"ନାରୀଟିଏ କାନ୍ଦିଲେ ସମସ୍ତେ ଶୁଣିବେ ,ହେଲେ ପୁରୁଷ ପାଇଁ କେହିଜଣେ ବାହାରିବେନି .9ବର୍ଷ ହେଲା ମୁଁ .."

Sdílet
Vložit
  • čas přidán 11. 09. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Komentáře • 419

  • @mr.sanjayinformationdiscov3282

    ଏହା ବଡ଼ ଦୁର୍ଭାଗ୍ୟ ଯେ ଭାରତର ଶାସନ ବ୍ୟବସ୍ଥା ଦୋଷୀ କୁ ଦଣ୍ଡ ଦିଏନି ଦୋଷ କିଏ କରିଛି ଦେଖେ ସେ ପୁରୁଷ ନା ନାରୀ,
    ନାରୀ ହେଇଥିଲେ ଖସେଇ ଦିଏ, ପୁରୁଷ ହେଇଥିଲେ ଦୋଷ ନଥାଇ ବି ଜେଲ ରେ ପୁରେଇଦିଏ,, ଏହା ଆମ ଆଇନ ବ୍ୟବସ୍ଥା,,,

    • @nipumahakur9355
      @nipumahakur9355 Před 20 dny +6

      Pura satha katha

    • @anantacharannaik150
      @anantacharannaik150 Před 20 dny +2

      Mu nije anubhabi

    • @ajitbhoi5993
      @ajitbhoi5993 Před 20 dny +2

      Mu life b emit

    • @user-xd8gm6es2t
      @user-xd8gm6es2t Před 13 dny

      Jadi yahi katha ti thik je nari mana nku hin nyaaya mile toh Kolkata ra leady doctor nku kn pain ate din laguchi......

    • @mr.sanjayinformationdiscov3282
      @mr.sanjayinformationdiscov3282 Před 13 dny +1

      @@user-xd8gm6es2t ଦୋଷୀ ଗିରଫ ହେଇ ସରିଛି, ସମସ୍ତ evidence, ମେଡିକାଲ ରିପୋର୍ଟ ଆଦି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହେଲା ପରେ final punishment ଘୋଷଣା କରାଯିବ,,, ଟ୍ରେନି ଡାକ୍ତର ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ,,,

  • @Sankirtan-g3q
    @Sankirtan-g3q Před 17 dny +36

    କେବଳ ବ୍ୟୋମକେଶ ବାବୁ ପୁରୁଷ କମିଶନର କଥା କହୁଛନ୍ତି ଏବଂ ବ୍ୟୋମକେଶ ବାବୁ ହିଁ କେସ୍ ଟି ଲଢ଼ି ପାରିବେ ଜୟ ଜଗନ୍ନାଥ

  • @bibhutibhusankhuntia5197
    @bibhutibhusankhuntia5197 Před 20 dny +112

    ପ୍ରକୃତରେ ବ୍ୟକ୍ତି ଜଣଙ୍କ କଥରେ ଅନେକ ସତ୍ୟତା ରହିଛି। ତାଙ୍କୁ ଉଚିତ୍ ନ୍ୟାୟ ମିଳିବା ଆବଶ୍ୟକ।ଜୟ ଜଗନ୍ନାଥ

