News Fuse 19 AUG 2024

Sdílet
Vložit
  • čas přidán 11. 09. 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 66

  • @soumyaranjanbarik4734
    @soumyaranjanbarik4734 Před 22 dny +5

    ଆଜିକାଲି ଏ.ଆଇ ଟେକ୍ନୋଲୋଜି ଯୁଗରେ ସବୁ ସର୍ଟକର୍ଟ ହୋଇପାରୁଚି ଆଉ ଏଇ ମହାପୁରୁଷ ମାନଙ୍କ ନାଁ ସର୍ଟକର୍ଟ ହୋଇପାରିବନି ଧନ୍ୟ ତୁମ ଓଡିଆ ଅସ୍ମିତା ନାରା

  • @-manas-ranjan-143
    @-manas-ranjan-143 Před 23 dny +19

    କାହା ପାଇଁ ଭାରତ ସ୍ୱାଧୀନ ହେଇପାରେ କିନ୍ତୁ ମୋ ପାଇଁ ଭାରତ ସେଦିନ ସ୍ୱାଧୀନ ହେବ ଯେତେବେଳେ - ନାରୀ ବିନା ଭୟରେ ରାସ୍ତାରେ ବୁଲି ପାରିବ, ଯେଉଁ ଦିନ ଭାରତୀୟ ଜନତା ବାହାର ସଭ୍ୟତାକୁ ଛାଡି ନିଜ ସଭ୍ୟତା ଆପଣେଇବେ, ଯେଉଁ ଦିନ ଏ ଦେଶରୁ ଲାଞ୍ଚ, ଉଚ୍ଚ,ନୀଚ୍ଚ ଓ ଭ୍ରଷ୍ଟାଚାର ଭଳି କୁ ମାନସିକତା ହଟିବ।

    • @Pintu_607
      @Pintu_607 Před 23 dny +1

      ସତ କଥା ଭାଈ

    • @tofankumargagarai3322
      @tofankumargagarai3322 Před 22 dny +1

      ଭାଇ ତୁମ ଚିନ୍ତା ଧାରା ଯାହା ମୁଁ ବି ଚାହୁଁଚି କିନ୍ତୁ ଏଇ କଳି ଯୁଗ ରେ ଆଶା କରିବା ବୃଥା ବୋଲି ମୁଁ ଭାବୁଛି

    • @-manas-ranjan-143
      @-manas-ranjan-143 Před 22 dny

      ​@@tofankumargagarai3322ଭାଇ ଆମେ ସମସ୍ତେ ଯଦି ଚେଷ୍ଟା କରିବା ତାହେଲେ ନିଶ୍ଚିତ କିଛି ହେବ କିନ୍ତୁ ଆଜିର ଯୁବ ପିଢ଼ି ବାଟବଣା

    • @-manas-ranjan-143
      @-manas-ranjan-143 Před 22 dny

      ​@@Pintu_607ଧନ୍ୟବାଦ ଭାଇ🙏

    • @sunilkumarmallik7342
      @sunilkumarmallik7342 Před 18 dny +1

      କାହିଁକି ଭାଇ ସେ ପୁରୁଣା ଦାଇଲୋଗ ମରୁଛନ୍ତି ଏବେ ଯେମିତି ଝିଅ ମାନେ ହୋଇଛନ୍ତି ଏବେ କୁହନ୍ତୁ ଗୋଟେ ଝିଅ ନିଜର ଦାୟିତ୍ଵ ନିଜେ ଯେବେ ନେବେ ତେବେ ଯାଇ ସ୍ଵାଧୀନ ହେବ ଅମୋ ଭାରତ ❤❤

  • @Pintu_607
    @Pintu_607 Před 23 dny +5

    Amiti ତ୍ରିରଙ୍ଗା ପତାକା ଧରି ଏମିତି ଉଡେଇଲେ କିଛି ଲାଭ ନାହିଁ କାରଣ ଯୋଉ ଦେଶରେ ଆମେ ତ୍ରିରଙ୍ଗା ପତାକା ଉଡେଇ କହିଛନ୍ତି ଆମେ ସୁରକ୍ଷିତ ଶେଇ ଦେଶରେ ଆମ ମାଆ ଭଉଣୀ ସୁରକ୍ଷିତ ନାହାନ୍ତି 😢😢😢😢 please 🙏🏻 respect the girls and save girls 🙏🏻🙏🏻

