ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan

Sdílet
Vložit
  • čas přidán 11. 07. 2022
  • ନମସ୍କାର ଦର୍ଶକବନ୍ଧୁ 🙏🙏🙏
    ଆପଣମାନଙ୍କୁ ଆମର ଭକ୍ତିଭାବ ଭରା ନୂଆ ଚ୍ୟାନେଲ RCN BHAKTI କୁ ସ୍ୱାଗତ ।
    ଏହି ଚ୍ୟାନେଲରେ ଆପଣମାନେ ଓଡ଼ିଶାର ସୁନାମଧ୍ଵନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ନୂଆ ନୂଆ ଭକ୍ତି ସଂଗୀତ ସହିତ ଅନେକ ଗୁଡିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ସେଥିପାଇଁ ଦୟାକରି ଆମ ଚ୍ୟାନେଲ ଟିକୁ ତୁରନ୍ତ ସବସ୍କ୍ରାଇବ କରିଦିଅନ୍ତୁ
    Akhira janama kandiba pain । Aditya । Odia bhajan
    Original Song Credits
    Song: Aakhira Janama
    Album: Naliaa Hasa
    Music Director: Prem Anand
    Lyrics: Alekh Biswal
    Producer: Sitaram Agrawal
    Music Label: Sarthak Music
    / @rcnbhakti
    #akhirajanamakandibapain
    #aditya
    #odiabhajan
  • Hudba

Komentáře • 881

  • @rcnbhakti
    @rcnbhakti  Před rokem +249

    czcams.com/video/ctWIuPSnPt8/video.html
    ପ୍ରଥମ ଥର ପାଇଁ ଆପଣ ଆପଣଙ୍କର ପ୍ରିୟ ଗାୟକ ଆଦିତ ଅଭିନୀତ ଜଗନ୍ନାଥ ଭଜନ ଟି ଏବେ ରିଲିଜ୍ ହୋଇଯାଇଛି। ଦୟାକରି ଏହାକୁ ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ଦେଖେଇ ବାକୁ ଅନୁରୋଧ 🙏🙏🙏

  • @kunisahoo4763
    @kunisahoo4763 Před 3 měsíci +24

    ପ୍ରକୃତ ରେ ଯାହାର ଆଖି ନାହିଁ ସିଏ ଅନ୍ଧ ନୁହେଁ ସିଏ ଅନ୍ଧ ଯାହାର ଆଖି ଥାଇ ମଧ୍ୟ ଭଲ କାମ କରେନି ସିଏ ପ୍ରକୃତ ଅନ୍ଧ

  • @PintuPin2-lb9uv
    @PintuPin2-lb9uv Před měsícem +13

    ଆଦି ମୁ ମୋ ନିଜକୁ ଧନ୍ୟା ମନ କରୁଛି ତୋ ଭଳିଆ ଗୋଟେ ସାଙ୍ଗ ମୋର ଅଛି ଏମିତି ମାଡ଼ି ଚାଲ

  • @surendridalei6321
    @surendridalei6321 Před 9 měsíci +33

    ବହୁତ ସୁନ୍ଦର ଲାଗୁଛି ଭାଇ ତମ ର ଏ ଗୀତ ଟା,,, ଭଗବାନଙ୍କ କୃପା ସବୁ ବେଳେ ଏମିତି ଥାଉ ତମ ସହ,,, ଭାଇ କାଲିଆ ତମ ସହ ଅଛନ୍ତି,,ମନ ଦୁଃଖ କର ନାହଁ,,, ମୋ ଆୟୁଷ ନେଇ ତମକୁ ଲମ୍ବା ଆୟୁଷ ବୃଦ୍ଧି ଦିଅନ୍ତୁ,,,ଜୟ ଜଗନ୍ନାଥ,,,

