Laxmi Bus Running Into Loss, Rs 374 Crore Gone | Nirbhay Gumara Katha

Sdílet
Vložit
  • čas přidán 11. 09. 2024
  • Laxmi Bus Running Into Loss, Rs 374 Crore Gone | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 345

  • @netajidash9367
    @netajidash9367 Před 20 dny +52

    ନବୀନ ପଟ୍ଟନାୟକ ଏତେ ସଂକୀର୍ଣ୍ଣମନା ଛିଃ ଛିଃ ୟେ ବିଜୁଙ୍କ ପୁଅ ବୋଲି କହିବାକୁ ମନ ବଳୁନାହି। ସମ୍ବିତଙ୍କ ଖେଳ ସମ୍ବନ୍ଧୀୟ ଖବର ପଚିଶ ବର୍ଷ ହେଲା ଦେଖି ଆସୁଚି ସୁନ୍ଦର ରିପୋର୍ଟ ପାଇଁ ମୋ ହୃଦୟରେ ଅଛନ୍ତି। ନବୀନ ବାପ ନାଆଁ ତଳେ ପକାଉଛନ୍ତି।

  • @sushildash1265
    @sushildash1265 Před 20 dny +26

    ଠିକ୍ ବୁଝାଇଲେ, ଏ ରାମ ଚରଣ ଆଉ ତାଙ୍କ ଭଳିଆ ବାକିଯେତେ ଥିବେ ତାଙ୍କ ମନ ଘର ଧରିଯାଇଥିବ।ଆପଣଙ୍କ ସୁନ୍ଦର୍ ଶୈଳୀରେ ଉପସ୍ଥାପନା ପାଇଁ ଆପଣଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ। ଜୟ ଶ୍ରୀଜଗନ୍ନାଥ।

  • @shyamsundarkhadanga5307
    @shyamsundarkhadanga5307 Před 20 dny +37

    ଆପଣଙ୍କ ଉପସ୍ଥାପନା ସଠିକ୍ ଓ ତଥ୍ୟ ଦେଇଥିବାରୁ ଧନ୍ୟବାଦ।

  • @bijayanandasatpathy9488
    @bijayanandasatpathy9488 Před 20 dny +41

    ଆଜ୍ଞା ନମସ୍କାର। ଜଣେ ସଚା
    ଦେଶପ୍ରେମୀ ହିସାବରେ ଯଦି ଆପଣଙ୍କ ନିରାଟ ସତ୍ୟ ବିଶ୍ଳେଷଣ କୁ ପ୍ରତିଦିନ ଦେଖିବ ତେବେ ରକ୍ତ ଗରମ ହୋଇଯିବ ଏହି ଦେଶଦ୍ରୋହି ମାନଙ୍କ କୀର୍ତ୍ତି ଶୁଣି ।

    • @diptiskumarbal3778
      @diptiskumarbal3778 Před 20 dny +1

      Desa premi nuha bjp premi.

    • @santoshkumarsahu6586
      @santoshkumarsahu6586 Před 20 dny

      ​@@diptiskumarbal3778BadaBhai Nabin Das Sir Jaha Kahuchhnti Michha Ki ?

    • @babanathasahu1029
      @babanathasahu1029 Před 20 dny +1

      ମା ଲକ୍ଷ୍ମୀ ଓଡିଆ ଙ୍କ ଗୁହାରି ଶୁଣିଲେ ।ଲକ୍ଷ୍ମୀ ଛଡା ହୋଇ ଗଲେ ନବୀନ ସରକାର ମୋହନ ସରକାର ଙ୍କୁ ଅନୁରୋଧ ଏ ଲକ୍ଷ୍ମୀଛଡା ଯୋଜନା ପରିହାର କରି osrtc ନିଜ ବନ୍ଦ ହୋଇ ଥିବା ରୁଟରେ ଜଣାନ୍ତୁ ।

    • @bhaktarampanda304
      @bhaktarampanda304 Před 6 dny

      Tu sala BJD Premi na khangress Premi ​@@diptiskumarbal3778

  • @biranchipalei8278
    @biranchipalei8278 Před 20 dny +33

    ନିର୍ଭୀକ ସାମ୍ବାଦିକତା। ଏମିତି ଚାଲୁ ରହୁ

  • @udayanathswain1569
    @udayanathswain1569 Před 20 dny +29

    ଲକ୍ଷ୍ମୀ ବସ୍ ପାଇଁ ଲକ୍ଷ୍ମୀ ଛଡ଼ା ହୋଇ ରାଜକୋଷକୁ ଖାଲି କରିବା ପାଇଁ ଯୋଜନା........

