ଚିନ୍ତାରେ ମୋହନ ସରକାର | ଏତେ ଯୋଜନାକୁ ପାଣ୍ଠି ନାହିଁ | Dinanka TV | CM Odisha | Mohan Majhi |

Sdílet
Vložit
  • čas přidán 6. 07. 2024
  • ସରକାରଙ୍କ ଚିନ୍ତା ବଢାଇଲାଣି ପ୍ରତିଶୃତି ପାଳନ | କାହାକୁ ରଖିବେ କାହାକୁ କାଟିବେ | ଯୋଜନା ପରେ ଯୋଜନା | ଅତି କମରେ ଦରକାର 50 ହଜାର କୋଟି ଟଙ୍କା | ହେଲେ ଏତେ ଟଙ୍କା ଆସିବ କୁଆଡୁ | କେନ୍ଦ୍ର ପକ୍ଷରୁ ଏତେ ଟଙ୍କା ଦିଆଯିବା ନେଇ ତ କିଛି ସମ୍ଭାବନା ନାହିଁ | ତେଣୁ ରାଜ୍ୟ ସରକାର ଏତେ ଟଙ୍କା ଆଣିବେ କୋଉଠୁ | ଯେ ଓଡିଶାବାସୀଙ୍କ ପାଇଁ ଘୋଷଣା କରିଥିବା ଯୋଜନାରେ ଖର୍ଚ୍ଚ କରିବେ | ଯାହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି | #cmoodisha #mohanmjhi #bjp #dinankatv #manifesto #yojana #bjdodisha #naveenpatnaik #oppositionleader #odishapolitics #odishapoliticalupdate #electionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Komentáře • 185

  • @sukrutapradhan6893
    @sukrutapradhan6893 Před 8 dny +39

    ଟଙ୍କା ନାହିଁ ତ କଣ ପାଇଁ କଲର୍ ମାରି ଟଙ୍କା ସରାଉଛି। ଟଙ୍କା ନାହିଁ ଯଦି ଏତେ ଶୀଘ୍ର କଣ ପାଇଁ ନୂଆ ଯୋଜନା ଘୋଷଣା କରୁଥିଲେ? କେତେ ମାସ ପର୍ଯ୍ୟନ୍ତ ପୁରୁଣା ଯୋଜନାକୁ ସଠିକ୍ ଭାବେ ଆଗକୁ ନେଲେ ବି ଲୋକେ ଖୁସି ହୋଥାନ୍ତେ।

    • @bijoykumardas4173
      @bijoykumardas4173 Před 7 dny +2

      ପ୍ରତି ସୋଧ ଓ ହିନ୍ସା ରେ bus colour school ଇତ୍ୟାଦି ବଦଲେଇ ଖର୍ଚ କଲେ ଏମିତିହିଁ ହେବ

  • @nareshpanda4485
    @nareshpanda4485 Před 8 dny +38

    ବିଜେଡି ସରକାର କେମିତି ଚଳାଉଥିଲା ସେମିତି ଚଳାଇବ. ଯିଏ ପେଣ୍ଟ କରିଛି ସେ ମୁତିବାକୁ ବାଟ ରଖିନି କି. ତମ ମିଡ଼ିଆ ଵାଲା ତ ସଜ ମାଛ ରେ ପୋକ ପକାଉଛି

  • @chudamanibhim8492
    @chudamanibhim8492 Před 8 dny +18

    ଡବଲ ଇଞ୍ଜିନ ଡବଲ ବିକାଶ କହିବା ସହଜ କିନ୍ତୁ କାର୍ଯ୍ୟକାରିତା ବହୁତ କଷ୍ଟ , ବିଗତ ସରକାର୍ ଏତେ ଯୋଜନା କରି ଯାଇଛନ୍ତି ଯେ ଓଡ଼ିଶା କାଙ୍ଗାଲ ହୋଇ ଯିବ।

