Argus Big Breaking Live | କଡା ନିଷ୍ପତ୍ତି - ସ୍ପଷ୍ଟ ବାର୍ତ୍ତା | 30 July 2024 | Argus News

Sdílet
Vložit
  • čas přidán 7. 09. 2024
  • Argus Big Breaking Live | କଡା ନିଷ୍ପତ୍ତି - ସ୍ପଷ୍ଟ ବାର୍ତ୍ତା | 30 July 2024 | Argus News
    #ArgusNews #argusbigbreaking #breakingnews #mohancharanmajhi #odisha #rajeshpandit
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 518

  • @user-gt6oq9me1x
    @user-gt6oq9me1x Před měsícem +61

    ଉଚିତୀ, କାର୍ଯନୁଷ୍ଠାନ

    • @BhaktaPati
      @BhaktaPati Před měsícem +1

      Gote app karajau 5t valia jouthi .durniti haba jou bivagare lokamane information debe message hau ba vdo hau sange sange government action neba

  • @user-oy6ej2lo1w
    @user-oy6ej2lo1w Před měsícem +118

    ଏ ଭଳି ଶାସନ ହେବା ନିହା ତି ଆବଶ୍ୟକ ହେବା ଉଚିତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆଇନ ର ଅଧିକାରୀ ଥିଲାବେଳେ ଭକ୍ଷକ ସାଜିବାର ଅନେକ କେଶପୂର୍ବରୁ ଅନେକ ନ୍ୟାୟ ମିଳିଲା ନାହଁ ଏବେସାବାଡ ହେବେ

    • @rudranshmallick3861
      @rudranshmallick3861 Před měsícem +5

      bhai,bhala katha kintu rajya pala pua kan aain urdhare ki ,se kathapi tike kuha +paid media

    • @narendrahembram4495
      @narendrahembram4495 Před měsícem +4

      Rajyapal Puanka khetra re bilamba
      Kahiki ?

    • @hariharpatnaik8500
      @hariharpatnaik8500 Před měsícem +3

      ​@@rudranshmallick3861you are right.What action taken against Governor son

    • @amarbhoi8373
      @amarbhoi8373 Před 25 dny

      Jayajagannatha...balangirajila...❤🎉😢😮😅😂🎉❤...

  • @subashchandradas1638
    @subashchandradas1638 Před měsícem +44

    ମୋହନ ସରକାର ତ୍ୱରିତ ପଦକ୍ଷେପ ନେଲେ ଆଉ କେହି ଆଙ୍ଗୁଠି ଉଠାଇ ପାରିବେନି।

    • @manasimohanty942
      @manasimohanty942 Před měsícem

      Raijya pal ra puuoku ghant ghadi rakhi chani mohan majhi,

  • @panchabhue
    @panchabhue Před měsícem +40

    ଏଭଳି ଶାସନ ହେବା ଉଚିତ୍

  • @niharpalai3774
    @niharpalai3774 Před měsícem +29

    ସଠିକ୍ ପଦକ୍ଷେପ 🙏
    ନବୀନ ବାବୁଙ୍କ କଳା ଦୁର୍ନୀତି ର ପର୍ଦ୍ଦାଫାଶ ଜଲଦି ହେଉ

  • @SalkhanHembram-yp5us
    @SalkhanHembram-yp5us Před měsícem +35

    ମୋହନ ମାଝୀ ଜିନ୍ଦାବାଦ ନବୀନ ପଟନାୟକ ମୁର୍ଦାବାଦ

    • @krushnajani3224
      @krushnajani3224 Před měsícem

      Are bhai jindabad to thik achhi murdabaad word use Kariba thik nuhen😂

  • @srikantakumarhota6134
    @srikantakumarhota6134 Před měsícem +53

    ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରାଗଲା।ଏହିଭଳି ବହୁତ ରାନଡୁଆ ପୋଲିସ ଅଛନ୍ତି। ସେମାନକୁଂ ଗିରଫ କରିବା ଦରକାର।