  • @PurnachandraBehera-if5tu
    @PurnachandraBehera-if5tu Před 20 dny +23

    ଅନ୍ଧ ନବୀନ ଭକ୍ତ କିଛି କିଛି ପାଇଛନ୍ତି। ସେ ପାଇଁ ବିଲିବିଲେଇ ଦେଉଛନ୍ତି। ଲକମୀ ବସ ବନ୍ଦ ଦେଉ।

  • @kishorchsrichandan307
    @kishorchsrichandan307 Před 20 dny +27

    Nirbhaya is the real govt changer.

  • @shyamsundarkhadanga5307
    @shyamsundarkhadanga5307 Před 20 dny +30

    ବହୁ ମୂଲ୍ୟବାନ ବିଶ୍ଳେଷଣ ପ୍ରଦାନ କରି ଥିବାରୁ ଆପଣଙ୍କୁ ଅଭିନନ୍ଦନ। ଓଡ଼ିଆଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ କରୁଥିବା ଯୋଗୁଁ ଆପଣ ଙ୍କୁ ଧନ୍ୟବାଦ ।

  • @KUNJABIHARINAIK-r3h
    @KUNJABIHARINAIK-r3h Před 20 dny +9

    ଆଜ୍ଞl ନମସ୍କାର, ନବୀନ ସରକାର ରାଜ୍ୟ ରାଜକୋଷକୁ ଲାକମୀ ଯୋଜନା ମାଧ୍ୟମରେ କିଭଳି ଭାବରେ ଲୁଟିଛନ୍ତି ତାକୁ ସଠିକ ଭାବରେ ଉପସ୍ଥାପନା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ

  • @JayantiPatnaik-fd9rr
    @JayantiPatnaik-fd9rr Před 20 dny +24

    You are correct.

  • @surendranathlenka3599
    @surendranathlenka3599 Před 20 dny +5

    ଅନ୍ଧ ଭକ୍ତଙ୍କୁ ରୋକଠୋକ ଉତ୍ତର। ଧନ୍ୟବାଦ ଆଜ୍ଞା, ଆପଣଙ୍କ ନିର୍ଭୀକତା ପାଇଁ।

  • @rabishankarraut1977
    @rabishankarraut1977 Před 20 dny +23

    ମୋ ସାଇକେଲ କୁଆଡ଼େ ହଜିଗଲା

  • @bipracharanjena2736
    @bipracharanjena2736 Před 20 dny +12

    ଲକ୍ଷ୍ମୀ ବସ କିଣାରେ କମ୍ପାନୀ କେତେ କମିସନି କାହାକୁ କେତେ ଦେଇଛନ୍ତି ତାର ଉଚ୍ଚସ୍ତରୀୟ ତଦନ୍ତ ଦରକାର

  • @TirtharajPanda
    @TirtharajPanda Před 20 dny +8

    Sir I feel we all have heartly respect U , for ur fearless journalism.
    Pray to Lord Jagannath for ur good health and happiness.
    Jai Jagannath

  • @subodhakumarray6136
    @subodhakumarray6136 Před 20 dny +22

    ନବୀନ ଦାସ।ଙ୍କ ନିର୍ଭୟ ଗୁମର କଥା କୁ ସବୁ ଓଡ଼ିଆ ଦେଖିବା କଥା ଜୟ ଜଗନ୍ନାଥ।

    • @santoshkumarsahu6586
      @santoshkumarsahu6586 Před 20 dny +1

      🙏💕🙏 Jay Sri Jagannath 🙏🌹🙏💯💯❤️✓✓✓❤️

  • @biswanathmohapatra3421
    @biswanathmohapatra3421 Před 20 dny +19

    ଆପଣ ଜାତୀୟ ସମ୍ବାଦ ଉପରେ ଫୋକସ କରନ୍ତୁ, ଓଡିଶା ର କେହି ସାମ୍ବାଦିକ କରୁନାହାନ୍ତି

  • @hariharaom7482
    @hariharaom7482 Před 20 dny +13

    ଆଜ୍ଞା, ଏବେ 374 କୋଟି କ୍ଷତି ଲକ୍ଷ୍ମୀ ବସ୍ ରେ ଆଗକୁ କଣ ହେଉଛି ଖାଲି ଦେଖନ୍ତୁ, ୟେ ବିଜେପି ବାଲା ଏବେ ବିଜେଡି ବାଲାଙ୍କର ଲାଇନ ରେ ଯାଉଛନ୍ତି, ପାଣ୍ଡିଆନ୍, ବବି ଦାସ ଭଳି ଚୋର, ଡକାୟତ ଙ୍କୁ ଜେଲ୍ ରେ ପୁରାଇବା ପାଇଁ ଏମାନେ ଭୟ କରୁଛନ୍ତି କାରଣ ୟାଙ୍କର ଦିଲ୍ଲୀ ଚାବି ଖୋଲୁନି ଦିଲ୍ଲୀରୁ ଚାବି ଖୋଲିଲେ ଏ ବିଜେପି ବାଲା ଯାହା କରିବେ ।

