Jibana Do Chhakire Ashara Alok Ep 361, 15 APRIL 2023

Sdílet
Vložit
  • čas přidán 15. 04. 2023
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also a few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real-life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behooves its pioneering efforts.
    Accordingly, its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news!
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 36#OdishaTV#OTV

Komentáře • 4,6K

  • @user-pn4hp4kk7w
    @user-pn4hp4kk7w Před 7 měsíci +2936

    ଆଶାର ଅନ୍ଧାର ଦେଖିକି କିଏ ଏ episode ଦେଖିବାକୁ ଆସିଛ ତ ଗୋଟେ like ହଉ

  • @ajit.pintusethy4865
    @ajit.pintusethy4865 Před 8 měsíci +5840

    Insta dekhiki kou mane episode dekhibaku asicha gote like heijau 😊😊😊😊

  • @sasmitasethy3688
    @sasmitasethy3688 Před 5 měsíci +107

    ଏମିତି ଧର୍ଯ୍ୟବାନ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ 😢😢😢😢😢😢😢😢

  • @sonusoumya8519
    @sonusoumya8519 Před 7 měsíci +655

    ଅସାର ଅନ୍ଧାର ଦେଖିକି କିଏ କିଏ ଆସିଛ 😂😂??

    • @Sanu143-w5t
      @Sanu143-w5t Před 7 měsíci +2

      Mu 😂

    • @Pintu_Ghana
      @Pintu_Ghana Před 7 měsíci +1

      Mu bi

    • @priyatamaparida8323
      @priyatamaparida8323 Před 7 měsíci +1

      😂😂😂😂😂😅

    • @hemantakumarnayak2373
      @hemantakumarnayak2373 Před 7 měsíci +1

      Mu

    • @222mbv
      @222mbv Před 7 měsíci +1

      ଯଉ ମାନେ ମଦ ପିଉଛନ୍ତି ତାକ ପାଇଁ ଏଇ ଅଧାୟ ଟି ଭାଇମାନେ ଦେଖି ବଦଳି ଯାଓ ଜୟ ଜଗନ୍ନାଥ

  • @manaskuanar3295
    @manaskuanar3295 Před 7 měsíci +2146

    Funny anugulia comedy dhekiki kou mane vedio dekhuchha🤧🤧🙂😊
    Like heuu🙂

  • @bikashmohanty977
    @bikashmohanty977 Před 8 měsíci +982

    ସତରେ କିଏ କିଏ Instagram ଦେଖି ଫୁଲ୍ episode ଦେଖୁଛ ଲାଇକ କର❤

  • @papundehury5009
    @papundehury5009 Před 7 měsíci +122

    ଲୋକଟି ବହୁତ ସରଳ କିନ୍ତୁ ଶିକ୍ଷାର ଘୋର ଅଭାବ ଆଉ ମଦ ପାଇଁ ଆଜି ଏ ଅବସ୍ଥା. ବୋଧ ହୁଏ ଶିକ୍ଷାଗତ ବୁଝିବା ଥିଲେ ଏମିତି ହୋଇନଥାନ୍ତା. ଶିକ୍ଷା ମଣିଷ ପାଇଁ ନିହାତି ଅପାରହାର୍ଯ୍ୟ. ଜୟ ଜଗନ୍ନାଥ 🙏🏻💐

  • @user-ot2eb8bm7g
    @user-ot2eb8bm7g Před 7 měsíci +109

    ଡାଲମା ମା i love you ତମ ଧନ୍ୟବାଦ ଯେ ତମେ ଏତେ ଦୁଃଖ ପାଇକିବି ସେଭଳିଆ ସ୍ୱମୀ ପାଖରେ ରହିବାକୁ ଚାହୁଁଚ ସତରେ i real love you❤❤❤❤❤❤❤❤

  • @aj.648
    @aj.648 Před 8 měsíci +2045

    Kie kie mo valia insta reel dekhiki asichha dekhibaku 😂😂

  • @sidheswarsahoo2790
    @sidheswarsahoo2790 Před 7 měsíci +989

    *Funny Anugulia Video ଦେଖିବା ପରେ କିଏ ଆସିଲ 😂😂😂*

  • @annuscollection8045
    @annuscollection8045 Před 7 měsíci +98

    ଦୁଃଖ ଲାଗୁଛି ଏଇ ମହିଳାଙ୍କୁ ଦେଖିକି , ଏମିତି ପୁରୁଷକୁ ଚପଲ ସେକା ଦରକାର , ତା ଛୁଆ ମାନେ ତାକୁ ବାଡେ଼ଇବା ଉଚିତ ... ସେଇ ୧୮ ବୟସ ଝିଅ ବି ସେକିବା ଦରକାର ତାକୁ

  • @gajapatitoka3000
    @gajapatitoka3000 Před 7 měsíci +152

    ଯେତେ ସବୁ episode ଦେଖିଥିଲି ଏହି episode ସବୁଠାରୁ ଭଲ episode full 😂😂😂

  • @madhusmitamohanty8103
    @madhusmitamohanty8103 Před 8 měsíci +974

    ଆଶାର ଆଲୋକ ଦେଖିବା ବେଳେ ଆଜିବି
    ମିହିର ଦାସ ଙ୍କୁ ଆଖି ଖୋଜୁଛି miss u mihir sir 😭🙏

  • @nirajanandansamal28
    @nirajanandansamal28 Před 8 měsíci +509

    କଥା ଟ୍ଟା ତ ମଜା ଲାଗୁଚି ହେଲେ , ସେ ସ୍ତ୍ରୀ ଲୋକ ଟିର ଦୁଃଖ କିଏ ବୁଝିବ 😢

  • @kshirodbarik673
    @kshirodbarik673 Před 7 měsíci +108

    ଏଥିପାଇ ସରକାରଙ୍କ ର ଦୋଷ, ଦୟାକରି ନିଶାଦ୍ରବ୍ୟ ବନ୍ଦ କରାଯାଉ... 🙏🙏🙏

    • @barsaarati9217
      @barsaarati9217 Před 7 měsíci

      Sata katha

    • @sohalkymohapatra
      @sohalkymohapatra Před 7 měsíci

      Sedina kebe asiba kebala bhagavan nku jana😢....ethipain kete jibana nasta heijauchi...

