Caretaker Files Complain of Torture by Odia Film Actor Riya Dey & Her Husband in Bhubaneswar

Sdílet
Vložit
  • čas přidán 8. 07. 2024
  • ଓଡ଼ିଆ ଅଭିନେତ୍ରୀ ରିୟା ଦେ'ଙ୍କ ନାଁରେ ଥାନାରେ ଅଭିଯୋଗ । ରିୟାଙ୍କ ଘରୁ ଖସିଆସି ଥାନାରେ ଅଭିଯୋଗ କଲେ ଯୁବତୀ ।
    #ArgusDigital #riyadey
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Caretaker Files Complain of Torture by Odia Film Actor Riya Dey & Her Husband in Bhubaneswar
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    CZcams- / @argusdigital.official
    Instagram: / argustvdigital

Komentáře • 785

  • @barsaraninayak2324
    @barsaraninayak2324 Před 20 dny +217

    Humanity loss

  • @rajeshbag4453
    @rajeshbag4453 Před 21 dnem +258

    ଛୀଗୋ ଇ ଶଳା film ଅଭିନେତ୍ରୀ ଉପରୁ ଚିକଣ ଭିତରୁ କୁହା ଉଚିତ ଶାସ୍ତି ମିଳୁ 😞😞😞😞😞

  • @sriaurobindoashram7473
    @sriaurobindoashram7473 Před 21 dnem +249

    ରିୟା କୁ ସାସ୍ତି ଦରକାର

  • @pratyushsamal861
    @pratyushsamal861 Před 20 dny +160

    ଏ କଥାରେ ଯଦି ସତ୍ୟତା ଥାଏ ସେ ରିୟା ଦେ ଆଉ ତା ସ୍ୱାମୀକୁ କମସେ କମ 20 ବର୍ଷ ଜେଲ ଦିଆଯାଉ

    • @anantanahak2718
      @anantanahak2718 Před 20 dny +6

      Nai 95 years

    • @anandachandrapadhan2482
      @anandachandrapadhan2482 Před 20 dny +4

      Excellent excellent statement 😢😢

    • @anjananayak747
      @anjananayak747 Před 19 dny +3

      😂😂😂 ତମେ ତ ଜର୍ଜ୍ 😂
      ଏଇ କେଶ୍ ରେ 20 ବର୍ଷ ଜେଲ୍ ହେଲେ ମର୍ଡର କେଶ୍ ରେ କଣ 100 yr😂

    • @pratyushsamal861
      @pratyushsamal861 Před 19 dny

      @@anjananayak747 ଜର୍ଜ

    • @AjayaDigal-ix6rr
      @AjayaDigal-ix6rr Před 18 dny

      Sabu micha katha kichi Kari paribeni ok

  • @sanjayabhoi247
    @sanjayabhoi247 Před 20 dny +130

    ବାସ୍ତବିକ୍ ରେ ଫିଲ୍ମ୍ ଅଭିନେତ୍ରୀ ମାନେ acting ରେ ଯେମିତି କାମ କରନ୍ତି ବାସ୍ତବିକ୍ ଜୀବନରେ ଓଲଟା ରିୟା ଦେ ଙ୍କ ସ୍ୱାମୀ ଙ୍କୁ ଉଚିତଦଣ୍ଡ ଦିଆଯାଉ

    • @akshaypradhan40
      @akshaypradhan40 Před 16 dny +1

      Chor mgya jaka sabu bhai....kahara charitra bhala nuha....

  • @Sandhyarani-xs9ju
    @Sandhyarani-xs9ju Před 20 dny +78

    ଧନୀ ବେ।ଲି ଗରିବର କଣ ଇଜ୍ଜତ କଣ ନାହିଁ ପାଠ ବେସି ପଡି ଛନ୍ତି ନୁହେଁ ଛି ଛି ଧନ ନୁହେଁ ମନ ବଡ଼ କର 🙏 ରୂପ ସୁନ୍ଦର ଗୁଣ ଏମିତି

    • @JitendraBehera-gp9ko
      @JitendraBehera-gp9ko Před 20 dny +4

      Janina ki agare gote Rupa aau pachha re aau gote Rupa 😡😡

    • @puspanjalisahoo6813
      @puspanjalisahoo6813 Před 20 dny +1

      Se nai nuhe Karan se jadi nari heithanta amiti au gote nari saha Kari nathante

    • @anjananayak747
      @anjananayak747 Před 19 dny

      ଝିଅ ପୁରା ସତ କହୁଚି ବୋଲି କେମିତି ଜାଣିବ?

