ହ୍ୟୁମ୍ୟାନ୍ ସାଗର ଙ୍କୁ ବ୍ୟାନ୍ କଲେ ଦମନ ପ୍ରଯୋଜକ - Humane Sagar Banned || Odia Mirchi

Sdílet
Vložit
  • čas přidán 28. 08. 2024
  • Know what's trending in Ollywood. Catch up with the latest celebrity news, gossips, movie reviews and much more only at Odia Mirchi
    Odia Mirchi is one of the biggest Ollywood entertainment channel. Odia Mirchi gives you Ollywood news as quickly as possible. Odia Mirchi always tries to upload quality content on a regular basis. Odia Mirchi mostly prefers quality over quantity. Odia Mirchi uploads twice a day or sometimes thrice. Odia Mirchi channel posts videos related to Ollywood updates, latest Ollywood news, entertainment and television news, celebrity lifestyle, celebrity unknown facts, Box office collections and many more. Celebrity news is a channel that is based on the Odia language. Odia Mirchi posts content that is only related to Ollywood Cine Industry
    🔔 Get alerts when we release any new video. TURN ON THE BELL ICON on the channel !
    LIKE | COMMENT | SHARE | SUBSCRIBE
    👉 SUBSCRIBE For UNLIMITED ENTERTAINMENT!
    ► Subscribe to Odia Mirch bit.ly/2tzTrfW
    ► Like us on Facebook : / odiamirchi
    ► Follow us on Twitter : / odia_mirchi
    ► Follow us on Instagram : / odiamirchi
    ► WhatsApp : +917008416091
    Odisha's No.1 Digital Media - Odia Mirchi
    #odiamirchi
    © Odia Mirchi 2023
    Odia Mirchi ଚ୍ୟାନେଲ ରେ ଦେଖୁଥିବା ଭିଡିଓ କହୁଥିବା ବ୍ୟକ୍ତିଙ୍କ ନିଜସ୍ଵ ମତ ଅଟେ, ଭୁଲ ଠିକ୍ ର ବିଚାର କରି ଆପଣ ନିଜର ମତାମତ ରଖିବେ କୌଣସି ପ୍ରକାର ର ତ୍ରୁଟି ପାଇଁ channel କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ
    * ANTI-PIRACY WARNING *

Komentáře • 450

  • @AmitBadanayak
    @AmitBadanayak Před měsícem +29

    ହ୍ୟୁମାନ ସାଗରଙ୍କ ପରି କଣ୍ଠଶିଳ୍ପୀ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଆବିର୍ଭାବ ହୋଇ ନାହାନ୍ତି... ହ୍ୟୁମାନ ସାଗର ଙ୍କ ବିନା ଓଡିଆ ସଙ୍ଗୀତ ଜଗତ ବର୍ତ୍ତମାନ ଅଧୁରା... ହ୍ୟୁମାନ ସାଗର ଆମ ଓଡ଼ିଶାର ଗର୍ବ ଓ ଗୌରବ.... ହ୍ୟୁମାନ ସାଗର ଆସିଲା ପରଠାରୁ ଓଡ଼ିଆ ସଙ୍ଗୀତ ଜଗତର ବେଶ୍ ଚାହିଦା ବଢ଼ିଲା... ହ୍ୟୁମାନ ସାଗର ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ବାଧ୍ୟ ହୋଇ କୁମାର ସାନୁ, ଉଦିତ୍ ନାରାୟଣ, ବାବୁଲ ସୁପ୍ରିୟ ମହମ୍ମଦ ଅଜିଜ୍ ଓ ସୋନୁ ନିଗମ ଭଳି ଗାୟକ ମାନଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଉଥିଲେ... ହ୍ୟୁମାନ ସାଗର ଆସିବା ପର ଠାରୁ ବହୁଳ ମାତ୍ରାରେ ତାହା ହ୍ରାସ ଘଟିଛି। ହ୍ୟୁମାନ ସାଗର ଙ୍କ ଲୋକପ୍ରିୟତା ଦେଖି ଲୋକେ ଈର୍ଷାରେ ଜଳୁଛନ୍ତି ତାଙ୍କୁ ବାଧ୍ୟ କରି ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି। ତାଙ୍କୁ ବ୍ୟାନ୍ କଲେ ତାଙ୍କର ଗଳା କିମ୍ବା ଗାୟନ ଶୈଳୀରେ କିଛି ଫରକ ପଡିବ ନାହିଁ। ଏ Video ରେ କ'ଣ ଏମିତି ଭୁଲ୍ ହେଇ ଯାଇଛି ଯେ ଦୁଇ ବର୍ଷ ତଳର Video କୁ ନେଇ ଏତେ ସରଗରମ, ବାକ୍ ବିତଣ୍ଡା , ପୋଲିସ ଅଭିଯୋଗ ସବୁ ଚାଲିଛି । ଏମିତି କେତେ ଗୁଡ଼ିଏ ଗୀତର ନଜିର ରହିଛି ଯାହାକି କଦର୍ଯ୍ୟ, ଅଭଦ୍ର ,ତାତ୍ସଲ୍ୟ ଉପରେ ଆଧାରିତ... ସେ ଗୀତ ଗୁଡ଼ିକ ଉପରେ କାହିଁ ଏତେ ଚର୍ଚ୍ଚା ଜୋର ଧରୁନି କେବଳ ହ୍ୟୁମାନ ସାଗର ଉପରେ ହିଁ ସମସ୍ତଙ୍କର ବିଦ୍ରୋହ ଚାଲିଛି । ଏ Video ରେ ହ୍ୟୁମାନ ସାଗର ତ କିଛି ଗାଇ ନାହାନ୍ତି ରୁକୁ ସୁନା ଗାଇଛନ୍ତି... ଭୁଲ୍ କରୁଛି ଜଣେ ଦୋଷୀ କରା ଯାଉଛି ଆଉ ଜଣଙ୍କୁ ଧିକ୍ ଏ ଦୁନିଆ ଧିକ୍ ଏ ବିଚାର ଧାରା।

    • @Viky0414
      @Viky0414 Před měsícem +1

      Send ta mana Kari pari thante ruku suna ku ...semane Jane kalakar hisab re odia sanskruti odia bhavana, Jagannath sanskruti ku samman deba katha sabubele..
      Koti koti bhakta nka bhava bega hurt heichhi .. semane sabu bhul au tame thik ??

