Villagers, police faceoff during Ganja raid in Baliguda

Sdílet
Vložit
  • čas přidán 6. 05. 2024
  • ବେଆଇନ ଗଞ୍ଜେଇ ଜବତ କରିବାକୁ ଯାଇ ମୁହାଁମୁହିଁ ହେଲେ ପୋଲିସ ଓ ଗ୍ରାମବାସୀ ! ଏଭଳି ଘଟଣା ବାଲିଗୁଡା ଥାନା ଅନ୍ତର୍ଗତ ବରିକିଆ ଗ୍ରାମରେ ଦେଖିବାକୁ ମିଳିଛି ! #Baliguda #otv
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 64

  • @user-eu7js1hh7g
    @user-eu7js1hh7g Před měsícem +31

    ସରକାର ଯେତେ ବେଳେ ମଦ ବିକୁଚି କଣ ବାଳ ଉପୁଡ଼ି ଯାଉଚି

  • @Jagannathbabaji
    @Jagannathbabaji Před měsícem +23

    ଗଞେଇ ଏକ ଖାଦ୍ୟ,
    ଗଞେଇ ଏକ ଔଷଧ
    ଗଞେଇ କୁ ଭାରତ ସରକାର ଖାଦ୍ୟ ମାନ୍ୟତା ଦେଇଛନ୍ତି, ଭାରତକୁ ମିଶାଇ ୨୪ଟି ଦେଶ ମାନ୍ୟତା ଦେଇଛି

  • @user-tk9cw3ws3p
    @user-tk9cw3ws3p Před měsícem +16

    ମିଡିଆ ଵାଲା ଭାଇ ସରକାର କାହିଁକି ମଦ ବିକୁଛି, ସରକାର କୁ କେବେ ପଚାରିଛନ୍ତି କି ମିଡିଆ ଵାଲା ଭାଇ?

  • @user-qr2ul1ln2g
    @user-qr2ul1ln2g Před měsícem +14

    ଏ ଇ ଥି ପାଇଁ ମାଓାଦୀମାନେ ଜନ୍ମ ହେଉଛନ୍ତି

  • @2duRusikaofficel
    @2duRusikaofficel Před měsícem +11

    ଏହା ଭଲ କରୁ ନାହ ତାଙ୍କ ପେଟ ରେ ଲାତ ମାରୁଛି ଫୋଲିସ

  • @user-pg5ej2fp8y
    @user-pg5ej2fp8y Před měsícem +5

    ମିଡିଆ ଭାଇ ସରକାର ଙ୍କୁ କେବେ ପଚାରିଛନ୍ତି କି ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି

  • @chaitanmurmu8410
    @chaitanmurmu8410 Před měsícem +6

    ଭୁବନେଶ୍ୱର ରେ ଯୋଉ ମଦ ଦୁକାନ ଅଛି ତାକୁ ବନ୍ଦ କୋରାଯାଉ

  • @tarunkumarsingh675
    @tarunkumarsingh675 Před měsícem +7

    ଛାଷ କରି ବା ଭୁଲ ନୁହେଁ ।ମଦ ଦୋକାନ ଖୋଲିବା ଭୁଲ ନୁହେଁ।

  • @KushaRaut-eg1yr
    @KushaRaut-eg1yr Před měsícem +5

    ଜଙ୍ଗଲି ଲୋକ ର କାମ ସେ ଠିକ୍ କରୁଛନ୍ତି ଗଞ୍ଜେଇ ଗୋଟେ ମେଡିସିନ ଆୟୁର୍ବେଦିକ ହେଲେ ଲୋକ ତାକୁ ନିଶା ପାଇଁ ଖାଉଛନ୍ତି କଳା ବେପାରୀ କୁ ଧାରା ଚାଷୀ କୁ ନଷ୍ଟ କଷ୍ଟ ଦେବା ଠିକ୍ ନାହିଁ ମଦ ବନ୍ଦ୍ କରୁନ ଶଳା ସରକାର୍ ବି ପକା ଚାଲାକ୍ 😂😂😂😂😂😂😂😂

  • @user-jc4kr6pc2l
    @user-jc4kr6pc2l Před měsícem +5

    ଚୁଟିଆ ମିଡ଼ିଆ ବାଲା ସରକାରଙ୍କୁ ମଦ ପଚାରୁନି କାହିଁକି

  • @baidapenthia3155
    @baidapenthia3155 Před měsícem +3

    ମଦ ଦୋକାନ ବନ୍ଦ କର ସରକାର

  • @yeshsahoo6027
    @yeshsahoo6027 Před měsícem +4

    Police କିଛି ନେଇଥିବ

  • @KushaRaut-eg1yr
    @KushaRaut-eg1yr Před měsícem +3

    ଶଳା ସରକାର୍ ଜଙ୍ଗଲି ଲୋକ କୁ ଚାକିରି ଦଉନ କି କାଳ କାରଖାନା ବନେଇ ରୋଜଗାର ଦିୟ

  • @sahucreation9953
    @sahucreation9953 Před měsícem +2

    ସରକାର ଖୋଲାରେ ମଦ ବିକ୍ରି କରିପାରବା ଆଉ ଚାଷୀ ଗଞେଇ ଚାଷ କଲେ ବିରୋଧ କେହେଁଲାଯେ ।ଦୁହିଟା ନିଷା ଆଏ ବନ୍ଦ କଲେ ସବୁ ବନ୍ଦ କର

