ଛୋଟ ଛୋଟ କଥାରେ ସବୁବେଳେ ରାଗୁଥିଲେ କଣ କରିବେ ? Satsang ll Part- 1 ll Acharya Swarup ll Thakur Nigamananda

Sdílet
Vložit
  • čas přidán 7. 09. 2024
  • ଛୋଟ ଛୋଟ କଥାରେ ସବୁବେଳେ ରାଗୁଥିଲେ କଣ କରିବେ ?
    କାରଣ କ୍ଷଣିକ କ୍ରୋଧ ରେ ଅନେକ ପୁରାତନ ସମ୍ପର୍କ ଧ୍ୱଂସ ହୋଇଯାଏ l ଜୀବନରେ ସବୁ ସମସ୍ୟାର ମୂଳ କାରଣ ଏହି କ୍ରୋଧ l ତେଣୁ କ୍ରୋଧ ର ମୂଳ କେନ୍ଦ୍ର କୁ ଖୋଜି ବାହାର କରିବା ଦରକାର l
    ଆଶାକରେ , ମୋର ପ୍ରିୟ ଆଧ୍ୟାତ୍ମିକ ଜିଜ୍ଞାସୁ ଭାଇ ଓ ମା ମାନେ ଏ ବିଷୟଟିକୁ ଗମ୍ଭୀରତାର ସହ ନେବେ ଏବଂ
    ଆପଣଙ୍କର ସୁଚିନ୍ତିତ ମତାମତ ଦେବାକୁ ଭୁଲିବେ ନାହିଁ l
    ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE ❤️❤️❤️ SHARE ✅✅✅ and coment .🖍️🖍️🖍️
    This is a spiritual channel to provide life changing lessons through stories by Acharya swarup.
    Acharya Swarup is a young monk of pure vedic culture.
    • ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
    • ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
    • ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
    • ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
    • ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
    ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
    ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
    ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
    ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
    "ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
    •••ଏ ସମଗ୍ର ବିଶ୍ୱ ମୋର ପରିବାର •••
    {{ ବସୁଧୈବ କୁଟୁମ୍ବକମ୍ }}
    #AcharyaSwarup

Komentáře • 16