ସାରଙ୍କ ଡାକ ଶୁଣିଲା କାଳିଆ ! || Gajapati ADM Collapses While Singing On Stage || Odisha Reporter

Sdílet
Vložit
  • čas přidán 10. 07. 2024
  • ଭକତ ବିଦୂର ଶାଗ ଭଜା ଦେଇ ତୋଷାଇ ପାରିଲା ମନ, ଦେଉଥିବି ମୁହିଁ ନେଉଥିବ ତୁମେ, ଏଡେ ଭାଗ୍ୟ ମୋର କାହିଁ..ଅସରା ଲୁହରେ ଭରା ମୋ ପସରା, କି ଦେଇ ତୋଷିବି ମୁହିଁ? ତୁମ ଛଡା ଫୁଲ, ତୁଳସୀ ପାଇ ହେ, ତୁମ ଛଡା ଫୁଲ, ତୁଳସୀ ପାଇ ହେ, ଯାଉ ମୋର ଏ ଜୀବନ…ପୁରୀରେ ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି କାଳିଆ ଠାକୁର। ଆଉ ଦୂରରୁ ଥାଇ ଭକତ ଭାବରେ ଏ ଭଜନ ଗାଇ ନିଜକୁ ଭାବ ବିନୋଦିଆ ପାଖରେ ସମର୍ପି ଦେଇଥିଲେ। ଶେଷରେ ସତକୁ ସତ ଗୀତ ଗାଉଥିବା ବେଳେ ହିଁ ତାଙ୍କ ଜୀବନ ଚାଲିଗଲା ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaReporteronCZcams
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Gajapati #ADM #song #kalia #jagannath #birendrakumardas

Komentáře • 8

  • @madhabmalik4251
    @madhabmalik4251 Před 19 dny +1

    Bhagawan tam atama ku shanti diantu 🙏🙏🙏

  • @akashsahoovlogs2385
    @akashsahoovlogs2385 Před 19 dny

    Jay Jagannath 🙏

  • @sadanandmohanty3537
    @sadanandmohanty3537 Před 19 dny

    Om shanti
    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soulvibes321
    @soulvibes321 Před 19 dny

    God is always wid u…

  • @IndraManiSahu-pf4do
    @IndraManiSahu-pf4do Před 19 dny

    Jay Jagannath Swami nayanapathagami bhabatume Prabhu

  • @sushildash1265
    @sushildash1265 Před 19 dny

    ଏ ଦିବ୍ୟାତ୍ମା ମୁକ୍ତି ପାଇଗଲେ ବୋଲି ମୋର ଦୃଢ଼ ବିଶ୍ୱାସ

  • @pritampolei7087
    @pritampolei7087 Před 19 dny

    Bhagwan tankara amara atma ra sadgati karantu jai shree ram Jai jagannath

  • @pritampolei7087
    @pritampolei7087 Před 19 dny

    Bhagwan tankara amara atma ra sadgati karantu jai shree ram Jai jagannath