    • @manasranjanmohanty7948
      @manasranjanmohanty7948 Před 8 dny

      Bala na

    • @betexshyamsundar990
      @betexshyamsundar990 Před 8 dny +2

      ନବୀନ ସରକାର ର 1999ମସିହା ଓ 2024 ପର୍ଯ୍ୟନ୍ତ ବଜେଟ ଆକାଶ ପତଳା ଥିଲା. ଏବେ ବିଜେପି ସରକାର କରୁ

    • @BIKASHFF.29kviews
      @BIKASHFF.29kviews Před 7 dny

      ​@@betexshyamsundar990right kahile bhaina😅🎉🎉

    • @amitdungdung3541
      @amitdungdung3541 Před 6 dny

      Kangal hoi jao tebe odia Loko Mane bujhibe no hele bujhibe nhi

  • @user-ii5up3sy3h
    @user-ii5up3sy3h Před 7 dny +21

    ବିଜେପି ଓଡିଶା କୁ ବିକିଦେବେ....

  • @BishnuDas-up5so
    @BishnuDas-up5so Před 8 dny +34

    ମୋହନ ମାଝି ଗାଣ୍ଡୀ ଭଡ଼ା ଦେଇ ଟଙ୍କା ଆଣି ଓଡ଼ିଶା ଚଲେଇବ

  • @shrinathsoren-r2t
    @shrinathsoren-r2t Před 7 dny +8

    ଓଡ଼ିଶା ର ସମସ୍ତ ମାଆ ଭଊଣି ମାନଙ୍କୁ ହଜାରେ ଟଙ୍କା ଏବଂ ଇଲେକ୍ଟ୍ରି ୩୦୦ୟୁନିଟ୍ ପର୍ଯ୍ୟନ୍ତ ଛାଡ ।

  • @user-li7hg2wg5v
    @user-li7hg2wg5v Před 7 dny +11

    ବିଜେଡି ସରକାର ଲୋକଙ୍କୁ କେମିତି ସନମାନ ଦେଉଥିଲା ଏହି ଯୋଜନା ବାହାର କରୁଚ କେବେମିଳିବ ସୁଦ୍ରା ଯୋଜନା ତୁମ ହାତ ରେ ରିମୋଟ ନାହିଁ ମୋଦି ପାଖରେ ମୋଦି ଯୋଉଟା କହିଲେ ସେଇଟା କରିବ ଇଶରମ କାର୍ଡ କଲେ ମିଳିଲାକି ଇଶରମ ପଇସା ମିଶ ବିଜେପି ଦଳ

  • @baidyabiharigiri9439
    @baidyabiharigiri9439 Před 8 dny +13

    ଓଡିଶା ବିଜେପି କେନ୍ଦ୍ରୀୟ ନେତୃତ୍ବରେ ଚାଲିବ୨୦ MPଥାଇଲାଭ କଣ

  • @ALOKRANNJANDASH
    @ALOKRANNJANDASH Před 7 dny +13

    Pandian ku blame kariba ପୂର୍ବରୁ ଭାବି ବାର ଥିଲା କାମ ଜଣେ ରାଜ୍ୟ ପାଇଁ କରୁଛି କେମିତି

  • @user-ii5up3sy3h
    @user-ii5up3sy3h Před 7 dny +8

    ବିଜେପି ଦେଇ ପାରିବ ନାହିଁ

  • @user-ud7vs3en2f
    @user-ud7vs3en2f Před 7 dny +9

    ପୁରୀ ମନ୍ଦିର ପ୍ରବେଶକୁ Rs 100/- ଟିକେଟ କରାଯାଉ ଆଉ ତାହା ସରକାର ପାଣ୍ଠିକୁ ଆସୁ !!