  • @akashpradhan8705
    @akashpradhan8705 Před 6 měsíci +13

    ସତରେ ଦେଖିଲା ପରେ ବହୁତୁ ଦୁଃଖ ଲଗୁଛି 😢😢😢ଭଗବାନ କରନ୍ତୁ ତମେ ଦୁଇଜଣ ଭଲରେ ରୁହ ଶ୍ୟାମି ସ୍ତ୍ରୀ ର ସମ୍ପର୍କ ସବୁଠୁ ନିବିଡ଼ ସମ୍ପର୍କ ସତରେ ମୁଁ ସହିପାରୁନି ଭଗବାନ କରନ୍ତୁ ଏମିନ୍ତି କାହା ଜୀବନରେ ନୋ ଆସୁ ଜୟ ଜଗନ୍ନାଥ 🙏🙏🙏🙏

  • @SKCRICKET1432
    @SKCRICKET1432 Před 8 měsíci +275

    ଆଜି ପ୍ରମାଣ ହେଲା- ପ୍ରେମ ନିଶା ଆଉ ମଦ ନିଶା ପଡ଼ିଥିବା ବ୍ୟକ୍ତିଙ୍କୁ କେହି ବୁଝେଇ ପାରିବେ ନାହିଁ ।

  • @surajkumarsahoosurajkumars5910
    @surajkumarsahoosurajkumars5910 Před 8 měsíci +249

    ଭାଗ୍ୟ ରେ ଥିଲେ ଏପରି ସ୍ତ୍ରୀ ମିଳେ , ଦୁର୍ଭାଗ୍ୟ ରେ ଏପରି ସ୍ୱାମୀ ମିଳେ ।

  • @sisirmohan7517
    @sisirmohan7517 Před 2 měsíci +33

    ଏଥିରୁ ଜଣାପଡିଲା ଗଟେ ମଣିଷ ପାଇଁ ଶିକ୍ଷା କେତେ ଯେ ଦରକାର। ଶିକ୍ଷା ହିଁ ମଣିଷ କୁ ଆଲୋକ ଦେଖାଏ

    • @incredibleworld2712
      @incredibleworld2712 Před 2 měsíci +2

      Maha gyani ta bada ghare e sabu besi hue janichhu but spread Hueni anubhab aau barsha bodhe patha padhi nahanti😊😊😊

    • @sisirmohan7517
      @sisirmohan7517 Před 2 měsíci

      @@incredibleworld2712 ତା ହେଲେ ମୂର୍ଖ ହେବା ଟା ଠିକ୍ କି

  • @jitenparida5574
    @jitenparida5574 Před 7 měsíci +32

    କିଛି ଅସଭ୍ୟ ଲୋକ କମେଡି ଭିଡିଓ ଦେଖିକି ଆସି ଏଥି judgemts ହସି କି ଦେଉଛନ୍ତି !!
    ସେମାନେ ୟେ ଦେଖୁନାହାନ୍ତି ଏ ମାଆ ଙ୍କ ଉପରେ କି ପ୍ରକାର ଅତ୍ୟାଚାର ହେଇ ଆସୁଛି !!!

    • @manojpanda87
      @manojpanda87 Před 5 měsíci +2

      Bahut badhia comment seimananku joumane khauchhanti badhia comedy episode boli, semane realise karunahanti je ete abujha lokaku bujhaibara sakti kahapakhare nahin boli

    • @sarmilasingh6906
      @sarmilasingh6906 Před měsícem

      Thik kotha

  • @chittabehera1206
    @chittabehera1206 Před 8 měsíci +1999

    ଶିକ୍ଷାର ଅଭାବ ଯୋଗୁ ଏପରି ପରିସ୍ଥିତି। ସୁସ୍ଥ ସମାଜ ଗଠନ ଓ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ହେଲେ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । 😢 ଏଠାରେ ଶିକ୍ଷା ଅର୍ଥ କେବଳ ପୁସ୍ତକଗତ ନୁହେଁ, ବରଂ ଶିକ୍ଷା ବା ଶିକ୍ଷିତ ସେ ଯିଏ ଭଲ ମନ୍ଦ, ଉଚିତ୍ ଅନୁଚିତ୍ ବିଚାର କରି ପାରୁଥିବା ବ୍ୟକ୍ତି ।

  • @changinglifeofsima2193
    @changinglifeofsima2193 Před 8 měsíci +154

    ଭଗବାନ୍ ଏତେ ସୁନ୍ଦର ସ୍ତ୍ରୀ କୁ ଏତେ କଷ୍ଟ ଦିଅନି....🙏 ତାଙ୍କୁ ସାହସ ଆଉ ଧୈର୍ଯ୍ୟ ଦିଅ...

  • @Jasabanta07
    @Jasabanta07 Před 7 měsíci +25

    ସରକାର ଏହି ପ୍ରତି ଧନ୍ୟ ଦେବା ଦରକାର.

  • @Dairyofababy
    @Dairyofababy Před 6 měsíci +39

    ମା ର ଦୁଃଖ ଦୂର କର ପ୍ରଭୁ ତାକୁ ସାହା ହୁଅ 😢

  • @jhilubehera4977
    @jhilubehera4977 Před 8 měsíci +112

    🥺🥺😭 ବହୁତ ସଚଟ ହୃଦୟ ର ସ୍ୱାମୀ ସ୍ତ୍ରୀ ଦୁହେଁ😢 ଶିକ୍ଷା ଅଭାବ ପାଇଁ ଜୀବନ ଦୋଛକି ରେ 😢😢 ଭଗବାନଙ୍କ ନିକଟରେ ପ୍ରାର୍ଥନା .......🤲🤲🤲🤲🤲🙏🙏🙏🙏🙏🙏🙏🙏🙏........