  • @gunanidhinaik3699
    @gunanidhinaik3699 Před měsícem +88

    ବହୁତ ବହୁତ ଧନ୍ଯବାଦ ବର୍ତ୍ତମାନ ର ସରକାରଙ୍କୁ।

    • @manasimohanty942
      @manasimohanty942 Před měsícem +2

      Raijya pal puuo ta arrest hauni???ki sarkar, padobi re thai thai Raijya palnku surokhya dia jaauchi, 7 tarik ra case ku mone pokantu, mohan majhi😂 sara odishavbasi chani rahi chanti

    • @eodia6475
      @eodia6475 Před měsícem

      ଆଖି ବୁଜି ଯେମିତି bjp କୁ ଦେଲେ ସେହିପରି ଆଖିବୁଜି bjd କୁ ୨୦୨୯ ରେ ବାଜା ବଜେଇ ନେଇ ଆସିବା । ଆଉ ମିଡ଼ିଆ କଥା କିଛି ଶୁଣିବା ନାହିଁ। ସେ ଅର୍ଗୁସ୍ ହଉ କିମ୍ବା ନନ୍ଦିଘଷ କାହାର କଥା ଶୁଣିବା ନାହିଁ।

    • @eodia6475
      @eodia6475 Před měsícem

      ଗୁଜରାଟୀ ସରକାର କୁ ଖାଇବାକୁ ଦବାନି। ଆମ ଓଡ଼ିଶା ର ସରକାର କୁ ଖାଇବାକୁ ଦବା ରାଜ୍ୟ ଆଗକୁ ଯିବ।

    • @KeertyGagarai
      @KeertyGagarai Před měsícem

      Au bjd asibani re pua loop heijiba​@@eodia6475

  • @user-fw1wk1xh8d
    @user-fw1wk1xh8d Před měsícem +72

    Mohan sarakaranku କୋଟି କୋଟି ପ୍ରଣାମ.
    ଧର୍ମ ର ହେବ ଜୟ.

  • @trilochanpatnaik6321
    @trilochanpatnaik6321 Před měsícem +36

    Aurgus ଚାନେଲ କୁ ବହୁତ ବହୁତ ଧନ୍ୟବାଦ। ଏ ପ୍ରକାର ନଷ୍ଟ ଚରିତ୍ର vip ଅଫିସର ମାନଙ୍କୁ ଲୋକଲୋଚନକୁ ଆଣୁ ଥିବାରୁ। ଏ ପ୍ରକାର ଅପରାଧୀଙ୍କୁ ମୁହଁରେ ଚୂନ କଳା ବୋଳି ରାସ୍ତାରେ ବୁଲେଇବା କଥା।

  • @ranjanmohanty9098
    @ranjanmohanty9098 Před měsícem +34

    ଜୟ ଜଗନ୍ନାଥ

  • @prakashkumarjena.babusan.n3760
    @prakashkumarjena.babusan.n3760 Před měsícem +31

