୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର || CM Mohan Majhi || Cabinet Approves 5 Proposals || BJP Govt || OR

Sdílet
Vložit
  • čas přidán 27. 08. 2024
  • ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #cabinetmeeting #chiefminister #MohanCharanMajhi #odisha #news #odishareporter

Komentáře • 182

  • @ganeswarbehera-fj6yu
    @ganeswarbehera-fj6yu Před měsícem +29

    ଧନ୍ୟବାଦ ଜଣାଉଛି ପ୍ରିୟ ମୂଖ୍ୟମନ୍ତ୍ରୀ ଙ୍କୁ । ଜୟ ଜଗନ୍ନାଥ ।

  • @zoomstatus2482
    @zoomstatus2482 Před měsícem +53

    କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ସହ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଁ ମୋର ସମସ୍ତ ଆଶାୟୀ ଶିକ୍ଷକମାନଙ୍କ ତରଫରୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି l 🙏🏻 ଧନ୍ୟବାଦ ❤️❤️❤️🙏🏻

    • @shaitansingh9698
      @shaitansingh9698 Před měsícem +1

      ❤🙏🏻

    • @ShambhunathKatual
      @ShambhunathKatual Před měsícem

      😮 h​@@shaitansingh9698

    • @asheshdehury1482
      @asheshdehury1482 Před měsícem

      🙏🙏🙏

    • @sanjeevkumarsahu6016
      @sanjeevkumarsahu6016 Před měsícem +1

      hau nijukti milila pare tike patha padhei baku bi chesta karibe.

    • @zoomstatus2482
      @zoomstatus2482 Před měsícem

      @@sanjeevkumarsahu6016 ନିଶ୍ଚିନ୍ତ ରୁହନ୍ତୁ ଆମେ ନୂତନ ଭବିଷ୍ୟତକୁ ନିଜ ହାତରେ ଗଢ଼ିବୁ.. କିଛି ଙ୍କୁ ଦେଖି ସମସ୍ତ ଶିକ୍ଷକ ଜାତି ପ୍ରତି ସନ୍ଦେହ ଦୃଷ୍ଟି ଆଣନ୍ତୁ ନାହିଁ l🙏🏻

  • @RANJANKUMAR-jb1xw
    @RANJANKUMAR-jb1xw Před měsícem +11

    ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ❤❤❤❤❤❤❤❤❤❤❤

  • @ALLINONE-yx6rn
    @ALLINONE-yx6rn Před měsícem +12

    କମ୍ପାନୀ ମାନେ ସରକାରୀ ରେଟ୍ କେ ନାଇଁ
    ମାନ୍‌ବାର୍ ଇ ଉପରେ ଟିକେ ଧ୍ୟାନ୍ ଦେଲେ ଭଲ୍ ହେବା ।

  • @Sapanirana-gq6xr
    @Sapanirana-gq6xr Před měsícem +15

    ଯାହା ହେଉ new CM କିଛି କହି ପାରୁଛନ୍ତି ଆଉ ନବୀନ ବାବୁ ସେ ଖାଲି କହିବେ ଆପଣ ମାନେ ଖୁସି ତ

    • @jamesrinku1995
      @jamesrinku1995 Před měsícem

      Hmm କୁଶଡି କୁଶଡି

    • @kissankola2369
      @kissankola2369 Před měsícem

      Bholo bhuwan bulouchonti

    • @Purtyabhinash
      @Purtyabhinash Před měsícem

      Thank you

    • @ashiskumarpradhan388
      @ashiskumarpradhan388 Před měsícem

      Naveen ra kahiba tame bujhiparibani na Karan se English re kahibe,,mohan majhi ta odia reading padhuchhanti na bhala bujhi heuthiba

    • @Sapanirana-gq6xr
      @Sapanirana-gq6xr Před měsícem

      @@ashiskumarpradhan388 na na ame English padhijaninu

  • @durjanpujari7364
    @durjanpujari7364 Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ ଆଉଟ୍ ସର୍ଶୀଙ୍ଗ ପିଲା ମାନଙ୍କୁ ଟିକିଏ ଧ୍ୟାନ ଦିଅନ୍ତୁ ସାର୍