  • @kingslala2462
    @kingslala2462 Před měsícem +2

    ଗଞ୍ଜେଇ ଯଦି ବେଆଇନ ମଦ kn ବାଳ

  • @biraj4238
    @biraj4238 Před měsícem +1

    ବାଲିଗୁଡ଼ା,ସାରଙ୍ଗଡ଼,ଫିରିଙ୍ଗିଆ ଏରିଆ ଗଞ୍ଜେଇ ଚାଷ ବହୁତ

  • @ashishbehera6919
    @ashishbehera6919 Před měsícem +3

    ପୋଲିସ ର ଗା. ରେ 🔥🔥🔥 ଦିଅ ବାଟକୁ ଆସିଯିବେ ...

  • @user-iq7he6oe6m
    @user-iq7he6oe6m Před 19 dny +2

    ଗଞ୍ଜେଇ ତ ଗଞ୍ଜେଇ ଆଇନ ଗଞ୍ଜେଇ ବେ ଆଇନ ଗଞ୍ଜେଇ କଣ ନବୀନ ପାଣ୍ଡୁ କୁ ପଚାର ? କେମିକାଲ ମଦ ପିଇ ଲୋକେ ମରୁଚନ୍ତି।
    ମଦ ରୁ ଟଙ୍କା ମିଳୁଛି ତ ସେଟା ଆଇନ।
    ଗଛ ର ପତ୍ର ଗୁଡ଼ିକ ରୁ ଟଙ୍କା ମିଳୁନି ତ ସେଟା ବେ ଆଇନ।
    ମଦ ଟା ଆଇନ।

  • @user-uh9yo6sc6s
    @user-uh9yo6sc6s Před 16 dny

    Very nice video 👍

  • @rajeevmari7720
    @rajeevmari7720 Před 19 dny

    Right Answer Amen.

  • @subratchhatra3168
    @subratchhatra3168 Před 28 dny +1

    ଗାଁ ଲୋକ ଭଲକରିଛ୍ହନ୍ତି

  • @RakeshSethi-oo2fc
    @RakeshSethi-oo2fc Před měsícem +1

    ଗରିବ ଲୋକ 😅

  • @allinonebro3293
    @allinonebro3293 Před měsícem +2

    ପୂର୍ବ ପୁରୁଷ ମାନେ ଗଞ୍ଜେଇ କରୁଥିଲେ କି ସେମିତି ଚଲୁ ଥିଲେ ଏବେ କାହିଁକି

    • @HariharaGomango-ck6cq
      @HariharaGomango-ck6cq Před 26 dny

      ପୂର୍ବ ପୂରୁଷମାନେ 10 କିଲୋମିଟର ଚାଲିକି ଗଲେ ଏବେ ତମେ ଚାଲିଛି ଯାଇପାରିବ କି

  • @user-vn9fl6bj4w
    @user-vn9fl6bj4w Před 10 dny

    ବାଳ ନା ଆଆଆଆଆ ଶଳା ମାଗିଆ ମିଡ଼ିଆ ବାଲା

  • @anantabehera7162
    @anantabehera7162 Před 14 dny

    ଲୋକ ମାନଙ୍କୁ ରୋଜଗାର ଦିଅ ସରକାର ସେ ଏମିତି ଗଞ୍ଜେଇ ଚାଷ କରିବେନି

  • @user-qr2ul1ln2g
    @user-qr2ul1ln2g Před měsícem +1

    ଆଇନ ଦେଇଦିଅ ବେଆଇନ ଆଉ ହେବନି

  • @priyabrataswain9609
    @priyabrataswain9609 Před měsícem +2

    Gariba lok boli ganji chasa Kariba, nice lok, good job 👍 carry on 😢😢😢😢😢😢😢😢. Bala katha khuchi khali gariba lok gariba lok. Gariba kiye be,tame ku dakhi ta laguni gariba boli