    ଅତି ସୁନ୍ଦର ପଦକ୍ଷେପ ଜୟ ମୋହନ ଭାଇ 👌👌🙏🙏🙏

  • @surendrabadamundi7275
    @surendrabadamundi7275 Před měsícem +28

    ଲାଳୁଆ ଅଫିସର, ବୃଦ୍ଧା କାଳେ ବାଲ୍ୟ ଲିଳା,

  • @sudhirsahoo7942
    @sudhirsahoo7942 Před měsícem +27

    Very very good decision of Mohan sarkar

  • @amitakar948
    @amitakar948 Před měsícem +30

    ସରକାରୀ ଚାକିରୀ କରି ଏମିତି ଭୁଲ କେମିତି କରୁଛନ୍ତି ବାବୁ ଙ୍କ ମନ ମାନି ଛାଡ

  • @subashchandradas1638
    @subashchandradas1638 Před měsícem +40

    ଏହିପରି କାର୍ଯ୍ୟାନୁଷ୍ଠାନ ହେଲେ ଲୋକ ପସନ୍ଦ କରିବେ।

  • @sewanayak945
    @sewanayak945 Před měsícem +45

    ମିନିମୋମ10ବର୍ଷ ସସ୍ପେଣ୍ଡ ହେବା ଦରକାର ନହଲେ ସସ୍ପେଣ୍ଡକୁ କେହି ବାଳରେ ଖାତିରି କରିବେନି 🙏

    • @nayakk.c2621
      @nayakk.c2621 Před měsícem +4

      Aajibon gail diya jau sollaku

    • @raghumaninayak9593
      @raghumaninayak9593 Před měsícem +1

      ଆଇନ ମନ୍ତ୍ରୀ ଭଳି କଥା କହିଲେ ସବୁ ସମସ୍ୟା ଏକାଥରେ ସମାଧାନ ହୋଇଯିବ, ସମସ୍ୟାକୁ ପ୍ରତ୍ୟକ ଦିଗରୁ ଅନୁଧ୍ୟାନ କଲାପରେ ଯଦି ଅସମୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳେ ତାହାହେଲେ ଦୋଷୀ ଆଇନଗତ ଦଣ୍ଡ ମିଳିବ

  • @biswanathmohapatra3421
    @biswanathmohapatra3421 Před měsícem +84

    ନବୀନ ଙ୍କ ଉପରେ ଆକ୍ସନ ଆଗ ନିଆଯାଉ

  • @ମୁଁନବୀନ_ପାଣ୍ଡୁ

    Faisla on the spot
    Thank you mohan sir🙏

  • @chhabindramajhi1307
    @chhabindramajhi1307 Před měsícem +11

    Thank you C M sir Jay jagannath

  • @abhayananda1981
    @abhayananda1981 Před měsícem +13

    ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଦେବା ସରକାର ପ୍ରଥମ କର୍ତ୍ତବ୍ୟ । ଭୁଲ କରିଥିଲେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ।
    କଠୋର ରୁ କଠୋର ପଦକ୍ଷେପ ନେବାକୁ ଅନୁରୋଧ ।

  • @rajkishormohanty3243
    @rajkishormohanty3243 Před měsícem +9

    Thanks for Majhi Sararakar
    🙏🙏🙏👍👍👍👍🙏🙏🙏🙏

  • @hemantadas8555
    @hemantadas8555 Před měsícem +17

    Super super excited ❤❤❤❤

  • @chandramaninanda1963
    @chandramaninanda1963 Před měsícem +16

    Very good action, Thank you sir.

  • @buddhadevpradhan4137
    @buddhadevpradhan4137 Před měsícem +7

    Argus the best news channel
    Durgasis Sir love You

  • @maheswarbarik1864
    @maheswarbarik1864 Před měsícem +13

    Very good decision. Welcome

  • @RankandhiJena-iq2sg
    @RankandhiJena-iq2sg Před měsícem +6

    ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ବାଡେଇଲେ? କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଇନ୍ କୁଆଡେ ଗଲା? ସେଥିପାଇଁ ଯଦି ଶୀଘ୍ର ପଦକ୍ଷେପ ନିଆଯାଉ।

  • @nareshbhanj5463
    @nareshbhanj5463 Před měsícem +9

    ପ୍ରତ୍ୟେକ ଓଡ଼ିଆ ଏହି ପରି କଡା ଓ ଆଇନସଂଗତ କାର୍ଯାନୁଷ୍ଠାନ ତତ୍କାଳୀନ ଓ ତାଜା action ନିହାତି ଦରକାର ଯାହା ସ୍ପଷ୍ଟ ସଂକେତ ଦେବ ପ୍ରଶାସନିକ ଫର୍କ ତତ୍କାଳୀନ ସରକାର ଏବଂ ବର୍ତ୍ତମାନ ସରକାର ମଝିରେ ।

