ଓଲିଉଡ଼ ମାନେ କଣ ଖାଲି କଟକ ଆଉ ଭୁବନେଶ୍ୱର ଭୁବନେଶ୍ୱର? କାହା କଥା ରେ ଏଠି Film ଚାଲିବ?

Sdílet
Vložit
  • čas přidán 7. 09. 2024
  • ଓଲିଉଡ଼ କାହା ବାପା ସମ୍ପତି ନୁହେଁ | ଏ କଥା ସମସ୍ତେ ବୁଝିବା ଦରକାର ...
    ‪@KanakNewsOdisha‬
    ‪@OdishaBhaskar1‬
    ‪@otvodisha‬
    ‪@OdishaPrabhab‬
    ‪@PratidinTVodisha‬
    ‪@manojmishraodiaactor‬
    ‪@OdiaHungama‬
    ‪@mrmspatra‬
    ‪@MrArupDas2‬
    ‪@RomeoSanty‬
    ‪@Raghua3‬

Komentáře • 2,6K

  • @coolheart0011
    @coolheart0011 Před 10 měsíci +97

    ବହୁତ୍ ଧନ୍ୟବାଦ ଭାଇ ପ୍ରକୃତ ଘଟଣା କୁ ଠିକ୍ ଭାବେ ବୁଝାଇ ଥିବାରୁ...

  • @rabindrapanda8726
    @rabindrapanda8726 Před 10 měsíci +100

    ଭଲ ତର୍ଜମା କରିଛନ୍ତି ଆପଣ ।।ଆପଣ ଜାଣି ପାରୁଛନ୍ତି,ହେଲେ ଓଲିଉଡ ର ଲୋକ ଜାଣି ପରୁ ନାହଁନ୍ତି ।ଖୁବ୍ ସୁନ୍ଦର ପ୍ରସ୍ତୁତି କଲେ ଆପଣ ।।।ଧନ୍ୟବାଦ୍ 🙏

  • @ghanashyambhoi599
    @ghanashyambhoi599 Před 10 měsíci +78

    Full support ମନୋଜ ମିଶ୍ରଙ୍କୁ ଜୟ କୋଶଲ ଜୟ ମା ସମଲେଇ

  • @hemsagarsahu7537
    @hemsagarsahu7537 Před 10 měsíci +29

    କ୍ରାଇମବ୍ରାଞ୍ଚ ମଧ୍ୟ ଏମିତି ସଂଗ୍ରହ କରିପାରିବ❤ ନାହିଁ ଭିଡିଓ ଆପଣ ଙ୍କୁ ଧନ୍ୟବାଦ ଭାଇ

  • @Bindas100
    @Bindas100 Před 10 měsíci +87

    ଘଟଣା ର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିବାରୁ ଧନ୍ୟବାଦ❤

  • @MaheshBabu-js6lr
    @MaheshBabu-js6lr Před 10 měsíci +599

    ଯାଜପୁର କେନ୍ଦୁଝର କେନ୍ଦ୍ରାପଡ଼ା କଟକ ଭଦ୍ରକ ରୁ full support ମନୋଜ ମିଶ୍ରଙ୍କୁ ❤❤

  • @sudhanshusekharpradhan2645
    @sudhanshusekharpradhan2645 Před 10 měsíci +178

    ପୁରା ମଞ୍ଜ କଥା କହିଥିବାରୁ ଧନ୍ୟବାଦ ଭାଇ.....

  • @akashekashq3441
    @akashekashq3441 Před 10 měsíci +47

    We support Manoj Bhai... Being a producer you shouldn't have abused Manoj Bhai.
    There needs a holistic development of odia film industry.

    • @subha1157
      @subha1157 Před 10 měsíci

      Bala Manoj Mishra gote param harimi loka sambalpuri language re dubbed karibara karan kan, odia kan language nuhe

    • @svycganesha
      @svycganesha Před 10 měsíci +1

      ​@@subha1157 sambalpuri language kn language nuha ...

