BJP Embraces Bunch of Tainted Leaders | Watch BJD Spokesperson Lenin Mohanty & Ipsita Sahoo Reaction

Sdílet
Vložit
  • čas přidán 23. 05. 2024
  • Watch BJD Spokesperson Lenin Mohanty & Ipsita Sahoo Reaction.
    #bjdspokesperson #leninmohanty #ipsitasahoo #odishabjp #corruptions #odishaelection2024 #bjdvsbjp #bjdodisha #bjddigitalwing #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodisha.in/
    ➠CZcams: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

Komentáře • 409

  • @hirlamarangburujaherayo1009

    ଆଜି BJD ହାରିଲା ବୋଲି BJP ବିରୋଧୀରେ କହୁଛନ୍ତି l ସେଣ୍ଟରରେ ତ BJD, ବିଜେପିକୁ ହିଁ suport କରି ଆସୁଛନ୍ତି l କାହିଁକି ଆଜି ବିଜେପିକୁ ଏତେ ନିନ୍ଦା?

  • @baidyabiharigiri9439
    @baidyabiharigiri9439 Před 23 dny +38

    ମଣି ପୁର ଘଟଣା ପୃଥିବୀ ଦୋହଲି ଗଲା ଡବଲ ଇଂଜିନଥିଵା ରାଜ୍ୟ ରେ ବିଜେପି କଣ ପରିଵର୍ତନ କରିଛନ୍ତି ହିସାବ ଦିଅ

    • @timepasswithguruji3636
      @timepasswithguruji3636 Před 23 dny

      ହିଁ ତୁମ bapara ସେ heuchnti ଚାକର ତ

    • @MKS72028
      @MKS72028 Před 23 dny

      Laguchi tama bapa tanka chakara​@@timepasswithguruji3636

    • @adv.jashanpradhan3525
      @adv.jashanpradhan3525 Před 23 dny +1

      ​@@timepasswithguruji3636andha bhakta spoted 😭😭😭

    • @kishorkumarbhitiria323
      @kishorkumarbhitiria323 Před 22 dny +1

      ​@@timepasswithguruji3636ତର ଅସୁବିଧା କଣ.ଜ୍ୱଳନା ହେଉଛି ନା??🤔😄😄

  • @santoshkumarsahoo6526
    @santoshkumarsahoo6526 Před 23 dny +17

    ଯୋଗି ଆଦିତ୍ୟନଥ ଯୋଗି ର କେଉଁ ଗୁଣରେ ତମେ ସମାନ ହେବାକୁ ଚାହୁଁଛନ୍ତି, ତମେ ମାନେ ଏଡେ ଅଲଜ୍ୟା ହୋଇଗଲଣି କହିଲେ ନ ସରେ,

    • @kishorkumarbhitiria323
      @kishorkumarbhitiria323 Před 22 dny +2

      ଯୋଗୀଆଦିତ୍ୟ.. ୟୁ ପି ଘଟଣା ମନେ ଅଛି ତ..☺️

    • @moodoffbhubaneswar5486
      @moodoffbhubaneswar5486 Před 21 dnem

      ​@@kishorkumarbhitiria323ମମିତା ମେହେର କଥା ମନେ ଅଛି ତ.... ବେବିନା କଥା.... ନବ ଦାସ murder କିଏ କଲା 😊

  • @user-cr5sb9om1v
    @user-cr5sb9om1v Před 22 dny +6

    ତୋ ଦଳରେ ମଧ୍ୟରେ ମଳମାଳ, ତାମିଲ ଗୁଣ୍ଡା ଜମିମଧ୍ୟ୍ୟ ହଡପ, ଅପରାଜିତା କଣ ମିଛ କହିଛନ୍ତି.

  • @kananbiharipattanayak6602

    ସତକଥା ଏ ଦାଗୀ ନେତାକଂ ହେଡ ମାଷ୍ଟର ତ ବିଜୁ ଜନତା ଦଳ।
    ସବୁ କହୁଛ ଯେ ହେଲେ ରତ୍ନଭଣ୍ଡାର ଚାବି ଚୋର ତ ତମ ଦଳରେ ଅଛି, କାଇଁ ସେ ବିଷୟରେ ତୁମ ପାଟି ଖୋଲୁନାହିଁ ?