  • @debendraparida5631
    @debendraparida5631 Před 9 měsíci +24

    ଜୀବନ ରେ କେବଳ କାଳିଆ ନାମ ଦରକାର 🥰🙏🏾🌺❤😘🌹🥰

  • @ashishdas1625
    @ashishdas1625 Před 2 lety +24

    ପାପ କଥା ଦେଖି ପାପି ବୋଲି ଆଖି ଦେଖୁନି କି ସୁନ୍ଦର୍ ଲେଖା

  • @saumyaranjannayak2907
    @saumyaranjannayak2907 Před rokem +32

    ଖୁବ୍ ସୁନ୍ଦର ଭଜନ ଟିଏ ଶୁଣିଲେ ଆଖିରେ ଲୁହ ଆସିଯାଉଛି, ଏମିତି ଲାଗୁଛି ଏ ଗିତଟିଏ ରଚନା କରାଯାଇଅଛି ଆଦିତ୍ୟ ଭାଇଙ୍କ କଣ୍ଠରେ ଗାଇବା ପାଇଁ,ଯେତେ ଶୁଣିଲେ ବି ମନ ଭରୁ ନାହିଁ,ଜୟ ଜଗନ୍ନାଥ ❤❤❤🙏🙏🙏

  • @srsoumya1284
    @srsoumya1284 Před 6 měsíci +8

    ତୁ ଯାହା କରୁ ପ୍ରାଣୀ ର ମଙ୍ଗଳ ପାଇଁ ରେ ଏକଥା ଏବେ ମୁଁ ବୁଝି ଗଲିଣି କାଳିଆ ରେ କାଳିଆ ରେ ❤❤❤❤ଭାଇ ମନ ପୁରା ଭକ୍ତି ଭରା ହେଇଗଲା।।। ଜୟ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ

  • @user-te8wh3lh1h
    @user-te8wh3lh1h Před měsícem +4

    Nice Aditya bhai

  • @arunakumarbisoi8880
    @arunakumarbisoi8880 Před rokem +13

    ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର

  • @CMASathi
    @CMASathi Před 3 měsíci +8

    ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟହେଉ ଓ ତୁମର ମଙ୍ଗଳ ହେଉ

  • @mrkrishnaentertainment1996
    @mrkrishnaentertainment1996 Před 7 měsíci +24

    ଭାଇ ଏ ଗୀତ ଶୁଣି ମୋ ଆଖିରୁ ସତରେ ଲୁହଧାର ଆସିଗଲା 😢😢😢👌👌👌

  • @ashismohanty2921
    @ashismohanty2921 Před měsícem +5

    ଆଖି ଥିଲା ସବୁ ଅଛି ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ କରୁଛି

  • @r.rswain9939
    @r.rswain9939 Před 9 měsíci +12

    ହେ ମହାପ୍ରଭୁ 🙏😭 କି ନୀଳା ତୁମର ଦୁନିଆ କୁ ଯଦି ଆଣୁଛ ସମ୍ପୂର୍ଣ୍ଣ କରି ଆଣ । କାଇଁ ଜୀବନ ଙ୍କୁ ଆଣି ଏତେ କଷ୍ଟ ଦଉଚ 😭🙏

  • @aratabiswal6595
    @aratabiswal6595 Před rokem +4

    ଅତି ସୁନ୍ଦର

  • @arabindapanda4357
    @arabindapanda4357 Před 7 měsíci +6

    ଅତି ସୁନ୍ଦର 👌👌👌👌👌

  • @rihansvlogs4558
    @rihansvlogs4558 Před 8 měsíci +3

    Bahut Sundar bhai bhagban tamku aahuri uparaku niontu
    ,,,Jai jagannath,,,

  • @jyotisaivlog487
    @jyotisaivlog487 Před 2 lety +18

    ବହୁତ ବଢିଆ ଭାଇ 🙏

  • @Prasad.priyadarshini
    @Prasad.priyadarshini Před 2 měsíci +7

    ବଢିଆ ଗୀତ କୋଉଠୁ ଶିଖିଲ ତମେହ
    ଉଚସବୁଠୁଭଲଗାୟକ❤❤❤❤❤😮😮😮😮😮

  • @asishnath9023
    @asishnath9023 Před rokem +61

    Tuma swarare ei sundara Sangita ti sunila pare kichhi samaya panyee mo akhire bi luha asigala............🙏🙏🙏🙏🙏