    • @rickbabaone
      @rickbabaone Před 10 měsíci

      ​@@subha1157Sambalpuri kana, Koraputia re bhi dubbing heba, tate kain j badhuche

    • @pratapjena9728
      @pratapjena9728 Před 10 měsíci

      ​@@subha1157bhai se jou language re karantu tora kana hela be

  • @coolheart0011
    @coolheart0011 Před 10 měsíci +47

    ଧିକ୍କାର ଅହଂକାରୀ ଅନୁଭବ, ଧିକ୍କାର ଅରିନ୍ଦମ... ଧିକ୍କାର ଟୁଟୁ, ଧୀକ୍କାର ଜିତୁ ମଙ୍ଗରାଜ

  • @Mrmunna-sm6or
    @Mrmunna-sm6or Před 10 měsíci +21

    ଭାଇ ବିନା ସାବୁନ୍ ରେ ଧୋଇଦେଲେ...
    ଭାଇ ହୃଦୟରୁ ଆପଣଙ୍କୁ ପ୍ରଣାମ...🙏🙏🙏

  • @binodbhoi5574
    @binodbhoi5574 Před 10 měsíci +66

    ମସ୍ତ୍ ରିଭ୍ୟୁ ଭାଇ ଭଲ ଲାଗିଲା ଏମିତି କାହା ସପକ୍ଷ ରେ ନ କହି ସତ କଥା ଉପସ୍ଥାପନ କରି ଥିବାରୁ

  • @kbc_675
    @kbc_675 Před 10 měsíci +108

    Strongly support manoj sir

  • @amiyakumarrout4527
    @amiyakumarrout4527 Před 10 měsíci +28

    ଭାଇ ଆପଣଙ୍କ କଥା ରେ ମୁଁ 100%ସତ ସତ କହିଲେ ଯାହା ହୁଏ ଆଉ ସତ କହିଲେ ଏମିତି ଭୋଗିବାକୁ ପଡିବ ଆଉ ମୋତେ ବି ଲାଗୁଚି ମନୋଜ ମିଶ୍ର ପରି ଆଗକୁ ଆଉ କେହି ସତ କହିବାକୁ ସାହସ କରିବେନି

  • @jyotshnamohanty8083
    @jyotshnamohanty8083 Před 10 měsíci +13

    ଆଜି ଗୋଟିଏ ଭିଡ଼ିଓ ଦେଲେ ଆଜ୍ଞା 👌👌👌ପାଣି ପାଣି ହୋଇ ଗଲା ଆଉ କ୍ଷୀର କ୍ଷୀର ହୋଇ ଗଲା must 🙏

  • @BdmSong
    @BdmSong Před 10 měsíci +5

    ବହୁତ ବଢ଼ିଆ କଥା କହିଛନ୍ତି ଭାଈ 👌👌❤👍👍

  • @laxmankubehera8980
    @laxmankubehera8980 Před 10 měsíci +67

    ୱା ଭାଇ.. ମନକୁ ଛୁଇଁଲା.. ଏକଦମ ଠିକ

  • @radheradhe0803
    @radheradhe0803 Před 10 měsíci +107

    ଆପଣ ସତରେ ଜଣେ ଭଲ ମଣିଷ । ଯେତେ ଯାହା ହେଲେ ବି ଆପଣ ସତ କହିବାକୁ ପଛାନ୍ତି ନାହିଁ ।

  • @rasmiraut
    @rasmiraut Před 10 měsíci +76

    ନିଚ୍ଛକ ସତ୍ୟ ଉପସ୍ଥାପନା . Best wishes

  • @chinmaysamal2384
    @chinmaysamal2384 Před 10 měsíci +7

    ଭାଇ Ollywood Industry ହେଉଛି ସମସ୍ତ ଓଡ଼ିଆ ମାନଙ୍କର, ସେ ଓଡିଶାର ଯେଉଁ ପ୍ରାନ୍ତରୁ ହେଉ ନା କାହିଁକି, ତେଣୁ ନିଜର IGo /Attitude ଛାଡି ଏକ ହୋଇ Ollywood Industry କୁ ଆଗେଇ ନିଅନ୍ତୁ, ଜୟ ଜଗନ୍ନାଥ /ଜୟ ମା ସମଲେଶ୍ୱରୀ 🙏🙏

  • @girishsingh1556
    @girishsingh1556 Před 10 měsíci +2

    ବହୁତ୍ ବଢିଆ ଭାଇ ପକୃତ ଘଟଣା କୁ ଠିକ୍ ଭାବରେ ବୁଝାଇ ଥିବାରୁ .....

