ବୈଷ୍ଣବମାନେ ଲଣ୍ଡା ହୁଅନ୍ତି କାହିଁକି?

Sdílet
Vložit
  • čas přidán 10. 09. 2024
  • SB 12.2.6
    dure vary-ayanam tirtham
    lavanyam kesa-dharanam
    udaram-bharata svarthah
    satyatve dharstyam eva hi
    daksyam kutumba-bharanam
    yaso ’rthe dharma-sevanam
    Translation:
    A sacred place will be taken to consist of no more than a reservoir of water located at a distance, and beauty will be thought to depend on one’s hairstyle. Filling the belly will become the goal of life, and one who is audacious will be accepted as truthful. He who can maintain a family will be regarded as an expert man, and the principles of religion will be observed only for the sake of reputation.

Komentáře • 111

  • @subrajitpanda5948
    @subrajitpanda5948 Před 26 dny +5

    ହରେ କୃଷ୍ଣ... ସତରେ ଆପଣ ଅଗାଧ ଜ୍ଞାନର ଅଧିକାରୀ... ଭଗବାନ୍ ଆପଣଙ୍କୁ ଶତାୟୁ କରନ୍ତୁ...

  • @narayandalai9799
    @narayandalai9799 Před 25 dny +3

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏

  • @Rathi522
    @Rathi522 Před 4 dny

    ଭଗବାନ ଆପଣଙ୍କ ଭଳି ଅସଙ୍ଖ୍ୟ ଭଗବତଚେତନା ଦେଉଥିବା ସାଧୁ ମହାତ୍ମାଙ୍କୁ ଏହି ଧରାପୃଷ୍ଟରେ ଜନ୍ମଦିଅନ୍ତୁ ।

  • @RajeshSahoo-lm6oi
    @RajeshSahoo-lm6oi Před 12 dny +1

    Jay Jagannath 🙏

  • @jogendranayaknayak7755
    @jogendranayaknayak7755 Před 26 dny +5

    Hare Krishna prabhuji dandavata pranam 👏👏👏👏

  • @d.kmuduli1591
    @d.kmuduli1591 Před 26 dny +3

    Hare Krishna hare Krishna Krishna Krishna hare hare hare rama hare rama rama rama hare hare 🙏🙏🙏🙏🙏🙏

  • @gopalrao3469
    @gopalrao3469 Před 26 dny +3

    Hare Krishna prabhuji 🙏🙏

  • @jaganmohanz
    @jaganmohanz Před 26 dny +2

    ଜୟ ଶ୍ରୀ ରାମ

  • @jagabandhumallik3801
    @jagabandhumallik3801 Před 26 dny +1

    Hare Krishna Prabhu ji Dandabat Pranam 🙏🙏🙏🙏

  • @JaysheeRam-u1x
    @JaysheeRam-u1x Před 26 dny +2

    Hare krishna prabhuji dandavata pranam

  • @Rathi522
    @Rathi522 Před 4 dny

    Hare krishna🙏

  • @narayandalai9799
    @narayandalai9799 Před 25 dny +1

    ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ ଲୀଳା ସେ ଲୀଳା ସେ ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩
    Brahma🌱🌿 siba 🌱🌿🙏🙏🙏

  • @monalisabehera5192
    @monalisabehera5192 Před 26 dny +2

    Hare krishna prabhu ji 🙏

  • @user-js7ux3jo3b
    @user-js7ux3jo3b Před 26 dny +1

    Harekrishna Prabhuji 🙏

  • @thabirasa9411
    @thabirasa9411 Před 26 dny +1

    ହରେ କୃଷ୍ଣ ପ୍ରଭୂ ଦଣ୍ଡବତ ପ୍ରଣାମ

  • @rameshwarpanda5933
    @rameshwarpanda5933 Před 26 dny +2

    Hare Krishna 🙏🙏🙏 prabhuji Jay jagannath

  • @shekharvlogs3516
    @shekharvlogs3516 Před 26 dny +2

    🌸Hare Krishna prabhuji 🙏

  • @Gurubachan688
    @Gurubachan688 Před 25 dny +1

    Long live Baba God bless you always

  • @samitanayak7425
    @samitanayak7425 Před 21 dnem

    Aaji satare mu bahut khusi aaji first time ISKCON jaithili aau puni aapananku samnare ete pakhare dekhili 😊Hare Krishna hari bol