  • @lokanathjena1868
    @lokanathjena1868 Před 7 dny +6

    ଅସୁବିଧା ହେଲେ ମୋହନ ସରକାର ଆପଣଙ୍କୁ ଡାକି ପରାମର୍ଶ ନେବେ ।ଆପଣଙ୍କ ମୋବାଇଲ ନମ୍ବର ଦେଇ ଲୋକସେବା ଭବନ ପାଖରେ ଗଛମୂଳେ ବସିଥାନ୍ତୁ ।

  • @amarendra29
    @amarendra29 Před 8 dny +13

    NABIN is great

  • @muktikantaentertainment6442

    Sabuja ku Gerua kariba. Emiti 5 year kati jiba . Feku sarkar kn pratisruti palana kare ki

  • @user-zy1vd6cn4n
    @user-zy1vd6cn4n Před 7 dny +4

    odisha bikiba bjp government

  • @shivarampradhan8049
    @shivarampradhan8049 Před 7 dny +3

    Tama ku 5 year dia jaichi jaha kariba katha kara ..next time puni nabin babu🙏🙏

  • @hemendrasingh2043
    @hemendrasingh2043 Před 8 dny +6

    ଟଙ୍କା ଛାପ ଆଉ ବାଣ୍ଟ ନଈରେ ପାଣି ନଦେଖି ଆଟା ପଟା ଲଙ୍ଗଳା ବେହା

  • @cutekajal123
    @cutekajal123 Před 8 dny +29

    ଖରିଫ ଆସିଲାଣି ନବୀନ ସରକାର ଥିଲେ କାଳିଆ ଟଙ୍କା ଆସି ସାରନ୍ତାଣି ଏବେ କେତେକ ଚାଷୀ ପାଖରେ ବିହନ କିଣିବା ପାଇଁ ଟଙ୍କା ନଥିବ ଆଉ ଗର୍ବବତୀ ମାନଙ୍କୁ ବି ଠିକ ସେ ମମତା ଯୋଜନା ରୁ ବଞ୍ଜିତ ହେଉଛନ୍ତି ସରକାର ଆସି ଦେଢ଼ ମାସ ପରେ ବି କିଛି ଯୋଜନା କାମକୁ ଆସିଲାନି ଆଉ କେତେ ଦିନ 😊

    • @Drgghjjnvxssdfvv
      @Drgghjjnvxssdfvv Před 8 dny +9

      ରଙ୍ଗ ଦିଆ ଚାଲିଛି ବସ୍ ରେ ରଙ୍ଗ ଦିଆ ସରିଲା ପରେ ଚାଷୀଙ୍କୁ ଟଙ୍କା ଦିଆଯିବ ନାହିଁ ଏକାଥରେ ବିହନ ଗଜା କରିକି ଦେବେ ମୋଦି ଗ୍ୟାରେଣ୍ଟି ଥୟ ଧର 🤗🤗🤗🤗

    • @sunilbehera9253
      @sunilbehera9253 Před 7 dny +3

      Au debeni 😢

    • @user-in3tq7sm4g
      @user-in3tq7sm4g Před 7 dny +3

      A mighia bjp sarkar Jay bjd nabin Jay odish

    • @user-wg8zl5wp3c
      @user-wg8zl5wp3c Před 7 dny +4

      BJP deiparibani 😂😂

    • @sudarsanmaharana4717
      @sudarsanmaharana4717 Před 7 dny +2

      Kendra ku aneiki basi thao modi debe dhoti kholiki

  • @user-it8on3iy6i
    @user-it8on3iy6i Před 8 dny +7

    Seita daba agaru chinta karibara thila

  • @shyama4185
    @shyama4185 Před 7 dny +5

    ମୋହନ ସରକାର ଙ୍କୁ ଅନୁରୋଧ ଯାହା ଘଷଣl କରିଛନ୍ତି ତୁରନ୍ତ ଲାଗୁ କରନ୍ତୁ
    1. ବିଜୁଳି 300 ୟୁନିଟ free
    ବିଧବା ଭତା 3000/-
    3. ଧାନ MSP 3100/-
    4. ମହିଳା ମାନଙ୍କ 50,000/- voucher
    5. ଓଡିଶା ରୁ ମଦ ବନ୍ଦ
    6. ଖଣି ମାଫିଆ ଧରିବା
    ଆହୁରି ଅନେକ.......

