Is it Naveen Patnaik's new ministry...? || Show(EP-257) || ODISHA PULSE

Sdílet
Vložit
  • čas přidán 7. 09. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pratapdev #dibyashankarmishra #arunkumarsahoo #anantnarayanjena #susantkumarrout #byomekeshray #goutambuddhadas #bjdmla #bjdministry

Komentáře • 133

  • @user-es3fn9dc5u
    @user-es3fn9dc5u Před měsícem +19

    ବିଜେଡି ସଭାପତି ଓ ବିଧାୟକ ମାନେ ପାଗଳ ହେଇଗଲେଣି।

  • @bijaymohanty2386
    @bijaymohanty2386 Před měsícem +4

    Excellent analysis. Thanks.

  • @user-li1zt9ev6c
    @user-li1zt9ev6c Před měsícem +19

    ଯେତେବେଳେ ବିଧାୟକ ମାନେ ମନ୍ତ୍ରୀ ଥିଲେ, ସେମାନେ ନାମକୁ ମାତ୍ର । ସବୁ କାମ ସଚିବ ମାନେ କରୁଥିଲେ। ଅଥଚ ଆଜି ବିରୋଧୀ ଦଳରେ ଥାଇ ବିଭାଗ ବଣ୍ଟନ କରୁଛନ୍ତି ନବୀନ ବାବୁ। ପାଓ୍ଵାର ଥିଲା ବେଳେ ମନ୍ତ୍ରୀ ଥାଇ ମଧ୍ୟ କିଛି କାମ କରୁ ନଥିଲେ। ଆଜି ବିରୋଧୀ ଦଳରେ ଥାଇ ଛାୟା ମନ୍ତ୍ରୀ ମଣ୍ଡଳର ଗଠନ କରାଗଲା। ନିହାତି ହାସ୍ୟାସ୍ପଦ କଥା।

    • @HaraprasadRana-fm1uu
      @HaraprasadRana-fm1uu Před měsícem +2

      ଠିକ୍ କଥା ସାର୍ ଏ bjd ସରକାର ଦିନ ରେ ସପନ ଦେଖୁଛି

    • @santoshkumarsahu6586
      @santoshkumarsahu6586 Před měsícem

      💯💯❤️✓✓✓❤️​@@HaraprasadRana-fm1uu

  • @saratmishra7100
    @saratmishra7100 Před měsícem +17

    Pandian is fully active.
    ସେ ହିଁ, ଏ ସବୁ ତାଲିକା ତିଆରି କରୁଛନ୍ତି

  • @MrPpcops
    @MrPpcops Před měsícem +13

    ଯେତେବେଳେ ସରକାର ରେ ଥିଲେ, ସେତେବେଳେ କୋୖଣସି ନିର୍ବାଚିତ ମନ୍ତ୍ରୀ କିମ୍ବା ବିଧାୟକ ଙ୍କୁ ତ ସେମାନଙ୍କ ସାମ୍ବିଧାନିକ ଦାୟିତ୍ଵ ତୁଲେଇବା ପାଇଁ ଦିଆଯାଇନଥିଲା, ବରଂ ମେଣ୍ଢା କରି ରଖା ଯାଇଥିଲା, ସେହି ମେଣ୍ଢା ମାନଙ୍କୁ ଏକତ୍ର ଚରେଇବା ପାଇଁ ମେଷ ପାଳକ ( ନେପଥ୍ୟରେ ଥାଇ) ଚେଷ୍ଟା କରିଛନ୍ତି।

    • @MIS_Training
      @MIS_Training Před měsícem

      Ata congress pai pressure politics Kari bati adaya ra formula

  • @user-yp2wd5rc3o
    @user-yp2wd5rc3o Před měsícem +7

    ପରାଜୟ ପରେ ବି ଏକ ଉପାଧି ଦରକାରା...ଖଡ଼ାଗଛ

  • @swadhikarbetaj3768
    @swadhikarbetaj3768 Před měsícem +8

    ଗଣତନ୍ତ୍ର ଓଲଟା ଦୀଗରେ ସନ୍ତରଣ କରେ ବିଜେଡି ଦଳ।ଆଜି ପର୍ଯ୍ୟନ୍ତ ମୋ କାନ ଉଠିଲା ଦିନରୁ ଶୁଣିନଥିଲି ଯେ,ବିରୋଧୀଦଳର ବିଭାଗ ବଣ୍ଟନ ହେବା କଥା।ଜଗତେ କେବଳ ଜନେ ହସିବେ।

  • @thirdeye9492
    @thirdeye9492 Před měsícem +15

    ରାଜକୋଷ ଲୁଟି ଖାଉଥିଲେ ମାଂସ
    ବିରୋଧୀରେ ବସି ଖାଇବେକି ଘାସ??
    ସାତ ପୁରୁଷକୁ ସଞ୍ଚିଛନ୍ତି ଧନ 😢
    ବିନା କ୍ଷମତାରେ ମାନୁ ନାହିଁ ମନ
    ଶାଶୁର ପାଳିକୁ ବୋହୂର ପାଳି
    ଓଡିଆ କୋଢିଆ ବଳିର ଛେଳି
    😄😭😢