  • @gayatribehera8053
    @gayatribehera8053 Před 26 dny +1

    Hari Hari bol🙏🙏

  • @siturana8950
    @siturana8950 Před 25 dny

    Radha Radha Jay Shree Krishna

  • @Bhaisahab_01
    @Bhaisahab_01 Před 26 dny +1

    ରାଧେ ରାଧେ।।
    ଗୋଟେ ପଶୁ ଆଉ ଗୋଟେ ପଶୁ କୁ ଖାଉଛି
    ଆମେ ସେଇ ଜାଗା ରେ ଅଛୁ
    ଆମର ସାମର୍ଥ୍ୟ ଅଛି ଯେ ମାରି ଯାଉଥିବା ପଶୁଟିକୁ ବଞ୍ଚେଇ ପାରିବୁ
    ଆଉ ଯଦି ସେଇ ପଶୁ କୁ ବଞ୍ଚେଇବୁ
    ତା ଜୀବନ ବଞ୍ଚିଯିବ କିନ୍ତୁ ତାକୁ ଯିଏ ଖାଇବାକୁ ଆସିଚି ତାର ଆହାର ଆମେ ନଷ୍ଟ କରି ଅନ୍ୟ ଯିବା କୁ ବଂଚେଇବୁ
    ସେଇ ଜାଗା ରେ ଆମେ କଣ କରିବୁ ସେ ପଶୁ କୁ ବାଞ୍ଚେଇବୁ
    ନ ଯାହା ସେଠୀ ହୋଇଛି ବାସ ତାକୁ ଦେଖିବୁ
    ଦୟାକରି ଉତ୍ତର ରଖିବେ ।

  • @ramakatasahoo8204
    @ramakatasahoo8204 Před 23 dny

    🙌ହରେ କୃଷ୍ଣ ରାଧେଶ୍ୟାମ🙌

  • @PulinSuna6408
    @PulinSuna6408 Před 20 dny

    ହରେ କୃଷ୍ଣ ରାଧେ ରାଧେ

  • @prabinkumarjena3623
    @prabinkumarjena3623 Před 19 dny

    🙏🏾🌹🙏🏾

  • @pabitrajena6676
    @pabitrajena6676 Před 26 dny +1

    Radheradhe

  • @SNSPIRITUALLIVE
    @SNSPIRITUALLIVE Před 26 dny +1

    Guruswami 🙏

  • @narayandalai9799
    @narayandalai9799 Před 25 dny +1

    jay🚩☘️ shree🌴🚩 guru☘️🚩 dev🚩☘️
    jay ☘️🚩shree ☘️🚩panchasakha☘️🚩
    jay 🚩☘️shree☘️🚩 hanuman☘️🚩
    jay 🚩☘️shree☘️🚩 jagannath☘️🚩🙏🙏🙏

  • @dhrubasethy8983
    @dhrubasethy8983 Před 20 dny

    Jay Jagannath Radhe Radhe prabhu jee

  • @jageswarnanda7936
    @jageswarnanda7936 Před 26 dny +1

    Radhe. Radhe

  • @MRAni-nh2mi
    @MRAni-nh2mi Před 26 dny +3

    Hare Krishna prabhuji 🙏🏻 apana kahile je sikha rakhile bhagaban amaku aae bhabasagar ru uddhar karibe..... Tahale taw samaste amiti sikha rakhantee.....eeara AAU kichi alaga authorise answer achi kii

  • @user-kq6vy5gt6o
    @user-kq6vy5gt6o Před 20 dny

    Radhe radhe radhe radhe radhe

  • @pruthwirajsahu2075
    @pruthwirajsahu2075 Před 24 dny

  • @prasantapattanaik862
    @prasantapattanaik862 Před 26 dny +1

    ଶରୀର,ମନ,ବାକ୍ୟ, ପୋଷାକ, ରୀତି ନୀତି, ବିଭିନ୍ନ ସାତ୍ତ୍ୱିକ ବସ୍ତୁ ଧାରଣ ଓ ସାତ୍ଵିକ ଖାଦ୍ୟ ଭକ୍ଷଣ,ଧର୍ମ ଗ୍ରନ୍ଥ ପଠନ ଓ ସତ୍ ସଙ୍ଗ ମଣିଷ କୁ ଭଗବତ୍ ସାନିଧ୍ୟ କୁ ନେଇଯାଏ। କିନ୍ତୁ ଏକାଗ୍ର ଚିତ୍ତରେ ରହିବାକୁ ହେବ।ତେଣୁ ଏ ସବୁ କରିବାକୁ ହୁଏ।