  • @dolamanipodh6329
    @dolamanipodh6329 Před 10 měsíci +11

    Absolutely ବାବୁଶାନ୍,ସିଦ୍ଧାନ୍ତ ହିଁ ଓଡ଼ିଆ ସୁପରଷ୍ଟାର।

  • @stylestar486
    @stylestar486 Před 10 měsíci +43

    ତମେ ଏତେଦିନ କୋଉଠି ଥିଲ ଭାଇ ମୁଁ ବହୁତ miss କରୁଥିଲି , ଆପଣ ଠିକ କଥା କୁହନ୍ତି ଏବଂ ବହୁତ ଭଲ ଲାଗେ ଆପଣଙ୍କ କଥା

  • @jogeswarmajhi4529
    @jogeswarmajhi4529 Před 10 měsíci +20

    ଭାଇ ଆପଣଙ୍କୁ salute ପୁରା ୧୦୦୦%ସତ କଥା କହିଛନ୍ତି।

  • @ssantosh23
    @ssantosh23 Před 10 měsíci +11

    I am from Bhadrak & I support to Mr. Manoj Mishra . He is a Versatile Actor .

  • @Sai_Dushmant
    @Sai_Dushmant Před 9 měsíci +1

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପୁରା ଭିଡିଓ ରେ ସବୁକିଛି ଜାଣି ପାରିଲି, କିଛିଟା ଲୋକ ମନରେ ପୂର୍ବ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା କହି ଭେଦ ଭାବ ଅଛି, ସେମାନେ ଯେମିତି କିଛି ଶିଖିପାରିବେ ସେଭଳି ଭିଡିଓ ଗୋଟେ ବନେଇବାକୁ ମୋର ଅନୁରୋଧ ରହିଲା।

  • @jeet_yoga
    @jeet_yoga Před 10 měsíci +47

    What a presentation.. 100%right.. ❤️

  • @scienceofhowhindi2947
    @scienceofhowhindi2947 Před 10 měsíci +238

    We support manoj mishra 🙏

  • @forrrest2495
    @forrrest2495 Před 10 měsíci +46

    Manoj Mishra is a NSD and FTII passout. He has the ability to play any role. He is a genius on screen. He is talking about odia cinema's future. He's speaking logically. We must support him.

    • @manasranjantripathy7897
      @manasranjantripathy7897 Před 10 měsíci +2

      Bilkul thik.... Se suddern ta film industry re pasijainahanti... Career starting re supporting role, tv serials kari ki agaku badhichanti... aau emiti ki Odia film industry ra superstar Anubhav nka opositre villian role Kariba, khelaghara katha nuhen... Tanka acting pain tanku uttsahita Kariba badalare, tanku Upara ku uthiba ku na dei, tala ku goda dhari tanajauchi.... Sethipain ta kuhajaae, Odisha niti, Kankada niti...

    • @jayadevsandha6383
      @jayadevsandha6383 Před 10 měsíci

      ପୁରା ସତ୍ୟ ତାଙ୍କୁ ଆମର ସହାୟୋଗ ଦରକାର କାହିଁ କି ନା ସେହି ବ୍ୟକ୍ତି ଅନେକ ଭାଷାରେ ଅଭିନୟ କରିଛନ୍ତି ମୁଁ ଦେଖିଛି ତାଙ୍କ ଅଭିନୟ ଯେମିତି ଓଡ଼ିଆ ତାମିଲ୍ ହିନ୍ଦୀ ଇତ୍ୟାଦି ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ ନାୟକ

    • @jaikumarminz2335
      @jaikumarminz2335 Před 10 měsíci

      U r right ,100%,keep it up, bring the truth,

    • @jaikumarminz2335
      @jaikumarminz2335 Před 10 měsíci

      Ur right ,people should know the truth of present Turmoil of fooliwood.

  • @user-er2jg1dq3t
    @user-er2jg1dq3t Před 10 měsíci +3

    Perfect bhai 🙌💯.. ae video ku jete bi Manoj Mishra nku bhul kahuchhanti semanku nihati dekhiba darkar 💔💔
    Support Manoj Mishra 🗿🤝
    From Dhenkanal 🙌❤️

  • @NARESH9SAHOO
    @NARESH9SAHOO Před 10 měsíci +4

    This is the real truth...Thank you Bhai for revealing the truth.. support Manoj Mishra

  • @kapileswarnaik7114
    @kapileswarnaik7114 Před 10 měsíci +37

    ଭାଇ ଆମର ଅତି ସରଳ ସୁନ୍ଦର ଭାଷାରେ ବୁଝେଇ ଦେଲେ ।❤

  • @JyotiranjanMajhi-wd8cz
    @JyotiranjanMajhi-wd8cz Před 10 měsíci +40

    ଠିକ୍ କହିଲ ଭାଇ ସମସ୍ତ ଓଡ଼ିଶା ବାସୀ ମୋନୋଜ ମିଶ୍ର ଙ୍କୁ ସପୋର୍ଟ କରିବେ କେବଳ ଆମ ଓଡ଼ିଶାର ସ୍ୱାଭିମାନ ପାଇଁ