    • @mr.perfume9780
      @mr.perfume9780 Před měsícem

      ​@@Viky0414Hnnn Kii Hooo

    • @SUSHILKUMAR-xi4kf
      @SUSHILKUMAR-xi4kf Před měsícem

      Right dear sir

    • @MadKTension
      @MadKTension Před měsícem

      ବାଳ singer human Sagar ମଦୁଆ ଶଲା

    • @SUSHILKUMAR-xi4kf
      @SUSHILKUMAR-xi4kf Před měsícem +1

      @@MadKTension Tu kn pain Human Sagar ra sthana neinu tora anya kamadhanda kichhi naiki.. Bekariya katha kohibaa Jagganath sikheichi kiii😜😜😜

  • @dillippanda2603
    @dillippanda2603 Před měsícem +15

    ତମେ କାହାକୁ କଣ ଵ୍ୟାନ କରିବ 😂ଵ୍ୟାନ କରିବା ଲୋକ ଉପରବାଲା ତମ ନିଜ ଫିଲ୍ମ ନିର୍ମାଣ କରିବ ସେ ଚିନ୍ତା କର ଗୋଟେ ଫିଲ୍ମ କରି ତମେ କହିବ ଆକୁ ଵ୍ୟାନ କରିଦେବି ସେଇଟା ତମ ଅହଂକାର ତମ ଗଟେ ଫିଲ୍ମ ଗୀତ ଗାଈ କଣ ସିଏ କୋଟି ପତି ହେଇଯିବ ଦେବା ଵାଲା ଉପରବାଲା ତମକୁ କିଏ ପଚାରେ😂😂😂

    • @subham94bgh
      @subham94bgh Před měsícem +1

      I magihr film k western odisha ne chalei nain daun. ...

  • @Sambalpuriachhua
    @Sambalpuriachhua Před měsícem +16

    Sambalpuria chhua kia ach like kara ❤️
    Jay koshal 🚩 🚩
    Jay maa samalei 🙏 jay Jagannath 🙏

  • @r.nphotography4486
    @r.nphotography4486 Před měsícem +10

    Always RUKU SUNA rock and human sagar all time rock ❤🎉🎉🎉🎉🎉🎉

  • @rahulnayak492
    @rahulnayak492 Před měsícem +9

    In this Era, without Humane, Odia music Industry is incomplete...

  • @khageswarjayapuria7559
    @khageswarjayapuria7559 Před měsícem +60

    ବାଣୀ କଣ୍ଠ ନିମାଇଁ ଚରଣ ଓଝା ଙ୍କ କଣ୍ଠରେ ଏ ଗୀତ ସାରା ଜଗତ ଶୁଣିଛି l ତାଙ୍କୁ ଯୋଉମାନେ ଅଟହାସ୍ୟ କରୁଛନ୍ତି ତାଙ୍କୁ କଠୋର ଦଣ୍ଡ ମିଳିବା ଦରକାର

    • @swastikvarati2820
      @swastikvarati2820 Před měsícem +6

      ଏମାନେ ଓଡିଶା ପାଇଁ କଳଙ୍କ...

    • @DaliMahanandia
      @DaliMahanandia Před měsícem

      Tui bala pura odisha ku tekiki dharuchu​@@swastikvarati2820

    • @PadmanavaBaral-qh5ml
      @PadmanavaBaral-qh5ml Před měsícem

      ​@@swastikvarati2820ସତ କହିଲ ଭାଇ।

    • @kalandicharansinghkalandic4605
      @kalandicharansinghkalandic4605 Před měsícem

      Odisha paine kakanka e Kristian bala

    • @user-on6vg5vb9p
      @user-on6vg5vb9p Před měsícem +1

      Kai danda dia jiba jukti achieve
      Rangbati Ku rost karithile danda dela ki
      Odisha Ra kauo prajojaka Ben kerichantiki
      Ruturaj mahanti o sona mahapatra Ku
      Magihe katkiae

  • @akshayakumarbehera3502
    @akshayakumarbehera3502 Před měsícem +7

    ସେ ଗୀତ ଗାଇଲେ, କଣ ଷ୍ଟେଜ ରେ, ନା ଷ୍ଟୁଡ଼ି ଓ ରେ.ନା ଗୀତ ରେକଡ଼ିଙ୍ଗି କରୁଥିଲେ.ସେମାନେ କଥା ହଉଥିଲେ. ଏ କଣ୍ଠଶିଳ୍ପୀ ଗାଇଲେ କେମିତି ଗାଇବେ, ସେକଣ୍ଠ ଶିଳ୍ପୀ ଗାଇଲେ କେମିତି ଗାଇବେ. ସେଇଥିରେ ବିବାଦ.ଗୀତ ଷ୍ଟଡିଓ ମାଲିକ. ହ୍ୱିଉମାନ ବ୍ୟାନ. ସେ ଡ଼ରିକି ବ୍ୟାନ କରିଛିନ୍ତି.ହିନ୍ଦୁତ୍ୱ ଭୟ ରେ. ବ୍ୟାନ ନକଲେ ଥାଙ୍କ ଷ୍ଟୁଡ଼ିଓ କେହି ଗୀତ ଗାଇବାକୁ ଆସିବେନାହିଁ.ଷ୍ଟଡିଓ ମାଲିକ ଠିକ ଜାଣିଛି. ଠିକ କଣ ଭୁଲ କଣ.