  • @soumyaranjanbarik4734
    @soumyaranjanbarik4734 Před 22 dny +1

    ଭାଇ ମାନଙ୍କର ବୋଧେ ମିଠା,ସେଓବୁନ୍ଦିଆ ଉପରେ ଲକ୍ଷ୍ୟ ଜାତୀୟ ସଂଗୀତ ବୋଲୁଚିକିଏ‌ ଧନ୍ୟ ତୁମେ ସ୍ୱଧୀନ ଭାରତର ନାଗରିକ

  • @sunilkumarmallik7342
    @sunilkumarmallik7342 Před 18 dny

    ସାରିଦେଲେ ଆମୋ ଓଡିଶା କୁ ହେ ପ୍ରଭୁ କିଛି କରନ୍ତୁ

  • @prasantapattanaik862
    @prasantapattanaik862 Před 23 dny +1

    ଜାତୀୟ ସଙ୍ଗୀତ ପୁରା ଅଧିକାଂଶ ଲୋକଙ୍କୁ ଆସେନାହିଁ।ବଡ଼ ଦୁଃଖର ବିଷୟ। ଓଡ଼ିଆ ଅସ୍ମିତା କଥା କହି ଲାଭ କଣ? ଆଗ ଜାତୀୟ ସଙ୍ଗୀତ ପୁରା ଗାଇ ଶିଖ ଭାଇ।

  • @stuluachary
    @stuluachary Před 23 dny +1

    5T ସ୍କୁଲର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ । 24 ବର୍ଷର ସରକାର ସ୍ୱଚ୍ଛ ଶାସନ । ସ୍କୁଲ ଜଳ ମଗ୍ନ 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

  • @prasantapattanaik862
    @prasantapattanaik862 Před 23 dny +1

    ଭାରତ ସ୍ବାଧୀନ ହେବାପରେ ୧୫୦ ବର୍ଷ ପରେ ବି ଦେଶ ସୁଧୁରିବ ନାହିଁ,କାରଣ ଆମ ରାଜନେତାମାନେ ସେମିତି। ସେମାନେ ଦେଶବାସୀଙ୍କ କଥା କଣ ଭାବିବେ,ଦେଶ ଖୋଳ କରୁଛନ୍ତି।ଶେଷରେ ଦେଶରେ ପୁଞ୍ଜି ପତିମାନେ ଥିବେ, ଗରିବ ଓ ମଧ୍ୟବିତ୍ତ ନ ଥିବେ।ଯଦି ଥିବେ,ନ ଥିଲା ପରି। କାନ୍ଦିଲେ ବି କେହି ଶୁଣିବାକୁ ନ ଥିବେ।

  • @krishnanaikbrothers6459

    My favorite news fews sir Jay Jagannath 🙏

  • @143Susanta
    @143Susanta Před 23 dny

    ବହୁତ ସୁନ୍ଦର ନୌକା ଆଉ ଏଇ ପରିବେଶ ଦେଖି ଲାଗୁଛି ଏମିତିକା ପ୍ରକୃତ ଦେଶ ପ୍ରେମୀ ତମ ମାନଙ୍କୁ ସାଲୁଟ ଆଉ 🙏🏿🙏🏿🙏🏿 ଜୟ ଜଗନ୍ନାଥ ଏମିତିକା ଭାଇଚାରା ସମସ୍ତଙ୍କର ରହିବା ଦରକାର

  • @143Susanta
    @143Susanta Před 23 dny

    ଏମିତିକା ଦୁସ୍ୟ ଦେଖି ମତେ ଲାଗୁଛି ବିଭୁତି ସାରଙ୍କ ପରି ସବୁ ନେତା ମାନେ ଯଦି ଏମିତିକା କରନ୍ତେ ଦେଶ ଆମର ରାମ ରାଜ୍ୟ ହୁଅନ୍ତା ଜୟ ଜଗନ୍ନାଥ 🙏🏿🙏🏿🙏🏿 ତମେ ହି ଶ୍ରେଷ୍ଠ କାମ କଲ ତମେହିଁ ପ୍ରକୁତ ମାନବିକତା ବୁଝିଛ ସାର

