ମାଆ ର ଶାଢୀ || Maa ra Saree || Coromandal Story || Odia Short Film || Odia Jhia || Manmay Dey

Sdílet
Vložit
  • čas přidán 10. 09. 2024
  • Contact Us for Business Enquiry-
    👉 jhiaodia5@gmail.com
    Written by- Adya, Tanushree, Aurabinda
    Concept, Screenplay, Editing- Bhai🙏
    Director Of Photography- Anil Jena
    ...
    Assistant DOP- Manas
    ...
    Maa Song
    Singer, Composer, Lyricist - Swadhin Swarup
    ...
    Music Arrangement - Anirudh & Swadhin
    ...
    Female Version
    Singer - Saipragyan Rout
    ...
    Composer & Lyricist - Swadhin Swarup
    ...
    Cast-
    Maa- Adyasha
    ...
    Puo- Aurobinda
    ...
    Govt. Employee - Soumya Babu
    ...
    Haliaa Maa- Swatika
    ...
    Friend- Subhajeet
    ...
    Maa Song Is Available In All Music Platforms:
    Listen To "Maa Song" On Spotify
    spotify.openin...
    Listen To It On Jio Savaan
    openinapp.co/a...

Komentáře • 2,2K

  • @Nitu_chandan_lifestyle__
    @Nitu_chandan_lifestyle__ Před rokem +347

    ସତରେ ଆଦ୍ୟାଶା ଦିଦି ମା ରୂପରେ ଯାହା କିଛି ବି ଅଭିନୟ କରିଛନ୍ତି ସତରେ ମନକୁ ଛୁଇଁ ଯାଏ।।🥰 ଆଦ୍ୟାଶା ଦିଦିଙ୍କ ଅଭିନୟକୁ ଯାହାକୁ ଵି ଭଲ ଲାଗେ ଗୋଟିଏ ଲାଇକ 👍👍👍କର।।।💕❤️❤️❤️

  • @ScienceBaba06
    @ScienceBaba06 Před rokem +413

    ଆଦ୍ୟା,,,,, ତମ ଅଭିନୟ ଖୁବ୍ ବାସ୍ତବ ଭଳି ଅନୁଭବ ହୁଏ ଆଉ ସବୁବେଳେ ହୃଦୟକୁ ଛୁଏଁ,,,, ତମ ସୁନ୍ଦର ଭବିଷ୍ୟତ କାମନା କରୁଛି🙏🙏🙏

  • @ScienceBaba06
    @ScienceBaba06 Před rokem +195

    ଗୋଟେ ସୁନ୍ଦର କାହାଣୀ ସହିତ,,,,, ଗୋଟେ ନିରୀହ ମା ଆଉ ପୁଅ କୁ ଯୋଉ ଭଳି ଆପଣ ମାନେ ଦର୍ଶକ ମାନଙ୍କ ଆଗରେ ଦେଖେଇ ଛନ୍ତି,,, ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @abhisekmaharana1437
    @abhisekmaharana1437 Před rokem +16

    ଆହାଃ। ମୁଁ କାନ୍ଦି ପକେଇଲି ।
    ସ୍କ୍ରିପ୍ଟ ରାଇଟର ଏବଂ ଅଭିନୟକାରୀ ମାନଙ୍କୁ ସମ୍ମାନ ଆଉ ପ୍ରେମ ❤

  • @villageboybitu1523
    @villageboybitu1523 Před rokem +158

    ସତରେ ଆଖିରୁ ଲୁହ ଆସିଗଲା, ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାଥନା ଏପରି ଦୁଃଖ ସାରା ଜଗତରେ କାହାକୁ ନ ଦିଅନ୍ତୁ 🙏ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମୋର ହୃଦୟରୁ 🙏🙏🙏

    • @SushantaBarik-gu8sb
      @SushantaBarik-gu8sb Před rokem +2

      ଭାଇ ମୋର ବି lasta seen bahut emotional thila 😢😢😢😢

  • @subhasmitanayak2568
    @subhasmitanayak2568 Před rokem +116

    Very heart touching ମୋ ଆଖିରୁ ଲୁହ ବାହାରି ଆସିଲା😢😢😢 ମାଆ ର ସ୍ନେହ ସବୁଠୁ ନିଆରା😢

    • @mayaramgocher4929
      @mayaramgocher4929 Před rokem +5

      Tame thik kahichha bhai munbi mo 8 masara puaku hareichhi taku Mane pakeidela ae video

