Rupa Saagadi Re Suna Kania

Sdílet
Vložit
  • čas přidán 27. 08. 2024
  • Awesome song from movie Jaga Hata Re Pagha

Komentáře • 2,6K

  • @biswajitstudypoint4224
    @biswajitstudypoint4224 Před rokem +664

    ଯୁଗ ଆସିବ ଯୁଗ ପୁଣି ଯିବ କିନ୍ତୁ ବିଜୟ sir ଆପଣ ଆମର ହୃଦୟ ରେ ସବୁବେଳେ ରହିବେ ,

    • @prafulasahu3183
      @prafulasahu3183 Před rokem +13

      Right 🙏🏼

    • @shisira2746
      @shisira2746 Před rokem +9

      😭

    • @pratapkumardash1068
      @pratapkumardash1068 Před rokem +3

    • @sumatirout3182
      @sumatirout3182 Před rokem +1

      ​@@prafulasahu3183ìiiiiiiiiiiìiiiiiiiii😊😊

    • @sumatirout3182
      @sumatirout3182 Před rokem

      ​@@prafulasahu3183iiiiiuuu😊😊😊ii😊😊iiiiiiiiiiiiiiiiiiiiii😊😊uii😊😊iiiuuu😊ùiùiiùiiiiuiiì😊uuùuùuìiuùuùuìuuùuìùiuùiiuuùuìuùuìùuùuuùuìuuùuìùiuùiiuiuuùuìuuùuìùiuùuuùuìuuùuìùiuùiiuuùuìuuùuìùiuùuuùuìuuùuìùiuùiiuiiuuuuiiùùìiuiùuuuùiuuuuuuuiuuuuuiuiuuuuùuuuiìuuuuuuuuuuuuuuuuuuuuuuuuuuuuuuuuu

  • @alivabehera90
    @alivabehera90 Před 5 měsíci +236

    କିଏ କିଏ ୨୦୨୪ ରେ ଶୁଣୁଛ

  • @jinidil3509
    @jinidil3509 Před 2 lety +222

    ମୁଁ ଓଡ଼ିଆ, ମୁଁ ଗର୍ବିତ, ମୋ ଗୀତ ମୋ ପରମ୍ପରା, ମୋ ଯାନି ମୋ ଯାତରା, ମୋ ପିଲାଦିନ,, ମୋ ଓଡ଼ିଆ ସବୁ ବଢିଆ ।।। ମୁଁ ଗର୍ବିତ ସେଇ ସୁନା ର ସମୟ ରେ ଜନ୍ମ ହୋଇ😍😍

  • @aloksahoo1216
    @aloksahoo1216 Před 5 měsíci +10

    ଯେତେଦିନ ଯାଏଁ ସିନେମା ରହିବ ସେତେଦିନ ଯାଏଁ....ବିଜୟ ସାର୍ ଆପଣ ସେମିତି ଜୀବନ୍ତ ରହିବେ.....❤

  • @manojmukhi2079
    @manojmukhi2079 Před 3 lety +159

    ଏଇ ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଚି... ଆଜି କା ସମୟରେ ଆଉ ଏମିତି ଓଡ଼ିଆ ଗୀତ ଆସୁନି.. ଏବେକାର ସଙ୍ଗୀତକାର ମାନେ ଓଡ଼ିଆ ସଙ୍ଗୀତ କୁ ମାଟିରେ ମିଶେଇ ସାରିଲେଣି।

  • @rameshsamal1138
    @rameshsamal1138 Před 5 lety +789

    ଆମ ଓଡିଆ ମାନକଂ ପାଇଁ ଏ ଗୀତ ନୁହେଁ ।କୋହେନୂର ହୀରାଠୁ ବି ଅଧିକ ମୂଲ୍ୟବାନ୍ ।

  • @DPFacts
    @DPFacts Před 4 lety +453

    Old is gold and one of my favourite song. 🎵
    ବିଜୟ ମହାନ୍ତି ଙ୍କ ବିୟୋଗ ପରେ କେଉଁମାନେ ଏଠାରେ ଦେଖୁଛନ୍ତି?

  • @Sudeepta
    @Sudeepta Před 3 lety +416

    ଯୁଗ ଆସିବ ଆଉ ଯୁଗ ଯିବ କିନ୍ତୁ ଏ ଗୀତର ମୂଲ୍ୟ ସେମିତି ହିଁ ରହିବ।ମୋର ଅତିପ୍ରିୟ ଗୀତ। Rip Md Aziz & Rip Bijay Mohanty sir ..