  • @rajkishorenaik3346
    @rajkishorenaik3346 Před 8 měsíci +264

    ମଦ ଟା ସମାଜ ପାଇଁ କେତେ ଯେ ବିପଦ ଜନକ ଏଥିରୁ ପ୍ରମାଣିତ 😢

  • @Sheenu22AM
    @Sheenu22AM Před 6 měsíci +44

    Salute to this lady
    Her patience level is out of imagination
    May God gives her lots of happiness and blessings ❤

  • @kulmanipradhan6737
    @kulmanipradhan6737 Před 6 měsíci +8

    ଏ ସବୁ ଦେଖିବା ପରେ ଡାଲମା କୁ ଦେଖି କାନ୍ଦ ଲାଗୁଛି ତାର ସ୍ବାମୀ କି ଦେଖି ହସ ଲାଗୁଛି କି ଅଦୁଭୁତି ସିନ୍❤🙏

  • @Ariyan.ariyan.ariyan
    @Ariyan.ariyan.ariyan Před 7 měsíci +68

    ଅନୁଗୁଳିଆ ବଣ୍ଟି ର କମେଡି ଭିଡିଓ ଦେଖି କେଉଁମାନେ ଆସିଛ ଲାଇକ କର

  • @ajayakumarbeura9824
    @ajayakumarbeura9824 Před 7 měsíci +111

    ମିହିର ଦାସ ବଞ୍ଚିଥିଲେ ଏ ଶୋ ଦେଖିସାରିଲା ପରେ ନିଶ୍ଚୟ ମରିଯାଇଥାନ୍ତେ 😂😂😂

  • @music-world7825
    @music-world7825 Před 7 měsíci +53

    Always Miss Our Legend Mihir Sir 🥹

  • @mamunhere
    @mamunhere Před 7 měsíci +86

    I don't know how people find this funny...look at his wife's eyes ...my heart is broken 💔😭

  • @nibeditajena3070
    @nibeditajena3070 Před 8 měsíci +48

    ଏତେ ଦିନ ପରେ ଗୋଟେ episode ଦେଖିଲି ଯେଉଁଥିରେ ମିଛ ଟିକେ ମଧ୍ୟ ନାହିଁ ବଡ଼ ବଡ଼ିଆ ଙ୍କ ଝଗଡା ରେ ମିଛ ଅଧିକ

  • @sscreation8414
    @sscreation8414 Před 8 měsíci +221

    ଶ୍ରେଷ୍ଟ ମଦୁଆ ପୁରସ୍କାର ୟାକୁ ରାଷ୍ଟ୍ରପତି ଙ୍କ ଦ୍ବାରା ଦିଆଯାଉ 😂

  • @sudarsanentertainments
    @sudarsanentertainments Před 4 měsíci +7

    🎉ଆଦିବାସୀ ଲେକ କିଛି ବୁଝନ୍ତି କିଛି ନାହିଁ ସାର୍

  • @jitendrapradhan333
    @jitendrapradhan333 Před 7 měsíci +34

    Credit goes to Naveen Pattanaik for making sure that, every village must be a wine HUB. Example my own village -Taratua, PO: Iswapur, Nilgiri, Balasore. Waah Waah re sarkar.

    • @Asutosh_007
      @Asutosh_007 Před 7 měsíci +1

      Bhai Dhenkanal, Cuttack au angul ta Desi mada re bhasuchi ... mainly Cuttack ..Dipa tala andhara Kain amanku dekha jiba 😅

    • @mrnobody9799
      @mrnobody9799 Před 6 měsíci +2

      Thik katha nabeen babu ghara ghara buli jai daki ani mada peauchanti au loka mane bohut gariba au niriha tanku badhya kari pati re kahali pakai nabeen babu peai douchanti bohut dukha ra bisay ama rajya re nischita bhabe Bihar bhalia mada band heba darkar au desa ra top mada kala bajari re odisha jiba darkar loka niriha bhai nabeen babu tanka jeban sange kheluchanti

  • @suchismitadash9036
    @suchismitadash9036 Před 8 měsíci +218

    Insta rells dekhiki kie kie asicha like karidia 😄😄😄

  • @manoranjancreations9040
    @manoranjancreations9040 Před 8 měsíci +105

    ପାଗଳ ଠାରୁ ମହାପାଗଳ ରେ ଭାଇ ଇଏ ପଶୁ ଠାରୁ ହୀନ ବୁଦ୍ଧି ୟା ପାଇଁ ସାରା ଜୀବନ ଜେଲ୍ ଠିକ୍ ।

    • @ranjitamishra7623
      @ranjitamishra7623 Před 8 měsíci +1

      Right 👍

    • @alishasoren3608
      @alishasoren3608 Před 2 měsíci

      Mu se jegare thile loko supari logei jibanoru marideithanti supari dei ହାଣି ଦେଇଥାନ୍ତି😡😡😡

    • @BIBEKPRADHAN-te1hm
      @BIBEKPRADHAN-te1hm Před 2 měsíci

      Yaku hato goda katiki and ankhi kadhiki sala ku rasta re phopadidia....