    • @sudamcharanprusty
      @sudamcharanprusty Před 7 dny +1

      କହି ଦେବା ରେ କଣ ଅଛି।
      କରିବା ସହଜ ନୁହେଁ।କେବେ କରିବେ ନାହିଁ

    • @uttambaba6800
      @uttambaba6800 Před 6 dny

      Gandi fati jibo 😅😢😂

  • @davidpahad3
    @davidpahad3 Před 7 dny +3

    BJP failure government in the India.
    BJP can't equal with BJD/Naveen sir

  • @AnilkumarDas-fi1jg
    @AnilkumarDas-fi1jg Před 6 dny

    Jay Jagannath ❤

  • @subashsamal3730
    @subashsamal3730 Před 8 dny +22

    BJD govt good

  • @RabiJakaka-rd2cr
    @RabiJakaka-rd2cr Před 7 dny +2

    No ଦେଲେ 5 year pore pota midiba ନାହିଁ ମିଛୁଆ ସରକାର

  • @JagabandhuMalik-ck5fj
    @JagabandhuMalik-ck5fj Před 7 dny +2

    ଭୋଟ ନେଇଚନ୍ତି ହାଡେ ହାଡେ,ପଛ ଦେଖେଇବ ଇଆଡେ ସିଆଡେ।ଡବଲ ଇଞ୍ଜିନ ଅସୁଵିଧା କ'ଣ?କେନ୍ଦ୍ର ଦବ। ନହେଲେ ସରକାର କରିକି କ'ଣ ଓଡ଼ିଶା ଲୋକଙ୍କୁ ଵୋକା ଓଲା ଭାବିଚ।

  • @sudhakarmohanty4725
    @sudhakarmohanty4725 Před 3 dny

    ଭଲ ହୋଇଛି

  • @RangaJani-ge3fb
    @RangaJani-ge3fb Před 6 dny +2

    ଭାପାରେ 🤔🤔🤔ଏତେ ଯୋଜନା ବିଜେପି ମୁତି ପକାଇବ

  • @user-fy8wl6hp1b
    @user-fy8wl6hp1b Před 8 dny +9

    Next congress

  • @odiachannel8024
    @odiachannel8024 Před 7 dny +1

    Election bele ate tanka Banta ହଉଚି ଆସୁଛି କୋଉଠୁ ଏବେ ଯୋଜନା ପାଇଁ ତାଙ୍କ ନାଇ କହୁଚ କଣ ଆସିବ କୋଉଠୁ

  • @subashchnayak681
    @subashchnayak681 Před 7 dny +2

    ରଙ୍ଗ ବଦଳେଇବାରେ ରାଜସ୍ୱ ପାଣ୍ଠି ଅଛି ତ ନା ନାହିଁ। ଲକ୍ଷ୍ମୀ ବସ୍ ଗୁଡ଼ା ଗେରୁଆ କରିଦେଲ ଯେ ।
    ସେ ପଇସା କେଉଠୁ ଆସିଲା। ଗାଣ୍ଡିମରା ସରକାର

  • @user-ny8yu5rl4d
    @user-ny8yu5rl4d Před 7 dny +1

    BJP immediately take action plan for light 300 units relax.

  • @rockymahapatra3782
    @rockymahapatra3782 Před 4 dny

    ଖୁବ କମ ଦିନ ଆମ ବଜେପି ସରକାର 👍👍

  • @puskarsahoo1391
    @puskarsahoo1391 Před 8 dny +4

    Ebe nuhna … 2028 re sabu jojana haba

  • @rameshdumal9386
    @rameshdumal9386 Před 8 dny +3

    ରାତିଛାପା ଆରୁ ଦେବ ବିଜେପି ବାଲେ

  • @amarmartha556
    @amarmartha556 Před 4 dny

    ସ୍ଵାସ୍ତ୍ୟ, ଶିକ୍ଷା, ପାଣି ପ୍ରଥମ କାମ, ଆଉ ସବୁ ପଛ କଥା

  • @user-qh1xe5eh6w
    @user-qh1xe5eh6w Před 7 dny +1

    Naveen babu jindabad

  • @GVaraprasad-gs4ye
    @GVaraprasad-gs4ye Před 7 dny +1

    kbk dist loko modiguaranty prothi bohuth asakoruchonthy adivasi somaj vunnothihoijibo😊