  • @subhasmitapriyadarshini2042
    @subhasmitapriyadarshini2042 Před 10 měsíci +108

    ତୁମକୁ ନମସ୍କାର ସାତ କହିଛନ୍ତି, ମନୋଜ ଭାଇ ଜିନ୍ଦାବାଦ।ଓଡ଼ିଆ ତୁମ ସାଥିରେ।

  • @MatiHandiRandha
    @MatiHandiRandha Před 10 měsíci +11

    ଭଲ କଥା ପଦେ କହେଲ ଦାଦା ❤❤

  • @drtusharkantinayak7523
    @drtusharkantinayak7523 Před 10 měsíci +5

    Well analysed . The ban over Manoj Mishra should be removed immediately . The controversy is raising tension between the Western Dists and Coastal belt which is not good for the people and cine industry.

  • @panigrahisbiology2204
    @panigrahisbiology2204 Před 10 měsíci +276

    ମନୋଜ ମିଶ୍ରକୁ ସମସ୍ତେ ଇର୍ଷା କରନ୍ତି... ସମ୍ବଲପୁର କୁ ଓଡିଶା ବାହାରେ କହୁଛି ଜିତୁ ମଙ୍ଗରାଜ... ଶ୍ରୀତ୍ତମ ବି ନିଜକୁ ଭାରି ଜ୍ଞାନୀ ବୋଲି ଭାବୁଛି... ମନୋଜ ମିଶ୍ର କୁ ଇର୍ଷା ନକରି ଯଦି ତାକୁ ଉତ୍ସାହିତ କରାଯାଇଥାନ୍ତା ତେବେ ହୁଏତ ollywood ଅଧିକ ବଳିଷ୍ଠ ହୋଇଥାନ୍ତା

    • @surajo96
      @surajo96 Před 10 měsíci +1

      Are bhai jitu raut kahithila

    • @mancitywithallmyheart
      @mancitywithallmyheart Před 10 měsíci +3

      ​@@surajo96se para chicken bepar karuthila covid time re tara kana aukat ache kahebar

    • @ashishkumarjena2345
      @ashishkumarjena2345 Před 10 měsíci

      Right

    • @surajo96
      @surajo96 Před 10 měsíci +2

      @@mancitywithallmyheart hn bhAii se bhari egoistic loka ta jitu rout but jitu mngraj thu sea bessi choddi hauthilA😑

    • @skp6143
      @skp6143 Před 10 měsíci

      Ur right bhai

  • @chikuncollection440
    @chikuncollection440 Před 10 měsíci +18

    I support Manoj Mishra bhai❤ support from deogarh

  • @pkboy7494
    @pkboy7494 Před 10 měsíci +541

    ଭାଇ ଜଉ video ବୋନାନ୍ତି ପୁରା ସତ ଆଉ forfeckt କଥା କୁହନ୍ତି ନାଁ କାହା ସାଇଟି ନିଅନ୍ତି ନାଁ କାହା କୁ sapot କୁ କରନ୍ତି ଜାହା ସତ ତାହା ଦେଖିନ୍ତି ଭାଇ salut ଆପଣକୁ 👏🙏🙏

  • @ark143music
    @ark143music Před 10 měsíci +6

    ଆଜ୍ଞା ଆପଣ ଜାହା କହିଲେ ସବୁ ସତକଥା ଓଡ଼ିଆ Industry କୁ ଆଗକୁ ନେବାପାଇଁ କେହି ଚାହୁଁ ନାହାନ୍ତି. ମନୋଜ ମିଶ୍ର ଜେତେବେଳେ ଆଗକୁ ବଢ଼ାଇବା ପାଇଁ ଚାହିଁ ଲେ ..କାହିଁକି ବିରୋଧ କରୁଛନ୍ତି।ଜୟ ଜଗନ୍ନାଥ 🙏 ଜୟ ମାଁ ସମଲେଶ୍ବରୀ 🙏

  • @Rolex77077
    @Rolex77077 Před 10 měsíci +5

    Fully perfect explanation bhai good job 🙌💯
    Tamara ae video ku samastanku dekhiba darakar jie bi Manoj Mishra nku birodha karuchhanti 😑💔💔