  • @Kumar.Dada.M5
    @Kumar.Dada.M5 Před 20 dny +183

    ଶ୍ରୀ ଯୁକ୍ତ ମୋହନ ମାଝି ସାର ଙ୍କ ପାଖକୁ କଥା ଟା ଯିବା ଦରକାର

    • @Radhekrishna0033
      @Radhekrishna0033 Před 20 dny +12

      Kn pain police kn pain achhi tahele police ta kama Karu mukhyamantri kn achhanti police nka kama karibaku

    • @AllIndian240
      @AllIndian240 Před 20 dny +13

      ମୁଖ୍ୟନ୍ତ୍ରୀଙ୍କର କଣ କାମ କିଛି ନାହିଁ ।
      ଏ ରୀୟ ଦେ ଭଳି ଶସ୍ତା ଲୋକ ଙ୍କ କେସ ବୁଝିବେ।
      ପୋଲିସ୍ ଵୁଝୁ

    • @Nickey_45-22
      @Nickey_45-22 Před 20 dny +3

      Good joke

    • @soumya7123
      @soumya7123 Před 20 dny +3

      😂😂😂

    • @Fiftyshadesoffood
      @Fiftyshadesoffood Před 20 dny

      ​@@Radhekrishna0033 thik

  • @samaruhernna4118
    @samaruhernna4118 Před 20 dny +135

    ଏ ଝିଅ ଟି କୁ କେତେ କାମ କରିକି ଖଟଊଥିଲେ ବାଳ ନେତ୍ରୀ ଟେ ରିୟା ଛୋଟ ଘର ଝିଅ ବୋଲି ଏତେ ଦୁଃଖ ରିୟା ତା ଘରେ ବହୁତ କାମ କରାଉଥିଲା

  • @mostpopulartypeofvideos3796
    @mostpopulartypeofvideos3796 Před 20 dny +157

    ୟେ ଅନ୍ୟାୟ ଚଳିବ ନାହିଁ ଓଡିଶା ସରକାର ରିୟା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର !

  • @RadhekrishnaMahapatra
    @RadhekrishnaMahapatra Před 21 dnem +80

    ଆଇନ ସମସନ୍ତଙ୍କ ପାଇଁ

  • @Vlog1odisha
    @Vlog1odisha Před 20 dny +25

    Every indian citizens have fundamental rights against exploitation

  • @odiastudytricks1472
    @odiastudytricks1472 Před 20 dny +57

    News Channel ସବୁ ଏମିତି ଲୋକଙ୍କ ସମସ୍ୟା କୁ ସମାଧାନ ଦିଗରେ Reporting କଲେ ଭଲ ହୁଅନ୍ତା।

  • @biswambarmahapatra5107
    @biswambarmahapatra5107 Před 21 dnem +478

    ଜଲଦି ଆରେଷ୍ଟ କର ରୀୟ ଦେ , ତା husband କୁ ଅରେଷ୍ଟ କର ଓଡ଼ିଶା ସରକାର ଙ୍କୁ request କରୁଛି

  • @sorotoka9717
    @sorotoka9717 Před 20 dny +32

    ଆରେଷ୍ଟ କର 2 ଜଣ କୁ ଶଳା ଛୋଟ ଲୋକ ଗୁଡା.... ଓଡିଶା ବାସି ଏମିତି ହିରୋଇନ ର ସିନୋମା ଦେଖ ନାହିଁ କି ତା hotel ରେ ଖାଅ ନାହିଁ ଆପେ ଆପେ size ହେଇ ଯିବେ.

  • @marutirout335
    @marutirout335 Před 20 dny +19

    Odisha police should take seriously and properly investigation this matter....

