ମୋଦିଙ୍କ ଉପରେ ବର୍ଷିଲା ବିଜେଡି | ମାଗଣା ବିଜୁଳି କଥା ଶୁଣି ବିଜେପି ସକ୍ | Dinanka TV | BJP Press Meet |

Sdílet
Vložit
  • čas přidán 28. 08. 2024
  • ମୋଦିଙ୍କ ଉପରେ ବର୍ଷିଲା ବିଜେଡି | ମାଗଣା ବିଜୁଳି କଥା ଶୁଣି ବିଜେପି ସକ୍ | #bjdodisha #naveenpatnaik #manifesto #pressmeet #dinankatv #bjpodisha #narendramodi #sasmitpatra #naveenguarantee #odishapolitics #odishapoliticalupdate #electionnews #2024loksabhaelection #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Komentáře • 448

  • @pokrajpradhan289
    @pokrajpradhan289 Před 3 měsíci +18

    ଏମିତି ଦିନ ଆସିବ ମାଗଣା ମାଗଣା ରେ ଆମ ଦେଶ ଭାସିଯିବ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳିଆ ତା ସତ୍ପେ ବି ପ୍ରତ୍ୟେକ ରାଜନୈତିକ ଦଳ ମାଗଣା ଦେବାରେ ପ୍ରତିଯୋଗିତା କରୁଛନ୍ତି ଦୁର୍ଭାଗ୍ୟ ଆମ ଦେଶର ।

  • @user-ob4lb8tf1z
    @user-ob4lb8tf1z Před 3 měsíci +42

    ମୁଁ ଆଜି ବିଲ ଦେଇଛି ଟାଟା ମାନୁ ନାହିଁ ଜୋର ଜବର ଦସ୍ତୀ ଲୁଟୁଛି ଇଆଡ଼େ ଲାଇନ ଗୋଟେ ଦିନରେ ପାଞ୍ଚ ଛ ଘଣ୍ଟା ବି ରହୁନି

  • @nirmalsahoo630
    @nirmalsahoo630 Před 3 měsíci +38

    25ବର୍ଷ ଶାସନ ପରେ ବି ଓଡ଼ିଶା ଗରିବ ଅଛି ଆଉ କେତେ ବର୍ଷ ଶାସନ କଲା ପରେ ଓଡ଼ିଶାର ଗରିବତ୍ଵ ବଦଳିବ କଣ ଏଇ ଓଡ଼ିଶାର ବିକାଶ

    • @baputheloverboy5024
      @baputheloverboy5024 Před 3 měsíci +2

      Tu chep minister hela pore

    • @rahatalli8136
      @rahatalli8136 Před 2 měsíci +1

      ଓଡିଶା ତ ଏବେ ଆଗେଇଲାଣୀ
      ତୁମେ ବୋଧେ ତଳକୁ ଯାଇଛ

    • @Bhakti_Mukti-07
      @Bhakti_Mukti-07 Před 2 měsíci +1

      Tu ta bhari pandit re google re check kare odisha kete ageichi, kale tu ageinu akusua ta laguchi