  • @JR-sm7rt
    @JR-sm7rt Před 10 měsíci +11

    ଜୟ ଜଗନ୍ନାଥ 💐💐🙏🙏🙏
    ଭାଇ ଆମର୍ ବହୁତ ସୁନ୍ଦର କଥା କହିସନ ହେଥିର ଲାଗି ଆମେ ଭାଇଙ୍କର ସବୁ ଭିଡିଓ ଦେଖିସୁ କାହିଁ ଲାଗି ବଇଲେ ଭାଇ ପୂରା ସତ୍ଯ କଥା କହିସନ୍।। କାହାର୍ ସପଟ୍ ନାଇ ନିଅନ୍ ବହୁତ ସୁନ୍ଦର କଥା କହିସନ ❤❤❤❤
    ହଁ ଭାଇ ଯାହା ହେଲା ହେଲା ସେ ସବୁ ଛାଡିକରି ଗୁଟେ ମାଁ ର ଛୁଆ ଲେଖାନ୍ ମିଶିକରି କାମ କରୁନ ଇ ଆମର୍ ଓଡିଶା କେ ସାରା ଦେଶ ବିଦେଶ ଜାନୁ ଆର୍ ସଭେ ଭଲସେ ରହୁନ୍ ।।।🙏🙏💐💐🙏🙏

  • @deepakdash4893
    @deepakdash4893 Před 10 měsíci +22

    Manoj mishra nka acting au voice mind blowing ❤

  • @Telkoikhabar
    @Telkoikhabar Před 10 měsíci +44

    ବିନା ସରଫ ସାବୁନ ରେ ଧୁଇ ଦେଲ ଭାଇ

  • @pranayachintada8283
    @pranayachintada8283 Před 10 měsíci +5

    ଭାଇ ବହୁତ ଖୁସି ଲାଗୁଛି କି ଆମ ଓଡ଼ିଶା ରେ ତମ ଭଳିଆ ବ୍ୟକ୍ତି CZcams ମାଧ୍ୟମରେ ସତ୍ୟ କୁ ଦେଖାଉଛନ୍ତି ..... ନ ହେଲେ ୟେ ସବୁ ଗୋଟିଏ ମାୟାନଗ୍ରି ଦେଖିବା ଲୋକ କିଛି ଜାଣି ପାରିବେ ନାହିଁ

  • @ommmishra9675
    @ommmishra9675 Před 10 měsíci +4

    ମୁଁ କଟକ ଟୋକା ମନୋଜ ମିଶ୍ର ଙ୍କୁ ଫୁଲ୍ ସପୋର୍ଟ କରୁଛି ସମ୍ବଲପୁର ଜିଲ୍ଲାର ସବୁ ଲୋକ ଙ୍କୁ i love you ❤️🌹😘

    • @ommmishra9675
      @ommmishra9675 Před 10 měsíci

      @@sanatanihindu-jk2je Hnn bro ପଶ୍ଚିମ ଓଡିଶା କୁ ଆମେ ପୂର୍ବ ଓଡିଶା ଲୋକ ବହୁତ୍ ଭଲ ପାଉ କଟକ ପୁରୀ ଖୋର୍ଦ୍ଧା ଯାଜପୁର କେନ୍ଦ୍ରପଡା ଜଗସିଂହପୁର କେତେଟା ରାଣ୍ଡି ପୁଅ ବେଧୁଆ ଙ୍କ ପାଇଁ ଆମେ ପୂର୍ବ ଓଡିଶା ଲୋକ ଆଜି ଖରାପ ହଉଛୁ chada ଆମେ ଭାଇ ଭାଇ ହେଇକି ରହିବା

    • @nabakishoredhangadamajhi9013
      @nabakishoredhangadamajhi9013 Před 9 měsíci