    • @prakashchandraacharya119
      @prakashchandraacharya119 Před měsícem +1

      ମାଗିହେ ମାନଙ୍କୁ ସରମ ଲାଗିବା କଥା ତୁମେତ ବିରୋଧୀ ତୁମେ ମନ୍ତ୍ରୀ ପଡ ପାଇଲେ କଣ କରିବ ଯେତେବେଳେ ବିଯୁଜନତା ଦଳ ସରକାର ରେ ଥିଲା କେବଳ ପାଣ୍ଡିଆନ ଚଳାଉଥିଲା

  • @janardanpanda5378
    @janardanpanda5378 Před měsícem +15

    ବିଜୁ ଜନତା ଦଳରେ କିଛି ହବନି ସବୁ ପାଣି ଫୋଟକା ପରି ମିଳେଇ ଯିବ

  • @hemantkumarsingh1387
    @hemantkumarsingh1387 Před měsícem +5

    New theory of political science.

  • @salilkumar9703
    @salilkumar9703 Před měsícem +8

    ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଟି ନବୀନ ବାବୁ ଓ ପାଣ୍ଡିୟାନ ଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା

    • @ALLINONE-wm3dr
      @ALLINONE-wm3dr Před měsícem +1

      Right 😄

    • @user-jn6qj7nc6h
      @user-jn6qj7nc6h Před měsícem +1

      TugujjrTkudeidabuodia.bhasa.laya.jhakhnddi.maruchani.odiaofesara.katadichha.pankadalia

  • @ajayakumarmohanty9582
    @ajayakumarmohanty9582 Před měsícem +6

    ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ବଜଦ ର ପ୍ରଳାପ ଆରମ୍ଭ ହୋଇ ଯାଇଛି। ଆପଣ ଏହି ଭଳି ତଥ୍ୟ କେଉଁଠୁ ପାଇଲେ ? ଧନ୍ୟବାଦ ।

  • @khirodhota1440
    @khirodhota1440 Před měsícem +12

    ଗାଲୁଆଙ୍କ ବାରବାଟୀ ଚାଷ, ପଚାଶ ରୁ ତ ଅର୍ଦ୍ଧାଧିକ jail ଯିବେ l

  • @anadicharansamal7033
    @anadicharansamal7033 Před měsícem +5

    ହଁ ସଳା ମନେ ମନେ ମନ୍ତ୍ରୀ

  • @snigdhabaxipanigrahi3304
    @snigdhabaxipanigrahi3304 Před měsícem

    Well said …

  • @prakashmahapatra2182
    @prakashmahapatra2182 Před měsícem

    ଅତି ସୁନ୍ଦର ଓ ନିର୍ମଳ ଦଳ

  • @rameswar3765
    @rameswar3765 Před měsícem +8

    ଗାଲୁଆ ଙ୍କ ମୁହଁ ରେ ବଥ ହେଲେ କହିବେ ଛାଇ ହେଇଛି ।

  • @khirodhota1440
    @khirodhota1440 Před měsícem +13

    ଏସବୁ ଅନାର୍ଯ୍ୟ ପାଣ୍ଡୁର ବୁଦ୍ଧି l

  • @rasanand1877
    @rasanand1877 Před měsícem +8

    ଅଲାଜୁକ ମୁଁହରେ ଖଡ଼ଗଛ ଉଠୀଲେ ବିଂଶ ଜକମୁଂହରେ ଛାଇ ଭଳି ।

  • @jagannathmishra5300
    @jagannathmishra5300 Před měsícem +5

    ବିଜେଡି ର ନେତା ମାନେ କଥା କହି ପାରନ୍ତି କି ପାଣ୍ଡିଆନ ଙ୍କ ବିନା ???
    ଏ ଗୁଡା କିଛି କାମ କୁ ନୁହଁ। ହଁ ଏମାନେ ଗେଟ ଆଗରେ ଜଗି ଶିଖି ଛନ୍ତି। ପାଣ୍ଡିଆନ ଗେଟ ଆଗରେ ଜଗୁଥିଲେ।
    ୯ବି୯ ମଦ ପିଇବା ବିଭାଗ।

  • @swadhikarbetaj3768
    @swadhikarbetaj3768 Před měsícem +6

    ବିଜେଡିର ବିଭାଗ ବଣ୍ଟନ ହେଉଛି ମାଙ୍କଡା ପଥରରେ ଗାଣ୍ଡି ଘସିବା ସହିତ ସମାନ।

  • @laxmidharapanda6086
    @laxmidharapanda6086 Před měsícem +8

    ବେହିଆଙ୍କ ବାରବାଟୀ ଚାଷ

  • @nabinbeura3225
    @nabinbeura3225 Před měsícem +5

    ନବୀନ୍ ପୋଛିନେଲେ ପାଟି. ଏବେ ଯେଉଁମାନେ କେଉଁ କେଉଁ ବିଭାଗ ଦାୟିତ୍ଵ ନେଲେ ଅସଲି ବିଭାଗ ଥିଲାବେଳେ ସେମାନେ ଲିଭାଇ ଥିଲେ ତ ?