  • @ssingreema7584
    @ssingreema7584 Před 20 dny +74

    ଆରେ ଏତେ ବଡ଼ ଘରେ କାମ କରୁଥିଲେ Lekin ପୁରା weak ବୋଧେ ଖାଇବାକୁ ଦେଉ ନଥିଲେ😢 Humanity ନାହିଁ ରେ ମଦୁଆ ବର ଟା ଛି,, ଏତି ଗର୍ବ ହିତ ଲଙ୍କା 😮 Shala ଗରିବ ଲୋକ ଙ୍କୁ ପାଇଲ kn ବେ ମନ ଇଛା ହଇରାଣ କରିବ,, ଟଙ୍କା ଯଦି ଏତେ ଅଛି ଦାନ ରେ ଦେଉନ

  • @sasmitamohanty1970
    @sasmitamohanty1970 Před 20 dny +69

    କିଏ ସତ କହୁଛି କିଏ ମିଛ କହୁଛି କିଏ କହିବ ଇନଭେସ୍ଟିଗେଶନ ହେଲେ ଜଣା ପଡିବ 😄😄😄

  • @jaydevadha488
    @jaydevadha488 Před 20 dny +7

    God bless you

  • @monikaray9185
    @monikaray9185 Před 21 dnem +36

    Directly meet Respected CM sir

  • @sasanksekharaswain9208
    @sasanksekharaswain9208 Před 21 dnem +84

    ଏଇ ଭଳି ଲୋକଙ୍କୁ ଉପଯୁକ୍ତ ଶାସ୍ତି ଦେବା କଥା

  • @user-gq1yo9ib3c
    @user-gq1yo9ib3c Před 20 dny +9

    ଏ ଝିଅ ସତକଥା କହୁଛି ସେ ରିୟା ଏବଂ ତା ଘଇତା କୁ ଗୋଟିଏ ନିବୁଜ କୋଠରୀ ରେ ରଖି ସୁଖିଲା ଲକାଂ ଧୁଆଁ ଦେବା ଦରକାର କିପରି ଲାଗୁଲା ଅର୍ଗସ ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ ସମସ୍ତ ଙ୍କୁ ଜଣାନ୍ତୁ ତାପରେ ଆଇନ୍ ଅନୁସାରେ ଦଣ୍ଡ ମିଳିବା ଦରକାର ଏବଂ ସେ ଝିଅର ବାକିଆ ଟଙ୍କା ସୁଧ ମୁଳ ସହିତ ଫେରସ୍ତ କରୁ

  • @Ranjanrsd
    @Ranjanrsd Před 20 dny +88

    ରିୟା ଆଉ ତା ସ୍ୱାମୀକୁ ଥାନା ରେ ପୁରାଅ । ନହେଲେ ଓଲିଉଡ ରୁ ମାଘିଆ ଯୁଆଡେ ଯିବ ରିୟା ବେଧକୁ ଅଣ୍ଡା ମାଡ଼ କରିବୁ

    • @anandachandrapadhan2482
      @anandachandrapadhan2482 Před 20 dny +1

      Excellent excellent statement bhai 🎉🎉

    • @reoninjaqueenop9377
      @reoninjaqueenop9377 Před 20 dny +2

      Right

    • @Ranjanrsd
      @Ranjanrsd Před 20 dny +2

      ରିୟା ଗୋଟେ ବେଙ୍ଗଲି heroin । ସିୟେ ଓଡ଼ିଶା ରେ ଆସି ଲୋକ ପ୍ରୀୟତା ପାଇଲା । ଓଡ଼ିଶା । ଲୋକଙ୍କୁ । ଗାଣ୍ଡୀ ମାରୁଚି । ରହ ସିଏ ପୁରୀ ଆସୁ । ତାପରେ ଭାଇ ଦେଖିବ ।

    • @gurusukri8021
      @gurusukri8021 Před 10 dny

      Riya ra biya re ma Banda puru

  • @priyankamaharana5825
    @priyankamaharana5825 Před 20 dny +12

    ରିୟା ଦେ ଏବଂ ତାଙ୍କ ସ୍ୱାମୀ, ଯାହାର କଣସି ମାନବିକତା ନାହିଁ, ସେମାନଙ୍କୁ ସମାଜରୁ ବାହାରକୁ ଫିଙ୍ଗି ଦିଆଯାଉ | ଏହାକୁ ରିୟାଙ୍କୁ ଦିଅ ଏବଂ ସ୍ୱାମୀଙ୍କୁ ତାଙ୍କର ପ୍ରକୃତ ମୂଲ୍ୟ ଦେଖାନ୍ତୁ | BOYCOTT FROM INDIAN FILM INDUSTRY RIYA DEY AND HER HUSBAND DON'T SUPPORT THEM FROM NOW