  • @kalpanapadhi1147
    @kalpanapadhi1147 Před 20 dny +217

    ନିଜେ ନିଜ କୁ ସମ୍ଭାଳ। କିଛି କଦର୍ୟ୍ଯ ନାରୀ ପାଇଁ ବହୁ ପୁରୁଷ ପିଲା ଅଵେଳ ରେ ଝରି ପଡୁଛନ୍ତି।

  • @suvendu2359
    @suvendu2359 Před 20 dny +93

    Byomakesh sir jindabad

  • @user-jy4cm7lw7v
    @user-jy4cm7lw7v Před 20 dny +157

    ସରଳିଆ ମଣିଷ ସାହାଯ୍ୟ କରାଯାଉ

  • @AvinandanExpress334
    @AvinandanExpress334 Před 20 dny +126

    ତମ କଥାରୁ ଜଣା ପଡ଼ୁଛି ଯେ ସେ ତୁମକୁ ପସନ୍ଦ କରୁନି । ଆଉ ସେ କାହାକୁ ଭଲ ପାଉଛି ।

    • @itsmebiswajit91roul37
      @itsmebiswajit91roul37 Před 20 dny +8

      ମୁଁ ବି ସେଇଆ ଭାବୁଛି

    • @AnitabhoiAni
      @AnitabhoiAni Před 20 dny +11

      Jahaku bhala pauchi ta ପାଖକୁ ହେଲେ paleita ସେ ମାଇକିନା। ଭାଇକୁ କେତେ କଷ୍ଟ ହେଉଛି ।

    • @AvinandanExpress334
      @AvinandanExpress334 Před 20 dny +5

      @@AnitabhoiAni ଠିକ୍ କହୁଛ

    • @sanjuktabiswal1569
      @sanjuktabiswal1569 Před 20 dny +6

      ଯଦି ଭଲ ପାଉନଥିଲା, ଛାଡି ପଳାଇ ଯିବା କଥା, ବର୍ଷା ପରି ସୋ ଦେଖେଇ ରହିବା କଣ ଦରକାର

    • @pkmovies24x7
      @pkmovies24x7 Před 18 dny +1

      ​@@AnitabhoiAni Tume thik kahucha but yathu Paisa tathu au sabu smt hauchi

  • @anilkumarjena7590
    @anilkumarjena7590 Před 20 dny +91

    ସରଳ ହବା ଭଲ । ହେଲେ ଏତେ ସରଳ ହୁଅନି କି କେହି ତମ ସରଳତାର ଫାଇଦା ନେଇପାରରିବ.......

  • @user-cw9gp5ty9f
    @user-cw9gp5ty9f Před 20 dny +125

    ପୁରୁଷ କମିଶନ ଗଠନ କରିବା ନିହାତି ଆବଶ୍ୟକ ।

  • @rajalaxmitripathy7745
    @rajalaxmitripathy7745 Před 16 dny +14

    ସତରେ ଏବେ ବି କିଛି ଟା ନାରୀ ଙ୍କ ପାଇଁ... ପୁରୁଷଜାତି ବହୁତ..... କଷ୍ଟ ରେ ରଉଛନ୍ତି... ପୁରୁଷଜାତି ଙ୍କୁ ନିୟ ମିଳୁ 🙏

    • @jiteshbehera6752
      @jiteshbehera6752 Před 13 dny

      Kolkata case pain ta sBu candle march pain baharicha fake rape pain kh pain baharuna

  • @SuraPurty-oe3ps
    @SuraPurty-oe3ps Před 19 dny +26

    ସେଇ ଶଳା ସ୍ତ୍ରୀ ଲୋକ ଟାକୁ ଶିଶୁ ହତ୍ୟା ରେ arrest କରା ଯାଉ ❤❤❤❤❤❤❤❤❤😂😂

  • @amrjitbiswal7243
    @amrjitbiswal7243 Před 20 dny +22

    ଅଲଗା ପୁରୁଷ ସହିତ ସମ୍ପର୍କ ଅଛି

  • @snehalatadalai9135
    @snehalatadalai9135 Před 20 dny +31

    ବେଶୀ ସୁନ୍ଦର ଖୋଜିଲେ ଏମିତି ହୁଏ

    • @mdnazmulhoda2251
      @mdnazmulhoda2251 Před 11 dny

      Se sundari kouti asila.
      Ei lokata handsome thiba ta youg age re

  • @itsbikram24
    @itsbikram24 Před 20 dny +43

    ଏବେ ଯେଉଁ ଆଇନ୍ ହେଉଛି ତାହାକୁ ବ୍ୟବହାର କରି ପୁରୁଷ ମାନଙ୍କୁ ନିର୍ଯାତନା ଦେଉଛନ୍ତି। ପୁରୁଷ ଙ୍କ ପାଇଁ କିଛି କାନୁନ୍ ନାହିଁ ।

  • @raazsecrets
    @raazsecrets Před 15 dny +6

    Simplicity and Loyal Human this person.
    Needs Justice. Plz Help All Odisha People.
    From- Punjab

  • @monalishasamantaray8674
    @monalishasamantaray8674 Před 16 dny +6

    ମାତୃତ୍ଵ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ଉପହାର ଗୋଟେ ନାରୀ ପାଇଁ....ସବୁ ଝିଅ ତା'ର ମହତ୍ୱ ବୁଝି ପାରନ୍ତିନି ଭାଇ😢😢

  • @odishacreationmusic6168
    @odishacreationmusic6168 Před 18 dny +12

    ମୁ ବି ଭାଇ ସମାନ ପରିସ୍ଥିତି ରେ ଅଛି...... ଏହା କେତେଯେ କଷ୍ଟ ହୁଏ ଯାହା ସହ ଏମିତି ହେଇଚି ସେ ହିଁ ଜାଣିଛି.... ଏଠି ପୁରୁଷ ମାନଙ୍କୁ ନାୟ ନାହିଁ....... ବହୁତ ବଡ ଦୁଃଖର ଏବଂ ପରିତାପର ବିଷୟ ଏ..... 🥹🥹🥹🥹

    • @dharmyodha4083
      @dharmyodha4083 Před 17 dny

      ଆପଣ ଗୋଟେ କାମ କରନ୍ତୁ , ଉତ୍ତରପ୍ରଦେଶ ରେ କରୋଲି ଶଙ୍କର ଦରବାର ଯାଆନ୍ତୁ। ଗୋଟେ ଦିନ ରେ ସବୁ ଠିକ୍ ହେଇ ଯିବ।