  • @kananbiharipattanayak6602

    ଆରେ ଚାଲୁଣି ନିଜ ପଛକୁ ଅନା।

  • @monajchoudhury1801
    @monajchoudhury1801 Před 23 dny +15

    ଓଏ ଲେନିନ ତମେ ପ୍ରଥମେ ଠିକ କି ତମ ଆତ୍ମା ଭଗବାନ ଙ୍କ ରାଣ ନେଇ press mit କରିପାରିବେକି

  • @user-cr5sb9om1v
    @user-cr5sb9om1v Před 22 dny +5

    ଦିଦିଙ୍କୁ ଦେଖ, ଲେଖା ଶ୍ରୀ କୁ କେମିତି ନେଇଛ.

  • @srikantapradhan506
    @srikantapradhan506 Před 23 dny +17

    ଚୋର କହୁଛି ଚୋରି କରନା, ବିଜେଡି ତମରି ଦଳରେ ସବୁ ଦାଗି ନେତା, ଭୋଟ ପାଇବା ପାଇଁ ପାଗଳ ହେଇଯାଇଛ କିରେ ବିଜେଡି ଦଳ, ତମେ ଦୁଇଟା ପରା ବିଜେଡି ର ଦାଗି କାହାକୁ କହୁଚ. ପଇସା ବାଣ୍ଟୁଛ ଜନତା ଙ୍କ ପଇସା ଜନତାଙ୍କୁ ବାଣ୍ଟୁଛ, କୁଆଡେ ଗଲା ସେ ଗାଡି ନଂ ବଦଳି ପଇସା, ଚୋର ଗୁଡାକ ବିଜେଡି ଦଳ.

  • @padhisusil6049
    @padhisusil6049 Před 23 dny +8

    କହି ଜାଣିଲେ କଥା ସୁନ୍ଦର,
    Politics ଜିଏ କରେ ସିଏ ହିଁ ଖରାପ
    (ପ୍ରଧାନମନ୍ତ୍ରୀ ଠୀରୁ ଗ୍ରାମ ମେମ୍ବର )
    ତୁମେ ସମସ୍ତେ ହେଉଛ ଅଇଁଠା ଖିଆ କୁକୁର ,
    ଆମେ ନିରୀହ ଭୋଟର ତୁମର ଠାକୁର,
    ସ୍ବାର୍ଥପର, ଚୋର, ଗୁଣ୍ଡା, ବଦମାସ, ବେଶ୍ୟା,
    ଆମେ ସାଧାରଣ ଜନତା ହେଉଛୁ ହିନସ୍ତା ,
    ଜଦି ଏହା ପଢି ବାଧିବ
    ତେବେ ରାଜନୀତି ଛାଡ଼ିବ,
    ରହୁଛି.......

    • @Krish-py6ob
      @Krish-py6ob Před 8 dny

      Lenin Mohanty,a communist not only by name but also a opportunist to join BJD .

  • @basantsahoo44
    @basantsahoo44 Před 23 dny +17

    ଦାଗିନେତାମାନଙ୍କ ପାଇଁ ବିଜେପି ଦଳ ଗଠନ କରାଯାଇଛି ଯେତକ ଦାଗି ହେବେ ସବୁ ସେଠାକୁ ହିଁ ଯିବେ

  • @Kalingaashok-yo1ob
    @Kalingaashok-yo1ob Před 21 dnem +3

    ଲେଲିନ ମହାନ୍ତି ଜାଣିପାରୁନାଁହାନ୍ତି ଯେ ସେହି ନେତାମାନେ ବିଜେଡି ଦଳର ତମେ କଣ କହୁଛନ୍ତି ନିଜେ ଜାଣିପାରୁନାଁହାନ୍ତି. ତୁମେ 1 ନମ୍ବର ଚୋର. ଦଲାଲ. ଟାଉଟ୍ରର. ଅନ୍ୟଙ୍କୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ଦେଖ ତୁମ ଆଡକୁ 4 ଟା ଆଙ୍ଗୁଠି ଅଛି. ସମୟ ପୂର୍ବରୁ ନିଜକୁ ବଦଳାଅ ନହେଲେ ସମାଜରେ ମୁଁହ ଦେଖାଇ ପାରିବନି. Lelin Mohanty

