ଧନୀ ହେବେ କେମିତି ? Dhani Hebe Kemiti ? How to become rich ? Bipini Bihari Samal । Odia PrabaChan ।
Vložit
- čas přidán 31. 07. 2020
- 𝗚𝘂𝗿𝘂𝘀𝘄𝗮𝗺𝗶
ଗୁରୁସ୍ୱାମୀ
🙏🙏🙏🙏
𝗣𝗹𝗲𝗮𝘀𝗲 𝗹𝗶𝗸𝗲,𝘀𝗵𝗮𝗿𝗲 𝗮𝗻𝗱 𝗰𝗼𝗺𝗺𝗲𝗻𝘁 𝘁𝗵𝗲 𝘃𝗶𝗱𝗲𝗼.
𝗳𝗼𝗿 𝗺𝗼𝗿𝗲 𝘃𝗶𝗱𝗲𝗼𝘀 𝗽𝗹𝗲𝗮𝘀𝗲 𝘀𝘂𝗯𝘀𝗰𝗿𝗶𝗯𝗲 𝘁𝗼 𝗺𝘆 𝗰𝗵𝗮𝗻𝗻𝗲𝗹
#𝗕𝗶𝗽𝗶𝗻𝗶𝗯𝗶𝗵𝗮𝗿𝗶𝘀𝗮𝗺𝗮𝗹
#Rich
#𝗽𝗿𝗮𝗯𝗮𝗰𝗵𝗮𝗻
#RichPeople
#𝗼𝗱𝗶𝗮𝗽𝗿𝗮𝗯𝗮𝗰𝗵𝗮𝗻
Bhari badhia lagila
Right gurudev 🙏🙏🙏
🙏🙏🙏🙏🙏
Many many thanks
Bahuta badhia
Sri jagannatha
Jay JAGANNATH
Koti koti pranam
Very interesting ,
Jay jagannath pranam
Guru Swami bhai
Bahut sundar Upasthapana.. Apananku Sadhubad!
Thanks 🙏🙏🙏🙏🙏👍👍👍👍 ok
BABA 🙏🙏🙏
Joy jagannath
omm Namo bhagabate keshab Chandra Guru swami
Jay Jagannath
Jay sriguru 🙏
Jay shriguru
Halodharo
Badhia katha
Ati sundsar slogans
Thanks Baba
AP mahan.......🙏🙏🙏
Guruswami bhai
Om shree kesab thakuraya namah
Om Jay shree Sai Krishna ji Keshaba Chandra Brahma Bisnu Maheswar Jagannath Swamy Ram Ki Jay God bless Ho
He prabhu duniyara mangala karanti parbhi etiki Minato🙏🙏🙏
💯 correct information
Best spiritual thout for socity
Best view for socity
Guruswami 💌💌💌.
Ramakant AP.
Your prabachan is so educational for society.
Thnku sir so much
Guruswami
Bahuta sundara bisaya
ଆପଣଙ୍କୁ ଧନ୍ୟବାଦ
Ram ram jay shree ram
Thanks guru bhai.
Namskar guru
Heart touching sir
0p
🙏 🙏🙏 pranam sir bahut bhala advice deichhanti
Guruswami 🔛🔛🔛
R\makanta AP.
Great sir u are great
Excellent opinion
Very very Nice.