  • @sandhyastudio181
    @sandhyastudio181 Před rokem +11

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ

  • @Radharanidasirinu
    @Radharanidasirinu Před 3 měsíci +4

    Hare Krishna 🙏 Radhe Radhe 🙌

  • @anilswain1391
    @anilswain1391 Před rokem +6

    ବହୁତ ସୁନ୍ଦର ଭାବରେ ପ୍ରସାରଣ କରୁଛ

  • @BapunkumarSahu-ek9xn
    @BapunkumarSahu-ek9xn Před měsícem +3

    ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର 👌👌👌👌

  • @srjworld9831
    @srjworld9831 Před 6 měsíci +11

    ପ୍ରଭୁ ଆଖିରେ ଲୁହ ଆସିଗଲା 😭😭😭ସୁନ୍ଦର ସ୍ୱର 🙏🙏🙏

  • @hareshkumartripathy5093
    @hareshkumartripathy5093 Před 11 měsíci +9

    ଶବ୍ଦ ହିଁ ନାହିଁ ପରିପ୍ରକାଶ କରିବାକୁ, ଏତେ ସୁନ୍ଦର ଏତେ ସୁନ୍ଦର ଏତେ ସୁନ୍ଦର ।❤❤❤❤

  • @deepakkumargochhayat1606
    @deepakkumargochhayat1606 Před rokem +107

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।😭😭😭

  • @bhabam8053
    @bhabam8053 Před rokem +4

    ଆହା ଚମତ୍କାର ଭାଇ 🙏🙏

  • @rohitpaikeray
    @rohitpaikeray Před 8 měsíci +3

    Waah ❤ ki sundar voice aau music baaa ati chamatkar ❤❤❤❤❤❤

  • @tapasmallick2000
    @tapasmallick2000 Před 5 měsíci +9

    ଅତି ସୁନ୍ଦର ଭଗବାନ ଙ୍କ ପାଖରେ ଏତିକି ଗୁହାରିକି ସେ ଆପଣଙ୍କ ଚଲା ପଥକୁ ସଦା ସର୍ବଦା ଖୁସିମୟ ରଖନ୍ତୁ 🙏🙏🙏❤️🙏❤️🙏

  • @jayjagannath5654
    @jayjagannath5654 Před 11 měsíci +3

    Jay Jagannath Swami Nayana patha gami 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾. Namaskar brother 🙏🙏🙏🙏🙏🙏🙏 salute to 👌👌👌👌👌👌👌👌🙏🏾🙏🏾🙏🏾🙏🏾🙏🏾🏡

  • @biswajituttarkabat4402
    @biswajituttarkabat4402 Před rokem +14

    ବହୁ ଭଲଭାବରେ ଆପଣ ଗୀତ ରଚନା କରିଛନ୍ତି ସେ ଥୀପାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @manasmitaparida8555
    @manasmitaparida8555 Před 2 lety +11

    Bahut sundar Gita gaichhanti e vai Kalia savinku valare rakhu

  • @rashmitabagh7251
    @rashmitabagh7251 Před rokem +3

    Very nice bhai gode blease you Jay jagannath swami Nayan patha gami bhaba tume

  • @Ganesh.s1234
    @Ganesh.s1234 Před 11 měsíci +3

    Jya jagannath bhai bhalare ruha mu prabhu jagannath NK pakhare etiki parthana karuchi 🙏🙏🙏🙏🙏🙏

  • @SramikaMitra-lk2ki
    @SramikaMitra-lk2ki Před 6 měsíci +5

    jay jaganatha nice song

  • @ManojDas-km3gk
    @ManojDas-km3gk Před rokem +18

    ଜୟ ଶ୍ରୀ ଜଗନ୍ନାଥ 🙏🙏
    ଭାଇ ତୁମକୁ ବହୁତ ବହୁତ ପ୍ରେମ ଭରା ନମସ୍କାର...!