  • @NarayanNayak-wf8cg
    @NarayanNayak-wf8cg Před měsícem +19

    ଭାଇ ଙ୍କ ନିଷ୍ପତ୍ତି ସାରା ଓଡ଼ିଶାର ଲୋକଙ୍କ ନିଷ୍ପତ୍ତି କହିଲେ ଠିକ୍ ହେବ,ଏ ଜଣେ ଓଡ଼ିଆର ନିଷ୍ପତ୍ତି ସଚା ଓଡ଼ିଆ ପୁଅ

  • @raghumaninayak9593
    @raghumaninayak9593 Před měsícem +50

    ଆପଣ ଭଲ ପଦକ୍ଷେପ ନେଇଛନ୍ତି ଆପଣଙ୍କୁ ଧନ୍ୟବାଦ ଶୁଭେଛା ଓ ଅଭିନନ୍ଦନ

  • @tunabal2659
    @tunabal2659 Před měsícem +39

    ଏ ସିଙ୍ଗର କୁ ବିଦାୟ ଦେବ ଦରକାର ।ଓଡ଼ିଶା ରେ ଆଉ ଗୀତ ଦିଅନ୍ତୁ ନାହିଁ।ନିହାତି ଆମ industries re No entry କରାଯାଉ । ଛି ଛି ଆମକୁ kete apamaan karichhi ,

    • @seema6398
      @seema6398 Před měsícem

      Tumo Banda Kari bu maa giha ate dina Banda Karu thilu Papu pam pam ku hahade maa giha

  • @sagarmuduli4747
    @sagarmuduli4747 Před měsícem +47

    Mohamad azzi jane thile musulim sia prabhu jaganaathanku sanman karuthile human ki bala singer

    • @rabindrakumarmohanty9415
      @rabindrakumarmohanty9415 Před měsícem

      @@sagarmuduli4747 ଖାଲି ମହମ୍ମଦ ଅଜିଜ୍ ନୁହନ୍ତି, ସିକନ୍ଦର ଆଲାମ ଭଳି ଜଣେ ମହାନ ଗାୟକ ଜୀଵନ ସାରା ଜଗନ୍ନାଥ ଙ୍କ ଭଜନ ଗାଇ ଅଛନ୍ତି ବହୁତ ମୁସଲମାନ ଜଗନ୍ନାଥ ଙ୍କ ଭକ୍ତ। ଭକ୍ତ ସାଲବେଗ ଙ୍କୁ କିଏ ନ ଜାଣେ ଯାହାଙ୍କ ପାଇଁ ନନ୍ଦିଘୋଷ ଅଟକି ଯାଇଥିଲା।କେଵେ କୌଣସି ମୁସଲମାନ ଭାଈ ଜଗନ୍ନାଥ ଙ୍କ ବିଷୟରେ କିଛି ଖରାପ ମନ୍ତବ୍ୟ ଦେଇ ନାହାନ୍ତି। ଏମାନେ କିଏ କିଏ ଏମାନ ଙ୍କୁ ସାହାସ ଦେଲା ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ ଥଟା କରିବା ପାଇଁ।

    • @MuktikantaNayak-iw5rv
      @MuktikantaNayak-iw5rv Před měsícem +4

      Md Aziz thile sangit duniare Jane legend..human Sagar tank Saha compare Kara Jai parena...

    • @user-ed3gb9tc3m
      @user-ed3gb9tc3m Před měsícem

      Human sagar mo banda singer taaa bhalia ama gaanre kete buluchanti se maagiha charbi bahut heigalni 😡​@@MuktikantaNayak-iw5rv

  • @MuVloggerk
    @MuVloggerk Před měsícem +5

    କେତେ ଦିନ ପାଇଁ ବ୍ୟନ କରି ଥାନ୍ତୁ, ପରେ ଯେତେବେଳ ଯାଚିକି ଅପଣଙ୍କ ଷ୍ଟୁଡିଓ କୁ କିଏ ନ ଆସିଲେ, ଜାଚିକି ଡ଼lକିବେ.....😂😂😂

  • @omkardash4472
    @omkardash4472 Před měsícem +37

    Human sagar, ruku suna... U hurt us... ଭଲ ହେଲା video ଟି ବାହାରକୁ ଆସିଲା.. ଏମାନଙ୍କୁ ଚିନ୍ହି ତ ହେଲା

    • @loveisaslowpoison8312
      @loveisaslowpoison8312 Před měsícem +1

      ପପୁ ପମ ପମ ବି ଗୋଟେ ଜଗନ୍ନାଥଙ୍କ ଗୀତ ଗାଇଛି ଲୋ ପୋଡ଼ା ମୁହିଁ ପ୍ୟାର ତତେ କରିବି ଝାଇଁ ଝାଇଁ ଏଇ ଗୀତ ଶୁଣିଛ ନା ନାହିଁ

    • @humdevdutt2801
      @humdevdutt2801 Před měsícem

      ଆଉଗୋଟେ ଗୀତ b ଅଛି ଭାଈ, ଲୋ ଘୋଡ଼ା ଗେହୀ ଖଟ ନ ମିଳିଲେ ନାହିଁ। ଇଟା ଧରୁନାହାନ୍ତି ସଲା ​@@loveisaslowpoison8312

    • @tapansagria6278
      @tapansagria6278 Před měsícem

      Au gote video achi khata na milile nahi
      Thare sunantu jiban dhanya hei jiba

  • @DkOfficial-ij2oc
    @DkOfficial-ij2oc Před měsícem +6

    Human sagar ra kichhi bhul nei na takar popularity ke sahi ni parbaar aaru ban karu chhan ,, bhagwan achhan rum kichhi ni kari para ,,rk rock star ruku suna always super star ❤❤❤❤❤