  • @partimabarik2645
    @partimabarik2645 Před 13 dny +4

    ଏ ଭାଇଙ୍କୁ ସାହାଯ୍ୟ ଦରକାର ଆମର ଅନୁରୋଧ ରକ୍ଷାକରି କିଛି କରନ୍ତୁ

  • @user-ww5ee4vy9s
    @user-ww5ee4vy9s Před 16 dny +4

    ମୋର ସରକାରଙ୍କୁ ଅନୁରୋଧ ସେ ପ୍ରଥମେ ଏ ବ୍ୟକ୍ତିଙ୍କୁ କିଛି ଦିନ ଶାନ୍ତିରେ ରହିବାକୁ ଦିଅନ୍ତୁ ତାପରେ ତାଙ୍କ ନ୍ୟାୟ ଦିଅନ୍ତୁ, ଦେଖିଲେ ଲାଗୁଚି ବହୁତ୍ ମାନସିକ ଯନ୍ତ୍ରଣା ଦେଇଛନ୍ତି

  • @user-hv3tn9tm1t
    @user-hv3tn9tm1t Před 20 dny +38

    ତୋତେ ମାଘିଆ ଆଉ କଣ ସ୍ତ୍ରୀ ମିଳୁନି ସେ ଘୋଡ଼ା ଗେହି ଆଉ ଅନ୍ୟ ଜାଗାରେ ପେଲା ଖାଉଛି ତାକୁ ଅତିଶିଘ୍ର ବିଦା କର ନଚେତ୍ ଆଗକୁ ବହୁତ୍ ଅସୁବିଧା ହେବ

  • @chandannaik9949
    @chandannaik9949 Před 20 dny +19

    ତମେ ସରଳ ଲୋକ ବୋଲି ଭାଇ ସେ ମାଇକିନା ଚଡ଼ିଲା ତମ ଉପରେ। ଆମ ପରୀ ଟୋକା ପାଖରେ ପଡ଼ିଥିଲେ ସାଇଯି କରି ଦେଇଥାନ୍ତୁ ଏ ଭଳି ନାରୀ କୁ।

    • @anilkumarjena7590
      @anilkumarjena7590 Před 20 dny +5

      ଭାଇ କଥା ଟା ସେଇଠି, କୋମଳ ଲୁହାକୁ ବିଲେଇ କାମୁଡ଼େ.......

  • @dailylife1956
    @dailylife1956 Před 20 dny +16

    Byomkesh sir dekhantu.. Kana heuchi aithi 😄😂😂

  • @Faltutokarafaltuvideo
    @Faltutokarafaltuvideo Před 19 dny +11

    ଭାଇ ରେ ମୁ ଗୋଟେ ମୋ ମତ ରେ ତୁମକୁ ହେଲ୍ପ କରୁଛି ତୁମେ ପ୍ରଥମେ 8 ରୁ 10 ଦିନ ମଦ ପିଇବା ଆରମ୍ଭ କର ଆଉ ଭଲ ମଦୁଆ ସାଙ୍ଗ 2 4 ଟା ରେପୁଟେଡ଼ ମଦୁଆ ସାଙ୍ଗ ମାନଙ୍କ ସହିତ ଏଇ ବିଷୟ ରେ କଥା ହୁଅ ଦେଖିବ ସବୁ ସମାଧାନ ହେଇ ଯିବ ଆଉ ଯୋଉ ମାନଙ୍କୁ ତୁମେ ଡ଼ରୁଛ ଦେଖିବ ସେ ମାନେ ତୁମକୁ ଡରିବେ ଆଉ ଗୋଟେ କଥା ମୁ କହୁଛି ଯେ ପୋଲିସ କି କୋର୍ଟ କଚେରୀ ଥାନା କୁ ବିଲକୁଲ ଡର ନାହିଁ ଯାହା ହେବ ଦେଖା ଯିବ ଯଦି ଜେଲ ଯିବାକୁ ପଡିବ ତ ଜେଲ ଯିବ କିଛି ବି ଅସୁବିଧା ହେବ ନାହିଁ ଜେଲ ଗଲେ ବି ବେଲ ରେ ବି ଆସି ପାରିବ କିଛି ବି ଅସୁବିଧା ହେବ ନାହିଁ ଆଉ ଗୋଟେ କଥା ଯାହା କରୁଛ ଓପନ ହେଇ କର କାରଣ ଆଉ ସୋସାଇଟି କୁ କି ସମ୍ପର୍କୀୟ ଙ୍କ କଣ କହିବେ ସେ କଥା ବି ମୁଣ୍ଡ ରେ ରଖ ନାହିଁ ଭାବି ନିୟ ନିଜେ ତୁମେ ଏକା ଆଉ ଲଢେଇ କର ନିଶ୍ଚୟ ରାସ୍ତା ବାହାରିବ ଆଉ ଭାଇ ଗୋଟେ କଥା ମୁ କ୍ଲିୟର କରି କହୁଛି ନିଜ ର ଲାଜ ସରମ କୁ ପଛରେ ପକେଇଲେ ହିଁ ତୁମେ ଜିତି ପାରିବ 👈