  • @sukadevsamantaray4914
    @sukadevsamantaray4914 Před 8 dny +1

    Thank you sister for your statement I salute you

  • @khageshchandrasahu2754
    @khageshchandrasahu2754 Před 23 dny +19

    ଆପଣ ଙ୍କ ଦଳରେ କେତେ ଭଦ୍ର ଅଛନ୍ତି ସମସ୍ତଙ୍କୁ ଜଣା

  • @dillipnaik2556
    @dillipnaik2556 Před 21 dnem +3

    ସବୁ ଦଳର ଅଧିକାଂଶ ନେତା ଦାଗି । ତୁମେ ଦୁଇଜଣ ଟୁଆଁ ଟୁଇଁ ଦାଗି ନ ଥିବ କଛି guarantee ନାହିଁ । ତୁମେ ଦଳ ପରିବର୍ତ୍ତନ ନ କରିବ ଅଥବା ଦଳ ବିଦା ନ କରିବ କିଛି guarantee ନାହିଁ ।ଯିଏ ଯେତେ ଲୋକଙ୍କୁ ଭକୁଆ ବନେଇବ ସେତେ ରାଜନୀତି କରିବ ।

  • @amaparmpara1987
    @amaparmpara1987 Před 23 dny +6

    ତମେ ଦଳରେ କେତେ ଦଗି ନେତା ତାର ଠିକ୍ ନାହିଁ

  • @LuckyDebajaniswain
    @LuckyDebajaniswain Před 23 dny +5

    Bjd ଵାଲା ସବୁ ଶିଖା ଦେଇଛି

  • @GaneshPrasadMishra-zl4le

    Mr. Leninyou are good speech.

  • @susantanayak9728
    @susantanayak9728 Před 22 dny +3

    ଚୁପ ବେ..... ସବୁ ବେଳେ ଚିଲାଉଚି

  • @MantuMantu2-lv6zb
    @MantuMantu2-lv6zb Před 23 dny +5

    ହଇରେ ମୂର୍ଖ ତତେ କିଏ ମୁଖପାତ୍ର କଲା ତୁ ଅନ୍ଧ ମୂର୍ଖ ନିଜେ , ମୁଖ୍ୟ ମନ୍ତ୍ରୀ ବୁଢ଼ା ପାରାଲିସ ତତେ ଦେଖା jaauni

    • @anitaSahoo-sj3zx
      @anitaSahoo-sj3zx Před 22 dny

      ବାପା, ବୁଢ଼ା ହେଲାପେରେତାକୁମାଗିଆତୁତାକୁବିଷିହଦେଇଦବୁ,

    • @dipakmuduli4715
      @dipakmuduli4715 Před 22 dny

      To bopa ta hele pandu

  • @sadhudas2758
    @sadhudas2758 Před 23 dny +24

    ବିଜେଡ଼ିରେ ମାଳ ମାଳ କ୍ରୀତଦାସ

  • @prasantakumar6857
    @prasantakumar6857 Před 23 dny +5

    BJD ବାଲା ଯୁବ ସମାଜ ପାଇଁ କଣ ଛୋଡ଼ିଚ ତମେ ମାଘିଏ l ତୋ ମାଇକିନା ଝିଅ ଵିଆରେ ଗୀହ l ଆମେ gadiation କରି ଯିବୁ ଦାଦନ l

  • @prasantakumaracharya7979
    @prasantakumaracharya7979 Před 18 dny +1

    ତମେ ସବୁ ଗୋଟେ ଗୋଟେ 'ଛୋଡା ପାତ୍ର' କିନ୍ତୁ 'ମୁଖ ପାତ୍ର ' ନୁହଁ ? ତମ ଦେହରେ ଇଂରେଜ ରକ୍ତ ପ୍ରବାହିତ ହେଉଛି । ଲେନିନ୍ ଅପେକ୍ଷା କରେ ପ୍ରଭୁ ଜଗନ୍ନାଥ ଦିନେ ତୋ କଥା ବୁଝିବେ ।

