ଗୁଜବ ଅଛି ରତ୍ନଭଣ୍ଡାର ଯେଉଁ ସରକାର ଖୋଲିବ, ସେ ସରକାର ଗାଦିରୁ ଯିବ। Mystery behind Puri Jagannath temple

Sdílet
Vložit
  • čas přidán 10. 07. 2024
  • ଗୁଜବ ଅଛି ରତ୍ନଭଣ୍ଡାର ଯେଉଁ ସରକାର ଖୋଲିବ, ସେ ସରକାର ଗାଦିରୁ ଯିବ। Mystery behind Puri Jagannath temple Ratna Bhandar.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our CZcams Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

Komentáře • 218

  • @lingarajdash8889
    @lingarajdash8889 Před 20 dny +9

    ରତ୍ନଭଣ୍ଡାର ଅନେକ ଥର ଖୋଲା ହୋଇଛି।ଏବେ କାହିଁକି ଖୋଲା ହୋଇ ପାରିବ ନାହିଁ?

  • @lokanathjena1868
    @lokanathjena1868 Před 20 dny +6

    ନବୀନ ସରକାର ତ ଖୋଲି ନଥିଲେ ତାଙ୍କ ସରକାର କେମିତି ଭାଙ୍ଗି ଗଲା ।ଭାବରେ ଡାକି ଖୋଲା ଯାଉଛି ।

  • @K.K.Raj123
    @K.K.Raj123 Před 20 dny +7

    କୁଆଡୁ କୁଆଡୁ ପଳେଇ ଆସୁଛ? ଆସିଲୁ ଦାଣ୍ଡ ଆଡୁ ବୁଝାଉଛୁ ବାଣ୍ଡ ଆଡୁ। ଯଦି ରତ୍ନ ଭଣ୍ଡାର ଖୋଲିଲେ ସରକାର ଭାଙ୍ଗିଯାଏ ତାହେଲେ ନବୀନ ସରକାର କଣ ପାଇଁ ହାରିଲା? ନବୀନ ସରକାର କଣ ରତ୍ନ ଭଣ୍ଡାର ଖୋଲିଥିଲେ କି?

  • @anilsahoo1204
    @anilsahoo1204 Před 20 dny +21

    ମହାପ୍ରଭୁ ସମସ୍ତ ଙ୍କ ମଙ୍ଗଳ କରନ୍ତି, ମହାପ୍ରଭୁ ଙ୍କ ଇଛା ଅନୁସାରେ ଅନୁମତି ନେଇ ଖୋଲା ଯାଉ ଏବଂ ମରାମତି କରାଯାଉ l

    • @akashpati2880
      @akashpati2880 Před 18 dny

      Ratnabhandar ku nei conspiracy pare ebe.bahana bjd au bjbsupprter kar kana ratnabhandar khola haba thik nuha sabu chor ekathi misi conspiracy karia re busy

  • @JogeswarMajhi-lt7hj
    @JogeswarMajhi-lt7hj Před 20 dny +37

    ବାଳ ଟା ବିପଦ ଅଛି,,,ଯିଏ ଡରୁଛନ୍ତି,,ସେମାନେ ଜଣେ ଜଣେ ଚୋର,,,ସରକାର ନିଜ ଇଚ୍ଛା ରେ ଖୋଲୁ ନାହାନ୍ତି,,,ଓଡ଼ିଶା ବାସୀ ଙ୍କ ଦାବି ଥିଲା ରତ୍ନଭଣ୍ଡାର ଖୋଲା ଯାଉ,,ଓଡ଼ିଆ ଙ୍କ ଦାବି କୁ ସମ୍ମାନ ଜଣାଇ ଯାହା ନିଷ୍ପତି ହେଇଛି,,ତାହା ସରକାର କରିବାକୁ ବାଧ୍ୟ ତା ର ଫଳା ଫଳ ଜାଣିବା ପାଇଁ ଓଡ଼ିଶା ବାସୀ ଚାହିଁ ବସିଛନ୍ତି।

    • @anandamohakuda4943
      @anandamohakuda4943 Před 20 dny +1

      Ess ki katha

    • @Seturam789
      @Seturam789 Před 19 dny

      ​@@anandamohakuda4943 କି କଥା? ଠିକ୍ ହିଁ କଥା, ଠିକ୍ କଥା ହିଁ। ବୁଝିଲୁ?