  • @just4funindia869
    @just4funindia869 Před 20 dny +5

    ଆପଣ ଏ ଚେଷ୍ଟା ଆଉ ସତ୍ୟତା ଆଗକୁ ଆଣିବାକୁ ଚେଷ୍ଟା ପାଇ ଧନ୍ୟବାଦ

  • @jagabandhubehera1984
    @jagabandhubehera1984 Před 20 dny +5

    ସାର 🙏 ଆଜି ପ୍ରକୃତ ଅନ୍ଧ କିଏ ଧରାପଡି ଗଲେ। ଯେଉଁମାନେ ବିଜେପି ବାଲାଙ୍କୁ ଅନ୍ଧଭକ୍ତ କହୁଥିଲେ ସେମାନେ ନିଜେ ଅନ୍ଧ ଆପଣ ପ୍ରମାଣ ସହ ବୁଝେଇ ଦେଲେ । ସେମାନେ ଧିରେ ଧିରେ ବୁଝି ଯିବେ ବୋଲି ଆଶା କରୁଛି ।

  • @santoshpradhan2509
    @santoshpradhan2509 Před 20 dny +12

    ସାର୍ ମୁଁ ଆଗରୁ ମଧ୍ୟ କହିଥିଲି ନବୀନ ପଟ୍ଟନାୟକଙ୍କ ବାପା ବାହାହୋଇଥିଲେ ପଞ୍ଜାବୀ ଘରେ, ତାଙ୍କ ଜେଜେବାପା ଖ୍ରୀଷ୍ଟିଆନ ପରିବାରରେ ବାହା ହୋଇଥିଲେ ।ସେ କିପରି ହିନ୍ଦୁ ହେବେ । ଏଣୁ ୟାଙ୍କର ହିନ୍ଦୁ ବିରୋଧୀ କାମ ।

    • @chandipadapanda4707
      @chandipadapanda4707 Před 20 dny

      ରାହୁଲ ଗାନ୍ଧି ପରି ନବୀନଙ୍କର ବଂଶ ପରିଚୟ ମଧ୍ଯ ସମାନଭାବେ ଘଣ୍ଡଗୋଳିଆ ,ଏମାନଙ୍କ ଠାରୁ କିଛି ଆଶା କରାଯାଇ ନ ପାରେ ।

  • @padmalayaprusty4526
    @padmalayaprusty4526 Před 20 dny +6

    ଯାହାଙ୍କର ନିଷ୍ପତ୍ତିର ପରିଣତି ଏ କ୍ଷତିକୁ ଆଦାୟ କରାଯାଉ ଓ ରାଜକୋଷ ରେ ଜମା ହେଉ

  • @krushnasahoo155
    @krushnasahoo155 Před 20 dny +20

    ଏ କଥା କ୍ରିତଦାସ ମାନଙ୍କ ନାଭି ପର୍ଯ୍ୟନ୍ତ ଯିଵ

    • @SitaramPattanayak
      @SitaramPattanayak Před 20 dny +1

      Amodisarkritadashamaneemmanankupetasaffacchurankhùntujetankujhadahoijauodiarepadhantu😊

  • @sanjayadebta8681
    @sanjayadebta8681 Před 20 dny +16

    ଲକ୍ଷ୍ମୀ ବସ ସାରା ରାଜ୍ୟରେ ନ ଚଳାଇ ଦୁର୍ଗମ ଅଞ୍ଚଳ ଯେଉଁଠାରେ ପ୍ରକୃତରେ ଲୋକଙ୍କ କାମରେ ଆସିବ ସେଠାରେ ଚଳାଇଲେ ଭଳ ହୁଅନ୍ତା

  • @kabitasahoo8385
    @kabitasahoo8385 Před 20 dny +3

    Loved " pancha barsa kuade thile " analysis. Loved "Laxmi chada" analysis. 🙏👍❤

  • @laxmidharabarik2952
    @laxmidharabarik2952 Před 20 dny +6

    ସାର୍ ଓଡ଼ିଶାକୁ ଗରିବ କରିଥିଲା କିଏ? ଓଡ଼ିଶାର ସବୁ ଛୋଟ ବଡ ଶିଳ୍ପକୁ ବୁଡ଼ାଇଥିଲା କିଏ? ନବୀନ ସରକାର ୨୪ ବର୍ଷ କ୍ଷମତାରେ ରହିବା ପରେ ବି ଓଟିଏମ ଭଳି ଗୌରବମୟ ସଂସ୍ଥାର ପୁନଃରୁଦ୍ଧାର କରିପାରିଲେନି କାହିଁକି?❤❤❤

  • @mamatasoren8469
    @mamatasoren8469 Před 20 dny +6

    Sir bahut badia discuss very good sir very good

  • @swadhikarbetaj3768
    @swadhikarbetaj3768 Před 20 dny +6

    ଜଣେ ସଚେତନ ନାଗରିକ ହିସାବରେ ରାଜ୍ଯ ରାଜକୋଷ ରୁ ଅର୍ଥହାନୀ କରି ଏ ଲକ୍ଷ୍ମୀବସ୍ ବା ମୋ ବସ୍ କୁ ଚଳାଇବା ସପକ୍ଷରେ ଅନ୍ତତଃ ପକ୍ଷେ କେହିବି ନଥିବେ।ତେବେ ଦୃଢମନା ହୋଇ ଏ ବସ୍ ସେବାକୁ ମୋହନ ସରକାର ବନ୍ଦ କରୁନାହାନ୍ତି କାହିଁକି??

