SSB ODIA || BHABA SAMUDRA || BALARAM DAS || DR SUBHASHREE SAMPADA
Vložit
- čas přidán 8. 04. 2022
- This CZcams tutorial is on BHABA SAMUDRA
OPSC/UPSC Odia Optional || Dr Subhashree Sampada || Matru Academy|| Odisha || Sahitya|| IAS EXAM || OAS EXAM || Odia NET|| NTA UGC NET || JRF Exam | Crack National Eligibility Test||
🔴 Subscribe for more free lessons: czcams.com/users/MatruAcadem...
Subscribe to Telegram channel t.me/matruacademy
Telegram Group t.me/joinchat/O1oDy9oXBPI4MDY1
Share this video with a CZcamsr friend
✅ For inquiries contact me at matruacademy.edu@gmail.com
✅ Let's connect: 8763232327, ( whats app phone number)
Facebook official page : / maatruacademy
Facebook official page group: / 424273335395560
ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ,ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।
ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
Website: matruacademy.com/
Common registration form of matru academy : forms.gle/GHCbgF2iPuusz2P26
ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
czcams.com/users/MatruAcadem...
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ଆଲୋଚନା...
ଆନ୍ତରିକ ଧନ୍ୟବାଦ ମାଁ 🙏🙏🙏
ସୁନ୍ଦର ଉପସ୍ଥାପନା।SSB ନିମନ୍ତେ ମଥୁରା ମଙ୍ଗଳର ବିଷୟବସ୍ତୁ ଆଲୋଚନା ପାଇଁ ଅନୁରୋଧ କରୁଛି 🙏
Very very good ,& success programme.thanks to dr. Subhashri sampada.
ବହୁତ ସୁନ୍ଦର ଓ ପ୍ରାଞଳ ଭାବରେ ଆପଣ ଙ୍କ ଆଲୋଚନା..ମୁଁ ଆଶା କରୁଛି ଆପଣ ସବୁ ଟପିକ ରୁ ଦେବେ ଆଉ ଆମେ ସଫଳ ହେବୁ..🙏🙏🙏
ବିଦଗ୍ଧ ଚିନ୍ତାମଣି ଆଲୋଚନା କରିବା ପାଇଁ ଅନୁରୋଧ 🙏🙏 ମାଡାମ SSB ପାଇଁ ।
ଅତି ସୁନ୍ଦର ଭାଵ ବିଶ୍ଳେଷଣ, ବହୁତ ଭଲଲଗିଲା
Khub sunder upasthapana mam
🙏ସତରେ mam ବାର ବାର ପ୍ରତିଥର ଆପଣ ଆମକୁ ବିସ୍ମିତ କରିଦେଉଛନ୍ତି। ସୁନ୍ଦର ଉପସ୍ଥାପନା 👍
ବହୁତ ସୁନ୍ଦର ଆଲୋଚନା ମାଡାମ🙏🙏😍
ଆପଣଙ୍କ ଆଲୋଚନା ଖୁବ ଉପାଦେୟ।
ମହାଶୟା ,
ଶ୍ରୀ ବଳରାମ ଦାସଙ୍କ ଲିଖିତ 'ଭାବ ସମୂଦ୍ର'କୁ ଅତି ସୁନ୍ଦର ଉପସ୍ଥାପନ କରିଥିବାରୁ,
ଶ୍ରଦ୍ଧା,ସମ୍ମାନ,ପ୍ରଶଂସା, ପ୍ରେରଣା, ଉସ୍ଛାହ ସହ ଶୁଭେଛା ଜଣାଉଛି।
ଆମ ମତରେ ସେତିକି -'ସଆନ୍ତଙ୍କ ସେତିକି ଭଲ ପାଇ ଭାବରେ ତାଙ୍କ ସହ ନବୁଡିଲେ 'ଭାବ ସମୁଦ୍ର' ଭଳି ଅଦ୍ଵିତୀୟ ଭାବପୂର୍ଣ୍ଣ ରଚନାକୁ ଵ୍ୟାଖ୍ୟା କରିବା ଅସମ୍ଭବ'।
ସାଆନ୍ତେ ଭଲରେ ରଖିଥାଆନ୍ତୁ,ଆପଣଙ୍କୁ।
ଉଦ୍ୟମ ଅବ୍ୟାହତ ରଖନ୍ତୁ,
ଯଶସ୍ୱୀ ମଣ୍ଡିତା ହେଉଥାଆନ୍ତୁ ।
ସମ୍ମାନର ସହ.....
