ପ୍ରଶ୍ନ କେ ଡରି ଗଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଇ ଉପରେ କାଣା କହୁଛନ୍ ବିଜୁ ମହିଲା ଦଳ ର ରାଜ୍ୟ ସମ୍ପାଦିକା ଯେ ଦେଖୁନ ଥରେ

Sdílet
Vložit
  • čas přidán 10. 09. 2024
  • ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
    👇🏻👇🏻👇🏻
    ଆମର FACEBOOK PAGE -www.facebook.c...
    ଆମର INSTA PAGE - ...
    ଆମର what'sup ନମ୍ବର
    9777173935

Komentáře • 258

  • @RanjitSahu-l3m
    @RanjitSahu-l3m Před měsícem +53

    ବହୁତ ବହୁତ ଧନ୍ୟବାଦ ଦାଦା ମୋର ସମୟା

  • @KOSHALTAK
    @KOSHALTAK Před měsícem +66

    ଆଜି ମୋର ସମୀୟା ର ଉତ୍ତର ଦେବାର ଲାଗି ନେତା ମାନକୁ ବି ଡର ଲାଗୁଛେ .
    Power of mor samiya 🙏
    #Jai_Koshal

  • @sukadevpodh4423
    @sukadevpodh4423 Před měsícem +28

    ନିରପେକ୍ଷ news channel କେ ସବୁ ନେତା ମନ୍ତ୍ରୀ ଅଫିସର୍ ମାନଙ୍କର ଡର ଅଛେ ଦାଦା

  • @bajirout2708
    @bajirout2708 Před měsícem +4

    Mor samia best news odisha...

  • @benudharanti5195
    @benudharanti5195 Před měsícem +15

    ତମର chanel କେନସି ପାର୍ଟି କେ ସପୋର୍ଟ ନେଇ କରବାର. ସେଟା ମୋତେ ବହୁତ ଭଲ ଲାଗଲା. ଖାଲି ଜନତାର ଲାଗି ଲଡ... 🙏

  • @BiswanathNanda461
    @BiswanathNanda461 Před měsícem +21

    Deputy cm kb singh deo ଜେନ କୋଶଳ ରାଜ୍ୟ ଦାବି ଉପରେ ଜେନ ପ୍ରତିକ୍ରିୟା ଦେଲେ , ନିଶ୍ଚିଦ ଭାବେ ଖରାପ ଲଗ୍ଲା hetirlagi ମୋର ସମୀୟ kana ପଚରେଇଦେବl kana କହିଦେମୁ bali pratikriya nai debar..... ହେଲା ବେଳେ ହେଇଯାଇଛନ ଅଛିନ ଡର laguchhe.....

  • @user-ft4ld8hg5j
    @user-ft4ld8hg5j Před měsícem +6

    ଯେ ରାଇଟ ନେ ଥିସି ସତାକେ ସଭେ ଡରସନ୍ ଧନ୍ଯବାଦ ମୋର ସମିଆଁ

  • @user-rn7dq8uc2p
    @user-rn7dq8uc2p Před měsícem +10

    ମୋର୍ ସମିୟା ଜିନ୍ଦାବାଦ

  • @bharatcreation7499
    @bharatcreation7499 Před měsícem +10

    Odisha ra No.1 channel Mor Samiya, Odisha ra Best news Channel ❤.

  • @rameshselma8948
    @rameshselma8948 Před měsícem +44

    ମୋର୍ ଭାଇ କୋଶଳ ବାସୀ, ପଶ୍ଚିମ ଓଡିଶା ର ନେତା ମନ୍ତ୍ରୀ ମାନେ ଲେଞ୍ଜ ଧରୁ ମାନେ ସବୁ ଫିକ୍ଲା ରୁଟି ଖାଏସନ୍ । ଯେତେଦିନ ତକ୍ କୋଶଳ ର ନିଜର ରାଜନୀତି ଦଳ ନାଇଁ ଗଢା ହେବା ସେତେଦିନ BJD ହଉ କି BJP କି କଂଗ୍ରେସ ହଉ ଆମ କେ କୋଶଳ ନାଇଁ ମିଳେ ।