  • @VIKASH_55972
    @VIKASH_55972 Před 20 dny +24

    Ate tapare tapare kahuchi jmte laguchi mane pakei pakei micha kahuchi 😂😂😂 mu se ghodagehi ria ku tk bi pasand kareni but tume bhauni jmte kahucha mora tuma katha re tk bi biswas karuni au tankar darkar aeita sidha katha 😂😂😂😂

    • @allgamezone7715
      @allgamezone7715 Před 17 dny +2

      Emane pahadi jhia re bhai... Safa hrudaya ra loka emane

    • @lifeevents2037
      @lifeevents2037 Před 15 dny

      Hrudaya ku dekhithile ki ​@@allgamezone7715

  • @anandnarayanrath8322
    @anandnarayanrath8322 Před 21 dnem +148

    ପଇସା ଅଧିକା ହେଲେ ମଣିଷ ଗର୍ବି ହୁଏ। ନିଜ କାମ ନିଜେ କରି ଶିଖୁ ନାହାନ୍ତି ଆଜି କାଲିକା ପୁଅ ଝିଅ

    • @jatindas5774
      @jatindas5774 Před 20 dny +2

      ଠିକ୍ କଥା କହିଛନ୍ତି ଭାଇ

    • @sibarampradhan788
      @sibarampradhan788 Před 20 dny +3

      Ki Paisa acchi re care taker ku 1.5 year hela 10k deichhi sabu.Industry ta dubigalani Paisa kn tume deuchha ki semananku😅😅😅

    • @Adritbinuvlog
      @Adritbinuvlog Před 20 dny +2

      Nakha kharap heijibani
      Besi dekhei hauchanti
      Nija kama karibaku laza lagucgi😢

    • @JitendraBehera-gp9ko
      @JitendraBehera-gp9ko Před 20 dny

      Right thik katha kahila bro

  • @kilogram382
    @kilogram382 Před 20 dny +39

    ଛି ଛି ରିୟା ଦେ ଏତେ ତଳକୁ ଖସିବ ବୋଲି କେବେ ବି ଭାବି ନ ଥିଲି।

  • @suravikavita
    @suravikavita Před 20 dny +14

    ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ

  • @4PRSShiningStarPrasant
    @4PRSShiningStarPrasant Před 21 dnem +37

    24 hr bhitare ta husband nku arrest Kariba drk ...
    Mohan majhi nku moro request

    • @universalwrestlingentertai2704
      @universalwrestlingentertai2704 Před 20 dny +2

      Nari commition kuwade gole

    • @anjananayak747
      @anjananayak747 Před 19 dny

      ହେ ଏ ଝିଅ ଟା ସବୁ ସତ କହୁଚି ବୋଲି କେମିତି ଜାଣିବ??ୟେ ପଟେ କହୁଚି ମୋତେ ଘରେ ବନ୍ଦ କରି ରଖିଥିଲେ, ସେପଟେ କହୁଚି ମୁ ଖାଲି ଦୋକାନ କୁ ଯାଏ।ଆଉ କହୁଚି ସୁଟିଂ କୁ ବି ଯାଏ।
      ଏଇଟା ବୋଧେ ସେ ଝିଅ କାହାକୁ ଗୋଟେ ଭଲ ପାଇଛି, ଏମାନେ ତାଗିଦ୍ କରି ଥିବାରୁ ଏତେ କଥା।

  • @misssmile1511
    @misssmile1511 Před 17 dny +6

    Please don't judge so quickly... It seems to be planned for get money... Kichi problem heithib may be but a jhia tk badhei chadhei kahuchi paisa dabi kruchi but nyaya nahi ?

  • @RamakantaPadhan-ui4pe
    @RamakantaPadhan-ui4pe Před 20 dny +17

    ଓଡ଼ିଆ ସିନେମା ଦେଖନ୍ତୁ ନାହିଁ କେବେଳ କ୍ରିକେଟ ଖେଳ ହିଁ ଦେଖନ୍ତୁ

  • @laxmidharmirror5500
    @laxmidharmirror5500 Před 20 dny +3

    Bhai odia asmita episode ta continue plz

  • @Saltyabcdsonaliefghlifeilstyle

    Odia Flim industry କୁ କାଳ ଘୋଟିଲାଣି... Odia flim total ଦେଖନ୍ତୁ ନାହିଁ

  • @swayampravabehera6383
    @swayampravabehera6383 Před 18 dny +5

    If they were locking the door then how she reached out to complain?
    If u have mobile that means u have every type of freedom...
    This lady completely faking

