ସୁଭଦ୍ରା SOP : କହିଥିଲେ କଣ ,ହେଲା କଣ |subhadra yojana|

Sdílet
Vložit
  • čas přidán 12. 09. 2024
  • ସୁଭଦ୍ରା SOP : କହିଥିଲେ କଣ ,ହେଲା କଣ |subhadra yojana|#subhadrayojana ||subhdrasop || |subhadra yojana|
    #subhadrayojana #subhdrasop #subhadryojanadetails

Komentáře • 282

  • @user-cl1hy1kt8b
    @user-cl1hy1kt8b Před 20 dny +27

    ସମସ୍ତଙ୍କୁ ଦେବନାହିଁ କହୁଥିଲ କାହିଁକି କହି ଦିଅନ୍ତୁ ଭୋଟ ପାଇଁ ମିଛ କହିଥିଲୁ

  • @subaljena2069
    @subaljena2069 Před 20 dny +21

    ତୁ ଏତେ ତେଲମରା ଭାଷଣ ଦେ ନା। ବିଜେପି ଭାଡୁଆକୁ ତୁ ବି ଭାଡୁଆ

  • @pramodbehera607
    @pramodbehera607 Před 20 dny +17

    ମୋହନ ସରକାର ଲୋକଙ୍କୁ ଦିନରେ ଜହ୍ନ, ତାରା ଦେଖେଇଛନ୍ତି

  • @roulvillagfarm
    @roulvillagfarm Před 20 dny +51

    BJP ମହିଳାଙ୍କୁ ଠକିଛି,
    BJP ବୃଦ୍ଧ, ବୃଦ୍ଧା , ବିଧବା , ଲୋକଙ୍କୁ ଠକିଛି,,
    BJP ସାଧାରଣ ଲୋକଙ୍କୁ ଠକିଛି ,,

    • @user-tb9sv1lh5w
      @user-tb9sv1lh5w Před 20 dny +2

      BJD madhya farmer's mananku thakithila, Kalia jojana every year 10 thousands deba ku kahithile or farmer's mananku 100 rupees bonus debu boli kahithila kintu BJD bhi thakichhi.Emane madhya 3000 debe.Time needed.naveen pattanaik mahoday madhya ekabele Kalia jojana 4000 dei nathile, bhatta madhya samasta nku ekabele dei nathila.aame candidate dekhi ki vote deu.aame kau party' ra nuhan

    • @rashmitanayak8607
      @rashmitanayak8607 Před 20 dny

      Bjd sina thaki thila BJP kn karuchi banchithiba loka ku tanti chipi mari debaku basichi BJP Sarkar

    • @rashmitanayak8607
      @rashmitanayak8607 Před 20 dny

      BJP Sarkar faltu sarakar michua Sarkar

    • @roulvillagfarm
      @roulvillagfarm Před 20 dny +2

      @@user-tb9sv1lh5w ତୁମେ କହିବା କଥା BJD ଯେମିତି ସାଧାରଣ ଜନତାଙ୍କୁ ଠକିଛି BJP ସେମିତି ସାଧାରଣ ଲୋକଙ୍କୁ ଠକୁ ,,,,