  • @DibakarKanhar-jt7pp
    @DibakarKanhar-jt7pp Před 27 dny

    ମଦ, କାହିଁକି ବିକୁଛନ୍ତି,ଏସରକାର,ବୁଭୂଖୁୟୁ,କୀନ,କରତୀ଼

  • @user-fn2fy6bq9y
    @user-fn2fy6bq9y Před 18 dny

    Ac net କଣ ମାଦକ ନୁହେଁ କି ତା କୁ ସରକାର ରୋକୁନି କାହିଁକି

  • @udayamahanta4824
    @udayamahanta4824 Před měsícem +3

    Tanku rojgar deona

  • @DebasihsRautaray
    @DebasihsRautaray Před měsícem +1

    Gajapati jila ra mohana, udayagiri, nuagada block re bahuta ganjei chasa heuchi

  • @csc_seva
    @csc_seva Před měsícem +1

    ପୋଲିସ ଯାହା କରିଛନ୍ତି ଭଲ କରିଛନ୍ତି କାରଣ ଲୋକମାନେ ବୁଝିବା ଉଚିତ ସରକାର ପତିବର୍ତନ କରନ୍ତୁ l Bjd ସରକାର ଙ୍କୁ ଉଚିତ ଜବାବ ଦିଅନ୍ତୁ ନିଜ vote ଦ୍ୱାରା l

  • @KushaRaut-eg1yr
    @KushaRaut-eg1yr Před měsícem +1

    A ଧୂଆଁ ରେ ନିଶା ହେଇଯିବ

  • @bajuhembram1630
    @bajuhembram1630 Před měsícem +1

    Peto pai sobu kamo koribaku podibo

  • @mihirsahoo2791
    @mihirsahoo2791 Před 18 dny

    ସେମାନଙ୍କୁ ବାଡେଇଲନି

  • @dihanpujari757
    @dihanpujari757 Před měsícem

    Very good

  • @kunimallick6543
    @kunimallick6543 Před měsícem

    Good mother

  • @Liti-Short556
    @Liti-Short556 Před měsícem

    Right 👍👍👍

  • @user-li5vt1sx6t
    @user-li5vt1sx6t Před měsícem

    Aie tan tan asala kenu

  • @maheswarnahak6836
    @maheswarnahak6836 Před 26 dny

    Samstankr subhada kara

  • @As_creation_Zone
    @As_creation_Zone Před 26 dny

    Aita.... Bhola Kale Ni..... Jadi BeIN..... Tanku laisence Dio......

  • @maheswarnahak6836
    @maheswarnahak6836 Před 26 dny

    Kn baniy what

  • @user-li5vt1sx6t
    @user-li5vt1sx6t Před měsícem

    Why it is ban although it serves all over the Indian state s

  • @durgaprasad-dx5ej
    @durgaprasad-dx5ej Před měsícem

    Cannabis parmision India re deba darkar

  • @user-md4iu9hb7z
    @user-md4iu9hb7z Před měsícem

    Dear otv team
    Kindly expose
    Sumanta Mallick
    At-Buduni ,Chandragiri
    Mohana , gajapati
    Site gute ganjei mafia police ku tanka dei bepara karuchi kindly expose him.

  • @user-ww9rw6mu7h
    @user-ww9rw6mu7h Před měsícem

    Police ku pachra

  • @bhaimobile608
    @bhaimobile608 Před měsícem

    Sarakar mada bikile bhala

  • @user-nk9kx6ee5j
    @user-nk9kx6ee5j Před 22 dny

    Bidesimada. Bar. Gate. Blackre 25,30ta. Khali chanting suitable. Be. Niama Nahi. aau. Garibaldi. Lakamane. Be. Nama kama. Kale. Dusuchi. Sarakarnku. Rajya. Sarkar. Gangan.madadakana. Khali chanting. Seita Kaun. Namaste. Madadakana. Aaga. Bandekar. Tahahele. Lakai. Manibe. ?

  • @ranjita210
    @ranjita210 Před měsícem +1

    Mado bikiba ta beain nuho seita aaaen

  • @SantaNahak-rh4wl
    @SantaNahak-rh4wl Před 17 dny

    Hiii 🥭🍉💅🍍🥭🍉💕😝😜🤪

  • @chandramajhi8049
    @chandramajhi8049 Před měsícem

    Government sabu nisa drabyaku banned karu nisa maansa khaaibaaloka saitaana 90%hindu nisa maansa khaauchhanti yemaanku mandirabhitaraku jibaamaa karaajaau yemiti hinduhin hindura satru

  • @riteshkmotivation.chanel7757

    କନ୍ଧମାଳ ରେ ବୋଲି ଯିବ ଆସ ନ୍ତୁ ଓଡିଶା ସରକାର ...... ଆଉ 100% ଟିକାବାଲି ବ୍ଲକ ....😮

  • @user-jd8eb7yp8z
    @user-jd8eb7yp8z Před měsícem +1

    Magiha mankumaro