  • @jitendrakumarjena-oq8qc
    @jitendrakumarjena-oq8qc Před 20 dny +21

    ବେକାର କଥା....
    "ଇଶ୍ଵର ସଦl ମଙ୍ଗଳ ମୟ "ତା ଭିତରେ ଥିବା ଜିନସ ସବୁ ଯଦି ନଷ୍ଟ ହେବାକୁ ବସିଥିବ... ତାକୁ ସୁରକ୍ଷିତ ରଖିବା ପ୍ରୟାସ ରେ ଯଦି ଏ Govt. ଯଦି ଦ୍ଵାର ଖୋଲେତା ହେଲେ କେବେବି ଏହା ଅନ୍ୟାୟ ହେବନି... କି ଏ ସରକାର ର କିଛି ଅନିଷ୍ଟ ହେବ ନାହିଁ,
    BJP Govt. ଏହାକୁ ଡରିବ ନାହିଁ

  • @DeepaSahoo-bc5zq
    @DeepaSahoo-bc5zq Před 18 dny +2

    ଜଗା ଯାହା ଚାହିବ ସେଇଆ ହବ । ଜଗା ଠାରୁ ଆଜ୍ଞାମାଳ ନଆଣି ଖୋଲିଲେ ସର୍ବନାଶ ନିଚୟ ହବ । ଜୟ ଜଗନ୍ନାଥ 🙏⭕U⭕🙏

  • @bhabanisankardas8641
    @bhabanisankardas8641 Před 20 dny +29

    ଦୟାକରି ରତ୍ନ ଭଣ୍ଡାର ଖୋଲିବାର ସୁଯୋଗ ଆସି ପହଁଚିଲା ବେଳକୁ ନାନା ପ୍ରକାର ବ୍ୟକ୍ତି ବିଶେଷଙ୍କ ର ମତାମତ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଶାରେ ଭୁଲ ଧାରଣା ସୃଷ୍ଟି ନ କରାଗଲେ ମୋ ମତରେ ଭଲ ହୁଅନ୍ତା,
    ଜୟ ଜଗନ୍ନାଥ 🙏🙏🙏🙏🙏

  • @jullysamal6626
    @jullysamal6626 Před 19 dny +11

    ପଣ୍ଡାମାନେ kg kg suna ପିନ୍ଧୁଛନ୍ତି କୋଉଠୁ
    ରତ୍ନ ଭଣ୍ଡାରରୁ ନୁହ ତ

    • @itachisensei3306
      @itachisensei3306 Před 18 dny

      Emiti kuhantini.
      Sebayata thakura nkara parivaar Brunda.

  • @SatyamebaJayate-ml8qx
    @SatyamebaJayate-ml8qx Před 20 dny +6

    ରଘୁକୁଳ ରୀତି ସଦା ଚଲି ଆୟୀ
    ପ୍ରାଣ ଯାଏ ପର ବଚନ ନଯାଇ
    ଏଥର ନିର୍ବାଚନ ର ଅନ୍ୟତମ ପ୍ରସଙ୍ଗ ଥିଲା ରତ୍ନ ଭଣ୍ଡାର ଖୋଲିବା.. ଯାହା ବିଜେପି ସରକାରକୁ ଆସିଲେ କରି ଦେଖାଇବେ ବୋଲି କହିଥିଲେ
    ତେଣୁ ସେଥିରୁ ସେମାନେ ଓହରିବେ ନାହିଁ...
    ରତ୍ନ ଭଣ୍ଡାର ଖୋଲି ନୂଆ ସରକାର କଣ ଘରକୁ ନେବେ...
    ଖୋଲିଲେ ସରକାର ଯିବ ଏହା କେଉଁ ଶାସ୍ତ୍ର ରେ ଉଲ୍ଲେଖ ଅଛି.. କୋଉ ଗ୍ରହବିପ୍ର ଗଣନା କରିଛି????
    ଏ ଭଦ୍ରବ୍ୟକ୍ତି କେଉଁ ଆଧାର ରେ ଏଭଳି ମନ୍ତବ୍ୟ ଦେଉଛନ୍ତି...