  • @user-qc8nq8py3f
    @user-qc8nq8py3f Před 20 dny +10

    ରିୟା ଓ ତାହାର ସ୍ୱାମୀ କୁ ରିୟା ପାଇଁ କଳା ବାଇଗଣ ସହିତ ମୋଟା କଖାରୁ ସ୍ୱାମୀ ପାଇଁ ବଡ଼ କଦଳୀ ଗଛ ସହିତ ଲୁଣ ଏବଂ ପ୍ରବଳ ମାଡ଼ ଦରକାର

  • @santoshkumarnayak4569
    @santoshkumarnayak4569 Před 21 dnem +15

    Riya ku niya dia Govt

  • @lizuvlogs198
    @lizuvlogs198 Před 20 dny +3

    Naya milu jhio ku samaste misiki support kara ai jhio. au jete bi avinetri achhanti semane emti karibaku daribe 😢

  • @uttam7511
    @uttam7511 Před 21 dnem +8

    result kana heba khali wait karichi.

  • @user-bo9kr8sb8q
    @user-bo9kr8sb8q Před 21 dnem +2

    Koda Karjoanuthan Karajau Odisha Re Sobu Tawan Re Chanch Karajou Ledish Police Ku Karjo Deyajau

  • @debasmitaparida2072
    @debasmitaparida2072 Před 20 dny +4

    Media bala riya au a jhia ku samna samni basei pacharantu ghatana kana.Karana janaku pachari sata kana jani hebani.A jhia jemiti bhabi chinti mane pakei kahuchi laguchi michha kahuchi

  • @UmakantJen
    @UmakantJen Před 20 dny +4

    Immediately action niya jau

  • @shreemandir9550
    @shreemandir9550 Před 20 dny +3

    What police doing now?

  • @kabitadash7695
    @kabitadash7695 Před 21 dnem +6

    Nanguli tanka rojagara kari ki kana karuchi Rita.

  • @satyajitswain2773
    @satyajitswain2773 Před 20 dny +3

    It should be punishable.

  • @maheshk5258
    @maheshk5258 Před 20 dny +18

    ରିୟା ନିଜକୁ ବହୁତ ବଡ଼ ଷ୍ଟାର୍ ବୋଲି ଭାବୁଛି ତାକୁ ସିନେମା ଜଗତରୁ ବାହାର କରିଦେଲେ ଆପେ ବୁଦ୍ଧି ପଳେଇ ଆସିବ 😅😅😅

  • @tarasree543
    @tarasree543 Před 20 dny +7

    Riya. Naguli.

  • @rajevbaskey9565
    @rajevbaskey9565 Před 20 dny +1

    Government take against the action

  • @debasishvlogs3100
    @debasishvlogs3100 Před 20 dny +1

    Hope government will take action immediately

  • @swarnajena9149
    @swarnajena9149 Před 20 dny +5

    Ethire adha micha b thiba. Investigate kara. Ta statement ru jannapaduchi.

  • @Sibaram12370
    @Sibaram12370 Před 20 dny +2

    ଏହାର ବିଚାର କରାଯାଉ❤❤❤👍

  • @Vlog1odisha
    @Vlog1odisha Před 20 dny +2

    To arrest both of them

  • @Kumar.Dada.M5
    @Kumar.Dada.M5 Před 20 dny +4

    ଏବେ BJPନୂଆଁ ସରକାର ଆସିଛି କିଛି ବି ପଦକ୍ଷେପ ନେବା ଦରକାର

  • @Arjunakumar7689
    @Arjunakumar7689 Před 20 dny +6

    ଗରିବ ବୋଲି ତା ସହିତ ଏମିତି ବ୍ୟବହାର କରିବ ।ବହୁତ୍ ଦୁଃଖ ଲାଗିଲା😢

    • @anjananayak747
      @anjananayak747 Před 19 dny

      ଭାଇ ଗରିବ କିଏ ?
      ଆଜିକାଲି ଗରୀବ, କାମବାଲୀ ଭାରି ବଦମାସ୍
      ଏକ ରେ ଘରୁ ଚୋରି କରିବେ, ଘର ବିଷୟ ରେ ବାହାରେ ମିଛ କଥା ଗପିବେ। ତମେ ଯଦି କାମ ରୁ ବାହାର କରି ଦେବ, ସିଧା କହିବେ କଣ ମୋତେ ରେପ୍ କରିବା ପାଇଁ ଚେଷ୍ଟା କରୁଥିଲେ।
      ଆଜିକାଲି ନିଜକୁ ଗରୀବ କହିଥିବା ଲୋକ dangerous

  • @Justjituvlogs
    @Justjituvlogs Před 18 dny +1

    Jay jagannath

  • @s_sarojakumar7270
    @s_sarojakumar7270 Před 21 dnem +12

    ସିନେମା ପଇସା ଏବେ ଦାନରେ ଲାଗିବ...