  • @Vijaya070
    @Vijaya070 Před měsícem +5

    2022 ମସିହାର vdo ଏବେ ଦେଖେଇ Humane Sagara ଙ୍କୁ ବଦନାମ କରିବାର ପ୍ରୟାସ।

  • @StruggleLifechannel2023
    @StruggleLifechannel2023 Před měsícem +6

    ତୋ ଏ ଥିରେ human sir କଣ ଭୁଲ କଲେ ସେ ଗାଇବା ଲୋକ ତୋ ପାଗଳ ପରି ଗାଉଛି ତୋ ଯିଏ ବି ହସିବ

  • @dillippanda2603
    @dillippanda2603 Před měsícem +4

    ଯେତେବେଳେ ମାଧବ ହେ ମାଧବ ଗୀତକୁ ...ମଦୁଆ ମୁ ମଦୁଆ ଗୀତ ଗାଇଥିଲା ସେତେବେଳେ ତମ ପାଟିରେ😂 କଣ ପଶିଥିଲା ସେଇଟା କଣ ଜଗନାଥଙ୍କୁ ଅପମାନ ନୁହଁ ...ଏଇ ନିକଟରେ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ତିନି ଜଣକୁ ଜଗନାଥ ସାଥିରେ ତୁଳନା କଲା ସେତେବେଳେ ତମ ପାଟିରେ କଣ ପଶିଥିଲା 😂ଝାହାକହିବି କହିବି ସତ କହିବି ରେ ପପୁ ଭଗବତ କୁ ନେଇ ମଦ ଭାଗବତ କହିଥିଲା ସେତେବେଳେ ତମ ପାଟିରେ କଣ ପଶିଥିଲା 😂ଆଉ ତମେ କହୁଚ ହୁମାନ ସାଗରକୁ ବନ କରିବା ସେଇଟା ତମର ଅହଂକାର ତମେ କେବେ ହୁମାନ ସାଗରକୁ କୋଉ ଗୀତ ଦେଇଥିଲକି ଆଉ ଆଜି ବନ ଦମନ ଫିଲ୍ମ କରି କିଛି ପଇସା ପାଇଗଲା ଗର୍ଵ ହେଇଗଲା

  • @basuaa3708
    @basuaa3708 Před měsícem +37

    ଜୟ ଜଗନ୍ନାଥ ଆଜ୍ଞା ଙ୍କ ସୁନ୍ଦର ପଦକ୍ଷେପ

  • @user-wk4mb6cj7v
    @user-wk4mb6cj7v Před měsícem +10

    ଲୋକଦେଖାଣିଆ ଭାଷଣ ନା ସତସତିକା action ନେଉଛ 😂😂

  • @badalnayak6301
    @badalnayak6301 Před měsícem +26

    ତାଙ୍କୁ ଆଉ ଗୋଟିଏ ବି ଗୀତ ଗାଇବାକୁ ନ ଦିଆଯାଉ ୲ ଧନ୍ୟବାଦ ଦିପେନ୍ଦ୍ର ସାର୍ ♥️🙏🙏🙏🙏

  • @biswanathswain4574
    @biswanathswain4574 Před měsícem +34

    ସବୁ ପ୍ରଯୋଜକ ଏ ଦିଟା ଙ୍କୁ ବ୍ୟାନ କରିବା ଦରକାର

    • @chhabiramnayak8947
      @chhabiramnayak8947 Před měsícem

      @@biswanathswain4574 yes

    • @extraordinary_09
      @extraordinary_09 Před měsícem

      😂😂😂 tu sambalpuri language janichi ki nai first language bujha ta pare kahiba Bala. Katha kahucha na 😂

    • @skmstorywriter6400
      @skmstorywriter6400 Před měsícem

      ​@@extraordinary_09ମହା ମୂର୍ଖ 😂😂

  • @pratapshasamal7586
    @pratapshasamal7586 Před měsícem +16

    You are right bro

  • @mithunnaik2960
    @mithunnaik2960 Před měsícem +10

    ହୁମାନ୍ ଆଉ ରୁକୁ ସୁନା ଜଣେ ଜଣେ ଦେଶ ଦ୍ରଲଦ୍ରୋହି ମାନେ ଛି ଛି

  • @sanjaydeep3353
    @sanjaydeep3353 Před měsícem +3

    Himan sagar is a great romantic singer, no one can't singing like him.

  • @MilanWorld7
    @MilanWorld7 Před měsícem +21

    ହ୍ୟୁମାନ କୁ ଓଡିଶାରୁ ବାହାର କରିଦିଅ. ଓଡ଼ିଶାରେ ରହିବାର ଅଛି ତ ଜଗନ୍ନାଥ ଙ୍କୁ ସମ୍ମାନ ଦିଅ. ନେହେଲେ ଓଡ଼ିଶାରୁ ବାହାର କରିଦିଆଯିବ.

    • @PjamesMartyn
      @PjamesMartyn Před měsícem +3

      ଭାଈ ପ୍ରଥମ କଥା ଓଡ଼ିଆ ଗୀତ କେହିବି ଶୁଣୁ ନ ଥିଲେ କିନ୍ତୁ ଯେବେ HUMAN ଆସିଲେ ନା ତେଵେଟୁ ଓଡ଼ିଆ ଗୀତ ଅଧିକରୁ ଅଧିକ ଶୁଣୁଛନ୍ତି....!".... ଆଉ କେବର ଭିଡ଼ିଓ ଭାଈ ଏବେ ନିଦ ଭାଙ୍ଗିଲା କି ଏହା କେବଳ HUMAN Sir କୁ ଫାଂସେଇବା ପାଇଁ.... 😴

    • @playboydeepak1201
      @playboydeepak1201 Před měsícem +1

      ନିଜ ର ପଦବୀ ଅନୁଯାୟୀ ଦାଇତ୍ୱ ବାନ ହେବାକୁ ପଡିବ human Sagar ଏବଂ ଅନ୍ୟାନ୍ୟ

    • @laxmi7926
      @laxmi7926 Před měsícem

      Human sagar ta bhadralokata taku sabu phasei dauchhanti. Tu banda odia gita sununathilu, samastanku kn kahuchube madarchod. Sala khristian kukura​@@PjamesMartyn