    • @akbofficial7460
      @akbofficial7460 Před 2 měsíci

      Nabin ta 20% lutu thilaa mohan 60% lutba dekha bu 4 year bhitre

  • @ysgyanavlog1
    @ysgyanavlog1 Před 3 měsíci +15

    ଖାଲି ତମେ କହୁଛ ମାଗଣା ବିଜୁଳି ଦବ ବା ଦିଆ ହୋଇଛି ବୋଲି ଯଦି ମାଗଣା current ନବୀନ ସରକାର ଦେବେ ତାହାଲେ ଟାଟା କମ୍ପାନୀ ବୁଡି ଯିବ, ନହଲେ ଯଦି ତମେ ଟାଟା କମ୍ପାନୀ କୁ ପଇଶା ଦେଇ ଆଣିକି ଲଗେଇବ ମାଗଣା ବିଜୁଳି ପାଇଁ ତାହାଲେ ଲୋକ ମାନେ ମାସକୁ ମାସ bill ର ପଇସା ଦେଉଛନ୍ତି କଣ ପାଇଁ?? କି ତମ ବିଜେଡି ସରକାର ଦେଇ ଦଉନ?? 😂ସେ ମୋଦି ସରକାର ହଉ କି ନବୀନ ସରକାର ହଉ କିଛି ତାଙ୍କ ଇନଭେଷ୍ଟମେଣ୍ଟ କରିଲେ କିଛି ସୁବିଧା ମିଳିବ, ମୁଁ କହୁଛି ଏମିତି କେଉଁ ସରକାର ଆସିବନି ଭବିଷ୍ୟତ ରେ ସେ 50 ବର୍ଷ ହଉ କି 100 ବର୍ଷ ଯିଏ କି ତାର ନେତା ମାନଙ୍କୁ କୋଟି କୋଟି ଟଙ୍କା ର ମାଲା ମାଲ ନ କରିକି ଗରିବ ଆଉ ମଧ୍ୟବିତ୍ତ ଲୋକ ଙ୍କ ପାଇଁ ଖର୍ଚ୍ଚ କରିବ....

  • @upendrasahu6943
    @upendrasahu6943 Před 3 měsíci +20

    ଟାଟା କେ ଦେଇ ଲୋକଙ୍କୁ ଲୁଟୁଛନ୍ତି ବିଜେଡି ସରକାର

    • @pratapnayak988
      @pratapnayak988 Před měsícem

      ଏବେ କହାକୁ ଦେବ ଅନ୍ଧ ଭକ୍ତ

  • @Omsatyaseries
    @Omsatyaseries Před 3 měsíci +27

    ଦିନରେ ସପ୍ନ ଦେକୁଚି ବିଜେଦି କେତେ ଦିନ ବୁହା ବୁଲାଇବ ଓଡିଶା ବାସୀ election ବେଳେ ମନେ ପଡିଲା

  • @prashantakumarsahoo2516
    @prashantakumarsahoo2516 Před 3 měsíci +17

    ମିଛ କଥା କହୁଛି ବିଜେଡି

  • @hembramhembram1921
    @hembramhembram1921 Před 3 měsíci +10

    ବିଜେଡି ହଟାଅ ଓଡ଼ିଶାକୁ ‌ବଞ୍ଚାଅ...…ବିଜେଡି ସରକାର ଆସିଲେ ଓଡ଼ିଶା ପାଇଁ ଶଙ୍କଟ...…

    • @akbofficial7460
      @akbofficial7460 Před 2 měsíci +1

      Bjd20% bjp 60% lutbaa re dekhabu helaa

    • @user-wt5rt5st8s
      @user-wt5rt5st8s Před 2 měsíci

      Bjp hatao desh bachao

    • @rantucomedy7393
      @rantucomedy7393 Před měsícem

      ଆରେ ତମର ମୁଣ୍ଡ ଅଛିଟି ବୁଝି ପାରୁଛ ଟି କଣ ପାଗଳ ପରି ଲେଖୁଛ

  • @SatrughanNayak-qf1rt
    @SatrughanNayak-qf1rt Před 3 měsíci +24

    ଆମ ଟଙ୍କାରେ ତମେ ଆମକୁ ଦେଇ ବାଃ ବାଃ ନେବ, ବିଜେଡ଼ି ଜିତିଲେ ତ ବିଜୁଳି ମାଗଣ ଦେବ, ନ ଜିତିଲେ ବି ଦେବକୀ?