  • @SapanaGumanSingh
    @SapanaGumanSingh Před 7 dny +2

    ଜୟ ଜଗନ୍ନାଥ ବଢିଆ ଗାଇଲା ❤️😔❤️😔😔😔😔😔❤️❤️❤️❤️👍👍👍👍👍👏👏👏👏♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SurajKumar-lz7uh
    @SurajKumar-lz7uh Před 9 měsíci +3

    Bahut Sundar manaku chhuiba bhali bhajana🙏🙏 Jay Jagannatha

  • @shashankbehera3490
    @shashankbehera3490 Před rokem +183

    କିଛି କହିବାକୁ,ଭାଷା ନାହିଁ,ସତରେ ପ୍ରଭୁ ଏ କି ଲୀଳା ତୁମର, ପ୍ରଭୁ ଏହି କଳାକାରଙ୍କ ର ଦୀର୍ଘ ଜୀବନ କାମନା କରିବା ସଙ୍ଗେ ସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।ଜୟ ଜଗନ୍ନାଥ 🙏🙏🙏

  • @jayachandrapradhan2649
    @jayachandrapradhan2649 Před 8 měsíci +3

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @RamaChandramajhi-vy3kp
    @RamaChandramajhi-vy3kp Před 10 měsíci +33

    ଭଗବାନ ତୁମ ଗୁହାରି ଶୁଣନ୍ତୁ, ସର୍ବଦା ସୁଖରେ ରଖିଥାନ୍ତୁ🌹🙏ଜୟ ଜଗନ୍ନାଥ 🙏🌹

  • @snkofficial7199
    @snkofficial7199 Před 5 měsíci +4

    ଜୟ ଜଗନ୍ନାଥ ବହୁତ୍ ଭଲ ଲାଗୁଛି ତମର ଗୀତ ଆହୁରି ଅମିତ୍ ଗୀତ ଗାଅ 😢😢

  • @chhuriavlogs2480
    @chhuriavlogs2480 Před rokem +16

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।

  • @raghunarhkarjee947
    @raghunarhkarjee947 Před rokem +26

    ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଗାଇବା ପାଇଁ ଶକ୍ତି ଦିଅନ୍ତୁ !

  • @user-eo9nf1ec8m
    @user-eo9nf1ec8m Před 3 měsíci +2

    ୱ।ଓ

  • @sujitbarik4769
    @sujitbarik4769 Před rokem +15

    ଜୟ ଜଗନ୍ନାଥ
    ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର )💐💐💐💐🙏🏽🙏🏽🙏🏽🙏🏽

  • @anisthapa568
    @anisthapa568 Před 2 lety +25

    bahut sundar bhai mana ra katha gita madhyam re baykta kari dela bhai 😭😭😭😭 jay jagannath krupa prabhu pila ti ku 🙏🙏🙏🙏

  • @rasbiharikarna
    @rasbiharikarna Před 15 dny +2

    ଜୟ ଜଗନ୍ନାଥ ସ୍ବାମୀ ବହୁତ ବଢିଆ

  • @papunsinger7864
    @papunsinger7864 Před rokem +2

    Super bhai

  • @mycreation9104
    @mycreation9104 Před 2 lety +13

    ଜୟ ଜଗନ୍ନାଥ 🙏🙏🙏

  • @rdyubhika7802
    @rdyubhika7802 Před 9 měsíci +5

    ମୁ ବହୁତ ଉଦାସ ମନରେ ବସିଥିଲି,ଯେତେବେଳେ ମୁ ଭାବିଲି କିଛି ସମୟ କିଛି ଗୀତ ଶୁଣିଲେ ମୋ ମନ ଭଲ ରହିବ,ଠିକ୍ ସେତେବେଳେ ଏହି ଭାଇ ର ଗୀତ ଦେଖିଲି ,ମୁ ଭାବିଲି ମୁ କାହିଁକି ମନ ଦୁଖରେ ବସିଛି,ଭାଇଙ୍କ ଗୀତ ମୋ ମନ ର ସବୁ କଷ୍ଟ ଦୂର କରିଦେଇଛି,ବହୁତ ସୁନ୍ଦର ଗୀତ ଗାଇଛ,ଭଗବାନ ତୁମ କୁ ଖୁସି ରେ ରଖୁ ।

  • @dasharathikishan9257
    @dasharathikishan9257 Před 2 lety +11

    Good Singer God bless you

  • @dasgopal6552
    @dasgopal6552 Před 2 lety +41

    ଅତି ସୁନ୍ଦର ଭାବେ ଗାଇଛ ତୁମେ. ଏବଂ ହୂରଦ୍ୱୟ ସ୍ପର୍ଶୀ. ଭଗବାନେ ତୁମୋ କୁ ଶ୍ରଦ୍ଧା ସର୍ବଦା ଭଲରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏

