Krishna bhainku bhala paiba samas tankar achhi jina sister au kahibaku padiba nahin seithi painee jatra jagatara jane mahan reporter hai parichhanti dhanyabad bhai ai pari samas tanka bhala paiba milu love you too krishna bhai ❤❤❤❤❤
ଯାତ୍ରା ଜଗତର ଯଦି କେହି ଜଣେ ଆଗ ଧାଡ଼ିର କମେଡି କୁଇନ୍ ଥାନ୍ତି , ତେବେ ସେ ଜଣକ ଜିନା ଭଉଣୀ ତମେ । Really, you are a great । ସମସ୍ତଙ୍କ କମେଡି ଅଭିନୟ ଅପେକ୍ଷା ତମ ଅଭିନୟ ମୋତେ ବହୁତ୍ ବହୁତ୍ ଭଲ ଲାଗେ । I will ever pray of god for your bright future। God bless you ❤❤❤❤❤❤❤
ଯାହା ହଉ କ୍ରିଷ୍ନା ବାବୁ ଙ୍କ ପାଇଁ ମୁଁ ଓଡିଶା ବାହାର ରେ ଥାଇ ମଧ୍ୟ ଯାତ୍ରା ଜଗତ ର ସବୁ କଳାକାର ମାନଙ୍କ କଥା ଜାଣି ପାରୁଛୁ ଓଡିଶା ର କଳା ସଶକୁର୍ତ୍ତୀ ବଞ୍ଚି କି ଥାଉ ଜୟ ଜଗ୍ରନ୍ନାଥ 🙏🏻🙏🏻
ଭାଇ ମୁଁ ବି ଓଡ଼ିଶା ବାହାରେ ରହୁଛି😭 ଖୁସି ଲାଗୁଚି କ୍ରୀଷ୍ଣା ଭାଇଙ୍କ ପାଇଁ ସବୁ uadate ମିଳୁଛି ଓଡ଼ିଶା ଗଲେ ଯାତ୍ରା ଦେଖିବି
Daya au jina jodi best jodi
ଆମ ଜଗତସିଂହପୁର ଝିଅ ସବୁ ବେଳେ ଆଗୁଆ ରହିବେ👍👍👍👍
Maa GOJABAYN Baghdada
ଯାତ୍ରା ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଜିନା ଜଣେ ସୁନ୍ଦର ଅଭିନେତ୍ରୀ କିନ୍ତୁ ସେ dublle minning comodi ଭଲ ଲାଗୁନି । ବିଶେଷ କରି ଦୟା ର ଯୋଡ଼ି ଛାଡ଼ିଲେ ନିଶ୍ଚିତ ଭାବେ ନାୟିକା ର ସୁଯୋଗ ପାଇବେ । କାହିଁକି ନା , ମୋ ସିଲଟ ହଜି ଯାଇଛି ନାଟକ ରେ ତାଙ୍କ ଅଭିନୟ ବେଶ୍ ହୃଦୟ ସ୍ପର୍ଶି ହୋଇଛି । ଯଦି ଭଲ ଝୀୟ ହୋଇଥିବେ ତେବେ ହୃଦୟଙ୍ଗମ କରିବେ । ନଚେତ୍ ....
Very nice Jina, u r the best comedian, move forward. God bless u.
ଦୟା ଜୀନା ପାଲା କମେଡି ବହୁତ ଭଲ ଲାଗେ
Aama Jagatsinghpur ra💐💐💐💐
Bhalo comedy artist. Bhalo hosanti
ସତରେ କ୍ରିଷ୍ଣା, ଦୁଃଖ ଯାହା ଠାରେ ଥାଏ ସେ ସବୁବେଳେ ଲୋକ ଙ୍କ ଆଗରେ ହସିଦେଇଥାଏ, କିନ୍ତୁ ହୃଦୟରେ ଭରପୂର ଦୁଃଖକୁ ଚାପି ଦେଇଥାଏ କର୍ମ କରିବା ପାଇଁ ! ସେ କାନ୍ଦିବାକୁ ଯେଉଁ କହିଲା ସେଥିରୁ ଜଣା ପଡ଼ିଗଲା ଯେ ତା ଠାରେ ଅସୁମାରୀ ଦୁଃଖ ଲହଡ଼ି ମରୁଛି ! Overall ଜିନ୍ନା ଗୋଟେ ଭଲ ଝିଅ acting b ଭଲ ତା ହସ b ଭଲ ! Best of lock👍👍👍👍
You are great gina keonjhar
Krishna bhainku bhala paiba samas tankar achhi jina sister au kahibaku padiba nahin seithi painee jatra jagatara jane mahan reporter hai parichhanti dhanyabad bhai ai pari samas tanka bhala paiba milu love you too krishna bhai ❤❤❤❤❤
You are best keonjh
ଜୀନା ବହୁତ ଭଲ କଳାକାର
Jina ,Super comedian lady actress. Jay jagannath krishna bhai. Nice video with Jina.❤❤🎉🎉
Ati sundari tame jina
Jina apa ❤ best artist❤
Jina pura heroine
Krishna bhaya good morning jay jagannath Swami 🙏🙏🙏
Jinna is the great artist. wish will be go to lead carter roll .
daya jina best comedy
Brave Girl, great artist, great comedy star Jina. Love u Jina. Jay Jagannath. Comedy Queen. Mo favorite star.