  • @PrasadbhaiMahana
    @PrasadbhaiMahana Před 20 dny +6

    ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯା ଉ ଏବଂ ସରକାର ଯେଭଳିଭାବେ ଅଛି ଏଠାରେ ଏକ ଗ୍ୟାରେଣ୍ଟି ଦେଲେ ସରକାର ଙ୍କ ତରଫ ରୁ ଉଦ୍ୟମ ଜାରି ରଖନ୍ତୁ

  • @user-mh7vq6cn3g
    @user-mh7vq6cn3g Před 20 dny +10

    Kichhi bala hebani ratna bhandara kholiba

  • @user-ki3hf7rc9g
    @user-ki3hf7rc9g Před 20 dny +4

    କୌଣସି ଗୁଜବ ସୃଷ୍ଟି nakari ratna vandara ଖୋଲା jau lokanka vrama durakajau thakuranku ନେଇ କୌଣସି ପ୍ରକାର prahochana କରା ନ ଯାଉ. Jay jagannnth

  • @Pinkyswain9862
    @Pinkyswain9862 Před 20 dny +7

    Prabhu jagannathnka icha re BJP government ratna bhandar kholiba

  • @sudarsansatapathy790
    @sudarsansatapathy790 Před 20 dny +4

    The Ratna Vandar must be opened.

  • @rockkyi593
    @rockkyi593 Před 20 dny +1

    Jai jagannath... Jai shree Ram... Jai BJP

  • @maheshchandrasethi6824
    @maheshchandrasethi6824 Před 20 dny +2

    ରତ୍ନ ଭଣ୍ଡାର ଖୋଲା ହେଲେ କିଛି ଅସୁବିଧା ଅଛି କି ବିଜେଡି ଵାଲା ଙ୍କ

  • @mamamallik1955
    @mamamallik1955 Před 20 dny

    Jay jagannath prabhu

  • @user-zn8bl2dq5j
    @user-zn8bl2dq5j Před 20 dny +3

    ମିଛ କିଛି ହବନିସାତଟାକଣ ଧରାପଡ଼ିବ

  • @sarojnayak9283
    @sarojnayak9283 Před 19 dny

    Jai ho
    Thik katha

  • @user-lt1eq4vt5e
    @user-lt1eq4vt5e Před 20 dny +1

    Bada panda bi kahuchi ratna bhandar khola jau

  • @binodchandratripathy760
    @binodchandratripathy760 Před 20 dny +1

    କିଛିନାହିଁ ରତ୍ନ ଭାଣ୍ଡରରେ ❤

  • @lifeislove8138
    @lifeislove8138 Před 18 dny

    Thik katha sarkar sata hajijiba kangres vali

  • @santoshkumarmishra2620

    ଗଜପତି କହିଛନ୍ତି ରତ୍ନ ଭଣ୍ଡାର ଖୋଲିବାର ଆବଶ୍ଯକତା ଅଛି.

  • @renubalamohapatra7437
    @renubalamohapatra7437 Před 20 dny +8

    ଏ ଲୋକ ବାଜେ ଲୋକ।

  • @user-ib5jl6zn4x
    @user-ib5jl6zn4x Před 20 dny +1

    Ratna bhandar should be opened

  • @debasishpattu5426
    @debasishpattu5426 Před 18 dny

    Mohan maru amara nabin darkar

  • @saritamaharana4151
    @saritamaharana4151 Před 20 dny

    ଠାକୁର ସମସ୍ତ ଙ୍କର । ତମ ତାମାନେ ହି ।ବି ଜେ.ଡି ସହ ମିଶି ଅଶୁଭ କଥା କହୁଚ ।ଭଗବାନ ଙ୍କ ରତ୍ନ ରେ ଭଗବାନ ଙ୍କର ଓ ମଂଦିର କାମ ହେବା ଉଚିତ ।ଟାଉଟର ,ମିଛ ,ଲାଞ୍ଚ ଧରାପଡିଜିବ ବୋଲି ଭଣ୍ଡାର ଖୋଲିବାକୁ ମନା କରୁଛ । ରତ୍ନ ଭଣ୍ଡାରର ଖୋଲା ଯାଉ ଖୋଲାଯାଇ

  • @Jangl.Boy05
    @Jangl.Boy05 Před 20 dny +2

    ବାଳ କଥା କହୁଛି

  • @grgmslifestyle
    @grgmslifestyle Před 19 dny

    Shree ମନ୍ଦିର ନିହାତି ଖଲା ଯାଉ

  • @user-gr6zk7nf8k
    @user-gr6zk7nf8k Před 20 dny

    Jay jagannth

  • @anandamohakuda4943
    @anandamohakuda4943 Před 20 dny

    Badhiya katha agyan,jay jagannath 🙏🙏🙏

  • @shankarmohanty7652
    @shankarmohanty7652 Před 19 dny

    Ratna Bandar kholile bhakti badhiba

  • @user-hd6de6ei8n
    @user-hd6de6ei8n Před 20 dny

    Jai jagannath.