  • @santosh2058
    @santosh2058 Před 5 měsíci +6

    ସେ ଲୋକ ସବୁ ମାନୁଛି ହେଲେ ଶିକ୍ଷା ର ଅଭାବ ନିଜ କଥା ସତ କହୁଚି,ନିଜ ସ୍ତ୍ରୀ କୁ ଛାଡ଼ିବା କଥା ନାହିଁ

  • @rasmiranjansahoo7337
    @rasmiranjansahoo7337 Před 7 měsíci +24

    ଏଥୁରୁ prove ହେଇ ଗଲା ଜେ...ମଦ ନିଶାଠାରୁ ପ୍ରେମ ନିଶା ଅଧିକ ...ଯିଏ ପ୍ରେମ ନିଶା ରେ ପଡିଛି ସେ ସବୁ ଭୁଲିଛି....

  • @jilusahoo1388
    @jilusahoo1388 Před 8 měsíci +383

    ଏ ମା'ଙ୍କୁ ହୃଦୟରୁ ଶତଶତ🙏🙏🙏🙏

  • @user-lw5el7bx4t
    @user-lw5el7bx4t Před 8 měsíci +86

    ଏମିତି ଅଜବ ମଣିଷ ମୁଁ ଏ ଜନ୍ମରେ ଦେଖି ନାହିଁ 🙏🙏🙏 ଭବିଷ୍ୟତ ରେ ଏମିତି ଦୁଃଖ ଏ ମଣିଷ ପାଇବ ସବୁ ଜଳ ଜଳ ହୋଇ ଦେଖା ଯାଉଛି 🙏🙏 ଭଗବାନ ତୁମେ ଭରଷା 🙏🙏🙏

    • @priyabratamallik3277
      @priyabratamallik3277 Před 8 měsíci

      Emiti bahut achanti tike kbk areara links pakhakku jantu janibe emane kete pachare achanti only for education kam

  • @shubhamkumarprusty6716
    @shubhamkumarprusty6716 Před 7 měsíci +30

    Beautiful massage for society ❤️

  • @deepakpradhan9290
    @deepakpradhan9290 Před 2 měsíci +2

    ଆଉ ଥରେ ବାଲେମା ଆଉ ସନାତନ କୁ ଡକାଜାଉ କିଏ କିଏ ମୋ , comment ରେ ସହମତ like କର଼

  • @debendrarout678
    @debendrarout678 Před 8 měsíci +98

    ସରକାର ବି ଟିକେ ଦେଖୁ ମଦ ପାଁଇ କଣ କଣ ହଉଚି ଆହୁରି ବି ମଦ ଦୋକାନ ଖୋଲୁଛି

  • @ganeswarmahanta616
    @ganeswarmahanta616 Před 8 měsíci +71

    ଅତି ସୁନ୍ଦର ମୁଁ ଛୁଟ ବେଳେ ପଢାବହିରେ ପଢ଼ିଥିଲି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ଆଜି ସେପରି ଲୋକ ଗୋଟେ ଦେଖିଲି ଧନ୍ୟବାଦ

  • @Mscreation6371
    @Mscreation6371 Před 6 měsíci +6

    ଶିକ୍ଷାର ଅଭାବ ରହିଛି ସେଥି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହଉଛି😢😢😢

  • @litupradhan77
    @litupradhan77 Před 6 měsíci +4

    ୟାକୁ କେତେ ବୁଝେଇଲେ ବି ଇଏ ବୁଝିବନି , ୟାକୁ ୧୮ ବର୍ଷ ଝିଅର ପ୍ରେମ ବାୟା କରିଛି 😂😂😂😂😂

  • @prafullapaik8290
    @prafullapaik8290 Před 8 měsíci +195

    ଏମିତି ନିର୍ଲଜ୍ଜ ମଣିଷ ଏହି ଦୁନିଆରେ ଅଛନ୍ତି ମୁଁ ପ୍ରଥମଥର ପାଇଁ ଦେଖିଲି ।

    • @sunitamuduli3404
      @sunitamuduli3404 Před 8 měsíci +1

      Mo husband bi atharu adhika nirlaja manisa

    • @prafullapaik8290
      @prafullapaik8290 Před 8 měsíci

      @@sunitamuduli3404 ଜାରଜ ସନ୍ତାନ ହେଲେ ହିଁ ଏମିତି ନାରୀମାନଙ୍କ ଉପରେ ଅତ୍ୟାଚାର କରିବେ।

    • @rojalinayushmansatapathy1016
      @rojalinayushmansatapathy1016 Před 8 měsíci

      ​@@sunitamuduli3404😢

    • @SipraMishra-cz1lq
      @SipraMishra-cz1lq Před 8 měsíci

      Same

    • @user-qb3lz6si6k
      @user-qb3lz6si6k Před 8 měsíci +1

      Mo husband b amete mu singl maa 🥺🥺🥺🥺

  • @shubhramanyutarai4963
    @shubhramanyutarai4963 Před 8 měsíci +164

    ବହୁତ ହସ ଲାଗିଲା episod ଦେଖି .😅😅😅
    ଭଗବାନ କରନ୍ତୁ ସେ ଦୁହେଁ ମିଶି ଯାନ୍ତୁ

    • @king.kanha__
      @king.kanha__ Před 8 měsíci +4

      Aau kaha dukha re hansucha chaka akhi sabu dekhuchi

    • @lopitanayak3392
      @lopitanayak3392 Před 8 měsíci +1

      Noo ..amiti Manisa saha au rahiba uchit nuhe .se gote pagala .