  • @Singh77359
    @Singh77359 Před měsícem +5

    କେତେ ଧର୍ଜ୍ୟହରା ଆମ ଓଡିଆଲୋକ ଜେ କିଛିସମୟ ପୁର୍ବରୁ ଅନେକଶିକ୍ଷକ ହେବାକୁଥିବା ପିଲାମାନେ ମୁଖ୍ୟମନ୍ତ୍ରିଙ୍କୁ ଗାଲିକରୁଥିଲେ ସେମାନେ ଏବେ ଧନ୍ୟବାଦ ଦେଲେଣି ଜୋଉ ଶିକ୍ଷକମାନେ ମୁଖ୍ୟମନ୍ତ୍ରିକୁ ସମ୍ମାନଦେବା ଜାଣିନି ସେ ମୁର୍ଖ ଶିକ୍ଷକ ପିଲାଙ୍କୁ କି ପାଠ ପଢେଇବ ପ୍ରଥମେ ଅନ୍ୟକୁ ସମ୍ମାନଦେବାସିଖ ପରେ ଶିକ୍ଷକହେବ

  • @NareshMahanta-gq9pw
    @NareshMahanta-gq9pw Před měsícem +15

    Bahut badhiya

  • @user-fd9fj4xn3v
    @user-fd9fj4xn3v Před měsícem +5

    Thanks a lot sir,ama garibanka pilanka panku munhare hasa tike phutei thibaru 🙏🙏🙏🙏

  • @Rajanibiswal2024
    @Rajanibiswal2024 Před měsícem +13

    ଗାଦିମଡା ପୁରୁଣା ଅଫିସର କେବେ ଦାହାରିବେ?

  • @khandayat1Ruler
    @khandayat1Ruler Před měsícem

    Best CM Mohan Majhi Sir

  • @LusiSwain-ry8nw
    @LusiSwain-ry8nw Před měsícem +3

    Cmsirthanks

  • @swagat7894...
    @swagat7894... Před měsícem +3

    ଅତଳ ଗଭୀର ନଳକୂପ ଗୁଡିକ ସଚଳ କରାଗଲେ ଅନେକ ଚାଷୀଭାଇ ଉପକୃତ ହୋଇପାରନ୍ତେ । ଏଣୁ ସି. ଏମ ସାର ଏଥିପ୍ରତି ଗୁରୁତ୍ଵ ଦେବା ପାଇଁ ଅନୁରୋଧ ରହିଲା।

  • @shaitansingh9698
    @shaitansingh9698 Před měsícem +2

    ❤dhanyabaad sir, au medical system ku dhyan dia, rajya re thiba nadi, dam, anikot ra punar udhar au maramati kara🙏🏻🙏🏻🙏🏻new dam tiari kara❤❤

  • @gyanaranjansahoo8582
    @gyanaranjansahoo8582 Před měsícem +3

    ଦୟା କରି ଓଡ଼ିଶା ସ୍କିଲେଡ, ହାଇ ସ୍କିଲ, ସେମି ସ୍କିଲ୍ ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ରେ ଖୁବ୍ କମ୍ ଦିନ କୁ ଦିନ ଖର୍ଚ୍ଚ ବଢୁଛି କିନ୍ତୁ ପାରିଶ୍ରମିକ ବଢ଼ୁନାହିଁ ତେଣୁ ଅନେକ ପ୍ରାଇଭେଟ୍ ଇଣ୍ଡଷ୍ଟ୍ରି ଥାଇ ମଧ୍ଯ ଓଡ଼ିଶା ପିଲା other' ଷ୍ଟେଟ ରେ ଜବ୍ କରୁଛି ପ୍ଲିଜ ଆହୁରି ହାଇକି କରିବାକୁ ପଡ଼ିବ

    • @shaitansingh9698
      @shaitansingh9698 Před měsícem

      Dhere dhere sabu khaiba, aka bele badhile kama daba loka v birodh kariba

  • @aloksahu7422
    @aloksahu7422 Před měsícem

    Jay ho bjp sarkar

  • @basantakumarjani997
    @basantakumarjani997 Před měsícem +9

    Thanks to govt for the recruitment of 20k jts.