  • @LaxmiPriya-eb4cb
    @LaxmiPriya-eb4cb Před 26 dny +1

    You are right 🎉

  • @panchasakhabhajansandhya8523

    Jay Sri radhe Krishna

  • @Gurubachan688
    @Gurubachan688 Před 25 dny

    Jay Jagannath

  • @user-jn9tk2qh7z
    @user-jn9tk2qh7z Před 26 dny +2

    ❤❤❤❤

  • @pabitramohanbhuyan7641

    💞🙏💞 JAY SHREE KRISHNA 💞🙏💞

  • @KuberSahu-nu4xt
    @KuberSahu-nu4xt Před 24 dny

    ଭକ୍ତିରେ ଭଗବାନ ତୁଯେ ଜଗତ ଅଛୁ ଛନ୍ଦି ଭକତ ତତେ ପାରେ ବାନ୍ଧି ଭକତ ଭାବେ ତୁ ବନ୍ଧନ ଭକତ ତୋହର ଜୀବନ

  • @nabakishorharpal1910
    @nabakishorharpal1910 Před 26 dny +2

    Like this

  • @banareswar7906
    @banareswar7906 Před 26 dny

    Harekrusna

  • @PRIYAPARITOSHPANDA
    @PRIYAPARITOSHPANDA Před 19 dny

    ହେ ମହାନୁଭବ ଆପଣଙ୍କ ର ଜ୍ଞାନ ବହୁତ କିନ୍ତୁ ସନାତନ ଧର୍ମ ବିଷୟରେ ଆଉ ଟିକେ ପୁସ୍ତକ ଅବଲୋକନ କରନ୍ତୁ.

  • @dashsatyabrata
    @dashsatyabrata Před 26 dny

    Very well explained bhai

  • @barunbehera861
    @barunbehera861 Před 24 dny

    Har Krishna ❤❤❤

  • @puspalatanayak3246
    @puspalatanayak3246 Před 26 dny +1

    🙏❤️🙏

  • @ajayakumarsahoo3759
    @ajayakumarsahoo3759 Před 26 dny

    Jay jagganth

  • @saumendrajena1286
    @saumendrajena1286 Před 25 dny

    🙏🙏🙏✅️✅️

  • @gameend7014
    @gameend7014 Před 26 dny +1

    Bhai nkara khola hrudaya😊

  • @santoshkumarmohapatra78
    @santoshkumarmohapatra78 Před 15 dny +1

    ଭଗବାନଙ୍କୁ ବାବା ପଚା ରନ୍ତେ ନାହିଁ ଏ ବେକାର ଜିନିଷ ଗୁଡ଼ା ଲୋକଙ୍କୁ ଦେଇଛନ୍ତି କାହିଁକି ?ବାକି ଜାଗାରୁ ବାଳ ପଡ଼ିବ ,ଆପଣ ଙ୍କ ଶିଖାରୁ ବାଳ ପଡ଼ିବ ନାହିଁ ? ଏଇମିତିଆ ମୂର୍ଖ ବୁଦ୍ଧି ପାଇଁ ହିନ୍ଦୁ ଧର୍ମର ଆଜି ଏଇ ଅବସ୍ଥା !

  • @raghabapradhan7088
    @raghabapradhan7088 Před 15 dny

    Naa naa muninkora naa naa moto e sobu purano rochilto,jie jahahro moto ku rokhile satya.

  • @sudarshan368
    @sudarshan368 Před 26 dny

    Maharaj 🙏🙏🙏🙏
    Besha Basa Sikha upare shastra pramana kn achhi ki ?