  • @nkpuati7790
    @nkpuati7790 Před 17 hodinami

    Bharat Sarkar ko pura status

  • @bidyabhusanmohanty387

    Very good

  • @user-nt9lo5cg2b
    @user-nt9lo5cg2b Před 6 dny

    Please cm sir apana Kaha kthaku darantunahin kahinkina apananka dukha,sukha ra satthire ame sabubele achhu Jay jagarnth

  • @user-he4ng5fm7t
    @user-he4ng5fm7t Před 3 dny

    Right katha

  • @antaryamimishra449
    @antaryamimishra449 Před 7 dny +1

    ମୋହନ୍ ବାବୁ ଆମ ମୁଖ୍ୟ ମନ୍ତ୍ରୀ ଶେଷରେ କଣ କରିବେ କୁଞ୍ଜ ବଣରେ ବଂଶୀ ବାଜାଇବେ

  • @chanduramhembram2025
    @chanduramhembram2025 Před 6 dny

    ଧାନ ବିକ୍ରି କରି ଦେବେ

  • @ajaykumarnaik8542
    @ajaykumarnaik8542 Před 6 dny +1

    ଚାକିରୀ ଦୁଇ ଲକ୍ଷ ଦେବେ ଦାଦନ ଯିବାକୁ ହେବ ନାହିଁ

  • @debasishmeher7942
    @debasishmeher7942 Před 3 dny +1

    ଯେମିତି ନବିନ ସରକାର ଥିଲା ବେଳ କରୁଥିେଲ

  • @MaheshwariMedia
    @MaheshwariMedia Před 7 dny +3

    ୩୦୦ ୟୁନିଟ ବିଜୁଳି କାହିଗଲା ବିଜେପି ଶରକାର ତର ମାକେ ଗିହାମିଜେ

    • @SHINGHAMBOSS
      @SHINGHAMBOSS Před 3 dny

      Nai gihaba dada deba 300 yunit😂😂😂😂

  • @user-kb6wr3bk5j
    @user-kb6wr3bk5j Před 8 dny +3

    Ahuri jojanahaba

  • @jagdishsarangi4831
    @jagdishsarangi4831 Před 8 dny +1

    BJP e sabu natak karuchi sabu TAX rise karibaku. Ebe BJP ra asali rupa ta dekhiba. Vehicle tax petrol diesel upare tax liquor re tax. Aau middle class rahibeni odisa re. BJP asila re.

  • @amulyagadatia1569
    @amulyagadatia1569 Před 6 dny +1

    ହରବର ହେଲେ ଆଣ୍ଠୁ ଗଣ୍ଠି ଫଟିବା ଆରାମ ସେକର ମୋହନ ମାଝୀ

  • @fatefaith5147
    @fatefaith5147 Před 8 dny +2

    Dbl engine centre deba।Andhra nela। odisha kahinki anibani।

  • @user-mj2wz9ns6r
    @user-mj2wz9ns6r Před 6 dny +2

    Khali bhasan kama pain paisa nahi 😂😂😂😂 jay bjd jay Naveen ❤

  • @krushnaverygoodsirsanta7275

    Emane Nabin bhalia desa Chalai Paribe nahin

  • @urmilasahoo5807
    @urmilasahoo5807 Před 8 dny +2

    Ate Yojana kn darakara Bekari samasya dura kale sabu thik heba.