    • @OMMSAIRAM5935
      @OMMSAIRAM5935 Před rokem

      ​@@mayaramgocher4929kn satare kemiti dharjya dhari chha 😢😢mo hei thhile etebelo marisari thhanti💔💔💔💔💔😭😭😭😭😭😭😭

    • @subhasmitanayak2568
      @subhasmitanayak2568 Před rokem +1

      @@mayaramgocher4929 he bhagawana 😭😔

  • @SubashKanmundavlogs
    @SubashKanmundavlogs Před 10 měsíci +54

    କିଏ କିଏ କାନ୍ଦିଲ 😭😭 LIKE ❤ମାର

  • @AVIRAM_143
    @AVIRAM_143 Před rokem +76

    ସତରେ ବହୁତ ହୃଦୟ ବିଦାରିକ 🥺😭😔😩😢🙏
    ଯଉ ମାନେ ନିଜ ଲୋକଙ୍କୁ ହରେଇଛନ୍ତି ସେମାନଙ୍କ ପରିବାରକୁ ଜଗନ୍ନାଥ ସାହା ହୁଅନ୍ତୁ 🙏😔

  • @Uttkarshmohanty
    @Uttkarshmohanty Před rokem +18

    କି ସୁନ୍ଦର ଅଭିନୟ। ଭଗବାନ ତମକୁ ଆଶୀର୍ବାଦ ଦିୟନ୍ତୁ ତମେ ମାନେ ବହୁତ ଆଗକୁ ଯାଅ। ଜୟ ଜଗନ୍ନାଥ 🙏🙏🙏

  • @naturelovermisssuna2754
    @naturelovermisssuna2754 Před rokem +14

    ଦୃଦୟ ବିଦାରକ😢😢😢😢adyasha mam ଙ୍କ acting ଦୃହୟ ବିଦାରକ😭😭😭😭😭😭super 👌👌

  • @swagatikabehera3674
    @swagatikabehera3674 Před rokem +178

    ସତରେ ଆଖିରୁ ଲୋହ ଆସିଗଲା।। ଆଉ ଆଜି ପୁଣି ଥରେ ସେଇ କରୋମଙ୍ଗଳ ଦୁର୍ଘଟଣା ମନେ ପଡିଗଲା...😭😭😭😭

  • @ScienceBaba06
    @ScienceBaba06 Před rokem +94

    କାହାଣୀ ଖୁବ୍ ସୁନ୍ଦର,,, ଚରିତ୍ର ମାନଙ୍କ ଅଭିନୟ ଖୁବ୍ ବାସ୍ତବ ଆଉ ହୃଦୟସ୍ପର୍ଶୀ 😢😢😢,,,, ଭାବନା ଉଚ୍ଚ କୋଟିର ଆଉ ଆପଣଙ୍କ ପ୍ରଦର୍ଶନ କରିବାର ଶୈଳୀ ଖୁବ୍ ଚମତ୍କାର 🙏🙏🙏🙏🙏🙏

  • @Priyanka_22_02
    @Priyanka_22_02 Před rokem +102

    ବାହାନଗା ର ସେଇ ଦୁଃଖଦ ଘଟଣା କୁ ମନେ ପକେଇଲେ ଆଜି ବି ଛାତି ଥରି ଉଠୁଛି 😢😢 ବାହାନଗା ରେ କେବଳ ଗୋଟିଏ ଷ୍ଟୋରୀ ନାହିଁ।।। ସମସ୍ତଙ୍କ ଜୀବନ ର ଗୋଟିଏ ଗୋଟିଏ କାହାଣୀ ଅଛି।।। ଯେତେ କହିଲେ ବି ସରିବନି 😭😭

  • @lnpanigrahi9585
    @lnpanigrahi9585 Před rokem +15

    ଆଖି ରୁ ଲୁହ ଆସିଗଲା 😢। ଏ ବାହାନଗା ଘଟଣା କେତେ ପରିବାର ଉଜାଡିଦେଲା। ହେ ଭଗବାନ ରକ୍ଷା କର। 😢😢😢