  • @kjrbro247
    @kjrbro247 Před 2 měsíci +3

    ବାଳ କଥା କୁହନି BJD ଆଗରୁ କଣ କରୁଥିଲା ଓଡିଶାରେ ତ ୨୪ ବର୍ଷ ଶାସନ କଲା ସେତେବେଳେ ତୋ କାଇଁ କିଛି କଲାନି

  • @abhaykumarsingh9138
    @abhaykumarsingh9138 Před 3 měsíci +10

    ଏ ଟାଉଟର କଥାକୁ କଉ କଉ ମାନେ ଦେଖୁଛନ୍ତି
    ବିଜେପି ଵାଲା like କର...!

    • @chandanpanda4558
      @chandanpanda4558 Před 2 měsíci +1

      ବିଜୁଳି bill free କରି ଡାଲି 1kg 200
      Petrol 110 , ଆଳୁ 30 ....

    • @rantucomedy7393
      @rantucomedy7393 Před měsícem

      ତୁ ଗୋଟେ ଟାଉଟର

  • @user-df2ez6ey6p
    @user-df2ez6ey6p Před 3 měsíci +5

    ଏହି ଲୋକଟା ନବୀନ ଠୁ କେତେ ଟଙ୍କା ଖାଇଛି ପ୍ରତି କଥାରେ ନିରଳା ମିଛ କଥା କହୁଛି କାଲିଠୁ ସମସ୍ତେ ଘରର ମିଟରକୁ ଖୋଲିଦବା ଦେଖିବା ମାଗଣା ବିଜୁଳି ଦଉଛି କି ନାହିଁ

  • @manoranjanbisoyi8717
    @manoranjanbisoyi8717 Před 3 měsíci +16

    ରତ୍ନ ଭଣ୍ଡାର ଉପରେ କିଛି କହୁନ

    • @Styles_00
      @Styles_00 Před 2 měsíci

      Ratan bhandar kholile odisha agei jiba Sala pagal ratan bhandar kholile tu sei TV re dekhibu tora kn labha

  • @user-mi8pb2ep2t
    @user-mi8pb2ep2t Před 2 měsíci +1

    Right katha kahila sir Nabeen amar darkar please God

  • @sudarsanjena1542
    @sudarsanjena1542 Před 3 měsíci +9

    Bjd Bala Tataku bikri କରିଛନ୍ତି ମାଗଣା ଦେବେ କେମିତି

  • @sudarshanojhasudarshanojha757
    @sudarshanojhasudarshanojha757 Před 3 měsíci +10

    ମାବିଆ ପଟ୍ଟନାୟକଙ୍କ ଇଏସଳା ବଡଚୁତିଆଟା

  • @mahendramajhimajhi3890
    @mahendramajhimajhi3890 Před 3 měsíci +12

    ସବୁଠୁ ବଡ ଠକୁଆ ବିଜେଡି

  • @culturalchronicles_od
    @culturalchronicles_od Před 3 měsíci +1

    ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦରକାର । 100 ଇଉନିଟ ମାଗଣା ବିଜୁଳି ଆବଶ୍ୟକ ନାହିଁ । ମାଗଣା ବିଜୁଳିର କୌଣସି ପ୍ରଭାବ ପଡିବନି ଓଡ଼ିଶାରେ ।

  • @user-qg1sx6yk6n
    @user-qg1sx6yk6n Před 2 měsíci +1

    3ଶହ ୱନିଟି କାହିଁ bjp ସରକାର
    ଖାଳି କହିଛନ୍ତି ଡବଳ ଇଂଜିନି

  • @user-kw5hu5ir7w
    @user-kw5hu5ir7w Před 3 měsíci +2

    ସବୁ ଘରକୁ ମାଗଣା ବିଜୁଳି ଦେବ ତେବେ ଘରେ ଆଉ ବିଜୁଳି ଜଳିବ ନା ଲଣ୍ଠନ କିଣିବା

  • @akhilasahu4386
    @akhilasahu4386 Před 7 dny

    B J D 25ବର୍ଷ ଶାସନକରି ତମେ କିଛି କରିପାରିଲାନାହିଁ ବିଜେପି ଲାଞ୍ଜରେ ହାତ ଦେଇ ନାହିଁ ତାକୁ ତମେ ବିରୋଧ କରୁଛ ଛି ଛି