  • @kumarkisan7327
    @kumarkisan7327 Před 18 dny

    ନ ଖୁଲିକି ନବୀନ ବାବୁଙ୍କ ସରକାର ଚାଲିଗଲା

  • @puspakjena223
    @puspakjena223 Před 19 dny

    Vala huanta Naveen pattnayak asante

  • @chinmayadhal7082
    @chinmayadhal7082 Před 20 dny +100

    ବହୁତ ଭଲ ହୁଅନ୍ତା ପୁଣି ନବୀନ ମୁଖ୍ଯମନ୍ତ୍ରୀ ହେବେ❤❤❤

  • @sudiptabarik7616
    @sudiptabarik7616 Před 17 dny

    Mahaprabhu nka upastiti re khola hei thile bhal huanta

  • @dharmendrasahu6008
    @dharmendrasahu6008 Před 19 dny

    ଭଗବାନ କାହାରି ଅମଙ୍ଗଳ ଚିନ୍ତା କରି ନାହାନ୍ତି। ବିଭାନ୍ତିକର ମନ୍ତଵ୍ୟ ଦିଅ ନାହିଁ।

  • @gopalkrishnapattnaik5313

    OPENING RATNA BHANDAR IS ONE BEST SERVICE TO GOD. NOTHING DANGER. INNER ROOMS ARE TO BE REPAIRED. .. 45 YEARS , INNER CHAMBERS HAVE NOT BEEN OPENED. IT IS MANDATORY DUTY OF GOVT TO PROTECT THE VALUABLE PROPERTIES OF LORD. JAGANNATH.

  • @sonavlogs235
    @sonavlogs235 Před 20 dny +5

    Good advice

  • @swastikvlogs90
    @swastikvlogs90 Před 20 dny +1

    Kichi habani khola jau

  • @user-wr5zd8sx4q
    @user-wr5zd8sx4q Před 18 dny

    ମିଛ ଯଦି ରତ୍ନଭଣ୍ଡାର ଖୋଲିଲେ ସରକାର ପତନ ବିଜେଡି ତ ଖୋଲି ନା ନିତାର କାହିଁକି ପତନ ହେଲା

  • @acharyaone7500
    @acharyaone7500 Před 20 dny

  • @sarkardeepucreations6705
    @sarkardeepucreations6705 Před 20 dny +1

    ନବୀନ ବାବୁ ଖୋଲିଥିଲେ ଯେ ଗାଦିରୁ ଗଳି ପଡିଲେ....😂😂😂

  • @EKIARTVLOG-vt8hk
    @EKIARTVLOG-vt8hk Před 20 dny

    Jai bjd

  • @harihardhal1974
    @harihardhal1974 Před 19 dny

    Ratna vandars kolile bahut barsa sarakar rahibe mithya gujaba sunatu nahi loko lochannku asiba darakar

  • @KandarpakumarsahuSahu
    @KandarpakumarsahuSahu Před 19 dny

    ବିଜେଡି ଲୋକ ମାନେ ବିରୋଧ କରୁଛନ୍ତି

  • @chakradharapati4080
    @chakradharapati4080 Před 19 dny

    କଣ ପାଇଁ ରତ୍ନ ଭଣ୍ଡାର ଖୋଲିବେ,,,,କଣ ଆମ ଘରର ଧନ ସଂପତ୍ତି କାହା ଆଗରେ ଦେଖା ପାରୁ ନାହିଁ ଜଗନ୍ନାଥ ଙ୍କର ରତ୍ନ ଭଣ୍ଡାର କଣ ପାଇଁ ଖୋଲିବେ,,,,,ଜଦି ଖୋଲିଵାକୁ ମନେ କରିଛନ୍ତି ତେବେ କାମ ପାଇଁ ଖୋଲନ୍ତୁ କିନ୍ତୁ ତାଙ୍କ ରତ୍ନ ଦେଖି କରି କରିଦିଅନ୍ତୁ,,, ଭଣ୍ଡାର ଘର କାମ ହେବା ଦରକାର,,, ଜଗନ୍ନାଥ ରତ୍ନ ଗଣନ୍ତୁ ନାହି,,,,,