    • @sisirkumarnayak8422
      @sisirkumarnayak8422 Před 2 lety +2

      ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।

    • @radhakrushnapanigrahy1703
      @radhakrushnapanigrahy1703 Před 2 lety +2

      Hi nayak
      U re correct.
      Voice of md.aziz is super.

    • @radhakrushnapanigrahy1703
      @radhakrushnapanigrahy1703 Před rokem

      Hi nayak
      Again thank u.
      Ehi gita bahut madhur
      Voice of mohd aziz is super.
      Good song

    • @radhakrushnapanigrahy1703
      @radhakrushnapanigrahy1703 Před rokem

      @@sisirkumarnayak8422
      Hi nayak
      Bahut sundar git
      Mor favourite gita.
      R.ip..vijay sir
      Gita .....rupas gadore suna kania...
      Middle music gitar bahut sundar..

    • @radhakrushnapanigrahy1703
      @radhakrushnapanigrahy1703 Před rokem

      Hi nayak
      It is my favourite.
      The song remind me my child hood days.
      At that time I was studying in class VIII in ganjam DIST.of Odisha....

  • @rajeev2473
    @rajeev2473 Před rokem +9

    କେଡ଼େ ସୁନ୍ଦର ସେ ଶବ୍ଦ ଗୁଡିକ! ବିଜୟ ମହାନ୍ତିଙ୍କ ଅଭିନୟ ଏବଂ ଟିକି ଅପାଙ୍କ ଲାବଣ୍ୟ ଆଉ ଭାଷା ପାଉନି ଲେଖିବାକୁ, ଆଖି ରୁ ସ୍ଵତଃପ୍ରବୃତ୍ତ ଭାବେ ଦୁଇ ଧାର ଲୁହ ଗଡିଯାଏ ସଙ୍ଗୀତ ପାଇଁ ଏବଂ ବିଜୟ ସାର୍ ଙ୍କ ଅବର୍ତ୍ତମାନ ରେ। ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା। ଆଉ ଫେରିପାଇବିନି ସେ ସମୟ; ❤

  • @manaswiniacharya2426
    @manaswiniacharya2426 Před 4 lety +738

    ମୋର ସବୁଠୁ ପ୍ରିୟ ଗୀତ। ସାନ ବେଳ ଠୁ ଏଇ ଗୀତ ଶୁଣି ଆସିଛି, କିନ୍ତୁ ଆଜି ଏ ଗୀତ ମୋ ହୃଦୟ କୁ ଅନେକ କଷ୍ଟ ଦଉଚି କାରଣ ଏ ଗୀତ ରେ ମୋର ସେଇ ସ୍ମୃତିରେ ଥିବା ଚେହେରା ଆଉ ଚରିତ୍ର ଆଉ ନାହାନ୍ତି । 😭

    • @informationhub649
      @informationhub649 Před 3 lety +30

      ସିଙ୍ଗର m ajij ବି ନାହାନ୍ତି ଆଉ କଳାକାର ବିଜୟ ସାର୍ ବି ନାହାନ୍ତି 😭😭😭

    • @prabhakarswainswain5810
      @prabhakarswainswain5810 Před 3 lety +7

      Bhai aou kuhani

    • @kunumishra6208
      @kunumishra6208 Před 3 lety +5

      Hmmm Tama thick kahila sister mata mo pilabela Khali Mana paduchi.

    • @saunamurmuentertainment3818
      @saunamurmuentertainment3818 Před 3 lety +9

      Mann to karta hai..kas abhi bhi wahi jamana hota ...kitna acha hota ....miss u child time

    • @deepakbhoi3387
      @deepakbhoi3387 Před 3 lety +4

      ଭଉଣୀ ତୁମେ ମୋ ଠାରୁ ବୟସ ରେ ବଡ଼ ହେବ କି ସାନ ହେବ ମୁଁ ଜାଣିନି ହେଲେ ଭଉଣୀ କାହିଁକି କହୁଛି ତୁମ ଏ message କୁ ପଢି କି ଏତିକି କହୁଛି ଭଉଣୀ ତୁମ ନୁମ୍ବର କେବେବି କାହାକୁ ଏଥିରେ message କରିବନି ହେଲେ ଲୋକମାନେ କହନ୍ତି ମନକୁ କଷ୍ଟ ଦେଉଥିବା କଥାଟା କାହାକୁ କହିଦେଲେ ମନଟା ଭଲଲାଗେ ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ କାହାକୁ ମୋ ନିଜ ସାଙ୍ଗ ସାଥି ମାନଂକୁ ବି କହି ପାରୁନି କିନ୍ତୁ ତୁମର ଏ message କୁ ପଢି ମୁଁ ମୋ number କୁ ଏଥିରେ ଦଉଛି 8658636874, 7008965890 କିନ୍ତୁ ଭଉଣୀ ତୁମେ କେବେବି ତୁମ number ଦବନି କହାକୁ l