  • @ChiankhuntaNews
    @ChiankhuntaNews Před 20 dny +3

    You are right

  • @laxmidharapanda6086
    @laxmidharapanda6086 Před 20 dny +3

    ଲଷ୍ମୀଛଡ଼ା ନବୀନ ମାର୍କା ପାଣ୍ଡିଆନ ସରକାର ଓଡ଼ିଶାରେ ଯେଉଁ ରଙ୍ଗମରା ବିକାଶ କରିଛନ୍ତି ତାର 50ଗୁଣ ଅଧିକ ପ୍ରଚାର କରିଛନ୍ତି ଓ ତାର 100ଗୁଣ ଅଧିକ ରାଜକୋଷ ବର୍ବାଦ କରିଦେଲେ !

  • @bijoykumarnayakcongratulat5733

    ନବୀନ ସାର ନମସ୍କାର, ଯେଉଁ ମାନେ କହୁଛନ୍ତି ମୋହନ ସରକାର ଅହେତୁକ ଟଙ୍କା ବାଣ୍ଟି ବାଣ୍ଟି ରାଜକୋଷ ଖାଲି କରୁଛନ୍ତି ସେମାନଙ୍କୁ ଆପଣଙ୍କ ମାଧ୍ୟମରେ ପଚାରିବାକୁ ଚାହୁଁଚି ନେତା ଆଉ ଅଫିସରଙ୍କ ଘରୁ ଯେଉଁ ପୁଳା ପୁଳା ଟଙ୍କା ବାହାରୁଚି ସେ ଟଙ୍କା କେଉଁ କୋଷ ରୁ ଯାଇଛି?

  • @childcare6895
    @childcare6895 Před 20 dny +5

    ଗ୍ରାମ ରୁ ସହର କୁ ଯୋଗାଯୋଗ ର ଆବଶ୍ୟକତା ଥିଲା କିନ୍ତୁ ସବୁ ଜାଗାକୁ ବସ୍ ନୁହେଁ, ଛୋଟ ଗାଡି ର ଆବଶ୍ୟକତା ଥିଲା, ଏବଂ ଏତେ କମ ଟଙ୍କାରେ ନୁହେଁ ଯେମିତି balance ହୋଇ ପାରିବ ସେମିତି price ର ଆବଶ୍ୟକତା ଥିଲା

  • @sadakagaja
    @sadakagaja Před 20 dny +3

    Thank you sir for your dedication and frearlss analysis 🙏

  • @sashibhusanmahanta617
    @sashibhusanmahanta617 Před 20 dny +2

    Apananku Dhanyabad satya tathya deithibaru.

  • @prabinakumarmuduli7573
    @prabinakumarmuduli7573 Před 20 dny +2

    Nirbhaya Gumraah katha based on truth. My dear brother feel it's real filling.

  • @sitakanta4770
    @sitakanta4770 Před 20 dny +2

    Jay Jagannath Sir 🎉🎉

  • @tapansarangi4611
    @tapansarangi4611 Před 20 dny +1

    ବିଗତ ୨୪ ବର୍ଷ ର ଶାସନକାଳର ବିଶେଷ ସାରାଂଶ ହେଉଛି ଯେ ବହୁତ ଖରାପ ରାଜନେତା ସ୍ରୁଷ୍ଟି କରିବା ସହ ରାଜ୍ଯକୁ ଅନ୍ଧକାର ମଧ୍ଯ କୁ ଠେଲିଦେବା। କିନ୍ତୁ ବର୍ତ୍ତମାନ ର ଶାସନ କିଛି ଟା ଆସ୍ୱସ୍ଥି ଦେଲା ଭଳି ମନେହୁଏ।

  • @hrusikeshmaharana9614
    @hrusikeshmaharana9614 Před 20 dny +4

    Thank you for your speach

  • @niharranjandas1353
    @niharranjandas1353 Před 20 dny

    ଧନ୍ୟବାଦ ଆପଣଙ୍କୁ
    ବହୁତ ସୁନ୍ଦର ଉପସ୍ଥାପନା
    ଆପଣଙ୍କ ଜୟଯାତ୍ରା ଆମରକାମ୍ୟ ।

  • @trilochanpatnaik6321
    @trilochanpatnaik6321 Před 20 dny +3

    ସଲମାନ ଯେତେବେଳେ ନବୀନ ପଟ୍ଟନାୟକ ଙ୍କୁ କୁଣ୍ଢେଇ ଥିଲା ସେତେବେଳେ ସେ ତାକୁ କେତେଦେଇଥିଲେ ତାହା ନିର୍ଭୟ ପକ୍ଷରୁ ଜଣେଇ ଦିଆଯିବା ଦରକାର।

  • @prabinakumarmuduli7573
    @prabinakumarmuduli7573 Před 20 dny +2

    Very nice reply to new CM's anti.