  • @tulusirdaspattanayak5671
    @tulusirdaspattanayak5671 Před 20 dny +12

    ତୁମେ ସ୍ବାମୀ ସ୍ତ୍ରୀ ଦୁହେଁ ଓଟିଭି ର ଆଶାର ଆଲୋକ କୁ ଯାଅ। ସେଠାରେ ସବୁ ସମାଧାନ ହୋଇଯିବ। ପଟ୍ଟନାୟକ ସାର୍ ଆପଣ ଙ୍କୁ ବୁଦ୍ଧି ଦେଵେ।ଦୁଇ ଜଣଙ୍କ ମତାମତ ଲୋକ ସବୁ ଦେଖିବେ 😢😢😢😢

  • @rajneeshkumar1303
    @rajneeshkumar1303 Před 20 dny +53

    Byomkesh sir kuade gale re😄😂😂

  • @KaberiKandi-uy4lb
    @KaberiKandi-uy4lb Před 20 dny +23

    ଛୀ ଛି ଏତେ ଛତରି ମାଇକିନା

  • @sameigadiablogs2522
    @sameigadiablogs2522 Před 19 dny +7

    ବୋମେକେଶ ଭାଇ ଙ୍କୁ ଭୋଟ ଦେଲନି ସବୁ ଏମିତି ଭୋଗିବ

  • @thomaskor4406
    @thomaskor4406 Před 3 dny

    ଆଜ୍ଞା ଏହିଭଳି ଅନେକ ପୁରୁଷ ଅଛନ୍ତି ସେମାନଙ୍କ ଦୁଃଖ କାହାକୁ କହି ପାରନ୍ତି ନାହିଁ, କିନ୍ତୁ ନିଜ ହୃଦୟରେ ଚାପି ଦୁଃଖ ରେ ଦିନ କାଟୁଛନ୍ତି, ଖାଲି ଝିଅ ମାନଙ୍କ ଚିନ୍ତା କରୁଅଛୁ କିନ୍ତୁ ପୁଅ ମାନେ ମଧ୍ୟ ଏହି ଭଳି ଦୁଃଖ ରେ ଦିନ କାଟୁଛନ୍ତି,

  • @iamindianindia4711
    @iamindianindia4711 Před 20 dny +18

    Aaji kaali 99% ledis kharap

  • @rajalaxmitripathy7745
    @rajalaxmitripathy7745 Před 16 dny +3

    ପୁରୁଷ ଙ୍କୁ ନିୟ ମିଳୁ 🙏

  • @suryakantamohapatra1754
    @suryakantamohapatra1754 Před 20 dny +8

    Reporter Madam
    👍 Good job

  • @rajkumardasraj900
    @rajkumardasraj900 Před 20 dny +52

    ସେ ରାଣ୍ଡି ଶାଳୀ ମାଇକିନିଆ କୁ ବିଆରେ 45 mm ରଡ ପୂରେଇ ଦିଅ ଆଉ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦିଆ ଯାଉ

  • @sonampanda530
    @sonampanda530 Před 19 dny +7

    Byomkesh tripathi hajir Hoo

  • @sanjuktabiswal1569
    @sanjuktabiswal1569 Před 20 dny +6

    ନ୍ୟାୟ କଣ ଦରକାର, ତୁ କୋର୍ଟ ପରାମର୍ଶ କରି ଛାଡ଼ପତ୍ର ଦେଇଦେ, ସେ କେବେ ବଦଳିବନି, ଜଣା ପଡୁଛି ମାନସିକ ଖରାପ ହେଇ ଗଲାଣି

  • @bijayalaxmisahoo7609
    @bijayalaxmisahoo7609 Před 20 dny +24

    ଉଭୟ କୁ ସାମ୍ନାରେ ବସେଇକି କଥା ଶୁଣ ଏକ ତରପା sunani

  • @akashamalik2963
    @akashamalik2963 Před 19 dny +3

    ଏହି ଭଦ୍ର ଲୋକ ଙ୍କ ଜଣ କଥା ରୁ ଲାଗୁଚି ତାଙ୍କ ମାନସିକ ସ୍ଥିତି 😢 ବହୁତ୍ ଖରାପ ଦେଖିଲେ ଲାଗୁଚି ଜଣେ ନିରୀହ ଲୋକ ମଧ୍ୟ ...ତେଣୁ ତାଙ୍କୁ ନ୍ୟାୟ ମିଳିବା ଉଚିତ୍ 😢 he is very innocent 😢