    • @BABUNBAG-op7yi
      @BABUNBAG-op7yi Před měsícem +3

      ସତ କହୁଛ 💪

    • @anvlog1851
      @anvlog1851 Před měsícem +2

      ଭୋଟ ସମ୍ୟା ରେ ତ ବିଜେପି ସରକାର ଆସଲେ କୋଶଲ ରାୟ ହେବା କହୁଥିଲେ

    • @ManoranjanBag-rt2lf
      @ManoranjanBag-rt2lf Před měsícem

      Congress re koshal milba fixed e bhai

  • @prasantapattanaik862
    @prasantapattanaik862 Před měsícem +11

    ଏମାନେ ରଂଗ୍ ଵଦଲଉଥିଵାର୍ ଟେଂଗଟା। ଜିତିବାର ଆଗରୁ ଗୁଟେ ଜିତି ସାଏଲେ 😀😀😀😀😀😀😀😀

  • @rukmananag9244
    @rukmananag9244 Před 21 dnem

    ବହୁତ ବହୁତ ଦନ୍ୟବାଦ ମୋର ସମୀୟା ଦା

  • @user-pz3rp4hi4r
    @user-pz3rp4hi4r Před měsícem +9

    Nibesh dada bjp bale ke chada neye mor samiya jindabad❤❤❤❤❤❤

  • @user-fo1fl9ub9e
    @user-fo1fl9ub9e Před měsícem +25

    ବିଜେପି କିଛି କରି ନେହିପରେ ଖାଲି ଭାସନମାର୍ବାର ଜନିଚେ

    • @MiniShorts90995
      @MiniShorts90995 Před měsícem +1

      BJD BJP Congress sabu neta Gotey gotey Chor aae kaha bharasha nei kara Nijor kaam nije kar Madi chala

  • @trilochanmeher-rx1ng
    @trilochanmeher-rx1ng Před měsícem +7

    କାଦୋ କରି ଦଉଛନ୍ ଆଞା ମନ୍ତ୍ରୀ କେ ବି ସିଧା କାଉଣ୍ଟର

  • @mithunnaik2960
    @mithunnaik2960 Před měsícem +7

    ମୋର୍ ସମୀୟା ଜିନ୍ଦା ବାଦ୍

  • @amulyaratnasahu4600
    @amulyaratnasahu4600 Před 20 dny

    ମୁକେଶ ମହାଳିଙ୍ଗ ଡରିଗଲେ ଆଜ୍ଞା🙏🙏🙏🙏🙏

  • @lingarajpatel4486
    @lingarajpatel4486 Před měsícem +3

    Bjd dal 25ବରସ ରହିଲେ ବଲାଙ୍ଗୀର ହସ୍ପିଟାଲ ଉନ୍ନତି ନାଇକରିପାର୍ଲେ,bjp ke ଦୋଷ ଦେଉଛନ

    • @legendalok712
      @legendalok712 Před měsícem +4

      Bjp 10 barash hela central re rahela na bjp ra mp Sangita singhdeo ete din hela saasan re rahela na aaji tak dine balangir hospital paridarshan kale na kaen?

  • @kumarparabhoi335
    @kumarparabhoi335 Před měsícem +1

    ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ମୋର ସମୀୟା ଠାନେ କଥା ହେବାର ଲାଗି ଡରିକରି ମୁହୁକେ ଆଡି ଦେଇକରି ପଳାଉଛନ ବୋଇଲେ ଆମର ସାଧାରଣ ଲୋକ ମାନଂକର ସାଙ୍ଗେ କେନ୍ତା କରି କଥା ଲାଗବେ ଜୟ କୋଶଳ

  • @fun...1091
    @fun...1091 Před měsícem +1

    No.1 news chennal mor samiya

  • @milanthelakoushiknanchhpr9164
    @milanthelakoushiknanchhpr9164 Před měsícem +38

    ବିଜେପି ସରକାର ଓଡିଶା ରେ ମାସେ ହେଈଛେ ବିଜେଡି ୨୫ବରସ। ସୁଈ ଥିଲା

    • @nityanandaChandan
      @nityanandaChandan Před měsícem +2

      Mar samiya pagal hela na ho tar kahebar saili nai na khali dekhai heuche katha katha re bhl se vdo banale bhaut lok au support karte

    • @kishorkumarkalta2391
      @kishorkumarkalta2391 Před měsícem

      Tamku BJP ra chamchagiri kale mor samiya k val lagta nik ?