  • @bibhutibhusanbanarjee7564
    @bibhutibhusanbanarjee7564 Před měsícem +7

    ଏହା ହେଉଛି ୯ବି୯ଙ୍କ ବିଧାନ ପରିଷଦ।

  • @hemantkumarsingh1387
    @hemantkumarsingh1387 Před měsícem +2

    Very interesting theory in BJD.

  • @NilamaniSahu-de9rl
    @NilamaniSahu-de9rl Před měsícem +4

    ବିଜେଡ଼ି ଦଳ କୁ ଜନସାଧାରଣ ପ୍ରତ୍ୟାଖାନ୍ କରିଛନ୍ତି। ଯେଉଁ କେତେଜଣ ଜିତିଯାଇଛନ୍ତି କିଏ ଦାଲିଚୋରି ତ କିଏ ପିଲାଚୋରି ଇତ୍ୟାଦି ଅଭିଯୋଗ ରହିଛି। ଖଣି,ଜମି ପିଶି

  • @bijaykumarmohanty45
    @bijaykumarmohanty45 Před měsícem +6

    Nirlaja hele katha sarila.

  • @ArunDas-bx6su
    @ArunDas-bx6su Před měsícem +5

    ଗୋଟିଏ ନୂଆ ଜିନିଷ ଦେଖି ବାକୁ ମିଳିଲା. ବିରୋଧୀ ଦଳ ର ମନ୍ତ୍ରୀ ମଣ୍ଡଳ.

    • @ALLINONE-wm3dr
      @ALLINONE-wm3dr Před měsícem +1

      😂ନିଶ୍ଚୟ ଆଜ୍ଞା.... ସ୍ବପ୍ନ ରେ

  • @user-ce6zc7zh6n
    @user-ce6zc7zh6n Před měsícem +4

    Ha Ha Ha

  • @kamalakantadas6050
    @kamalakantadas6050 Před měsícem +5

    ଏମାନେ ମନ୍ତ୍ରୀ ଥିଲା ବେଳେ କିଛି ଶିଖି ଥିଲେ ତ ଏବେ ବିରୋଧ କରିବେ 😂

  • @ajitirout6322
    @ajitirout6322 Před měsícem +4

    ପାୱାର ଥିଲା ବେଳେ ରବର୍ ଷ୍ଟାମ୍ପ ଥିଲେ
    ଆଗରୁ ପାଣ୍ଡୁ ବାବୁଙ୍କ oppose କରିଥିଲେ ଓଡ଼ିଶା ପାଇଁ ଭଲ ହେଇଥାନ୍ତା।

  • @Dharanidharajena012
    @Dharanidharajena012 Před měsícem +2

    ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ବିଭାଗ ଦେଇଥିଲେ ଭଲ ହୋଇଥାନ୍ତା।

  • @swadhikarbetaj3768
    @swadhikarbetaj3768 Před měsícem +5

    5t ବିଭାଗ କା ଦାୟିତ୍ବରେ ରହିଲା??

  • @chitraguptadas2921
    @chitraguptadas2921 Před měsícem +4

    କ୍ଷମତାରେ ଥିବାବେଳେ ନବୀନ ବାବୁ 5T ନାମକ କାଳ୍ପନିକ ବିଭାଗ/ସଂସ୍ଥା/ନିଗମ/କମ୍ପାନୀ ସୃଷ୍ଟିକରି ରାଜ୍ୟର ସବୁ ମନ୍ତ୍ରୀମାନଙ୍କୁ ଅଯୋଗ୍ୟମଣି, ସେମାନଙ୍କୁ ପାଣ୍ଡିଆନଙ୍କ ଅଧିନରେ ରଖି ରାଜ୍ୟସାରା କୋକୁଆ ଭୟ ସୃଷ୍ଟିକଲେ I ଶାସକ ଦଳର ବିଧାୟକମାନଙ୍କୁ ନବୀନ ପାଣ୍ଡିଆନଙ୍କ ଦାସରେ ପରିଣତ କରିଥିଲେ I ଦଳ ହାରିଗଲାପରେ ଅଯୋଗ୍ୟ ନେତାଙ୍କୁ ନବୀନ ଯୋଗ୍ୟ ବିବେଚନାକଲେ ନା ଏହା ତାଙ୍କର ଆଉ ଏକ ଭାଣ୍ଡାମି? ବିଧାୟକମାନେ ତାଙ୍କ ନିଜ ନିର୍ବାଚନ ମଣ଼୍ଡଳୀରେ ସବୁ ବିଭାଗ ସମ୍ପର୍କୀୟ ସମସ୍ୟାକୁ ଲୋକଲୋଚନକୁ ଆଣିବେ ନା ବିଭାଗୀୟ ମନ୍ତ୍ରୀ ପରି ରାଜ୍ୟସାରା ଗସ୍ତକରି ନିର୍ଦ୍ଦିଷ୍ଟ ବିଭାଗ କଥା ବୁଝିବେ? ଏହା ନବୀନଙ୍କ ମତିଭ୍ରମ ନା ତାଙ୍କ ପାଖଲୋକଙ୍କ ବିଚିତ୍ର ପରାମର୍ଶର ପରିଣାମ?