Jay,jaganntha
Excellent prabachan sir thank you
Jay jagannath
JAY jagannath
ହୃଦୟ ଗୁରୁ ସ୍ୱାମୀ ଭାଇ ଦାନ ର ମହାତ୍ମ୍ୟ କୁ ବହୁତ ସୁନ୍ଦର ଭାବେ ପ୍ରତିପାଦନ କଲେ ଭାଇ ମନ ତୃପ୍ତ ହେଇଗଲା
Jay gurudeb
Xp
Jhakas lagula
Ete perfect katha aji jae suni nathili.bahuta bahuta dhanyawad
Nice
🙏🙏🙏
Bahuta sundara
Bapu
Sir mora gote chhota guhari, ye manab saira nija hatare sadetini hata na adhai hata
Pu tra prapti kese hotahe
Aha ki sundar prabachan mohanjena.2018@gmail.com
Ete sundara bhabare bujhaiba agaru kebe suni nathili
So sweet
🙏🙏🙏 ବହୁତ ସୁନ୍ଦର ଆଲୋଚନା ।
🙏
Absolutely right words... really your words are irreplaceable
Guruswamee 🙏 bhai
Me Bapuji
🙏🙏🙏🙏
ଗୁରୁସ୍ୱାମୀ ଭାଇ ଆପଣଙ୍କୁ ହୃଦୟରୁ ସପ୍ରେମ କୋଟକୋଟି 🙏🙏🙏 ଦାନର ବାସ୍ତବ ରହସ୍ୟ ଶୁଣି ସତରେ ଆଖି ଛଳଛଳ ହୋଇଗଲା ଭାଇ🙏🙏🙏 ଗୁରୁଦେବଙ୍କ କୃପାରୁ ଆପଣ ଆମ୍ଭଙ୍କୁ ଏମିତି ଜୀବନର ବାସ୍ତବ କଥାକୁ କହି ଆମ୍ଭଙ୍କୁ ପ୍ରକୃତ ଜୀବନ ଜୀଇବାରେ ମାର୍ଗଦର୍ସକ ହୁଅନ୍ତୁ🙏🙏🙏
Guruswami bhai bahut sundar bastaba sikshyaniya alochana🙏🙏🙏🙏🙏🙏🙏🙏🙏🙏🙏🙏🙏
BhagabataBBS
ମହାଶୟ, ଏପରି ଶିକ୍ଷା ସମାଜ ପାଇଁ ଆବଶ୍ୟକ l ତଥାପି ଆପଣଙ୍କ କହିବା ଅନୁଯାଇ ଦୋକାନ ର ଆବଶ୍ୟକତା କମ କରିବା ଆବଶ୍ୟକ, କିନ୍ତୁ ନିଜର ସଦଗୁଣ ଗୁଡିକର ଵିଜ୍ଞାପନ ନ ଦେଲେ, ଅନ୍ୟଅସାଧୁ ବ୍ୟକ୍ତି ସମାଜରେ ରାଜନୈତିକ କ୍ଷତି କରିପାରନ୍ତି l
Pranam guruji
ସହସ୍ର କୋଟି ଅର୍ଥ ଥିଲେ ଧନୀରେ ଗଣା ନୁହଁଇ ଧର୍ମ ଭାବ ଜାର ନାହିଁରେ ମନୁଆ ଅସଲ ଦରିଦ୍ର ସେହି ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ଯାର ଧର୍ମ ଭାବନା ନାହିଁ ସେ ଯେତେ ଧନୀ ଲୋକ ହେଲେବି ଆମେ ଧନୀ କହିପାରିବା ନାହିଁ ସେ ହେଉଛି ଦରିଦ୍ର କାହିଁକି ନା ଧର୍ମ ନାହିଁ ତା ପାଖରେ ମୁଁ ରବି hyderabad ରୁ
Om keshabaya namah
Ati sundar
ସୁନ୍ଦର ଆଲୋଚନା 👍👍
You said so beautifully you always say so good to us no matter how much i thank you it will be done. God bless you guruswami
Please stop background music
Guruswami bhai bahut sundar alochana
Bhai bahutta sundar Probachan,🙏🙏🙏🙏
Guru swami bhai, apana prabachanare perfect katha kahuchanti.
Bhai Guru Swami ok
Jay jagannath pravu narayana
Apanku 🙏🙏🙏.........
Very nice
ଦାନର ପକୃତ ଅର୍ଥ ବୁଝାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
କିଛି ଲୋକ କିଛି ମହତ୍ କାର୍ଯ୍ୟରେ କିଛି ନ ଦେଇ ମଧ୍ୟ କହନ୍ତି ମୁଁ ଏତେ ଟଙ୍କା ଦାନ କରିଛି ।ଏମିତି କହିବା ଦ୍ଵାରା ଅନ୍ୟ ଲୋକେ ପ୍ରେରଣା ପାଇ ସେହି କାର୍ଯ ପାଇଁ ଦାନ କରନ୍ତି। ତେବେ ଏପରି ମିଛ କହିବା କଣ ଭୁଲ?