    • @sunupradhan5966
      @sunupradhan5966 Před 14 dny

      @@roulvillagfarm BJD pandu party

  • @MunaRout-tb9nw
    @MunaRout-tb9nw Před 20 dny +19

    ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ

    • @sunupradhan5966
      @sunupradhan5966 Před 16 dny

      @@MunaRout-tb9nw magia kana bai

    • @saktikantasethy5671
      @saktikantasethy5671 Před 15 dny +1

      ଖାଲିମାଘିଆନୁଁହ ପରମମାତୁଦ୍ରୋହୀ ମାଘିଆ

  • @allodiatech1913
    @allodiatech1913 Před 20 dny +29

    ବଜେପି ଭଲ ଭକୁଆ ବନଉଛି ଓଡିଶା ର ମେଣ୍ଢା ମାନଙ୍କୁ

  • @niranjannaik9671
    @niranjannaik9671 Před 18 dny +5

    ଯେତେ ଯାହାହେଲେବି ଏଇ ପାଞ୍ଚବର୍ଷ ଆଉ ନୁହେଁ ଜନତା ବୁଝିଗଲେ bjp ର ଦମ କେତେ

    • @sunupradhan5966
      @sunupradhan5966 Před 14 dny

      @@niranjannaik9671 Naveen kana karithila na pandu

  • @arabindadas934
    @arabindadas934 Před 20 dny +23

    BJP HATAOO ODISHA BANCHAOO
    JAY JAGANNATH JAY SRI RAM

  • @ajitinternet208
    @ajitinternet208 Před 20 dny +13

    ODISHA RU BJP HATIJIBA

  • @renubalamohapatra7437
    @renubalamohapatra7437 Před 20 dny +22

    ଏ ନାଲି ଗାମୁଛା କାନ୍ଧରେ ପକାଇ ଥିବା ପ୍ରକାଶ ଟା କୁଆଡେ ଗଲା ସେ କିଛି କହିବନି କି।

  • @Mahakaal-u8n
    @Mahakaal-u8n Před 20 dny +34

    କୁଆଡେ ଗଲ ରେ ଅନ୍ଧ ଭକ୍ତ ଗଣ ସୋସିଆଲ ମିଡ଼ିଆ ରେ ଜବର୍ ରାଉ ରାଉ ହଉ ଥିଲ ଦେଖ ତମ ସରକାର ଙ୍କ ଯୁମୁଲା ଆଉ ଟାଉଟର ଶାସନ

    • @user-tb9sv1lh5w
      @user-tb9sv1lh5w Před 20 dny

      Bhai Andha bhakta kan paain kahuchha.tike bujhei ki kuha

    • @subhransudalai8360
      @subhransudalai8360 Před 20 dny

      ଭାଇ ବିରଳ ପ୍ରଜାତିର ପରଜୀବୀ ଅନ୍ଧଭକ୍ତ କିଛି ବୁଝନ୍ତି ନାହିଁ କି ଜାଣନ୍ତି ନହିଁ

    • @sunupradhan5966
      @sunupradhan5966 Před 14 dny

      @@Mahakaal-u8n kana hela pandu party

    • @sunupradhan5966
      @sunupradhan5966 Před 14 dny

      @@Mahakaal-u8n pandu kana hela sunupàpudi achhi khiaba

    • @Mahakaal-u8n
      @Mahakaal-u8n Před 14 dny

      @@sunupradhan5966 ମୋଦି ତଳ ବାଳ କାଟିକି ତମେ ଅନ୍ଧ ଭକ୍ତ ମାନେ ସୁଁପମ୍ପୁଡ଼ି ଖାଓ

  • @SMILAN_143
    @SMILAN_143 Před 20 dny +11

    ତମେ ଏ ନ୍ୟୁଜ୍ ଦେଖାଅନି ଅତି ଫାଲତୁ ଯୋଜନା ଦିନକୁ ୨୭ ଟଙ୍କା ରେ ଦିଦି ହେବେ ଲକ୍ଷ ପତି 😂😂😂😂😂😂 ତମେ କେତେ ନେଇଚ ଏ ଖବର ହେଖେଇବା ପାଇଁ

    • @user-tb9sv1lh5w
      @user-tb9sv1lh5w Před 20 dny

      Nandi Ghosh channel keteneichhi seita janeile khusi huontu

    • @Zanil-kr7ll
      @Zanil-kr7ll Před 20 dny +1

      Are se 27 tanka re dine ponds powder kinibe aau dine fair and lovely cream kinibe aau dine sambalpuri saree kinibe aau dine vanity bag kinibe aau dine heel kinibe prati dina 27 tanka rakhi ki ye sabu kinile BJP prachar re jaiki Modi aau majhi ku dekheibe kemiti lakh pati mahila heichhanti

  • @manojmohanty9477
    @manojmohanty9477 Před 19 dny +3

    ପଂଚାୟତ ନିର୍ବାଚନରେ ଏହାର ଜବାବ ମହିଳାମାନେ ଦେବେ।

  • @MNDIGITALSARAKANA
    @MNDIGITALSARAKANA Před 20 dny +7

    ମାସକୁ 800 ଟଙ୍କା ରେ କି ବେପାର କରି ପାରିବେ !!!

    • @sumitkumarjenavlogs8088
      @sumitkumarjenavlogs8088 Před 20 dny

      Dinaku 27 tanka re bhai kara bepar ebe emiti bepar karibe ebe mahila Mane Ambani brothers ku pachare pakei debe😅

    • @sunupradhan5966
      @sunupradhan5966 Před 14 dny

      @@MNDIGITALSARAKANA Kalia Yojana kanakale

  • @user-kk2qu1my8i
    @user-kk2qu1my8i Před 20 dny +14

    Magiha sarkar

  • @prasannapattanyak3777
    @prasannapattanyak3777 Před 20 dny +4

    ଭଣ୍ଡ ସରକାର ଙ୍କ ଠାରୁ ଆଉ କଣ ବା ଆଶା କରାଯାଇପାରେ?