  • @govindmohapatra5150
    @govindmohapatra5150 Před 15 dny +1

    ଆଜି ବିଜେଡି କୁ ଗନ୍ଧ ହେଲା ଏମାନେ, ଇପ୍ସିତା ବି ଜଣେ ସେଇ catagory ର

  • @soumyanayak4257
    @soumyanayak4257 Před 23 dny +40

    ଯେତେ ସବୁ ଭ୍ରଷ୍ଟ|ଚାରୀ ନେତା ଏବେ ସବୁ ବିଜେପି ରେ

    • @jitendrabiswal8496
      @jitendrabiswal8496 Před 23 dny +3

      Agaru bjd re thile 😮😮😮

    • @allinonedrb7640
      @allinonedrb7640 Před 22 dny +2

      Sati Savitri sabu bjd re achanti

    • @ekakarath4940
      @ekakarath4940 Před 21 dnem

      Tama neta sabu sati gehi sabitri khali gihana abhaba

    • @AMITKUMAR-vx7bx
      @AMITKUMAR-vx7bx Před 20 dny

      ଜେତେ ସବୁ ମାଇଚିଆ ନେତା BJD ରେ ସେଥିପାଇ ତ ପାଣ୍ଡୁ ଚଲାଉଛି ଓଡିଶା କୁ ଦେଖିପାରୁନ କି ତମେ ମାନେ

  • @manasbehera90
    @manasbehera90 Před 22 dny +3

    ଆଘରୁ କେମିତି କଂଗ୍ରେସ ନେତା ଆଣିକି ମିଶେଇ ଥିଲ

  • @mansaimarkam8125
    @mansaimarkam8125 Před 6 dny +1

    ହଇରେ ଘୋଡାଗେହୀ ପେଲେଇ ଖା ସେଥିରେ ଶାନ୍ତି ରହିବୁ ତୁ କିଛି ଜାଣିନୁ ବିଜେଡିରେ କେତେ
    ଗିହାଲୁପାର୍ଟି ଅଛନ୍ତି ତତେ ଜଣାନାହିଁ କି?

  • @nabindas747
    @nabindas747 Před 22 dny +1

    Right Answer pura 100% B j p Sabu Chora ku Rekheche

  • @rajandramahakud5914
    @rajandramahakud5914 Před 22 dny +1

    ଲିଷ୍ଟ ପ୍ରକାଶ କର

  • @user-vc5yj5jh3p
    @user-vc5yj5jh3p Před 23 dny +17

    BJP ବାଲା ଯଦି ଖରାପ୍ ତା' ହେଲେ BJD ପୁରା ସତୀ ସାବିତ୍ରୀ । ପୁରା ଗଙ୍ଗା ଜଳ ପରି ପବିତ୍ର BJD । ଗୋଦରି ଲୋ ଗୋଡ଼କୁ ଦେଖ୍
    ତତେ ଲାଜ ନାହିଁ ଲୋ ପିଆଜ
    ତତେ ଯେତେ କାଟିଲି ଲୋ ରଝ ରାଝ

  • @PremanandaSuar
    @PremanandaSuar Před 22 dny +2

    Very nice Jay Bjd

  • @santoshkumarsahoo6526
    @santoshkumarsahoo6526 Před 23 dny +13

    ଓଡ଼ିଶାର ବିଜେଡି ନେତା A ଠାରୁ Z . ଚୋରିରେ ମାଷ୍ଟର ସେଥିପାଇଁ ସେମାନେ ଟିକେଟ ପାଇଁ ବାଡାବାଡି ପାଣ୍ଡିଆ ପାଖରେ କୁକୁର ସାରିବାକୁ ପଛୋଉ ନାହାନ୍ତି, ଓଡ଼ିଶାର ବିଜେଡି ନେତା ମାନେ ଏଡେ ଅଲଜ୍ୟା ହୋଇଗଲେଣି, ଯାହା ବାସ୍ତବ ଚିତ୍ର ଦେଖିବାକୁ ମିଳୁଛି ତାହା ଉଲ୍ଲେଖ କଲି,

  • @manojparida2852
    @manojparida2852 Před 18 dny +1

    BJD ମାନିଲା ଯେତେ ସବୁ ଭଷ୍ଟାଚାର ନେତା ସବୁ BJD ର

  • @dibakarsa754
    @dibakarsa754 Před 10 dny +1

    ବିଜେଡି ରେ ତଡ଼ାଖାଇ ବିଜେପି ରେ ମିଶିଛନ୍ତି ।

  • @jamasumandal8151
    @jamasumandal8151 Před 18 dny

    Very good Madam for recognize to these BJP leaders true image and make known us. So we need only Congress rolling power in India.