  • @chandraprakashmallick7922
    @chandraprakashmallick7922 Před 7 měsíci +4

    ଯଦି ଓଡିଶାରୁ ମଦ ବନ୍ଦ କରିଦିଆଯାଏ. ତାହେଲେ ଏସବୁ ଘଟଣା ହୁଅନ୍ତା ନାହଁ. ନବୀନ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ. ଜୟ ଶ୍ରୀରାମ 🙏🏻. ଜୟ ବଜରଙ୍ଗବାଲି

  • @sarthakbrahma1
    @sarthakbrahma1 Před 7 měsíci +25

    Kain taku ete bujhauchha se Handia peeba au 18 barsha ra jhia ku bahahaba.😂😂😂Salute ASHARA ANDHARA TEAM for choosing such a iconic episode 😅

  • @sitahansda9585
    @sitahansda9585 Před rokem +150

    ମଦୁଆକୁ ଆଉ ମୁର୍ଖ ଲୋକ କୁ କେବେ ବୁଝାଇ ପାରିବେନି

  • @trueindianman9336
    @trueindianman9336 Před 8 měsíci +245

    Salute to this lady(wife). Her understanding and patience is exceptional.

  • @pinkujena758
    @pinkujena758 Před 7 měsíci +4

    ଏସବୁ ହେବାର ମୁଖ୍ୟ କାରଣ ହେଉଛି ବୁଝିବାର ଶକ୍ତି ଏବଂ ତା ସହ ଉପଯୁକ୍ତ ଶିକ୍ଷାର ସଠିକ୍ ଅଭାବ।

  • @sweta01536
    @sweta01536 Před 7 měsíci +3

    ଯେଉଁ ମାନେ ଏସବୁ ଦେଖୁଛନ୍ତି... ଭାବିପାରୁଛନ୍ତି ତ ନିଶା କେତେ ସର୍ବନାଶ କରୁଛି 😔... ସମାଜରେ ନିଶା ଜିନିଷ କେତେ କାହା ସଂସାର ଭସାଉଛି, କେତେ କାହା ଆଖିରେ ଲୁହ ଦଉଛି 😔..... Plz ଏସବୁ ବନ୍ଦ ହେବା ନିହାତି ଜରୁରୀ 😔

  • @RupeshKumarPanda-so4pm
    @RupeshKumarPanda-so4pm Před 8 měsíci +54

    ଏଇ ଅଜବ ଲୋକ କୁ କେବଳ ସୁର ରାଉତରାୟ ବୁଝେଇ ପାରିବ

  • @akankshyahotta846
    @akankshyahotta846 Před 8 měsíci +94

    ସତରେ ଭାଇ... ଆଜି ତୁମେ ଆଶାର ଆଲୋକ ଟାକୁ, ପୁରା ଲିଭେଇ ଦେଲ😅😅
    ଭାଇ ଏଇଟାକୁ ଓଟିଭି ଷ୍ଟୁଡିଓ ଯାଇଁ ଯିଏ ଆଣିଛି ତାକୁ ୧୦୮ ନମସ୍କାର😅🙏

  • @anushreesahoo858
    @anushreesahoo858 Před 7 měsíci +17

    Patience of Woman really great ❤

  • @bhagyasrisingh8317
    @bhagyasrisingh8317 Před 6 měsíci +7

    Gajab hay bhai😂
    😆😂🤣 This man should be given medal!!🤭😂😂

  • @subhabratamishra4465
    @subhabratamishra4465 Před 8 měsíci +320

    ଅପଦାର୍ଥ ସ୍ବାମୀ । ଏ ଶଳାକୁ ବିଦ୍ୟୁତ୍ ଆଘାତ୍‌ ଦେଲେ ସୁଧୁରି ଯିବ‌ ।

  • @tiriababu2089
    @tiriababu2089 Před 8 měsíci +111

    ପ୍ରେମ ନିଶା ର କମାଲ୍ ନୁହେଁ... ଏଇ ହଉଛି ହାଣ୍ଡିଆ ନିଶା ର କମାଲ୍... 😊😊

  • @lizapuzaodiavlog6064
    @lizapuzaodiavlog6064 Před 6 měsíci +3

    Really ସବୁଠୁ ଆଜିର show comedy ଲାଗୁଚି 😂 କି confidence ଲୋ ମା 😂😂😂

  • @gopinathmallickmallick2711
    @gopinathmallickmallick2711 Před 7 měsíci +2

    ଏହି ଭଳି ମା-ଆ ଯୋଗୁଁ ଓଡ଼ିଶାର ଗୋଟିଏ
    ଛକା ମୁଖ୍ୟମନ୍ତ୍ରୀ ଅଛି।

  • @odiatraveler6630
    @odiatraveler6630 Před 7 měsíci +158

    ଏହି episode ଟି ଦେଖିଲା ପରେ ଲଗିଲା ସେଇ ଭାଇ ଜଣ ଙ୍କ ସରଳ କିନ୍ତୁ ମଦ ହିଁ ସେମାନଙ୍କ ପରିବାର କୁ ନଷ୍ଠ କରି ଦେଇଛି ଭାବନ୍ତୁ କେତେ ଏମିତି ନିରୀହ ଓ ସୁନ୍ଦର ସଂସାର ଉଜୁଡ଼ି ଯାଉଛି କାରଣ ଏହି "ମଦ "

    • @Eklakshya98
      @Eklakshya98 Před 7 měsíci +1

      ନା ଭାଇ ମଦ କୁ ଖରାପ କୁହନି 😂😂😂

    • @Jdvpatra3
      @Jdvpatra3 Před 7 měsíci +1

      Mada nuhn. Maada pita avab janita Roga!

    • @rockvlog2936
      @rockvlog2936 Před 7 měsíci +1

      ମଦ ଛାଡିଲେ ମଦ ଆପେ ବନ୍ଦ ହେଇଯିବ 👍🙏

    • @jhunimajhi1930
      @jhunimajhi1930 Před 7 měsíci

      Sata sir

    • @jhunimajhi1930
      @jhunimajhi1930 Před 7 měsíci

      Ahi ta madara kamal

  • @wemad4volleyball317
    @wemad4volleyball317 Před 8 měsíci +41

    Education ଅଭାବ ସମସ୍ତେ କହୁଛନ୍ତି. କିନ୍ତୁ ଏଇ ସବୁ କେଶ୍ ବେଶୀ ଶିକ୍ଷିତ ମାନେ ହିଁ କରୁଛନ୍ତି. ଉଦାହରଣ ଅନୁଭବ, ବର୍ଷା, ଅମୀର ଖାନ୍, ଆହୁରି ବହୁତ୍ ଅଛନ୍ତି. Living relationship ଟା ଶିକ୍ଷିତ ସାମାଜ ର କାମ.