  • @sadanandmohanty3537
    @sadanandmohanty3537 Před měsícem +5

    Jay sriram Jay jagannath Jay Mohan Bhai Sarkar Jay Modi ji 🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐

  • @purnachandranaak720
    @purnachandranaak720 Před měsícem +5

    ମନମାନି ଚାଲିବ। ମୋହନ ସରକାର କିଛି କରିପାରିବେନି।ମୋହନ ବାବୁ ଦୟାକରି କହିବେକି,ଭୋଟ ପୁର୍ବ ରୂ ଯାହା କହିଥୀଲ ତହା କରୁଛ

  • @asutoshbiswal7173
    @asutoshbiswal7173 Před měsícem +9

    Good action 👍👍

  • @shankardmishra121
    @shankardmishra121 Před měsícem +9

    ଦୁର୍ଗଶିଷ ବାବୁ, 5ଟି chairman ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? 2 ମାସ ସରକାର ହେବାକୁ ଯିବ?

  • @chintamanibehera6928
    @chintamanibehera6928 Před měsícem +9

    Thank you mohan sir

  • @user-fy9mw5qr3f
    @user-fy9mw5qr3f Před měsícem +7

    Very nice mohan maji

  • @dolabratameherdolabratameh9434

    Best action CM

  • @acharyauniversaltube7757
    @acharyauniversaltube7757 Před měsícem +8

    Argus Jindaabaad. Durgasish Bhaai Jindaabaad

    • @manasimohanty942
      @manasimohanty942 Před měsícem

      Wrong, odisha ra mukho sachib puura karo nama kahinki argue news prasar karuni, ????argue news hauchi SARKAR SETHIPANITA MOHAN MAJHI SILENT, TAKU AGGO CLEAR KARNTU???TAHALE JAAI ODISHA BASI JANIBE

    • @acharyauniversaltube7757
      @acharyauniversaltube7757 Před 14 dny

      @@manasimohanty942 ଆରେ ମାଡାମ୍, ରୁହନ୍ତୁ ଟିକେ। ଏଇ ମାସେ ଦୁଇ ମାସର ସରକାର ଉପରେ ଏତେ ଜଲଦି ଚଢ଼ାଉ କରିବା ଠିକ୍ ନୁହଁ।ଆଗ ୨୪ ବର୍ଷ ଶାସନ କରିଥିବା ସରକାର୍ ର ହିସାବ ନିକାଶ ସରୁ।

  • @manasranjanpanda5918
    @manasranjanpanda5918 Před měsícem +4

    ରାଜ୍ଯପଲ୍ ପୁଅ କଣ ତୁମର ସଙ୍ଗାତ , ଯେ ସେ ବାହାରେ ବୁଲୁଛି . ଶଳା ଗୋଧି ମିଡ଼ିଆ

  • @Katak_Dk
    @Katak_Dk Před měsícem +21

    କେବଳ ଶସ୍ପେଣ୍ଡ ନୁହେଁ ଭିତରେ ପୁରେଇବା ଦରକାର FIR ହେବା ଦରକାର

  • @akshayakandi9800
    @akshayakandi9800 Před měsícem +7

    Very good disison

  • @AkshayKumar-ze8ok
    @AkshayKumar-ze8ok Před měsícem +6

    Very good action

  • @shibakumarsahu2400
    @shibakumarsahu2400 Před měsícem +5

    Mahan sarkar jindabad

  • @KrishnaDulduliGandapali
    @KrishnaDulduliGandapali Před měsícem +3

    ଧର୍ମ ର ଜୟ ହେଉ

  • @brajaraj-ce6jg
    @brajaraj-ce6jg Před měsícem +5

    Very.good.mohon.sir

  • @kumarnitu4203
    @kumarnitu4203 Před měsícem +4

    Good step

  • @tufanchandradas1060
    @tufanchandradas1060 Před měsícem +6

    ଏହା ନବୀନ ପଟ୍ଟନାୟକଙ୍କ ଶାସନ ନୂହେଁ ।

  • @bhagirathipradhan4590
    @bhagirathipradhan4590 Před měsícem +6

    Good action cm Mohan Majhi

  • @kanjiaranjitkumar3824
    @kanjiaranjitkumar3824 Před měsícem +3

    Thanks 🙏🙏🙏👍. Argus. News. Kintu. Rajyapalanka. Pua. Bisayare. News. Dekhantu. Kanahela

