ଶଶୁର ବୋହୂ ମିଶି କଣ ରୋଷେଇ କଲୁ/ନୂଆ ଚୁଲି/Arunsunaexpress

Sdílet
Vložit
  • čas přidán 7. 07. 2023
  • #arunsunaexpress#odiavlog

Komentáře • 248

  • @dibyajyotirout3486
    @dibyajyotirout3486 Před rokem +8

    ଆପଣଙ୍କ ଘର କେଉଁଠି କୁହନ୍ତୁ ଦୟାକରି

  • @PapunNayak-pu8cc
    @PapunNayak-pu8cc Před rokem +115

    ଭାଇ ଆପଣ ଜଣେ ଚାସି ଘରର ଛୁଆ ଦେଖିିକି ବହୁତ ଖୁସି ଲାଗିଲା ମୁଁ ଜଣେ ଚାସି ଘରର ଛୁଆ ମୁଁ ମୋ ନିଜକୁ ବହୁତ ଗରବ କରେ ଜୟ ଜଗନ୍ନାଥ ଭାଇ 😁😁😁😁

  • @nayana820
    @nayana820 Před rokem +10

    ଆମ ଓଡିଆ ଘର ର ପରମ୍ପରା ନୂଆ ଚୂଲି ଦୂବବରକୋଳି ପତ୍ର ଦେଇ ହୂଳହୂଳି ପକାଇ ପୂଜା କରାଯାଏ ତାପରେ ଚୂଲି ଲଗାଯାଏ

  • @tapasbehera315
    @tapasbehera315 Před rokem +12

    ଚୁଲି ବହୁତ ସୁନ୍ଦର ହୋଇଛି ପ୍ରଥମେ ଚୁଲି ପୂଜା କରି ରୋଷେଇ କରିଥାନ୍ତ ମୁଁ ଜସନା ଦିଦି ତୁମକୁ ପାଖକୁ ଯାଉଛି ଖାଇବି ଭୁଲ୍ ହେଲେ ରିପଲାଏ ରେ ଜଣାଇଦବ ଜୟ ଗୁରୁ ❤️🙏❤️🌹🥰❤️🌹🥰❤️🌹🥰

  • @tapasbehera315
    @tapasbehera315 Před rokem +20

    ସୁନା ତୁମେ ତୁମ ପରିବାର ସହିତ ଖୁସି ରୁହ ଜୟ ଗୁରୁ ❤️🙏❤️🌹🥰 ହାପି ଫେମେଲି 👍👨‍👩‍👧‍👧❤️🙏❤️🌹🥰❤️

  • @santoshpramanika5164
    @santoshpramanika5164 Před rokem +3

    ପୁରା ସିନେରି ଭଳି ଲାଗୁଛି କାରଣ ଘର ଚାରିପଟେ ଯୋଉ ଗଛ ଲତା ଅଛିନା ଦେଖିକି ବୋହୁତ ବଢ଼ିଆ ଲାଗୁଛି ସହର ଅପେକ୍ଷା ଆମ ଗାଁ ବଢ଼ିଆ ❤❤❤❤❤🥰🥰🥰🥰🥰

  • @hrudanandasankhua5824
    @hrudanandasankhua5824 Před rokem +8

    ସୁନା ଦିଦି ଅରୁଣ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ମୋ ସୁନା ଦିଦି ଅରୁଣ ଭାଇ ପରିବାର ସମସ୍ତ ଏମିତି ସବୁବେଳେ ହସ ଖୁସିରେ ରୁହ Love you Suna Didee Arun Bhai and Family members 💞❤️❤️❤️❤️❤️❤️ Jay Jagannath 🙏 Good bless you 👍

  • @swaintusarmetro3788
    @swaintusarmetro3788 Před rokem +4

    ବୋହୁତ ବୋହୁତ ଭଲ ଲାଗିଲା ବ୍ଲୋଗ ଟି👍ଜୟ ଜଗନ୍ନାଥ🙏ମହାପ୍ରଭୁ ସମସ୍ତଙ୍କୁ ଏମିତି ସବୁବେଳେ ଭଲରେ ଆଉ ହସଖୁସିରେ ରଖିଥାନ୍ତୁ.... ଲଭ ୟୁ ସୁନା ଦିଦି, ଅରୁନ ଭାଇ ଆଣ୍ଡ ଲଭ ୟୁ ଅଲ ଫ୍ୟାମିଲି ମେମ୍ବର୍ସ💞💜💞

  • @SrikatnaSebastian
    @SrikatnaSebastian Před rokem +1

    ଆପଣଙ୍କ ଘର କେଉଁଠି କୁହନ୍ତୁ ଦୟାକରି

  • @biswajitbiswal1994
    @biswajitbiswal1994 Před rokem +4

    ସୁନା ଦିଦି ଓ ଅରୁଣ ଭାଇ ଆପଣ ମାନେ ସବୁ କେମିତି ଅଛନ୍ତି।। ❤😊

  • @nanditajena8734
    @nanditajena8734 Před rokem +3

    Bohut khushi lage tuma parivar ku dekhi God bless all of you

  • @ritusmita2752
    @ritusmita2752 Před rokem +3

    Bhadrak dist jhia mane sabu kama tanku jana .sabu kama sikhithanti.chuli baneiba dekhiki bahit badhia lagila suna sarba guna samparna bohu haba pain tume pura perfect👌👌👌👌

  • @priyapanigrahi2147
    @priyapanigrahi2147 Před rokem +4

    Arun bro Katha bahut sundara dee appna bahut lucky bro nka pari sathitiya paecha

  • @SUNITADAS-dl2ig
    @SUNITADAS-dl2ig Před rokem +6

    Beautiful and very peaceful environment 👍❤️

  • @bhupendramaharatha6658
    @bhupendramaharatha6658 Před rokem +2

    aji Samastanku ekathi dekhi bahut bhal lagila bhai amiti sabubele khusi re ruha

  • @rajendrasubudhi8033
    @rajendrasubudhi8033 Před rokem +5

    Love you bhai and didi❤god bless you all family members🙏 emiti khushi re ruha sabubele🙏 jay jagannath🙏🙏

  • @biswaranjansahoo7495
    @biswaranjansahoo7495 Před rokem +2

    Beautiful couple beautiful jodi full enjoyment vlog sabubele dekhe tamr vlog gote bi miss kareni vlog satre Bhai au didi 🙏🙏🙏

  • @souravkumarsinghbabu8288

    Love you suna didi and love you Arun Bhai mo bhai au didi ku Prabhu jaganath sabu bele bhala Kari rakhi thantu au tanka muha re sabu bele ☺️ diantu jay Jagannath 🙏🙏🙏

  • @ambikausha3475
    @ambikausha3475 Před rokem +3

    Jay Jagannath 🙏 ♥️ Good morning didi and Bhai bohut sunder lagila video ♥️♥️♥️🥰🥰🤗🤗🤗

  • @santoshkumarsamantaray5389

    ବହୁତ ଖୁସି ଲାଗୁଛି ଭିଡ଼ିଓ ଦେଖିକି ❤️❤️❤️