  • @bipinsahoo2801
    @bipinsahoo2801 Před 23 dny

    Right katha

  • @pramilabiswal942
    @pramilabiswal942 Před 23 hodinami

    ଯୋଗୀ ଙ୍କୁ ଯାହା ଲେଖିକି ଦିଆଯାଇଛି ସେ ଭାଷଣ ଦେଇ chaligale

  • @pravatsahoo9231
    @pravatsahoo9231 Před 22 dny +1

    nice,,dide

  • @prafullakumarmahanta6024

    ଯାହାହେଉ ଲେଲିନ ମହାନ୍ତି ତମ ଅହଂ କାର କୁଆଡେ ଗଲା ଆପଣ ତ ବହୁତ ଏତେ କହୁଛନ୍ତି ଆପଣ ତ ସାଧାରଣ MLA ତ ଦୁଧର କଥା ମେମ୍ବର ଟେ ହୋଇପାରିବେ ନାହଁ ଯିଏ ଦଳର ଭଲପାଇନ କହିଲା ତାକୁ ଦଳରୁ ବହିସ୍କାର କଲେ ତାମିଲ କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପରିଶେଷରେ ପଚାରୁଛି ଆପଣ କାହିଁକି MLAକିମଵ MPରେ ଲଢି ଲେ ନାହଁ ଆପଣଙ୍କ ର ସେତିକି ୱକାତନାହି

  • @KumarDev-ri7sx
    @KumarDev-ri7sx Před 21 dnem

    ଜୟଜଗନ୍ନାଥ ଓଡିଶାଵାସି ଏମାଗିଆହିଯେଡିପାଟିଆଗଚୋରଡକାୟତକୁସାହାରାଦେଇଚିନିରୀହଲୋକମାନ

  • @chinmayasahu6939
    @chinmayasahu6939 Před 23 dny +3

    Au semane jetebele bjd re thile setebele apanaka patiru katha bharu nathila

  • @bijaykumarnayak9771
    @bijaykumarnayak9771 Před 10 dny +1

    ବିଜୁ ଜନତା ଦଳ ର ବିଶ୍ୱ ଗାଲୁଆ ପ୍ରବକ୍ତା ।

  • @kalyanpanda5885
    @kalyanpanda5885 Před dnem

    ଏବେ ଶଳାଟି କାହିଁ ଦେଖା ଯାଉନି

  • @pramoddash5937
    @pramoddash5937 Před 23 dny +3

    Odisha ra samasta Swarthabadi mane BJD re.

  • @ashoklakra6116
    @ashoklakra6116 Před 7 dny

    Bahut badia

  • @subodhjena8598
    @subodhjena8598 Před 9 dny

    Right

  • @nanditamohanty6696
    @nanditamohanty6696 Před 21 dnem

    Right👍

  • @bholanathmishra1817
    @bholanathmishra1817 Před 3 dny

    phaltu bat ଏବେ ଧରେଇ ଦେଇ ପଦବୀ
    ଛଡାଇ ନିଅ ଛୁଞ୍ଚି କହୁଛି ଚାଲୁଣି .......

  • @jibardhanpadhan8926
    @jibardhanpadhan8926 Před 3 dny +1

    ତୁମର ଭଲ କାମ କୁ ଦେଖି ଓଡ଼ିସାବାସି ପ୍ରତ୍ୟାଖ୍ୟାନ କଲେ

  • @bhagyalaxmiparida1722
    @bhagyalaxmiparida1722 Před 23 dny +2

    Bjp washing machine re sabu clean heijauchhi😅

  • @jajnaprasadpanda9450
    @jajnaprasadpanda9450 Před 2 dny

    ବିଜୁ ଜନତା ଦଳରେ ଯୋଗଦାନ କରି ଦଳକୁ କଳଙ୍କିତ କରିଛ ଏହି 5t chain

  • @niranjanrout3754
    @niranjanrout3754 Před 22 dny

    Odisha BJP please explain
    It serious matter you don't accept this type of leader