    • @Beautifulnture-et2bk
      @Beautifulnture-et2bk Před měsícem

      ​@@PjamesMartynfirst Gote Katha Jaganath Swami Mahaprabhu Nku Majak kariibaa Manee Human Sagarer maghhhiaa bedhaaa Christian Maghiaa Taaa Bajatiaaa Christan Maghiaa Taaa.😡😡🤬🤬🤬🤬🤬🤬🤬

    • @ajaysahoo2009
      @ajaysahoo2009 Před měsícem

      human Banda pila ta....Gita bhala gaile chodi hei gala....ame sunibuni ta Gita...​@@PjamesMartyn

  • @anantakreputika9548
    @anantakreputika9548 Před měsícem +1

    ପ୍ରିୟ ଓଡିଆ ଏବଂ ଓଡିଶା ବାସି ଯଦି ଭଗବାନ ତୁମକୁ ଏମିତି ଶିକ୍ଷା ଦିଉଛି ତାହେଲେ କାହିଁକି ମିଛ ଆଲିଗେସନ ହୁମାନ ଭାଇକୁ ଦେଉଛ । ଭଗବାନ ମଣିଷ ଭୁଲ୍ କଲେ କ୍ଷମା ଦେଉଛି, ତୁମେ କିଏ କାହାର ବ୍ୟନ୍ କରିବ ଚିନ୍ତା କର,ନିଜକୁ ନିଜେ ବ୍ୟନ୍ କରୁଛ। ତୁ ନିଜେ ବ୍ୟନ୍ ହେଇ ଯିବୁ।

  • @user-gr9su2jo7g
    @user-gr9su2jo7g Před měsícem +10

    ହୁମନ୍ ସାଗର ଗଲା ପରେ ଓଡ଼ିଆ ଗୀତ ଆଗକୁ ଗଲା

  • @suryaprakashmaharana3716
    @suryaprakashmaharana3716 Před měsícem +6

    Every producer should take action against them....and at the end it's all about our religion,our Hinduism so immediately take action .Jay Jagannath 🙏

  • @arjunjani5052
    @arjunjani5052 Před měsícem +3

    Human Sagar kichi bhul nai.

  • @hemantabag
    @hemantabag Před měsícem +2

    ଭାଇ ମାନେ ସବୁଥିକ ଅଛି ହେଲେ । କଣ ଜଗନ୍ନାଥ୍ ମୋଦି ଙ୍କ ର fan ? , ଏଇ ବିଷୟରେ କାହିଁକି ଚୁପ୍ ରହିଲେ ଆପଣ ?!!,

  • @mr_ritesh_volg
    @mr_ritesh_volg Před měsícem +3

    Banned kale bi chalba sambalpuri song gaayebe Jay koshal

  • @saratranjanbehera6661
    @saratranjanbehera6661 Před měsícem +4

    ଧନ୍ୟବାଦ ଭାଇ.. 🙏କ୍ଷୀର ଉତୁରିଲେ ଚୁଲି କି ଯାଏ.... ଏମାନେ ଆତ୍ମ ଗର୍ବ ରେ ଫାଟି ପଡୁଛନ୍ତି.. 👍

  • @MilanSuna-fv9sr
    @MilanSuna-fv9sr Před měsícem +3

    ପପୁ ପମ୍ପ ପମ ଯୋଉ ଗୀତ ଗାଇଛନ୍
    ସେଇ ଗୀତ ଆପଣ ମନକୁ ଦେଖା ଯାଉ ନି କି

  • @utkalbharattv5910
    @utkalbharattv5910 Před měsícem +3

    Nice Step taken by daman Production.

  • @sibaswain3290
    @sibaswain3290 Před měsícem +3

    ବହୁତ ବହୁତ ଧନ୍ୟବାଦ ଭାଇ l im proud of u

  • @manasranjanpatra5605
    @manasranjanpatra5605 Před měsícem +1

    ସେତ ଗିତ ଟା ଗାଇ ନାହାଁନ୍ତି। ବେକାର ଟାରେ ଈର୍ଷା କରୁଛ। ଏଇଥି ପାଇଁ ଓଡିଆ ସିନେମା ଚାଲୁନି। ହ୍ୟୁମାନ ସାଗର ପଛ ରେ ମିଛ ରେ ପଡିଛ। ଏ ଭିଡିଓ ରେ ତାଙ୍କର କିଛି ଭୁଲ ନାହିଁ।

  • @JayantaSandha-ws2fl
    @JayantaSandha-ws2fl Před měsícem +5

    Taku Manoj Mishra bhali bent Kari dia

  • @er.jagatanandanayak7682
    @er.jagatanandanayak7682 Před měsícem

    ଜଗନ୍ନାଥ ଙ୍କ ଭଜନ କୁ ବିଭିନ୍ନ ଭାଷାରେ ପ୍ରଚାର ପ୍ରସାର କରିବା କିଛି ଖରାପ ନାହିଁ. କୋଶଳୀ ଭାଷା (ସମ୍ବଲପୁରୀ ) ଓ ଓଡ଼ିଆ ଭାଷା ଭିତରେ ଅନେକ ପାର୍ଥକ୍ୟ ଥାଏ.
    ପ୍ରଭୁ ଜଗନ୍ନାଥ ଓ ଭଜନ କୁ ଆହୁରି ପ୍ରଚାର ପ୍ରସାର କରିବା ନେଇ ଲାଗୁଚି ସେମାନେ ବିଭିନ୍ନ ଢଙ୍ଗରେ ପରୀକ୍ଷା ନିରୀକ୍ଷl କରି ଥାଇ ପାରନ୍ତି.
    ଏହାକୁ ଅତି ଵିବାଦ ଆଡକୁ ନେଲେ jaga