  • @user-wj2jm5pf3z
    @user-wj2jm5pf3z Před 3 měsíci +9

    ଏତେଦିନ କୁହାଯାଏ ଯାଇଥିଲେ ଏବେ ବିଜୁଳି 100ୟୁନିଟ ପ୍ରି ମିଛ

  • @prahaladsahu5406
    @prahaladsahu5406 Před 3 měsíci +4

    24 ବର୍ଷ ହେଲା କାହିଁକି ଲାଗୁ କରୁନଥିଲ, ଆଜି କାହିଁକି ? ସବୁ ଜନତା ମୁଣ୍ଡ ରେ ବୁଝ , ଆଜି ଯେତେ ମାଗଣା ଯୋଜନା କରାହେଉଛି କେବଳ ନେତାଙ୍କ ପକେଟ income . ହଁ କି ନାହିଁ ଭୋଟର ଆଉ ବୋକା ନୁହନ୍ତି .

  • @hembramhembram1921
    @hembramhembram1921 Před 3 měsíci +3

    ତୁ ଶଳା କଣ କହୁଛୁ ଜାଣିପାରୁଛୁତ.... ବିଜେଡି କେତେଯେ ଓଡ଼ିଶା ବାସୀଙ୍କୁ ବକା ବନେଇ ଚାଲିଛି...ସେଇଟା କହୁନୁ.....

  • @Senapatichandan65
    @Senapatichandan65 Před 3 měsíci +1

    100unit ପରେ 101ୟୁନିଟ ଠାରୁ 1ୟୁନିଟ ପିଛା ୧୦ଟଙ୍କା ହେଇଯିବ ଆପଣ ମାନେ ଖୁସି ତ

  • @aarnacreation6231
    @aarnacreation6231 Před 2 měsíci +1

    ପ୍ଲିଜ୍ ଆମ ନବୀନ ପଟ୍ଟନାୟକ sir ଙ୍କୁ ଫେରେଇ anantu

  • @indianyoutubersubhashree
    @indianyoutubersubhashree Před 3 měsíci +1

    BJp

  • @SanketMirdha-uk5uz
    @SanketMirdha-uk5uz Před 3 měsíci +1

    ମା ଆଜ୍ଞା Bjp ଜିତିବ dekh

  • @brundabanrout9655
    @brundabanrout9655 Před měsícem

    ବିଜେପି କିଛି କରିପାରିବ ନାହିଁ, ସେ କଣ ବିଜୁଳି ମାଗଣା ମିଳିବ ନାହିଁ

  • @SJ.Kumar143
    @SJ.Kumar143 Před 3 měsíci

    I Like👍🇮🇳BJP

  • @user-tk3nr9iy8s
    @user-tk3nr9iy8s Před 2 měsíci +1

    🙏🏿🙏🏿🙏🏿🙏🏿

  • @govtnfeteacherodisha3584
    @govtnfeteacherodisha3584 Před 3 měsíci +7

    ବେଶ୍ୟା ଜନତା ଦଳ / BJD 2009 ନିର୍ବାଚନ ଇସ୍ତାହାର ଦେଇଥିବା ପ୍ରତିଶୃତି କାହିଁକି ପାଳନ କରି ପାରିନାହିଁନ୍ତି l

  • @pradeeppradhan9741
    @pradeeppradhan9741 Před měsícem

    100% correct sir

  • @rabinarayanadas1430
    @rabinarayanadas1430 Před 2 měsíci

    ବ୍ୟାଙ୍କ ଫାଇନାନ୍ସ ଲୋନ ରେ ମିଳିବ ସୋଲାର କିଛିଵି ଟଙ୍କା ଦେବାକୁ ପଡିବ ନାହିଁଯଦି ସରକାର କୁ ୟୁନିଟ ବିକିବ 3 ବର୍ଷ ପରେ ଫ୍ରି ହୋଇଯିବ ସବୁ ଦିନ ପାଇଁ ବିଜେପି ସରକାର ଜିନ୍ଦାବାଦ ଟେନସନ ଫ୍ରି