  • @rashmitapanyoutubechannel6717

    ସତରେ ଆଖିରେ ଲୁହ ଆସିଗଲା 😢😢😢ହେ ପ୍ରଭୁ 🙏 ଏମିତି ଦୁଃଖ ଆଉ କାହାକୁ ଦିଅନି🙏

  • @rojalinpadhi8831
    @rojalinpadhi8831 Před rokem +41

    ଆଖିରୁ ଲୁହ ଚାଲି ଆସିଲା 😢😢ଏ ଭିଡ଼ିଓ ଦେଖି..
    ବହୁତ ହୃଦୟସ୍ପର୍ଶି ଥିଲା...😢😢😢

  • @OdishaGovtJob12
    @OdishaGovtJob12 Před rokem +155

    ଜୟ ଶ୍ରୀ ରାମ ❤ ସମସ୍ତ ଦେଶ ବାସୀ ଙ୍କ ଜୀବନ ବିଶ୍ୱ ବାସୀ ଙ୍କ ଜୀବନ ଦୀର୍ଘାୟୁ ହେଉ ❤ହର ହର ମହାଦେବ ❤

  • @sangramkumarsahoo5918
    @sangramkumarsahoo5918 Před rokem +892

    କେଉଁ ମାନଙ୍କୁ ଏହି ଭିଡିଓ ଟି ଭଲ ଲାଗୁଛି ଗୋଟିଏ 👍 ହେଇଜାଉ

  • @deepakkumarparida3098
    @deepakkumarparida3098 Před rokem +38

    This mother has to go a long way.. Her acting is not less than a mainstream actor.. I love the way she defines every role comes in her way..Bravo..!

    • @Bhajan_song_
      @Bhajan_song_ Před rokem

      youtube.com/@monalisacreation7782?si=OKSDfd6d5jFRM4O3

  • @_.prangya._26
    @_.prangya._26 Před rokem +13

    ସତରେ ବହୁତ୍ ଦୁଃଖ ଭରା କାହାଣୀ। ଆଖିରୁ ଲୁହ ଆସିଗଲା 😭

  • @arpitachakraborty8147
    @arpitachakraborty8147 Před rokem +87

    Nobody can beat with that mother character🙌🏻 hats off to you🫡♥😖

  • @diksha...603
    @diksha...603 Před rokem +39

    ସତରେ ଏତେ ସୁନ୍ଦର୍ କାହାଣୀ ଯେ ତାର ତୁଳନା ନାହିଁ ❤❤❤❤❤😢😢😢😢

  • @Onlineservices0804
    @Onlineservices0804 Před rokem +53

    ମା ଆଦ୍ୟାଶାର ଅଭିନୟ ରେ କେଉଁମାନେ କାନ୍ଦିଲେ ଏଠାରେ like କର ।

  • @odishabhumi5184
    @odishabhumi5184 Před rokem +2

    ଅତି ସୁନ୍ଦର ଅଭିନୟ ଥିଲା ଦିଦି । ପ୍ରତେକଟି ଦୃଶ୍ୟ ଏକ ବାସ୍ତବ ପରି ଲାଗୁଥିଲା ।ଜଗନ୍ନାଥ ଙ୍କୁ ପର୍ଥାନ କରୁଛି ଯେଉଁ ଘଟଣା ବାହାନଗା ରେ ଘଟିଲା ସେଭଳି ଘଟଣା ଆଉ କେଉଁଠି ନ ଘଟୁ ।କିଏ ତାର ରୋଜଗାରିଆ ସନ୍ତାନ ହରାଏ ତ କିଏ ତାର ଅତି ନିଜର ମନର ମଣିଷ ଟିକୁ ହରାଇଛି...ଯାହା କୁ କଲ୍ପନା କରିବା ମାତ୍ରେ ଦେହ ର ଲୋମ ଟଙ୍କୁରି ଉଠୁଛି ।😢

  • @MonalishaOdiaClasses
    @MonalishaOdiaClasses Před 9 měsíci +3

    Satare heart touching..akhi ru luha asi jauchi sei ghatana mane padile..jay jagannath 🙏 😢😢

  • @user-fq7gt9ul6j
    @user-fq7gt9ul6j Před rokem +10

    ଆଦ୍ୟାଶାକ ଙ୍କର ମା ରୋଲ୍ ହୃଦୟ ସ୍ପର୍ଶି ❤

  • @jscreation3485
    @jscreation3485 Před rokem +16

    ସତରେ ଆଖିର ଲୁହ କୁ ଯେତେ ଭାବିଲି ରୋକିବା ପାଇଁ ରୋକି ପାରିଲି ନାହିଁ 😭😭😭ଚମତ୍କାର ଅଭିନୟ ଭଉଣୀ ତୁମର 👌👌ମା ର ଅଭିନୟ କୁ ଜୀବନ୍ତ ର ଆଖ୍ୟା ଦେଇ ଦେଲ ତୁମେ ଆଖିରୁ ଲୁହ ଆସିଗଲା 😢😢😢😭😭😭😭