  • @sanjhasingh2070
    @sanjhasingh2070 Před měsícem +3

    ଭୁମିହିନକଣକରିବେ..ପଦଖେପଠିକ୍.ହେଲାନି

    • @_mr___rajput
      @_mr___rajput Před měsícem

      Bhumi Hina ku bhaga chasi re pm Sanman nidhi scheme re tanka miliba

  • @SstarRajesh
    @SstarRajesh Před měsícem

    Jai Bjp Jai mohon sir jai jagarnnath ❤❤❤❤🎉🎉🎉🎉

  • @prakashkumarjena.babusan.n3760

    ଏହା କୁ କୁହନ୍ତି ପକୃତରେ ପରିବର୍ତନ... ଜୟ ବିଜେପି 🙏🙏

  • @hariharaom7482
    @hariharaom7482 Před měsícem +1

    ମୋହନ ସରକାର, ପୂର୍ବ ସରକାରଙ୍କ ଚୋର, ଡକାୟତ ଙ୍କୁ କେବେ ଜେଲ୍ ପଠାଇବେ, ତାହା ଆଗ ସ୍ପଷ୍ଟ କରନ୍ତୁ , ପୁରା ଓଡିଶା ବାସୀ ଚାହିଁ ବସିଛନ୍ତି ।

    • @jamesrinku1995
      @jamesrinku1995 Před měsícem

      @@hariharaom7482 ରେ ମୂର୍ଖ ମୋହନ ସରକାର ନାହିଁ ସେ ଓଡ଼ିଶା ସରକାର

  • @prasantakumarkhanda826
    @prasantakumarkhanda826 Před měsícem +1

    Good

  • @TheEducationHub-dz9gn
    @TheEducationHub-dz9gn Před měsícem +6

    Build new odisha. ( bada guruji)

  • @user-zg7qk8zn7q
    @user-zg7qk8zn7q Před měsícem +1

    Hospital line ରେ ଯେଉଁମାନେ ଦିନ ରାତି duty କରି 6year's ହେଲା ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ଆଗ Regular ସ୍ଥାୟୀ ଚାକିରୀ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ Request ଅନୁରୋଧ କରୁଛୁ 🙏🙏🙏🙏🙏

  • @abhayamishra3806
    @abhayamishra3806 Před měsícem +5

    Comment Padhile Laguchi......Odishare Sabu Magana Khia....Sabubele Hata Teka Khojile😂😂😂

  • @OdishaFolk
    @OdishaFolk Před měsícem

    ଅସ୍ମିତା ର ଅର୍ଥ 'ଅହ°କାର'

  • @hirankuldip1081
    @hirankuldip1081 Před měsícem

    ୪୪୨ +୧୦୮=550 ରେ ପ୍ରାପ୍ତ କୋରା ଯାଉ ଛି ସୋଲା ଭୁଲ କୋଉଛୁ ମୂଖ୍ୟମନ୍ତ୍ରୀ

  • @hansdahcreation4k849
    @hansdahcreation4k849 Před měsícem +2

    Mohan odisha🙏

  • @bharatsahoo232
    @bharatsahoo232 Před měsícem +4

    ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା
    ସେ ବିଷୟରେ ତ କିଛି କହିଲେନି
    ଗରିବ ଲୋକ କୋଉଠି ରହିବ

    • @_mr___rajput
      @_mr___rajput Před měsícem

      Central govt ra cabinet basini odisha ku kete pm abasa miliba cabinet re Agata hoini State govt jemiti janeibe ??