  • @divinesuccess9874
    @divinesuccess9874 Před 3 měsíci +2

    Eletric power goverment tata କୁ ଦେଇକି ମନ ଇଚ୍ଛା eletric ବିଲ tata ନେବା କଣ ଠିକ |

  • @Alljobnotification335
    @Alljobnotification335 Před 2 měsíci

    ଜଦି‌ ନ ମିଳିଲେ ନବୀନ Garenti ହଣା ଖାଇବୁ ସଳା

  • @ashokasahoo4791
    @ashokasahoo4791 Před 17 dny

    ବିଜେପି ନେତାମାନେ ସବୁ ଗାଲୁଆ ମିଛୁଆ ମୋଦି କଥା ପାଣିର ଗାର

  • @bitunmunmun3929
    @bitunmunmun3929 Před 3 měsíci +8

    ବାଳ କଥା କହୁଚୁ ହେଲା ଆଗରୁ କଣ କରୁଥିଲ

  • @skray121
    @skray121 Před 2 měsíci

    Right right 👏👏👏👏👏👏👏👏👏👏👏👏👏👏👏👏👏👏👏

  • @SaraswatiBiswal-wq1en
    @SaraswatiBiswal-wq1en Před 2 měsíci

    Thikie kahicho ❤❤❤❤

  • @Swadhinmama-ks6fn
    @Swadhinmama-ks6fn Před 3 měsíci

    Bjd always hero far odisha

  • @RajkishorPradhan-vw9fy
    @RajkishorPradhan-vw9fy Před měsícem

    Right kahicha sir👌👌👌😄

  • @hariharag2297
    @hariharag2297 Před 2 měsíci

    Naveen Patnaik jindabad

  • @BasaGouda
    @BasaGouda Před 2 měsíci

    ଚାଷୀ କେମିତି କରିବେ ବିନା ବିଜୁଳି ଚାଷୀ ଚାଷ କରିଲେ ତୋ ଆପଣ ଖାଈ ଭେ

  • @mamindramajhi4483
    @mamindramajhi4483 Před měsícem

    Actually right

  • @jitendrabehera7241
    @jitendrabehera7241 Před měsícem

    ଆଜ୍ଞା 300 ୟୁନିଟ ଲାଇନ ଦେବେନା ସଉଖ କରିବେ ଦାମିଦାମି ପୋଶାକ ପିନ୍ଦୀବେ ଦାମିଚସମା ପିନ୍ଦୀବେ ଆଉ ରଙ୍ଗ ବଦଳେ ବେ

  • @kjrbro247
    @kjrbro247 Před 2 měsíci

    ଆମ ଗାଁ ରେ ତୋ ଏ ଯାଏ ବିଜୁଳି ନାହିଁ ସେଇ ବେକାରିଆ କଥା କୁହନି ବାଳ କିଛି ହବନି ଆମେ ଯେମିତି ଥିଲୁ ସେମିତି ହିଁ ରହିବୁ

  • @user-sq4vo1uq2d
    @user-sq4vo1uq2d Před 3 měsíci

    BJP only Jay shree Ram Jay sita ram

  • @VijayKumar-il9yj
    @VijayKumar-il9yj Před 2 měsíci

    Right sir ❤❤

  • @BabitaBilhar
    @BabitaBilhar Před 3 měsíci

    Only BJP

  • @user-xg1kg9rw7b
    @user-xg1kg9rw7b Před 3 měsíci

    Voteforbjp.onlybjp

  • @user-bl9no7eb4y
    @user-bl9no7eb4y Před 2 měsíci

    Right

  • @user-xp6eu1xs9d
    @user-xp6eu1xs9d Před 2 měsíci

    Right 👍

  • @technicalsalim5999
    @technicalsalim5999 Před 3 měsíci

    Your ar right modi jumla dia odisha ku but Navin patnayak real re free debe bijudi Navin patnayak jindabad

