ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା | Odisha Reporter

Sdílet
Vložit
  • čas přidán 11. 09. 2024
  • ପୁଣି ମାତିଲେ ଲୁଟେରା । ଆପାର୍ଟମେଣ୍ଟରେ ପସି ବୁଲାଇଲେ କଳାକନା । ଲୁଟି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୫୦ ହାଜର ନଗଦ ଟଙ୍କା । ଶହୀଦନଗର ଭଳି ହାଇ ସିକୁରିଟି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ପସି ଲୁଟେରା କଲାକନା ବୁଲାଇଛନ୍ତି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Loot #apartmentlootera #Bhubaneswar

Komentáře •