  • @rameshchandrabehera9435

    ସାର୍ B J D ର ଗୁମର କଥା ଓଡ଼ିଶା ବାସି ଙ୍କୁ ଜଣାଇ ଥି ବାରୁ ଆପଣଙ୍କୁ ବହୁତ ଧନ୍ୟବାଦ

  • @laxmigopalcreations7457
    @laxmigopalcreations7457 Před 20 dny +2

    ଆପଣକଂ ଉପସ୍ଥାପନ। ବହୁତ୍ ଭଲ ଧନ୍ୟବାଦ୍ । 24:41

  • @anjananayak3971
    @anjananayak3971 Před 20 dny +1

    Sir kritadasa manankara apana nka Answer Bahut sunder 🙏

  • @knarasingharao2461
    @knarasingharao2461 Před 20 dny +1

    Sir, it's a good solution for advices , for society.

  • @MRsunaentertainment9831

    ସାର ମୁଁ ନବରଙ୍ଗପୁର ଜିଲ୍ଲା ଝରିଙ୍ଗା‌ନିର୍ବାଚନମଣ୍ଡଳିର ନାଗରିକ ଆପଣଙ୍କ ଗୁମରକଥା ପୁରା ନିଖୁଣ ଓ ପୁରାସତ୍ୟ ଧନ୍ୟବାଦ

  • @routranjit5027
    @routranjit5027 Před 20 dny +1

    ସର୍ ନମସ୍କାର ଆମର ଏଠି ୩ଟା ପଞ୍ଚାୟତ ଅନନ୍ତପୁର , ଧୁଋଷିଆ, ଘନ୍ତିଖାଲ ରୁ ଆମ ବ୍ଲକ ଆଠଗଡ କୁ ଲାକମି ବସ ଚାଲୁଛି କିନ୍ତୁ ୩୦ ଦିନରେ ୩୦ ଜଣ ଲୋକ ଯାଉ ନାହାନ୍ତି । ଏ ବାବଦରେ ମୁଁ ଥରେ ଫେସବୁକ୍ ରେ ଲେଖିଥିଲି କିନ୍ତୁ ଶୁଣିବା କିଏ?

  • @banshidharpatra5160
    @banshidharpatra5160 Před 20 dny

    ନବିନ ଦାସ, ଆଗକୁ ତୁମ୍ଭକୁ ଖୋଜିକି ବାହାର୍ କରାଯିବ, ତୁମ୍ଭର ଦମ୍ଭ ଆଉ ସାହସ ପଣିଆନ୍ ଆମେ ମାନିଲୁ,

  • @ashishmahanta4
    @ashishmahanta4 Před 20 dny +1

    Amit rohi das aamo odisha ro gourav 4 Kati thanks you odisha sarkar

  • @minaketansha5674
    @minaketansha5674 Před 18 dny

    ସୁନ୍ଦର ବିସ୍ଲେଷଣ ।

  • @rajanikantabiswal2669
    @rajanikantabiswal2669 Před 20 dny

    ସାର୍ ଅନ୍ଧ ଭକ୍ତ ମାନେ ନ ଦେଖି ପାରିଲେ ମନ୍ଧ୍ୟ ତାଙ୍କର ବୁଝିବା ଶକ୍ତି ଅଛି ହେଲେ ଯେଉଁ ମାନେ ଲାକ୍ମି କୁ ଲକ୍ଷ୍ମୀ ବସ୍ କହୁଛନ୍ତି ସେମାନେ ହେଲେ କଣା ଭକ୍ତ କାରଣ ଏମାନେ ଯାଣିସିଆଣିଆ

  • @bhagirathibarik9956
    @bhagirathibarik9956 Před 20 dny

    Pandian ର ମଝି ଗୁଡ଼ ଚଟା କୁକୁରମାନେ ଦୁବ ଗଛ ରେ ଦଉଡ଼ି ଦେଇ ମର ନହେଲେ tubewell ରେ ବୁଡି ମର 😂😂

  • @tikedharnag
    @tikedharnag Před 18 dny

    Absolutely right sir🙏🙏🙏

  • @bbiswal9812
    @bbiswal9812 Před 20 dny

    ଯେତେକ ଜିତିକି ଆସି କଥା କଥାରେ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିଯାଉଛନ୍ତି,ସେଗୁଡାଙ୍କୁ ଅନ୍ଧାରକଣା ହୋଇଯାଉଛି , ଆଉ ଗୋଟାଏ ଟିକେଟିକକଥାରେ ପ୍ରେସମିଟ୍ କରୁଛି ସେଇଟା ପରମ ଅଲଜ୍ୟା