ଭଦ୍ରକ, ମଞ୍ଜୁରୀ ରୋଡ, ବହୁତ ଭଲ ଲାଗନ୍ତି ଜୀନା
Jina best comedy queen my favourite actor from chhendipada angul
Days jina jodi no 1
ଜୀନା କର ସବୁଠୁ ବହୁତ ଭଲ ସୀନ କରିଛନ୍ତି ଉଭର୍ଷି ଆସିଛି ଇନ୍ଦ୍ରମହଲ କୁ ଓଡିଶା ଯାତ୍ରା ଓଡ଼ିଆ କର ମହଲ ଜୟ କଳା ❤❤❤❤❤
Jina appa.camedy.bhalalage
Thank You Krishna ❤.
Love you krishna bhai iam a big fan of your from keonjhar
Mora bi fevrit joddy Krishna aau jinaa❤❤❤❤
Comedy queen Jeena.God bless her in her future life 🙏 Jai ♥️🇮🇳🔥 Hind 🙏
Jspur BALIKUDA ama jeha pura super madechala
Belpahar......❤❤❤
Daya Bhai jina didi nka comedy pura supab mind blowing
ଆମ ଜଗତସିଂହପୁର ଝିଅ ସବୁବେଳେ ଆଗକୁ ଯିବ.... Love u DIDI❤️
Jina is jinous, be lough be clap
Jinha.is.the.best.
Jina mama is a best nashta abnetri.ma ku God bless her.jna mama nkara cameti ruk very nice .
ଜୀନା ଙ୍କ ଅଭିନୟ କମେଡି ଭାରି ଭଲ 👍
Nice video
Jhari gala jhara phula apera comedy best❤❤❤
good job ଯୋଉଠି ରହ ଭଲରେ ରହ 🙌
ଜିନା ସୁପର କିଙ୍ଗ କମେଡି
ଯାତ୍ରା ଜଗତର ଯଦି କେହି ଜଣେ ଆଗ ଧାଡ଼ିର କମେଡି କୁଇନ୍ ଥାନ୍ତି , ତେବେ ସେ ଜଣକ ଜିନା ଭଉଣୀ ତମେ । Really, you are a great । ସମସ୍ତଙ୍କ କମେଡି ଅଭିନୟ ଅପେକ୍ଷା ତମ ଅଭିନୟ ମୋତେ ବହୁତ୍ ବହୁତ୍ ଭଲ ଲାଗେ । I will ever pray of god for your bright future। God bless you ❤❤❤❤❤❤❤
Fantastic
ବହୁତ ବଢିଆ ଜୀନାର acting
Murunia 👌👌👌
ଯୋଡ଼ି ଭାଙ୍ଗି ଗଲା, ଦୁଃଖ ଲାଗୁଛି, ମୁଁ ଆଉ କଣ କରି ପାରିବି ? ପରିବର୍ତ୍ତନଶୀଳ ଦୁନିଆରେ 🎉 ବେଷ୍ଟ ଅଫ ଲକ୍ ।
ତେନ୍ତୁଳି ବେଲାରିରୁ ଭୀମ,ଯାତ୍ରା ପଥ କୁସୁମିତ ହେଉ,
ବେଷ୍ଟ
Jina is the best comedy queen but know we miss Jodi no 1 comedy king Daya nana with jina
Jina madam super camedy
Sundr Bhai jay Jagannath
Doha.Qatar
Best actress jina.i am from bbsr
Super video ❤
I love u krishna bhai ❤️
Ama balikuda jhia bahut badhia
very energetic axtrees and very dedicated acting.
Mu j s pur balekuda tetuli belari ❤❤❤❤❤❤❤
God bless you Jina. From ,Brahmanadihi,Anantapur, Balikuda,Jagatsinghpur
Jollywod best lady comdey jeena madam
Jatra jagata ra best comedy jina .au daya bhai
Mu jajpur ru jaichi bahut thar macha gaon jagasimpur, 15 year ago, jina is best jatra industry 😊😊
Jina heuchanti jatra duniya ra no1 Heroine. Agaku no1 Heroine hebe.