  • @Suresh-kj7ky
    @Suresh-kj7ky Před 2 dny

    Double ଇଞ୍ଜିନ ସରକାର ର double କାମ( ବିକାଶ )ବି ହେବା ଦରକାର

  • @MariamMariam-wv9my
    @MariamMariam-wv9my Před 4 dny

    Thik hauchhi ebe

  • @aravindapattanayak2966

    You are right sir

  • @sujitbiswal3006
    @sujitbiswal3006 Před 3 dny

    First disqualified rich person's who is not illegible for Ration card🎉

  • @samantakumbhar1909
    @samantakumbhar1909 Před 12 hodinami

    ଲୋକ ଙ୍କ ଘର ଭାଙ୍ଗିଲେ ଲୋକ ସବୁ ପ୍ରତିଶୃତି ଭୁଲିଯିବ

  • @TheSayeed2009
    @TheSayeed2009 Před 8 dny +2

    Kendra pakhare Chandra Babu Naidu kun 1st installment re 1 lakh Cr debe. Odisha ku bhi setiki debe.

    • @i_amhbb
      @i_amhbb Před 8 dny

      Tama kaana tale kahithile😂😂

  • @user-rw4qz4zd2r
    @user-rw4qz4zd2r Před 3 dny

    Sarakri jaga re bahut barasa ru rahi asuthiba lakanku pata dia aau paisa nia lakabi khush aau sarkar ra paisa chinta ru mukti

  • @timishraikatimi5969
    @timishraikatimi5969 Před 3 dny

    Jadu Malam mohan majhi koro petrol, diesel achi Seitafree debe sir

  • @gangadharmishra1403
    @gangadharmishra1403 Před 6 dny

    Tanka ei odishare achhi.Thik batare gale prachura tanka milijiba.

  • @udechandradash6142
    @udechandradash6142 Před 4 dny

    ସତ କଥା

  • @harekrushnapradhan4404

    Voter nka tharu Chanda adaya kara

  • @jayadevbiswal5814
    @jayadevbiswal5814 Před dnem

    ଆରେ ଖାଇ ପିଇ ଗୋରା ହେଇଜା

  • @JayakrushnaPradhan-ui8ig

    ଜ୍

  • @subodhasunani8436
    @subodhasunani8436 Před 3 dny

    ମୋ ପାଖରେ ଟଙ୍କା ଆସିବାର ଭଲ ବାଟ ଅଛି ସୁଣିଵ ତ କହିଵି

  • @DharmendraSethi-qv5hi

    😊😢😢

  • @bibekanandaprusty651
    @bibekanandaprusty651 Před 8 dny

    New survey of Ration card with assuring ration to illegible consumers. Incentives to youngs for co-operative farming to increase production like potatoes, onions, wheat and fisheries, poultry to avoid crisis with self dependant in this regards. Habits of alcohol to be controlled for healthy society. Bringing a huge amount of financial aids for our state, checking corruption to save the budgetary imbalance.

  • @bibhuprasadcreation2512

    A kichhi karibani sabu rate badheiba,,,,,

  • @SumantaSahu-mi1ve
    @SumantaSahu-mi1ve Před 6 dny

    Ratna Bhandar Khula

  • @ramakantabehera2791
    @ramakantabehera2791 Před 7 dny

    Double engine sarkar.Then Centre will provide otherwise you will go out.

  • @user-hd6de6ei8n
    @user-hd6de6ei8n Před 5 dny

    Comment padiba Mazza aasuchhi

  • @KalandiMahanta-wc6qn
    @KalandiMahanta-wc6qn Před 7 dny

    Bala achhi je sunu pampada khaiba
    Sabuta 5t re ses au ka development haba jaha income haba pocket re pura

  • @Sibanarayanamohanty
    @Sibanarayanamohanty Před 4 dny

    Naparibrijayandiyamoaanbabu

  • @SonamKhan-wy1kq
    @SonamKhan-wy1kq Před 2 dny

    nijuku na Ante....Aau sahi padissa baante bjp .....