    • @ALLINONE-wm3dr
      @ALLINONE-wm3dr Před měsícem

      ସ୍ବପ୍ନ ନ ଦେଖିଲା ଭଳିଆ ଦିବା ସ୍ବପ୍ନ 😂

  • @ALLINONE-wm3dr
    @ALLINONE-wm3dr Před měsícem +2

    ସ୍ୱପ୍ନରେ ମୂର୍ଖ ମନ୍ତ୍ରୀ ଆଉ ସ୍ବପ୍ନ ରେ ପାଳ ବିଣ୍ଡା ମନ୍ତ୍ରୀ ପଦ.... ନିଶା ଯାଇନି ଏଯାଏଁ କ୍ଷମତା ର

  • @saktimoharana8487
    @saktimoharana8487 Před měsícem +3

    Minister of opposition😂

  • @user-ym3qx5yr9i
    @user-ym3qx5yr9i Před měsícem +1

    . ମଦ କେଉଁ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି

  • @harishmallck2
    @harishmallck2 Před měsícem +4

    ବିଜୁ ଜନତା ଦଳ ଜଗିବେ କଣ! କୌଣସି ଜାଗା କିମ୍ବା ବିଭାଗ ନାହିଁ ଯେଉଁଠାରେ ଏମାନେ ଦୁର୍ନୀତି କରି ନାହାନ୍ତି? ଏମାନେ ମଠ ଖାଇ ଦିଅଁ କୁ ବି ଖାଇ ଦେଇଛନ୍ତି! ଏ ସବୁ ପାଣ୍ଡିଆନ ର idea

  • @manasdalai4028
    @manasdalai4028 Před měsícem +2

    ଶାସନରେ ଥିବା ଅବସ୍ଥାରେ ମଦ, ଚରସ, ସିଗାରେଟ ଖାଇ ଅଚେତ ସୋଇପଡ଼ିଥିଲେ। ଏବେactive ଦେଖାଇବାକୁ ପାଣ୍ଡୁ ର ନାଟକ

  • @user-ym3qx5yr9i
    @user-ym3qx5yr9i Před měsícem +1

    ଏହି ଅଜବ ମନ୍ତ୍ରୀମାନଙ୍କର କାର୍ଯ୍ୟାଳୟ କଲେବଲେଢାବାରେ ନା ଆଉ କେଉଁଠି ?

  • @prabhatkumarmishra6641
    @prabhatkumarmishra6641 Před měsícem +1

    ଜଣ ଜଣ କରି ଜେଲ ଜିବେ ସବୁ

  • @prajnangaming9671
    @prajnangaming9671 Před měsícem +4

    Power Hangover has not yet been given up. Is it possible to make a shadow cabinet and and induct different legislators in the said positions? Perhaps Naveen Babu is not comfortable with the new players in the newly elected government. Is it normal initiative or Abnormal behaviour ? Worthless items propagated by the Pandian (ised) BJD .

  • @swarupdas275
    @swarupdas275 Před měsícem +2

    NAVIN RA THE END

  • @ALLINONE-wm3dr
    @ALLINONE-wm3dr Před měsícem +2

    ରାଜନୀତି ମହୁ ର ସ୍ୱାଦ ଭୁଲି ହେଉନି ବିଜେଡି ନେତା ଆଉ ମୁଖିଆ କଂର... ବିନା power ରେ ବିଭାଗ ବଣ୍ଟନ...ପାଣ୍ଡୁ ଖେଳ କରୁଛି ପଛ ରେ ରହିକି.... ଏତିକି ଦେଖିକି ବହୁତ ହସ ଲାଗୁଛି...
    ଆଉ ବିଜେଡି ନେତା ମାନଂକୁଂ ବହେ ଗାଳି ଦେବାକୁ ଇଛା ହେଉଛି

  • @prasantakumarswain3419
    @prasantakumarswain3419 Před měsícem +1

    ଏହିପରି ଏକ ଦଳ ଗଠନ କରାଯାଇଥିଲା ଗତ ସାଧାରଣ ନିର୍ବାଚନରେ ତାରକା ପ୍ରଚାରକ ରେ ଚିହ୍ନିତ କରାଯାଇଥିଲା ଓ ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯାହା ସେମାନେ କରିଥିଲେ କି ?