  • @dalumahakud2723
    @dalumahakud2723 Před měsícem +4

    Great job 🙏🙏

  • @user-tv1ts8sm9g
    @user-tv1ts8sm9g Před měsícem +5

    Right sir

  • @Puspa-lata
    @Puspa-lata Před měsícem +2

    ଏଇଟା କିଛି ବଡ଼ କଥା ନୁହେଁ, ଯୋଗୀ ସରକାର ପରି ପୋଲିସ ଷ୍ଟେସନ ରେ Curroption ବିରୋଧରେ ରେଡ କରନ୍ତୁ ମୋହନ ବାବୁ, ତାହେଲେ ଓଡିଶା ଲୋକଙ୍କ ଭରସା ଯୋଗ୍ୟ ହୋଇପାରିବେ ❤❤❤

  • @user-fq5gb9ep9e
    @user-fq5gb9ep9e Před měsícem +1

    ସାରା ଓଡିଶା ବାସୀଙ୍କ ତରଫରୁ ମୋ ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ସତ୍ୟର ନିଷ୍ପତି କୁ ମୁ କୋଟୀ ପ୍ରଣାମ ଜଣାଉଛି ଆମ ମୁଖ୍ୟ ମନ୍ତ୍ରୀଙ୍କୁ,ଜୟ ଶ୍ରୀ ଜଗନ୍ନାଥ ❤ ।

  • @maatarinimusicwaves
    @maatarinimusicwaves Před měsícem +1

    ସତ୍ୟ ଯୁଗ ଆସିଯାଇଛି ଜୟ ମୋହନ sir 💯👏👏👏👏👏👏

  • @bimalbiswalbipin
    @bimalbiswalbipin Před měsícem +3

    Congratulations Mohan jee

  • @jeetendrakumarmohanty2963
    @jeetendrakumarmohanty2963 Před měsícem +3

    ମୋହନ ସରକାର ଅଦ୍ଭୁତ ପୂର୍ବ ଆକ୍ସନ ନେଉଛନ୍ତି ଓ ଆଗକୁ ଆହୁରି ନେବେ।

  • @KashmirLove09
    @KashmirLove09 Před měsícem +1

    ବହୁତ ସୁନ୍ଦର ଜୟ ହୋ ବିଜେପି ସରକାର 👌👌👌🌷🌷

  • @mohanmallick6255
    @mohanmallick6255 Před 12 dny +2

    Bahut bahut dhanyabad M,Majhi. Darakara ku Jai odisha

  • @MNMP2024
    @MNMP2024 Před měsícem +4

    A bold step taken by the Honourable Chief Minister !!

  • @ashokdash1599
    @ashokdash1599 Před měsícem +4

    Good

  • @SanandaPradhan-p4g
    @SanandaPradhan-p4g Před měsícem +4

    Mohan Babu Jai Jagannath

  • @user-pt2yo7sr7v
    @user-pt2yo7sr7v Před měsícem +2

    ମୋହନ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ ଜୟଶ୍ରୀ ରାମ

  • @surathachandrajena9514
    @surathachandrajena9514 Před 26 dny +1

    ବିଜେପି ସରକାରର ଯୋଗ୍ୟତମ ତୁଙ୍ଗନେତା
    ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଏଭଳି କଡା ପଦକ୍ଷେପ ସ୍ୱାଗତ ଯୋଗ୍ୟ । ବହୁତ ଧନ୍ୟବାଦ ।ଜୟ ବିଜେପି ।🎉🎉🎉