ରାମ ଦାସ ଲେଖିଛନ୍ତି। ଆଜି ର କ୍ଲାସ୍ ବହୁତ୍ ଭଲ ଲାଗିଲା 🙏
ପ୍ରଣାମ ମାଡ଼ାମ୍ 🙏🙏 ଆପଣଙ୍କ ପଢ଼େଇବା ଶୈଳୀ ମତେ ସବୁଠୁ ଅଧିକ ଭଲ ଲାଗେ ।'ଭାବସମୁଦ୍ର'ର ଗଭୀର ଆଲୋଚନା କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । 😍💐💐🙏🙏🙏🙏
ବହୁତ ସୁନ୍ଦର ଉପସ୍ଥାପନା ମାଡାମ।
ମାଡାମ ପ୍ରଣାମ ।ବହୁତ ସୁନ୍ଦର ଉପସ୍ଥାପନା ।ଅନେକ ତଥ୍ୟ ଜାଣି ହେଲା ।
Bahut sundara alochana , au exam pain onek upojogi
Gd afternoon mam ...the way of ur teaching style z realy adorable 🙏🏻🙏🏻
Amazing discussion maam, thank you so.. Much... 🙏🙏🙏🙏
ବହୁତ ସୁନ୍ଦର ଆଲୋଚନା।
ଅତିସୁନ୍ଦର ଆଲୋଚନା 🙏🙏,mam
Very nice and beautifull heart touching discussion, thanks ma'am.
Ma 🙏ଆପଣଙ୍କ ଦ୍ୱାରା ଆଲୋଚିତ ସାରଲା ଦାସ ଙ୍କ ଭାଷା ବେଶ ହୃଦୟସ୍ପର୍ଷି।🙏👍👍👍👍
ମାଡାମ ପ୍ରଣାମ ... ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା ।
👍ଧନ୍ୟବାଦ ମାଡାମ🙏 ବହୁତ ସୁନ୍ଦର ଭାବରେ ଆଲୋଚନା କରିବା ପାଇଁ 🙏🙏
ବହୁତ ସୁନ୍ଦର ଭାବ ରେ ଆଲୋଚନା କଲେ ମାଡାମ 👌🙏
ବହୁତ ସୁନ୍ଦର ଆଲୋଚନା mam
ବହୁତ ସୁନ୍ଦର ଆଲୋଚନା🙏
Bahut bahut dhanyabad madam 🙏🙏🙏. Please ssb syllabus hisabre video share karantu. Bahut sundar upasthapana mam🙏🙏🙏🙏
🙏🙏🙏🙏ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ପଡ଼ିବ ମାମ୍ 💐💖💐ଏହି ଆଲୋଚନା ଟି କେତେ ଯେ' ଉପଯୋଗୀ ତାହା କେବଳ ssb ପାଇଁ ପ୍ରସ୍ତୁତିପିପାସୁ ଙ୍କୁ ଜଣା । ତେବେ ସମ୍ପୁର୍ଣ୍ଣ sylabus ପାଇଁ କେଉଁ କେଉଁ ବହି ପଢ଼ିବା ଆବଶ୍ୟକ, ଦୟାକରି ଟିକିଏ ଜଣାଇଲେ ଆମେ ଆପଣଙ୍କ ନିକଟରେ ରୁଣୀ ରହିବୁ💖🙏🙏🙏
ବହୁତ ସୁନ୍ଦର ଆଲୋଚନା ମାଡମ
ଧନ୍ୟବାଦ ମ୍ୟାମ୍🙏 ବହୁତ ସୁନ୍ଦର ଆଲୋଚନା
ବହୁତ ସୁନ୍ଦର ଆଲୋଚନା
ବହୁତ ସୁନ୍ଦର ଉପସ୍ଥାପନ mam
ଅତି ସୁନ୍ଦର ଆଲୋଚନା ଦିଦି 🙏
Ati sundar alochona Madam 🙏🙏 dhanyawad
Bohut sunder alochana mam
Thank you mam bhabsamudhra mcq questions ra vedio kale bahut bhal huanta mam
Madam ssb complete sylbusଆଲୋଚନା କରନ୍ତୁ
Bahut sundar aalochana
ବହୁତ ଭଲ ଲାଗିଲା ।
ଅପା ନମସ୍କାର।ବହୁତ ସୁନ୍ଦର ଉପସ୍ଥାପନା।
Jay Jagannath pranam
Bahut sundar alochana mam
Mem 🙏 atisunder alochana🙏
Bahut sundar alochana
ମ୍ୟାମ୍ ସ୍ଵର୍ଗାରୋହଣ ପର୍ବ ଉପରେ ଏକ ଭିଡିଓ ବନାନ୍ତୁ।
Bahut sundar madam.....🙏
ଧନ୍ୟବାଦ ମ୍ୟାମ 🙏
ମାମ ଆପଣଙ୍କ ଆଲୋଚନା ବହୁତ ସୁନ୍ଦର ହୁଇଛି।ମାମ ଏ ବହିଟି ମିଳିପାରିବ କି?