  • @user-og9wu4gr9p
    @user-og9wu4gr9p Před 19 dny +4

    5000 ଟଙ୍କା ଲେଖାଁଏ ଦେଲେ ବାଳ କରିବେ।50000 ଦେଲେ ଯାହାକିଛି କରିଥାନ୍ତେ

  • @user-nt5ny8qf1x
    @user-nt5ny8qf1x Před 20 dny +12

    କହିଥୀଲ ସୁଭନ୍ଦ୍ରା ଜୋଜନା 50000 କହିଥୀଲ 300 ଇୟୁନିଟ୍ ମାଗଣା ବିଜୁଳି କବେଦବ 2029 ଜନତା ଜବାବ ଦବ

    • @CrazySid2.0
      @CrazySid2.0 Před 18 dny

      Tathapi odisha re keteta andha bhakt ..ehaku support karuchanti...

  • @hiranyasahoo3548
    @hiranyasahoo3548 Před 19 dny +2

    ଏବେ ଓଡିଶା ବାସୀ ଜାଣନ୍ତୁ ବିଜେପି ସରକାର କେତେ ମିଛୁଆ ସରକାର ଓଡିଶା ବାସୀ ଏକ ହୁଅ ବିଜେପି ସରକାର ହଟାଇ ଦିଅ

  • @sukrakrisani4652
    @sukrakrisani4652 Před 20 dny +34

    ସୁବଦ୍ରା ଯୋଜନା କ'ଣ 5000 କି? ସରକାର ଏ କଥା କହିଥିଲେ କି?

  • @kb42001
    @kb42001 Před 20 dny +2

    ମନୋରଞ୍ଜନ ବାବୁ ତମ news ଚାନେଲ କୁ କେତେ ମିଳୁଛି.. ଆଉ ତେଲ ମାରନି

  • @MANDAKINISHARMA-kl9yd
    @MANDAKINISHARMA-kl9yd Před 20 dny +1

    Manoranjan Babu apana madhy bikri hoigale sesare

  • @madanmohandisari1617
    @madanmohandisari1617 Před 19 dny +1

    1500ରୁ 2000 ସରକାରୀ କାମକରି ପାଉଛନ୍ତି ଦିନକୁ 66 ଟଙ୍କାରେ ଖଟୁଛନ୍ତି ସରକାର ଭିକ୍ଷ ଦେଉନି କି ଦୟା କରୁନି, ଏମାନେ କାହିଁକି କାହିଁକି ସୁଭଦ୍ରା ଯୋଜନାରେ ବଂଚିତ ରହିବେ

  • @AmitaDigal-j6n
    @AmitaDigal-j6n Před 19 dny +1

    ଆଜ୍ଞା ୩ ମାସ ମଧ୍ୟ ରେ ଜନସାଧାରଣ ବୁଝି ପାରିଲେ Bjp ସରକାରଙ୍କ କାରନାମା। ଜନତାଙ୍କ ଲୁଟି ଜନତାଙ୍କୁ ଦେବା ସରକାର।

  • @abhimanyubehera6259
    @abhimanyubehera6259 Před 20 dny +3

    Manoranjan sir apana bi politics karuchhanti,thik nuha

  • @prasantapattanaik862
    @prasantapattanaik862 Před 19 dny +1

    ମାଁ ସୁଭଦ୍ରା ନାଁ ରେ ଯାହା କହିଥିଲା,ତାହା କର। ମାଁ ସୁଭଦ୍ରା ନା ରେ ମିଛ କହ ନାହିଁ ମୋଦୀ।ଟିକେ ମାଁ କୁ ଡର।

  • @prakashbehera3159
    @prakashbehera3159 Před 20 dny +2

    ସରକାର ଯେମିତି କହୁଛନ୍ତି ବର୍ଷକୁ ଦଶହଜର ଦେଇ କଣାର୍କ ମନ୍ଦିର ତିଆରି କରିଦବ

  • @user-wh4kq1qk8o
    @user-wh4kq1qk8o Před 14 dny

    ଏବେ ମନୋରଞ୍ଜନ ମିଶ୍ର ଙ୍କୁ ଶ୍ରୀ ଯୁକ୍ତ ମନୋରଞ୍ଜନ ମିଶ୍ର ବୋଲି ସମ୍ବୋଧନ କରିବି! ନବୀନ ୨୪ବର୍ଷ ରେ ମାତ୍ର ୩୬ହଜାର ଟଙ୍କା ଦେଇ ଏତେ ଦିନ କ୍ଷମତା ରେ ରହିଲା। ମୋର ୨ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ର, ମୁ ଜାଣିଛି।