      ଭାଇ ମୂଳ ମଞ୍ଜି କଥା 🙏🙏🙏

  • @dhananjaynaik4654
    @dhananjaynaik4654 Před 10 měsíci +15

    Bhai video dekhiba aagaru kahi deuchhi manoj Mishra Is right I support him ❤️❤️

  • @srath1477
    @srath1477 Před 10 měsíci +15

    Great presentation 👍 we support Manoj Mishra

  • @baadshahbikash5308
    @baadshahbikash5308 Před 10 měsíci +76

    Dil se support Monaj mishra ❤

  • @pabanofficial9981
    @pabanofficial9981 Před 10 měsíci +1

    Love you from sambalpuri .......?manoj bhai full support 😮😮😮😮

  • @ranjitkumarpadhan8856
    @ranjitkumarpadhan8856 Před 10 měsíci +4

    ଆପଣ ବହୁତ ଭଲ କଥା କହିଛ ଭାଇ

  • @suchitradei7500
    @suchitradei7500 Před 10 měsíci +50

    U r very talented to discuss any fact

  • @sthitapragyan_debasis
    @sthitapragyan_debasis Před 10 měsíci +19

    Love you Manoj bhai ... you've been always 100% right

    • @pradeepkumardas2824
      @pradeepkumardas2824 Před 10 měsíci

      Manoj Mishra is thinking beyond Odisha but producers are thinking about Cuttack and Bhubaneswar.

  • @pravakarsamal1840
    @pravakarsamal1840 Před 10 měsíci +10

    ଧନ୍ୟବାଦ୍ ଭାଇ ଏ ଟପିକ ଟା ଆଣିଥିବା ରୁ

  • @subratkumarpradhan8194
    @subratkumarpradhan8194 Před 10 měsíci +2

    Im from Berhampure ,,, full support Manoj Mishra ....he is a great man, great actor

  • @omm.ramnarayan
    @omm.ramnarayan Před 10 měsíci +1

    Bhai first time Tama video dekhili..,.....au ekdum correct au sata Katha kahila😂😂😂👌👌👌👌👌

  • @memesindia2185
    @memesindia2185 Před 10 měsíci +15

    1001% right 👍👍

  • @rajdhanimobilemobile3811
    @rajdhanimobilemobile3811 Před 10 měsíci +44

    ଭାଇ ଠିକ କହିଛ 100%

  • @sumitsahoosomu
    @sumitsahoosomu Před 10 měsíci +223

    Manoj Mishra's acting ability > whole career of Anubhav + Arindam

    • @prasanjeetdas8845
      @prasanjeetdas8845 Před 10 měsíci +8

      Bhai ate b sata Katha kahibar nathila 😅

    • @sumitsahoosomu
      @sumitsahoosomu Před 10 měsíci

      @@prasanjeetdas8845 😂

    • @powerful_information1
      @powerful_information1 Před 10 měsíci

      😂🤣

    • @surajo96
      @surajo96 Před 10 měsíci +4

      Yes but most popular & crowd puller Anubhav (70%)❤ arindam (20%) & and Manoj da(10%)😂😂

    • @sumitsahoosomu
      @sumitsahoosomu Před 10 měsíci +7

      @@surajo96 Don't think so. I haven't watched a single of movie of him in last 15 years. I would say Babushan is the crowd puller.

  • @mr.soumya8368
    @mr.soumya8368 Před 10 měsíci +1

    ଯା ହଉ ଘଟଣା ଟା କୋଉଠୁ ଆରମ୍ଭ ହୋଇଥିଲା ମୁଁ ଜାଣି ନଥିଲି, କେତେ ସୁନ୍ଦର ଭାବରେ ଭାଇ ବୁଝେଇ ଦେଲ ମ, ବହୁତ ବହୁତ ଧନ୍ୟବାଦ ଭାଇ❤️

  • @premcrazy9729
    @premcrazy9729 Před 10 měsíci +6

    ଭାଈ ତମେ ପୁରା ସତ୍ କଥା କହିଛ ଭାଇ ପୁରା 100ରୁ100%✓✓ ଭାଇ ଜୟ ମା ସମଲେଇ

  • @sonalipradhan337
    @sonalipradhan337 Před 10 měsíci +31

    I support manoj mishra❤❤

  • @Manishbhai234
    @Manishbhai234 Před 10 měsíci +11

    ଧନ୍ଯବାଦ ସାର ସତ କଥା ଉପସ୍ଥାପନା କରିଥିବାରୁ। ❤❤❤

  • @bibhubaibhav453
    @bibhubaibhav453 Před 10 měsíci +14

    Right Discussion ❤

  • @amiyasabar4824
    @amiyasabar4824 Před 10 měsíci +2

    Bhai 💯 sata kahila 💪💪💪🤟

  • @ramakantabhoi5519
    @ramakantabhoi5519 Před 10 měsíci +2

    ସତରେ ଯଦି ଆପଣ ସତକଥା କହୁଥିବେ ଧନ୍ୟବାଦ୍

  • @dibyaranjanmajhi9255
    @dibyaranjanmajhi9255 Před 10 měsíci +5

    ପୁରା point to point katha kahila bhai 🙏 I❤️ manoj bhai
    I❤️ sambalpur
    ଆପଣଙ୍କ କଥା ପୁରା ଭଳ ଲାଗିଲା ଭାଇ 🙏🙏

  • @suchitradei7500
    @suchitradei7500 Před 10 měsíci +11

    Really u r brave to discuss the truth

  • @jayakrusnasingh4149
    @jayakrusnasingh4149 Před 10 měsíci +27

    କଥାରେ ଅଛି ଭଲ ଫଳକୁ ସମସ୍ତେ ଟେକା ମାରିବେ....