    • @odiajhia2943
      @odiajhia2943  Před rokem +2

      Thank you😊.. Please do share n subscribe our channel 🥺🙏❤

  • @Odishakingvlog1
    @Odishakingvlog1 Před rokem +40

    ଏହୀ maa ପାଇଁ ଗୋଟିଏ like କର❤❤❤❤

  • @amitgochhayat3542
    @amitgochhayat3542 Před rokem +1

    କାହାଣୀ ଟି ଖୁବ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ , ଯାହାକି ବାସ୍ତବଧର୍ମି । ମା ' ପୁଅ ଦୁହିଙ୍କ ଅଭିନୟ ଖୁବ୍ ସୁନ୍ଦର 👌 ଖାସ୍ କରି ମାମ ଙ୍କ ଅଭିନୟ କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ 🙏 ସେହି ଦୁର୍ଘଟଣାର ମୁହୂର୍ତ୍ତକୁ ସତେ ଯେମିତି ଅଙ୍ଗେ ଲିଭେଇଛନ୍ତି। ମା ଙ୍କ ଅଭିନୟ ଦେଖି ସତରେ ମୋ ଆଖିରୁ ଦୁଇ ଟୋପା ଲୁହ ଆପେ ଆପେ ଚାଲି ଆସିଲା ❤️🙏❤️

    • @odiajhia2943
      @odiajhia2943  Před rokem

      Thank you so much😊.. Please do share n subscribe our channel 🥺🙏❤

  • @studywithmotivation.3460

    It's real act, ଚାହିଁଲେ ବି ଆଖିର ଲୁହ କୁ ଅଟାହେବ ନାହିଁ, ସତରେ ବହୁତ ସୁନ୍ଦର ଉପସ୍ଥାପନା, ଆଖି ରୁ ଠଳ ଠଳ ଲୁହ ଧାର ଝରିଗଲା ।।

  • @mr_amulya_09
    @mr_amulya_09 Před rokem +82

    Really heart touching story ❤️
    Love you 😘 maa

  • @Ramesh143
    @Ramesh143 Před rokem +10

    କିଛି କ୍ଷଣ ପାଇଁ ଭାବ ବିହ୍ୱଳ ହେଇ ଯାଇଥିଲି
    ❤❤❤❤❤❤❤❤

  • @abhijitdas4744
    @abhijitdas4744 Před rokem +20

    ସତରେ ମା ଶାଢୀ ଆଶା ରହିଗଲା ସତରେ ଗୋପାଳ ତମ ଭଳି ପୁଅ ଥିଲେ ମା ଦୁଃଖ କଷ୍ଟ ରହିବ ନାହିଁ
    😭😭😭

    • @BaralVlogs
      @BaralVlogs Před rokem +1

      Video dekhila bele akhira luha ku control kari hauni 🥺🥺

  • @parthasarathiparida5359
    @parthasarathiparida5359 Před 10 měsíci +2

    ସତରେ ଏ କାହାଣୀ ଦେଖିଲେ ଆଖିରୁ ଲୁହ ଝରିପଡ଼ୁଚି ସତରେ ବହୁତ ଭୟଙ୍କର ଥିଲା ସେ ଦୂର୍ଷ୍ୟ 😢😢😢😢 ଏ କାହାଣୀ ରେ ଅଭିନୟ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଖାସ କରି ଦିଦି ଙ୍କୁ ବହୁତ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଆପଣ 🙏

  • @sabkamaalikekhai
    @sabkamaalikekhai Před rokem +1

    ବହୁତ ସୁନ୍ଦର ଅଭିନୟ ଦେଖି ଆଖିରୁ ଲୁହ ଆସିଗଲା, ସତରେ ଆଜି ବହୁତ ପରିବାର ଆଖିରୁ ଆଜିଯାଏଁ ଲୁହ ଶୁଖିନାହିଁ, ମୁଁ ଦେଖିଛି ସେ ହୃଦୟ ବିଦାରକ ଦୃଶ୍ୟ ଓ ଆମ ହେଲ୍ପ ଫୋର ୟୁ ଫାଉଣ୍ଡେସନ କିଛି ସେବାମଧ୍ୟ ଯୋଗାଇ ଥିଲା 😭ଜୟ ଜଗନ୍ନାଥ 🙏