  • @SiluSamal-gd3ym
    @SiluSamal-gd3ym Před 19 dny

    Village girls marriage କରିନଥିଲେ ସରକାର ତାଙ୍କୁ କଣ ଚାକିରି ଦେବେକି ସେମାନଙ୍କୁ କଣପାଇଁ ସୁଭଦ୍ରା ସମ୍ମାନ ଦେବେନି ସେମାନେ କାମପାଇଁ ବାପା ମାଆଙ୍କ ଉପରେ ନିର୍ଭର କରିବେ

  • @somethingforyou-tv2cv
    @somethingforyou-tv2cv Před 20 dny +1

    ବିଜେପି ସରକାର ଯେଉଁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରୁଛନ୍ତି ଏହାର ଫଳାଫଳ ୨୦୨୯ ରେ ଦିଆଯିବ

  • @surendrameher3040
    @surendrameher3040 Před 19 dny +1

    ଏହା ପ୍ରତିମାସ 1000ଦେଲେ ବହୁତ୍ ଭଲ ହେବ

  • @sanjaysethy846
    @sanjaysethy846 Před 20 dny +2

    Balla sarkar...

  • @batharla1awc799
    @batharla1awc799 Před 18 dny

    କେଉଁ ବାବଦରେ ଖର୍ଚ୍ଚ କରାଯିବ❤❤❤❤

  • @abhinandansutar197
    @abhinandansutar197 Před 20 dny +6

    ଜୁମଲା କରୁଛି ବିଜେପି ଓଡିଶା ରେ

  • @KahnucharanMohapatra
    @KahnucharanMohapatra Před 19 dny +1

    ଫେକୁଆ ଦଳ ଲୋକଙ୍କୁ ଭକୁଆ ବନେଇ ଦେଲେ!ଏମାନେ କୁହନ୍ତି ଗୋଟେ କରନ୍ତି ଗୋଟେ ବିଜେପି ଦଳ ମିଛୁଆ ଖଛୁଆ ଟାଉଟରି ଦଳ

  • @kedarbiswal4575
    @kedarbiswal4575 Před 18 dny

    କେବଳ ବିଜେଡି କହୁନାହିଁ ଏହା ରାଜ୍ୟ ବାସୀ ଙ୍କ ସ୍ଵର।

  • @kedarbiswal4575
    @kedarbiswal4575 Před 18 dny

    ନିର୍ବାଚନ ପ୍ରତିଶୃତି ଦେଇ ବିଭିନ୍ନ ଆଳ ଦେଖାଇ ଫାଙ୍କି ଦେଲେ ଲୋକ ମାନେ ଠିକ୍ ସମୟରେ ଫାଙ୍କି ଦେଵେ।
    ଆଉ ଏମାନଙ୍କୁ କିଏ ବିଶ୍ଵାସ କରିବେ କି ?

  • @CreationOdia1234
    @CreationOdia1234 Před 19 dny

    5,000 ଟଙ୍କା ରେ କି Business କରିବେ 😂😂😂😂😂 ଆପଣଙ୍କୁ ଟିକିଏ ଖରାପ୍ ଲାଗୁନି ସୁଭଦ୍ରା ଯୋଜନା ଭଲ ଯୋଜନା😂😂😂😂 ଆପଣ କୁହନ୍ତୁ 5,000 ଟଙ୍କା ରେ କି Business କରିବେ ଛି ଛି ଛି

  • @arjuncharansahoo2251
    @arjuncharansahoo2251 Před 20 dny +1

    BJP ସରକାର ସବୁ ଯୋଜନା ଅମିତ ଭୁଆଁ ବୁଲେଇଲା ଭଲି

  • @soumyaranjanswain8339
    @soumyaranjanswain8339 Před 20 dny

    2 yr kuha heithila ebe 5 yr....
    Every female kuha heithila...ebe 21 ru 60 yr kahuchnyi...upre 18k annual income ....
    Free electricity???
    Pension 3000 ...and 80 yr upre 3500 kuha heithila....
    Manifesto padhuthili.....21 ta jaka ku chanchakata kara heichi....
    Bjd prcntge nauthila sata....kintu michaa kahunathila ki thakila wala feel haunathila