  • @naxiscoyang-chu5219
    @naxiscoyang-chu5219 Před 3 dny

    Comment ra answer deunahanti kahinki comment sabu padhuchha ki nahin

  • @sangramgahan1815
    @sangramgahan1815 Před 20 dny

    Guruji akhi pata rakhiba Katha nuhe

  • @Monojdas541
    @Monojdas541 Před 25 dny

    Pajana bhai eathi kn karuchi

  • @shravankumarmishra5513
    @shravankumarmishra5513 Před 22 hodinami

    ବାବୁରେ କାମ ଧନ୍ଦା ନାହିଁ କି ଯାଉନୁ କର୍ମ କରି ଏଠି କାହିଁକି ଫମ୍ପା ପବନ ମାରୁଚୁ 😂😂😂😂 ମନଗଢ଼ା କାହାଣୀ ଆଉ କାହାକୁ ଶୁଣେଇବୁ ଆମକୁ ନାହିଁ

  • @Pankaj_Nayak.07
    @Pankaj_Nayak.07 Před 26 dny +1

    Bageshwar dham baba chuti stylish achi kmt baba bhai

  • @SKPatra-y8z
    @SKPatra-y8z Před 22 dny

    Sadhu jete tautar sete gandimara guru

  • @RaghunathDalai-y7w
    @RaghunathDalai-y7w Před 23 dny

    ଭାଇ ତାହେଲେ ଛାତି ଆଉ କାଖ ଛୁଟି କାଟି ଦେବା

  • @samirnaik9773
    @samirnaik9773 Před 26 dny

    Baba bruti hehuchi Business

  • @subhrajyoti7809
    @subhrajyoti7809 Před 26 dny +14

    ଠାକୁର ଅରୁଆ ରେ ନାହିଁ କି ଗେରୁଆ ରେ ନାହିଁ ଚିତା ଚୈତନ ରେ ବି ନାହିଁ

    • @JATRADEKHIBAASA
      @JATRADEKHIBAASA Před 26 dny

      ଆଉ କୋଉଠି ଅଛନ୍ତି କହି ପାରିବେ କି

    • @subhrajyoti7809
      @subhrajyoti7809 Před 26 dny +1

      @@JATRADEKHIBAASA ଭକ୍ତି ରେ.ବା.. ଭକତର ଭାବ ରେ..

    • @JATRADEKHIBAASA
      @JATRADEKHIBAASA Před 26 dny

      @@subhrajyoti7809 ସେ ଭକ୍ତି ଆସେ କେଉଁଠାରୁ ଟିକେ କହିବେକି

    • @LikuPradhan77
      @LikuPradhan77 Před 26 dny +10

      ଯଦି ଜଣେ ଛାତ୍ର ସ୍କୁଲ ଯାଏ ତ ତା ପାଇଁ ସ୍କୁଲ ପୋଷାକ (uniform) ଯେମିତି ଦରକାର ହୁଏ ସେମିତି ଭକ୍ତି ମାର୍ଗ ରେ ଗଲେ ଗେରୁଆ ବସ୍ତ୍ର ବା ଧଳା ବସ୍ତ, ଚିତା ବା ତିଲକ ଲଗାଇବାକୁ ପଡ଼ିଥାଏ l ଏସବୁ ଧାରଣ କରିବା ଦ୍ୱାରା ଆମେ ଖରାପ ପ୍ରବୁତି ରୁ ମୁକ୍ତି ପାଇଥାଉ l ହରି ବୋଲ୍🙌

    • @debajyotisharma265
      @debajyotisharma265 Před 26 dny +2

      ​@@physicismycrushସେମାନେ ତ ଭଗବାନ ଙ୍କ ସେବା କରୁଛନ୍ତି ତୁମେ ଏମିତି ଦୁନିଆରେ କଣ ଟା କରି ପକାଉଚ କି ରୋଜଗାର କରୁଛ ଖାଉଛ ପିଉଛ ଆଉ ସେମାନେ ଯଦି କାମ କରୁନାହାନ୍ତି ତାହେଲେ ଏତେ ବଡ଼ ସଂଥା କେମିତି ଚାଲୁଛି ଏତେ ଭକ୍ତ କେମିତି ରହୁ ଛନ୍ତି ନା ତୁମେ ତାଙ୍କୁ ଚଳାଉଛ