ଜିଏ ଖାଇବା ପାଇଁ ଜୋଗ୍ୟ ତାକୁ ଦବାନା ଆଜି ଜଗତରେ ଜୋଉମାନେ ଲଖ୍ୟ ଲଖ୍ୟ ଟଙ୍କା ରଖୀଛନ୍ତି ବିଡିଟିଏ ବି କିଣିବନି ନିଜକୁ ଗୁରୁ କହନ୍ତି ଭଗବାନ ପଶୁରାମଙ୍କ ପରି ଶଜେଇ ହେଇ କାହାକୁ କୁହନ୍ତି କ୍ରନ କାହାକୁ କହନ୍ତି ଦ୍ରୋଣ କାହାକୁ କହନ୍ତି ବାରବରଶ କଲେ ଶେବା ଗୁରୁ କହନ୍ତି କିଛି ଦବା 🙏🙏
ଜୟ ଶ୍ରୀ ଗୁରୁସ୍ୱାମୀ ଶରଣମ୍ ବହୁତ ସୁନ୍ଦର ଆଲୋଚନା ଠାକୁରେ ମଙ୍ଗଳ କରନ୍ତୁ
ଗୁରୁଃସ୍ୱାମୀ ପ୍ରଣାମ ଭାଇ ଅତି ଉତ୍ତମ କଥା, ବହୁତ ଧନ୍ୟବାଦ ଜୟ ଚରମ ନାଥ କି ଜୟ
Guruswami🙏🙏🙏🙏🙏
Jay sri kashab Narayan gurusumi nmah,,,,,,
Swarthapara manisa kahaku pani tope debaku ichha karu nahanti.bapa maa ku khaibaku deu nahanti.para upakara,dana kie karuchhi. Apananka bichara pranidhana jogya.
ଗୁରୁସ୍ଵାମୀ ଭାଇ , ସୁନ୍ଦର ଆଲୋଚନା ଏମିତି ଜାରି ରଖନ୍ତୁ ।
SRI GURU SWAMI
Guru swami bhai
Guru bhai pranam.i am watching your prabachan daily and filling souly peace.thanks and request for contact number for further discussion.
Anyara dana re ame banchichhanti,tenu ame madhya anyaku dana kariba uchit
🌷🌷ଜୟ ଜଗନ୍ନାଥ 🌷🌷🙏🙏
Namaskar vai. Mora mobaile re video share kanpain heuni mu janiparuni plz kuhante vai.
❤️❤️❤️❤️❤️❤️❤️❤️❤️❤️❤️❤️❤️
saund cleear
apnananka pain gotiye sabda sabu kahuchhanti kintu apnka majhi chanda bahuta beimani taha pari prakash heuchi
ଆପଣଙ୍କ ଚିନ୍ତାଧାରା ବହୁତ ସଙ୍କୁଚିତ ଓ ହାସ୍ୟସ୍ପଦ ମଧ୍ୟ। କିଛି ଉଦାହରଣ ଦ୍ୱରା କହୁଛି। ବିଶ୍ୱ ର ମାନ୍ୟ ଗଣ୍ୟ ବ୍ୟକ୍ତି ଯଥା Winston Churchill, Vladimir Lenin, Mahatma Gandhi, Michel Goroskov, Vladimir Putin, Rupet Murdoch ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ବ୍ୟକ୍ତି ଶ୍ରୀ ଲ ପ୍ରଭୁପାଦ, ଯୋଗୀ ଲହାଡ଼ି ମହାଶୟ ଏମିତିକି ଉତ୍କଳ ଗୌରବ ମଧୁସୂଦନ ଦାସ ପର୍ଯନ୍ତ ଏମିତି ଅସଂଖ୍ୟ ବ୍ୟକ୍ତିତ୍ୱ ଙ୍କ ର ମଧ୍ୟ "ମଝି ଚାନ୍ଦା" । ଯଦି ଏମାନେ ସବୁ ବେଇମାନ ତେବେ ଏବେ ବି ଜନ ମାନସ ରେ ବରେଣ୍ୟ, ନମସ୍ୟ ହେଲେ କେମିତି?