  • @JitandragoudaJitendra
    @JitandragoudaJitendra Před 22 dny

    Otv. Ra. Newa. Fuse. Bahut. Bhala. Lage. Mu. Sabudine. CZcams. Re. Dekhe. Emiti. Bhul. Kama. Karuthiba. Loka. Sudharibe

  • @143Susanta
    @143Susanta Před 23 dny

    ଆଗରୁ ପେଲା ପେଲି ଵେବସ୍ତା ଥିଲା ଏଵେ ଡବଲ ଇଞ୍ଜିନି ଆସିଲା ପରେ ବି ସେମିତି ଧନ୍ୟ ହେ ତମ ଆୟୋଜକ ଧନ୍ୟ ହେ 🙏🏿🙏🏿🙏🏿

  • @soumyaranjanbarik4734
    @soumyaranjanbarik4734 Před 22 dny

    ପୂର୍ବ ସରକାର ସମୟରେ ପ୍ରାୟସବୁ ସମୟରେ ଠେଲାପେଲାର ଦୃଶ୍ୟ ଦେଖିଥିଲୁ ଯାହାହଉ ବର୍ତ୍ତମାନ ସେ ପରମ୍ପରା ଉଜ୍ଜୀବିତ ଅଛି ଧନ୍ୟବାଦ

  • @SsPix23
    @SsPix23 Před 23 dny +2

    ସୋଳା, ମୋହତ୍ କାର୍ଯ୍ୟ କୁ ଅପମାନ କରୁଛୁ

  • @prasantapattanaik862
    @prasantapattanaik862 Před 23 dny

    ମନ୍ତ୍ରୀ ହେଲେ ବି ମାନବିକତା ଥିବା ନିହାତି ଆବଶ୍ୟକ। ବିଭୁତି ସାର୍ ଏହା ପ୍ରମାଣ କଲେ।

  • @BhagyabantaAdbang
    @BhagyabantaAdbang Před 23 dny

    🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏ଜୟ ନିୟୁଜ ଫିଉଜ 🪻❤️🌺🌻🌼🌷🌷🌼🌻🌺❤️🪻🪻❤️🌺🌻🌼🌷🌷🌼🌻🌺❤️🪻

  • @soumyaranjanbarik4734
    @soumyaranjanbarik4734 Před 22 dny

    ରକ୍ଷାକୁହ ଇଟାଟା ପେଟରେ ପଡିଲା ନହେଲେ ଆମ୍ବୁଲାନ୍ସ୍ ଆସିଥାନ୍ତା

  • @143Susanta
    @143Susanta Před 23 dny

    ମଥୁରା ର ଏଇ ଵେବସ୍ତା ଦେଖି ମତେ ଲାଗୁଛି ଯେମିତି ଆମର ବୀର ପୁରୁଷ ମାନେ ଯେମିତିକା ଦେଶକୁ ସ୍ୱାଧୀନତା ଦବା ପାଇଁ କଷ୍ଟ ସହିଥିଲେ ସେଥିପାଇଁ ଏଇଟା ଵେବସ୍ତା କରାଯାଇଛି 🙏🏿🙏🏿🙏🏿

  • @saswativlog1946
    @saswativlog1946 Před 18 dny

    Jai Hind

  • @soumyaranjanbarik4734
    @soumyaranjanbarik4734 Před 22 dny

    ସରକାରଙ୍କୁ ମୋର ଅନୁରୋଧ ପ୍ରତ୍ୟାକ ସରକାରୀ ସ୍କୁଲ୍ କୁ ଆବଶ୍ୟକତା ଅନୁଯାୟୀ ଟଲି ପ୍ରଦାନକରନ୍ତୁ ଯିବାଆସିବାରେ ଅସୁବିଧା ହବନି ସ୍ୱାଧୀନ ଭାରତର ବିକାଶ ଚିତ୍ର