  • @duryodhanmahanta7766
    @duryodhanmahanta7766 Před měsícem +1

    ବିଜେଡି କୁ ଲୋକେ ପ୍ରତ୍ୟାଖ୍ୟାନ କଲେ। ଔଷଧ ବିକଳେ ତାଟିଆ କାମୁଡ଼ା କଥା। ବିଜେଡି ବିନାଶ ହେବ।

  • @sasikantkant4780
    @sasikantkant4780 Před měsícem +2

    Nabina still now ପର କଥା ରେ ପରିଚାଳିତ, ମନେ ମନେ ଭାବୁଛି ବିଜେଡି
    Underground ସରକାର ଏ ମାଧ୍ୟମରେ
    ଚଲାଇବ, ଭୁଲି ଯାଉ ବିଜେଡି ସବୁ ଦିନ ପାଇଁ ହଜି ଗଲା, ଏବେ ବିଜେପି ୧୦୦ ରୁ ଉର୍ଦ୍ଧ୍ବ ବର୍ଷ ରହିବ କିପରି ଯୋଜନା ଚାଲିବ,
    ସେ ରାସ୍ତା ରେ ବିଜେପି, ପାଦ ଚଟା ବିଧାୟକ କଂ କଥା ଭୁଲି ଯାଓ,
    ଦୂର୍ଗା ଭାଇ,

  • @PRANABNAYAK1977
    @PRANABNAYAK1977 Před měsícem +1

    ମନେ ମନେ ମନ୍ତ୍ରୀ!
    ବୋଇଲା, ସରକାରରେ ଥିଲାବେଳେ ଯଦି ନିଜ ନିର୍ବାଚିତ ବିଧାୟକଙ୍କୁ ଏତିକି ଓଜନ ମିଳିଥନ୍ତା ହୁଏତ ଆଜି ଏମିତିକା ମିଛିମିଛିକା ମନ୍ତ୍ରୀପଦରେ ମନକୁ ବୁଝାଇବାକୁ ପଡ଼ିନଥାନ୍ତା!
    ଯେଉଁମାନେ ସତସତିକା ମନ୍ତ୍ରୀ ଥିଲାବେଳେ ନିଜ ଇଚ୍ଛାରେ ଆପଣା ବିଭାଗର ଫାଇଲି ଗୋଟିଏ ଛୁଇଁବାକୁ ଅସମର୍ଥ ଥିଲେ, ସେମାନେ ଏବେ କଣ ସବୁ ଓପାଡ଼ି ପକେଇବେ ଆମକୁ ମାଲୂମ!
    #ଚକୁଳିଖିଆଲୋକ

  • @PKPadhi-qv1mj
    @PKPadhi-qv1mj Před měsícem +1

    Ethi Nabin Pattnaik kejriwal role karibe?

  • @jayjagannathyoutube1767
    @jayjagannathyoutube1767 Před měsícem +1

    ବିରୋଧୀ ଦଳ ନେତା, ବିଧାନସଭାରେ କିଛି କହିପାରିବେ ନାହିଁ ତେଣୁ ଯେଉଁ ବିଧାୟକୁ ଯେଉଁ ବିଭାଗ ଦିଆଯାଇଛି ସେହି ବିଭାଗ ଆଲୋଚନା ସେହିକରିବେ.

  • @ghanashyamswain2222
    @ghanashyamswain2222 Před měsícem +1

    😊😊😊😊. ଚମତ୍କାର ନବୀନ ମନ୍ତ୍ରୀ ମଣ୍ଡଳ ! ଆଉ କେତେ ଲୋକ ହସା ହେବ?

  • @rabindrakumarsahoo4920
    @rabindrakumarsahoo4920 Před měsícem +1

    ବରଂ ଆହୁରି ଭଲ ହୋଇଥାନ୍ତା,ଯଦି ପାଣ୍ଡିଆକୁ ରାଷ୍ଟ୍ରପତି କରି ନବୀନା ପ୍ରଧାନମନ୍ତ୍ରୀ ହୋଇଥାନ୍ତେ।ଆଉ ଯେତେ ( ୫୦)ବିଧାୟକ ରହିଲେ ସମସ୍ତଙ୍କୁ କୌଣସି ନା କୌଣସି ବିଭାଗର କ୍ଯାବିନେଟ୍ ବିଭାଗ ଦେଇଥାନ୍ତେ।ଜଣକୁ ସୂଚନା ଓ ପ୍ରସାରଣ ବିଭାଗ ନ ଦେଇ ଜଣକୁ ସୂଚନା ଓ ଆଉ ଜଣକୁ ପ୍ରସାରଣ ବିଭାଗ ଦେଲେ, ଅନ୍ତତଃ ସମସ୍ତେ ବିଭାଗ ପାଇବେ,ତା ପୁଣି କ୍ୟାବିନେଟ rang ର। ଅଲଜ୍ୟା କଉଠିକାର।ନିଶା ଏ ଯାଏ ତୁଟିନି।