  • @tofannayak4625
    @tofannayak4625 Před 2 lety +8

    Wow 😭😭😭jay jagannath 🙏🙏🙏

  • @alisavision410
    @alisavision410 Před 2 lety +7

    ବହୁତ ସୁନ୍ଦର

  • @tipunakumarsenapati8323
    @tipunakumarsenapati8323 Před rokem +11

    ଜୟ ଜଗନ୍ନାଥ, ପ୍ରଭୁ ତୁମକୁ ସର୍ବଦା ଭଲରେ ରଖନ୍ତୁ

  • @sanjaymajhi1864
    @sanjaymajhi1864 Před 2 lety +4

    Super hit bhajan jay jagarnath 🙏🙏🙏🙏

  • @PhakirapradhanaPhakirapradhana

    Bahut sundara Bhai Jay jagannath

  • @mrutyunjayasenapati6076
    @mrutyunjayasenapati6076 Před 11 měsíci +4

    Bahut sunder lagila .. jay Jagannath 🙏

  • @LovelyDancers-jq5rt
    @LovelyDancers-jq5rt Před 3 měsíci +2

    ଅତି ସୁନ୍ଦର ❣️

  • @cwsibu
    @cwsibu Před rokem +2

    ବହୁତ ସୁନ୍ଦର ହେଇଛି

  • @kushaleswarpanda28
    @kushaleswarpanda28 Před rokem +16

    So positive thought expressed with heart touching bhajan.Thanks a lot

  • @santoshbhoi7496
    @santoshbhoi7496 Před 9 měsíci +2

    Super bh

  • @namasankirtanpremiprabhat8146

    ବହୁତ୍ ସୁନ୍ଦର ଭଜନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ

  • @bikashkumarmaharana8687
    @bikashkumarmaharana8687 Před rokem +3

    Wow bhai.... Bahut sundar swara au sruti madhura

  • @debasishbehera5552
    @debasishbehera5552 Před 7 měsíci +2

    Super se uper

  • @SapanaGumanSingh
    @SapanaGumanSingh Před 15 dny +2

    ଜୟ ଜଗନ୍ନାଥ 👏🙏🙏👌👌👌❤️

  • @sksahoo6780
    @sksahoo6780 Před 2 lety +9

    ମନକୁ ଛୁଇଁଲା ଭଜନଟି l ଅନେକ ଅନେକ ଶୁଭେଚ୍ଛା l 🙏 🙏 🙏

  • @kanhapadhi6417
    @kanhapadhi6417 Před rokem +3

    Ati sundar gayichha bhaina

  • @manamohanmahalik929
    @manamohanmahalik929 Před rokem +20

    ଭଗବାନ ତୁମକୁ ସଦା ସର୍ବଦା ଖୁସିରେ ରଖନ୍ତୁ ।🌹🙏🌹

  • @bibhuprasadpani2409
    @bibhuprasadpani2409 Před 8 měsíci +4

    ଆପଣଙ୍କ ଭଳି ଦୁଃଖୀ ଦରଦୀ ବ୍ୟକ୍ତିଙ୍କ ପାଖରେ ସଦାସର୍ବଦା ପ୍ରଭୁ ଜଗନ୍ନାଥ ରହିଥିବେ!

  • @user-sz3nm5qv6x
    @user-sz3nm5qv6x Před 2 měsíci +2

    ଜୟ ପ୍ରଭୁ ଜଗନ୍ନାଥ ସ୍ୱାମୀ ଜୟ 🌹

  • @pradeeptripathy2445
    @pradeeptripathy2445 Před rokem +2

    Jay Jagannath wow sundra song

  • @dipaksahoo7673
    @dipaksahoo7673 Před 10 měsíci +6

    🙏🙏🙏 Heart touching song....Jay jagannath

  • @jaybajrangbali2448
    @jaybajrangbali2448 Před 5 měsíci +2

    Jay jagannath bohut agaku niantu tamaku prabhu jay jagannath 🙏

  • @bablunaik1523
    @bablunaik1523 Před 5 měsíci +2

    Jay Jagannath Swami Apanei Nebe He Prabhu

  • @AbhimanyuNayak-pv6hv
    @AbhimanyuNayak-pv6hv Před 10 dny +3

    Jay jaganath 🙏🏿

  • @Kyagundabanegaretu409
    @Kyagundabanegaretu409 Před rokem +7

    ଜୟ ଜଗନ୍ନାଥ ଭାଈ ଭାଈ. ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ.