  • @soumyaranjanbarik4734
    @soumyaranjanbarik4734 Před 22 dny

    ସମ୍ବିତ ସାରଙ୍କ ପତାକା ଶୋଭାଯାତ୍ରା ଦେଖିଲେଲାଗୁଚି ‌ଶ୍ରୀରାମଙ୍କ ବାନରସେନା

  • @-manas-ranjan-143
    @-manas-ranjan-143 Před 23 dny +1

    ଆସନ୍ତୁ ସମସ୍ତେ ଏକାଠି ହେବା ପରିବେଶ ସୁରକ୍ଷା ପାଇଁ ଗଛ ଟିଏ ଲଗେଇବା। ବର,ଆମ୍ବ ଓ ଲିମ୍ବ ପରି 26 ଟି ଗଛ ଲଗାଇ ବଡ କରି ସାରିଛି। ଆଉ ଆପଣ ମାନେ ??

  • @143Susanta
    @143Susanta Před 23 dny

    ସ୍ୱାଧିନତା ଦିବସ ରେ ସେ ସ୍ୱାଧିନତା ହେଇଗଲେ ଆମ ଭବିଷ୍ୟତମାନଙ୍କର ଏମିତିକା ଦୁସ୍ୟ ଦେଖି ଲାଗୁଛି ଏମାନେ ସବୁ ଅଳିଆ ଏବେଠୁ କେମିତିକା ସଫା କରିବେ ଚେଷ୍ଟା କରିବେ

  • @AmarBhatra-of1xf
    @AmarBhatra-of1xf Před 19 dny

    Good job

  • @adityadas357
    @adityadas357 Před 23 dny +1

    my favorite show 😊

  • @user-ov6fh5jk5y
    @user-ov6fh5jk5y Před 23 dny

    ଅଲମ୍ପିକ ସୁମିଂଗ ପାଇଁ ଟ୍ରେନିଙ୍ଗ ଦିଆଯାଏ ଇଏ ଆମ ସ୍କୁଲର ନୂଆ ସୂମିଂଗ ପୂଲ୍

  • @sudhansukumarbal3419
    @sudhansukumarbal3419 Před 23 dny

    Good morning to all

  • @user-br5od9tc4h
    @user-br5od9tc4h Před 23 dny

    ଲକଙ୍କ ମଜାକ ଉଡାଇବା ଛାଡ଼ ତମ ଉପରେ କି ମ୍ଭା ତମପରିବାର କୁ ଏମିତି ମଜା କରି ଲେ ତମକୁ ବହୁତ ସୁନ୍ଦର ଭଳ ଲାଗିବ

  • @143Susanta
    @143Susanta Před 23 dny

    ଏମିତିକା ପଗଡି ଭିଡ଼ିଲେ ବୋଲିତ ସବୁ ସ୍ୱାସ୍ଥ ଵେବସ୍ତା ସୁଧୁରି ଗଲା 🤣😂🤣 ଲୋକେ କହୁଛନ୍ତି ବାକି ଆପଣ ମାନେ ଜାଣୁଥିବେ

  • @satya692
    @satya692 Před 23 dny

    ଜାତୀୟ ସଙ୍ଗୀତ କୁ ଅ ସମ୍ମାନ କର ନାହିଁ ଜାଣି ନ ହେଲେ କୁହ ନାହିଁ

  • @143Susanta
    @143Susanta Před 23 dny

    ହଇଓ ନାରଣ ତମେ ଟିକେ ବୁଝିବ ନାଁ ଏମିତିକା ସ୍ଲୋଗାନ ବହୁତ ଦେଖିବାକୁ କମ ସାର ମାନେ ଏଵେ ସଟ କଟ ନେବେ ଯଦି ପିଲା ମାନେ କେମିତି ବଳିଯିବେ

  • @whatisthis1900
    @whatisthis1900 Před 23 dny +1

    healmate nafatileee chua kenttaa hebarr😂...

  • @hariharamahanta375
    @hariharamahanta375 Před 21 dnem

    ଏ ଇ ଟା ପରା ନବୀନ ଓଡ଼ିଶା ଥିଲା

  • @user-vq8zn4rb7s
    @user-vq8zn4rb7s Před 22 dny

    Jia gadi arranged kari thile fitness gadi ra thila ki? Lajya socially lajjy, Inquiry TK hebaki?