  • @abhayamishra3806
    @abhayamishra3806 Před 20 dny

    ବାରମ୍ବାର ବିଧାନସଭା ଅଚଳ ହେଉଛି....ସେ ବିଷୟରେ ଗୋଟେ episode କରନ୍ତୁ sir

  • @sangramkar8667
    @sangramkar8667 Před 20 dny +1

    ବସକୁ ପାଢିଆକୁ ଦେଈ ଦିଅ ସେ ସରକାକୁଟକା ଦବ ନଦେଲେ ବସକୁ ବଧକୌ

  • @binodbhuyan8540
    @binodbhuyan8540 Před 20 dny

    ଜୟ ଜଗନ୍ନାଥ । ଏ ସବୁର ସଲୁସନ କଣ । କାହିଁକି ଆକ୍ସନ ନିଆ ଯାଉନାହିଁ । ଦୁର୍ନୀତି ହୋଇଛି ସମସ୍ତେ ଜାଣିପାରୁଛନ୍ତି , But why not take action . ଯଥା ଶୀଘ୍ର ଏମାନଙ୍କ ଉପରେ ଆକ୍ସନ ନେଲେ ଓଡିଶା ବସି ଖୁସି ହେବେ.... Thanks 🙏

  • @rabindranayak1205
    @rabindranayak1205 Před 18 dny

    Sir ବଡ ଦୁଃଖ ଆମ ରାଜ୍ୟର କିଛି ଲୋକ ଏବେ ମଧ୍ୟ ସବୁ ଦେଖି ଦଳୀୟ ମନୋବୃତ୍ତି ରଖି ମନ୍ତବ୍ୟ ଦେଇଛନ୍ତି.

  • @Narayan6u
    @Narayan6u Před 20 dny +4

    ଆମେ ଏବେ କମେଣ୍ଟ କରିବାକୁ ଚାଉଁନା କାରଣ ହାତୀ ବୁଲେ ବଜାରେ କୁକୁର ଭୁକେ ହଜାରେ କିନ୍ତୁ ହାତୀର ବାଳ ବଙ୍କା ହୁଏ ନାହିଁ !! ନବୀନ ଆଜ୍ଞା କିନ୍ତୁ ଆପଣଙ୍କ କାମ ବହୁତ ଭଲ ଲାଗେ ଲୋକଙ୍କୁ ଏ କଥା ସତ ଧନ୍ୟବାଦ 🙏🙏

  • @pragnyaparimitakudei4675

    ଆଜ୍ଞା... ଓଡିଶା ର ଶିକ୍ଷକ ଓ ଶିକ୍ଷା ବିଷୟ ରେ.... ଟିକେ..କୁହନ୍ତୁ...
    ଉଚ୍ଚକୋଟୀ ର.... ଉପସ୍ଥାପନା 🙏🏼🙏🏼🙏🏼
    ଜୟ ହିନ୍ଦ

  • @user-wb2dn1hi5c
    @user-wb2dn1hi5c Před 20 dny

    ଉଚିତ୍ ଜବାବ ଦେଇଛନ୍ତି ଏ ଅନ୍ଧ ଭକ୍ତମାନଙ୍କୁ, ତୁରନ୍ତ ବନ୍ଦ୍ କରିବା ଦରକାର୍ ଏ lacmi ବସ୍ ସେବା

  • @SukulmurmuMurmu
    @SukulmurmuMurmu Před 20 dny +1

    I like to you Mr. Nabin das .

  • @samarmohapatra-jr3ne
    @samarmohapatra-jr3ne Před 20 dny

    ଘରର ମୁରବୀ ଯଦି ଅଯୋଗ୍ୟ, ଅପାରଗ ହୁଏ ଧରମଭାଇ ମାନେ ଘରର ହାଲ ଚାଲ ବୁଝିଥାନ୍ତି , ଖଣି ଖାଦାନ ବିକି ହଜାର ହଜାର କୋଟି ଟଙ୍କା ପାଣିରେ ଭସାଇ ଦେଲେ. ଏତିକି କହିବା ଧନ୍ୟ ଓଡ଼ିଆ ଆଉ ଧନ୍ୟ ଓଡିଶା

  • @soubhagyarout7991
    @soubhagyarout7991 Před 20 dny

    Sir ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ କଳାକାରନାମା ଖୋଲାଯାଉ l

  • @premanandabehera4769
    @premanandabehera4769 Před 20 dny +1

    Thank you Nabin Babu

  • @PurnachandraBehera-if5tu
    @PurnachandraBehera-if5tu Před 20 dny +6

    You are right।

  • @lokeswarpadhan4307
    @lokeswarpadhan4307 Před 20 dny

    Real analysis. Thanks Navin sir 🙏.