  • @im_jeet
    @im_jeet Před 19 dny +3

    ନିଜକୁ ଦେଖ ଆଉ ସେ ଝିଅକୁ ଦେଖ। ବାହା ହେବା ପୂର୍ବରୁ ଭାବିବାର ଥିଲା, ଖାଲି ସୁନ୍ଦରୀ ଝିଅ ବାହା ପାଇଁ ଛାନିଆ। ଟୋକି ବିଷୟରେ ବି କିଛି ବୁଝିବା ଦରକାର ଥିଲା।
    ଆଉ ହେଲା ଆଇନ କାନୁନ୍ କଥା, ଝିଅ ଯଦି ଚାହୁଁନି ତେବେ ଛାଡପତ୍ର କରି ଅଲଗା ହୁଅ। କୌଣସି ଆଇନ କି ଅଦାଲତ ସେ ଝିଅକୁ ତ ଧରିକି ତମ ସହିତ ସୁଲୁସୁଲୁ କରେଇ ପାରିବନି, ଖାଲି ତାରିଖ ପରେ ତାରିଖ ଗଡିଚଳିବ ନ୍ୟାୟ ପାଇବାକୁ।

  • @ganeshchoudhury768
    @ganeshchoudhury768 Před 20 dny +33

    Purusa commission gathana kora jaau

  • @saitvodisha
    @saitvodisha Před 20 dny +11

    ବିମକେଶ ଭାଇ.... ଆମ ଭାଇ ଜିନ୍ଦାବାଦ

  • @rashmirekhajena796
    @rashmirekhajena796 Před 20 dny +6

    Kichhi stri achhanti Sita kichhi stri achhanti surpanekha. Paisa pai bahaheuchhanti. Tenu pillamane baha na hoi babaji hoi Santi re rahiba darkar.

  • @pratapkumarmahapatra9171
    @pratapkumarmahapatra9171 Před 15 dny +1

    ଏସବୁ ପାଇଁ କେବଳ ବ୍ୟୋମକେଶ ତ୍ରିପାଠୀ ସାର୍ ଲଢ଼େଇ ଜାରି ରଖିଛନ୍ତି କିନ୍ତୁ ପୁରୁଷ ମାନେ ହିଁ ତ୍ରିପାଠୀ ସାର୍ ଙ୍କୁ ସହଯୋଗ କରିବା ପାଇଁ ହାତ ବଢ଼ାଇ ନାହାଁନ୍ତି ଆଗକୁ ସମୟ ମଧ୍ଯ ଯଥେଷ୍ଟ ରହିଛି ପ୍ରତେକ ପୁରୁଷ ମାନଙ୍କର ସହଯୋଗ ନିହାତି ଜରୁରୀ

  • @BhaktaBandhusahu-nj7ju
    @BhaktaBandhusahu-nj7ju Před 20 dny +9

    ଓଡ଼ିଶା ରେ ଆଜି କାଲି ସ୍ତ୍ରୀ ଲୋକ ମାନେ ବହୁତ ଉଦ୍ଧତ ହେଉଛନ୍ତି. ସ୍ଵାମୀ ମାନଙ୍କୁ ବହୁତ tortures କହୁଛନ୍ତି ସେଥିପାଇଁ purusha commission ନିହାତି ଦରକାର ଉଦ୍ଧତ
    Lady ଙ୍କ ପାଇଁ
    Government take should be action

    • @SneteekVlogs
      @SneteekVlogs Před 19 dny +1

      ଆଜି କାଲି ଝିଅ ମାନଙ୍କ ଅପେକ୍ଷା ପୁଅମାନେ ବେଶୀ torture ହେଉଛନ୍ତି .ଆମ କାନୁନ ପାଇଁ .ମୋ ମତରେ ସେ ପୁଅ ହେଉ କି ଝିଅ ସମସ୍ତଙ୍କ ପାଇଁ ସମାନ ନିୟମ ରହିଵା ଆବଶ୍ୟକ .

  • @swaicreation
    @swaicreation Před 6 dny

    Bhagwan ଏମିତି କାହିଁକି କରୁଛ ଖରାପ ଲାଗୁଛି ଏ ନାରୀ ଜାତି ଉପରେ ଛି, କେତେ ସରଳ ଲୋକ କେମିତି ଏମିତି କରି ପରୁଛ , ଏମିତି ଝିଅ ଙ୍କୁ straight ଗୁଳି କରିଦବା କଥା

  • @odiatech5648
    @odiatech5648 Před 17 dny +3

    ଭାସ୍କର ଟିଭି । ତମ reporter କୁ ଖାଇବାକୁ ଦଉନ । ସେ ଝିଅଟି ସୁଖିକି ପୁରା ଜଡ଼ି ଗଲାଣି ।

  • @chocoAbe.
    @chocoAbe. Před 20 dny +5

    Crpc125 au 498A , HMA case re kehi bonchiparini au pariboni.Law pura women centric. 377,376 pore sobuthu besi Aei Act re false case registered houthila au abebi houchi. So, jete parjyanta gender neutral law India re implement na heichi, sete parjyanta purusho Samaj ra fake allegation dwara jibono nasta houthibo. Highest suicide case aie issue jogu continuously bodhi chalichi.Ete fake cases court re proof hela pore bhi, tanko against re kichi legal action nebaro law nahi. government bujhi paruni je society kou direction re jauchi.Agoku emti situation rahile marriage uporu bhorasa uthijibo.