    • @user-eh7ov9zj3v
      @user-eh7ov9zj3v Před 8 měsíci +1

      That's the truth

    • @user-wh9px6jy1l
      @user-wh9px6jy1l Před 8 měsíci

      ତାଙ୍କ କଥା ଶୁଣି ଅ ଶିକ୍ଷିତ କହୁଛନ୍ତି 😢😢

    • @wemad4volleyball317
      @wemad4volleyball317 Před 8 měsíci

      @@user-wh9px6jy1l ଆପଣ ଠିକ୍ କହୁଛନ୍ତି ହେଲେ କିଛି ଶିକ୍ଷିତ କଥା ସେଭଳି ନ କହି ବି ତା ଠାରୁ ହୀନ କାମ କରନ୍ତି ଏବଂ ମିଛ ଉପରେ ମିଛ କହି ଚାଲନ୍ତି

    • @rajkumarbarik5187
      @rajkumarbarik5187 Před 8 měsíci

      Correct

    • @rajkumarbarik5187
      @rajkumarbarik5187 Před 8 měsíci +1

      Kan pakruti mishra pakhare education nathila

  • @raazdeebya9726
    @raazdeebya9726 Před 7 měsíci +5

    ହେ ଭଗବାନ ଏମିତିକା ମଣିଷ ବି ଏ ଦୁନିଆରେ ଅଛନ୍ତି ......

  • @padmanavmajhi2064
    @padmanavmajhi2064 Před měsícem +1

    😢😢😢...... for the woman
    Heartly respect her....🙏

  • @HelpInOdiaByLipu
    @HelpInOdiaByLipu Před 7 měsíci +21

    ଏମିତଆ ଅସଭ୍ୟ ଆଉ ଅଶିକ୍ଷିତ ଲୋକ ବି ଥାନ୍ତି ବିଶ୍ୱାସ ହଉନି....... ମାନବିକତା ବୋଲି ଗୋଟେ ଶବ୍ଦ ଅଛି ସେ ବୋଧେ ଜାଣିନି....... ହେଲେ ସେ ମା ଙ୍କୁ କୋଟି ନମସ୍କାର🙏🙏🙏🙏

  • @nirmalasethi4928
    @nirmalasethi4928 Před rokem +61

    ମୂର୍ଖ ଲୋକ ଙ୍କୁ ବୁଝେଇ ପାରିବେନି,,ବିଷ ଟିକିଏ ଦେଇ ଦିଅ ଶାନ୍ତି ରେ ଶୋଇବ

  • @sudarsanentertainments
    @sudarsanentertainments Před 4 měsíci +1

    ସାର୍ ମୟୁରଭଞ୍ଜ ରେ ଏମିତି ହୁଏନି ସାର୍ ମିଛ କହୁଛନ୍ତି ସାର୍ ଅଧୀକ ଧାଡି ଲେଖିବାକୁ ହବ ବୋଲି ମୁଁ ଲେଖିବାକୁ ଚା ହୁଁ ନି ସାର୍ ସବୁ ମିଛ କହୁଛନ୍ତି ଆପଣ ବୁଝୀ ପାରୂ ନାହାନ୍ତି ସବୁ ମିଛ କହୁଛନ୍ତି କିଛି ସତ୍ୟ ଠିକ୍ ବିଚାର କରିପାରିବେ ମେ ଆସା❤❤❤❤ ଲଭ୍ ଇଉ ସାର୍

  • @birajinibissoyi7476
    @birajinibissoyi7476 Před 7 měsíci +10

    Camera band Kariki mariba ra thila 🙄

  • @lipakchoudhury3287
    @lipakchoudhury3287 Před 8 měsíci +48

    ଆଶାର ଆଲୋକ ଗୋଟେ ଭଲ ପ୍ରୟାସ। ଓ ଟିଭି ଗୋଟେ ମୋଟରସାଇକେଲ ଦେଲେ ଆମେ ଖୁସି ହେବୁ

  • @DebashreeDebajani-vx2rv
    @DebashreeDebajani-vx2rv Před 8 měsíci +76

    ସତରେ ଏଇ Episode ଟା ବହୁତ ହସ😅 ଲାଗୁଛି କିଏ ବୁଝେଇବ ଏମିତିକା ଲୋକଙ୍କୁ

  • @tikaramosm
    @tikaramosm Před měsícem +1

    This episode is much funniest than comedy video 😅

  • @somanathtripathi5773
    @somanathtripathi5773 Před 7 měsíci +36

    Miss you Mihir sir.❤

  • @bismayakumarbehera5552
    @bismayakumarbehera5552 Před 8 měsíci +503

    Mihir das is the perfect person for this show

  • @durgacharanpalei7046
    @durgacharanpalei7046 Před 8 měsíci +71

    ହେ ଭଗବାନ ! 😢 ଏମିତି ମଣିଷ କୁ ଭଗବାନ ଛଢା ଆଉ କିଏ ବୁଝେଇ ପାରିବେ ନାହିଁ ।
    It is a mad man.