  • @satya-gx2ht
    @satya-gx2ht Před 10 měsíci

    What a language kali babu...also infront of media..superb....

  • @user-ec5sg6fg4o
    @user-ec5sg6fg4o Před 10 měsíci

    Manoj Babu right man. God bless you. All orisha support you.❤

  • @user-du7kc7fn3q
    @user-du7kc7fn3q Před 10 měsíci +29

    Manoj Mishra is a talented actor.

  • @arjunpurohit6499
    @arjunpurohit6499 Před 10 měsíci +43

    Thanks for providing a summary of the background events behind this sordid and despicable action of self appointed dons of Ollywood film industry. These are the folks responsible for mediocrity of Odia films. Not being creative they lash out against any suggestion to improve the Odia films. Hats off to Manoj Babu to standing up to these guys.

  • @rajeshbarik1976
    @rajeshbarik1976 Před 10 měsíci +18

    Thank you so much for your intelligent reporting

  • @sonalipatel2798
    @sonalipatel2798 Před 9 měsíci

    Thank you for these highlights.... Full support for Manoj dada

  • @SKumar56789
    @SKumar56789 Před 10 měsíci +1

    ବହୁତ ଭଲ ଉପସ୍ଥାପନ

  • @pattanaikranju7732
    @pattanaikranju7732 Před 10 měsíci +8

    ଭାଇ ଆପଣ ଯାହା କହିଲେ ତାହା ଠିକ୍ କଥା କିନ୍ତୁ କାଳି ବାବୁ ଯେଉଁ ପରି ଭାବରେ ମନୋଜ ମିଶ୍ରଙ୍କୁ ‌ ଗାଳି କରିଥିଲେ ଏଥିରୁ ଜଣା ପଡୁଥିଲା ତାଙ୍କର ଯେମିତି କେହି ମାଆ ଭଉଣୀ ନାହାନ୍ତି ଏପରି କଳାକାର ଙ୍କୁ ଆଗ ବହିଷ୍କାର କରାଯିବା କଥା ଏପରି କଳାକାର ଙ୍କର ଭାଷାଜ୍ଞାନ ନଥିବା ପରି ଜଣା ପଡୁଥିଲା ଏହି କଳାକାର ସିନେମା ଜଗତ ପାଇଁ ମୋ ମତରେ ଏକ କଳଙ୍କ👍👍👍👍

    • @Tosanand999
      @Tosanand999 Před 10 měsíci +1

      ସତ୍ କଥା ଭାଇ କାଲି ବାବୁ ଯେଉ ଭାଷା ରେ ଗାଳି କରୁ ଥିଲା ତାକୁ ସବୁ ଦିନ ପାଇଁ କି ସିନେମା ଇଣ୍ଡଷ୍ଟରେ ବହିଷ୍କାର କରାଯିବା କଥା ଆଜି ମନୋଜ ମିଶ୍ର କୁ ଗାଳି ଦେଲା ଆଉ କାଲିକୁ ଆଉ କାହା କୁ ଗାଳି ଦେଇ ପାରେ ଏମିତି ଲୋକ ସିନେମା ଜଗତ ପାଇଁ ଏକ କଳଙ୍କ

    • @Sibasish9153
      @Sibasish9153 Před 10 měsíci +1

      khali cinema jagata nuhein swachha manisha samaj paein bi kalanka

  • @trinathparida6291
    @trinathparida6291 Před 10 měsíci +10

    🎉❤❤❤❤ Manoj Mishra great ❤🎉🎉

  • @baivabmahalik4902
    @baivabmahalik4902 Před 10 měsíci +8

    Bhai to be honest.. Manoj Mishra is a very good person...
    They are all ganging upon him and trying to settle him down..
    He's a gem trying to make our movies known as PAN Bharat Movie

  • @tribikrambehera3945
    @tribikrambehera3945 Před 10 měsíci +4

    ୧୦୦% ସତ କଥା କହିଛ ଭାଇ

  • @manishnaik9959
    @manishnaik9959 Před 10 měsíci +3

    Perfect analysis and showing the truth of so called odia industry.