  • @jackdaniel8269
    @jackdaniel8269 Před 4 lety +408

    ମୁଁ ଭାଗ୍ୟବାନ କି ମୁଁ ସେଇ ବେଳେ ଜନ୍ମ ପାଇଛି ଯେବେ ଏଇ ଭଳିଆ ସଂଗୀତ ବନୁ ଥିଲା | ସତେ ସେତ ସ୍ବର୍ଣ୍ଣ ଯୁଗ ଥିଲା | 🙏🙏🤸‍♂️

    • @jayaprakashmansingh1689
      @jayaprakashmansingh1689 Před 4 lety +5

      Hata bhaga je Ame janma neinu 😂😂😂😂

    • @rlpapuff1642
      @rlpapuff1642 Před 3 lety +1

      Bada na heigala na re

    • @sattwikx99..
      @sattwikx99.. Před 2 lety +2

      @@jayaprakashmansingh1689 ହଁ ରେ ଭାଇ...☺️😢😭

    • @PremK_
      @PremK_ Před 2 lety +1

      😍

    • @subodhsarkar1002
      @subodhsarkar1002 Před rokem +3

      କେହି ବି ମୋହମ୍ମଦ ଅଜିଜ୍ ଙ୍କ କଥା କହୁ ନାହାନ୍ତି, ତାଙ୍କ ସୁମଧୁର କଣ୍ଠ ବିନା ଏ ଗୀତ କେବେହେଲେ ଏତେ ସୁନ୍ଦର ହେଇ ପାରି ନ ଥାନ୍ତା।

  • @comiccopy4499
    @comiccopy4499 Před 3 lety +76

    "ସମୟ କହୁଛି ତୁଟାଇ ମୋହ ବେଳ ଥାଉ ଥାଉ ଲେଉଟି ଯାଓ" a line mo ଆଖିରେ ଲୁହ ଆସିଗଲା😭

  • @SanjayKumar-ul3vk
    @SanjayKumar-ul3vk Před 4 lety +236

    ସତରେ କେତେସୁଦର ଥିଲାଶେପୁରୁଣା ଦିନର ଚାଲିଚଳଣି ଆଉ ପୁରୁଣା ଚଳଚ୍ଚିତ୍ର ର ଗିତ ଏହି ଗିତ ଦେଖିବାପରେ ଆଜିଭି ମନେ ପଡ଼ିଯାଏ ପିଲା ଦିନର ସମୟ

  • @swadhinsutar4108
    @swadhinsutar4108 Před 4 lety +636

    ପିଲା ଦିନର ସ୍ମୃତି ସବୁ ମନେ ପଡିଯାଉଛି, ଆଉ ଥରେ ଫେରି ଆସନ୍ତା କି ସେ ହଜିଲା ଦିନ...😢😢

  • @DebasishNanda1998
    @DebasishNanda1998 Před rokem +22

    Bijay Mohanty, Mihir Das, hara Pattnaik and many 90s actors and actresses were the diamond of Odia film industry. Despite of being a Morden citizen still I am listening this kind of songs which are really touching my heart ❤️.

  • @karmakumarpatra4085
    @karmakumarpatra4085 Před 7 měsíci +58

    Kia kia 2024 re dekhucha like kara ❤❤❤

  • @dibyajyotimandal8808
    @dibyajyotimandal8808 Před 4 lety +608

    Luha Roki houni.... Ei gita suni...
    Kete sundar thila ama Pila Dina...
    Se gita,, se film,, se khela,, se amba tota,, se khara chutti..
    Sabu jemiti haji jai chanti ebe

  • @sarrowzsahoo
    @sarrowzsahoo Před 4 lety +12

    ସମୟ କହୁଛି ତୁଟାଇ ମୋହ,
    ବେଳ ଥାଉ ଥାଉ ଲେଉଟି ଜାଅ !
    You did it.
    Miss you sir...!