  • @pramodpradhan3395
    @pramodpradhan3395 Před měsícem

    Govt nija kama karu..opposition ku chhadidia jaau taa batare..good for odisa..good for democracy

  • @hemantkumarsingh1387
    @hemantkumarsingh1387 Před měsícem +1

    BJD is still in the Hangover of Power and a joke for people of odisha.

  • @kalpanaparida3178
    @kalpanaparida3178 Před měsícem

    Haru cabinet😊😊😊😊

  • @srikantaharichandan1464
    @srikantaharichandan1464 Před měsícem

    ପରାଜିତ ନେତା ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ଆଉ ଗଭର୍ଣ୍ଣର ବି ହେଇ ଯାଆନ୍ତୁ। ନିଗମ ମୁଖ୍ୟ ହେଲେ ବି ଭଲ।

  • @dwarikanathmohanty179
    @dwarikanathmohanty179 Před měsícem

    Naveen Patnaik should also rehabilitate the candidates defeated in the election. There should no partiality. He can easily make them chairman of different corporations.

  • @ranajitjena4668
    @ranajitjena4668 Před měsícem

    ରାଜନୀତିରେ ବିରୋଧୀ ଦଳର ଭୂମିକା କିଭଳି ରହିବା କଥା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସମସ୍ତ ରାଜନୀତି ଦଳର ନେତା ମାନଙ୍କୁ ନୂଆ ଦିଗଦର୍ଶନ ଦେଖାଇଲେ ଯାହା ଭାରତ ରାଜନୀତି ଇତିହାସରେ ପ୍ରଥମ ଘଟଣା

  • @arunkumarmohanty6292
    @arunkumarmohanty6292 Před měsícem

    ଆଜ୍ଞା, ଗୋଟିଏ ଗ୍ଲାସରେ ଅଧା ପାଣି ଥିବ. ତାହାକୁ ଜଣେ ସକାରାତ୍ମକ ଲୋକ କହିବ ଯେ ଅଧେ ପାଣି ଅଛି. କିନ୍ତୁ ଜଣେ ନକାରାତ୍ମକ ଲୋକ କହିବ ଅଧା ଖାଲି ଅଛି. ତେଣୁ ନିଜର ଚିନ୍ତାଧାରା ଅନୁଯାୟୀ ଭାବନା. ଦାୟିତ୍ୱ ସମ୍ପର୍ଣ୍ଣ ପାଇଁ କେବଳ ସରକାର କଣ ବିଭାଗ ବଣ୍ଟନ କରିବେ? ଆମେ ଆମ ଘରେ କଣ ବାହା ପୁଆଣି ହେଲେ ଗେଷ୍ଟ କଥା କିଏ ବୁଝିବ, ସଉଦାପାତି କିଏ ଆଣିବ, ଟେଂଡ କଥା କିଏ ବୁଝିବ, ବନ୍ଧୁ ନିମନ୍ତ୍ରଣ କିଏ କରିବ... ଏମିତି ଦାୟିତ୍ୱ ବଣ୍ଟନ କରୁନାହେଁକି? କାମରେ ଶୃଙ୍ଖଳା ପାଇଁ ଦାୟିତ୍ୱ ଦିଆଯାଏ. କ୍ଷମତା ପାଇଁ ନୁହେଁ. ନବୀନବାବୁ ପ୍ରତ୍ୟେକ କାମରେ ନୂଆ କରି ଦେଖାଇଛନ୍ତି ଏବଂ ଭାରତରେ ଅନ୍ୟ ସରକାର ମାନଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି. ବିପର୍ଯୟ ମୁକାବିଲାରେ ସାରା ପୃଥିବୀ ପାଇଁ ରୋଲମଡେଲ ସାଜିଛନ୍ତି. ଠିକ ସେମିତି ବିରୋଧୀଦଳର ଦାୟିତ୍ୱକୁ ସଠିକ ଭାବରେ ଏବଂ ନିଖୁଣ ଭାବରେ ନିଭାଇବା ପାଇଁ ଏହା ତାଙ୍କର ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ, ଯାହାକି ଅନ୍ୟମାନଙ୍କୁ ପ୍ରେରନା ଦେବ. ଗଣତନ୍ତ୍ରରେ ସରକାର ଅପେକ୍ଷା ବିରୋଧୀ ଭୂମିକା ବହୁତ ମୂଲ୍ୟବାନ. ସାଧାରଣ ଜନତା ଅପେକ୍ଷା ସାମ୍ବାଦିକ ହିସାବରେ ଏହାକୁ ଆପଣ ଅଧିକ ସମର୍ଥନ କରିବା କଥା👋👋👋