  • @jitendriyaganpatinayak2574

    Laccmi ର full form ଲୋକେ ଜାଣିବା ଉଚିତ. 🙏

  • @manaswinisahoo6357
    @manaswinisahoo6357 Před 20 dny

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅପମାନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ

  • @SatrughanNayak-qf1rt
    @SatrughanNayak-qf1rt Před 17 dny

    ବିଜେଡ଼ି ଦଳ କୁ ପରତ ପରତ କରି ଆପଣ ଖୋଲିଛନ୍ତି ତଥାପି କିଛି ସବୁଜ ରଙ୍ଗ ଭକ୍ତ ଏବେବି ଅଜ୍ଞାନୀ ର ପରିଚୟ ଦେବାକୁ ପଛାଉ ନାହାଁନ୍ତି

  • @chandipadapanda4707
    @chandipadapanda4707 Před 20 dny

    ଲକ୍ଷ୍ମୀ ଛଡା ,ଧର୍ମ ଛଡା ,ମହତ ଛଡା ଦଳ ହେଉଛି ବିଜଦ,ଏମିତି ଦଳ ଆଉ କେଉଁଠି ଥିଲା ପରି ମନେ ହୁଏନି ।

  • @ManasSingh-pu5ms
    @ManasSingh-pu5ms Před 20 dny

    your are Really right

  • @nareshdash3796
    @nareshdash3796 Před 20 dny

    ଏହା ହିଁ ହବାର ଥିଲା । ଏବେ ଆକ୍ସନ ନିଅନ୍ତୁ ସରକାର ।

  • @manaswinisahoo6357
    @manaswinisahoo6357 Před 20 dny

    ଓଡ଼ିଆ ଜନସାଧାରଣଙ୍କ ଭାବାବେଗ ( sentiment) ସହିତ ଖେଳିଛନ୍ତି ପୂର୍ବ ସରକାର।
    Lakme ଏବଂ ଲକ୍ଷ୍ମୀ ନାମକରଣ
    ବୁଦ୍ଧି ଏକ ଧୂର୍ତ୍ତାମୀ

  • @sushilsahu1612
    @sushilsahu1612 Před 20 dny +4

    Jay shree Jagannath

  • @santoshbiswal6256
    @santoshbiswal6256 Před 20 dny +2

    Sir pranam.laxmi bus turanta band kara. Ama delanga re 4nos. Bus chaluchi. 2jana jauchhanti
    Mohan babu kahinki basichhanti.desa vasi jiba .

  • @brajabandhusahoo6043
    @brajabandhusahoo6043 Před 20 dny

    ମୋହନ ସରକାର ଙ୍କୁ ଅନୁରୋଧ ସେ ଖୁବ ଶୀଘ୍ର ଲକ୍ଷ୍ମୀ ବସ ବନ୍ଦ କରନ୍ତୁ ନହେଲେ ରାଜକୋଷ ଖାଲି ହୋଇଯିବ.

  • @bijayanandadash5344
    @bijayanandadash5344 Před 20 dny

    Today's presentation extremely beautiful.

  • @madhusudanmohanty4293
    @madhusudanmohanty4293 Před 20 dny

    Nabinbabu is such a daring journalist
    I have ever seen so far.

  • @pramodakumarnayak1508
    @pramodakumarnayak1508 Před 20 dny

    ଷ୍ପାପ ସିଲେକସନ ଚାକିରି ଦୁର୍ନିତି ପେଡ଼ି ଖୋଲା ଗଲେ ଆଖି ଖୋଲି ଯାହାନ୍ତା ସମସ୍ତେ ଜାଣନ୍ତେ ଭଲହୁଅନ୍ତା।

  • @gaurangadas2630
    @gaurangadas2630 Před 20 dny

    Your analysis is acceptable.Thanks for your presentatons.

  • @binayakrai9009
    @binayakrai9009 Před 20 dny +1

    ଲକମି ବସ ପରି ନବିନ, ପାଣ୍ଡିଆ ମଧ୍ଯ ବୁଡିଯିବେ

  • @santoshdash263
    @santoshdash263 Před 20 dny

    ଏମାନଙ୍କୁ କିଛି ଦେଖାଯିଵନି।ଅନ୍ଧ ଦଳ ।

  • @umeshsahoo2005
    @umeshsahoo2005 Před 20 dny

    Thanks... Nabeen.. babu

  • @biswanathsabar6184
    @biswanathsabar6184 Před 19 dny

    Sir Namskar, very very Thanks

  • @dsharma6328
    @dsharma6328 Před 20 dny +1

    Show it to sulata deo. Blindly support corrupt 5T

  • @just4funindia869
    @just4funindia869 Před 20 dny

    ପାଣ୍ଡିଆନ କେବେବି ଓଡିଶା ଲୋକଙ୍କ ହିତ କୁ ଦେଖି ଯୋଜନା କରୁନଥିଲେ
    ସେ ସବୁବେଳେ କଣ୍ଟ୍ରାକ୍ଟର ଏବଂ ନେତା କିପରି pc ପାଇବେ ଆଉ ଦଳ କୁ କେମିତି fund ମିଳିବ ତାକୁ ଆଗରେ ରଖି ଯୋଜନା କରୁଥିଲେ