  • @tapankumarjena243
    @tapankumarjena243 Před 18 dny +4

    Mu Police ki Minister heithile emiti case ku Investigation kari. Immediately Action Nianti

    • @biswajitnandi252
      @biswajitnandi252 Před 15 dny

      ମନ ଦେଇ ପଢିଲେ, ହୋଇ ଯିବ

  • @uamkantamirdha5264
    @uamkantamirdha5264 Před 21 dnem +4

    Bhai niriha jiaa manku semiti karib

  • @kabirsingh5555
    @kabirsingh5555 Před 20 dny +3

    Jaldi public government haithiba immediately arrest Kari action Nia nahele janibu dharmasala MLA pain prachara karuthila. Case chapidabae

    • @anjananayak747
      @anjananayak747 Před 19 dny

      ସତ କି ମିଛ ନ ଜାଣି କି ଆରେଷ୍ଟ କରିବେ ତମ କଥା ରେ
      ତୁ କଣ ଜର୍ଜ

  • @ankita.m5582
    @ankita.m5582 Před 20 dny +4

    Bengalis are like this, odia actress but bengali

  • @uamkantamirdha5264
    @uamkantamirdha5264 Před 21 dnem +3

    Media bhai mane riya ku pachhara kn pai adhika chhudi heuji

  • @pikunray4561
    @pikunray4561 Před 20 dny +3

    Madam if police dont action against riya then you go to the cm

  • @HrushikeshMohanty-ss6ez
    @HrushikeshMohanty-ss6ez Před 21 dnem +5

    Riya ku Ghia darkar😅😅

  • @amitmallik3743
    @amitmallik3743 Před 20 dny +2

    We are reques to CM Majhi sir please arrest to the riya and his husband than investigation police officer

  • @shasmitadas8382
    @shasmitadas8382 Před 18 dny +1

    Seriously justice karo

  • @krupasindhubeherakrupasind5906

    Sabu tanka pain khela re baba

  • @subhalaxmipanda-ek8sd
    @subhalaxmipanda-ek8sd Před 20 dny +4

    ତାକୁ ଶାସ୍ତି ଦିଆଯିବ

  • @Vlog1odisha
    @Vlog1odisha Před 20 dny +1

    Immediate action by police

  • @deepaknayak8718
    @deepaknayak8718 Před 18 dny +1

    Arrest immediately take Action court forward jail

  • @diptimayeemishra7820
    @diptimayeemishra7820 Před 19 dny +1

    Please arrest him immediately

  • @BishnupriyaBarik-ny6tf
    @BishnupriyaBarik-ny6tf Před 20 dny +4

    Riya didi

  • @transman.SONUshorts08
    @transman.SONUshorts08 Před 19 dny +1

    Brave girl 👏 God bless you ❤️👏

  • @manashdakualifestyle3640
    @manashdakualifestyle3640 Před 20 dny +3

    ଓଡ଼ିଆ ଅଭିନେତ୍ରୀ ❎ ବଙ୍ଗାଳି ଝିଅ ✅

  • @PoojaSingh-tc4gw
    @PoojaSingh-tc4gw Před 19 dny +1

    ଅଭିନେତ୍ରୀ ହେଇ ଏଇ ସବୁ ଶିକ୍ଷା ସମାଜ କୁ ଦେଉଛନ୍ତି ଆପଣ 😡

  • @Vlog1odisha
    @Vlog1odisha Před 20 dny +1

    They have to gave comentation to her

  • @RasmitaBanara-zi5zr
    @RasmitaBanara-zi5zr Před 18 dny +2

    Riya ❌ ban button

  • @KabitaNayak-ie1rw
    @KabitaNayak-ie1rw Před 20 dny +1

    ଏମିତି ମାରତୁ ଜେମିତିକି ସେଏ ଝିଅକୁ ମାରିଛନ୍ତି ରିଆକୁ

  • @user-px8fu8pz8t
    @user-px8fu8pz8t Před 21 dnem +2

    Police ku money deidebe
    Sabu close

  • @swarnamohanty3121
    @swarnamohanty3121 Před 20 dny +4

    Darama kete dauthile.?