  • @NARESHKUMARSAHU-pc9uv
    @NARESHKUMARSAHU-pc9uv Před měsícem

    Lajya

  • @surendranarayanpanda8021
    @surendranarayanpanda8021 Před měsícem

    ଆଉ ଯେଉଁ ମାନେ ବଳିଲେ ତାଙ୍କୁ ନିଗମର ଅଧ୍ୟକ୍ଷ କରିଦିଆଯାଉ.

  • @satyanarayansahoo6768
    @satyanarayansahoo6768 Před měsícem

    Always Naveen babu'"s activities have two way output.Here he catched two output one to bind the winning leaders together and another is. they will give their answers in the house according to the department they got.

  • @snehasmitasahu7125
    @snehasmitasahu7125 Před měsícem +1

    A sabu alajuka loka

  • @user-yg2nl2xn5d
    @user-yg2nl2xn5d Před měsícem

    Where is difficultly ?.
    Non of the MLA will take negative thinking. You only are thinking of the matter in a negative manner.

  • @sbcreation371
    @sbcreation371 Před měsícem

    ଲୋକେ ହସିବେ ,

  • @binodsahoo3374
    @binodsahoo3374 Před měsícem

    What they were doing earlier in parliament ? Decentralization would have been better during last 24 years. Now they have to wait till 2029 .odia voters are conscious. Paid by their own coins.

  • @birakishoresahoo3080
    @birakishoresahoo3080 Před měsícem

    Ebhali deptt allot Kari Nabin Babu samasta MLA nku aktiara re rakhibaku n odisha ku dekhaibaku chanti kete rajyabasi nka pain kamakaruchhi BJD party.

  • @chakradharmishra5274
    @chakradharmishra5274 Před měsícem +1

    ଏ ସବୁ ଟାଉଟର ପାଣ୍ଡୁର ଚାଲ l ନବୀନ ବାବୁ କିଛି ବୁଝନ୍ତିନି l BJD ର ନେତାମାନେ ମଧ୍ୟ ସବୁ ପାଣ୍ଡୁର ଗୋଡାଣିଆ l

  • @supravanayak5673
    @supravanayak5673 Před měsícem

    Ur editorial is nice but make it short. U r repeating. the same thing frequently which is boaring to listen

  • @giridharipanda6093
    @giridharipanda6093 Před měsícem +1

    Au nalibati gadi

    • @ALLINONE-wm3dr
      @ALLINONE-wm3dr Před měsícem

      ନାଲି ପତାକା ଧରିକି ଘିରି ଘିରି ହେଇ ବୁଲେଇବେ 😄

  • @PKPadhi-qv1mj
    @PKPadhi-qv1mj Před měsícem

    Emane mantri thilabele nija bibhagare kan heuthila, Jani paru nathile, Pacharile Secretary ku pacharantu bali kahuthile, emane kana bujhibe?
    Nabin Pattnaik bidhan sabhare dabi karantu, cabinet matrinka sabu subhida emanku deba pain? MLA mananku cabinet, non_ MLA mananku state rank?

  • @snigdhabaxipanigrahi3304
    @snigdhabaxipanigrahi3304 Před měsícem

    Funny

  • @Pinkyswain9862
    @Pinkyswain9862 Před měsícem

    E chaya kou kamaku nuha
    Aloka ra dina asichi chaya au andhakara juga sari jaichi

  • @nilamanisethi9211
    @nilamanisethi9211 Před měsícem

    Apank tarjama Rajyapal pua Bisayare heuni Nirapekhya ହେଲେ ଭଲ

  • @user-wj3lf4xi7n
    @user-wj3lf4xi7n Před měsícem

    All are B J D leader in Odisha after holding quilte of misusing Govt facilities for more than 20 years

  • @crazymecrazy
    @crazymecrazy Před měsícem

    Instead of showing s the bjd parties leaders or bjp leaders but shows their every constituencies or for their respective constituencies they have done the development services provider projects for their public and voters and area's development term after term s by that the 4half crores public of the odisha state will be happy.