  • @user-un7bj8eo3l
    @user-un7bj8eo3l Před měsícem +4

    Jay Jagannath sir 🙏 you are right

  • @debmusic2720
    @debmusic2720 Před měsícem +2

    Appreciate sir🙏 Your culture your thinking is the reason for the grand success of Daman. Hats off sir🙌

  • @sunilkumarpanda1099
    @sunilkumarpanda1099 Před měsícem +4

    Are bhai bahut talented singer odisha re achhanti tanku chance dia e sala naka re gauchhi

  • @user-co8kp4tj6c
    @user-co8kp4tj6c Před měsícem +2

    ଆପଣଙ୍କ ନିଷ୍ପତି କୁ ସ୍ୱାଗତ କରୁଛୁ। ପ୍ରେମା ସାର, ଅଭିଜିତ ସାର, ମଳୟ ସାର, ବୈଦ୍ୟନାଥ ସାର, ଜାପାନୀ ସାର ଓ ସମସ୍ତ ସଂଗୀତ ନିର୍ଦେଶକ ଭାଇ ମାନଙ୍କୁ ଅନୁରୋଧ କରୁଛୁ ଆପଣମାନେ ଆପଣଙ୍କ ନିର୍ଦ୍ଧେଶିତ କୌଣସି ଚଳଚିତ୍ରରେ ହ୍ୟୁମାନ ସାଗରକୁ କଣ୍ଠ ଦାନ କରିବାର ସୁଯୋଗ ଦିଅନ୍ତୁ ନାହିଁ।

    • @Sidhakatha19
      @Sidhakatha19 Před měsícem

      Ha bhai jadi nauchanti tahele se music director ku bi boycott kara jiba

  • @user-gr9su2jo7g
    @user-gr9su2jo7g Před měsícem +2

    ଓଡ଼ିଆ ଗୀତ କିଏ ସୁନୁ ଛେ ଭାଇ

  • @bhabanibhue4885
    @bhabanibhue4885 Před měsícem +2

    ପପୁ ପମପମ୍ କୁ ଲୁବୁନ୍ ତୁବୁନ୍ କୁ କେବେ ବେନ୍ କରିବ

  • @pradeepgomango5903
    @pradeepgomango5903 Před měsícem +11

    You right bro

  • @aashmansing9494
    @aashmansing9494 Před měsícem +2

    Human ku amiti kete birodha kariba sia bhul na kale bi kanhiki ta achare paducha ta pachare na padile tumor jirno heuni ki

  • @user-tw7yq2uv1t
    @user-tw7yq2uv1t Před měsícem +2

    ଗୋଟିଏ ଚକ୍ରାନ୍ତ ଏଇଟା କଟକିଆ ମାନଙ୍କର

  • @babidasyouthchannels9388
    @babidasyouthchannels9388 Před měsícem +1

    ଭାଇ roast କରିବାର ଥିଲା। ସେ ବେଳକୁ roast କଲନୀ। ଭାଇ ହାତୀ ଗଲା ପରେ କୁକୁର ଭୁକିଲେ କଣ ହେବ। ଭାଇ ନୂଆ ଭିଡ଼ିଓ ମିଳୁନି କି....? ଜଉଟା ବର୍ତମାନ ସେଇଟା କର। ଭାଇ ଖରାପ ଭୂଜନୀ ମୋ ମତ ରୁ ହାତୀ ଗଲା ପରେ କୁକୁର ଭୁକିବା ଟା ଠିକ ନୁହେଁ 😄😄😄😄😄

  • @dibya63
    @dibya63 Před měsícem +14

    ଭାଇ ଜଣଙ୍କ ଅତ୍ୟନ୍ତ ଉପଯୁକ୍ତ କାମ କରୁଛନ୍ତି

    • @MithunAmat-yx3vf
      @MithunAmat-yx3vf Před měsícem

      Tuma Bhai aagaru kouthi soithila ketebele lo ghoda gehi khata na milile nai re godagehi thia thia demi gehi seita ki prakara song thila kou Bhajan ra lirics thila aahedamayabiswabihari ghena dayamayee mora guhari se song ku b aapaman kara hela setebele kouthi soithila

  • @DayanidhiMohanty-zt7ey
    @DayanidhiMohanty-zt7ey Před měsícem +4

    Bhala karicha bhai

  • @ArupaSahu-me7nr
    @ArupaSahu-me7nr Před měsícem +1

    ତୁମେ ଗୋଟିଏ ଚଳଚ୍ଚିତ୍ର ଦମନ କରିଦେଲ ବୋଲି ତାକୁ ବ୍ୟାନ୍ କରିଦେବ କି 😂

  • @HRPC1234_INDIA
    @HRPC1234_INDIA Před měsícem +2

    A ଶଳା ଙ୍କୁ,,,,, ସବୁଦିନ ପାଇଁ,,ban କର l ଅତ୍ୟାଧିକ ଟଙ୍କା ଏମାନଙ୍କୁ,,,, ଅହଙ୍କାର,,, କରିଛି

  • @bhaktasatapathy6037
    @bhaktasatapathy6037 Před měsícem +3

    Yes ❤❤ thanks sir

  • @NaturalStarSudipta
    @NaturalStarSudipta Před měsícem +3

    Human sagar ku boycott kara jaldi....