  • @suchismitatripathy2003
    @suchismitatripathy2003 Před 2 lety +4

    ସତରେ ପୁରୁଣା ଗୀତଗୁଡିକ ମନକୁ ଛୁଇଁ ଯାଉଛି 😌
    ସେ ପୁରୁଣା ଦିନ ଗୁଡାକ ଆଉ ଥରେ ଆସନ୍ତା କି?
    ବହୁତ ସୁନ୍ଦର 😍

  • @MRcrazyDEEWANA
    @MRcrazyDEEWANA Před 3 lety +6

    ପିଲାଟି ବେଳୁ ଏ ଗୀତ ଶୁଣି ଆସୁଛି। ହେଲେ ବହୁତ ଅଲଗା ସେ ଗୀତ ଆଉ ଏ ଯୁଗର ଗୀତ। ଆଖି ରୁ ଲୁହ ଧାର ଧାର ଦେଇ ଆସୁଛି। 😭😭😭 ସତରେ ବହୁତ ମନେ ପଡୁଚି ପିଲାବେଳ କଥା।

  • @ipsitaa4725
    @ipsitaa4725 Před 4 lety +200

    ଆଜିର ଯୁଗରେ ହେଲେ ଏପରି ଗୀତ ଆହୁରି ବାହାରନ୍ତା......😍😘😘😘

  • @namitasahu5112
    @namitasahu5112 Před 4 lety +63

    Best song of Bijay Mohanty ... We will miss you so much .. #RIP
    Aama mana re sabu bele tame thiba ..😔 tama gita,nataka,raga,rusa sbu kichi sabu smruti hei rahi gala.. 🇮🇳
    Plz samaste pray kara ki tanka atma ku thakura saanti diyantu .. 🙏🙏

  • @sibashankarreddy
    @sibashankarreddy Před 3 lety +12

    ଏ ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଯାଇଛି
    ବିଜୟ ମହାନ୍ତି ଙ୍କ ସହ shooting ପାଇଁ ମିଶି ବାର କଥା ଆଜି ମଧ୍ୟ ମୋର ମନେ ଅଛି
    ସ୍ମୃତି ତୁମେ ବିଜୟ 🙏

  • @lipukumar5607
    @lipukumar5607 Před 2 lety +2

    1st My favourite song 😘 Old is Gold 😍💓💓💓

  • @nitishbaral
    @nitishbaral Před 3 lety +149

    Two legends are no more in this song.What a beautiful smile and expression of Bijaya sir . You will always be in our hearts.Mohd Aziz sir you are irreplaceable & Aparajita Mam you are evergreen❤️

  • @biglosser2350
    @biglosser2350 Před 5 lety +464

    ଏ ଗିତ ଦେଖି ପିଲାଦିନ ମନେପଡିଗଲା ମୋ favourite song ....i love old odia movie 😃😃

  • @bishnupriyaswain3869
    @bishnupriyaswain3869 Před 3 lety +8

    This type of old song can explain our emotions,love,care,trust ...we are feel our culture...village pure life

  • @d.kcreated8243
    @d.kcreated8243 Před rokem +2

    ମହମ୍ମଦ ଆଜିଜ ଙ୍କ ଓଡ଼ିଆ ଗୀତରେ ସ୍ୱତନ୍ତ୍ରତା. ଅଲଗା ଜଗନ୍ନାଥ ଙ୍କ ଭଜନ ହେଉ କିମ୍ବା ସିନେମା ଗୀତ ଆଧୁନିକ ଗୀତ ❤️👌👌👌👌🙏🙏🙏😭😭😭

  • @malayaranjanpani
    @malayaranjanpani Před 4 lety +72

    ଓଡ଼ିଆ ସିନେମା ଜଗତର କିମ୍ୱଦନ୍ତୀ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ ରେ ସାରା ଓଡ଼ିଆ ସିନେମା ଜଗତ ସ୍ତବ୍ଧ । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।

  • @gajananadash
    @gajananadash Před 5 lety +67

    ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛି। ଓଡ଼ିଆ ସିନେମା ଜଗତରେ ତାଙ୍କର ସ୍ଥାନ କେହି ବି ନେଇ ପାରିବେ ନାହିଁ। ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଲା, " ଜଗା ହାତରେ ପଘା, ସହରୀ ବାଘ, ମମତାର ଡୋରୀ, ଲକ୍ଷ୍ମଣ ରେଖା, କିଏ ପୋଛିବ ମାଆ ଆଖିର ଲୁହ, ଜନନୀ , ସନ୍ତାନ ଓ ଲକ୍ଷ୍ମୀ ପ୍ରତିମା ଇତ୍ୟାଦି।

  • @Basharat_Starmaker123
    @Basharat_Starmaker123 Před 2 lety +16

    Legendary voice of my favourite singer is always pleasure to listen. Such a beautiful composition. 🦋🍎❤️🌹

  • @radhakrushnapanigrahy1703

    Old is gold.
    Film......jaga hatare pagha
    Voice...late Mohd aziz
    Film was super hit in early time.
    NOTED BOTH vijay SIR /aparjita re super.
    It is a golden song.
    The song remind me my childhood days.....
    Remember i was in class viii when i first heard the song in my native place in odisha .