  • @pankajpatnaik7191
    @pankajpatnaik7191 Před 20 dny +1

    A sir besi pondita

  • @SisirArati
    @SisirArati Před 18 dny

    Kholile hisaba miliba

  • @bijaypatra9105
    @bijaypatra9105 Před 20 dny

    ରତ୍ନ ଭଣ୍ଡାର ନେଇ ଯୋଉ ରାଜନୀତି ଭୋଟ ହେଲା

  • @pankajpatnaik7191
    @pankajpatnaik7191 Před 20 dny

    Jaganatha all in all se sabu karuchanti

  • @ktkasyapa
    @ktkasyapa Před 20 dny

    Ki6i nei hue....sabu jagannath nka i6a...

  • @snigdhasamantaray5389
    @snigdhasamantaray5389 Před 19 dny

    Khola na gale chora ku subidha heba ratna hebaku.Jagannath nka agnya mala nei jao kichi hebani.

  • @user-kn4zs7ni4k
    @user-kn4zs7ni4k Před 19 dny

    Tamara katha anusare alankara gidika nasta heijau

  • @sukantabehera9971
    @sukantabehera9971 Před 19 dny

    BJD ଖୋଲି ନାହିଁ କେମିତି ହାରିଲା

  • @pankajpatnaik7191
    @pankajpatnaik7191 Před 20 dny

    Odisha jane raja nka na kahile

  • @KishorechandraNayak-mf9ot

    Sir,you,the, brother of jagakalia2number

  • @amareshparimanik2335
    @amareshparimanik2335 Před 18 dny

    Kichhi habani jagannath samasta nkara

  • @sishirkarna9418
    @sishirkarna9418 Před 20 dny

    Right

  • @SidharthPrasadDas
    @SidharthPrasadDas Před 20 dny +11

    ସରକାର ଯାଉ ପଛେ ଖୋଲ, କାରଣ ତାକୁ ଖୋଲିବ କହି ସରକାର କୁ ଆସିଛନ୍ତି ତ କଥା ରଖି ଖୋଲି ସରକାର ଯାଉ ନହେଲେ ଓଡିଶା ଲୋକ ଙ୍କୁ କୁହ ଆମେ ମିଛ ଗପି ସରକାର କୁ ଆସିଲୁ ଏବେ ଖୋଲିବୁନି ଇସ୍ଥପା ଦେଉଛୁ ଦିଟା ରୁ ଗୋଟେ କରିବାକୁ ପଡିବ 3 no କଥା କୁହନି