ବାସ୍ତବ ରେ ମସ୍ତକ ର ଚନ୍ଦା ପଣ ସହିତ ମଣିଷ ର ବ୍ୟକ୍ତିତ୍ୱ ର କୌଣସି ସାମଜସ୍ୟ କିଛି ନାହିଁ। ଚନ୍ଦା ଭିତରେ ଯେମିତି ଭଲ ବ୍ୟକ୍ତିତ୍ୱ ଅଛନ୍ତି, ସେମିତି ଖରାପ ବି ଅଛନ୍ତି।
ହଁ ଏ କଳୁଷିତ ସମାଜ ରେ ଜଣେ ଅଜଣା ବ୍ୟକ୍ତି କୁ ଦେଖିଲା ମାତ୍ରେ, ମନରେ ପ୍ରଥମେ negetive ଭାବନା ଆସେ, ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ଶ୍ରଧେୟ ବିପିନ ଭାଇ ଙ୍କୁ ବ୍ୟକ୍ତିଗତ ଭାବରେ ନ ଜାଣି, social Media ରେ ନକରାତ୍ମକ କଥା comment କରିବା ଉଚିତ ନୁହେଁ । ପ୍ରଥମେ ତାଙ୍କୁ ଜଣାନ୍ତୁ,କେବେ ସମୟ ହେଲେ ଦେଖା ସାକ୍ଷାତ ବି କରନ୍ତୁ। ଯଦି ଆପଣ ଗୁଣଗ୍ରାହୀ ହୋଇଥିବେ, ଆପଣଙ୍କ ହାତ ବି ଶ୍ରଦ୍ଧା ରେ ଯୋଡି ହୋଇ ଯିବ ବୋଲି ମୁଁ ଦୃଢ଼ ନିଶ୍ଚିତ ।
ହେ ସୟୋଗ ମହାଶୟ, ଆପଣ ବିପିନ୍ ବାବୁ କହୁଥିବା କଥାର ତତ୍ତ୍ବକୁ ଶୁଣନ୍ତୁ ,ତାଙ୍କ ଶରିରରୁ କଣ ପାଇବେ ? ପଣ୍ଡିତଙ୍କ ର ନଜର ପାଣ୍ଡିତ୍ୟ ଉପରେ ରହିବା କଥା ଶରିର ଉପରେ ରହୁଛି ଯେ...ଆପଣ ଅଷ୍ଟ ବକ୍ର ଋଷିଙ୍କ କଥା ଜାଣିଥିବେ,ତାଙ୍କୁ ପଣ୍ଡିତ ସଭାରେ ଦେଖି ଯେବେ,ପଣ୍ଡିତ ମାନେ ହସିଥିଲେ,ସେ ସେମାନଙ୍କୁ "ମୋଚି" ସହ ତୁଳନା କରିଥିଲେ,କାରଣ ଚମଡାର ମୂଲ୍ୟ ମୋଚି କରେ...ତେଣୁ ଆଧ୍ୟାତ୍ମିକ କୁ ଟିକେ ଭିତରୁ ବୁଝନ୍ତୁ...
ମୁଣ୍ଡ ଯାର ଚନ୍ଦା ତାକୁ ସମାଜରେ ଯେଉଁମାନେ ବେଇମାନ କହନ୍ତି ସେମାନେ ଶାସ୍ତ୍ରଜ୍ଞ ନୁହନ୍ତି କି ପଣ୍ଡିତ ବି ନୁହନ୍ତି । ଏହା ଗୋଟେ ସାମାଜିକ ଲୋକକଥା। ଏମିତି କହିଲେ ବହୁତ ମହାପୁରୁଷ,ସ୍ୱାଧିନତା ସଂଗ୍ରାମୀ,ଲେଖକ, କବି, ସମାଜସେବି, ସମସ୍ତଙ୍କୁ ନିନ୍ଦା ହେବ। ତେଣୁ ଖୁବ ସାବଧାନ ଏମିତି କହି ପାପି ସାଜି ଦଣ୍ଡିତ ହୁଅନ୍ତୁନାହିଁ। ହଁ, ଗୋଟିଏ ଦୃଷ୍ଟିରୁ ଚିନ୍ତାକଲେ ବିପିନି ବିହାରୀ ମହୋଦୟ ମଧ୍ୟ ବେଇମାନ। ସେ କେଉଁଭଳି ବେଇମାନ ?ମିଥ୍ୟା ପାଇଁ ସତ୍ୟ ଯେମିତି ବେଇମାନ, ଅଧରମ ପାଇଁ ଧରମ ଯେମିତି ବେଇମାନ, ଚୋର ପାଇଁ ପୋଲିସ ହେଉଛି ବେଇମାନ, ଏଇ ଦୃଷ୍ଟିରୁ ସମାଜରେ ଥିବା ରାକ୍ଷସମାନଙ୍କ ପାଇଁ ବିପିନି ବିହାରୀ ମହାଶୟ ମଧ୍ୟ ବେଇମାନ।ଈଶ୍ୱରଙ୍କ ଆଦର୍ସରେ ଆଦର୍ସାୟିତ ବେଇମାନ ସେ।ବିପିନି ବିହାରୀଙ୍କ ପାଇଁ ବେଇମାନ ଶଦ୍ଦ ର ଅଥ ଏହିପରି, ବେ-ବେଦବିହିତ, ଇ-ଇଶ୍ୱରଭକ୍ତି, ମା-ମାନସ, ନ- ନନ୍ଦିଘୋଷ, ଯେଉଁ ନନ୍ଦିଘୋଷରୁ ଆମେ ସମସ୍ତେ ଜଗନ୍ନାଥଙ୍କୁ ଦେଖିପାରୁଛୁ ।