  • @alekhbiswal8803
    @alekhbiswal8803 Před měsícem +3

    I salute My cm of odisha, Jagannath help you sir

  • @JitenBag-xh6ek
    @JitenBag-xh6ek Před měsícem +4

    Dhanyawad mohan majhi cm sir

  • @gandharbanayak5660
    @gandharbanayak5660 Před měsícem +9

    God blessed🙏 mohan majhi ! Aapananka e vali padakhepa ku odisha basi chanhu thile ! Tenu aapana nku odisha basi nka anurodha aapana pihu pari mamita mahanga ra naya diantu🙏🙏🙏

  • @srikrushnamohanty3499
    @srikrushnamohanty3499 Před měsícem +3

    Right decission of our popular CM at right time
    Keep it up CM sir.

  • @rabaneswarbehera4271
    @rabaneswarbehera4271 Před měsícem +6

    Thank you Mr Mohan Majhi, Good CM Odisha for taking action against him.

  • @manoranjsahoo9197
    @manoranjsahoo9197 Před měsícem +8

    Number 1cm ki Number 1ghotla bajao tum saab ko naya cmo ki terapsey ekk gifts 🎁 apna maney khushi ta a

  • @bikashkumarnayak6249
    @bikashkumarnayak6249 Před měsícem +3

    I salute you mohan sir thank u

  • @pradiptabiswal9247
    @pradiptabiswal9247 Před měsícem +1

    Argus news କୁ ଧନ୍ୟବାଦ ‌।

  • @amarendramishra7839
    @amarendramishra7839 Před měsícem +11

    WELL DONE MOHAN MAJHI SIR. SALUTE TO YOU👍👍👍👍👍👍👍

  • @ramakantmahanta6994
    @ramakantmahanta6994 Před měsícem +5

    ଅତିଶୀଘ୍ର ପୂର୍ବତନ ନେତାମନ୍ତ୍ରୀ ଙ୍କୁ ମଧ୍ଯ ଗିରଫ କରିବା ଉଚିତ୍ ।

  • @Singh77359
    @Singh77359 Před měsícem +1

    ଜା ହଉ ୨୫ ବର୍ଷରେ ସୁଣିନଥିବା କଥାଟେ ସୁଣିଲି ମାଗଣାପଛେ ନ ମିଳୁ ହେଲେ ଅପରାଧି ଦଣ୍ତପାଉ ଓ ଗରିବଲୋକ ନ୍ୟାୟପାଉ

  • @gangadharsatapathy316
    @gangadharsatapathy316 Před měsícem +2

    ଆଜ୍ଞା 🙏🙏 ଆପଣ ଜଣେ ଅତି ସଚ୍ଚୋଟ IS Officers । ଅଶେଷ ଅଶେଷ ଧନ୍ୟବାଦ୍। ଆପଣଙ୍କୁ ଭଗବାନ୍ ଦୀର୍ଘାୟୁ କରନ୍ତୁ।