  • @damodarnayak7691
    @damodarnayak7691 Před 26 dny +1

    Galuaa katha

  • @Rockmadhu11
    @Rockmadhu11 Před 20 dny

    ହେଲେ ବିଜ୍ଞନ କହି ପାରିଲେ ନାହିଁ, ଆଉ ଟିକେ ଗବେଷଣା କରନ୍ତୁ,

  • @bikramadityajena3770
    @bikramadityajena3770 Před 13 dny

    ଅନ୍ଧ ବିଶ୍ବାସ କୁ ବଢ଼ୋଉଥିବା ମୂର୍ଖ ତୁ

    • @debasishsahoo164
      @debasishsahoo164 Před 13 dny +1

      ଅଜ୍ଞାନ ଆପଣ ସେଥିପାଇଁ ଏମିତି କହୁଛନ୍ତି, ଭଗବାନ ଆପଣଙ୍କୁ ଜ୍ଞାନ ଦିଅନ୍ତୁ

    • @bikramadityajena3770
      @bikramadityajena3770 Před 13 dny

      @@debasishsahoo164 ଭଗବାନ ର ନିଜର ଶକ୍ତି ନାହିଁ ଦାନ ହୁଣ୍ଡି କୁ ଜଗିବାର ସେ ମତେ କି ଜ୍ଞାନ ଦବ ,, ତମେ ତ ୩% ଅଛ ଦୁନିଆ କୁ ବୋକା ବନାଇବାକୁ

    • @shravankumarmishra5513
      @shravankumarmishra5513 Před 22 hodinami

      ଠିକ୍ କହିଛ ଭାଇ କାମ ଧନ୍ଦା ତ ନାହିଁ ଗୋଟେ ପାଲା ଚଲେଇଛନ୍ତି ଆଉ ଭଲ ରୋଜଗାର ପାଇଁ

  • @bikramadityajena3770
    @bikramadityajena3770 Před 13 dny

    Narendra Modi ମା ମଲା ପରେ ମୋଦି କାହିଁକି ଲଣ୍ଡା ହେଲାନି ?

  • @santoshkumarmohapatra78

    ଏଇମିତି ହରେ କୃଷ୍ଣ ଜପ ଆଉ ବଙ୍ଗଳାଦେଶ ରୁ ପିଟା ଖାଇକି ଆସ

  • @raghabapradhan7088
    @raghabapradhan7088 Před 15 dny

    100% faltu kothaa

  • @subhajitparida4845
    @subhajitparida4845 Před 26 dny +1

    Sidha sidha kahuna srila Prabhupada chuti rakhuna thile boli tame rakhuna😂😂😂😂 iscon ra symbol..😂ate jalebi Kain chanucha....puja kala bele jadi gote chuti padi le, tama mana ku apabitra kari dauchi😂😂ki manasikata au bhakti tumbha ra....satare tume kukura,bt bhagwan nka nuhe.....

    • @LikuPradhan77
      @LikuPradhan77 Před 26 dny

      ହରେ କୃଷ୍ଣ l ଶ୍ରିଳ ପ୍ରଭୁପାଦ ହେଉଛନ୍ତି ଆମର ଗୁରୁଜୀ ଆଉ ଭଗବାନ ଙ୍କ ପ୍ରତିନିଧି ସେ ଯଦି କହୁଛନ୍ତି କି ଚୁଟି ରଖିବା ଦ୍ଵାରା ଭକ୍ତି ମାର୍ଗରେ ବାଧା ଆସିଥାଏ ତ ଆମେ ଶିଷ୍ୟ ହେଇ ସେ ସବୁ କୁ ମାନିବାକୁ ହେବ l ଯଦି ଆପଣ ଭକ୍ତି କି ପୂଜା କରୁନାହାନ୍ତି ତ ଦୟାକରି ଜଣେ ବୈଷ୍ଣବଙ୍କୁ ପରିହାସ କରନି l🙏🙏🙏

    • @LikuPradhan77
      @LikuPradhan77 Před 26 dny

      @@physicismycrush ହରେ କୃଷ୍ଣ l ଆପଣ ଯଦି ମନ୍ଦିର ଯାଉଛନ୍ତି କିଛି ଟଙ୍କା ପୂଜାରୀ କୁ ଦେଉଛନ୍ତି l ଏଇଠି ମଧ୍ୟ ସେମିତି ଯାହାର ଇଚ୍ଛା ହେଲା ଦେଲା ନହେଲେ ନାହିଁ l ସବୁ ଦିନ ଭଗବତ ଗୀତ ବଣ୍ଟନ ହୁଏ ସେଥିରୁ କିଛି ଅର୍ଥ ମିଳିଯାଏ ବାସ୍ l ଏତିକିରେ ମନ୍ଦିର ଚାଲେ l ଯେଉଁ ମାନେ ବି iskcon jauchanti ସବୁ ଭକ୍ତଙ୍କୁ ମାଗଣା ରେ ପ୍ରସାଦ ଦିଅ ହୁଏ l ଆଉ ଗୋଟେ କଥା କୋରନା ସମୟ ରେ ଏହି iskcon 4 କୋଟି ଲୋକଙ୍କୁ ଖାଇବା ଯୋଗାଇଥିଲା l ଲୋକ କିଛି ନଜାଣି ବହୁତ୍ କଥା କୁହନ୍ତି l ହରି ବୋଲ 🙌