  • @LGguduli143
    @LGguduli143 Před rokem +21

    Heart touching story ବହୁତ୍ ସୁନ୍ଦର୍ acting ❤

  • @sakhi1174
    @sakhi1174 Před rokem +13

    Maa ra acting bhut osm karuchanti real pari laguchi

  • @ranjitpradhan3827
    @ranjitpradhan3827 Před rokem +7

    ସତରେ ବହୁତ ସୁନ୍ଦର ହେଇଛି ଷ୍ଟୋରୀ ଟା ଆଖିରୁ ଲୁହ ଝରିଗଲା 😭😭😭

  • @official-kt9xy
    @official-kt9xy Před rokem +1

    Pura heart touching story 😢😢 satare dekhiki kanda lagila😢😢😢😢😢😢😢😢😢

  • @nehasutar3257
    @nehasutar3257 Před rokem +1

    seriously pura heart touching story 😢ବହୁତ ସୁନ୍ଦର ଭାବରେ କରମଣ୍ଠଳ express ଘଟଣା ସମ୍ପର୍କରେ ଦର୍ଶାଇଛନ୍ତି

  • @jyotirmayeejena9236
    @jyotirmayeejena9236 Před rokem +41

    This video needs to get Oscar award., ❤❤

  • @gayatrinayak7224
    @gayatrinayak7224 Před rokem +43

    All team members are very amazing actor 🤗

  • @suvendupothal2004
    @suvendupothal2004 Před rokem +7

    One of the finest actor in Odisha #adyasha
    So natural and mature acting . She has the quality to make a footprint in Indian cinema. God bless

  • @Bad.-boy
    @Bad.-boy Před rokem +1

    ସତରେ କେଡେ ହୃଦୟ ବିଦାରକ ସେ ଦୁର୍ଘଟଣା,,,🥺😣😖।
    ସମସ୍ତ କଳାକାର ବହୁତ ସୁନ୍ଦର ଅଭିନୟ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ୍।🙏

    • @odiajhia2943
      @odiajhia2943  Před rokem +1

      Thank You So Much🥺.. Please Do Share👍 n Subscribe Our Channel🙏❤✨

  • @rudradas1510
    @rudradas1510 Před rokem +1

    Seriously its herat touching sabu maa ra kahani ea jou manannka saha amti ghatana heichhi bhagban semananku sahas diantu .. ata acting na thila gote maa ra luha bhija manara katha thila😢😢

  • @pk.creation
    @pk.creation Před rokem +4

    ସତରେ ଦିଦିଙ୍କ ଅଭିନୟ ଦେଖି ମୋ ଆଖିରେ ଲୁହ ଆସିଗଲା 😢😢

  • @pratapkumar1406
    @pratapkumar1406 Před rokem +20

    Proud to be Balesorea.... Love you team... Real and genuine actors... Always rocks....

  • @archanaswain3242
    @archanaswain3242 Před rokem +14

    No one can bit how she play the character of mother... ❤

  • @artprasant8979
    @artprasant8979 Před rokem +1

    ସତରେ ଆପଣଙ୍କ ଅଭିନୟ ଅତି ସୁନ୍ଦର ଏହି ଅଭିନୟ ମୋ ଆଖିରେ ଲୁହ ଆଣିଦେଲା 😔

  • @RasmitaMandal-vg5uv
    @RasmitaMandal-vg5uv Před rokem +1

    ସତରେ ବହୁତ୍ କଷ୍ଟ ଦୟକୋ ସବୁ କିଛି ପୁଣି ଆଖି ଆଗକୁ ସେ ଦୃଶ୍ୟ ଆସି ଯାଉଚି।।।। କେତେ କଷ୍ଟ ସେ ବାପା ମା ପରିବାର ପାଇଚୋନ୍ତି ।। 😢

  • @Rintu_creation
    @Rintu_creation Před rokem +6

    Adyasha didi... Apananka acting next level 💖👍💫💞

    • @odiajhia2943
      @odiajhia2943  Před rokem +1

      Thank you so much😊.. Please do share n subscribe our channel 🥺🙏❤

    • @Rintu_creation
      @Rintu_creation Před 10 měsíci +1

      Ofcourse dd....i do...love❤️ from baleshwar and bdk 😁

  • @Nayak_Creation171
    @Nayak_Creation171 Před rokem +14

    Dil se Salute all Manmay Dey Team members❤

  • @moduniya6266
    @moduniya6266 Před rokem +16

    Maa❤❤❤
    ମାଆ ମୋ ମାଆ ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @hemantakumar007
    @hemantakumar007 Před rokem +1