  • @malayakumarpradhan9934
    @malayakumarpradhan9934 Před 2 měsíci

    Right sir

  • @user-wi2qp3ix1p
    @user-wi2qp3ix1p Před 3 měsíci

    Ok my b j d

  • @gajendramajhi3718
    @gajendramajhi3718 Před 3 měsíci

    BJD jindabad

  • @sarojpathy7916
    @sarojpathy7916 Před 3 měsíci +2

    Bartaman congress asiba darkar.Rahul guaranty is real guaranty.❤❤❤❤

  • @user-ku7xs8vx1p
    @user-ku7xs8vx1p Před měsícem

    Naveen Patnaik

  • @Yes7228-d3n
    @Yes7228-d3n Před 2 měsíci

    ଜଦି ଓଡ଼ିଶାର ଗରିବ ଲୋକଙ୍କ ଘରର ମାଗଣାରେ ଦେବ ବିଜୁଳି ଆଉ ବାକି ଲୋକ କୁଆଡେ ଜିବେ ତାଲେ ଓଡ଼ିଶାର କେତେ ଲୋକଙ୍କ ଘରର ଦେବ😁😁😁😁 ଓଡ଼ିଶାର ସୋର ବ୍ଲକ ର ରାସନକାର୍ଡ ଦେହୁ ନାହିଁ ଲୋକ ଦିନ କୁ ୪ଥର ଦୌଡୁଛନି କମ୍ ସେ କମ୍ ୧୦,୦୦୦ ଲୋକ ପାଇନାନ୍ତି ଏଟା ଦେଖାଯାଉନି କଣ ନା ବିଜୁଳି କଥା ଶୁଣ ମାଗଣାର ଦେବ