  • @prasantapattanaik862
    @prasantapattanaik862 Před 23 dny

    ମି ମାଝି କହିଲେ ଏବେ ଲୋକେ କଣ ବୁଝିବେ? ହଁ,ମୋହନ ମାଝି।ୟେ ସେମିତି କଥା।😃😃😃😅

  • @BharatKumar-wh1eo
    @BharatKumar-wh1eo Před 23 dny

    ❤❤❤❤

  • @HatiaThakura
    @HatiaThakura Před 23 dny

    Good morning bhai

  • @prasantapattanaik862
    @prasantapattanaik862 Před 23 dny

    ଏ ଗାଡି ଠେଲା ପେଲା ରୋଗ ଦୃଶ୍ୟ ଯଦି ଆମେରିକା ଭଳି ଦେଶ ସବୁ ଦେଖିବେ, ସେମାନେ କଣ ଭାବିବେ?

  • @143Susanta
    @143Susanta Před 23 dny

    ଇଏ ଆମ କୁନି ପିଲାଙ୍କର ଭାଗ୍ୟ ଏଇ ଗାଡ଼ିରେ ଅଳିଆ ସଫା ହଉଥିଲା ଏଵେ ସେ ଅଳିଆ ସଫା କେମିତିକା ସଫା କରିବେ ଶିଖିବେ ଧନ୍ୟ 🙏🏿🙏🏿🙏🏿

  • @sunilkumarmallik7342
    @sunilkumarmallik7342 Před 18 dny

  • @sushantmahapatra8372
    @sushantmahapatra8372 Před 22 dny

    Police, RTO charges more fine to common people. But in this parade allowed

  • @PremrajDhrua
    @PremrajDhrua Před 20 dny

    suadhn varat 😢😢😢😢

  • @basantinayak1660
    @basantinayak1660 Před 22 dny

    National song ta bi shortcut re....

  • @sushantmahapatra8372
    @sushantmahapatra8372 Před 22 dny

    Only Govt school students are in joke in the name of education policy but practical is all Govt job holders don't want to send their children to these schools but they need govt job later.

  • @sushantapujhari634
    @sushantapujhari634 Před 20 dny

    Bhai. Amaodisha nabinodisha

  • @bhagabatpalai8224
    @bhagabatpalai8224 Před 21 dnem

    21:06
    Bama hata re pataka uthholona karuchhi se loka

  • @JasodaNayak-rv3qp
    @JasodaNayak-rv3qp Před 22 dny

    First dui troly chalaka bhain ku saaaalut

  • @PunjaSidia
    @PunjaSidia Před 23 dny

    Bhai Rayagada 😢😮🎉🎉❤❤😅😅😮😮

  • @user-ru4ce7wi6u
    @user-ru4ce7wi6u Před 21 dnem

    ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଏରିଆ

  • @sureshdas6263
    @sureshdas6263 Před 23 dny

    Fuse kam nuse besi

  • @sribachharaut5445
    @sribachharaut5445 Před 23 dny

    Bjp

  • @DonaJena-u9g
    @DonaJena-u9g Před 20 dny

    Sabu kuu ta fuse kariki dekhaucha bjp jau kahithila 3000 bhata subhadra jojana sop date khalii ghuchaucha6chanti taa fuse kebe asiba wait kii se guda fuse karibaku narana ra okat nahi

  • @goutamsamal1625
    @goutamsamal1625 Před 23 dny

    ଏ ଶଳା ଗାଁ ଲୋକ ବୋକାଚୋଦା

  • @digambarsahu5133
    @digambarsahu5133 Před 23 dny

    Nai

  • @RanjitNayak-zh4rh
    @RanjitNayak-zh4rh Před 23 dny

    Ta.gandira.pani.nahi.

  • @user-br5od9tc4h
    @user-br5od9tc4h Před 23 dny

    ତୁ କ'ଣ ଟା ଜାଣିଚୁ ବାଳଟା

  • @AabidKhan-hj7xj
    @AabidKhan-hj7xj Před 23 dny

    Pagodi vhidila Kiya muslim