  • @lokanathbishoyi7456
    @lokanathbishoyi7456 Před měsícem +4

    MAHANA. BABU. VARI. GOOD❤❤❤❤❤❤❤❤❤❤❤

  • @dharanidhararout3663
    @dharanidhararout3663 Před měsícem +3

    10ବର୍ଷ ସସ୍ପେଣ୍ଡ ହେବଦରକାର

  • @user-zz7qw7rk2c
    @user-zz7qw7rk2c Před 19 dny +1

    ଆଇନ ଯେଉଁଠି ଦୁର୍ବଳ ହୋଇଯାଏ ସେଠି ଜନମତର ଆବଶ୍ୟକତା ଅଛି

  • @anjaliray1011
    @anjaliray1011 Před měsícem +8

    ସାଧାରଣ ଲୋକ ଏ ପୋଲିସ ଠାରୁ କି ନ୍ୟାୟ ଆଶା କରିବେ

  • @BasantaJena-zv5yi
    @BasantaJena-zv5yi Před měsícem +1

    ସାର ମୟୂରଭଞ୍ଜ ପୋଲିଶ ରାସଗୋବିନ୍ଦ ପୁର ଥାନା ଅଫିସର ମାନଙ୍କୁ ଟ୍ରାନ୍ସଫର ହବା ଦରକାର 🙏

  • @acharyauniversaltube7757
    @acharyauniversaltube7757 Před měsícem +4

    ଆପଣଙ୍କ ଯୋଗୁଁ ମୁଣ୍ଡ ଟେକିବାକୁ ସାହାସ ହେଉଛି। ଆପଣ ଟିକେ ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର ଉପରେ ନଜର ପକାନ୍ତୁ। ଏଠି GA dept ର approval ଅଫିସର ଜାଗା ନେଇ ଘର ବନେଇ ଛନ୍ତି। ରାସ୍ତା କୁ ମଧ୍ୟ ମାଡ଼ି ବସିଛନ୍ତି। ତାଂକ ଦେଖାଦେଇଛି ଅନ୍ୟ ମାନେ ମଧ୍ୟ ସେମିତି କରୁଛନ୍ତି। Public ପାଇଁ ରାସ୍ତା ବହୁତ ସଂକୀର୍ଣ୍ଣ। ଆଉ Utkal hospital ତ ତା'ର ମନମାନି କରିଚାଲିଛି। ଯେଉଁଠି ଇଛା ସେଇଠି ତା'ର parking ଜାଗା ବନେଇ ଦେଉଛି। ରାତି ରାତି ତାଂକର ଜମି ଖୋଳିବା କାମ ହେଉଛି ଯେ, ଠିକ୍ ରେ ଶୋଇ ହେଉନି। ଚନ୍ଦ୍ରଶେଖରପୁର ଥାନାରେ କହି କହି ଥକିଗଲୁଣି, କେହି ଶୁଣୁ ନାହାଁନ୍ତି। ଦାଦାଗିରି ତ ବହୁତ ଚାଲିଛି। ଏହାର ସମାଧାନ କେମିତି ହେବ, ଆପଣମାନେ ଟିକେ ବୁଝନ୍ତୁ। ନମସ୍କାର।

  • @bulumalick
    @bulumalick Před měsícem +2

    Thank you sair ❤❤

  • @akpanda833
    @akpanda833 Před měsícem +5

    Pl open case file of ex DG who was a criminal tried to free criminals from jail

  • @sanu3983
    @sanu3983 Před měsícem +15

    Mohan Sarkar jindabad

  • @user-fy9mw5qr3f
    @user-fy9mw5qr3f Před měsícem +3

    Mohan sarakaranku very nice

  • @ame_odia501.
    @ame_odia501. Před měsícem +6

    Thik heci

  • @BiranchiDas-fr1sm
    @BiranchiDas-fr1sm Před měsícem +1

    Mohan sarkaranku bahut bahut dhanyawad ❤❤❤❤❤

  • @user-td2nz9co9j
    @user-td2nz9co9j Před měsícem +3

    All the best right answer turanta namaskar mohan sir

  • @biprapriya
    @biprapriya Před měsícem +2

    କେବଳ ନିଲମ୍ବନ କରିଦେଲେ ଚଳିବନି। ଆଇନ୍ ଅନୁଯାୟୀ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ଏଭଳି ଘଟଣା ରେ ଅଭିଯୁକ୍ତ ଯଦି ଜଣେ ସାଧାରଣ ଲୋକଟିଏ ହୋଇଥାଆନ୍ତେ ତାହେଲେ ତାକୁ ଗିରଫ କରି କୋର୍ଟ ଚାଲାଣ ହୋଇ ସାରନ୍ତାଣି ।

  • @odiaodiamix6985
    @odiaodiamix6985 Před měsícem +4

    Bahut swagat jogya nispati hele khali nilamban kari tv channel re bajile habanahi, drudha karjyanustan habar abasyakata rahichi, ahuri gote katha pending achhi Governor pua kebe girafa heba au bartaman tar kn padakhya niajaichhi spasta karantu?