  • @srikantaharichandan1464
    @srikantaharichandan1464 Před měsícem

    ଅଲାଜୁକ ମନ୍ତ୍ରୀମଣ୍ଡଳ ର ବଜେଟ କେବେ 😂😂😂। ଯାହା ହେଉ କିଛି ନେତା ମନ୍ତ୍ରୀ ହେଇଗଲେ।

  • @laxmansahoo4681
    @laxmansahoo4681 Před měsícem

    ଗୁହକୁ ମାରିଲେ ମୁହଁରେ ପଡିବ,🎉

  • @user-fo9ko2lq6x
    @user-fo9ko2lq6x Před měsícem +2

    ଯାହାର ମୁହଁ ରେ ଲଜ୍ମା ନଥାଏ ତାକୁ ସମସ୍ତେ ଡରି କରି ରହିଥାନ୍ତି।

  • @dillipkumarswain5649
    @dillipkumarswain5649 Před měsícem

    Birodhi dala neta hisabare Nabin Babu sarakara ku counter kariparibeni ki Bidhan Sabha re kaunasi questions kariparibeni seithipain Nabin Babu shifting of responsibility formula aapenaichhanti

  • @user-mr9wp7fm6g
    @user-mr9wp7fm6g Před měsícem

    Nabin astscharry pachas jania jaguali

  • @abhayakumarparida2561
    @abhayakumarparida2561 Před měsícem

    ମୁଙ୍ଗେରୀଲାଲ କୀ ହସିନ ସପନା😂😅

  • @quoteoftheday2357
    @quoteoftheday2357 Před měsícem

    Drunitigrastha BJD Neta Mantri Bidhayak mane Sankha bhawan jagibe bhukibe Mohan Mantranare Odianka Mana Mohibe🎉🎉🎉

  • @sarojmohanty1617
    @sarojmohanty1617 Před měsícem

    Nabin nka mantrimandala na bala mandala ?.

  • @jayantakumarmohapatra9534
    @jayantakumarmohapatra9534 Před měsícem

    Naveen is now in still hangover, doesn't accept defeat.

  • @bijaykumarrout4161
    @bijaykumarrout4161 Před měsícem

    Pandu drama started.who prepared the list.

  • @scintillatingstar5479
    @scintillatingstar5479 Před měsícem

    Jetebele power re thile setebele minister O senior leader nkara power nathila ki CM nku thik se bheti parunathile. Bartman chota pilanku lollipop delabhalia nija dalara M.L.A O public nku bhuan bulochanti.

  • @simanchalpanda331
    @simanchalpanda331 Před měsícem

    Bjd suprem is going to be forming not chaiya govt but baiya govt .Now he is a king with out kingdom.So he is worried.

  • @bichitrakumarjena8141
    @bichitrakumarjena8141 Před měsícem

    Lazyaker A ghatana

  • @user-jn6qj7nc6h
    @user-jn6qj7nc6h Před měsícem +1

    TameTvdekhBhakuasamadik.karuchha.konamam.

  • @biranchinarayanmaharana1656

    Eie mananka office kusuma re khola jau

  • @biswanathsitha5142
    @biswanathsitha5142 Před měsícem

    Belajya Nabin pakharu netagiri Nisha chhadini ,ati behianka pari ,pagal pari ta Ghar pain mantri mandal gathan Kari kandhei khel kheluchi.

  • @arabindamishra4045
    @arabindamishra4045 Před měsícem

    ପାଗଳଙ୍କର ବାରବାଟୀ ଚାଷ। This is highly unprecedented shamelessness of Nabin Patnaik and his party beyond limit. People are laughing at it. Can't be a better joke than this stupidity. Shame, shame and shame. Now, Nabin should organise an oath taking of this so called BJD cabinet and its ministers by its most powerful non-odia leader after appointing him as a so called Governor.

  • @bijaykumarrout4161
    @bijaykumarrout4161 Před měsícem

    Laughable

  • @manasranjandash1029
    @manasranjandash1029 Před měsícem

    Bjd ଦଳ ଓଡ଼ିଶାରେ ଅଛି ତ ? ସେ କଣ ବିରୋଧୀ ଦଳ , ଏହା ସମ୍ପୂର୍ଣ ଭୁଲ କଥା ଭାଇ

  • @pradeepkumarpati4257
    @pradeepkumarpati4257 Před měsícem

    Naveen babu ebe chetigale nua idea anichhanti,

  • @dingarkumbhar2024
    @dingarkumbhar2024 Před měsícem

    ଏକ ସୁଦୃଢ଼ ଓ ରଚନାତ୍ମକ ବିରୋଧୀଦଳ ର ଭୂମିକା ଓଡିଶା ର ସ୍ବାର୍ଥ ପାଇଁ ତଥା ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଖୁସି ଖବର।
    ନବୀନ ପଟ୍ଟନାୟକ କୁଂ ଏହି ନୂତନ ଭୂମିକା ପାଇଁ ସ୍ବାଗତ

  • @SoraojKumar
    @SoraojKumar Před měsícem

    Nabin is SO cunning, it is out of imagine.

  • @santoshdash5475
    @santoshdash5475 Před měsícem

    ଲଜ୍ୟା ବିଜେଡି

  • @anandapanda4268
    @anandapanda4268 Před měsícem

    Nabeen budhahelani pandiabina chadirajanitikari paribani