  • @pratapsinghramakanta5213
    @pratapsinghramakanta5213 Před měsícem +1

    କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା କେବେ ମିଳିବ

  • @aloknandaalok2849
    @aloknandaalok2849 Před měsícem +5

    ସାର ଏଇଟା ପୁରୁଣା ମଜୁରୀ

  • @ramkrusnapanda4374
    @ramkrusnapanda4374 Před měsícem

    Jay Jagannath

  • @rabimajhi2156
    @rabimajhi2156 Před měsícem

    Tq a lot sir j bikalanga bidhaba bharta kuade gala sir

  • @soumyasahoo8897
    @soumyasahoo8897 Před měsícem +7

    Outsourcing ପାଇଁ କିଛି ନାହିଁ 😄😄

  • @goutamdas5349
    @goutamdas5349 Před měsícem

    Jahau aamo mukhya mantri Odia kahi paruchanti ❤❤❤❤❤

  • @BKCREATION-fk2md
    @BKCREATION-fk2md Před měsícem +1

    ଆଗେ ବଡ଼ଠାକୁରଙ୍କ ବିଷୟରେ କୁହ

  • @galaxym30s74
    @galaxym30s74 Před měsícem

    many years later some Odisha's parameters % sound will impact good

  • @pravatkumar3776
    @pravatkumar3776 Před měsícem

    ମୁଖ୍ୟମନ୍ତ୍ରୀ ଏଯାଇଁ advocate general appointment କରିପାରିଲେ ନାହିଁ

  • @drpratyushpo4343
    @drpratyushpo4343 Před měsícem

    I request for increaseing numbers of private sector and job

  • @rajeshbehera8116
    @rajeshbehera8116 Před měsícem +1

    OLD AGE PENSION RS. 3000 , VARY IMPORTANT SUBJECT AUGUST 15 ,STARTS

  • @anandapanda4268
    @anandapanda4268 Před měsícem +3

    Thank you majhi sir youbuildnewodissa and not excuse correction inodissa and sent to jail in cirreptedofficer

  • @sknialVlog
    @sknialVlog Před měsícem

    ଇଏ ତ ପଢିକି ବି କହି ପାରୁ ନାହିଁ..

  • @PuspanjaliSindhria-pl2sz
    @PuspanjaliSindhria-pl2sz Před měsícem

    Odisha k bancha ho Jagannath bhagaban.. kam se kam cm nka muhanre eta bhal nai lagbar ... Au jay jay karbar murkha mane b dhanya

  • @manoranjsahoo9197
    @manoranjsahoo9197 Před měsícem

    Namho namsker sir 🙏 🎉🎉

  • @GourisankarMadala-hi4xz
    @GourisankarMadala-hi4xz Před měsícem

    Dahanyad sir.garib manakan pain sabu too bhala kama karidele apana

  • @shantanukumar7502
    @shantanukumar7502 Před měsícem

    BJP🇮🇳❤❤ u

  • @manoranjansahu5577
    @manoranjansahu5577 Před měsícem

    Bahut sundar padakhep

  • @abhayamalik701
    @abhayamalik701 Před měsícem +5

    Regular jts kai

  • @user-ft7nb4bp2d
    @user-ft7nb4bp2d Před měsícem

    🙏🙏🙏🙏🙏🙏🙏🙏👍👍👍👍👍👍

  • @narendrakarali3469
    @narendrakarali3469 Před měsícem +3

    ଏ ମଞ୍ଜୁରୀ କିଏ କାହାକୁ ଦେଉଛନ୍ତି, ଟିକେ କହିବେ କି, ଓ କିଏ ଉପକୃତ ହେବେ?

  • @BHAGABANMUDULI-g9d
    @BHAGABANMUDULI-g9d Před měsícem

    ସାର୍ ଙ୍କୁ ମୁଁ ଅନୁରୋଧ କରିବି କି ଚାଷ ଜମି ରେ ଜଳସେଚନ ପ୍ରକଳ୍ପ ଅପେକ୍ଷା ପିଇବା ପାଣି ର ବ୍ୟବସ୍ଥା ଆଗ କରାନ୍ତୁ। କାହିଁକି ନା ଲୋକେ ପିଇବା ପାଣି ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାର୍।plz...................plz ମୁଁ ପ୍ରାର୍ଥନା କରୁଛି ଆପଣଙ୍କୁ।😂😂😂😂😂😂😂😂

  • @SantoshaPalai
    @SantoshaPalai Před měsícem

    Good work ❤😊

  • @satyaranjanpatra5902
    @satyaranjanpatra5902 Před měsícem +3

    Sir justice for anm staff

  • @TheConquerorManua
    @TheConquerorManua Před měsícem

    "Odisha lift irrigation corporation Ltd" re Rehabilitation Assistance Scheme Applicants mananku Group-D post re appointment diantu.....