  • @StudyWithLilen
    @StudyWithLilen Před měsícem +2

    ପଶ୍ଚିମ ଓଡ଼ିଶାର କଳାକାର ଙ୍କ ପ୍ରତି ବିଦ୍ୱେଷ ମନୋଭାବ

    • @mks5547
      @mks5547 Před měsícem

      ଆମର ହିନ୍ଦୁ ଧର୍ମ କେ ଘୋର ଅପମାନ ଖାଲି ଚପଲ ମାଡ଼ ଦରକାର୍

  • @godmadeyou2
    @godmadeyou2 Před měsícem

    ଠିକ୍ କଥା ଆମ ଓଡିଆଙ୍କ ଠାକୁର ନକୁ ଅପମାନ କରିବା ଅର୍ଥ ସାରା ଜଗନ୍ନାଥ ଭକ୍ତଙ୍କୁ ଅପମାନ କରିବା ସହିତ ସମାନ, କିନ୍ତୁ ପାଣ୍ଡୁ ବାବୁ ଜଗନ୍ନାଥ ଠାକୁରଙ୍କୁ ଭିକ ମଗେଇଲେ ସେ ବିଷୟରେ କଣ ଚିନ୍ତା କରିଛନ୍ତି ଆଉ କଣ କରିବେ ପାଣ୍ଡିଆ କୁ ସେ ବିଷୟରେ ଭି ଚିନ୍ତା କଲେ ଭଳ ହୁଅନ୍ତା 🤔

  • @Sudhakarmudhuli
    @Sudhakarmudhuli Před měsícem +1

    VERY MUCH APPRECIATED AND WELCOME DECISION AND ACTION AND REACTION BY THE CONCERNED PRODUCER.... THANKS...JAI JAGANNATH 👍👍👍👌👌👌🕉️🕉️🕉️💯💯💯🙏🙏🙏

  • @akshayakumarmalik46
    @akshayakumarmalik46 Před měsícem +2

    All right bro

  • @user-ng7tz1qf7b
    @user-ng7tz1qf7b Před měsícem +2

    You are right bro 👍

  • @runupamaswain1316
    @runupamaswain1316 Před měsícem

    ସମସ୍ତ ପ୍ରଯୋଜକ ଓ ସଙ୍ଗୀତକାର ଙ୍କୁ ଅନୁରୋଧ କରୁଛୁ ଏମାନଙ୍କୁ ଗୀତ ଗାଇବାକୁ ଦିଅନ୍ତୁ ନାହିଁ ଏମାନେ ଅଣହିନ୍ଦୁ

  • @prabhakarlima6710
    @prabhakarlima6710 Před měsícem

    ଆରେ ଭାଇନା human sagar, ନୋଗାଇଲେ ଓଡ଼ିଆ industry ବୁଡ଼ିଯିବ... ଆଉ ଗୋଟେ କଥା ଓଡ଼ିଆ ଗୀତ କିଏ ବି ଆଗ ଶୁଣୁନଥିଲେ, ଯେତେବେଳେ human sagar ଆସିଲା hindi ଗୀତ ଶୁଣିବା ଲୋକ ଏବେ ଓଡ଼ିଆ ଗୀତ ଶୁଣଛନ୍ତି... ଆପଣ ତାହା ଜାଣିଛନ୍ତି ତୋ

  • @biplabkumardas3893
    @biplabkumardas3893 Před měsícem +2

    Very good decision by you sir we want other producer should ban him

  • @sunilkumarpanda1099
    @sunilkumarpanda1099 Před měsícem +2

    Very good decision

  • @subashchandranayak7331
    @subashchandranayak7331 Před měsícem +1

    ଏମାନଙ୍କୁ ଭଗବାନ କ୍ଷମା ଦେବେ ନାହିଁ |ଯେଉଁ କଳା ଦେଇଛନ୍ତି ତାକୁ ସେ ଛଡାଇ ନେବେ

  • @SatyamebaJayate-ml8qx
    @SatyamebaJayate-ml8qx Před měsícem

    ଠିକ ନିଷ୍ପତ୍ତି, ସବୁ ସ୍ୱାଭିମାନୀ ଓଡ଼ିଆ ଏ ଦୁଇ କଳାକାର ଙ୍କୁ ବ୍ୟାନ କରିବା ଦର୍କାର, ତାହେଲେ ତାଙ୍କ ଅପକର୍ମ ର ସଠିକ ଶାସ୍ତି ପାଇବେ

  • @satyajitdas6338
    @satyajitdas6338 Před měsícem +2

    Thanks 🙏

  • @Srikanta1979
    @Srikanta1979 Před měsícem +5

    Salute sir 🙏

  • @SibadeviBhuyan-lu4rx
    @SibadeviBhuyan-lu4rx Před měsícem +1

    Jay Jagannath 🙏🌹🇮🇳

  • @kaliasahoo3045
    @kaliasahoo3045 Před měsícem +2

    Jay Jay🙏 jagannath🙏 sir

  • @dbmusic3662
    @dbmusic3662 Před měsícem +2

    Papu pampam bi gute jagarnath bhajan ku aapaman ri Chanti

  • @facetoface2156
    @facetoface2156 Před měsícem

    Aita tumara Khali Irsha o Ahankaar...
    Jaha heichhi Mahaprabhu Jagannath bujhibe...
    "Kari karau thae muhin
    Mo binu anya gati nahi"
    Tanka ishara na hele patra bi Hale nahi boli kuhanti....
    Sabu tankari Maya...
    Bhajana ku kadartha kari nahanti.... Super hit Sambalpuri song ku se hi sur re pakei gaichhanti....
    Gote kama kara Mahamantra ku kehi film sur ba Anya kaunasi Sambalpuri ki anya bhajana sur re gaibe ni.... Kebala Mahamantra ku Astaprahara re Bina kaunasi geetara sur na lagei nama jagnya karantu dekhiba kete dumre kariparibe j... Namajagnya kehi dekhibe ni kebala kirtanya dala au pujaka chhada kehi na thibe ....