  • @sidhuraika2946
    @sidhuraika2946 Před 10 měsíci +7

    ଭାଇ ପୁରା ଠିକ୍ କଥା କହିଲ। ବହୁତ ଭଲ ଲାଗିଲା।❤❤❤🙏🙏🙏

  • @LazzzyLii
    @LazzzyLii Před 10 měsíci +14

    Bhai manigali je tame biased nuhe ! Salute 🖖

  • @sudhirkumarpattnaik4615
    @sudhirkumarpattnaik4615 Před 10 měsíci +17

    Genuine analysis behind the ban of Manoj Mishra by the Odia Cine Producers ' Association. Reality always bites.The analysis shows the narrow mindsets of the Odia cine producers.

  • @sitakantasubudhi5975
    @sitakantasubudhi5975 Před 10 měsíci +2

    Manoj Mishra is such a talented actor. Ollywood industry only focuses on copying other film industry's contents. Actors like Anubhav, Arindam will never be like a talented actor like Manoj Mishra. We're with Manoj Mishra Sir❤

  • @binaya27
    @binaya27 Před 10 měsíci +1

    Bahut badhia video 👌👌

  • @anyra5978
    @anyra5978 Před 10 měsíci +4

    କି କଥା କହିଲ ମୋ ଭାଇ Mind Blowing 😊😊

  • @jalilkumarbhoi9472
    @jalilkumarbhoi9472 Před 10 měsíci +7

    Nice explanation
    We will always stand by Manoj Mishra

  • @Munaelectricalxyz
    @Munaelectricalxyz Před 10 měsíci +5

    Cuttack , bhubaneswar full support monoj sir❤

  • @PritamTandi-vf7dw
    @PritamTandi-vf7dw Před 10 měsíci

    Tamar katha suni kari mor man bhariga sir ek dum sath katha aae......jai ma manikeswari🙏🙏🙏

  • @odiatoka0007
    @odiatoka0007 Před 10 měsíci +2

    😂 Perfect Bhai Pura

  • @samirpattanaik7789
    @samirpattanaik7789 Před 10 měsíci +25

    ANALYSIS IS VERY GENUINE. THIS VIDEO WILL APPRECIATE BY ALL ODISHA PEOPLE'S DEFINITELY. ALL PEOPLE'S SHOULD SEE THIS VIDEO.

  • @srikantkumar5237
    @srikantkumar5237 Před 10 měsíci +5

    Ek dum point to point katha kahicha bhai

  • @saileshtripathy8761
    @saileshtripathy8761 Před 10 měsíci +1

    Wao right bro.......pura sata katha kahila..1000%

  • @sureshkumarmallick2596
    @sureshkumarmallick2596 Před 10 měsíci +2

    ଆପଣ ଠିକ ତଥ୍ୟ ପର୍ଦାଫାଶ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏,
    ମୁ ବି ଠିକ ବୁଲ ନଜାଣି... ମନୋଜ ମିଶ୍ରଙ୍କୁ ଭୁଲ ବୁଝୁଥିଲି, ଆପଣଙ୍କର ଏ vdo ଦେଖିବାପରେ ବୁଝିଗଲି 🙏❤

  • @HappyAngel-gq4qm
    @HappyAngel-gq4qm Před 10 měsíci +7

    Byomkesh tripathy doing a great job by supporting man society and here you are supporting all time for man..thank you brother 🙏😊

  • @user-gz2zd3ly7q
    @user-gz2zd3ly7q Před 10 měsíci +7

    You are absolutely correct.

  • @radheshyammeher4318
    @radheshyammeher4318 Před 10 měsíci +5

    ଧନ୍ୟବାଦ ଭାଇ 🙏

  • @sandpnyk
    @sandpnyk Před 10 měsíci +2

    RESPECT for this video ❤❤

  • @user-hq6yr5bk6v
    @user-hq6yr5bk6v Před 10 měsíci +1

    ମୋନୋଜ ମିଶ୍ର ସୁପର ❤❤❤

  • @kamalsahoo07
    @kamalsahoo07 Před 10 měsíci +4

    2000% right, ବୋହୁତ ଭଲ ରେ ବୁଝାଇଲେ