  • @sbagar7026
    @sbagar7026 Před 5 lety +135

    ପୁରୁଣା ଗୀତ ସରଳ ଜୀବନଜଯାପନ ଭଲ ଳଗେ👌👌👌👌👌👌

  • @tusharranjanmalla5749
    @tusharranjanmalla5749 Před 4 lety +17

    ପୁରୁଣା ଗୀତ ଏକ ଅଭୂଲା ସ୍ମୃତି Old is gold 👍

  • @taps043
    @taps043 Před 3 lety +3

    This is a very beautiful song....its very sad to see that odia film industry is no more able to create such beautiful songs....

  • @mantripragadarao9436
    @mantripragadarao9436 Před 4 lety +55

    Evergreen song. His action is marvelous. His departure from this world is heavy loss to all. May his soul rest in peace. This song gives immense peace when in sad mood.

  • @chinmayapandab2315
    @chinmayapandab2315 Před 2 lety +1

    Aakasha bani Cuttack Sangita sunucchanti Rupa sagadire suna kania what a memorable days really i miss it

  • @karishmalifestyle8892
    @karishmalifestyle8892 Před 9 měsíci +1

    Aieta mo maa ra favourite song jia ki nahanti aie duniya.....mu aie song sunile lage se mo saha Katha haucnti....

  • @bhaktamishra9730
    @bhaktamishra9730 Před 5 lety +198

    କେତେ ସୁନ୍ଦର ଥିଲା ସେ ପୁରୁଣା ଦିନର ଚଳଣି ଓ ଚଳଚିତ୍ର ର ଗୀତ ।

  • @rashmikantapalai5083
    @rashmikantapalai5083 Před 4 lety +27

    Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.

  • @gddut5850
    @gddut5850 Před 9 měsíci +1

    Bring tears into my eyes for the immortal music and act.
    Odisha is fortunate to have akshaya mohanty .

  • @sisirkumarnayak8422
    @sisirkumarnayak8422 Před 2 lety +2

    ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।

  • @comiccopy4499
    @comiccopy4499 Před 4 lety +5

    ମୁଁ ଯେବେ ବିଜୟ ମହାନ୍ତି sir ଆଊ ଅପରାଜିତା ମହାନ୍ତି ଙ୍କୁ ଦେଖେ ଏ ଗୀତ ମନେ ପଡେ କିନ୍ତୁ ଆଜି ଆଉ ବିଜୟ ମହାନ୍ତି ନାହାନ୍ତି ଏ କଥା ଶୁଣି ବୋହୁତ ଦୁଃଖ ଲାଗିଲା😢।ତାଙ୍କ ଆତ୍ମା ସତ୍ଗତି କାମନା କରୁଛି jay Jagannath 🙏

  • @saktiprasadswain6546
    @saktiprasadswain6546 Před 4 lety +77

    Rest in peace Bijya Mohanty...It seems our childhood memories fading away..U will be always in my heart..My favourite hero.. evergreen

    • @gopalkrushnadas2312
      @gopalkrushnadas2312 Před 2 lety +1

      OUR CHILDHOOD HERO BIJAY MOHANTY SIR....😭

    • @radhakrushnapanigrahy1703
      @radhakrushnapanigrahy1703 Před rokem

      Hi shakti
      It is really my favourite song.
      R.ip...mohd Aziz
      Rip..bijay mohanty sir
      As an odia i m very proud of the song.
      The song remind me my childhood days.....

    • @jowick38760
      @jowick38760 Před 8 měsíci

      I am looking at many comments. Everyone is saying that it brings back my old memories. Is the old Odia so beautiful. Please tell me. I am a Tamilian and I am curious to know.

  • @rjuyhbih
    @rjuyhbih Před 2 měsíci +1

    Though i am from tamil nadu i have been in orissa for more than 30 years and it was Bijoy mohanty's best movies of 1980s. i think it is jaga hathre paga

  • @lakshmipriya5427
    @lakshmipriya5427 Před 4 lety +12

    Really yarr ... it's a very heartred news that a good personality is lost from our society...

