @harekrushnamishra8717
    @harekrushnamishra8717 Před měsícem +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @pradeepbehera1827
    @pradeepbehera1827 Před měsícem

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ। କୋଟି କୋଟି ପ୍ରଣାମ। ସବୁବେଳେ ଭଲରେ ଥାଅ ମହାବାହୁ। ଆପଣଙ୍କର ମଙ୍ଗଳ ହେଉ। 🪷🪷🪷🌹⭕❗❗⭕🙏🙏🙏🙏

  • @sangitabehera609
    @sangitabehera609 Před měsícem

    Manima nkara Jay heu🙌🙌🙌🙌🙌jay jay shree laxmi narayana namaha🙏🙏🙏🙏🙏🙏

  • @santidattamohanty7680
    @santidattamohanty7680 Před měsícem +1

    ଜୟ ଜଗନ୍ନାଥ 🙏❣️🙏🙏❣️🙏

  • @rockystar5227
    @rockystar5227 Před měsícem

    🙏 Radha 🙏 Radha 🙏 Radha 🙏 Jai 🙏 Shri 🙏 Jagannath 🙏 swami 🙏🙏

  • @gajindrataria3588
    @gajindrataria3588 Před měsícem

    🙏🙏🙏He maha bahu jagataranatha Jagannatha he prabhu krupadusti rakhi tha a prabhu 🙏🙏🙏

  • @jharanaparida6448
    @jharanaparida6448 Před měsícem

    Jay jaganath Jay jaganath Jay jaganath ♥️♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏

  • @jayashreebhowmick8070
    @jayashreebhowmick8070 Před měsícem

    JAI JAI SHREE RÀDHAMADHAV🙏🌸🌸🌸🙏

  • @jyotiranjan5604
    @jyotiranjan5604 Před měsícem

    Jay Jagannath Swami Nayana Patha Gami Bhaba Tume ⭕❗❗⭕🚩🚩🙏🙏

  • @suramakumarisahu6552
    @suramakumarisahu6552 Před měsícem +1

    Jay jagannth swami nayna pathagami bhabatume

  • @priyabratanaik1336
    @priyabratanaik1336 Před měsícem

    ଜୟ 🌼🌼ଜଗନ୍ନାଥ 🌷🌷ସ୍ୱାମୀ କି ଜୟ 🙏🙏🙏

  • @bharatsethy2145
    @bharatsethy2145 Před měsícem

    ଜୟ ଶ୍ରୀ ଜଗନ୍ନାଥ🌼🌷🌼

  • @laxmikumarinahak2756
    @laxmikumarinahak2756 Před měsícem

    Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe

  • @ranjanparida9174
    @ranjanparida9174 Před měsícem

    ଜୟ ଜଗନ୍ନାଥ 🙏🙏🙏 ଜୟ ପତିତପାବନ ତୁମ ମଙ୍ଗଳ ଆଳତି କୁ କୋଟି କୋଟି ପ୍ରଣାମ 🌹🙏🌹ଜୟ ରାଧାଗୋବିନ୍ଦ 🙏🙏🙏

  • @rishipalchauhan9573
    @rishipalchauhan9573 Před měsícem +1

    Jay ❤😂. Jay shree. Jagannath. Swami naiyan pathgami radhe radhe

  • @ranjanparida9174
    @ranjanparida9174 Před měsícem

    ହେ ମହାବାହୁ ହେ ଦୀନବନ୍ଧୁ ହେ ବଂଶୀଧର ତୁମେ ଏକା ସାହା ଭରସା ଗୋସାଇଁ 🙏🙏🙏ଜୟ ଜଗନ୍ନାଥ 🌹🌹🌹

  • @krushnachsahoo6932
    @krushnachsahoo6932 Před měsícem +1

    Jay shree Jagannatha ⚫❗⚫ Mahaparabhu 🙏🏻