  • @mkr2000
    @mkr2000 Před měsícem

    Chakiri bayasa sima 42 year karantu sir. Bjd government kichhi post bahara karunathila. Apana pilamananku tike nyaya diantu

  • @bandhuramjanibandhuramjani2581

    Outsourcing pai kichi nai ki

    • @mjexcess3335
      @mjexcess3335 Před měsícem

      Gote dinare sabu hei jibaki 😂😂
      Kuchh v thoda sabar karo

  • @aloknandaalok2849
    @aloknandaalok2849 Před měsícem +2

    Sir ଏଇତ ଭୁଲ ରେ ହେଲା ମଜୁରୀ ପୁରୁଣା ଟା ହଁ ରହିଲା

  • @farmingfirstodisha
    @farmingfirstodisha Před měsícem +1

    Manufacture industries khola

  • @user-vg5qd6zm9j
    @user-vg5qd6zm9j Před měsícem +1

    WHERE IS FINANCIALS BENEFITS FOR RETIRED EPF PENSIONERS FAMILIES WHO ARE SERIOUSLY SUFFERING FOR NON HIKE OF EPF MINIMUM PENSION
    BY OUR CENTRAL GOVERNMENT

  • @swarnamanjaripradhan1955
    @swarnamanjaripradhan1955 Před měsícem +1

    Sir, dayakari municipality manankare dirgha 10 ru adhika Kariya karu thiba co manankara regular order cabinet re pass karantu

  • @satyanarayansahoo6768
    @satyanarayansahoo6768 Před měsícem

    Irrespective of all government and private schools from lower primary to higher secondary the teaching of odia as compulsory subject should be mandatory by the state government.

  • @GVaraprasad-gs4ye
    @GVaraprasad-gs4ye Před měsícem

    trust and beleavings cm willprovide our irretrievable land tactically acquired by jkpm rgda 522,35acr since60yers enjoying adversity sardonic noaction by adivasi nethas😢😮😅jaibjp❤

  • @Rabibaskey617
    @Rabibaskey617 Před měsícem

    Opekhya karo sabu thik hei jiba 5 barso bhitare...jai hirla marang buru...

  • @rajeshbehera8116
    @rajeshbehera8116 Před měsícem

    URBAN / SAHARI KRUSHAK KALIA/PM KISSAN PAIBA UCHIT ,,GOOD DECISION 🙏

  • @AshokPanda-qt4qn
    @AshokPanda-qt4qn Před měsícem

    CM Sir Private School o College Ra Sudhar re Drusti Dei Kichhi Karantu Bandey Utkala Janani🙏

  • @PuspanjaliSindhria-pl2sz
    @PuspanjaliSindhria-pl2sz Před měsícem

    Eta puruna cm belu milu achhi.. puni sehi saman Paisa ku authare kahibara mahima gana Kariba au badhichi boli kahiba hey bhagaban

  • @drpratyushpo4343
    @drpratyushpo4343 Před měsícem

    Outsourcing main mudda he odisha me hatao jaldi

  • @pradyumnakumarpal5807
    @pradyumnakumarpal5807 Před měsícem

    What about private company employees,companies are not follow this roles

  • @user-uz4nh1tu7
    @user-uz4nh1tu7 Před měsícem

    School re master nahanti ta upare kichi Kara pila bhalare padhide jemiti

  • @roshanpradhan6448
    @roshanpradhan6448 Před měsícem +1

    Sir outsourcing dukha tk bujhantu 😢😢😢😢

  • @SibaShankarPanda-m4d
    @SibaShankarPanda-m4d Před měsícem

    ହେ ମୋହନ ବାବୁ ଆମେ ତୁମ ଫେନ

  • @jagannathmishra5300
    @jagannathmishra5300 Před měsícem

    ମାନନୀୟ ମୂଖ୍ୟମନ୍ତ୍ରୀ ମହୋଦୟ କହିବେ କି ପାଣ୍ଡିଆନ ସିଷ୍ଟମ ର ଉଚ୍ଛେଦ କେବେ ହେବ ??????

    • @shashishekharmahapatra1964
      @shashishekharmahapatra1964 Před měsícem

      Order bahari sarilani. Aste aste samasta nku badali kara jauchi.. Bodhe order apana dekhu nahanti.

