ମୋଦିଙ୍କ ମୁହଁ ଭଲ ଲାଗୁନି ! କାହାକୁ ଶାଗୁଣା କହିଲେ ବିଜେପି ସାଂସଦ ? Dinanka TV |

Sdílet
Vložit
  • čas přidán 7. 09. 2024
  • ସଂସଦରେ ଯେତେବେଳେ ବିପକ୍ଷକୁ ନିଶାନା କରାଗଲା | ସେତେବେଳେ ସଂସଦରେ ହଙ୍ଗାମା ହେବା କିଛି ବଡ଼ କଥା ନୁହେଁ | କିନ୍ତୁ ଏତିକିରେ ଅଟକି ନଥିଲେ ଲଲନ ସିଂ | କଂଗ୍ରେସ ଆରଜେଡି ସହ ମେଂଟଭାଙ୍ଗି ଜେଡିୟୁ ବିଜେପି ସହ କାହିଁକି ଆସିଲା ? ବୋଲି ସେ ସେଠାରେ ପ୍ରଶ୍ନ କରିଥିଲେ | ଆଉ ପରେ ଏହାର କାରଣ କହିଥିଲେ | ତେବେ ହଙ୍ଗାମା ସେତେବେଳେ ଆହୁରି ଅଧିକ ବଢ଼ିଲା | ଯେତେବେଳେ କନ ବିପକ୍ଷକଙ୍କୁ ଶାଗୁଣା ସହ ତୁଳନା କରି କହିଥିଲେ | #lokasabha2024 #budgetsession2024 #lalansingh #dinankatv #rajeevranjansingh #mp #congress #narendramodi #pmmodi #indiaallinace #rjd #jdu #bjpgovt #bjpindia #pmoindia #rahulgandhi #tmc #westbengal #abhisekbanerjee #nationalnews #politicalnews #politicalnewsupdate #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Komentáře • 4

  • @dillippradhan3536
    @dillippradhan3536 Před měsícem +3

    Modi gote rakhyasa

  • @brajeswarisingh909
    @brajeswarisingh909 Před měsícem

    ଏ ଗୁଡା ଭଲ ନୁହେଁ, ଯଦି ତମକୁ ସେମିତି କିଏ କୁହେ, ଆମେ ଯଦି କହିବୁ ତୁମ ମୁଁହକୁ ଦେଖି ଲୋକେ ମୁଂହ ମୋଡ଼ୁଛନ୍ତି, ଈଶ୍ୱର ଯାହାକୁ ଯାହା କରିଛନ୍ତି, ତମର ଯୋଗ୍ୟତା ଥିଲା ଯଦି ତୁମେ ପ୍ରଧାନ ମନ୍ତ୍ରୀ ହେଲନି, ଲଜ୍ୟା ଲଜ୍ୟା

  • @Rakeshsharma.7871
    @Rakeshsharma.7871 Před měsícem +2

    Odisha ku mase purini adha khai sarileni kukura modi

  • @SabitaBarik-wg2hk
    @SabitaBarik-wg2hk Před měsícem

    Lokanku dhoka bhagaban januchhanti