  • @shrabanpanigrahi6017
    @shrabanpanigrahi6017 Před měsícem +1

    ଆମେ ଅଫିସ କୁ ଯାଉଥିଲେ ଆମ ଛାତି ହଲି ଯାଉଥିଲା ଏବେ ଅଫିସରଙ୍କ ଛାତିହଲିଯାଉ ଏଇଟା ହେଉଛି ମୋହନ ସରକାର🎉🎉🎉

  • @ramchandramandal3539
    @ramchandramandal3539 Před měsícem +2

    କେଳେଙ୍କାରୀ ନବୀନପଟନାୟକ ଯୁଗୁ ଓଡ଼ିଶାବାସୀ ଆଜି ଶୋଷଣ ହେଉଛନ୍ତି, ବିଜେଡି ବାବୁଙ୍କ ଦ୍ୱାରା ।

  • @prafulasingh2267
    @prafulasingh2267 Před měsícem +2

    ବଡ଼ମାଛ ଧରିବା ଦରକାର
    ଅତୀତରେ ନାରୀ କେଳଙ୍କାରିରେ ଲିପ୍ତ ଥିବା ୪/୫ ଟାଙ୍କୁ ଧରି ଜେଲ୍ ରେ ପୁରାଇବାର ବ୍ୟବସ୍ଥା ହେବା ଆବଶ୍ୟକ ।

  • @ramakantachhotaray1002
    @ramakantachhotaray1002 Před měsícem +1

    Pranam Durgashis ,best news coverage of the Govt to sure peoples of Odisha.Thanks, Ramakanta Chhotaray ---From -Odisha -khordha -At po-Sagadabhanga

  • @OtjgbpjSntbdg
    @OtjgbpjSntbdg Před měsícem

    🎉🎉🎉 ଜୟ ମୋହନ ସରକାର ଆକ୍ସନ ମାଷ୍ଟର ଆଉସାଧା ରଣ ଲୋକ

  • @SabarPitambar
    @SabarPitambar Před měsícem +1

    Mohan sarkar good action start nice 🎉

  • @ganeshmahapatra5056
    @ganeshmahapatra5056 Před měsícem +1

    Very good

  • @KumarDev-ri7sx
    @KumarDev-ri7sx Před měsícem

    ଜୟ ମା ମଙ୍ଗଳା ବୁଡିବ ବେଳା
    ଏଥର ଶମାଳ କିଳା

  • @mrdevraj2171
    @mrdevraj2171 Před měsícem +1

    Very nice.....

  • @promadamishra1397
    @promadamishra1397 Před měsícem +5

    ରାଜ୍ୟପାଳ ଙ୍କ ପୁଅ ଉପରେ କେବେ କାର୍ଯ୍ୟନୁଷ୍ଠାନ ହେବ ଟିକେ ଅର୍ଗସ ଟିଭି ଜଣାନ୍ତୁ।ଆଇପିଏସ୍ ବାବୁ ସିନା suspend ଭଲ କଥା କିନ୍ତୁ ମାସେ ହେଲାଣି ରାଜ୍ୟପାଳ ଙ୍କ ପୁଅ ଉପରେ କଣ ହେଲା?ସରକାର ନିରପେକ୍ଷ ନୁହନ୍ତି ଏକଥା ଅର୍ଗସ୍ ସ୍ବୀକାର କରି।

    • @manasimohanty942
      @manasimohanty942 Před měsícem

      Correct ,saokar jani suni silent achinti,mohan sarokar nku ahaa saba paauni,

  • @user-re4eq6mi1y
    @user-re4eq6mi1y Před měsícem +1

    Congratulations Mr, C M
    Very good action 🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷

  • @abinashrath1716
    @abinashrath1716 Před měsícem +2

    Suspend nakari Terminate kariba darakar.