ଆଜ୍ଞା ଆପଣଙ୍କ ସମସ୍ତ ଭିଡିଓ ଗୁଡ଼ିକ ବହୁତ ସୁନ୍ଦର ଓ ଶିକ୍ଷଣିୟ, କିନ୍ତୁ ଭିଡିଓ ଶେଷରେ ଯେଉଁ
Like, subscribe, commentsକଥା କହୁଛନ୍ତି ,ଏହା କ'ଣ ସ୍ବାର୍ଥ ପାଇଁ ନୁହେଁ କି
ଆଜ୍ଞା ଏଥିରେ ଟିକିଏ ମଧ୍ୟ ସ୍ୱାର୍ଥ ନାହିଁ,କାରଣ ଏଥିରୁ ଯୋଉ ଅର୍ଥ ଆସୁଛି,ସେ ସବୁ ଅର୍ଥରାଶି ବିଶ୍ୱକଲ୍ୟାଣ କର୍ମରେ ଲାଗୁଛି।ଆପଣ ତାକଂ ପାଖକୁ ଆସି ବୁଝିନେଇପାରନ୍ତି।ପ୍ରଣାମ ଆଜ୍ଞା।।🙏
ଆଜି ପର୍ଯ୍ୟନ୍ତ ଲୋକେ କହନ୍ତି ଗୋଟେ ପ୍ରକାରର, ଆଉ କରନ୍ତି ଆଉ ଗୋଟେ ପ୍ରକାରର। କାମନା କୁ ତ୍ୟାଗ କରିବା ପାଇଁ ଶାସ୍ତ୍ର ରେ ବର୍ଣ୍ଣନା ହୋଇଛି। କାମନା କୁ ତ୍ୟାଗ କରିଲେ କେହି ବଞ୍ଚି ପାରିବେ ନାହିଁ। ଯୋଗୀ ମୁନି ଋଷି ଙ୍କ ଭିତରେ ଥିବା ମୋକ୍ଷ ର ଆଶା ମଧ୍ୟ ଏକ କାମନା। ସଂସାର ଭିତରେ ଯିଏ ବଞ୍ଚିଛି ତାର ଅର୍ଥ ଦରକାର। ପ୍ରବଚକ ମହୋଦୟ like ଆଉ sabscribe କରିବା ପାଇଁ ଅନୁରୋଧ କରିବା ସ୍ୱାଭାବିକ କଥା। ତାଙ୍କ କଥା ଅନେକ ଲୋକ ଜାଣିଲେ ଜାଣିବା ଲୋକେ ଶୃଙ୍ଖଳିତ ହେବେ ଏବଂ ସେ yubtube ରୁ କିଛି ପଇସା ପାଇବେ। ସେ ତ କାହାକୁ ଠକି, ଧପlବାଜି କରି ପଇସା ରୋଜଗାର କରିବାର ଯୋଜନା ବlନ୍ଧୁ ନାହାଁନ୍ତି। କାହାକୁ ପ୍ରତାରଣା କରୁ ନାହାନ୍ତି। ଗୋଟିଏ ସାର୍ବଜନୀନ ସ୍ୱାର୍ଥ ହାସଲ ର ଇଏ ପନ୍ଥା। ଜଣେ ଶିକ୍ଷକ ପିଲା ଙ୍କୁ ପାଠ ପଢାଇବା ପାଇଁ ଦରମା ପାଉଛନ୍ତି। ସେଥିରେ ପିଲାଙ୍କର ମଙ୍ଗଳ ହେଉଛି। ଆଉ ଶିକ୍ଷକଙ୍କର ମଧ୍ୟ ସ୍ୱାର୍ଥ ହାସଲ ହେଉଛି। ସକାରାତ୍ମକ ଦୃଷ୍ଟି ରେ ସଂସାର କୁ ଦେଖିଲେ ସବୁଠି ଭଲ ଦେଖାଯିବ।
@@meghanandasahoo8344 ଧନ୍ୟବାଦ୍ ଆଜ୍ଞା, କ୍ଷମା କରିବେ ମୋର ଉଦ୍ଦେଶ୍ୟ କିଛି ମନ୍ଦ ନୁହେଁ ଆଜ୍ଞା ଜୟ ଜଗନ୍ନାଥ ଶରଣଂ
@@aditiyatripathy645 ଜୟ ଜଗନ୍ନାଥ ଆଜ୍ଞା,ସୁଚିନ୍ତିତ ମତାମତ ଦେଇଥିବାରୁ,ଆମେ ଆପଣକଂ ଠାରେ କୃତଜ୍ଞ।ପ୍ରଣାମ।।
Guruswami
ନମସ୍କାର ଦୟା କରି ଫୋନ ନମ୍ବର ଦେବେକି କିଛି ପଚାରିଵା ଥିଲା ।
Jay jagannath pranam
Guruswami bhai