ହୁମା ମନ୍ଦିରନେ ଦେଖବାରକେ ମିଲୁଥିବାର୍ କୁଡୋ ମାଛ୍ ଦିନୁ ଦିନକେ କମି ଯାଉଛନ୍ କାଏଁ
Vložit
- čas přidán 6. 01. 2021
- ସମ୍ବଲପୁର ଜିଲ୍ଲାନେ ରହିଛେ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର । ଇନେ ବିମଳେଶ୍ୱର ବାବାକଁର୍ ନାଁନେ ପୂଜା ପାଉଛନ୍ ମହାଦେବ । ହେଲେ ଯିଏ ବି ମନ୍ଦିରକେ ଦର୍ଶନ୍ ଲାଗି ଗଲେ ମନ୍ଦିର ପାଖେ ଥିବାର୍ ମହାନଦୀ ଘାଟେ ରହୁଥିବାର୍ କୁଡୋ ମାଛ୍କୁଁ ବି ପୂଜା କରବାର୍ ସାଙ୍ଗେ ଖାଏବାର୍କେ ଦେଇଥିସନ୍ । ଇ ମାଛ୍ ଇ ମନ୍ଦିରକେ ଗୁଟେ ଅଲଗା ପରିଚୟ ଦେଇଛେ । ହେଲେ ଅଭିଯୋଗ୍ ହେଉଛେ ଯେ ମାଛ ସଂଖ୍ୟା ଦିନୁ ଦିନକେ କମି କମି ଯାଉଛେ । ମାଛ ମାନକୁଁ ମାରିକରି ବିକି ଦିଆଯାଉଥିବାର୍ ବି ଅଭିଯୋଗ୍ ହେଉଛେ । ଯେନଟାକେ ନେଇ ସ୍ଥାନୀୟ ଲୁକକଁର୍ ସାଙ୍ଗେ ପରିବେଶପ୍ରେମୀ ମାନକଁର୍ ଭିତରେ ଗୁଟେ ଚିନ୍ତା ପଶିଛେ । ଆର୍ ଇମାନକଁର୍ ସୁରକ୍ଷା ଲାଗି ପଦକ୍ଷେପ୍ ନେବାରକେ ଇହାଦେ ଦାବି ହେଉଛେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on CZcams, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ଇ କାର୍ଯ୍ୟକ୍ରମ ଟା ବହୁତ୍ ସୁନ୍ଦର୍ ଆଉ ରହସ୍ୟ ଭରା ଥିଲା..... ପବିତ୍ର ହୁମା ମନ୍ଦିର ର ଇତିହାସ ର ଝଲକ ସାଙ୍ଗେ.... ଇଠାନ ଥିବା କୁଡୋ ମାଛ ବିଷୟରେ ଜାଣ୍'ବାର୍ କେ ମିଲ୍ଲା.....ସ୍ଥାନୀୟ ପ୍ରଶାସନ ତଥା ରାଜ୍ୟ ସରକାର ଇ କୁଡୋ ମାଛ ମାନଙ୍କର ସୁରକ୍ଷାର ଲାଗି ଯଥାଶୀଘ୍ର ପଦକ୍ଷେପ ନେବାର୍ କଥା।
ସବିଶେଷ ତଥ୍ଯ ଭିତ୍ତିକ ଆଲୋଚନା ଲାଗି ଧନ୍ଯବାଦ ଜଣାଉଛି ପଣ୍ଡା ବାବୁ ଙ୍କୁ, ଆଉ ଜଣେ ସ୍ଥାନୀୟ ଭାଇଙ୍କୁ, ଉପସ୍ଥାପନା ଲାଗି ଶୁଭଶ୍ରୀ ଭଉଣୀ, ପହରା ଟିମ୍ ଙ୍କୁ ଆଉ ଥରେ ଧନ୍ଯବାଦ। 💐💐🌹🌹
🙏🌹Jay Bholenath🌹🙏
Badhia Jaaga
Jay baba huma
Ak nomdar solid
Good information sister
Wow I love You
Good information
More development are require at Huma temple, because only one leaning temple in Asia continent.
Jay bimaleswar baba and tk to paharaa team for reporting.
Nrusingnath Mandir adde thare asa Pahara Team 🇮🇳 Jai Kosal🇮🇳
I love my bui
Jay baba bholenath Jay Siva sankar
ପହରା ର ପ୍ରତ୍ୟେକ ଅଧ୍ୟାୟ
ମନଛୁଆଁ ହେଇପାରୁଛେ ,
8 ବର୍ଷ ଉପରେ ହେଲାନ ଆମେ ଥରେ
ସାଙ୍ଗ ମାନଙ୍କର ସାଙ୍ଗେ ନୂଆବର୍ଷ କେ ଯାଇଥିଲୁ |
Pahara best channel thank you
Om Namah shivaya🙏🙏
Tish is my lovely village
I love sambalpur.
This's rng om namaha Shiva
Sambalpuri kahare makhan tun
Har har Maha Dev
sat katha
Jai shiv sambho
Bahut sundar laguche tumar Channel sundar lagi aau dekbar ....all the best 🥰🥰🥰🥰🥰🥰🥰🥰🥰🥰
Har har mahadev
Om namaya shivaya
Jay bholenath
Well done
Nice
New news channel nice,
ବହୁତ ବଡ଼ିଆ ଲାଗୁଛେ ତୁମର ଚାନେଲ ଶୁଭଶ୍ରୀ
#ଦେବ ଦରହା ପଦ୍ମପୁର ପାଖେ ଛୋଟ ଟେ ପିକନିକ ଜାଗା,ସାଙ୍ଗେ ଛୋଟ ଟେ ଶିଵ ମନ୍ଦିର,ୱାଟର ଫଲଲ ଅଛେ...ଏନକେ ଭି ଥରେ ଆସ ପହରା ଟିମ
Jay baba bimaleswar.
Best prayash
Public affairs.. People's rights lagi questions rise karle bht bhla heta
.... Nai hele mandir gufa eco retreat pahad.. Nalaa sabu discovery channel bhalia laguchhe....
Jay bab bhola nath
Nuapada district lagi pahara chennal ra executive dar achhe please provide karun
Thanx pahara team
Jai koshal
#creatertsmart
F
Nanisambalpuri Bhasa re kahu6 j bhal lagla
Sach darkar
I have confused 1904 Or 1804
Pachre pachre gute beda ke pachrau6n e pahara wale
Thetaa te o kain ho tame muhu latki jauchhe j😆😅😄😂😂😂
Can anyone please tell me the scientific, English, Hindi or non-sambalpuri Oriya name of this fish?
Dekhala Kain Gina pinhi suna pinhi bad bankside sanbankide huma Mandir ra rahasya
Se se Vdo shot ke khali dekheichha ,Dear cameraman ithin tk dhian deba , Jay Shiv Shambhu
Bahut galat horaha h iske lie prasasan ko koi bada pada khep lena chahi e thanks pahara team
Majhire tamar audio re kichhi problem heijaithila k tk latkuthila j
Enta innocent fish k nai khaeba plzz ☹️🙏
Dabi darkar
Sambalpuri lok bi odia kahuchan
E epesode ru ta pura sapsta kichi jana ni padla j maacha mane kahin ki loop pauchan huma re
Keve aaithil pahara teem bety
E fish sabuthane bikri heuchi
Adress locationAdress
Tar biyata kemta oche
Tukel power
J e pap kam karuche tahaku saja darkar
Mari khei deuthibe
Medicine pani re pakai marideuchan
Tanku dand debar Khatha
Galat heuche
I don't like this
Jay baba huma
Nice