  • @kedarbiswal4575
    @kedarbiswal4575 Před 18 dny

    ଏତିକି ଅଳ୍ପ ଟଙ୍କାରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ କି ?
    ଏହା ଗୋଟିଏ ସରକାରୀ ପ‌ଇସାରେ ଦଳର ଭୋଟ ପାଇଁ ଲାଞ୍ଚ।

  • @user-nt5ny8qf1x
    @user-nt5ny8qf1x Před 20 dny +1

    କଣ ପାଇଁ କହିଥୀଲ ଲାଜଲାଗୁନି

  • @BalaramRaj-t4d
    @BalaramRaj-t4d Před 20 dny +2

    ବି ଜେ ପି ସରକାର ମନ୍ତର କମ୍ ଫୁଙ୍କିବା ବେଶୀ

  • @birakishoremallick2379
    @birakishoremallick2379 Před 20 dny +1

    🎉b j p sarakaraku asibapain michhara ashraya nei thila manoranjan Baboo 27 tankare mahila kete swabalambi hebe aalu 40 piaj 50 ahara uttar debeki

  • @BijayNegi-vy6fo
    @BijayNegi-vy6fo Před 18 dny

    India is great 😮

  • @binodbhai201
    @binodbhai201 Před 18 dny +1

    BJP ku bhoot dei bahuta bada bhool kali... 😂

  • @SusantaDhal-i1q
    @SusantaDhal-i1q Před 20 dny +1

    କଥାରେ. ବାସ୍ତବତା. ନାହିଁ.

  • @KodoPatel
    @KodoPatel Před 19 dny

    Very good sir l m house wife 🎉🎉🎉🎉🎉 thanks

  • @umeshkumardas5467
    @umeshkumardas5467 Před 20 dny +2

    Manaraja babu bjp dala

  • @roulvillagfarm
    @roulvillagfarm Před 20 dny +6

    ମନୋରଞ୍ଜନ ବାବୁ
    BJP କହିଥିଲା ଆମେ ମହିଳାମାନଙ୍କୁ 50,000 ଟଙ୍କା ଦେବୁ ଯେଉଁଥିରେ ମହିଳା ସସକ୍ତ ହେବେ ,
    ବର୍ଷକୁ 2ଟି କିସ୍ତିରେ ସହାୟତା ଦେଲେ ସେମାନେ କିପରି ଏତେ ଶୋଳ୍ପ ଟଙ୍କାରେ ଶଶକ୍ତ ହୋଇପାରିବେ ,
    ମହିଳାମାନେ ଚିନ୍ତା କରିଥିଲେ କି ଏକା କାଳୀନ 50,000 ଟଙ୍କା ପାଇଲେ କିଛି ଗୋଟେ କରି ପରିବାର ପୋଷଣ କରିହେବ ,,, ଏ ଠକିବା ନୁହେଁ ତ ଆଉ କଣ

    • @user-tb9sv1lh5w
      @user-tb9sv1lh5w Před 20 dny

      Naveen pattanaik mahoday madhya kalia jojana Ten thousand every year deba ku kahithile dele nahin.Aame kau dalara support nahin.candidate dekhi ki vote deu aame

    • @trilochanbehera5770
      @trilochanbehera5770 Před 20 dny

      ଜୁମଲା ସରକାରବିଜେପି

    • @trilochanbehera5770
      @trilochanbehera5770 Před 20 dny

      କୁଆଡେ ଗଲେ ଲକ୍ଷ ପତି ଦି ଦି

    • @trilochanbehera5770
      @trilochanbehera5770 Před 20 dny

      ​@@user-tb9sv1lh5wସରକାର ରେ ଯେଉଁ ଦଳ ରହିବ ତାଙ୍କୁ ପ୍ରଶ୍ନ ପଚାରି ବା ଦରକାର

    • @ashishpatnaik5171
      @ashishpatnaik5171 Před 20 dny

      ​@@user-tb9sv1lh5wta mane Naveen cheat kala boli Kan Modi bi cheat Kariba ..