  • @SulochanaBehera7
    @SulochanaBehera7 Před 4 lety +5

    Odisha ra atulaniya kalakar..🙏🙏 bhagwan tama atma ku shanti diantuu... you will be remembered

  • @d.proutray5562
    @d.proutray5562 Před 2 lety +3

    Where is the joy in this song, I heard a song in childhood, but even today I feel new 🥰🥰🥰❤

  • @sitakantaparida6123
    @sitakantaparida6123 Před 3 lety +2

    Legend's are rare always.... Au kain amiti song na lyrics... Pila dine house full heijae ae film dekhibaku 1 TV agare 😢😢😢😢

  • @Killhungervlogs
    @Killhungervlogs Před 4 lety +54

    My favourite bijay sir rest in peace.. I’m so heartbroken 😭.. chhua belu apanku dekhi asichi..ବହୁତ ଦୁଖ ଲାଗୁଛି 😞

  • @sadharan_ladka8863
    @sadharan_ladka8863 Před 4 lety +5

    How on earth someone can dislike this masterpiece. Such beautiful and peaceful song. Oriya music back then had so much melody and depth. Missing those days. RIP, Vijay Mohanty Sir🙏🙏. You will be missed.

  • @somuprusty1126
    @somuprusty1126 Před rokem +12

    2022 ରେ ଏଇ ଗୀତ କିଏ ଶୁଣୁଛ Like kara

  • @kirankantaparida9460
    @kirankantaparida9460 Před 7 měsíci +1

    ଶଗଡ, ବଳଦ ମାନେଜଗନ(ବିଜୟ sir) ଏ ଗୀତ ସୁଣିଲେ ଆକ୍ଷୀ ରେ ଲୁହ 😢 ଆସି ଯାଉଛି କାରଣ ସେ ଚେହେରା ଆଉ ନାହିଁ 😭😭😭😭😭love you Bejaya sir... 2024ରେ କିଏ ଦେଖୁଛ

  • @metflix8613
    @metflix8613 Před 4 lety +202

    2020 re kie sunuchi like maro

  • @pramodpanigrahi3647
    @pramodpanigrahi3647 Před 4 lety +15

    Every green song, lot of memories of childhood days with Vijay Mahanty air.. A great loss of odisha

  • @Kyrnnnn
    @Kyrnnnn Před 3 lety +32

    one day I will remake this masterpiece for bijaya mohanty, legendary actor ever ♥️

    • @ajaykumarsahoo6606
      @ajaykumarsahoo6606 Před 3 lety +1

      Support you

    • @madhuchandapatro7362
      @madhuchandapatro7362 Před 3 lety +2

      It's already a master piece please we don't need any remake

    • @monamohapatra
      @monamohapatra Před 3 lety +1

      Don't do it please.

    • @sambhukumar4090
      @sambhukumar4090 Před rokem

      ​@@monamohapatra ❤❤❤❤❤❤

    • @rajnaik3878
      @rajnaik3878 Před rokem

      Do it bro but don't change the theme like don't use over type instruments, make it as it is... It will be a bless for new generation... And we also can get the new and fresh recording as it is little old and not clear to hear...

  • @subhammohanty263
    @subhammohanty263 Před 3 lety +2

    I am a stage singer and I have sung this song for many times.when this film was released imay be very small but I heard this song when I was in class standard three I heard this song and deeply attracted and thus I used to sing this beautiful song during that time even just imagine friends this song is still being heard by every one .actually these types of song could be never die .it would be for ever and ever.🙏🙏🙏🙏🙏

  • @Ashokmohantyvlog
    @Ashokmohantyvlog Před 4 lety +4

    ଏ ଗୀତ ଦେଖିଲା ପରେ ମୋ ଆଖିର ଲୁହ ସବୁ ବନ୍ଧ ବାଡ଼ ଡେଇଁ ଝରି ପଡୁଚି 😭😭. ବିଜୟ ସାର୍ ଆପଣ ସବୁବେଳେ ମନେ ପଡିବେ।

  • @arjunsahoo1852
    @arjunsahoo1852 Před 5 lety +64

    Sei samaya ku ferijibaku ichha hauchi...satare a song sunile pila bela smriti sabu mane padjae.

    • @rlpapuff1642
      @rlpapuff1642 Před 3 lety

      Nema 😆😆😆😆😆😆😆😆

  • @biswajitstudypoint4224

    Childhood memory😭😭😭😭😭se samaya re sabu nua nua asithile au film industry ku bahut upara ku neijaithile, se sangita, se actor/ actress nka pari ebe kara jete artist kehi bi heiparibeni.missing those days. Golden era of odia film industry. 😭😭😭😭😭

  • @nirmalasethi4928
    @nirmalasethi4928 Před 2 lety +1

    ଆଖି ବୁଜି ଗୀତ ଶୁଣିଲେ ଗୋଟେ ନୂଆ ରାଇଜ ରେ ଥିବାପରି ଲାଗୁଛି....old is gold

  • @sukeshnayak5615
    @sukeshnayak5615 Před 5 lety +22

    Awesome...........You guys made our childhood superb.!! Thank you for giving us so many memories to cherish. Love you

  • @susantajena1990
    @susantajena1990 Před 4 lety +13

    The legendary actor of Odisha.
    I am very sad 😢 to know that Bijaya babu is no more .