    • @Debashishbagarty1053
      @Debashishbagarty1053 Před měsícem +18

      ​@@nityanandaChandanmor samiya real news dekhasi,BJD ra kharap kam heu ki bjp khatam kab sabu dekhasi

    • @achyutbag4614
      @achyutbag4614 Před měsícem

      Gend marei heikari election agaru michha katha kahi thile aru ehade daru6n

    • @adityamohapatravlogs09090
      @adityamohapatravlogs09090 Před měsícem

      Nai na dekhunu nangala kn haba gote barsa ta wait atleast 25barsa deuthila gote ku.. Abe yaanka barse na haunu chhania helani 😅😅

  • @user-bw3bp8nf2b
    @user-bw3bp8nf2b Před měsícem

    ଆଜ୍ଞା କିଛି ଦିନ୍ ଆଘୋରୁ ବୋଧେ ବିଧାନସଭା ରେ କୋଶଳୀ ଭାଷା ରେ ବାର୍ତ୍ତା ଦଉ ଥିଲେ। ଆଉ ଇହାଦେ କେନ୍ତା ତାକଁର ସର୍କାର ଆସ୍ଲା ଯେ କୋଶଲି ଭାଷା ଭୁଲି ଗଲେ।
    ଛିଃ ରେ ମୁନୁସ୍ ମା କେ ଭିଲ୍ ଲାତ୍ ମାରଲୁ। 💔💔💔

  • @RoshanSDC
    @RoshanSDC Před měsícem +8

    Nice😂 Dada..... ମୋର ସମିୟା କେ ବହୁତ ବହୁତ ଧନ୍ୟବାଦ 🙏🌍❣️ ସବୁ ଖେଳ ଆଏ 😅😁💯 ମୋର ସମିୟା କେ ବହୁତ ଡ଼ରୁଛନ🥵 ନେତା ମନ୍ତ୍ରୀ ମାନେ.... 😁

  • @user-ky5op7tw5w
    @user-ky5op7tw5w Před měsícem +4

    Mukesh mahaling mantri hebar jogya nuhe se

  • @arjunbag5441
    @arjunbag5441 Před měsícem +1

    ଧନ୍ୟବାଦ ମୋର୍ ସମିୟା।

  • @dancekuturi4214
    @dancekuturi4214 Před měsícem

    Agyan garibanka ghara bhaga upre mor samia ra tk drusti padbar lagi bahut anurodh

  • @kumarparabhoi335
    @kumarparabhoi335 Před měsícem

    ବିଜେପି. ଯଦି କୋଶଲ. ରାଇଜ ଗଠନ. କରିଦେଲେ. ଆମେ. ଇ. କୋଶଲ. ବାସୀ. ବିଜେଡି. ଯେମିତି. ପଚିଶ. ବର୍ଷ. ପର୍ଯ୍ୟନ୍ତ. ଶାସନ କରି. ଆସୁଥିଲା.ଠିକ ସେହିପରି ବିଜେପି କୁ. ମଧ୍ୟ ପଇଁ ତିରିଶ. ବର୍ଷ ପର୍ଯ୍ୟନ୍ତ ଓଡିଶା କୁ ଶାସନ କରିବାକୁ. ଦେବୁ. ଜୟ. କୋଶଳ

    • @s.mohapatra-i1k
      @s.mohapatra-i1k Před měsícem

      😂😂😂😂😂😂 କୋଶଳ ରାଜ୍ୟ ହେଲେ କୋଶଳ ରାଜ୍ୟ ରେ bjp କୁ 35 ବର୍ଷ ଶାସନ କରିବାକୁ ଦେବୁ କୁହ ଓଡ଼ିଶା କଥା କାହିଁକି କହୁଛ

  • @BhubanMajhi-og4xr
    @BhubanMajhi-og4xr Před měsícem +1

    More samiya Jindabad

  • @rohitkuanr7050
    @rohitkuanr7050 Před měsícem +1

    Mor Samiya No 1 Tame Khabar Dei chala ame support karuthimu. Mor Samiya Common people Voice.

  • @aarzoo4168
    @aarzoo4168 Před měsícem +1

    Mor samiya Sir, Education deptt.ra Officers mankar transfer upre tike Office au High school manku jaikari bide naun sabu gumar fitbaa.