  • @narayandas369
    @narayandas369 Před 7 dny

    ଓଡ଼ିଶାରେ ବହୁତ ଦୁର୍ନୀତିଆ ଅଛନ୍ତି

  • @BasantaBehera-gl3li
    @BasantaBehera-gl3li Před 13 hodinami

    👍👍👍👍👍👍👍👌👌👌👌👌👌nice

  • @kalyanpanda5885
    @kalyanpanda5885 Před dnem

    ଇଏ ଡାକ୍ତର ପେଲିନ ମହାନ୍ତି, ପେଲା ପେଲି ବିଷୟ ରେ ଦୀକ୍ଷାନ୍ତ ଭାଷଣ

  • @bibekanandachakra3487
    @bibekanandachakra3487 Před 14 dny

    ବିଜେଡି ରେ ମାଳ ମାଳ ମହାପୁରୁଷ ଅଛନ୍ତି

  • @sunilrauto5923
    @sunilrauto5923 Před 3 dny

    ଲେନିନ ବାବୁ ତୁମେ ପ୍ରତାପ ଜେନାଙ୍କ କଥା ଟିକେ କହୁ ନାହାନ୍ତି ମର୍ଡର କେସ ରେ ସମ୍ପୃକ୍ତ

  • @sanjaylenka7500
    @sanjaylenka7500 Před 23 dny

    Only rejected candidates are imported to bjp and this will be the major factor for bjp defeat.

  • @urmilanath4107
    @urmilanath4107 Před 20 dny

    Good

  • @moodoffbhubaneswar5486
    @moodoffbhubaneswar5486 Před 21 dnem

    ଯୋଉଠି Minister ମାନେ ସୁରକ୍ଷିତ ନାହାଁନ୍ତି (ନବ ଦାସ) ଓଡ଼ିଆ ଲୋକ କେମିତି ସୁରକ୍ଷିତ.... ପାଣ୍ଡୁ ସମସ୍ତଙ୍କୁ ପାନେ ଦେବ 😂😂

  • @purnasahoo7859
    @purnasahoo7859 Před 23 dny +1

    Jayabjd

  • @pramodparida746
    @pramodparida746 Před 23 dny

    Jay Jagannath❤ Jay BJD❤

  • @subashbaraj
    @subashbaraj Před 23 dny

    Not only from Odisha, from all over india it is happening, Thanks,

  • @sadashibadas7927
    @sadashibadas7927 Před 18 dny

    All India in a Odisha. Is best State feceplene State

  • @gajendramajhi3718
    @gajendramajhi3718 Před 22 dny

    BJD jindabad
    Naveen Babu jindabad
    BJP ku odisha ru Hatao

  • @prafullachandrasahoo9688

    Bjd ରେ ବୋଧେ ନାହାନ୍ତି.

  • @BibunaBibhuti
    @BibunaBibhuti Před 23 dny

    Center govt.bjp changed in india joy

  • @binodsingh3107
    @binodsingh3107 Před 23 dny

    Absolutely Right 😀😀😀

  • @sadashibadas7927
    @sadashibadas7927 Před 18 dny

    Lenin sir please sailed after reselect teke to auction one' by one' it's my view

  • @BibunaBibhuti
    @BibunaBibhuti Před 23 dny

    Dabalsankha nabeen odisha record joy

  • @sanjayswain1211
    @sanjayswain1211 Před 23 dny

    This point is right...

  • @bpworldprofessionalgamer6961

    Mora pratham katha hela mantri odisare change haba darkara

  • @kumarnitu4203
    @kumarnitu4203 Před 23 dny

    Lenin babu michhua boli samaste jananti...BJP BJP BJP Only

  • @SantoshKumarSamal-ip2nb

    Jay Bjd❤❤🎉🎉

  • @bhajanarghya8360
    @bhajanarghya8360 Před 7 dny

    ଆପଣଙ୍କର ଗାନ୍ଧୀବାଦୀ ନେତା

  • @arjunasahu2473
    @arjunasahu2473 Před 23 dny

    Dagi. Remove by BKP. Washing machine

  • @manasimohanty942
    @manasimohanty942 Před 9 dny

    Sato khata kahiba pani hele manyabar nabin pattanik jane eakmatro cm,jahankara odishara pragoti pacho re tankora seva atulonio, athire sandhya nahi swavhiman cm, kati kati pranam🙏🙏👍🙏🙏🙏🙏🙏🙏🙏🙏🙏🙏🙏🙏