  • @babymohanta5167
    @babymohanta5167 Před rokem +4

    Jay jaganath 🙏🙏🙏, Nice bhajan

  • @rajkisormeher3476
    @rajkisormeher3476 Před 2 lety +2

    ଲଭ୍ ୟୁ ଲଭ୍ ୟୁ ଲଭ୍ ୟୁ

  • @jogeshmohanty6775
    @jogeshmohanty6775 Před rokem +3

    ATI Sundar

  • @brajakishorepanda3002
    @brajakishorepanda3002 Před 2 dny +1

    ଆଉ କେତେ କନ୍ଦେଇବୁ ରେ ଧନ 🙏🙏🙏❤❤❤❤

  • @jitupanigrahi1967
    @jitupanigrahi1967 Před rokem +13

    ଭଗବାନ ଶ୍ରୀ ଜଗନ୍ନାଥଙ୍କର ଏଟା ଗୋଟେ ଭକ୍ତ ଓ ଶ୍ରଦ୍ଧା ନେଇ ଏକ ନୂତନ ଗୀତ। ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏

  • @umakantarout1572
    @umakantarout1572 Před 8 měsíci +2

    ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରନ୍ତୁ

  • @bibhutiprasadsahoo2564
    @bibhutiprasadsahoo2564 Před rokem +14

    Really Unbelievable Performance..👌👌 God bless you..🙏🏻

  • @amarjeetlifestylevlog3161
    @amarjeetlifestylevlog3161 Před 11 měsíci +3

    ଆପଣଙ୍କ ଆଖି ନାହିଁ ସତ ହେଲେ ଆପଣଙ୍କର କଣ୍ଠ ସାରା ଓଡ଼ିଶା କୁ ଛୁଇଁ ଯାଇଛି

  • @sarbeswarsahoo8176
    @sarbeswarsahoo8176 Před 8 měsíci +2

    Hee mahabahu prabhu🙏🙏🙏🚩🚩

  • @user-zr6vt1hf4q
    @user-zr6vt1hf4q Před 3 dny +1

    ଜୟ ଜଗନ୍ନାଥ ସ୍ୱାମୀ, ନୟନ ପତଗାମୀ

  • @monalisarana1236
    @monalisarana1236 Před 10 měsíci +5

    Speechless singing really heart touching

  • @nrusinghmallick9096
    @nrusinghmallick9096 Před rokem +3

    ଅଖି ରେ ଲୁହ ଆସିଗଲା.... ଜୟ ଜଗନ୍ନାଥ....
    ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ....

  • @debendraparida5631
    @debendraparida5631 Před 9 měsíci +2

    ମୋ କାଳିଆ ର ଅପୂର୍ବ ନୀଳା ❤🥰🙏🏾😍

  • @gitanjalipaikaray717
    @gitanjalipaikaray717 Před 2 lety +7

    Nice 👏👏👏

  • @user-vq2tp9yj7x
    @user-vq2tp9yj7x Před 5 měsíci +2

    Jayjaganah

  • @ranjanpradhan8890
    @ranjanpradhan8890 Před 2 lety +12

    Awesome singing song lyk jatra party voice , beautiful i appreciate bro

  • @shubhasmitaparida7110
    @shubhasmitaparida7110 Před 2 lety +3

    Bahut Sundar..akhiru luha asigala..Jay jagannath

  • @SapanMalik-mb9uv
    @SapanMalik-mb9uv Před 3 měsíci +2

    Jay jaga nata

  • @dmvlog..7936
    @dmvlog..7936 Před rokem +5

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏

  • @pradiptarayguru1679
    @pradiptarayguru1679 Před 11 měsíci +2

    ସତରେ ପ୍ରଭୁ ଜଗନ୍ନାଥଙ୍କ ଲୀଳା କୁ ସାଧାରଣ ମଣିଷ ବୁଝିପରେନାହିଁ

  • @gosamanigauntia6348
    @gosamanigauntia6348 Před 2 lety +7

    God bless you 🙏🙏😭😭😭😭