ବାଲେଶ୍ୱର ରୁ କହୁଚି,,,, ଜିନା ରୁଲ୍ ବହୁତ ଭଲ
Krishna bhai namaskar
ଜୀନା ଆମ ଅଂଚଳର ଜଣେ ନାମକରା ହାସ୍ୟ ଅଭିନେତ୍ରୀ ! ତାଂକର ଉତ୍ତରତ୍ତର ଉନ୍ନତି କାମନା କରୁଛୁ!
Best anchor Jodi jatra Indra Mahal
I like jina,
Jay Jagannath 🙏🙏🙏
Bhai bahutu sundar lagila video bahutu khushi jina apanka video bahutu khushi lagila 🥰🥰🥰🥰🥰🥰👌👌👌 video 👍👍👍🙏🙏🙏 bhai
Jay jagannath jina best
Nice actress
Safal queen 😅😅
ଭାଇ ଆମେ କଣ ଯାତ୍ରା ପାଇଁ ଗୀତ ଦେଇ ପାରିବୁ ନାହିଁ, ଅଳ୍ପକେ ଗୀତ ଟିଏ ଲେଖିଛି ଭଲ ଲାଗିଲେ କମେଣ୍ଟ ରେ ଜଣାଇବେ,,,,,,, ଏ ଛାତି ଭିତରେ ହୃଦୟ ପାଖରେ ଘରଟେ କରିଛି ତୋ ପାଇଁ ସାଥିରେ, ତୋତେ ପାଇବା ପାଇଁ ସାତ ଦରିଆ ଡେଇଁ ମୁଁ ଆସିଛି ଧାଇଁ ରେ..........
super
Pradeep ru❤❤❤❤❤
Jharaga hara Paulare begins madam UK haseila se sin ta mast thila
Jay jagannath
Haba ❤❤❤
ମୋ ଘର ଡ଼ିହସାହି ବଜାର । ଜିନା ଭଉଣୀ ନିଶ୍ଚୟ ଡିହସାହି ଜାଣିଥିବେ । ଯାହାହେଉ ଜିନା ପାଇଁ ଆମେ ଗର୍ବିତ । ମୋର ଆଶୀର୍ବାଦ ,ଜିନା ଆହୁରି ଆଗକୁ ମାଡିଚାଲୁ ।
Good morning bhai🎉🎉🎉
Jay Jagannath Mangal karantu
Naugan j s pur
ହିରୋଇନ ହେବାର ସମସ୍ତ ଦକ୍ଷତା ଜୀନା ପାଖରେ ଅଛି, ବୋଧ ହୁଏ ଯାତ୍ରାଜଗତର ୧ନମ୍ବର ହିରୋଇନ ହୋଇପାରିବେ ବୋଲି ମୋର ଆଶା
Jina jana Bhala artist
Jai. Jagernath swamy nayan patha gamy vhaba tumy Namaskar
ଜିନା is ଜିନା। There is no matter whatever is the ଯାତ୍ରା ଦଳ।
ବହୁତ ଭଲ ଲାଗିଲା କିନ୍ତୁ ଭାଇ ଯାତ୍ରା ସିଂହ ବାହିନୀର Update ଦେଖାନ୍ତୁ
Jinna Madam my favorite actress
Mo barnobadha Haji jaichhi no 1 comedy
Best comedy actor for me
🤚🤚🤚🤚ଆଶ୍ରୀବାଦ ଅଛି
ଦୟା ଜିନା best କମେଡି
good,dada
Jagatsinghpur jhia no1
ଭାଇ ତିର୍ତ୍ତୋଲ ରୁ କହୁଛି ଜୟ ମା ସାରଳା 🙏🙏🙏🙏🍬🍬💐💐💐💐💐🥰❤🤳🥰
Madi chala
ମାଡ଼ି ଚାଲ୍ ଜିନା, ଉର୍ବଶୀ ଆସୁଛି ଇନ୍ଦ୍ର ମହଲ ରେ ପ୍ରଥମେ ଦେଖିଲି ଆଉ ହସି ହସି ମୂତି ପକାଇଲି। ଦୟା ଜିନା ଯୋଡ଼ି ଆଉ ମିଳିବନି।
Ekasudha. Jagatsinghpur
Puni Urbashi aau Rambha Milan in Durga Mandirare.
ମେଡମ ମାଝୀ ମାଝୀ ରେ ଓଭର ଏକ୍ଟିଂ ବହୁତ କରନ୍ତି, ଏହା ନ କରି କଣ୍ଟେନ୍ ଉପରେ ଧ୍ୟାନ ଦିଅନ୍ତୁ 🙏👍😭🤪🤣😂
Raghunath pur, Jagatsinghpur 👍👍👍👍
Mo fevorite jina