  • @rabindrarath9474
    @rabindrarath9474 Před 20 dny

    ଆମେ ଆପଣଙ୍କ ସାଥିରେ ଅଛୁ ଭଗବାନ ମଧ୍ୟ ଆପଣଙ୍କ ସାଥିରେ ଅଛନ୍ତି ଆପଣ ନିର୍ଭୟରେ ମାଡି ଚାଲନ୍ତୁ

  • @bijayakumarmishra2964
    @bijayakumarmishra2964 Před 19 dny

    ଅଲାଜୁକ ବିଜେଡି ଵାଲା ଲାଜଲାଗୁନି 25 ବର୍ଷ ପୁରା ଓଡିଶା କୁ ଖୋଳ କରି ଖାଇଦେଇଛନ୍ତି. ବିଜେପି ଜିନ୍ଦାବାଦ ❤️

  • @abhayaparida6047
    @abhayaparida6047 Před 20 dny

    ଯେଉଁ ମର୍ଖମନ୍ତବ୍ୟ ଦେଉଛନ୍ତି ସେମାଙ୍କର ବାପା ନବୀନା
    ବିଜେଡି ସପକ୍ଷରେ

  • @mituprdhan2020
    @mituprdhan2020 Před 20 dny

    ❤ ଜୟ ❤ ଶ୍ରୀ ❤ ଜଗନ୍ନାଥ ❤ ସ୍ବାମୀ ❤ ନୟନ ❤ପଥ ❤ ଗାମୀ ❤

  • @naturegifts6251
    @naturegifts6251 Před 20 dny

    ମୋହନ ମାଝୀ ଜୀ ସଚେତନ ହୁଅନ୍ତୁ ନବୀନା ପାଣ୍ଡିଆନ ପରି ଭୁଲ କରନ୍ତୁ ନାହିଁ ll ଦୂରଦର୍ଶୀ ଯୋଜନା କରନ୍ତୁ ଯାହା କି ବିକାଶ ପାଇଁ ସହଯୋଗୀ ହେବ ll କାଳିଆ ମାଳିଆ ଯୋଜନା ନକରି ଜଳସେଚନ ପାଇଁ ଖର୍ଚ୍ଚ କର ll

  • @dr.purnendutripathy5263

    ଏତେ ତଥ୍ୟ ପ୍ରକାଶ କଲେ, ତଥାପି କାହିଁକି ତଦନ୍ତ କରାଯାଉନାହିଁ? ଓଡିଆ ଙ୍କୁ କଣ ଏମିତି ଲୁଟି ଚାଲିଯିବେ।

  • @durgaprasadsamantaray7084

    ଗୋଦରୀ ଲୋ ନିଜ ଗୋଡ଼କୁ ଅନା

  • @amitabhamahapatra5116
    @amitabhamahapatra5116 Před 20 dny

    ନବୀନ ଦାସ ବାବୁ ବିଜେଡି ବିରୁଦ୍ଧ ରେ ସମ୍ବାଦ କରିବାକୁ ଓ କହିବା କୁ ବିଜେପି ଆପଣଙ୍କୁ ମାସେକୁ କେତେ ଟଙ୍କା ଦେବାକୁ ଛିଡାଇଛି l

  • @santoshkansa2024
    @santoshkansa2024 Před 20 dny

    Great analysis sir

  • @sopanabadek5696
    @sopanabadek5696 Před 19 dny

    ଲେଖା ହେଲା ଲକ୍ଷ୍ମୀ, କହିଲେ ଲାକ୍ମୀ ! ଲାକ୍ମୀ କହିବା ମହାଶୟଟା କିଏ ? ଯେ କି ଓଡ଼ିଶାର ଅଦୂରେ ଚାଟାଡ୍ ଉଡାଲି ଭାବେ ବିଜେଡି ର ପ୍ରଚାର କରୁଥିଲା !

  • @jayshreeramharharmahadev1108

    କିନ୍ତ୍ ଗୋଟେ ବର୍ଷ ରେ ବସ ରୋ ପୋଇସା କେମିତି ଉଠିବ ୧୦,୧୨ ବର୍ଷ ଲଗିବ ନା 😊

  • @janmejaynayak1723
    @janmejaynayak1723 Před 20 dny

    Super super 👌

  • @sairamsatapathy8539
    @sairamsatapathy8539 Před 17 dny

    Keep doing good work sir.