  • @chatasali8137
    @chatasali8137 Před 20 dny

    Sarkar 5 yr jib ete bysta kain

  • @biswapriya9653
    @biswapriya9653 Před 20 dny +3

    Tume mind game khelani ,rahiki lava kan kamare laguni ,nasta heijiba

  • @rajibgomango
    @rajibgomango Před 20 dny

    Bdj ଆଉ ଥରେ ଜିତିବ, ତାହାହଲେ ଓଡିଶା ଆଉ ରହିବ ନାହିଁ

  • @user-ud1lp4oh5t
    @user-ud1lp4oh5t Před 18 dny

    ତମେ ସବୁ କଉଠୁ ଆସିଛ

  • @surendrapaik6335
    @surendrapaik6335 Před 20 dny

    Jana pariba BJD sarkar kana kari6e j

  • @birendrasingh305
    @birendrasingh305 Před 18 dny

    Mahaprabhu kohuchanthi sarakar chalijiba , dekha re bhai se jemithi mahabrabhu

  • @swapneswarbaliarsingh7861

    Dahara ta

  • @RamakrushanTripathy
    @RamakrushanTripathy Před 18 dny

    As ala. 10000 micgakahuchi

  • @jubarajpradhan299
    @jubarajpradhan299 Před 20 dny

    Na kholile repairing kemiti heba

  • @KartikJena-we5oj
    @KartikJena-we5oj Před 20 dny

    ଦେଖନ୍ତୁ ରତନ ଭଣ୍ଡାର ଖୋଲିବା ନିହାତି ମହାପ୍ରଭୁ ଜଗନ୍ନାଥଙ୍କ ସୁନା ଅଳଙ୍କାର ସମସ୍ତେ ଜାଣିବା ଉଚିତ୍ ମାତ୍ର ଆମେ ମାଳିକା ବାବତାରେ ଅଳପ ବହୁତ୍ ଜାଣିଛି,ସୁନିଛେ ତେଣୁ ମହାନ୍ ପଣ୍ଡିତ ହେଉ ପୋଥି କିମ୍ବା ସିଦ୍ଧ ପୁରୁଷ ମାନଙ୍କ ସହିତ ଆଲୋଚନା ପୂର୍ବକ ଖୋଲିଲେ ମଙ୍ଗଳ କାରଣ ରତନ ଭଣ୍ଡାର ଖୋଲି ମହା ବିପତ୍ତି କୁ ଡାକି ନି।ଏହାଦ୍ବାରା ଆମ ରାଜ୍ୟ ଉପରେ ବିପତ୍ତି ନପଡୁ ଜଗତ ମଙ୍ଗଳ ହେବ। ଜୟ ଜଗନ୍ନାଥ

  • @megharaybaske8373
    @megharaybaske8373 Před 20 dny +2

    ଇଏ ଏକ ଅଦ୍ଭୁତ ଲୋକ ବାହାରି ଆସିଲା।

  • @RohitgamangoRohitgamango

    Au.. Gandhi bhasana deani..

  • @user-ll7du6ol9t
    @user-ll7du6ol9t Před 20 dny

    Ratna vandar kichi nai

  • @Pinkyswain9862
    @Pinkyswain9862 Před 20 dny +1

    Semiti kichi hoboni BJP upare prabhunka bahut blessings.
    Jagannathnka nija party BJP party . Ratna bhandar kholi BJP 50 year jae odisha re sashan karibo

    • @ayush1725
      @ayush1725 Před 20 dny +1

      Oo behen nije bjp bhakta boli Jagannath bhagwan nku neiki politics kahinki??
      Kie nijaku kahuchi unbiological and bhagwan nka sahita direct contact achi ta au kie kahuchi jagannath nka nija party...tike kharap lagiba katha

  • @bibhusamanta2310
    @bibhusamanta2310 Před 18 dny

    Kholile kan heijiba? Tamaku kan miliba?

  • @halamhadgarofficialsantalisong

    Ratna bhandara re rum bhitare pura phanka suna gahana nahi

  • @satyaswarupnayak4381
    @satyaswarupnayak4381 Před 20 dny

    Bahut badhia haba jaldi kholajau aau bjp re antim sanskar start hau

  • @susennayak-hi4su
    @susennayak-hi4su Před 20 dny

    B j d. Darauchanti. Sigra. Kholajau

  • @chandanswain6556
    @chandanswain6556 Před 20 dny +3

    ଅଧିକ ଛୋଡ଼ି ହଉଛୁ ନାଇ ରେ ଯା ଘରେ ଶୋଇପଡେ

  • @shakaharipruthivi8696
    @shakaharipruthivi8696 Před 20 dny +3

    ଅସଲି ଚାବି ରେ ଖୋଲିଲା କି ନାହିଁ ନକଲି ରେ କିନ୍ତୁ କାମ ହୋଇଛି। ଏମାର ମଠ ର ସୁନା ରୂପା ଇଟା ଗଲା କୁଆଡେ? ମୂର୍ତ୍ତି ସବୁ କିଏ ନେଲା? ରତ୍ନ ଭଣ୍ଡାର ରେ କଣ ଅଛିଯେ ଏତେ ବିରୋଧ,ଭୟ ଓ ଆଶଙ୍କା। ଯିଏ ନକଲି କଲା ସେ ନେଲା ଏଇତ କଥା? ପଦ୍ମ ହିଁ ଶେଷ ସରକାର। ଆଗକୁ ଆଉ ନାହିଁ। ଏ ଫୁଲ ବାଲା ମାଳିକା କଣ? ଭବିଷ୍ୟ କଣ ଜାଣନ୍ତି ନାହିଁ। ନିଜ ଗୋଡ ରେ କୁରାଢି ମାରନ୍ତି। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କବର୍ବର ହତ୍ୟା ପରେ ଦୀର୍ଘ ନଅ ମାସ ଲାଗିଲା bjd ଠାରୁ ଅଲଗା ହେବାକୁ। ହାରିଲେ। ଏବେ ଜଗନ୍ନାଥଙ୍କ କୃପା ରୁ ଜିତିଲେ ମାତ୍ର କାମ ବେଳକୁ ଏ ନକଲି ଗପ କିଏ ଶୁଣୁଛି। ଠାକୁର ଖାଇ ଖଟୁଲି ଗଲାଣି ଏ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଖୋଲ ସାପ କି ବେଙ୍ଗ ଯାହା ଅଛି ବାହାରୁ? ସରକାର ଯାଉ କି ପ୍ରଳୟ ହେଉ ହେଇ ଯାଉ।