  • @jnddas35
    @jnddas35 Před dnem

    ତର ଓଉକାତ କଣ ଲେଲିନ ବହୁତ ପରିଶ୍ରମ ହଲିଆ ହୋଇଯାଅଛ ବିଶ୍ରାମ ନିଅ

  • @DJSURJHANKAR
    @DJSURJHANKAR Před 23 dny

    ❤❤❤❤

  • @jhilipattanayak854
    @jhilipattanayak854 Před 23 dny +12

    B.j.p hatao odisha bachao

    • @vfggsaho7441
      @vfggsaho7441 Před 23 dny +1

      A. Lokats. Pandianra. Badachakata. Magihata

    • @anitaSahoo-sj3zx
      @anitaSahoo-sj3zx Před 22 dny

      ସେଠିକହ, ମଣିପୁର, ବିଜେପି କୁଭ ଟ୍ଟଦିଏମଣିପୁରବଥ,,,,ଓ

    • @crimefiles153
      @crimefiles153 Před 22 dny

      25 Barsa besi heigala bhala kara ki kharap kara Anya ku chance dis

  • @supriyajena2797
    @supriyajena2797 Před 8 dny

    Both you are responsible for defeat of BJD.

  • @shakilahmedkhan303
    @shakilahmedkhan303 Před 23 dny

    Nije Jogi Adityanath Mukhyamantri heba purbaru, tanka biruddhare kete case thila, jahaku Mukhyamantri heba pare sabu case uthei neichhanti, se kana ginda sabad karibe.

  • @rajeshjena6630
    @rajeshjena6630 Před 23 dny +1

    Only Navin CM odisha

  • @manojkumarmohanty1972
    @manojkumarmohanty1972 Před 23 dny

    Only BJD or Congress

  • @user-hi7hx2ib4s
    @user-hi7hx2ib4s Před 23 dny

    ଯେତେବେଳେ ତୁମ ଦଳରେ ଥିଲେ ସେତେବେଳେ ତୁମେ ଦାଗି ନେତା ବୋଲି କହି ବାହାର କଲେ ନାହିଁ କହିଁକି?

  • @SubasiniVlogs
    @SubasiniVlogs Před 20 dny

    Central re Congress odisha re bjd

  • @ajaykumarminz3694
    @ajaykumarminz3694 Před 23 dny

    BJD leaders are neat and clean u all certificate move around odisha same like BJP both are doing one days proved just time for wait ok

  • @manojkumarmohanty1972
    @manojkumarmohanty1972 Před 23 dny

    Only alternative congress forOdisha

  • @simanchalpanda331
    @simanchalpanda331 Před 23 dny

    Bjd has so many curropted leaders then bjp.Lalin is more curropted then other.

  • @user-in7vi9de3v
    @user-in7vi9de3v Před 4 dny

    B.j.p.mein.acha.admi.ko.nikal.kar.
    Chor.gunda.gardi.ko.apna.partimein.
    Samil.kardiya.usko.tarjama.karna.
    Chahiey.

  • @ramachandrapanigrahy8319

    What about BJD, as regards to woman atrocities, cheating, looting, mada, Sand and mining mafia !

  • @harekrishnasahoo9741

    Yogiji is next indispensable PM of Bharat. He is a world leader. Wait n see.

  • @pitbaspalasi5358
    @pitbaspalasi5358 Před 21 dnem

    🎉

  • @kishorchandra2531
    @kishorchandra2531 Před 23 dny

    ତୁମ ଦଳରେ ମାଳ ମାଳ ଧର୍ଷଣ କରି।

  • @brundabansahoo3153
    @brundabansahoo3153 Před 23 dny

    Vote BJP BJP

  • @manojkumarmohanty1972
    @manojkumarmohanty1972 Před 23 dny

    Only Nabin Pattnaik.is sufficient for All BJP Leader.

  • @mithunabhoi8732
    @mithunabhoi8732 Před 23 dny +1

    कुछ भी करो बीजेपी सरकार भाजपा सरकार हटाओ उड़ीसा में नवीन सरकार बहुत अच्छा है❤❤❤❤❤❤❤❤😂

    • @crimefiles153
      @crimefiles153 Před 22 dny

      25 sal hugei ake b company nei lapaye dadana sramika jyada hugei isliye change huna jaruri hai

    • @crimefiles153
      @crimefiles153 Před 22 dny

      BJD Dala re sabu crime s

  • @basumandal6209
    @basumandal6209 Před 17 dny

    Joyguru joy sree Jagannath joy BJD

  • @crimefiles153
    @crimefiles153 Před 22 dny

    Odisha re runa kete heigalani tk kahantu

  • @NrusinghacharanaSwain
    @NrusinghacharanaSwain Před 23 dny +1

    Only bjd