  • @RanjanKumar-mx1ki
    @RanjanKumar-mx1ki Před 20 dny

    ଯଦି ରାଜକୋଷ ରେ ଅର୍ଥ ନାହିଁ ତେବେ ରାଜ୍ୟ ସରକାର ରାଜ୍ୟରେ ଯୋଉ ଲକ୍ଷ୍ୟ ଲକ୍ଷ୍ୟ ଲୋକନାନେ ଦୀର୍ଘ ବର୍ଷ ରୁ ବିନା ଆପତିରେ ଯୋଉ ଜାଗା ମାନଂକରେ ରହୁଛନ୍ତି ସେ ଜାଗାକୁ ସେହି ଲୋକମାନଙ୍କ ନାମରେ ପଟ୍ଟା issue କରନ୍ତୁ ଓ ଏକ ସ୍ୱଳ୍ପ ମୂଲ୍ୟର enclosement ଜରିଆରେ ଲଖ୍ୟ ଲଖ୍ୟ କୋଟି ଟଙ୍କା ରାଜସ୍ୱ ଆଦାୟ କରନ୍ତୁ ଏଥିରେ ସରକାର ଓ ରାଜ୍ୟର ଜନସାଧାରଣ ଉପକୃତ ହେବେ ଏବଂ ମହିଳାଙ୍କୁ ୫୦ ହଜାର ଅତି ସଜରେ ଦେଇ ହେବ l

  • @arabindadas934
    @arabindadas934 Před 20 dny +1

    manaranjan babu plz apana
    dayakari retaired nei jaa ntu
    apana bjp sarkar ku indirectaly full support karuchanti

  • @user-he3zs7ql3y
    @user-he3zs7ql3y Před 18 dny

    Sir,apan thik kahichhanti.

  • @srikantamallick1159
    @srikantamallick1159 Před 19 dny

    Correct Analysis

  • @FAKIRJENA-du2zs
    @FAKIRJENA-du2zs Před 20 dny +1

    ବିଜେପି କାମ ଏକ କୋଟି ମହିଳା ପାଇଁ ଠିକ୍ ଅଛି। ତୁମେ ୟାଡୁ ସାଡୁ ଗପି ନିୟୁଜ ରୁମ୍ କୁ ସ୍ଵାଗତ କଲେ କଣ ହେବ। ତୁମେ ହୁଅ ବା ଯିଏ ହୁଅନ୍ତୁ ବିଜେପି କୁ ପାଞ୍ଚ ବର୍ଷ ପରେ ବି ହଟେଇ ପାରିବନି। ମାନେ ବିଜେପି ସରକାର ର ମହିଳା ଭୋଟ ବ୍ୟାଙ୍କ୍ ସଂଖ୍ୟା ଏକ କୋଟି ଆଜି ଠାରୁ ହେଲା।Ok ?

  • @anilkumarpradhan6249
    @anilkumarpradhan6249 Před 19 dny

    Bahuta bhala upastapana sar

  • @priyadarshinidash2736
    @priyadarshinidash2736 Před 19 dny

    Jaha heichi bhala heichi jadi ete paisa diajiba tebe se gariba loko khauti lokonka upare pressure padiba prati jinisa re gst lagijiba tenu jaha heichi bhala heichi

  • @maheswarkumarnahak2420

    ବାର୍ଷିକ ଆୟ 30,000ହେଲେ ଭଲ ହେବ

  • @bibhuprasad4906
    @bibhuprasad4906 Před 20 dny

    Sir BJP is Bhartiya Jatara Party, Se jaha kahe kare nahi, eha 2014 ru jana padichhi, like black money, job guaranty. That is expected from bjp.

  • @manasbiswal325
    @manasbiswal325 Před 20 dny

    Manu Bhai tike samay darkar 5000 ta automatic 50000 hoijiba

  • @ajaykumarmallick5049
    @ajaykumarmallick5049 Před 19 dny

    Jumla sarakaraku thik samayare public jabab debe.

  • @mrtushar5148
    @mrtushar5148 Před 20 dny

    ୟାଙ୍କ କଥାବାର୍ତ୍ତ ଠିକ୍ ନାହିଁ ଆଉ , କହିଥିଲେ ଆମ୍ବ ଦେଲା ବେଳକୁ ଆମ୍ବଡା , ଗୋଟା ଧନ୍ଦା ଚଲେଇଛ

  • @prasantapattanaik862
    @prasantapattanaik862 Před 19 dny

    ଦେଶର ଜନସାଧାରଣ ମାନଂକ ପାଇଁ ମୋଦୀ ସରକାର ମିଛ କହି କିଛି କରୁନାହିଁ।

  • @tijabantibhoi8424
    @tijabantibhoi8424 Před 18 dny

    Majila mananka muhare kalakana bulaele sarakara😂

  • @swayamprabhadash4428
    @swayamprabhadash4428 Před 19 dny

    1500 tanka pauthile aarthika bhabe swachala ki subhadra jojona ru bad deichanti je