  • @binayakmahana3047
    @binayakmahana3047 Před měsícem +1

    25 ବରଷ BJD ଶାସନ କରିଥିଲା ତାର ସମାଧାନ ନାଇ କରିପାରିଲା କା ...

  • @aarzoo4168
    @aarzoo4168 Před měsícem +1

    Dist.Education Officer,Balangir nu arambha kari Balangir Dist ra 14 ta Block ra Block Education Officers sange DDO power High mankar Class II Headmasters manku immediately Transfer Karajau.Emane BJD sarkar time ru 2018 ,2020 saal ru gute jaga re Khuteichhan aru koti koti Tanka ra ghotala kari sarlena aru ehade bi karuchhan . Emane Upar Level re Lanch dekari transfer bandh kari rahijaichhan

  • @basantisahu8753
    @basantisahu8753 Před měsícem

    बहत बहत धन्यवाद भाई सच्चाई दिखाने कें लिए👌👌👌

  • @NiranjanMatha-vv8pd
    @NiranjanMatha-vv8pd Před měsícem +13

    ଯାହା ଜନା ପଡୁଛେ ଇ ମନ୍ତ୍ରୀ ଡରହା ଆଏ

  • @mantupande7657
    @mantupande7657 Před měsícem +3

    ମୋର୍ ସମିୟା କେ ଜେ ଖରାପ୍ କାମ କରିବା ସେ ଏକା ଡରିବା

  • @manabhanjansandh7726
    @manabhanjansandh7726 Před měsícem

    ମାଙ୍କଡ଼ ରେ ହାତେ ସାଲଗ୍ରାମ

  • @DolamaniBagarty-dc3bw
    @DolamaniBagarty-dc3bw Před měsícem

    ବିଜେପି ସରକାର ଠକି ଚାଲବା

  • @sahiwaqtsahikadam4895
    @sahiwaqtsahikadam4895 Před měsícem

    Jai maa samlei

  • @RameshDharua-q1q
    @RameshDharua-q1q Před měsícem

    Jai ho mor samia....

  • @sukadevpodh4423
    @sukadevpodh4423 Před měsícem +8

    Madam BJD ସରକାର ବେଳେ କେତେଟା ଆମ୍ବୁଲାନ୍ସ ଥିଲା ୨୫ ବରସ, ପହେଲା ତମର ଦୋଷ କେ ଦେଖ, ଆଉ କାହା କେ ଦୋଷ ଦେବାର ଆଗରୁ