  • @anupamakar4113
    @anupamakar4113 Před 3 dny

    ଏହି ଭାଇଙ୍କୁ ନ୍ୟାୟ ମିଳୁ

  • @simarikapati9634
    @simarikapati9634 Před 5 dny

    1st of all Reporter mam nku bahut bahut dhanyabad.plz apana mane hin chahinle ye niriha Bhai nku nyaya daeparibe..

  • @BijaydasDasbijay
    @BijaydasDasbijay Před 3 dny

    ପୁରୁଷ ନିର୍ଯାତନା ହବାର ମୁଖ୍ୟ
    କାରଣ ହେଲା ସରକାର l
    ନାରୀ ମାନଙ୍କୁ ସ୍ୱାଲମ୍ବୀ କରିବାକୁ
    ସେମାନଙ୍କର ଯୋଗ୍ୟତା 30% ରୁ
    36% ବଢ଼ାଯାଇ ଥିବାରୁ ଆଜିକାଲି
    ସମାଜରେ ପୁରୁଷ ନିର୍ଯାତନା ବଢିଯାଇଛି l ସରକାର ଙ୍କ ତରଫରୁ
    ଏମାନଙ୍କ ପାଇଁ ଲକ ଡାଉନ (ଲକ୍ସମନ ରେଖା ) ଲଗାଯିବା ଦରକାର l

  • @jitbabadas9008
    @jitbabadas9008 Před 20 dny +5

    very awful,fearful after marrital and family life ,family matter is so dangerous,So careful😢 😱😱😡

  • @silsilalifestyle7510
    @silsilalifestyle7510 Před 20 dny +2

    God bless you sir

  • @gwkillchor9006
    @gwkillchor9006 Před 20 dny +2

    Om Sai ram God bless you

  • @Ananta66B
    @Ananta66B Před 20 dny +10

    Bhai mo life re b cahlouchhi amiti

    • @arjunbiswal7243
      @arjunbiswal7243 Před 20 dny

      Mahila commission khali jhia ra katha suni one-sided hoi pila mananku hairana karijanichhanti. Mu semiti case re pidita thili. Bartaman thik chalichi. Formula hela sasura ghara loka ku pitile maikina mane sidha hebe

  • @BapujiMLT
    @BapujiMLT Před 20 dny +15

    ମହିଳା commission କଣ ବାର୍ତ୍ତା ରଖିବେ

    • @gscreation827
      @gscreation827 Před 20 dny +1

      100% purusa commission hau.
      Byamakesh Tripathy sir jadi jiti thante pursa commission heithanta

  • @alokkumarsubudhi5783
    @alokkumarsubudhi5783 Před 20 dny +5

    Byamokesh apankar hastakhep darkar actual matter janiba pain

  • @amanbabu9241
    @amanbabu9241 Před 20 dny +8

    Hn ajikali ra keteka nari mananka pain nari jati kalnkita.mo vai b bahut tarchar heuchi alaga loka samparka rakhi nija swami knu anadekha karuchanti

  • @jasminemusicodia3424
    @jasminemusicodia3424 Před 20 dny +3

    ସେ ସ୍ତ୍ରି ଲୋକର ମୁହଁ ସମସ୍ତେ ଦେଖିବା ଆବଶ୍ଯକ

  • @rajeswarimanik4139
    @rajeswarimanik4139 Před 20 dny +4

    Loka janaka mentally disturb heigalani,plz help him

  • @pksahoo4727
    @pksahoo4727 Před 20 dny +6

    Bumukesh bhai pakhako jao

  • @JayJaganath-lz5jw
    @JayJaganath-lz5jw Před 19 dny +1

    Jai shree jagannath 🙏 tume super hero

  • @sonukhansonukhan8387
    @sonukhansonukhan8387 Před 14 dny +2

    Atay. Neriha. Haba. Kaliguga. Ra. Adnu. Thik. Nuha. Kahi. Rakhiya. Kariba. Nahi. Dukhada. Newus

  • @justJash28
    @justJash28 Před 15 dny +1

    Now a days men suffer a lot because of fake feminism and maximum women are misutilising their rights

  • @Ttyilojg
    @Ttyilojg Před 19 dny +1

    ସେ ମାଇକିନା ର ଫଟୋ ପ୍ରକାଶ କରାଯାଉ 😢😢

  • @subhrapradhan2987
    @subhrapradhan2987 Před 19 dny +3

    E pilati satakatha kahuchantiati sarala manisha, sethipayin se kasta pauchhanti, help karantu

  • @subashtop
    @subashtop Před 15 dny +1

    Bhai tama Hari jaicha jebana judha ra taku chadi dea bhai 😮😮😮

  • @RajeshKumar-zj9xv
    @RajeshKumar-zj9xv Před 16 dny +6

    ଭାଇ ପୁରୁଷ ପିଲା ହେଇକି ନିର୍ଲଜ ଭଳି କାନ୍ଦୁଛ, ଲାଜ ଲାଗୁନି ....... ତୁମେ ପ୍ରଥମରୁ ତାକୁ ମୁଣ୍ଡରେ ବସେଇ ଥିବ, ଆଉ ଏବେ ଆସିକି ସକାଉଛ, ଘରେ କବାଟ ଦେଇକି ନିର୍ଦ୍ଧୁମ ପିଟ୍, ସାବାଡ୍ ହେଇଯିବ