  • @sandeepswain8988
    @sandeepswain8988 Před 7 měsíci +6

    Salute this lady patience hats off 🙏🙏🙏🙏🥹

  • @sibapradhan8378
    @sibapradhan8378 Před 2 měsíci

    ଏ episode ଦେଖିଲା ପରେ ଯେତିକି ହସ ଲାଗୁଚି😂 ତାହାଠାରୁ ବେଶୀ ଦୁଃଖ ଲାଗୁଛି ସେ ମାଆ ଙ୍କ ପାଇଁ ଧନ୍ୟ ଲୋ ମାଆ ତୁହି❤❤❤ i ove you ମାଆ

  • @arjunsahoo1852
    @arjunsahoo1852 Před 8 měsíci +102

    ସତରେ Sanatan ସେ ମାଉସୀ ଙ୍କ ପ୍ରତି ବହୁତ ଅନ୍ୟୟ କରିଛ...ଏମିତି ସ୍ତ୍ରୀ ଭାଗ୍ୟ ରେ ଥିଲେ ମିଳେ...ହେଲେ ଏମିତି ଅଭଦ୍ର ଅବୁଝା , ମଦୁଆ , ନିର୍ଲୋଜ ସ୍ୱାମୀ କାହାକୁ ନ ମିଳୁ😢

    • @chintuanusunu
      @chintuanusunu Před 8 měsíci +2

      ମତେ ମିଳିଛନ୍ତି ଏମିତିକା ଜଣେ educated husband. ମୋ ଜୀବନ ଅନ୍ଧାର କରିଦେଇଛନ୍ତି

    • @arjunsahoo1852
      @arjunsahoo1852 Před 8 měsíci +1

      @@chintuanusunu emiti swami nku duru juhar bhauni🤨

    • @SantoshMahapatra-zb6gl
      @SantoshMahapatra-zb6gl Před 8 měsíci +1

      ହେଲେ s

    • @debendrapatel7792
      @debendrapatel7792 Před 8 měsíci +1

      ଆଉ ଜଣକୁ ଏମିତି ସ୍ବାମି ମିଲିଛି

  • @monalipriyadarshini6211
    @monalipriyadarshini6211 Před 8 měsíci +15

    ଶିକ୍ଷା ର ଅଭାବ ଥିଲେ ବି ଲୋକ ଭୁଲ କରନ୍ତି ଶିକ୍ଷା ଥାଇକି ବି ଲୋକ ଭୁଲ କରନ୍ତି କିନ୍ତୁ ଅସଲ ଶିକ୍ଷା ମଣିଷର ସୁସ୍ଥ ମାନସିକତା । ଗୋଟିଏ ସୁସ୍ଥ ମାନସିକ ଲୋକ ହିଁ ଠିକ୍ ନିଷ୍ପତି ନେଇପାରେ 👍

  • @Cartoon_Dunia952
    @Cartoon_Dunia952 Před 7 měsíci +4

    The man in no heart and no emotion 😥 I definitely salute the wife (dalama panka)

  • @dineshrout123
    @dineshrout123 Před 7 měsíci +1

    Such an honest man I never saw in my life.

  • @anjalipravasingh8760
    @anjalipravasingh8760 Před rokem +45

    ଏ ଭଳି ସ୍ବାମୀ କୁ ଜେଲ ରେ ପୁରା ମଲା ପର୍ଯ୍ୟନ୍ତ ରଖିବା କଥା ।

  • @hinduhunawaamnahi.8928
    @hinduhunawaamnahi.8928 Před 7 měsíci +120

    Kie Sabu Bunty bhai ra video dekhiki ashi cha 😂🎉

  • @RajeshVlogs66
    @RajeshVlogs66 Před 7 měsíci +2

    Epic line
    ମୋର 18ବର୍ଷ ର ପ୍ରେମ ଅଛି😅😅

  • @MrKanhu.-fw2br6vk2i
    @MrKanhu.-fw2br6vk2i Před 7 měsíci +14

    Mu wife ku chhadidebi kintu wine ku chhadiparibini what a dialogue 😅😅😅

  • @ritubiswal1634
    @ritubiswal1634 Před 8 měsíci +12

    ଏମିତି କା ଲୋକର ଗୋଡ ହାତ ଆଗ ଭାଙ୍ଗିକି ଛାଡ ତା ପରେ ଜାଇକି ମଦ ନିସା ଆଉ ଦୀତୀୟ ଲଭ୍ ନିସା ଛାଡିଜିବ ...... ଜୟ ଜଗନ୍ନାଥ 🙏🙏

  • @muodia698
    @muodia698 Před 8 měsíci +43

    ବହୁତ ସୁନ୍ଦର ମଣିଷ ଟେ ଟିକେ ଯଦି ବୁଝିପାରନ୍ତ ତାର ସଂସାର ଟି ବେଶ ହସ ଖୁସି ରେ ଚାଲନ୍ତା ଜଗନ୍ନାଥ କରନ୍ତୁ ଏ 2 ଜଣ ମିଶି ଯାଆନ୍ତୁ 🙏

    • @dibyaranjanbapundas8552
      @dibyaranjanbapundas8552 Před 8 měsíci +2

    • @santoshnayak6459
      @santoshnayak6459 Před 8 měsíci +2

      ସୁର ଅଜାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ

    • @Tapaswini36018
      @Tapaswini36018 Před 8 měsíci +4

      Eii loka saha rahiba apekhya eka rahiba bahut vla ..