  • @rajkishormahakur3569
    @rajkishormahakur3569 Před měsícem

    Jay koshal jay maa samalei jay mor samiya ❤❤❤❤❤❤

  • @bolangirboybgr550
    @bolangirboybgr550 Před měsícem

    ମୋଦୀ ଜୟ ଶ୍ରୀ ରାମ। ପ୍ରଚିମ ଓଡ଼ିଶା ବିଜେପି ନେତା ଜୟ କୋଶଳ ଭୁଲି ଗଲେନ। ଭୋଟ ସରୀ ଲା ପରେ

  • @pruthwirajmohanty6446
    @pruthwirajmohanty6446 Před měsícem

    ରାଜ୍ୟର ସ୍ୱାସ୍ଥ୍ୟସେବାକୁ ବିଜେଡି ୨୫ବର୍ଷେ କବାଡ଼ି କରିଦେଇ ସାରିଛନ....
    ଡାକ୍ତର ନାଇଁନ ???
    ଆମ୍ବୁଲାନ୍ସ ନାଇଁନ ...???
    ମହାପରାୟଣ ଗାଡି ନାଇଁନ ???
    ସ୍ୱାସ୍ଥ୍ୟକାର୍ଡ ମହା ଦୁର୍ନୀତିର ଶିକାର ....!!!
    ସ୍ୱାସ୍ଥ୍ୟସେବା ମାସେ ହେଲା ବିପର୍ଯ୍ୟସ୍ତ କି ଆଗରୁ ???
    ମାତା, ଏତକି କଥା ଜାଣିଥିଲ ...ନବୀନ ବାବୁଙ୍କୁ କହି ନାଇଁ ପାର୍ଲ ବୋଲି ତ ସରକାର ବଦଲଲା...!!!
    ମାତା, ପିଲାଙ୍କୁ ତ ମାସେ ହେଲା ବିହା କରିଛ ଆଉ ବହୁକେଁ ପଚାରୁଛ "ଛୁଆ କେନ୍ତା ଜନମ ନାଇଁ ହେବାର ???
    ଏତେ ଜାଣିଚ ବେଳେ ଛୁଆଁ
    ଟେ ଜନମ ହେବାକେ ଦଶ ମାସ ଲାଗସି ବୋଲି କେନ୍ତା
    ନାଇଁ ଜାନୀ ପାରୁଛ ମାତା ???
    ଟିକେ ଦମଧର ଲିଟି-ଭାଇ, କୋଶଲ ହେବା ନିଶ୍ଚେ ହେବା ଅଲବତ ହେବା ଆଉ ବିଜେପି ସରକାର ହିଁ କରବା ...
    ହେଲେ ଆପଣ ଠାନ-ସମିଆ-ଲୋକଙ୍କୁ ଦେଖି ପ୍ରଶ୍ନ ପଚାର...
    ସେ ଏବେ ଓଡ଼ିଶାର ମନ୍ତ୍ରୀ...କେନ୍ତା କହେବେ !!! ନାଇଁ କହୁଛନ ବୋଲି ମନ୍ତ୍ରୀରୁ ଇସ୍ତାପା ଦେଇଦେଲେ ତମକୁ ଭଲ ଲାଗବା କେଁ ???
    ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଜଗ-ଜାହିର ବୋଲି କାଣା
    ଟିଭିରେ ସାକ୍ଷାତକାର ଦେବେ କେଁ ???
    ଭାବ ହେନ୍ତା ପରିସ୍ଥିତି ଅଛେ ....।

  • @arunsatapathy1242
    @arunsatapathy1242 Před měsícem

    Thik kahele mohaling sir,Bina kaunasi topic re bhagwat gaebe Kain,

  • @bipinmajhii6671
    @bipinmajhii6671 Před měsícem

    ମୋର୍ ସମିୟ great job

  • @prabhatchandan8504
    @prabhatchandan8504 Před měsícem

    ବିଜୁଲି କେବେବୀ ଫ୍ରୀ କରି ନାଇଁ ପାରନ୍
    କାରଣ ବୀଜୁଲି ବିଭାଗ ଓଡ଼ିଶା ହାତରେ ନାହିଁ

  • @user-ff3ps1mw1w
    @user-ff3ps1mw1w Před měsícem

    ❤sa ଜୁହାର ଦା

  • @bijayaofficial2701
    @bijayaofficial2701 Před měsícem

    Dhanyabad dada tamar sabu video dekhsi

  • @nareshmeher6536
    @nareshmeher6536 Před měsícem

    Thank mor samiya

  • @sudhiranaik9040
    @sudhiranaik9040 Před měsícem

    Thank you mor samiya

  • @deepakkarmi18
    @deepakkarmi18 Před měsícem

    👍👍👍👍

  • @aarzoo4168
    @aarzoo4168 Před měsícem +1

    Zilla Stariya Class one and Class Two Officers manku aru kete baras tak Transfer nai hue.gutegute officer 5 ru 6 baras tak gutejaga re rahichhan transfer nai hebar.jen thir lagi durniti badhi galana Education department re High school ru Office tak

  • @bijayaofficial2701
    @bijayaofficial2701 Před měsícem

    No1 new mora samiya🎉🎉🎉🎉

  • @user-zd5on1hc6s
    @user-zd5on1hc6s Před měsícem

    Dada namaskar apanku salut amar samia mor samia nuhicha apankar sambadikata bahut dam acha amar garib lukar lagi apan harbar nai haun dhira dhira balingir hospital and subarna pur hospital bikasg heba ki nai hujayj dakhama aba aba ta bihan gaji cha phal kanta hau cha j tika dakhu nai hala usa nai dau kai samia ta acha. Guhar dada s,,,,,,

  • @SoudaminiSwain-uq2tt
    @SoudaminiSwain-uq2tt Před měsícem

    Dada sat sabu bele sat ay dada ame tamar sage achhu

  • @PankajSabar-hu7rw
    @PankajSabar-hu7rw Před měsícem

    ବିଜେପି ସରକାର ଗେରେଣ୍ଟି ଫେଲ

  • @user-su7md3pu9l
    @user-su7md3pu9l Před měsícem

    ମିଡିଆ ଵାଲାକୁ BJD ଦୁରେଇକି ରଖିଥିଲା ତାର କିଛି କରିପାରିନାହିଁ ! BJP ସରକାର ଆସୁ,ଆସୁ ତମକୁ ପରିମିସନ ଦେଲା ଭେଟିବା ପାଇଁ, ମିଡିଆ ଵାଲାକୁ ନବୀନ ପଟ୍ଟନାୟକ ଭେଟିବାକୁ ନ ଦୋଉଥିଲା ଭଲ ହେଉଥିଲା