  • @smbhupatra
    @smbhupatra Před měsícem

    🙏🙏🙏🙏🙏🙏🙏🙏ସାର

  • @user-ds4iq9kl3l
    @user-ds4iq9kl3l Před měsícem

    Jai sambhidhan jai bhim

  • @karttikapadhatotn1971
    @karttikapadhatotn1971 Před 3 měsíci

    Only bjp

  • @Keshab7741
    @Keshab7741 Před 3 měsíci +1

    ୪୦ଟଙ୍କା miter charge ପ୍ରତିମାସରେ ନେଉଛି Tata compani ସେଇଟା ପହେଲା ବନ୍ଦକର୍

  • @manashranjannayak2131
    @manashranjannayak2131 Před 3 měsíci

    BJD🙏🙏🙏🙏🙏🙏

  • @KaliaKalia-bb2fo
    @KaliaKalia-bb2fo Před 2 měsíci

    Only Bjp 🙏🙏🙏

  • @RathodKumar-bl7ii
    @RathodKumar-bl7ii Před 2 měsíci

    BJD ଆମକୁ bjd ହଇରାଣ ତୋ ଆମକୁ ଧୋୱା ବୁଲାଉଛି

  • @user-le8iz6fj2q
    @user-le8iz6fj2q Před 2 měsíci

    Bjp jindabad 💯❤❤❤

  • @debabratamohanty3321
    @debabratamohanty3321 Před 3 měsíci

    Jay BJD

  • @PunamPatra-sp7si
    @PunamPatra-sp7si Před 3 měsíci

    Right Bhai

  • @amulyasabar7724
    @amulyasabar7724 Před 3 měsíci +1

    BJD ର ଖାଲି କଥାବଖାଣୁଛି bjp ର ଅହଙ୍କାର କଥା କଣ କହୁଚୁ ରତ୍ନ ଭଣ୍ଡାର ଚାବି କଥା କହୁନୁ କୁଆଡେ ଗଲା 25 ବର୍ଷ cm ହେଲେ କଣ ହବ ମୂଲ୍ୟ ବାନ ହିରା ର ନା ଆଜି ଯାଏ କହୁନ କାହିଁକି 100 cm ହେଲେବି କିଛି କରିପାରିବ ନାହିଁ କୁକୁର ଭଳି ଲାଞ୍ଜ ହଲେଇ ଜନତାଙ୍କୁ ଲୁଟିବ ଆଉ ମୁହଁ ଆଡୁ ଭୁକି ଚାଲିବ ଜନତାଙ୍କୁ ନିଜର ବଡ଼ ବଡ଼ କଥା ଶ୍ରୀ ମନ୍ଦିରକୁବି ମାନୁନ ଗଜପତି ରାଜାଙ୍କୁ ସନମାନ ଦେଉନାହାନ୍ତି ନିଜକୁ ବଡ଼ ଭାବୁଚ ନବୀନ କଣ ଦେଉଚି କିଛି ନାହିଁ ଓଡିଶା କୁ ଯଉ ମନ୍ତ୍ରୀ ସୁନା କରି ନପାରିଲା ହୀରାକୁ ଆଣି ପାରିଲା ନାହିଁ ରତ୍ନ ଭଣ୍ଡାର ଚାବି ନାହିଁ ତାକୁ କଉ ବିଶ୍ୱାସ କରିବ ଠକ ଚୋର ବଦମାସ ଗୁଡ଼ାଙ୍କ ତମକୁ ଦେଶ ଟା ଦେଲେ ଦୁଇ ଦିନ ସମ୍ଭାଳି ପାରିବ ନାହିଁ କଥା ବଡ଼ ବଡ଼ କହିବ ନାହିଁ ତମେ ଗଧ ଠାରୁ ହୀନ ତୁମ ଭାଷଣ ବନ୍ଦ କର.........ଜୟ ଶ୍ରୀ ଜଗନ୍ନାଥ ମହା ପ୍ରଭୁ

    • @rantucomedy7393
      @rantucomedy7393 Před měsícem

      ଆରେ ଅମୁଲ୍ୟ ଶବର ରତ୍ନ ଭଣ୍ଡାର ଚାବି ଦେଇଦେଲେ କଣ ଓଡ଼ିଶାରେ ତେଲ ଡାଲି ଚାଉଳ ପନି ପାରିଵା କ୍ଷୀର jio aritel rate କମିଯିବ ରହିଥା ରେ ଆଉ 2 year ଯାଉ ବାଳ ଥିବ ଯେ ପେଳ ଖାଇବୁ

  • @ashokkumarbehera3341
    @ashokkumarbehera3341 Před 3 měsíci

    100% prahasan

  • @sojabhanj4916
    @sojabhanj4916 Před 3 měsíci

    Jay bjp

  • @buluswain4342
    @buluswain4342 Před 2 měsíci

    Bjp❤❤❤❤❤❤❤❤❤

  • @nageswarkandagari132
    @nageswarkandagari132 Před 2 měsíci

    Bjp jinda bad

  • @PARIMALPARIDA
    @PARIMALPARIDA Před 3 měsíci

    Bjp good 👍👍👍👍👍👍👍👍

  • @hariharag2297
    @hariharag2297 Před 2 měsíci

    Point to note that correct answer

  • @user-wj2yf9vf8t
    @user-wj2yf9vf8t Před měsícem

    ତମେ ପଚିସି ବରସ ଶାସନ ରେ କଣ କରିଅଛ ସେତ ମାତ୍ର ରମାସେ ଶାସନ କରିଅଛି

  • @Rabindranaik-lx7yh
    @Rabindranaik-lx7yh Před 3 měsíci

    Jay Jaganath 🚩🙏🙏🙏🚩
    Jay Shree Ram 🚩🙏🙏🙏🚩
    Jay hind 🇮🇳🚩🙏🙏🙏🚩
    Jay modi 🚩🙏🙏🙏🚩