  • @itishreesenapati5725
    @itishreesenapati5725 Před 19 dny

    Ara tharak congress ki vote jiba barng bjp ku nuhe thaka sarkar

  • @pinkipanda3143
    @pinkipanda3143 Před 20 dny

    Only aparajita madam is
    Capable to do this.centre
    Should not interfere in odisha matters.madam should be CM immediately
    Otherwise it will cost heavier to BJP

  • @pratyushasuryasnata2798

    Manoranjan babu apana nirapakhya hele bhala huanta

  • @debananda07
    @debananda07 Před 19 dny

    Samaste janichanti e poisa stree loko nku milila pore tanko swami mane neiki khai debe, kichi habani😂

  • @SatyamebaJayate-ml8qx
    @SatyamebaJayate-ml8qx Před 20 dny

    ଖାଲି କଣ ପଇସା ଲୋଭ ଦେଖେଇ ଭୋଟ ନେବେ???
    ସେ ବିଜେଡି ହେଉ କି ବିଜେପି ମହିଳା ହେଉ କି ପୁରୁଷ ସେମାନଙ୍କର ଆର୍ଥିକ ଉନ୍ନତି ପାଇଁ ଦୀର୍ଘ ମିଆଦି ଯୋଜନା ନକରି ଏମିତି ପ୍ରତିଯୋଗିତା କରି ମାଗଣା ଖିଆ କରି ଭୋଟ କିଣି ସେମାନଙ୍କର କଣ ଉନ୍ନତି ହେଉଛି ସେନେଇ କିଛି ସର୍ବେକ୍ଷଣ ହୋଇଛି କି??? କାଳିଆ ଯୋଜନା ଦ୍ୱାରା କେତେ ପ୍ରକୃତ ଚାଷୀ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ କରାଯାଇଛି କି?
    ଚାଷୀ ସକଳ ପ୍ରକାର ପ୍ରାକୃତିକ ଓ ଜୈବିକ ବିପତ୍ତି ସତ୍ୱେ ଚାଷ କରୁଛି ବଢ଼ି ମରୁଡି,ବୁଡ଼ି ବେଳେ ତାକୁ ସରକାର କେତେ ଅର୍ଥ ଦେଉଛନ୍ତି, ତା ନେଇ ତର୍ଜମା ହୋଇଛି କି???

  • @hsromeo7042
    @hsromeo7042 Před 19 dny

    BJP aau darkar nae darkar nae aau kebe asibni BJP 💯

  • @pelicanfillingstation1069

    Good statement

  • @pradeepkumarsinha803
    @pradeepkumarsinha803 Před 19 dny

    ଲୋକମାନଙ୍କୁ ଯେତେ ମିଛକଥା କହି ଭଣ୍ଡେଇ ପାରିବେ ସେ ଦଳ କ୍ଷମତାକୁ ଆସିପାରିବେ।ତେଣୁ ଭୋଟରମାନେ ବର୍ତ୍ତମାନ ଠାରୁ ସଚେତନ ହେବା ଜରୁରୀ।ନେତାମାନେ 100ପୁରୁଷ ପାଇଁ ଧନ ସଞ୍ଚୟ କରିବେ। ଭୋଟରମାନେ ବିଚାରା ଚିଲାଉଥିବେ।
    କ୍ଷମତାକୁ ଆସିବା ମାତ୍ରେ ହିଁ ଅହଂକାରରେ ପରିପୂର୍ଣ୍ଣ ହୋଇ ଧରାକୁସରା ମଣୁ ନାହାନ୍ତି।ସେମାନେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇଥାଆନ୍ତି। ସେମାନଙ୍କର ମନରେ ତିଳେ ହେଲେ ଧର୍ମ ଭୟ ନଥାଏ।

  • @trinathburudi77
    @trinathburudi77 Před 18 dny

    He sarakar pancha barsa ra sarkar

  • @SMCreation99
    @SMCreation99 Před 20 dny

    ଜୁମୁଲା ସରକାର

  • @liliptamohanty8405
    @liliptamohanty8405 Před 19 dny

    Bjp au mohan Majhi!!! Chiken khaibaku debe kahi , Anda kesara dele...seta puni fale fale ...