ଧନ୍ୟବାଦ ମାମ୍
Very nice ...tq soo much ..
ମାମ୍ ପ୍ରଣାମ
ବହୁତ ସୁନ୍ଦର ଆଲୋଚନା
Bhaba samudra very nice👏👌👌
Hare Krishna 🌹 kete sunder barnana.panda mane kn Jai dekhithile je balaram Das kouthi thile???Hare Krishna 🌹🌹🌹.kichhi emiti katha ama Sankrit ku kharap karuchhi,???Kabi mane jiye jaha Paila lekhidela.Jai Jagannath
Mam saraladasankara ସ୍ଵର୍ଗାରୋହଣ parba alochana karantu please 🙏🙏
Nice explain mam🙏🙏🙏
Thank you mam... very nice...
Baut bhalo lagila aponko class
Thank you mam ...
Thank you mam
Thank you madam thank your pathykrama very much
Thank you so much mam 🙏🙏🙏🙏🙏
Thanku didi
Mam dayakari bhaba samudra upare question ans anantu please 🙏
'ଦାଢ଼ତ୍ୟା ଭକ୍ତି' ଶ୍ରୀ ରାମ ଦାସଙ୍କ ଦ୍ୱାରା ରଚିତ ।
Thank-you mam
ରାମ ଦାସ ଙ୍କର "ଦାଢ୍ୟତା ଭକ୍ତି"
Mem ssb syllabus anusare class karantu please
Mam thank you
🙏
Tq mam
ଅତ୍ୟାନ୍ତ ସୁନ୍ଦର ବ୍ୟାଖ୍ୟା .....ଉଚ୍ଚକୋଟୀର ଓ ସମଭାବରେ ପ୍ରଶଂସନୀୟ
🙏🙏🙏🙏
Tq mam 🌹🌹🙏🙏🙏
Madam bhaba samudra ra text PDF group re send karibaku...anurodh rahila mora🙏🙏
ରାମ ଦାସ ମାମ 🙏🏽
🙏🙏🙏
Please mam make video on laya- bilaya by Gopinath mohanty.
Apanka alochana hin vala Lage kebala pls mam upload karantu
Mam SSb ra complete syllabus upre please classes karantu🙏🙏🙏🙏
Mam.... class ti bahuta bhala lagila... thank you mam...
SSB classes pai.. matru academy join pai fees kete....?
ମେମ୍ ଶୁଭ ସନ୍ଧ୍ୟା
ଦାଢ଼୍ୟତା ଭକ୍ତି - ରାମ ଦାସ
Mam live class ketebele karuchanti please tike kuhantu, bhaba samudra bahut vala lagila dhanyabad
Mam pranam🙏
Myadam ssb sylabus wise video karantu
Mam plz rudrasudhanidhi ra sampurna alochana karantu🙏🙏🙏
Madam namaskar 🎉🎉🎉
Mam ssb ra syllabus ra gote gote cls neantu plz ...🙏
Pls mam ssb pain vedio mane upload karantu
Mam MCQ diontu plz 🙏♥️
ମାଡେମ ଦୟାକରି ssb ର ପ୍ରତ୍ୟେକ ଭିଡିଓ କରନ୍ତୁ🙏 ଏବଂ ଆତ୍ମଚରିତ ବିଷୟରେ ମଧ୍ୟ କରନ୍ତୁ
🙏💐🙏
#factbiswash
Mam ଦୟାକରି sab exam ku ଦୃଷ୍ଟିରେ ରଖି class କରନ୍ତୁ 🙏🙏🙏🙏🙏🙏🙏🙏
ରାମ ଦାସ
🙏 rama das
Didi swargarahana upare class karantu
ମାଡାମ ଡ଼ ହରେକୃଷ୍ଣ ମହତାବ ଙ୍କ ଆତ୍ମଜୀବନୀ"ସାଧନା ର ପଥେ "ଆଲୋଚନା କଲେ ଆମେ ସମସ୍ତେ ଉପକୃତ ହେବୁ
Mam classesfee kete plz kohibe
ରାମ ଦାସ ଦ୍ରାଢ୍ୟତା ଭକ୍ତି ଗ୍ରନ୍ଥ ରଚନା କରିଛନ୍ତି
Mam questions create karantu please