  • @jatindranathamahanta
    @jatindranathamahanta Před měsícem

    କିଛି କାମ ନାଇ

  • @kkmarndi
    @kkmarndi Před měsícem

    Odisha re jetiko company ochhonti jaiki dekhontu loko mane kete darma pauchhonti... Khali etiko brushing help setiko hela kohile chibo nai

  • @sparida2104
    @sparida2104 Před měsícem

    Navin card au chaluni ,modi card kebe asiba

  • @tprahallad7225
    @tprahallad7225 Před měsícem

    Old age pension badiba kahuthile kebe haba

  • @amddhamaka
    @amddhamaka Před měsícem

    Odisha re Bjp 5 years kebala adivasi hei adivasi pain kon karuchanti

    • @chandansekhardeo
      @chandansekhardeo Před měsícem

      Samstnku neyiki kra heba sir khli kn adibasi au baki odisha ବାସୀଙ୍କ payi v କାର୍ଯ୍ୟ ହେବ

  • @Prem-bz3tr
    @Prem-bz3tr Před měsícem

    ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ

  • @CharbhataPSS
    @CharbhataPSS Před měsícem

    Electric karma chari kana karibe Sir

  • @sumitrapurty5470
    @sumitrapurty5470 Před měsícem

    sir padmamola daranto mohan sir sarkar karibe 30 barsa

  • @user-eu7js1hh7g
    @user-eu7js1hh7g Před měsícem

    ନୂଆ ରାସନ୍ କାର୍ଡ କେବେ ହେବ

  • @prasantapradhan8095
    @prasantapradhan8095 Před měsícem

    Ration card asilani

  • @rajeshbehera8116
    @rajeshbehera8116 Před měsícem

    RS .3000 , PENSION FOR ALL ELIGIBLE CANDIDATES
    STARTING FROM 15, AGUST 2024

  • @prasantapradhan8095
    @prasantapradhan8095 Před měsícem

    Ration card katha kuhantu

  • @Finestkitchen
    @Finestkitchen Před měsícem

    Odisha si kn pain baharunii 2 barsha hela houchh chhanti but bahara karu nahanti

  • @yalineemohanty7183
    @yalineemohanty7183 Před měsícem +3

    Haiho majhi babu, Kusali ra 442 ru 500 kahile tahele 108/ kemiti badhila?Gamanga Babu nku bi Kati dele ,

  • @harekrishnasahoo9741
    @harekrishnasahoo9741 Před měsícem

    Guruji sarkar jindabad. Kintu purunaa durniti gudika ra tadanta darkar.

  • @user-vc4dj4gk3m
    @user-vc4dj4gk3m Před měsícem

    ANM .GNM.post kaha geya sir. Hartal ametti hebo Bjp sorkar bujebo

  • @kishorechandratripathy8788
    @kishorechandratripathy8788 Před měsícem +1

    3month..ago.rate

  • @sumitrapurty5470
    @sumitrapurty5470 Před měsícem

    Sir prona sarkar 100 tanka saramika majori mohan sir

  • @mantusahu6676
    @mantusahu6676 Před měsícem

    Dhanujatra Bargarh babad re b tk bhabun

  • @tapansagria6278
    @tapansagria6278 Před měsícem

    Hypocrisy in odisha

  • @prasantrout6880
    @prasantrout6880 Před měsícem

    Ama bank pain kichi nahi

  • @lifestylevlogs6661
    @lifestylevlogs6661 Před měsícem

    Sir outsourcing ucheda karajaou😢

  • @sagarhrmbaram1341
    @sagarhrmbaram1341 Před měsícem

    ଆଦିବାସୀ ଜଜନା କାହିଁ

  • @brajabasisahu7329
    @brajabasisahu7329 Před měsícem

    Industry kebe

  • @manojpanda2956
    @manojpanda2956 Před měsícem

    ସାର୍ ନମସ୍କାର, ନୂଆ ସରକାର ଙ୍କ ନୂଆ ନିୟମକୁ ଅପେକ୍ଷା, ଯାହା ଜନତା ଅପେକ୍ଷା କରିଛନ୍ତି

  • @nabakishoresubudhi2647
    @nabakishoresubudhi2647 Před měsícem

    ସାମ୍ବାଦିକ ମାନଙ୍କ ପାଇଁ କିଛିନାହିଁ.....

  • @PuspanjaliSindhria-pl2sz
    @PuspanjaliSindhria-pl2sz Před měsícem

    Sir apan mukhya mantri nai hebar agru eta miluche .

  • @prfulsahu6198
    @prfulsahu6198 Před měsícem

    Kusali ra thila 442 hela 500. Ta hela 108 tanka badhila kemiti