  • @sanitoppo8399
    @sanitoppo8399 Před 3 měsíci

    Odisha bjp 🪷🪷

  • @anantamaharana1690
    @anantamaharana1690 Před 2 měsíci

    Dia Modi sarakar

  • @user-tu9sj3qi8d
    @user-tu9sj3qi8d Před 3 měsíci

    Right vai bad bjp modi

  • @user-pv6of5iy2o
    @user-pv6of5iy2o Před 2 měsíci

    👍

  • @daitaribehera9885
    @daitaribehera9885 Před 3 měsíci +1

    Tama bijuli Tama pakhare rakha bahut kichhi delani odisha ku ae 25 years bhitare

  • @jagarout9438
    @jagarout9438 Před 3 měsíci

    👍👍💞💞💞💞

  • @bipranaik128
    @bipranaik128 Před 3 měsíci

    B

  • @mdakram6730
    @mdakram6730 Před 3 měsíci

    You are right

  • @mdakram6730
    @mdakram6730 Před 3 měsíci

    Electric free naveen babu jindabaad

  • @RamKandangkelMBJboys
    @RamKandangkelMBJboys Před 2 měsíci

    ଏବେ ଆମ ଦେଶରେ ଗୋରିବୋ ଲୋକ ଅହୁରି ଗୋରିବୋ ହେବ।
    Electric
    To
    Gass
    To ପନିପରିବା
    କେତେ ଦମ୍ ବୋଡ଼ିଲା

  • @बजाओगानेकेसाथ

    Sir apanka katha thik achhi kintu nabin babu ei kama agaru kan pain na kale ebe election asila belaku sabu jojana baharuchi.. kehi ethi bhala nuhe samastankar kichhi na kichhi phaida achhi mu kahaku bi vote debini

  • @Nimaicharansethy
    @Nimaicharansethy Před 3 měsíci

    Thankusir

  • @nikhindrabag3050
    @nikhindrabag3050 Před 3 měsíci

    ବିଜେଡି ଆଳୁ ଦବ

  • @Krushana9591
    @Krushana9591 Před 3 měsíci

    Rhite mu BJP hele shata akahile❤❤❤
    4:22 4:23 4:23

  • @user-xu5hc5od7t
    @user-xu5hc5od7t Před 2 měsíci

    Nabin,jindabad

  • @AdhiraDalai-ef4jg
    @AdhiraDalai-ef4jg Před 2 měsíci

    ଏବେ ଦିଇ

  • @JAJPUR_BULLETIN
    @JAJPUR_BULLETIN Před 2 měsíci

    ଅପେକ୍ଷା ର ଅନ୍ତ ଦେଖିବାକୁ ମିଳିବ, ଏଇ ବ୍ୟକ୍ତି ଜଣଙ୍କ ଭି 2029 ରେ BJP re ଏମିତି ବକ୍ତବ୍ୟ ଦେଉଥିବାର ଦେଖିବାକୁ ପାଇବେ।

  • @venkateshbeti276
    @venkateshbeti276 Před 2 měsíci

    Fast କଣ କହିଲେ କରେଣ୍ଟ free ବଳି କହି ହେବେ କଣ ବିଲି ରେ ପଇସା ମାଗୁଛ

  • @KishorDigal-oz9fl
    @KishorDigal-oz9fl Před 2 měsíci

    BJP paribani sir

  • @parameswarmahanta-rv5or
    @parameswarmahanta-rv5or Před 3 měsíci

    ଦିବା ସ୍ବପ୍ନ ଦେଖୁଛି ବି ଜେ ଡି

  • @krushnachandranayak2698
    @krushnachandranayak2698 Před 2 měsíci

    ତୁମେ କୋଉଠି ଥୀଲ ଇଲେକ୍ସନ ଆଗରୁ କେବେ ଏପରି କହିଛନ୍ତିକି ମିଡ଼ିଆ ଆଗରେ