  • @bishnupriyaswain3869
    @bishnupriyaswain3869 Před 3 lety

    Ee song sunila pare ichha hauchi puni se time asantaki puni emiti sundar song sunibaku au dekhibaku milanta
    Realy bahut bhala laguchi atma ku jemiti santi laguchi mana kahuchi ee song emiti chaluthau au mu sunuthae....😍

  • @sandpnyk
    @sandpnyk Před 2 měsíci +1

    e gita amara 😊 mu 2040 re b sunibi and mo chua ku suanibi , no odia song can beat this ❤❤❤

  • @sheldongallery
    @sheldongallery Před 3 lety +16

    What a song.. The legend will always be remembered...

  • @satyajitkar20
    @satyajitkar20 Před 4 lety +106

    When I know bijay mohanty no more then iam going to this song evergreen

  • @santoshpradhan4212
    @santoshpradhan4212 Před 2 lety +1

    Mu garbitaa mu odiya.amma bhasa kete sundara.amma sangita .kete bhala.my febarite songs.my febarit hero bijay sir.jay jaganath.

  • @words_of_soul
    @words_of_soul Před 2 lety +1

    One of the best song ever composed and sung in the history of Odia film and who else can forget that smiling face of this cartman.
    #legendsneverdie

  • @todaysworld5597
    @todaysworld5597 Před 4 lety +41

    🙏🙏 RIP Bijay babu the legend Actor of Odisha.

  • @ramsanatan56
    @ramsanatan56 Před 4 lety +10

    The song, the singer n' the artist... ❤️ Missing Bijay Mohanty Sir 😔

  • @nibeditasahoo9518
    @nibeditasahoo9518 Před 2 lety +12

    This is not only a song but also an emotion 😌😇

  • @user-lq9zb4kc4d
    @user-lq9zb4kc4d Před 12 dny

    Bachpan se lekar Aaj Tak Mera favourite song hai...❤

  • @rasmitasahu8218
    @rasmitasahu8218 Před 4 lety +142

    Who are listening this song after hearing death of Bijay mohanty like here

  • @kishorekumarbhitiria747
    @kishorekumarbhitiria747 Před 5 lety +159

    Old is gold... Jete sunilebi.. Sabu.. Bele.. Nua. Nua.. Lage...satare... Lage.. Jemiti... Sei.. Samaya.. Au.. Thare.. Pheri. Asanta... Nahi...👌👌💕💕

  • @fundamentalhub922
    @fundamentalhub922 Před 2 lety +1

    ପୁରୁଣା ଦିନ ର ସେଇ ସ୍ମୃତି
    ସେଇ ଗାଁ ସେଇ ଆକାଶ ସେ ପିଲାଦିନ
    କନ ଥିଲା ସେ ଦିନ ,ପିଲା ଦିନ ଖେଳ ରାଗ ଋଷା ସ୍କୁଲ ର ସେ ଧାନ କଟା ଛୁଟି
    ସେ ଥିଲା ସ୍ବର୍ଗ ସୁଖ
    Miss it badly 😢
    Golden era golden time

  • @roshangantayat5003
    @roshangantayat5003 Před 2 lety +1

    ଏ ଗୀତ ଶୁଣିଲେ ମୋର ପିଲାଦିନର କଥା ମନେ ପଡିଯାଉଛି ( Serously I Heartly Like it this song ) I Miss You Sir (RIP ) 🥺🥺🥺 😭😭😭

  • @aloksamal7794
    @aloksamal7794 Před 4 lety +4

    The great living legend of ollywood industry,the great Bijay Mohanty,god always blessed him,it is our wishes

  • @swagatmishra5574
    @swagatmishra5574 Před 4 lety +23

    Such a versatile actor he is.Really very sad to know that he is no more.A true gem he is.

  • @HHaatii
    @HHaatii Před 2 lety +1

    May the upcoming generations of Odias cherish this timeless actor in an ageless song.

  • @biswajitdash810
    @biswajitdash810 Před 2 lety +1

    Amiti sabu Gita sunile pila Dina Katha Mane padijauchi. Sabu din Sunday ku wait karithau movie dekhibaku 3 ta bele DD national re phuni samste gote jagare basiki dekhu. Satare setebele ra song setebele ra movie setebele ra Semiti feelings au asuni odia movie re.

  • @deeptisahoo7557
    @deeptisahoo7557 Před 5 lety +11

    It is the beauty of our golden era..