    ସତରେ ଏତେ ସୁନ୍ଦର ହେଇଛି ଭିଡିଓ ଆଖିରୁ ଲୁହ ଆସିଗଲା ଆଉ acting କଣ କହିବି ଆଜି କାଲି କା ଯୋଉ ଓଡ଼ିଆ movie ହଉଛି ନା ଏ ଭିଡିଓ ଆଗରେ କିଛି ନୁହଁ ମନକୁ ଛୁଇଁ ଗଲା👍👍👍all team thanks and god bless you

  • @laxmipriya5555
    @laxmipriya5555 Před rokem +1

    ଆଖି ରେ ଲୁହ ଆସି ଯାଉଛି 😢ସତରେ ହୃଦୟସ୍ପର୍ଶୀ କାହାଣୀ ଟିଏ ❤ ଭଗଵାନ କାହାକୁ ଏପରି ଦଣ୍ଡ ନ ଦିଅନ୍ତୁ ... ମା ଦୁନିଆରେ ସବୁଠାରୁ ଅମୂଲ୍ୟ ସମ୍ପଦ... ମା ବିନା ଏ ଜୀବନ ଅନ୍ଧାର .... ଆଦ୍ୟା ଦିଦି ବହୁତ୍ ସୁନ୍ଦର ଅଭିନୟ ତୁମର.... ଖାସ୍ କରି ଯେତେବେଳେ ତୁମେ ମା ରୂପରେ ଅଭିନୟ କର ମତେ ତୁମର ଅଭିନୟ ସବୁଠୁ ବାସ୍ତବ ଆଉ ସୁନ୍ଦର ଲାଗେ... ଭାଗଵନ୍ ତୁମର ମଙ୍ଗଳ କରନ୍ତୁ ❤ପୁରା ଟିମ୍ କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଏପରି ସୁନ୍ଦର କାହାଣୀ ପ୍ରସ୍ତୁତ କରି ଆମକୁ ଭେଟି ଦେଇ ଥିବାରୁ 🥰ତୁମେ ମାନେ ବାସ୍ତବ ରେ ଆମ ଓଡ଼ିଶା ବାସୀ ଙ୍କ ନିମନ୍ତେ ଗର୍ବ ଆଉ ଗୌରବ । ଜୟ ହିନ୍ଦ୍ 🙏

    • @odiajhia2943
      @odiajhia2943  Před rokem +1

      Thank you so much dear😊.. Please do share n subscribe our channel 🥺🙏❤

    • @laxmipriya5555
      @laxmipriya5555 Před rokem

      @@odiajhia2943 welcome di 🥰

  • @birenkumarsahoo2823
    @birenkumarsahoo2823 Před rokem +4

    Adya ma'am.. apananku thhare dekha kari apananka pada chhuinvaku ichha houchi..ete bastaba acting..u r genius 🙏

  • @sagarikasahu3177
    @sagarikasahu3177 Před rokem +6

    Odia short film industry re apanka jaga kehi b replace Kari paribeni ..... Manmay Dey team always my favourite ❤😊..... Love from phulbani ❤️

  • @ODIACOMEDYHOUSE-eo5uo
    @ODIACOMEDYHOUSE-eo5uo Před rokem +5

    Video ର ଶେଷ ଆଡୁ ଆଖିରୁ ଲୁହ ଅଟକାଇ ହେଲାନି 👏👏👏super acting 😢😢

  • @shivayoutubechannel5029
    @shivayoutubechannel5029 Před 9 měsíci +1

    ସତରେ ଆଖି ରୁ ଲୁହ ଆସିଗଲା rely heart tuching 😢

  • @rajeshnayak8260
    @rajeshnayak8260 Před rokem +1

    Real heart touching story..😢
    Vdo dekhi mo akhi ru luha asi gala

  • @thecrazyboy6323
    @thecrazyboy6323 Před rokem +3

    Can not stop my tears 😢
    ❤❤❤❤❤❤❤❤❤
    Adyasa act is Oscar award level

  • @kingbiswa1927
    @kingbiswa1927 Před rokem +32

    ଏ ଦୁନିଆଁରେ କିଏ ଝିଅ ପାଁଇ ପାଗଳ ତ କିଏ ଟଙ୍କା ପାଁଇ ପାଗଳ କିନ୍ତୁ
    ମା ପାଁଇ କେହିବେ ପାଗଳ କିଏ କେବେ ମୁ ଶୁଣିନେ
    ମା 🙏🏻