  • @chhabiramnayak8947
    @chhabiramnayak8947 Před měsícem +2

    Yes

  • @JagaJaganathDash
    @JagaJaganathDash Před měsícem

    ଭାଇ ଜଗନ୍ନାଥ ଙ୍କୁ ଅବମାନନା କରି କିଏ ରହିନାହାନ୍ତି
    ରହିବେ ନାହିଁ,,,, ତଳିତଳାନ୍ତର ହେଇଯିବେ ଭାଇ,,

  • @lokanathmohanty345
    @lokanathmohanty345 Před měsícem

    Right action at right time,thanks

  • @sudeshnaMohapatra-lp2ks
    @sudeshnaMohapatra-lp2ks Před měsícem +2

    Thanks bro

  • @sunilkumarpanda1099
    @sunilkumarpanda1099 Před měsícem +3

    Dekhiba kou bada music director boycott karibe human ku

  • @batakrushnajena314
    @batakrushnajena314 Před měsícem

    Uttam padakhyapa thanks bro Jay jagannath Swami 🙏💖❤️❤️

  • @vlogger2332
    @vlogger2332 Před měsícem +2

    Bahut badhia heichi

  • @Smileking1997
    @Smileking1997 Před měsícem +2

    Totally bann kara human nku ama jagannatha nku sanman nahi au ruksuna tame kete obhdra

  • @Bharat_mobile_Tv
    @Bharat_mobile_Tv Před měsícem

    ଏପରି ଉଚିତ୍ ପଦକ୍ଷପ ନିହାତି ଜରୁରୀ, ଏବଂ ଅନ୍ୟ ମାନେ ମଧ୍ୟ ନେବା ଦରକାର totally ban kara jau

  • @nilusingh8862
    @nilusingh8862 Před měsícem +2

    Right bro

  • @Mr_K5_Editz
    @Mr_K5_Editz Před měsícem

    ଓଡ଼ିଆ ଲୋକ ବେଣ୍ଡ କଲେ କିଛି ବି କରି ପାରିବନି ହୁମନ୍ ଭାଇ ସମ୍ବଲପୁରୀ ଗାଈବେ 😂

  • @rinkubag6499
    @rinkubag6499 Před měsícem +1

    ପପୁ ପମ୍ ପମ୍ କଲେ ଚିକିଣିଆ ଲାଗୁଥିବ

  • @amulyadigal806
    @amulyadigal806 Před měsícem

    କଳା ଓ ସଂସ୍କୃତି ଗୋଟିଏ କି ଆଜ୍ଞା ? ଆପଣ କହୁଛନ୍ତି କଳା ବୋଲି ଦୁଃଖିତ ହେଉଛନ୍ତି ସଂ ସ୍କୃତ ପାଇଁ , ତେବେ ଉଚିତ୍ କଥା କୁହନ୍ତୁ ଓଡ଼ିଶା ବାସୀ ଜାଣନ୍ତୁ ।

  • @jyotiprakashnayakjyotiprak5086

    Thik Kari chanti 👍

  • @Pintu98837
    @Pintu98837 Před měsícem +1

    Good decision 🙏🙏🙏🙏

  • @Nayakbts
    @Nayakbts Před měsícem +1

    Right decision

  • @Bayley-b2z
    @Bayley-b2z Před měsícem +1

    Semanku byan kale Odisha re Khali bath room singer hi thibe

  • @dibya63
    @dibya63 Před měsícem +1

    U r right bro

  • @durgeshpatra4498
    @durgeshpatra4498 Před měsícem

    ସାଗର କୁ କ୍ଷମା କରିଦିଅ ଭଗବାନ ସମସ୍ତଙ୍କର ପାତ୍ର ଏତେ କହିଲା ତୁମେ ତାକୁ କିଛି କହିନାହିଁ

  • @santoshbhola4995
    @santoshbhola4995 Před měsícem

    You are Right

  • @mr.perfume9780
    @mr.perfume9780 Před měsícem

    ତମେ ବାଳ କି Producer ଗୁଡା ହୋ 😂😂😂...... ପକେଟ୍ ରେ 100 ଟଙ୍କା ରଖି କହୁଛ ନିଜକୁ Producer...

  • @Nirodmallikofficial
    @Nirodmallikofficial Před měsícem +1

    Lo podamunhi song ପପୁ ପମ୍ ପମ୍ ନା ରେ ବି ହଉ fir ଆଉ ହେ ଯେନ୍ ଯମୁନା ଜିବା କୁ ହେଇ ଛେ ମନା female singer ନା ରେ ବି ହଉ

  • @SujitNahak-u9r
    @SujitNahak-u9r Před měsícem +1

    Good

  • @MrAshok97-YouTuber
    @MrAshok97-YouTuber Před měsícem

    ତୁ ମାଗିହା ଛୋଡ଼ିବୁ, ତୁ ବାନ୍ କରିଦେଲେ ସେ ଭିକ ମାଗିବ... If you implement laws then do it for everyone...

  • @tripatikumbhar5976
    @tripatikumbhar5976 Před měsícem

    ଖାଲି ହୁମନ ସାଗର ଆଉ ରୁକୁ ସୁନା ଜଗନ୍ନାଥଙ୍କ ଗୀତ ଅପମାନ କରି ଛନ୍ କାୟେ ଆଉ ବାକି ଲୁକ କେନ୍ ଆଡେ ଗଲେ ତମେ ମାନେ କlଣା ଚାହୁଁ ଛ ରେ ପଞ୍ଚିମ ଓଡିଶା ରୁ

  • @RajivSahoo-f2q
    @RajivSahoo-f2q Před měsícem

    U r right brother Jay Jagannath

  • @HappyHibiscus-dv9ou
    @HappyHibiscus-dv9ou Před měsícem

    ଭାଇଭଲକରିଲେ👍👍👍👍👍👍👍👍👍👍💯

  • @mr.saggie9419
    @mr.saggie9419 Před měsícem

    ସବୁ ଡିରେକ୍ଟର୍ ପ୍ରଡ୍ୟୁସର୍ ମିଶି ଏ ଦି' ଟା ଙ୍କୁ ବ୍ୟାନ୍ କର !

  • @user-rs4qr3xl1q
    @user-rs4qr3xl1q Před měsícem

    Human Sagar କୁ ଥରେ ଚାଳି ଦିଅ ତ ଦେଖିବ କିଏ ତା ପରି ଗାଇ ପାରିବେ ଦେଖ ଖାଲି hunan human ହେଇ ଥାଉଚ