  • @mahakudsudhansu1978
    @mahakudsudhansu1978 Před měsícem

    Mor samiya ehader bhal samiya

  • @PurnamajhiMajhi-xx1di
    @PurnamajhiMajhi-xx1di Před měsícem

    Mor samiya ke salute

  • @GoogleAccount-or7rl
    @GoogleAccount-or7rl Před měsícem

    Separate state koshal for its unique culture and language

  • @ଅଭୟ
    @ଅଭୟ Před měsícem

    Bjp ସରକାର ସମ୍ଭାଳି ନାହିଁ ପରନ୍ bjd ଭଲ ଥିଲା

  • @pinkusahu7479
    @pinkusahu7479 Před měsícem

    Right da

  • @Lucky-e2b2f
    @Lucky-e2b2f Před měsícem

    You are always right dost

  • @user-bc9mw9xz6i
    @user-bc9mw9xz6i Před měsícem

    Smea(mor) odiss danyabad

  • @roshansahuofficial850
    @roshansahuofficial850 Před měsícem +3

    Khali pratikriya nebar lagi channel khuli6 kn ho dada

  • @saratpanigrahi866
    @saratpanigrahi866 Před měsícem

    As He is a Health minister,His this type of work performence have not acceptable .

  • @user-zi8zg6eu3v
    @user-zi8zg6eu3v Před měsícem +1

    No.1kahehe

  • @keshabdehury9504
    @keshabdehury9504 Před měsícem

    ମ୍ୟାଡମ ନମସ୍କାର
    ଆପଣ ଯାହା କହେଲେ ସବୁ ସତ ଯେ ଗୁଟେ କଥା ଆଏ
    ଇ ସବୁ ଅସୁବିଧା ଟା ଆଗରୁ ଅଛେ କି ବିଜେପି ସରକାର ବନଲା ପରେ ହେଇଛେ
    ଗୁଟେ କଥା କହୁନ ମେଡିକଳ ମାନେ କେଭେ ନୁ ବନଲା ନ ଆଉ ତମର ବିଜେଡି ସରକାର କାଣା କରୁଥିଲା
    ସଭେ ସୁଇ ପଡିଥିଲ କାଏ ବିଜେପି ସରକାର ଆସଲା କି ଉଠଲ
    ତମେ ୨୪ ବର୍ଷ କିଛି ନାଇ କଲ
    ଇମାନକୁ ଆମେ ଅନିଛୁ ସଭେ ମିଶି କରି,
    ଇମାନେ କାମ ନାଇ କଲେ
    ଆର ଥର ଇମାନକୁ ଭି ହଟାମୁ ଫେର ନୂଆ ସରକାର ଆନମୁ |
    ପବ୍ଲିକ ଆଉ ଭକୁଆ ନାଇନ କି ପଇସା ଦେଇ କରି ଘିନି ନାଇ ପାର ।
    ଜୁହାର ଯିଦି କିଛ ଭୁଲ କହିଛେ ବେଳେ ମାଫ କରବ I

  • @papubag2514
    @papubag2514 Před měsícem

    Dada tanki koti koti juhar Jay kosal

  • @bijayasahu7570
    @bijayasahu7570 Před měsícem

    ଜୟ ହୋ 👍👍👍

  • @purandartandi
    @purandartandi Před měsícem

    ରାଇଟ କହିଛନ୍ତି, ସେହି ଦିଦି

  • @tarunabag5372
    @tarunabag5372 Před měsícem

    Loke bharasha kari vote deichhan swastiya mantri ku se janabar katha lok lochan ke kichhi kahebar katha nehita ame kenta kari janma se daruchha

  • @badabhue1369
    @badabhue1369 Před měsícem

    Koshal rajya question pachare be boli daru chhe mantri

  • @ManojMahakur-j9h
    @ManojMahakur-j9h Před měsícem

    Mor samiya ❤❤.