  • @sumanthkumarjennajenna2729
    @sumanthkumarjennajenna2729 Před 5 lety +29

    jaga hatare pagha movie dekhile piladina katha manapaduche bhai thanku super hit movie

  • @satyaranjan45
    @satyaranjan45 Před rokem +2

    ଅତୀତ ରେ ହଜି ଯାଇଥିବା ସେ ଗୀତ ଫେରିବ ନା ସେ କଳାର କଳାକାର ସତରେ ଏ ଗୀତ ର ସ୍ମୃତି ସ୍ମୃତି ହେଇ ରହିଗଲା

  • @V4Villain786
    @V4Villain786 Před 2 lety

    Golden song ever....kahar kahar hathat a song mane padila aau CZcams re khojibaku asicha...hit like my comment

  • @bipinbiharibehera368
    @bipinbiharibehera368 Před 6 lety +23

    Love this very beautiful song.All praise to the singer& music director.

  • @rajendradalei8483
    @rajendradalei8483 Před 3 lety +4

    Thinking of Akshaya Mohanty. Great combination of Md Mahasin with Khokabhai. Khokabhai left movie direction from Jajabar, and found Md Mahasin to work with. Md Mahasin has always praised Khokabhai, like "HE (Khokabhai) IS ALL IN ALL"...Memory....Oh....

  • @sv016
    @sv016 Před rokem +2

    😭😭😭 ମୋ ପିଲାଦିନର ସୁନୁଥଲି ଏହି ଗୀତ କିନ୍ତୁ ସ ବୋୟୋସର କିଛି ଜାଣପାରୁନଥିଲି except song lyrics but present ଏହି ଗୀତ ଶୁଣୁଥିଲ i can't control my tear

  • @Kahnucharan3002
    @Kahnucharan3002 Před rokem +2

    Nostalgia connected with this song is long back. That's time nature was real fabulous no fancy dress no industrialization only natural view. 😥

  • @biswanath5297
    @biswanath5297 Před 5 lety +11

    Great song,rural Odisha is always amazing

  • @shibanibal5579
    @shibanibal5579 Před 4 lety +3

    My fav song❤
    My One n Only favorite Hero in ollywood industry is none other than Bijay Sir❤

  • @bababanagadi1133
    @bababanagadi1133 Před rokem +1

    ମୁଁ ଏଇ ଗିତ ଶୁଣି ବହୁତ କାନ୍ଦୁଛି, କହିକିନା ଆଉ କେବେ ଏଭଳି କଳାକାର ମିଳିବନି, ଏଭଳି ଚଳଚିତ୍ର କାଈ,କୁଆଡେ ଗଲା ଓଡ଼ିଆ ଚଳଚ୍ଚିତ୍ର,

  • @prasantjena2029
    @prasantjena2029 Před 3 lety +1

    Mote bhai mananka comment padhi bhout khusi laguchi pura kancha odia lekha ..

  • @imemperor6658
    @imemperor6658 Před rokem +3

    Odia industry back then wasn't lesser than bollywood industry....♥️

  • @abcreation759
    @abcreation759 Před 4 lety +6

    One of the best Song🥺 Abe kaa song ra kichhi Value hin rahuni 🥺 kete Sundar song ku sundar Sundar movie hauthilaa ...
    Thik 3ta haba Mane DD National Re Sunday movie dekha Hauthila Ebe Kain See dinaa Tv Achhi 🥺 Samaya Achhi Hele See pila Dina raa Maja nahi Au...🥺😭😭😭

  • @bhaskarpattnaik8098
    @bhaskarpattnaik8098 Před 6 lety +70

    one of the best song of md, aziz. its aheart touching song of my life....

  • @gddut5850
    @gddut5850 Před 2 lety +2

    Just listen to the song it feels fresh as if the song and its composition is made recent ...its the magic off the greatest music legend off all times the akhaya mohanty ..

  • @JayShreeRam10905
    @JayShreeRam10905 Před 2 lety

    ପିଲାବେଳର ଅଭୁଲା ସ୍ମୃତି । ଏ ସମୟ ଆଉ କେବେ ବି ଆସିବ ନାହିଁ, ନା ଏ ଅଭୁଲା ଗୀତ ନା ଆମ ସମୟର ଫିଲ୍ମ କଳାକାର

  • @Sanataniodiaboy
    @Sanataniodiaboy Před 4 lety +15

    Give one like to Bijay mohanty rip sir

  • @nilamadhababehera489
    @nilamadhababehera489 Před 4 lety +9

    JAI HIND 🇮🇳 🙏🙏 🇮🇳 JAI JAGANNATH 🙏 🙏 ONE OF MY FAVORITE SONG FOREVER