  • @AnkeetaAgroFarm
    @AnkeetaAgroFarm Před 20 dny +1

    ଭାଇ ଭାରି ସରଳିଆ ଲୋକ । ସେଥି ପାଈଁ ଏମିତି ଅବସ୍ଥା 😢

  • @santilatapanda1386
    @santilatapanda1386 Před 20 dny +4

    Advocate Mane saharya karantu lokoti bahut kasta hela bhali disu chhi

  • @kalpatarugauntia2942
    @kalpatarugauntia2942 Před 19 dny +2

    ତା ଗାଣ୍ଡୀ ପେଟ ବାଟେ ଗେହେ ❤

  • @gitabehera6085
    @gitabehera6085 Před 20 dny +2

    Honest person

  • @debalaxmimohanty8825
    @debalaxmimohanty8825 Před 16 dny

    ଭାଇନା ସରଳ ଆପଣଙ୍କ କଥାରୁ ଜଣା ଯାଉଛି ଆପଣଙ୍କୁ ଜଗନ୍ନାଥ ସାହା ହୁଅନ୍ତା

  • @arjunhansdah6774
    @arjunhansdah6774 Před 20 dny +2

    dhanya tame emiti sahiba purusa mu prathama dekhuchisatyara kounasi pramana nahi bhagabanankau mora etiki guhari tamaku nyaya diantu😢

  • @nirmalkumarbehuria6411
    @nirmalkumarbehuria6411 Před 20 dny +1

    ଆଜ୍ଞା ଭାସ୍କର news କୁ ଗୋଟେ ଅନୁରୋଧ ସମ୍ପୂର୍ଣ୍ଣ ସତ୍ୟ ଓ ଠୋସ ସବୁଧ ସହିତ ରିପୋର୍ଟ କରନ୍ତୁ, ମୋର କହିବାର କଥା ଏ ଭାଇ ଗୋଟେ ଲୋକ ଏହାର ସ୍ତ୍ରୀ ବିରୋଧ କରିବା starching କରିବା ଠିକ ହେଲେ ସବୁ ନିଜ ଲୋକ ଓ ବନ୍ଧୁବାନ୍ଦାବ ସମସ୍ତେ ଏ ଭାଇନାଙ୍କ ର ବିରୋଧ ନା, ଯଦି ହଁ ତେବେ ଏତେ ସବୁ ଲୋକଙ୍କ ସହ ନ ଲାଗି ଦୁରକୁ ଛାଡି ପଳେଇ ନିଜେ ଶାନ୍ତିରେ ରହୁନି, ଇଏ କେବଳ sex ପାଇଁ ଏମିତି ହେଉଛି

  • @abhayakumar2129
    @abhayakumar2129 Před 19 dny +1

    Bhaskar kouth e news ପାଉଛି

  • @subhrasmitamohanty-yk9nx
    @subhrasmitamohanty-yk9nx Před 19 dny +1

    Byomakesh sir nku janantu sie nischaya sahajya karibe

  • @hemantakumar007
    @hemantakumar007 Před 20 dny +2

    ଭାଇ ତମେ ଏମିତି କଣ ମାଇଚିଆ ଭଳିଆ କଥା କହୁଛ ତାଙ୍କ ଘର ଲୋକ ପ୍ରଭାବ ଶାଳୀ ନା ବାଳ ଶାଳୀ ଆଉ ମାଇକିନା ଟା ବାଡ଼ଉ ଥିଲା ତମେ ମାଡ଼ ଖାଉ ଥିଲ ତମକୁ ଯାହା ଲାଜ ନାହିଁ

    • @suryakantsahu4154
      @suryakantsahu4154 Před 20 dny +2

      Thare court re round mara janiba kete kasta...se loka bahut kasta pauchi

    • @dipakkumarmohanty3389
      @dipakkumarmohanty3389 Před 20 dny

      ​@@suryakantsahu4154 u r right.baki sabu bala bujhanti sale

  • @rajeswarimanik4139
    @rajeswarimanik4139 Před 20 dny +1

    Plz meet CM

  • @gopalkrushnanayak2414

    ଆଇନ ରେ ତ ପୁରୁଷ ମାନଙ୍କ ପାଇଁ ନ୍ୟାୟ ନାହିଁ.. Govt, ନ୍ୟାୟ ବ୍ୟବସ୍ଥା ହିଁ ଏଥି ପାଇଁ ଦାୟୀ

  • @abhiabhi2511
    @abhiabhi2511 Před 19 dny +1

    ପୁରୁଷ କମିଶନ.... ଇଜ ଇକ୍ୱାଲ ଟୁ.... ବେମକେଶ ସାର...