  • @bhagabanmahakud711
    @bhagabanmahakud711 Před 19 dny

    ଏକା ସମୟରେ କିମ୍ବା ୨ଟି କିସ୍ତିରେ ଦେଇଥିଲେ ଅନେକ ଉପକୁର୍ତ ହୋଇ ପାରିଥାନ୍ତେ

  • @quoteoftheday2357
    @quoteoftheday2357 Před 19 dny

    BJD Sarakarare neta officer looti kotipati rajakosha Khali Mohan Sarakar dhire dhire pratisruti palan karibe 5 barsare👍

  • @pratapdutta8303
    @pratapdutta8303 Před 19 dny

    ଗୋଳମାଳ କରି କଥା କହୁଛନ୍ତି ମନୋରଞ୍ଜନ ବାବୁ l ସରକାରଙ୍କ ମୁଖା ସାଜିଲେ କି?

  • @DiptiMohapatra-vb2dl
    @DiptiMohapatra-vb2dl Před 19 dny

    Lokanku asa dekheiki nirasa kale bjp sarkar aita thik helani 😢

  • @SashikantaBehera-r7j
    @SashikantaBehera-r7j Před 19 dny

    Subhadra yojana ra lakhya kana ghara kharcha re jiba.

  • @Ompravaparida
    @Ompravaparida Před 19 dny

    ମିଛୁଆ ରାଧୁଆ

  • @beneniyabhuyan4742
    @beneniyabhuyan4742 Před 19 dny

    ଘାମୁଛା କୁ କୁହ😅

  • @Odiatechtalks
    @Odiatechtalks Před 19 dny

    Kaliya yojana sabu lokanku milini ta

  • @BabuDehuri-fi9bq
    @BabuDehuri-fi9bq Před 20 dny

    Right

  • @NityanandaPadhi-y7b
    @NityanandaPadhi-y7b Před 19 dny

    Naveen sir 🎉🎉

  • @KailashSahoo-i5o
    @KailashSahoo-i5o Před 20 dny

    5 hajar tankare ki bissiness karibe.?

  • @SudhansuTiwari-y1m
    @SudhansuTiwari-y1m Před 20 dny

    sarkar thakichanti

  • @jyotiranjansahoo73
    @jyotiranjansahoo73 Před 19 dny

    Bjp kana boka heichi. Semane politics karuchanti. 2029 pai. Sop asiba purbaru sachiba au 10 ta district ru matamata niagala ekabele jadi 50,000 deidaba lokamane 2029 re vulijibe. Emitire barsaku mane rahiba.

  • @user-zq2tq5gj1m
    @user-zq2tq5gj1m Před 20 dny

    Neutral journalism not in Odisha

  • @ajaykumardash6263
    @ajaykumardash6263 Před 20 dny

    ଏକାବେଳେ ପଚାଶ ହଜାର ଦେଲେ ମଦ ପିଇ ଦେବେ ସେଥି ପାଇଁ , ଦଶ ହଜାର କରି ଦେଉଛନ୍ତି ok
    ଠିକ୍ ତୋ କରି ଛନ୍ତି ସୂଜିବାକୁ ତୋ ପଡ଼ିବନି ମାଗଣା ତୋ ଅଛି ଏତେ ହୋ ହାଲ୍ଲା କାହିଁକି

  • @KabitaNayak-cn9sq
    @KabitaNayak-cn9sq Před 18 dny

    Subhadra jojana na kn pai deithila gruhini bhata na deiki bhata deithanta

  • @Prakash-gq4tc
    @Prakash-gq4tc Před 19 dny

    ଓଡ଼ିଶାର ଗୋଟିଏ ବଡ଼ ଆନ୍ଦୋଳନ ନାରୀ କରନ୍ତୁ।

  • @pramodkumarsamal5451
    @pramodkumarsamal5451 Před 19 dny

    ଧରମ କହିଥିଲା ପ୍ରଭାତୀ ପରିଡ଼ା ସୁଭଦ୍ରା

  • @harishdhal6611
    @harishdhal6611 Před 20 dny

    Sir apana news room re rahi esabu kahuchanti na kebe grama ku kebe jae chanti jadi jae nahi ama anchala ku tikie buliba pae asantu

  • @paleswarpaleswarrana4502

    Election re 5000 kahi na thil

  • @saratsahoo5149
    @saratsahoo5149 Před 20 dny

    👌

  • @pradeepmishra3325
    @pradeepmishra3325 Před 19 dny

    Next election re bjp govt ku upadi phopadi debe loke

  • @samarkantsamantray9852

    Masa ku 1500 puthile paibeni,to wife 1500 re chaluchhi

  • @silinayak
    @silinayak Před 17 dny

    Padian sir thhik kahithhile ...