  • @himanshuparida7011
    @himanshuparida7011 Před 6 dny

    ସବୁ ହାୱା ରେ ବାଇଆ 😂😂😂😂😂

  • @narayanmohapatra7872
    @narayanmohapatra7872 Před 7 dny

    Ethi pain bsky jojana band kari sei money re dhana msp, badhakya bhata, subhadra yojana, chalu karantu, loke swasya pain govt medical jibe

  • @pupunaseth7385
    @pupunaseth7385 Před 6 dny

    Mahana pandiyan ku dako tathu sikha kemiti chaliba jajana Khali pana khai katha kahile kichi labha nahi

  • @biratparida2289
    @biratparida2289 Před 7 dny

    It's quite impossible

  • @haraprasadjena590
    @haraprasadjena590 Před 5 dny

    Asiba ta bapa jamibadi bikiki deba mohan majhi

  • @chandramajhi8049
    @chandramajhi8049 Před 7 dny

    Ye bjp o congress vote aagaru lova dekhaanti paaribajadi nisaa drabya maansa banda kara

  • @user-hz1zo4mt5b
    @user-hz1zo4mt5b Před 22 hodinami

    BJP Sarkar dai

  • @dillippradhan3536
    @dillippradhan3536 Před 7 dny

    Sabu jojona Band karajau

  • @ALOKRANNJANDASH
    @ALOKRANNJANDASH Před 7 dny

    It is a double-engine government without fuel and a good driver to run it. Blaming others is easy, but executing and maintaining a project is not. Our Odia IAS officers are working hard in other states , and no one blames them like this. Our Odia people pull legs when they see development and success of own state or people. That's why we are always behind..

  • @surajdjss3393
    @surajdjss3393 Před 5 dny

    Sabu jojo na band karajau ,lokamane kamakaribe nahi, athe pae sarkar da e

  • @jagdishsarangi4831
    @jagdishsarangi4831 Před 8 dny

    Drama karuchanti jumla Sarkar BJP sabu TAX badheibalagi. Old disease of BJP. Jumla Company

  • @Jagannathstudio-io2se

    Dekhajau agaku kn kn houchi

  • @sudarsanmaharana4717
    @sudarsanmaharana4717 Před 7 dny

    Vote ପୂର୍ବରୁ ବିଜେପି କହୁଥିଲା ଆମେ ସବୁ ଛୋଡ଼ି ପକାଇବୁ ଏବେ କଣ ଗାଣ୍ଡି ଫାଠୁଛି କିଛି ଯୋଜନା ଏପଯ୍ୟନ୍ତ ହେଇପାରୁନି

  • @pramodrout5009
    @pramodrout5009 Před 6 dny

    Jadi paesa nahi bass kalara karucha paesa kauthu asuchi

  • @abhijitabhi7357
    @abhijitabhi7357 Před 7 dny

    Jahabi kara muda purana kara aga vata brudhi kara auu kalia jojana diea

  • @LAXMU-vl6gn
    @LAXMU-vl6gn Před 8 dny +9

    Bjd good

  • @svs5526
    @svs5526 Před 6 dny

    Double Engine kana taani paruni

  • @biswamitrasahu6608
    @biswamitrasahu6608 Před 7 dny

    ଯଦି ପାଣ୍ଠି ନାହିଁ bjd nabin patanaik ku sadide

  • @sanatansahu5805
    @sanatansahu5805 Před 7 dny

    Arthara abhab Odissare . Tebe Rajyara kichhi Ansha bikri karidia

  • @giridharidandasena4034

    Au chitfond jamakari nka katha bhuligale ki

  • @padmabatidash6115
    @padmabatidash6115 Před 3 dny

    Danga.budeiba.ki.he..asu.asj..paisa.nahin.nabinka.hataku.teki.dia.pariba.nahi

  • @youthtub1264
    @youthtub1264 Před 4 dny

    Neu chi na Abe poisa 436 bank pmjjby re tanka without public icha re..

  • @ratikantamunda6151
    @ratikantamunda6151 Před 5 dny

    Bidhayak darama kati dio

  • @NiluMallick.mu9or
    @NiluMallick.mu9or Před 5 dny

    B j d bagha bjp chheli . Banda chhodi paribeni