  • @s.r.btgmovies1887
    @s.r.btgmovies1887 Před měsícem

    Jay koshal

  • @user-nr1oy1nt4p
    @user-nr1oy1nt4p Před měsícem

    Jai koshal

  • @SCpicture
    @SCpicture Před měsícem

    Mor Samiya ❤️✊

  • @Gopinath-panda
    @Gopinath-panda Před měsícem

    Love from Bhadrak.

  • @HemrajNag-hi3xn
    @HemrajNag-hi3xn Před měsícem

    ନବ ଦାସ କୁ ଯେତେ ବେଳେ ଗୁଳି କରି ହତ୍ୟା କରା ଗଲା ସେତେ ବେଲେ ଝାରସୁଗୁଡା ର ସରକାରୀ ହସ୍ପିଟାଲ ନାଇଁ ନେଇ କରି ଭୁବନେଶ୍ୱର କଣ ପାଇଁ ନିଆ ଗଲା ସେ ବି ତ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ

    • @trilochanpatra2020
      @trilochanpatra2020 Před měsícem

      ଯିଏ ଯେନ ଖାଲ kudsii ସେ ଖାଳେ ସେ ନିଜେ ପଡସି।

  • @sanjsanjit9196
    @sanjsanjit9196 Před měsícem

    Tulasi Dui Patra Ru Base 👍

  • @khusirambhoi3279
    @khusirambhoi3279 Před 18 dny

    Thank you

  • @koshliexpose
    @koshliexpose Před měsícem

    ସତ କହେଲେ ସବକୁ ଚିଆସି ସେଥିର ଲାଗି ଆମେ କହେସୁ ..... କହେଲେ ଚିଆସି 🙏

  • @mr.debashishbhaina8000
    @mr.debashishbhaina8000 Před měsícem

    Very true..🎉

  • @mithunabhoi8732
    @mithunabhoi8732 Před měsícem

    ଓଟିଭି ଅର୍ଗସ୍ ଦଲାଲ୍ ରିପୋର୍ଟ ମାନ୍ କେ ଜାନ୍ ସୁ ଆମେ ମୋର୍ ସମିୟା ନେଇଯାନୁ😂😂😂😂😂😂😂

  • @niranjanrout923
    @niranjanrout923 Před měsícem

    Jay koshol

  • @user-et3ts5ts2o
    @user-et3ts5ts2o Před měsícem

    Jai koshal mor samya right

  • @prakashbhue7858
    @prakashbhue7858 Před měsícem

    Mor samiya 💪❤

  • @DineshMarpachi
    @DineshMarpachi Před měsícem

    Nani sath Katha pade kahela chatukar mane e bisayare kebe lagu karbe

  • @bikashdalbehera6994
    @bikashdalbehera6994 Před měsícem +1

    Jay koshal dada

  • @sahiwaqtsahikadam4895
    @sahiwaqtsahikadam4895 Před měsícem

    Kichhi kahi ni para bele istafa dia election aaghoru ta bad bad baigan bikuthula

  • @684Sachin
    @684Sachin Před měsícem +1

    Jay bjd ❤❤❤❤❤

  • @akashsandha8469
    @akashsandha8469 Před měsícem

    Mor somiya 🙏🙏 dada ke daregale

  • @motiprabhanegi832
    @motiprabhanegi832 Před měsícem

    Jay kosal

  • @GadiBehera-sr5mv
    @GadiBehera-sr5mv Před měsícem +1

    Dada loisingha hospital dekha

  • @PappuGaming009
    @PappuGaming009 Před měsícem

    Right.....✅❗

  • @Ambassador_Christ
    @Ambassador_Christ Před měsícem

    He dont have times for these small things. . He has more work upon him

  • @khirojbag7793
    @khirojbag7793 Před měsícem

    Super dada

  • @sushilsaraf550
    @sushilsaraf550 Před měsícem +1

    Kensi neta mantri bhalnai9 sir

  • @subhransudalai8360
    @subhransudalai8360 Před měsícem

    ବିଜେପି କେବଳ ଶସ୍ତା ରାଜନୀତି କରେ

  • @DineshMarpachi
    @DineshMarpachi Před měsícem

    Mor samiya news channel dekhle neta mankar Gyan hajijauche 😅😅😅😅