  • @user-in9md1bp5i
    @user-in9md1bp5i Před 20 dny +2

    Byomakesh sir nku kuh , bata ku ashijib

  • @jyotijena9275
    @jyotijena9275 Před 16 dny +1

    Bhaskar news khali affairs lagi aau kicchi nahi

  • @user-gd3mm6on1d
    @user-gd3mm6on1d Před 20 dny +2

    Both come speech media problem solve

  • @rabindrasahoo1394
    @rabindrasahoo1394 Před 19 dny +1

    We stand men commissioner

  • @subratakumarlenka1915
    @subratakumarlenka1915 Před 20 dny +5

    Reporter bhauni tu pratham reporting kariba thik se sikh ta pare aasi reporting karibu ekdum bekar reporting

  • @KrishnaBag-kt5pj
    @KrishnaBag-kt5pj Před 20 dny +5

    Chhi chhi re chhi

  • @kamallochannayak9660
    @kamallochannayak9660 Před 20 dny +2

    Yaku Kahanti Alakshyani Naree.Dhik .Se Malapare Narkare Padi Chhata Phata Heba, Malabele Patire Poka Padiba Nischaya .

  • @Smitas-n5r
    @Smitas-n5r Před 19 dny +1

    Emitia nari duniyare na rahiba vala...🙏🙏

  • @user-np3id9zn9m
    @user-np3id9zn9m Před 18 dny +1

    A bhai ki naya milu

  • @azaanhkbusiness3971
    @azaanhkbusiness3971 Před 17 dny

    Bilkul sata kotha 😢😢😢😢

  • @jitendralenka763
    @jitendralenka763 Před 20 dny +2

    bhai bomo kes sir sabita katha huantu apanku sahajya karibe

  • @raydiptiranjan1358
    @raydiptiranjan1358 Před 20 dny +7

    Jaha heu mu aji jae baha heini 😂😂😂😂

    • @iamindianindia4711
      @iamindianindia4711 Před 20 dny

      Baha habuna Bhae jama karena jadi paesa ochi baha heba amiti jaaga jaao kehi jaanibe naahi jadi se jaagare bhulu kare maari daba

    • @anilkumarjena7590
      @anilkumarjena7590 Před 20 dny

      ବଞ୍ଚିଗଲ ହୋ.....

    • @RamaniMahuria
      @RamaniMahuria Před 19 dny

      😂😂😂😂😂😂😂😂

  • @tamannamohapatra-i2g
    @tamannamohapatra-i2g Před 16 dny +1

    Sir nku naya milu

  • @mdnazmulhoda2251
    @mdnazmulhoda2251 Před 11 dny

    He is a lawyer.
    He is not safe from domestic violence.
    What will be the situation of common people

  • @user-hj1yl6ch2h
    @user-hj1yl6ch2h Před 13 dny

    Byamokesh Tripathi, Adv. Purush Commission nku dekha karantu bhala heba.
    Odisha High Court re dekha karantu. Byomkesh Babu sunu chhanti ta?

  • @dilubehera1815
    @dilubehera1815 Před 19 dny +1

    Siya au kaha ku love karuchi 100 %

  • @Rambhakt_Deepika
    @Rambhakt_Deepika Před 15 dny

    Hary Pravu Hanuman baba krupa karantu🙏🏻

  • @Odiatechdost
    @Odiatechdost Před 20 dny +2

    ଏଇ news Reporter ଝିଅ ଟି କୁ ମାନିବାକୁ ପଡିବ |
    ଏସବୁ News ପାଇଁ ସିଏ always Ready 👍
    କେବେ ଦେଖିନି କୋଉ ଗରିବ ପାଖରେ କି କୋଉଠି ଶିକ୍ଷା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଛିଡା ହବାର |

  • @sipunkumarsahu4807
    @sipunkumarsahu4807 Před 19 dny +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଆଜିର ଆଧୁନିକ ସମାଜରେ ଏପରି ଅନେକ କଥା ପ୍ରତି ପରି ବାର ମଧ୍ୟରେ ଲାଗି ରହିଛି ଏହା ହେଉଚି ଆଜି କାଲି ଝିଅ ମାନଙ୍କ ମଧ୍ୟରେ ଗୋଟେ ନିନ୍ଦନୀୟ ଭାବନା

  • @dibakarnayak1614
    @dibakarnayak1614 Před 20 dny +1

    Mu ta semiti situation ra sikara heichhi bhai ama ra bi husband- wife 5 years relationship pua tie acchi aehi 7 month helani pua ku aau mote chhadi aau ek purusha Saha poleigala bhai duniya pura alata

  • @user-if5ej7dl4s
    @user-if5ej7dl4s Před 19 dny

    Jay jagannath 🙏🙏

  • @sanjugomango3440
    @sanjugomango3440 Před 18 dny

    Sir apana bahut bhala apananku niaya milu