  • @Mrs.vivekdeepa
    @Mrs.vivekdeepa Před 20 dny +3

    Proper action niajau

  • @PareshMaharana-se6mq
    @PareshMaharana-se6mq Před 20 dny +2

    Sei Riyaku keonjhar ana ta bhi tare batal pureiba

  • @basantamajhi9240
    @basantamajhi9240 Před 19 dny +1

    ଛି ଛି film ରେ ତ କିଛି କାମ ନହିଁ, ମାନବିକତା ବି ନହିଁ 😢,ପ୍ରଶାସନ କୁ request କରୁଛି, ରିୟା କୁ ଜଲଦି arrest କରାଯାଉ,

  • @sasmitabehera6365
    @sasmitabehera6365 Před 20 dny +2

    Rani panda vala

  • @prafulabiswal7941
    @prafulabiswal7941 Před 18 dny +1

    Beautiful and gorgeous so nice superb
    Beautiful and gorgeous so nice superb

  • @prasantanayak4047
    @prasantanayak4047 Před 20 dny +8

    ଠିକ ରେ କହୁନୁ ତା ପରେ ତା ପରେ କେତେ କହୁଚୁ

  • @sanjibkumarsethy846
    @sanjibkumarsethy846 Před 20 dny +1

    Jaldi arrest kara jau

  • @pinkyPradhan-qb9xw
    @pinkyPradhan-qb9xw Před 19 dny +2

    Mohon majhi sir please a jhia ku help karantu,🙏🙏🙏🙏

  • @litudas693
    @litudas693 Před 20 dny +1

    ସବୁ ଯାଇକି ରୀୟ I'd କୁ report mara...😡

  • @minubiswas
    @minubiswas Před 20 dny +1

    😮o my God

  • @parsuramjena7119
    @parsuramjena7119 Před 18 dny +1

    Please right justice her

  • @MASTERCLASS.89
    @MASTERCLASS.89 Před 20 dny +1

    ye Riya de kiye? Movie naa Jatraa actress ?? Police kai arrest kari ni a parjyanta ??

  • @sanusing2134
    @sanusing2134 Před 21 dnem +17

    ସେ ରିୟା ପୁରା ବେଧେଇ ଟା ତାକୁ ଶଳା ବେଧେଇ କୁ ଜେଲ୍ ରେ ପୁରେଇ ଦିଅ ନିରୀହ ପିଲା କୁ ଏମିତି କହୁଚି

  • @SamirBehera110
    @SamirBehera110 Před 17 dny

    Justice

  • @SikhaPradhanSikhaPradhan-gf9tu

    A toki bouth micho bi kohuche 😅😅😅khas Tonka pain 😂😂😂

  • @prafulabiswal7941
    @prafulabiswal7941 Před 18 dny +1

    Beautiful and gorgeous so nice superb very
    Beautiful and gorgeous so nice superb very

  • @SikhaPradhanSikhaPradhan-gf9tu

    😂😂😂a toki ku mu janiche ea hmmi Amithi jhio

  • @humanityfirst4334
    @humanityfirst4334 Před 18 dny

    Where is law ? There is no law?

  • @RunuMahanty-nx9tn
    @RunuMahanty-nx9tn Před 20 dny +1

    ଏ ଲେଡିଜି ସେଦିନୁ କୁଆଡେ ଜାଇ ଥିଲା ଏତେ ତ କଷ୍ଟ ପାଉ ଥିଲା ଜଦି କଣ ପାଖରେ ଫନ୍ ନ ଥିଲା କି ଥାନା କୁ କଲ୍ କରିବାକୁ

  • @Vlog1odisha
    @Vlog1odisha Před 20 dny

    To attempt against Riya Dey

  • @mukundarout6886
    @mukundarout6886 Před 21 dnem +1

    Riya madam koi arrest karo fast

  • @bijaykumar44
    @bijaykumar44 Před 17 dny

    Ta no ta tk dia ...plz ....
    Mu eka nuhen ma....
    Mora 1000vai achhanti taku ....

  • @rajibakumarjena4131
    @rajibakumarjena4131 Před 20 dny

    Arrest immediately