    • @muodia698
      @muodia698 Před 8 měsíci

      @@Tapaswini36018 ଜୀବନ ର ରାସ୍ତା ବହୁତ ଲମ୍ବା ବନ୍ଧୁ ଏକା ଚାଲିବ ବହୁତ କଷ୍ଟ ତା ପାଇଁ ଭଗବାନ ସାଥି ଟେ ବନେଇଛନ୍ତି ଦୁଃଖ ରେ ସୁଖ ରେ ଲଢ଼ିବା ପାଇଁ. ଏ ଲୋକ ଟି ଆଉ ଏକ ଝିଅ କଥା ରେ ପଡି
      ଆଉ ମଦ ନିଶା ରେ ପଡି ଅବାଟ କୁ ଚାଲି ଯାଇଛି ତାଙ୍କୁ ତାର ସ୍ତ୍ରୀ ଚେଷ୍ଟା କରି ଭଲ ବାଟ କୁ ଆଣିବା ଦରକାର ସତ ଚେଷ୍ଟା ପରେ ଯଦି ଜଣେ ଭଲ ବାଟ କୁ ନ ଆସିଲା ତା ହେଲେ ତାକୁ ଏକା ଛାଡି ଦେବା ଦରକାର ମୋ ମତ ରେ ଗୋଟେ ଘର କୁ ଭାଙ୍ଗି ଦେବା ବହୁତ ସହଜ କିନ୍ତୁ ଗୋଟେ ଘର କରିବା କେତେ ଯେ କଷ୍ଟ ତିଆରି କରିଲା ଵାଲା ଏକା କହିପାରିବ ଜୟ ଜଗନ୍ନାଥ 🙏

    • @Tapaswini36018
      @Tapaswini36018 Před 8 měsíci +1

      Emt manisa saha se stree kmt sara jiban katiba..jie vla paiki 3 ta pila heiki gote jhia pain change heiparila..jie thare vul kala na se bar bar Kariba.. don't chance again.. vagawan achhanti se stree pain .. emt Swami saha lyf impossible

  • @pravatvlog-dk9fn
    @pravatvlog-dk9fn Před 6 měsíci +1

    ଅସାର ଅନ୍ଧାର ର କୁ ନେଇଚାଲ ଏ ଶଳାକୁ ଗାଡି ଭିତରେ ମିଟିଙ୍ଗ କରିଦେବା. ସବୁ ଠିକ ହେଇଯିବ

  • @Bharatcomedyworld
    @Bharatcomedyworld Před 5 měsíci +3

    ଏ ମୂର୍ଖ ମାନବକୁ କିଏ ବୁଝାଇବ

  • @soumyaranjandas6525
    @soumyaranjandas6525 Před 8 měsíci +24

    ଏ episode ରୁ ମତେ ସିଖିବାକୁ ମିଳିଲା
    ଜିବନ ଷାରା ନିଷା କରିବିନି, ଆଉ ଆଜି ପର୍ଯ୍ୟନ୍ତ କିଛି ନିଷାଭି କରିନାହିଁ ( 0 )zero tolerance ନିଷା ପାଳନ କରୁଛି
    ଆଉ ୨ ଟ କଥା ସିଖିବାକୁ ମିଳିଲା ମିଛ କହୁନାହିଁ ଏତେ ସବୁ ହେଲାପରେ ।
    ମୁ ମୋ ନିଜକୁ ପଚାରିଲେ ମୁଁ କିଛି ମିଛ କହୁଛି 0 ମିଛ ନ ହେଲେବି 10% ମିଛ ରେ ଜିବନ ବଚାଈବୀ / ଜିଏ ମୋ କଥାରେ ସହମତ 👍like kara

  • @bharatkumarbehera3588
    @bharatkumarbehera3588 Před 8 měsíci +16

    ଅବଶ୍ୟ ଲୋକଟିର ଶିକ୍ଷା ର ଅଭାବ ଏବଂ କୁସଙ୍ଗ ପାଇଁ ଏମିତି ଅବସ୍ଥା ନହେଲେ ଲୋକଟି ମିଛ କହୁନାହିଁ 👍👍ପୁରେ heart❤

    • @Muodia51
      @Muodia51 Před 7 měsíci

      Sala taku pitiba katha pure heart kn

  • @naturecolourfullover
    @naturecolourfullover Před 7 měsíci +2

    Bhalo ହେଇଥାନ୍ତା ଯଦି ଏଇଥିକୁ ନଆସି ଥାନା କୁ ଯାଇଥାନ୍ତା

  • @Sangram56
    @Sangram56 Před 6 měsíci +2

    ମଦ ଗୋଟେ ସଂସାର କୁ ନଷ୍ଟ କରିଦେଲା

  • @nirodnayak8015
    @nirodnayak8015 Před 8 měsíci +26

    ଏଠାରେ ସେ ତୃତୀୟ ନମ୍ବର ଝିଅ କୁ ଆଣିଥିଲେ ଭଲ ହୋଇ ଥାନ୍ତା.... ନା କଣ...?

    • @pujapanda01
      @pujapanda01 Před 8 měsíci

      Tara kn kama se asiba actually amane patha padhi nahanti tenu bhul thik kn bujhiba tanka pain sambhaba nuhe mane maturity nahi bayasa hei jaithile madhya

  • @saispandanpanda9153
    @saispandanpanda9153 Před 7 měsíci +109

    Most beautiful thing in this video is that lady's level of understanding and patience. Only one is responsible for this situation is EDUCATION..

    • @Darksouldraws
      @Darksouldraws Před 6 měsíci

      No

    • @PujaBehera-ie1yd
      @PujaBehera-ie1yd Před 4 měsíci +2

      Sikhya ra abhaba pain nuha budhi ra abhaba pain emiti hauchi. kete apathua achanti joumane patha padhithiba lokanku bi pani piaidebe

    • @saispandanpanda9153
      @saispandanpanda9153 Před 4 měsíci

      @@PujaBehera-ie1yd education doesn't mean what you only get from books. It's also about culture ,socialization , behavior .

  • @satyabhamanayak6258
    @satyabhamanayak6258 Před 6 měsíci +2

    Education is the most important for society 😢😢 education changes everything 🙏🙏

  • @basantakaran6669
    @basantakaran6669 Před rokem +30

    ନବିନ ସରକାର ଙ୍କୁ ଦେଖାଅ ଈ ଭିଡିଓ ଜେ ଆଉ ମଦ ଦୋକାନ ଖୋଲିବେ