    • @jeebanbarik-hc1iz
      @jeebanbarik-hc1iz Před rokem +2

      Right bro jahara maa nahi se janichi kete j kasta hua 😭😭

  • @Odiajhia6969
    @Odiajhia6969 Před rokem +17

    😭😭😭😭😭😭 ଲୁହ ଆସିଗଲା

  • @pinusreebehera7548
    @pinusreebehera7548 Před rokem +1

    Bahut Sundar e Satya upare adharita kahani ti bahut bhala story

  • @sonupradhan9601
    @sonupradhan9601 Před rokem +1

    Pura heart touching story auo real story 😭😭😭😭😭 aku dekhile akhire luha asi jauchi 😭😭😭😭

  • @bikashamohaptra7720
    @bikashamohaptra7720 Před rokem +5

    Fabulous... Acting... Really heart touching... 😢It shows the real bond between a mother sorry bou and chua... ❤❤

  • @santilatapadhy2534
    @santilatapadhy2534 Před rokem +24

    Ei didi maa role kale bhala lage

  • @pramodkumar-ii4tl
    @pramodkumar-ii4tl Před 11 měsíci +1

    Maa pua charitra re adyasa aau arvind babuankar ati chamtkar aau marmik abhinaya. Akhira amanania luha ataki parila nahin. Salute.

  • @krupasindhumuduli6799
    @krupasindhumuduli6799 Před 9 měsíci +1

    ସତରେ ହୃଦୟ ବିଦାରକ ଥିଲା ସେ ଦୃଶ୍ୟ ଆଖିରୁ ଆପେ ଆପେ ପାଣି ଆସିଗଲା ଯେତେ ରୋକିଲେବି ରହୁନଥିଲା ଭଗବାନ୍ କରନ୍ତୁ ଏମିତି କଷ୍ଟ କାହାକୁ ନ ଦିଅନ୍ତୁ😭😭😭😭😭

  • @mantujena3554
    @mantujena3554 Před rokem +4

    ହୃଦୟ ର ଗଭୀରତା ଅତ୍ୟଧିକ ଛୁଇଁ ପାରିଲା 😢😢😢😢

  • @subhasmitakabi5631
    @subhasmitakabi5631 Před rokem +10

    Really they are the real stars...They deserve much more...😌🙏

  • @lipsanaik9485
    @lipsanaik9485 Před rokem +5

    Manmay day bhai knara team pai gota like haijau 😥😭😭👍👍👍

  • @RupaliSwain-143
    @RupaliSwain-143 Před rokem +2

    Sundar abhinaya... 🙏🙏🙏
    Akhiru luha asigala yrrr😢😢😢

  • @rajurcreations4986
    @rajurcreations4986 Před rokem +1

    ସତରେ ତୁମ୍ଭ ମାନଙ୍କ ନିଖୁଣ ଅଭିନୟ ଆଖିରେ ଲୁହ ରହୁନି । ତୁମ୍ଭ ମାନଙ୍କ ପ୍ରତ୍ୟେକ ଭିଡିଓ ହୃଦୟସ୍ପର୍ଶୀ ଏବଂ ଶିଖଣୀୟ।

  • @madhusmitamohalik4350
    @madhusmitamohalik4350 Před rokem +11

    Really heart touching 😢

  • @user-xt8fl9vb8l
    @user-xt8fl9vb8l Před 9 měsíci +3

    Kahaku bhal laguchi video ti gote 👍👍👍hei jau

  • @basantakumarsahoo1992
    @basantakumarsahoo1992 Před rokem +9

    Very natural Acting by all staffs. God bless you all❤❤❤❤❤

  • @setu82mr.sharetrends
    @setu82mr.sharetrends Před rokem +2

    Heart touching story really tears coming silently.... 😢😢😢

  • @AbhaySingh-es3ut
    @AbhaySingh-es3ut Před 10 měsíci +1

    Kahani ti khub sundara heichi ,dekhi le akhire luha rahuni

  • @pkeducationyt1
    @pkeducationyt1 Před rokem +7

    Wow ai video bahut bhala lagila ❤❤au samaste bahut bhala acting karuchanti...
    Maa nka acting natural 🎉🎉🎉 au odia jhia channel ra samastanku bahut blessing milu
    Thank you 💕💕