  • @manashnayak2794
    @manashnayak2794 Před 20 dny

    ଜଗନ୍ନାଥ ଙ୍କ ରତ୍ନ ଭଡାର ରେ କିଛି ନାହିଁ ସବୁ ଚୋରି କରି ଖାଇଗଲେ ସେଥିପାଇଁ ଡ଼ରୁଛ ଖୁଲିବାକୁ ଥରେ ଖୁଲ ଓଡିଶା ବାଶି ଦେଖିବେ 😂😂😂

  • @manoranjansingh5209
    @manoranjansingh5209 Před 18 dny

    ତୁ ଚନ୍ଦା ସବୁ ଜାଣିଚୁ

  • @aknobita644
    @aknobita644 Před 20 dny

    B j p sarakara bhasiba

  • @brahma1994vlogs
    @brahma1994vlogs Před 20 dny

    Micha katha god kahaku kichi anista karibeni

  • @kartikadas5546
    @kartikadas5546 Před 20 dny

    Eia kia re nabin ta kain khulinathile tanka sarkar kemiti gala

  • @chaturbhujamahakuda3301

    Jama nahin

  • @MrMrchitta
    @MrMrchitta Před 18 dny

    Taa mane apon kahichhanti thakuranka bhandara kholiki taa ra jatna neba darkar nahi??

  • @friendrejoicehappyness

    Badmal Panchayat Jharsuguda re Kaduo maati road concrete kebe heba? Waste disposal arrangements kebe? Nirdhista jaati gosthi Ra dadagiri, Dada bati adaya, ganjoda ,madua o choranka prakopa kebe thamiba?

  • @Lucky-sk3lo
    @Lucky-sk3lo Před 19 dny

    ତୁ କେତେ ରତ୍ନ ନେଇଛୁ ବୋଧେ କିଛି ହଡ଼ପ କରିଛୁ ନା ହେଲେ ଅଘଟଣ କଥା କାଇଁ କାଉଛି ଏଇପରି ଦରେଇମାରେଇ ଚାପି ଦେବାର ହିନ ପ୍ରୟାସ ସଫଳ ହେବନି

  • @chandanchandankumarbhoi3424

    Bjp sarkar naysarkar sabu gumar kholiba.adarmy sarkar gala baki rahila adhamy panda tanku bahar kar .bjd au panda nay samnaku na asu sabu misi bjp pae sadajantra karuchanti micha alap karichalichanti.sabu mariba amane aga bali padibe.jay jaganath.

  • @bijaypatra9105
    @bijaypatra9105 Před 20 dny

    ରାଜ୍ୟକୁ ବିପଦ ପଡି ପାରେ

    • @lingarajdash8889
      @lingarajdash8889 Před 20 dny

      ଯେଉଁ ଯେଉଁ ରାଜ୍ୟ ବା ଦେଶ ରେ ରତ୍ନଭଣ୍ଡାର ନାହିଁ ସେଠାରେ ବିପତ୍ତି ପଡୁଛି କାହିଁକି?

  • @Sarojkumar-675
    @Sarojkumar-675 Před 18 dny

    Hn sethipain navin kholi nathila 😂sarkar bhangijiba boli

  • @HabibKhan-he2ts
    @HabibKhan-he2ts Před 20 dny

    Aguda eka kahani. Lokanku buaan buaan bulaibara prayaas. Mandira re thiba samasta alankara lutineichanti.

  • @BinayakaDas-ph6bg
    @BinayakaDas-ph6bg Před 20 dny +2

    Jay bjd 💚💚💚💚💚💚💚

  • @satyaswarupnayak4381
    @satyaswarupnayak4381 Před 20 dny

    Iye bjp re baba
    Kichhi bharasa nahin ratnabhandar ku ambani adani ku bikidaba

  • @jharanamallick8843
    @jharanamallick8843 Před 20 dny

    Modi jiba apekhya kara

  • @kalpanagarnaik921
    @kalpanagarnaik921 Před 20 dny

    Baje katha kuha nahin.

  • @pbmmusicentertainmentchann5179

    ଆରେ ସବୁ ନେଇଯିବେ ମୋଦି ଅପେକ୍ଷା କର