    • @subhajitparida4845
      @subhajitparida4845 Před 26 dny +1

      @@physicismycrush pustaka bikri, restuarant b achi...mitha,dhupa kathi bikri..loko nka donation re bahut paisa asuchi...se kharcha b karuchanti loko nku prasada bantiki...jetiki karuchanti bahut..🙏...hele loko nku Satya adaku na nae,nija sansta adaku neba thik nuhe.. prabachan madhyama re bhul tathya rakhiba...,gita ra sara ku nija manyata ade modiki katha rakhiba....thik nuhe...

    • @Humanity299
      @Humanity299 Před 25 dny

      ​​@@subhajitparida4845 ପ୍ରଭୁପାଦ ଭାଷ୍ୟ ଗୀତା ହେଉଛି ଭକ୍ତି ଗୀତା ଜ୍ଞାନ ନାହିଁ, ଯଦି ଆପଣଙ୍କୁ ଗୀତା ଦରକାର୍ ତାହେଲେ ଅନ୍ୟ ଗୀତା ପଢନ୍ତୁ, ସେମାନେ ଯାହା ଜାଣିଛନ୍ତି ସେମାନେ ତାଛଡ଼ା ଆଉ ଅଧିକ କିଛି କହି ପାରିବେ ନାହିଁ😊😊😊

    • @shravankumarmishra5513
      @shravankumarmishra5513 Před 22 hodinami

      ଭାଇ ଠିକ୍ କହିଚୁ ରେ ଆମ ଆଡ଼େ ଇସ୍କନ୍ ରେ କେକ କାଟି ଖାଉଛନ୍ତି ମୁଁ ଆଉ ଭାଷା ପାଉନି କୋଉ ଭାଷାରେ କହିବି ସେଇ ଇସ୍କନ୍ ଭକ୍ତ ପୁଣି କୁକୁରକୁ ଶକ୍ତ ପ୍ରହାର କରୁଛି କଣ ତମ ପ୍ରଭୁପାଦ ପଶୁ ମାନଙ୍କୁ ଦୟା କରିବା ଶିଖେଇନି କି ଶଳା ହାରାମି ମାନେ ଯେତିକି ଆମ ଗାଁର ଇସ୍କନ୍ ରେ ଭର୍ତ୍ତି ହେଇକି ଅଛନ୍ତି ଭିତରେ ନାନା କଳା କାରନାମା ହୁଏ ଶଲେ ଗୋଟେ ଧନ୍ଦା ବେପାର ଚଲେଇଛନ୍ତି ଇସ୍କନ୍ ନାମରେ ବାଳଟା ହେବ ଭକ୍ତି କଲେ ହାରାମି ମାନେ ପଶୁଙ୍କୁ ଦୟା କରୁନାହାନ୍ତି ବିଦେଶୀ ପରମ୍ପରା ଆପଣାଉଛନ୍ତି ଏମିତି ବାଳ ଭକ୍ତିର ମାନେ କଣ ????

  • @sandhyaranipradhan3043

    Madhura bachana lamba chitaa ..
    Thaka madhya re jagata jeeta ..

  • @rajasahoo9123
    @rajasahoo9123 Před 22 dny

    Are bhai toro mobile nisha chadini tuu kii baba blog karuchuu

  • @sarojmeher5101
    @sarojmeher5101 Před 22 dny

    Apanka phone number tike send karibe

  • @omprakashpradhan8701
    @omprakashpradhan8701 Před 26 dny +1

    Hare Krishna prabhuji dandavat pranam 🙏🙏🙏🙏

  • @asutoshdutta611
    @asutoshdutta611 Před 26 dny +1

    ❤❤

  • @ashoksamrat9939
    @ashoksamrat9939 Před 26 dny

    🙏🙏🙏🙏