  • @Shantirishi1234
    @Shantirishi1234 Před rokem +4

    ସତରେ ଭଉଣୀ ତୁମ ଅଭିନୟ ପୁରା ବାସ୍ତବ ପରି ହୋଇଥାଏ ।ସତରେ....ଆଖିରେ ଲୁହ ଆସିଗଲା

  • @beheratapaswini9027
    @beheratapaswini9027 Před rokem +5

    Mind blowing story really heart touching story ❤❤❤

  • @ak_aryan7725
    @ak_aryan7725 Před rokem +1

    ତୁମ ଅଭିନୟ ହୃଦୟ କୁ ଛୁଇଁଗଲା ସତରେ ଲୁହ ବାହାରିପଡିଲା story ଦେଖିକି 😔😔😔😔

  • @amarmallick1235
    @amarmallick1235 Před 10 měsíci +1

    Adyasa dd jane mindblowing actress's.. tanka acting dekhi mu akhiru pani asigalaa❤

  • @sibaprasad4203
    @sibaprasad4203 Před rokem +3

    Super hero 👏👏👏👏💪👏💪💪💪👏💪👏👏👏👏 I like you video

  • @odiadailytravelandfoodvlog9242

    It's really heart touching story 😢😢😢

  • @subhampuhan5219
    @subhampuhan5219 Před rokem +10

    Bahut Sundar and your acting and emotion mam is far better than any so- called professional actress..Really admirable ❤👏

    • @odiajhia2943
      @odiajhia2943  Před rokem

      Thank you so much🥺... Kindly do share & subscribe our channel😊❤🙏

  • @SipunHansdah-vq1bg
    @SipunHansdah-vq1bg Před rokem +2

    Bahut interesting lagila ehi video 👍👍

  • @sipakkumarbal1767
    @sipakkumarbal1767 Před rokem +2

    Really ur role is compared to film actress....mind blowing ....always u serves ur role as real and heart toching

  • @Sanjaykumarmalik970
    @Sanjaykumarmalik970 Před rokem +3

    ସତରେ ଆଖିରେ ଲୁହ ଆସି ଗଲା 😭😭😭

  • @user-dp5pn1cp6t
    @user-dp5pn1cp6t Před rokem +8

    It is very heart touching story ❤as much a priceless gift for a mother be a son..it is the emotion of a son..may be we have no money but we have God as like as a mother ❤️😍if government give us money but not a child 😢

  • @sanjaynayak1462
    @sanjaynayak1462 Před rokem +3

    ସତରେ ଏମିତି ଭିଡ଼ିଓ ଦେଖି ଆଖିରେ 😂ଲୁହ ଆସିଯାଉଛି 😢😅😂❤🙏👩‍👧‍👦

  • @subhrajitsahoo3283
    @subhrajitsahoo3283 Před rokem +1

    Very heart touching video 🥺 ଆଖିରୁ ଲୁହ ଆସିଗଲା 😢

  • @krishna-zx7tc
    @krishna-zx7tc Před rokem +2

    ମାଆ ଚରିତ୍ର ରେ ଅଭିନୟ କରିଥିବା ଭଉଣୀ ଜଣକ ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ତି 😥😢😭

    • @odiajhia2943
      @odiajhia2943  Před rokem +1

      Thank you so much... Please do share n subscribe our channel🥺🙏❤

    • @krishna-zx7tc
      @krishna-zx7tc Před rokem +1

      @@odiajhia2943 sure

  • @LopamudraRoutara-hg9zr
    @LopamudraRoutara-hg9zr Před rokem +5

    Really mind blowing and heart touching story

  • @mamunirout5750
    @mamunirout5750 Před rokem +8

    ଆଖିର ଲୁହ କୁ ଚାହିଁଲେ ବି ଅଟକାଇ ପାରିଲିନି ଆତ୍ମା କାନ୍ଦି ଉଠୁଛି 😢

  • @puspanjalidalai5162
    @puspanjalidalai5162 Před rokem +2

    ଏମିତି କାହା ସହ କେବେବି ନ ହୋଉ 🙏🙏 ଜୟ ଜଗନ୍ନାଥ

  • @sujatagiri1117
    @sujatagiri1117 Před rokem +1

    Ei mananku film re chance miliba katha.... outstanding acting

  • @user-co2zn2cr9i
    @user-co2zn2cr9i Před 10 měsíci +1

    Bahuta sundara hoichhi story 😢😢😢😢😢😢😢😢😢😢

  • @aiswariya382
    @aiswariya382 Před rokem +15

    Brilliant acting adu ❤ and whole team member ❤